2 Crônicas 12
Oriya Bible (GL_ORIYA) vs ARIB
1 ରିହବିଯାମ୍ ଜଣେ ଅତ୍ଯନ୍ତ ପରାକ୍ରମୀ ରାଜା ହାଇେ ଉଠିଲେ, ଆହୁରି ମଧ୍ଯ ସେ ନିଜ ରାଜ୍ଯକୁ ଦୃଢ଼ କଲେ। ଏହାପରେ ରିହବିଯାମ୍ ଓ ସମସ୍ତ ଇଶ୍ରାୟେଲୀୟ ସଦାପ୍ରଭୁଙ୍କ ନିଯମ ମାନିବାକୁ ମନା କଲେ।
1 E sucedeu que, quando ficou estabelecido o reino de Roboão, e havendo o rei se tornado forte, ele deixou a lei do Senhor, e com ele todo o Israel.
2 ରାଜା ରିହବିଯାମ୍ଙ୍କ ପଞ୍ଚମ ବର୍ଷ ରେ ଶୀଶକ୍ ୟିରୁଶାଲମ ନଗରକୁ ଆକ୍ରମଣ କଲା। ଏହା ଘଟିଲା, କାରଣ ସମାନେେ ସଦାପ୍ରଭୁଙ୍କ ପ୍ରତି ବିଶ୍ବସ୍ତ ନ ଥିଲେ।
2 Pelo que, no quinto ano da rei Roboão, Sisaque, rei do Egito, subiu contra Jerusalém {porque eles tinham transgredido contra o Senhor}
3 ଶୀଶକ୍ର 12,000 ରଥ, 60 ,000 ଅଶ୍ବାରୋହୀ ଓ ଏତେ ସଂଖ୍ଯକ ସୈନ୍ଯଦଳ ଥିଲେ ଯେ, ଯାହାକୁ କୌଣସି ବ୍ଯକ୍ତି ଗଣନା କରିପାରିବ ନାହିଁ। ଶୀଶକ୍ର ବିଶାଳ ସୈନ୍ଯବାହିନୀ ରେ ଲୂବୀଯର ସୈନ୍ଯ ସୁକ୍କୀଯ ସୈନ୍ଯ ଓ କୁଶୀଯ ସୈନ୍ଯମାନେ ଥିଲେ।
3 com mil e duzentos carros e sessenta mil cavaleiros; era inumerável a gente que vinha com ele do Egito: líbios, suquitas e etíopes;
4 ଶୀଶକ୍ ଯିହୁଦାର ଦୃଢ଼ ନଗରଗୁଡ଼ିକୁ ପରାସ୍ତ କଲା। ଏହାପରେ ଶୀଶକ୍ ୟିରୁଶାଲମକୁ ଆସିଲା।
4 E tomou as cidades fortificadas de Judá, e chegou até Jerusalém.
5 ଏହାପରେ ଭବଷ୍ଯଦ୍ବକ୍ତା ଶମଯିଯ, ରିହବିଯାମ୍ ନିକଟକୁ ଓ ଯିହୁଦାର ନେତାମାନଙ୍କ ନିକଟକୁ ଆସିଲେ। ଯିହୁଦାର ସହେି ନେତାମାନେ ୟିରୁଶାଲମ ରେ ରୁଣ୍ଡ ହାଇେଥିଲେ। କାରଣ ସମାନେେ ଶୀଶକଙ୍କୁ ଅତ୍ଯନ୍ତ ଭୟ କରୁଥିଲେ। ଶମଯିଯ ସମାନଙ୍କେୁ କହିଲେ, ସଦାପ୍ରଭୁ କହନ୍ତି : 'ତୁମ୍ଭମାନେେ ଆମ୍ଭକୁ ପରିତ୍ଯାଗ କରିଛ। ତେଣୁ ବର୍ତ୍ତମାନ ଆମ୍ଭର ସାହାୟ୍ଯ ବିନା ଶୀଶକ୍ର ସମ୍ମୁଖୀନ ହବୋ ନିମନ୍ତେ ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ଯାଗ କରିଅଛୁ।'
5 Então Semaías, o profeta, foi ter com Roboão e com os príncipes de Judá que se tinham ajuntado em Jerusalém por causa de Sisaque, e disse-lhes: Assim diz o Senhor: Vós me deixastes a mim, pelo que eu também vos deixei na mão de Sisaque.
6 ଏହାପରେ ଇଶ୍ରାୟେଲର ନେତାଗଣ ଓ ରାଜା ରିହବିଯାମ୍ ଅନୁତାପ କଲେ ଓ ନିଜ ନିଜକୁ ନମ୍ର କଲେ। ସମାନେେ କହିଲେ, ସଦାପ୍ରଭୁ ଠକ୍ କହିଅଛନ୍ତି।
6 Então se humilharam os príncipes de Israel e o rei, e disseram: O Senhor é justo.
7 ସଦାପ୍ରଭୁ ଦେଖିଲେ ଯେ, ସମାନେେ ନିଜକୁ ନମ୍ର କରିଛନ୍ତି। ଏହାପରେ ସଦାପ୍ରଭୁଙ୍କର ବାର୍ତ୍ତା ଶମଯିଯଙ୍କ ନିକଟକୁ ଆସିଲା। ସଦାପ୍ରଭୁ ଶମଯିଯଙ୍କୁ କହିଲେ, ସମାନେେ ନିଜକୁ ନମ୍ର କରିଅଛନ୍ତି। ତେଣୁ ଆମ୍ଭେ ସମାନଙ୍କେୁ ବିନଷ୍ଟ କରିବା ନାହିଁ, କିନ୍ତୁ ଆମ୍ଭେ ସମାନଙ୍କେୁ ଅଳ୍ପ ଉପଶମ ଦବୋ। କିନ୍ତୁ ୟିରୁଶାଲମ ଉପରେ ଆମ୍ଭର କୋରଧ ଢ଼ାଳିବା ନିମନ୍ତେ ଆମ୍ଭେ ଶୀଶକ୍କୁ ବ୍ଯବହାର କରିବା ନାହିଁ।
7 Quando, pois, o Senhor viu que se humilhavam, veio a palavra do Senhor a Semaías, dizendo: Humilharam-se, não os destruirei; mas dar-lhes-ei algum socorro, e o meu furor não será derramado sobre Jerusalém por mão de Sisaque.
8 କିନ୍ତୁ ୟିରୁଶାଲମର ଲୋକମାନେ ଶୀଶକ୍ର ଦାସ ହବେେ। ସମାନେେ ଯେପରି ଶିକ୍ଷା କରିବେ, ଆମ୍ଭର ସବୋ କରିବା ଅନ୍ୟ ଦେଶୀଯ ରାଜାମାନଙ୍କର ସବୋ କରିବାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ, ଏଥିନିମନ୍ତେ ଏହା ଘଟିବ।
8 Todavia eles lhe serão servos, para que conheçam a diferença entre a minha servidão e a servidão dos reinos da terra.
9 ଶୀଶକ୍ ୟିରୁଶାଲମ ଉପରେ ଆକ୍ରମଣ କଲେ ଓ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ଧନସମ୍ପତ୍ତି ସବୁ ଲୁଟି ନଇଗେଲେ। ଶୀଶକ୍ ମିଶରର ରାଜା ଥିଲେ। ଆଉ ସେ ରାଜାଙ୍କ ଗୃହ ରେ ଥିବା ଧନସମ୍ପତ୍ତି ସବୁ ଲୁଟି ନଇଗେଲେ। ଆହୁରି ମଧ୍ଯ ସେ ଶ ଲୋମ ନିର୍ମାଣ କରିଥିବା ସୁବର୍ଣ୍ଣ ଢ଼ାଲ ନଇଗେଲେ।
9 Subiu, pois, Sisaque, rei do Egito, contra Jerusalém, e levou os tesouros da casa do Senhor, e os tesouros da casa do rei; levou tudo. Levou até os escudos de ouro que Salomão fizera.
10 ରାଜା ରିହବିଯାମ୍ ସହେି ସୁବର୍ଣ୍ଣ ଢ଼ାଲ ରଖିବା ସ୍ଥାନ ରେ ପିତ୍ତଳର ଢ଼ାଲମାନ ନିର୍ମାଣ କଲେ। ରାଜାଙ୍କ ଗୃହର ପ୍ରବେଶଦ୍ବାରକୁ ଜଗିବା ନିମନ୍ତେ ନିୟୁକ୍ତ ହାଇେଥିବା ସନୋଧ୍ଯକ୍ଷମାନଙ୍କୁ ରିହବିଯାମ୍ ସହେି ପିତ୍ତଳ ଢ଼ାଲମାନ ଦେଲେ।
10 E o rei Roboão fez em lugar deles escudos de bronze, e os entregou na mão dos capitães da guarda, que guardavam a porta da casa do rei.
11 ରାଜା ଯେତେଥର ସଦାପ୍ରଭୁଙ୍କ ମନ୍ଦିର ଭିତ ରେ ପ୍ରବେଶ କଲେ, େସତେଥର ରକ୍ଷୀମାନେ ସହେି ପିତ୍ତଳ ଢ଼ାଲଗୁଡ଼ିକୁ ଆଣିଲେ। ପୁଣି ସମାନେେ ପୁନର୍ବାର ସହେି ପିତ୍ତଳ ଢ଼ାଲଗୁଡ଼ିକୁ ରକ୍ଷୀଗୁଡ଼ିକୁ ଫରୋଇ ଆଣିଲେ।
11 E todas as vezes que o rei entrava na casa do Senhor, vinham os da guarda e os levavam; depois tornavam a pô-los na câmara da guarda.
12 ରିହବିଯାମ୍ ଯେତବେେଳେ ନିଜକୁ ନମ୍ର କଲେ, ସଦାପ୍ରଭୁ ରିହବିଯାମଙ୍କଠାରୁ ଆପଣା କୋର୍ଧ ଫରୋଇ ନଇଗେଲେ। ତେଣୁ ସଦାପ୍ରଭୁ ରିହବିଯାମ୍ଙ୍କୁ ସମ୍ପୂର୍ଣ୍ଣରୂପେ ବିନଷ୍ଟ କଲେ ନାହିଁ। ଯିହୁଦାର କିଛି ମଙ୍ଗଳ ହେଲା।
12 E humilhando-se ele, a ira do Senhor se desviou dele, de modo que não o destruiu de todo; porque ainda havia coisas boas em Judá.
13 ରାଜା ରିହବିଯାମ୍ ୟିରୁଶାଲମ ରେ ନିଜକୁ ଶକ୍ତିଶାଳୀ କଲେ। ସେ ଯେତବେେଳେ ରାଜା ହେଲେ, ସେତବେେଳେ ତାଙ୍କୁ ଏକଚାଳିଶ ବର୍ଷ ବଯସ ହାଇେଥିଲା। ରିହବିଯାମ୍ ସତର ବର୍ଷ ପର୍ୟ୍ଯନ୍ତ ୟିରୁଶାଲମ ରେ ରାଜା ହାଇେ ରହିଲେ। ଇଶ୍ରାୟେଲର ସମସ୍ତ ବଂଶ ମଧ୍ଯରୁ ସଦାପ୍ରଭୁ ୟିରୁଶାଲମ ନଗରକୁ ହିଁ ମନୋନୀତ କରିଥିଲେ। ସଦାପ୍ରଭୁ ୟିରୁଶାଲମ ରେ ତାଙ୍କର ନାମ ସ୍ଥାପନ କରିବାକୁ ମନୋନୀତ କଲେ। ରିହମିଯାମ୍ଙ୍କୁ ମାତା ଥିଲେ ନଯମା। ନଯମା ଅମ୍ମାନେ ଦେଶରୁ ଆସିଥିଲେ।
13 Fortaleceu-se, pois, o rei Roboão em Jerusalém, e reinou. Roboão tinha quarenta e um anos quando começou a reinar, e reinou dezessete anos em Jerusalém, a cidade que o Senhor escolhera dentre todas as tribos de Israel, para pôr ali o seu nome. E era o nome de sua mãe Naamá, a amonita.
14 ରିହବିଯାମ୍ ମନ୍ଦକର୍ମ କଲେ, କାରଣ ସେ ତାଙ୍କ ହୃଦଯ ରେ ସଦାପ୍ରଭୁଙ୍କର ବାଧ୍ଯ ହବୋ ନିମନ୍ତେ ସିଦ୍ଧାନ୍ତ ନଇେ ନ ଥିଲେ।
14 Ele fez o que era mau, porquanto não dispôs o seu coração para buscar ao Senhor.
15 ରିହବିଯାମ୍ ଯେତବେେଳେ ରାଜା ଥିଲେ, ତାଙ୍କର ରାଜତ୍ବର ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଯେଉଁ କର୍ମସବୁ କରିଥିଲେ, ସହେିସବୁ ଭବିଷ୍ଯଦ୍ବକ୍ତା ଶମଯିଯଙ୍କ ଲିଖିତ ସକଳ ବିଷଯ ଓ ଦାର୍ଶନିକ ଇଦ୍ଦୋଙ୍କ ଲିଖିତ ସକଳ ବିଷଯ ରେ ଲିପିବଦ୍ଧ କରାୟାଇଅଛି। ସହେି ବ୍ଯକ୍ତିମାନେ ପାରିବାରିକ ଇତିହାସ ସବୁ ଲେଖିଥିଲେ। ରିହବିଯାମ୍ ଓ ୟାରବିଯାମ୍ ଏହି ଦୁଇ ରାଜାଙ୍କ ମଧିଅରେ, ସମାନଙ୍କେ ରାଜତ୍ବ କାଳ ରେ ସବୁ ସମୟରେ ୟୁଦ୍ଧ ଲାଗି ରହିଥିଲା।
15 Ora, os atos de Roboão, desde os primeiros até os últimos, porventura não estão escritos nas histórias de Semaías, o profeta, e de Ido, o vidente, na relação das genealogias? Houve guerra entre Roboão e Jeroboão por todos os seus dias.
16 ରିହବିଯାମ୍ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ବିଶ୍ରାମ ନେଲେ। ରିହବିଯାମ୍ଙ୍କୁ ଦାଉଦଙ୍କ ନଗର ରେ କବର ଦିଆଗଲା। ଏହାପରେ ରିହବିଯାମ୍ଙ୍କ ପୁତ୍ର ଅବିଯ ନୂତନ ରାଜା ହେଲେ।
16 E Roboão dormiu com seus pais, e foi sepultado na cidade de Davi. E Abias, seu filho, reinou em seu lugar.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Crônicas 12, comparar traduções ou montar um estudo — tudo direto pelo WhatsApp.