2 Crônicas 11
Oriya Bible (GL_ORIYA) vs ACF
1 ରିହବିଯାମ୍ ଯେତବେେଳେ ୟିରୁଶାଲମକୁ ଆସିଲେ, ସେ ସର୍ବୋତ୍ତମ ସୈନିକମାନଙ୍କ ମଧ୍ଯରୁ 1,80,000 ଜଣଙ୍କୁ ଏକତ୍ର କଲେ। ସେ ଯିହୁଦା ଓ ବିନ୍ଯାମୀନ ଗୋଷ୍ଠୀରୁ ଏହି ସୈନିକମାନଙ୍କୁ ସଂଗ୍ରହ କଲେ। ରିହବିଯାମ୍ ଯେପରି ତାଙ୍କର ରାଜ୍ଯ ଫରେିପାଇବେ, ଏଥିନିମନ୍ତେ ଇଶ୍ରାୟେଲର ବିରୁଦ୍ଧ ରେ ୟୁଦ୍ଧ କରିବା ନିମନ୍ତେ ସେ ସହେି ସୈନ୍ଯମାନଙ୍କୁ ଏକତ୍ର କଲେ।
1 Vindo, pois, Roboão a Jerusalém, reuniu, da casa de Judá e Benjamim, cento e oitenta mil escolhidos, destros na guerra, para pelejarem contra Israel, e para restituírem o reino a Roboão.
2 କିନ୍ତୁ ସଦାପ୍ରଭୁଙ୍କଠାରୁ ଶମଯିଯଙ୍କ ନିକଟକୁ ବାର୍ତ୍ତା ଆସିଲା। ଶମଯିଯ ପରମେଶ୍ବରଙ୍କର ଜଣେ ବ୍ଯକ୍ତି ଥିଲେ। ସଦାପ୍ରଭୁ କହିଲେ,
2 Porém a palavra do Senhor veio a Semaías, homem de Deus, dizendo:
3 ଶମଯିଯା ଶଲୋମନଙ୍କ ପୁତ୍ର ଯିହୁଦାର ରାଜା ରିହବିଯାମ୍ ଏବଂ ଯିହୁଦା ଓ ବିନ୍ଯାମୀନ ନଗର ରେ ବାସ କରୁଥିବା ଇଶ୍ରାୟେଲର ସମସ୍ତ ଲୋକଙ୍କୁ କୁହ। ସମାନଙ୍କେୁ କୁହ :
3 Fala a Roboão, filho de Salomão, rei de Judá, e a todo o Israel, em Judá e Benjamim, dizendo:
4 ସଦାପ୍ରଭୁ ଏହା କହନ୍ତି, 'ତୁମ୍ଭମାନେେ ତୁମ୍ଭମାନଙ୍କର ଭ୍ରାତାମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବ ନାହିଁ। ପ୍ରେତ୍ୟକକ ଲୋକ ନିଜ ଗୃହକୁ ଫରେିଯାଉ। ଆମ୍ଭେ ଏହା ଘଟାଇଅଛୁ।' ଅତଏବ ରାଜା ରିହବିଯାମ୍ ଓ ତାଙ୍କର ସୈନ୍ଯଦଳ ସଦାପ୍ରଭୁଙ୍କ ବାର୍ତ୍ତାର ବାଧ୍ଯ ହେଲେ ଓ ଫରେିଗଲେ। ସମାନେେ ୟାରବିଯାମ୍ଙ୍କ ଉପରେ ଆକ୍ରମଣ କଲେ ନାହିଁ।
4 Assim diz o Senhor: Não subireis, nem pelejareis contra os vossos irmãos; volte cada um à sua casa; porque de mim proveio isto. E ouviram as palavras do Senhor, e desistiram de ir contra Jeroboão.
5 ରିହବିଯାମ୍ ୟିରୁଶାଲମ ରେ ବାସ କଲେ। ସେ ଆକ୍ରମଣର ପ୍ରତିରୋଧ କରିବା ନିମନ୍ତେ ଯିହୁଦାର ଦୃଢ଼ ନଗରମାନ ନିର୍ମାଣ କଲେ।
5 E Roboão habitou em Jerusalém; e para defesa, edificou cidades em Judá.
6 ସେ ବୈଥ୍ଲେ ହେମ୍, ଐଟମ୍, ତକୋଯର ସମସ୍ତ ନଗରକୁ ସୁଦୃଢ଼ କଲେ।
6 Edificou, pois, a Belém, a Etã, e a Tecoa,
7 ବୈଥ୍ସୂର୍, ସୋଖୋ, ଅଦୂଲମ୍,
7 E a Bete-Zur, a Socó, a Adulão,
8 ଗାଥ୍, ମା ରଶାେ, ସୀଫ୍,
8 E a Gate, a Maressa, a Zife,
9 ଅଦୋରଯିମ୍, ଲାଖୀଶ୍, ଅ ସକୋ,
9 E a Adoraim, a Laquis, e a Azeca,
10 ସରା, ଅଯାଲୋନ୍ ଓ ହିବ୍ରୋଣ୍ର ନଗର ସବୁର ମରାମତି କଲେ। ଯିହୁଦା ଓ ବିନ୍ଯାମୀନର ଏହି ନଗରଗୁଡ଼ିକ ଦୃଢ଼ କରାଗଲା।
10 E a Zorá, a Aijalom, e a Hebrom, que estavam em Judá e em Benjamim; cidades fortes.
11 ଯେତବେେଳେ ରିହବିଯାମ୍ ସହେି ନଗର ଗୁଡ଼ିକୁ ଦୃଢ଼ କଲେ, ସେ ସଠାେରେ ସନୋଧ୍ଯକ୍ଷମାନଙ୍କୁ ସ୍ଥାପନ କଲେ। ସେ ସହେି ନଗରଗୁଡ଼ିକୁ ଖାଦ୍ୟ, ତୈଳ ଓ ଦ୍ରାକ୍ଷାରସ ମଧ୍ଯ ଯୋଗଣ କଲେ।
11 E fortificou estas fortalezas e pôs nelas capitàes, e armazéns de víveres, de azeite, e de vinho.
12 ଆହୁରି ମଧ୍ଯ, ରିହବିଯାମ୍ ପ୍ରେତ୍ୟକକ ନଗର ରେ ଢ଼ାଲ ଓ ବର୍ଚ୍ଛାମାନ ଗଚ୍ଛିତ ରଖିଲେ ଓ ନଗରଗୁଡ଼ିକୁ ଅତ୍ଯନ୍ତ ଦୃଢ଼ କଲେ। ରିହବିଯାମ୍ ଯିହୁଦା ଓ ବିନ୍ଯାମୀନର ନଗର ଓ ତାହାର ଲୋକମାନଙ୍କୁ ନିଜ ଅଧୀନ ରେ ରଖିଲେ।
12 E pôs em cada cidade paveses e lanças; fortificou-as grandemente; e Judá e Benjamim pertenceram-lhe.
13 ଇଶ୍ରାୟେଲର ସମସ୍ତ ଯାଜକ ଓ ଲବେୀୟଗଣ ରିହବିଯାମ୍ ସହ ଏକମତ ହେଲେ ଓ ତାଙ୍କ ସହିତ ୟୋଗ ଦେଲେ।
13 Também os sacerdotes e os levitas, que havia em todo o Israel, se reuniram a ele de todos os seus termos.
14 ଲବେୀୟମାନେ ସମାନଙ୍କେର ତୃଣଭୂମି ଓ ନିଜର ସମ୍ପତ୍ତି ସବୁକୁ ପରିତ୍ଯାଗ କଲେ ଏବଂ ଯିହୁଦା ଓ ୟିରୁଶାଲମକୁ ଚାଲିଆସିଲେ। ରିହବିଯାମ୍ ଓ ତାଙ୍କର ପୁତ୍ରମାନେ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ଯାଜକରୂପେ ସବୋକାର୍ୟ୍ଯ କରିବାକୁ ବାରଣ କରିବାରୁ ସମାନେେ ଏହିପରି କଲେ।
14 Porque os levitas deixaram os seus arrabaldes, e a sua possessão, e vieram a Judá e a Jerusalém, porque Jeroboão e seus filhos os lançaram fora para que não ministrassem ao Senhor.
15 ୟାରବିଯାମ୍ ଉଚ୍ଚସ୍ଥାନମାନଙ୍କ ରେ ସବୋକାର୍ୟ୍ଯ କରିବା ନିମନ୍ତେ ସ୍ବଯଂ ଯାଜକମାନଙ୍କୁ ମନୋନୀତ କଲେ, ଯେଉଁ ସ୍ଥାନମାନଙ୍କ ରେ କି ସେ ନିର୍ମାଣ କରିଥିବା ଛଳେି ଓ ବାଛୁରୀର ପ୍ରତିମା ସ୍ଥାପନ କରିଥିଲେ।
15 E ele constituiu para si sacerdotes, para os altos, para os demônios, e para os bezerros, que fizera.
16 ଏହାପରେ ଇଶ୍ରାୟେଲ ସହେି ସମସ୍ତ ଘରର ଲୋକମାନେ ଯେଉଁମାନେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ଥିଲେ, ସମାନଙ୍କେର ପିତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କୁ ନବୈେଦ୍ଯ ଉତ୍ସର୍ଗ କରିବା ପାଇଁ ୟିରୁଶାଲମକୁ ଆସିଲେ।
16 Depois desses também, de todas as tribos de Israel, os que deram o seu coração a buscarem ao Senhor Deus de Israel, vieram a Jerusalém, para oferecerem sacrifícios ao Senhor Deus de seus pais.
17 ସହେି ଲୋକମାନେ ଯିହୁଦା ରାଜ୍ଯକୁ ସୁଦୃଢ଼ କଲେ। ଆଉ ସମାନେେ ତିନି ବର୍ଷ ପର୍ୟ୍ଯନ୍ତ ଶଲୋମନଙ୍କ ପୁତ୍ର ରିହବିଯାମ୍ଙ୍କର ସପକ୍ଷ ରେ ରହିଲେ। ସମାନେେ ଏପ୍ରକାର କଲେ, କାରଣ ଦାଉଦ ଓ ଶଲୋମନ ଯେଉଁ ମାର୍ଗ ରେ ଜୀବନ କାଟୁଥିଲେ, ସହେି ସମୟରେ ସମାନେେ ସହେି ମାର୍ଗ ରେ ଜୀବନ କାଟିଲେ।
17 Assim fortaleceram o reino de Judá e corroboraram a Roboão, filho de Salomão, por três anos; porque três anos andaram no caminho de Davi e Salomão.
18 ରିହବିଯାମ୍ ମହଲତ୍ଙ୍କୁ ବିବାହ କଲେ। ତାଙ୍କର ପିତା ଥିଲେ ଯିରମୋେତ୍ର। ତାଙ୍କର ମାତା ଥିଲେ ଅବୀହଯିଲ। ଯିରମୋେତ୍ର ଦାଉଦଙ୍କ ପୁତ୍ର ଥିଲେ। ଅବୀହଯିଲ ଇଲିଯାବ୍ଙ୍କ କନ୍ଯା ଥିଲେ। ଇଲିଯାବ୍ ୟିଶୀଙ୍କ ପୁତ୍ର ଥିଲେ।
18 E Roboão tomou para si, por mulher, a Maalate, filha de Jerimote, filho de Davi; e Abiail, filha de Eliabe, filho de Jessé.
19 ମହଲତ୍ ରିହବଯାମ୍ଙ୍କୁ ଏହି ପୁତ୍ରମାନଙ୍କୁ ଦେଲେ : ୟିଯୁଶ୍, ଶମରିଯ ଓ ସହମ।
19 A qual lhe deu filhos: Jeús, Samarias e Zaã.
20 ଏହାପରେ ରିହବିଯାମ୍ ମାଖାଙ୍କୁ ବିବାହ କଲେ। ମାଖା ଅବଶା ଲୋମ୍ଙ୍କ ଝିଅ ଥିଲେ। ଆଉ ମାଖା ରିହବିଯାମ୍ଙ୍କୁ ଏହି ସନ୍ତାନମାନଙ୍କୁ ଦେଲେ : ଅବିଯ, ଅତଯ, ସୀଷ ଓ ଶଲୋମୀତ୍।
20 E depois dela tomou a Maaca, filha de Absalão; esta lhe deu Abias, Atai, Ziza e Selomite.
21 ରିହବିଯାମ୍ ତାଙ୍କର ଅଠର ଜଣ ସ୍ତ୍ରୀ ଓ ଷାଠିଏ ଜଣ ଉପପତ୍ନୀମାନଙ୍କ ମଧିଅରେ ମାଖାଙ୍କୁ ସବୁଠାରୁ ଅଧିକ ପ୍ ରମେ କରୁଥିଲେ। ରିହବିଯାମ୍ ଅଠଇେଶ ଜଣ ପୁତ୍ର ଓ ଷାଠିଏ ଜଣ କନ୍ଯାଙ୍କର ପିତା ଥିଲେ।
21 E amava Roboão mais a Maaca, filha de Absalão, do que a todas as suas outras mulheres e concubinas; porque ele tinha tomado dezoito mulheres, e sessenta concubinas; e gerou vinte e oito filhos, e sessenta filhas.
22 ରିହବିଯାମ୍ ମାଖାର ପୁତ୍ର ଅବିଯଙ୍କୁ ତାଙ୍କ ନିଜ ଭ୍ରାତାମାନଙ୍କ ମଧିଅରେ ନେତା ହବୋ ନିମନ୍ତେ ମନୋନୀତ କଲେ। ରିହବିଯାମ୍ ଅବିଯଙ୍କୁ ରାଜା କରିବା ନିମନ୍ତେ ଯୋଜନା କରିଥିବାରୁ ଏହିପରି କଲେ।
22 E Roboão designou Abias, filho de Maaca, para ser chefe e líder entre os seus irmãos, porque queria fazê-lo rei.
23 ରିହବିଯାମ୍ ଜ୍ଞାନର ସହିତ କର୍ମ କଲେ ଓ ଯିହୁଦାର ସମସ୍ତ ଅଞ୍ଚଳ ତଥା ପ୍ରେତ୍ୟକକ ସୁଦୃଢ଼ ନଗରସାରା ତାଙ୍କର ପୁତ୍ରମାନଙ୍କୁ ବ୍ଯାପ୍ତ କରି ରଖିଲେ। ଆଉ ରିହବିଯାମ୍ ତାଙ୍କର ପୁତ୍ରମାନଙ୍କୁ ୟଥେଷ୍ଟ ଖାଦ୍ୟ ଦେଲେ। ଆହୁରି ମଧ୍ଯ, ସେ ତାଙ୍କର ପୁତ୍ରମାନଙ୍କ ନିମନ୍ତେ ସ୍ତ୍ରୀମାନଙ୍କୁ ଖାଜେିଲେ।
23 E usou de prudência, e de todos os seus filhos, alguns espalhou por todas as terras de Judá, e Benjamim, por todas as cidades fortes; e deu-lhes víveres em abundância; e lhes procurou muitas mulheres.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Crônicas 11, comparar traduções ou montar um estudo — tudo direto pelo WhatsApp.