2 Crônicas 10
Oriya Bible (GL_ORIYA) vs VC
1 ରିହବିଯାମ୍ ଶିଖିମ୍ ସହରକୁ ଗଲେ, କାରଣ ଇଶ୍ରାୟେଲର ସମସ୍ତ ଲୋକ ତାଙ୍କୁ ରାଜା କରିବା ନିମନ୍ତେ ସଠାେକୁ ୟାଇଥିଲେ।
1 Roboão foi a Siquém, onde todo o Israel se tinha reunido para proclamá-lo rei.
2 ରିହବିଯାମ୍ ମିଶର ରେ ଥିଲେ, କାରଣ ସେ ରାଜା ଶଲୋମନଙ୍କଠାରୁ ପଳାଯନ କରିଥିଲେ। ୟାରବିଯାମ୍ ନବାଟଙ୍କ ପୁତ୍ର ଥିଲେ। ୟାରବିଯାମ୍ ଶୁଣିଲେ ଯେ, ରିହବିଯାମ୍ ନୂତନ ରାଜା ହବୋକୁ ଯାଉଅଛନ୍ତି। ତେଣୁ ୟାରବିଯାମ୍ ମିଶରରୁ ଫରେି ଆସିଲେ।
2 Jeroboão, filho de Nabat, estava nesse tempo no Egito, para onde tinha fugido para escapar ao rei Salomão. Soube disso e retornou. - Tinham-no mandado procurar.
3 ଇଶ୍ରାୟେଲର ଲୋକମାନେ ୟାରବିଯାମ୍ଙ୍କୁ ସମାନଙ୍କେ ସଙ୍ଗ ରେ ଆସିବାକୁ ନିମନ୍ତ୍ରଣ ଜଣାଇଲେ। ଏହାପରେ ୟାରବିଯାମ୍ ଓ ଇଶ୍ରାୟେଲ ସମସ୍ତ ଲୋକ ରିହବିଯାମ୍ଙ୍କ ନିକଟକୁ ଗଲେ। ସମାନେେ ତାଙ୍କୁ କହିଲେ, ରିହବିଯାମ୍,
3 Jeroboão e todo o Israel vieram, portanto, dizer a Roboão:
4 ତୁମ୍ଭର ପିତା ଆମ୍ଭମାନଙ୍କ ଜୀବନକୁ ଅସହ୍ଯ କରିଛନ୍ତି। ଆମ୍ଭମାନଙ୍କୁ ତାହା ଏକ ଅତ୍ଯନ୍ତ ଭାରୀ ବୋଝ ବୋହିଲା ପରି ଲାଗୁଅଛି। ସହେି ବୋଝକୁ ଆମ୍ଭମାନଙ୍କ ନିମନ୍ତେ ହାଲୁକା କରିଦିଅ, ତବେେ ଆମ୍ଭମାନେେ ତୁମ୍ଭର ସବୋ କରିବୁ।
4 Teu pai nos impôs um jugo pesado. Alivia, portanto, esta dura servidão e este jugo pesado que ele nos impôs. Nós seremos teus servos.
5 ରିହବିଯାମ୍ ସମାନଙ୍କେୁ କହିଲେ, ମାେ ନିକଟକୁ ତିନିଦିନ ପରେ ପୁନର୍ବାର ଆସ। ତେଣୁ ଲୋକମାନେ ଫରେିଗଲେ।
5 Voltai, respondeu ele, a mim daqui a três dias. E a multidão se retirou.
6 ଏହାପରେ ରାଜା ରିହବିଯାମ୍ ବୃଦ୍ଧ ବ୍ଯକ୍ତିମାନଙ୍କ ସହିତ କଥା ହେଲେ, ଯେଉଁମାନେ କି ଅତୀତ ରେ ତାଙ୍କର ପିତା ଶଲୋମନଙ୍କର ସବୋ କରୁଥିଲେ। ରିହବିଯାମ୍ ସମାନଙ୍କେୁ କହିଲେ, ଏହି ଲୋକମାନଙ୍କୁ କହିବା ନିମନ୍ତେ ଆପଣମାନେ ମାେତେ କେଉଁ ପରାମର୍ଶ ଦେଉଛନ୍ତି।?
6 O rei Roboão aconselhou-se então com os anciãos que tinham cercado seu pai Salomão durante sua vida. Que me aconselhais vós, disse-lhes ele, a responder a esse povo?
7 ବୃଦ୍ଧ ବ୍ଯକ୍ତିମାନେ ରିହବିଯାମ୍ଙ୍କୁ କହିଲେ, ଯଦି ତୁମ୍ଭେ ଏହି ଲୋକମାନଙ୍କ ପ୍ରତି ଦୟାଳୁ ହବେ ଓ ସମାନଙ୍କେୁ ସନ୍ତୁଷ୍ଟ କରିବ ଏବଂ ସମାନଙ୍କେୁ ମଧୁର କଥା କହିବ, ତବେେ ସମାନେେ ଚିରକାଳ ତୁମ୍ଭର ସବୋ କରିବେ।
7 Disseram: Se tu te mostras bom para com esse povo, e dás atenção a ele, se lhe falas com benevolência, será teu servo para sempre.
8 କିନ୍ତୁ ରିହବିଯାମ୍ ବୃଦ୍ଧ ଲୋକମାନେ ଦଇେଥିବା ଉପଦେଶକୁ ଗ୍ରହଣ କଲେ ନାହିଁ। ରିହବିଯାମ୍ ତାଙ୍କ ସଙ୍ଗେ ଏକତ୍ର ବଢ଼ିଥିବା ଓ ତାଙ୍କର ସବୋ କରୁଥିବା ୟୁବା ଲୋକମାନଙ୍କ ସହିତ କଥା ହେଲେ।
8 Mas Roboão negligenciou o conselho que lhe davam os anciãos, para, por sua vez, consultar os jovens de sua roda, que tinham crescido com ele:
9 ରିହବିଯାମ୍ ସମାନଙ୍କେୁ କହିଲେ, ତୁମ୍ଭମାନେେ ମାେତେ କେଉଁ ପରାମର୍ଶ ଦେଉଅଛ, ଆମ୍ଭମାନେେ ଏହି ଲୋକମାନଙ୍କୁ କି ପ୍ରକା ରେ ଉତ୍ତର ଦବୋ ଉଚିତ୍ ? ମାରେ ପିତା ସମାନଙ୍କେ ଉପରେ ଯେଉଁ ଭାର ରଖିଛନ୍ତି, ତାହା ମୁଁ ହାଲୁକା କରେ ବୋଲି ସମାନେେ ଚାହାଁନ୍ତି।
9 Que me aconselhais vós, disse-lhes ele, a responder a esse povo que me pede que eu alivie o jugo imposto a ele por meu pai?
10 ଏହାପରେ ରିହବିଯାମ୍ଙ୍କ ସହିତ ବଢ଼ିଥିବା ୟୁବା ଲୋକମାନେ ତାଙ୍କୁ କହିଲେ, ତୁମ୍ଭ ସହିତ କଥା ହାଇେଥିବା ଲୋକମାନଙ୍କୁ ତୁମ୍ଭେ ଏହି ପ୍ରକା ରେ ଉତ୍ତର ଦବୋ ଉଚିତ୍। ଲୋକମାନେ ତୁମ୍ଭକୁ କହିଲେ, 'ତୁମ୍ଭର ପିତା ଆମ୍ଭମାନଙ୍କ ଜୀବନକୁ ଅସହ୍ଯ କରିଅଛନ୍ତି। ଆମ୍ଭମାନଙ୍କୁ ତାହା ଏକ ଭାରୀ ବୋଝ ବହିଲା ପରି ମନେ ହେଉଛି। କିନ୍ତୁ ତୁମ୍ଭେ ଆମ୍ଭମାନଙ୍କର ସହେି ବୋଝକୁ ହାଲୁକା କର ବୋଲି ଆମ୍ଭମାନେେ ଚାହୁଁ। କିନ୍ତୁ ସମାନେେ ରିହବିଯାମ୍ଙ୍କୁ କହିଲେ, ତୁମ୍ଭେ ସହେି ଲୋକମାନଙ୍କୁ ଏହିପରି କହିବା ଉଚିତ୍ ; ସମାନଙ୍କେୁ କୁହ, ' ମାରେ କନିଷ୍ଠ ଅଙ୍ଗୁଳି ମାରେ ପିତାଙ୍କର ଅଣ୍ଟାଠାରୁ ମଧ୍ଯ ମାଟେ !!
10 Os jovens que tinham crescido com ele lhe responderam: Eis as palavras que terás para o povo que te disse: Teu pai colocou sobre nós um jugo pesado; alivia-o. - Dir-lhe-ás: Meu dedo mínimo é maior do que o ventre de meu pai.
11 ମାରେ ପିତା ତୁମ୍ଭମାନଙ୍କ ଉପରେ ଏକ ଭାରୀ ବୋଝ ଲଦି ଦଇେଛନ୍ତି, ମୁଁ ସହେି ବୋଝକୁ ଆହୁରି ଭାରୀ କରିବି। ମାରେ ପିତା ତୁମ୍ଭକୁ ଚାବୁକ ଦ୍ବାରା ଦଣ୍ଡ ଦେଉଥିଲେ। ମୁଁ ତୁମ୍ଭମାନଙ୍କୁ ଏ ପ୍ରକାର ଚାବୁକ ଦ୍ବାରା ଶାସନ କରିବି, ଯେଉଁଥି ରେ ମୁନିଆ କଣ୍ଟାମାନ ବାହାରିଥିବ।'
11 Impôs-vos meu pai um jugo pesado? Eu o tornarei mais pesado ainda. Ele vos castigou com açoites? Eu vos castigarei com escorpiões.
12 ତିନିଦିନ ପରେ, ୟାରବିଯାମ୍ ଓ ଅନ୍ୟ ଲୋକମାନେ ରିହବିଯାମ୍ଙ୍କ ନିକଟକୁ ଆସିଲେ। ରାଜା ରିହବିଯାମ୍ ସମାନଙ୍କେୁ ମାେ' ନିକଟକୁ ତିନିଦିନ ପରେ ଆସ ବୋଲି କହିଥିଲେ।
12 Três dias depois, Jeroboão, seguido de toda uma multidão, apresentou-se diante de Roboão, uma vez que o rei tinha dito: Voltai a mim depois de três dias.
13 ଏହା ପରେ ରାଜା ସମାନଙ୍କେୁ ଅତି କର୍କଶ ଭାବେ କଥା କହିଲେ। ରାଜା ରିହବିଯାମ୍ ବୃଦ୍ଧ ବ୍ଯକ୍ତିମାନଙ୍କର ଉପଦେଶକୁ ଗ୍ରହଣ କରି ନ ଥିଲେ।
13 O rei respondeu-lhes com dureza.
14 ୟୁବା ଲୋକମାନେ ତାଙ୍କୁ ଯେ ପ୍ରକାର ପରାମର୍ଶ ଦଇେଥଲେ, ରାଜା ରିହବିଯାମ୍ ଲୋକମାନଙ୍କୁ ସହେି ପ୍ରକାର କଥା କହିଲେ। ସେ କହିଲେ, ମାରେ ପିତା ତୁମ୍ଭମାନଙ୍କର ବୋଝକୁ ଭାରୀ କରିଥିଲେ, କିନ୍ତୁ ମୁଁ ତାହାକୁ ଆହୁରି ଭାରୀ କରିବି। ମାରେ ପିତା ତୁମ୍ଭମାନଙ୍କୁ ଚାବୁକ୍ ଦ୍ବାରା ଦଣ୍ଡିତ କରୁଥିଲେ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ଏପରି ଚାବୁକ୍ ଦ୍ବାରା ଦଣ୍ଡ ଦବେି, ଯାହାର ଅଗ ରେ ମୁନିଆଁ କଣ୍ଟାମାନ ବାହାରିଥିବ।
14 Desprezou o conselho dos anciãos e deu-lhes uma resposta, no sentido do conselho de seus companheiros: Meu pai, disse ele, impôs-vos um jugo pesado? Eu torná-lo-ei mais pesado ainda. Castigou-vos meu pai com açoites? Eu castigar-vos-ei com escorpiões.
15 ତେଣୁ ରାଜା ରିହବିଯାମ୍ ବୃଦ୍ଧ ଲୋକମାନଙ୍କର କଥା ଶୁଣିଲେ ନାହିଁ। ପରମେଶ୍ବର ଏହି ପ୍ରକା ରେ ଏହିସବୁ ଘଟାଇଲେ। ସଦାପ୍ରଭୁ ଅହିଯଙ୍କ ମାଧ୍ଯମ ରେ ୟାରବିଯାମ୍ଙ୍କୁ ଯେଉଁ କଥା କହିଥିଲେ, ତାହା ଯେପରି ସଫଳ ହୁଏ, ଏହା ସପରେି ଘଟିଲା ଅହିଯ ଶିଲୋନୀଯ ଲୋକ ଥିଲେ, ଏବଂ ୟାରବିଯାମ୍ ନବାଟଙ୍କ ପୁତ୍ର ଥିଲେ।
15 Assim, pois, o rei não escutou o povo. Era isso uma disposição divina para a realização da promessa que Deus fizera a Jeroboão, filho de Nabat, por meio de Aías de Silo.
16 ଇଶ୍ରାୟେଲର ଲୋକମାନେ ଦେଖିଲେ ଯେ ରାଜା ରିହବିଯାମ୍ ସମାନଙ୍କେର କଥା ଶୁଣିଲେ ନାହିଁ। ତେଣୁ ସମାନେେ ରାଜାଙ୍କୁ କହିଲେ, ଆମ୍ଭମାନେେ କ'ଣ ଦାଉଦଙ୍କ ବଂଶର ଅଂଶ ବିଶଷେ ଅଟୁ ? ନା ! ଆମ୍ଭମାନେେ କ'ଣ ୟିଶୀଙ୍କ ପୁତ୍ର ଠାରୁ କିଛି ପାଇଅଛୁ ? ନା ! ତେଣୁ ଇଶ୍ରାୟେଲ, ଆସ ଆମ୍ଭୋମନେ ନିଜ ନିଜ ଗୃହକୁ ଫରେିୟିବା। ଦାଉଦ ତାଙ୍କର ଆତ୍ମୀଯମାନଙ୍କ ଉପରେ ରାଜତ୍ବ କରନ୍ତୁ। ଏହାପରେ ଇଶ୍ରାୟେଲର ସମସ୍ତ ଲୋକ ସମାନଙ୍କେର ଗୃହସବୁକୁ ଫରେିଗଲେ।
16 Ao ver que o rei não os escutava, o povo israelita lhe fez esta declaração: Que parte temos nós com Davi? Nada temos em comum com o filho de Isaí. Cada um para suas tendas, ó Israel! A ti compete cuidar de tua casa, Davi! E todos os israelitas voltaram para suas casas.
17 କିନ୍ତୁ ଇଶ୍ରାୟେଲ ରେ କେତକେ ଲୋକ ଥିଲେ, ଯେଉଁମାନେ କି ଯିହୁଦାର ସହରଗୁଡ଼ିକରେ ବାସ କରୁଥିଲେ। ଆଉ, ରିହବିଯାମ୍ ସହେି ଲୋକମାନଙ୍କ ଉପରେ ରାଜତ୍ବ କଲେ।
17 Roboão só exerceu seu poder sobre os israelitas que ainda habitavam nas cidades de Judá.
18 ଯେଉଁ ଲୋକମାନଙ୍କୁ କାର୍ୟ୍ଯ କରିବାକୁ ବାଧ୍ଯ କରାଗଲା, ହଦୋରାମ ସମାନଙ୍କେ ଦାଯିତ୍ବ ରେ ଥିଲେ। ରିହବିଯାମ୍ ତାହାଙ୍କୁ ଇଶ୍ରାୟେଲର ଲୋକାମାନଙ୍କ ନିକଟକୁ ପଠାଇଲେ। କିନ୍ତୁ ଇଶ୍ରାୟେଲର ଲୋକମାନେ ତାଙ୍କ ଉପରେ ପଥର ଫୋପାଡ଼ିଲେ ଓ ତାଙ୍କୁ ହତ୍ଯା କଲେ। ଏହାପରେ ରିହବିଯାମ୍ ଦୌଡ଼ି ୟାଇ ତାଙ୍କ ରଥ ଉପରକୁ ଡ଼ଇେଁ ଚଢ଼ିଗଲେ ଓ ଖସି ପଳାଇଲେ। ସେ ୟିରୁଶାଲମକୁ ପଳାଇଲେ।
18 Enviou Adurão com a missão de aliviar os impostos; mas os israelitas apedrejaram-no e ele morreu. En tão o rei teve que se apressar em subir num carro e fugir para Jerusalém.
19 ସହେି ସମୟଠାରୁ ଆଜି ପର୍ୟ୍ଯନ୍ତ ଇଶ୍ରାୟେଲର ଲୋକମାନେ ଦାଉଦଙ୍କ ବଂଶର ବିରୋଧୀ ହାଇେଅଛନ୍ତି।
19 Foi assim que se produziu a dissidência da casa de Israel, que dura ainda hoje.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Crônicas 10, comparar traduções ou montar um estudo — tudo direto pelo WhatsApp.