2 Coríntios 8

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଭାଇ ଓ ଭଉଣୀମାନେ! ପରମେଶ୍ବର ମାକିଦନିଆର ମଣ୍ଡଳୀମାନଙ୍କ ପ୍ରତି ଯେଉଁ ଅନୁଗ୍ରହ ପ୍ରକାଶ କରିଛନ୍ତି, ସହେି ବିଷୟ ଆମ୍ଭେ ତୁମ୍ଭମାନଙ୍କୁ ଜଣାଇବାକୁ ଇଚ୍ଛା କରୁଛୁ।
1 Desejamos dar-vos a conhecer, irmãos, a graça que Deus concedeu às igrejas da Macedônia.
2 ସହେି ବିଶ୍ବାସୀମାନେ ମହାକ୍ଲେଶ ଦୁଃଖ ଦ୍ବାରା ପରୀକ୍ଷିତ ହେଲେ। ଏବଂ ସମାନେେ ଅତି ଗରୀବ। କିନ୍ତୁ ସମାନଙ୍କେ ମହାନନ୍ଦ ହତେୁ ସମାନେେ ପ୍ରଚୁର ଉଦାରତାର ଦାନ ଦଇେଥିଲେ।
2 Em meio a tantas tribulações com que foram provadas, espalharam generosamente e com transbordante alegria, apesar de sua extrema pobreza, os tesouros de sua liberalidade.
3 ମୁଁ କହିପା ରେ ଯେ, ସମାନେେ ଯେତେ ଦଇେ ପାରିବା କଥା ତାହ ଦଇେଛନ୍ତି। ଏତିକି ନୁହେଁ, ସମାନେେ ସ୍ବେଚ୍ଛା ରେ ନିଜ ସାମର୍ଥ୍ଯ ଅପେକ୍ଷା ଅଧିକ ଦଇେଛନ୍ତି। କହେି ତାହାଙ୍କୁ ଏହା କରିବା ପାଇଁ କହି ନାହିଁ।
3 Sou testemunha de que, segundo as suas forças, e até além dessas forças, contribuíram espontaneamente
4 କିନ୍ତୁ ସମାନେେ ଆଗ୍ରହ ପୂର୍ବକ, ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କୁ ସାହାୟ୍ଯ କରିବା ନିମନ୍ତେ ଏହି ସବୋ କାର୍ୟ୍ଯ ରେ ଅଂଶଗ୍ରହଣ ପାଇଁ ଆମକୁ ବାରମ୍ବାର ଅନୁନୟ କରୁଥିଲେ।
4 e nos pediam com muita insistência o favor de poderem se associar neste socorro destinado aos irmãos.
5 ସମାନେେ ଯେଉଁଭଳି ଭାବରେ ଦେଲେ ଆମ୍ଭେ ତାହା କବେେ ଭାବି ନ ଥିଲୁ। ସମାନେେ ତାହାଙ୍କର ଅର୍ତ ଦବୋ ପୂର୍ବରୁ ପ୍ରଥମେ ନିଜକୁ ପ୍ରଭୁଙ୍କଠା ରେ ଓ ଆମ୍ଭଠା ରେ ସମର୍ପଣ କଲେ।
5 E ultrapassaram nossas expectativas. Primeiro deram-se a si mesmos ao Senhor e, depois, a nós, pela vontade de Deus.
6 ପରମେଶ୍ବର ଏହା ଇଚ୍ଛା କରନ୍ତି। ସେଥିପାଇଁ ଆମ୍ଭେ ତୀତସକୁ କହିଲୁ ଯେ ସେ ଏହି ଅନୁଗ୍ରହ କାର୍ୟ୍ଯକୁ ଯେପରି ଆରମ୍ଭ କରିଥିଲେ, ସହେିପରି ଏହି ବିଶଷେ ଅନୁଗ୍ରହର କାର୍ୟ୍ଯକୁ ସମାପ୍ତ କରିବା ରେ ତୁମ୍ଭମାନଙ୍କୁ ସାହାୟ୍ଯ ମଧ୍ଯ କରନ୍ତୁ।
6 De maneira que recomendamos a Tito que leve a termo entre vós esta obra de caridade, como havia começado.
7 ତୁମ୍ଭମାନେେ ବିଶ୍ବାସ, ବାକ୍ଯପ୍ରଚାର, ଜ୍ଞାନ, ଉପକାର କରିବାର ଉତ୍ସାହ, ଆମ୍ଭଠାରୁ ତୁମ୍ଭମାନେେ ଶିଖିଥିବା ପ୍ ରମେ, ଆଜି ସବୁ ଗୁଡ଼ିକରେ ଧନୀ ଅଟ। ସେଥିପାଇଁ ଆମ୍ଭେ ଇଚ୍ଛା କରୁ ଯେ, ଏହି ଦାନ ଦବୋ ସବୋ ରେ ତୁମ୍ଭମାନେେ ଧନୀ ହୁଅ।
7 Vós vos distinguis em tudo: na fé, na eloqüência, no conhecimento, no zelo de todo o gênero e no afeto para conosco. Cuidai de ser notáveis também nesta obra de caridade.
8 ମୁଁ ତୁମ୍ଭମାନଙ୍କୁ ଦାନ ଦବୋପାଇଁ ଆଦେଶ ଦେଉ ନାହିଁ। କିନ୍ତୁ ମୁଁ ଦେଖିବାକୁ ଇଚ୍ଛା କରେ ଯେ, ପ୍ରକୃତ ରେ ତୁମ୍ଭମାନଙ୍କ ପ୍ ରମେ ସତ୍ଯ ଅଟେ। ଅନ୍ୟ ଲୋକମାନେ ସାହାୟ୍ଯ କରିବା ପାଇଁ ଦଖାେଉଥିବା ଉତ୍ସାହ ବିଷୟ ରେ କହି ଏହା ମୁଁ ଦଖାଇେ ଦବୋକୁ ଚା ହେଁ।
8 Não o digo como quem manda, mas, para exemplo do zelo dos outros, quisera pôr em prova a sinceridade de vossa caridade.
9 ତୁମ୍ଭମାନେେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ସହିତ ପରିଚିତ। ତୁମ୍ଭମାନେେ ଜାଣ ଯେ, ଖ୍ରୀଷ୍ଟ ଈଶ୍ବରଙ୍କଠା ରେ ଧନୀ ହାଇେଥିଲେ ମଧ୍ଯ, ତୁମ୍ଭମାନଙ୍କ ପାଇଁ ସେ ଗରିବ ହେଲେ। ତାହାଙ୍କର ଗରିବ ହବୋ ଦ୍ବାରା ତୁମ୍ଭମାନେେ ଯେପରି ଧନୀ ହୁଅ, ସେଥିପାଇଁ ଯୀଶୁଖ୍ରୀଷ୍ଟ ଏପରି କଲେ।
9 Vós conheceis a bondade de nosso Senhor Jesus Cristo. Sendo rico, se fez pobre por vós, a fim de vos enriquecer por sua pobreza.
10 ଏହି ବିଷୟ ରେ ମୁଁ ତୁମ୍ଭମାନଙ୍କୁ ନିଜର ପରାମର୍ଶ ଦେଉଛି। ଏହା ତୁମ୍ଭମାନଙ୍କ ପାଇଁ ସର୍ବଶ୍ ରେଷ୍ଠ। ଗତ ବର୍ଷ ତୁମ୍ଭମାନେେ ପ୍ରଥମେ ଦାନ ଦବୋପାଇଁ ଇଚ୍ଛା କରିଥିଲ ଓ ପ୍ରକୃତ ରେ ପ୍ରଥମେ ଦାନ ମଧ୍ଯ ଦଇେଥିଲ। ଅତଏବ ଯେଉଁ କାମଟିକୁ ତୁମ୍ଭମାନେେ ଆରମ୍ଭ କରିଥିଲ ତାହାକୁ ଶଷେ କର।
10 Aqui vos dou apenas um conselho. Isso vos convém. Há um ano fostes os primeiros, não só a iniciar esta obra, mas mesmo os primeiros a sugeri-la.
11 ତା' ହେଲେ ଯାଇ ତୁମ୍ଭମାନଙ୍କର କରିବା ତୁମ୍ଭମାନଙ୍କର ଇଚ୍ଛା କରିବା ସହିତ ସମାନ ହବେ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି ତହିଁରୁ ଦାନ କର।
11 Agora, pois, levai a termo a obra, para que, como houve prontidão em querer, assim também haja para a concluir, segundo as vossas posses.
12 ଯଦି ତୁମ୍ଭମାନଙ୍କର ଦାନ ଦବୋର ଇଚ୍ଛା ଅଛି, ତା' ହେଲେ ତୁମ୍ଭମାନଙ୍କର ଦାନ ଗ୍ରହଣୀୟ ହବେ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି, ସହେି ଅନୁସାରେ ତୁମ୍ଭମାନଙ୍କ ଦାନ ଗ୍ରାହ୍ଯ କରାୟିବ ; ତୁମ୍ଭମାନଙ୍କ ପାଖ ରେ ଯାହା ନାହିଁ, ସେ ଅନୁସାରେ ନୁହେଁ।
12 Quando se dá de bom coração segundo as posses {evidentemente não do que não se tem}, sempre se é bem recebido.
13 ଅନ୍ୟମାନେ ଆରାମ ରେ ରହୁଥିବା ବେଳେ ତୁମ୍ଭମାନେେ ଦୁର୍ଦ୍ଦଶା ରେ ରୁହ, ଏକ କଥା ଆମ୍ଭେ ଇଚ୍ଛା କରୁ ନାହୁଁ ; ବରଂ ଆମ୍ଭେ ସବୁ ବିଷୟ ରେ ସମାନତା ଇଚ୍ଛା କରୁ।
13 Não se trata de aliviar os outros fazendo-vos sofrer penúria, mas sim que haja igualdade entre vós.
14 ବର୍ତ୍ତମାନ ତୁମ୍ଭମାନଙ୍କ ପାଖ ରେ ବହୁତ ଅଛି। ଯାହା ତୁମ୍ଭମାନଙ୍କର ଅଛି, ଯଦି ଦିଅ, ତାହାହେଲେ ଅନ୍ୟମାନଙ୍କ ଆବଶ୍ଯକ ପୂରଣ ହବେ। ତା'ପରେ ଯେତବେେଳେ ସମାନଙ୍କେର ବୁଦ୍ଧି ହବେ, ସମାନେେ ତୁମ୍ଭମାନଙ୍କର ଆବଶ୍ଯକତା ରେ ସାହାୟ୍ଯ କରିବେ।
14 Nas atuais circunstâncias, vossa abundância supra a indigência daqueles, para que, por seu turno, a abundância deles venha a suprir a vossa indigência. Assim reinará a igualdade,
15 ଶାସ୍ତ୍ର ରେ ମଧ୍ଯ ଲଖାେଅଚି :
15 como está escrito: O que colheu muito, não teve sobra; e o que pouco colheu, não teve falta {Ex 16,18}.
16 ମୁଁ ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଉଛି ଯେ ତିତସଙ୍କ ମନ ରେ ମାେ ଭଳି ତୁମ୍ଭମାନଙ୍କ ପ୍ରତି ପ୍ ରମେ ଭାବ ରହିଛି।
16 Bendito seja Deus, por ter posto no coração de Tito a mesma solicitude por vós.
17 ଆମ୍ଭର ଅନୁ ରୋଧକୁ ତିତସ ଗ୍ରହଣ କରିଛନ୍ତି। ସେ ମଧ୍ଯ ତୁମ୍ଭମାନଙ୍କ ପାଖକୁ ୟିବାକୁ ବ୍ଯଗ୍ର ଥିଲେ, ଓ ସ୍ବଇଚ୍ଛା ରେ ତୁମ୍ଭମାନଙ୍କ ପାଖକୁ ୟିବା ନିମନ୍ତେ ଏଠାରୁ ଯାଉଛନ୍ତି।
17 Não só recebeu bem o meu pedido, mas, no ardor do seu zelo, espontaneamente partiu para vos visitar.
18 ତାଙ୍କ ସହିତ ଆମ୍ଭେ ସମସ୍ତ ମଣ୍ଡଳୀଗୁଡ଼ିକରେ ସୁସମାଚାର ପ୍ରଚାର କାର୍ୟ୍ଯ ରେ ସୁନାମ ଥିବା ଜଣେ ଭାଇଙ୍କୁ ମଧ୍ଯ ପଠାଉଛୁ।
18 Juntamente com ele enviamos o irmão, cujo renome na pregação do Evangelho se espalha em todas as igrejas.
19 ଏହା ଛଡ଼ା ଆମ୍ଭ ସହିତ ଏହି ଦାନସମୂହ ନଇେ ୟିବା କାର୍ୟ୍ଯ ରେ ମଣ୍ଡଳୀ ସମୂହ ତାହାଙ୍କୁ ନିୟୁକ୍ତ କରିଛନତି। ଏହି ସବୋ ଦ୍ବାରା ପ୍ରଭୁଙ୍କ ମହିମା ହବେ ଓ ଆମ୍ଭେ ଯେ ପ୍ରକୃତ ରେ ପରୋପକାର କରିବା ପାଇଁ ଆଗ୍ରହୀ, ଏହା ପ୍ରକାଶ ପାଇବ।
19 Não só isto, mas foi destinado também pelos sufrágios das igrejas para nosso companheiro de viagem, nesta obra de caridade, que por nós é administrada para a glória do Senhor, em testemunho da nossa boa vontade.
20 ଏହି ବହୁ ପରିମାଣର ଧନ ଦାନକୁ ଆମ୍ଭେ ଯେଉଁ ଭାବରେ ନେଉଛୁ, ତା'ପାଇଁ ଲୋକେ ଯେପରି ଆମ୍ଭର ସମାଲୋଚନା ନ କରିବେ, ଏ ବିଷୟ ରେ ଆମ୍ଭେ ସାବଧାନ ଅଛୁ।
20 Queremos evitar assim que alguém nos censure por motivo desta importante coleta que empreendemos,
21 ଯାହା ଠିକ୍, ଆମ୍ଭେ ତାହା କରିବା ପାଇଁ ଯତ୍ନଶୀଳ। ଯାହା ସବୁ ପ୍ରଭୁ ଠିକ୍ ବୋଲି ଧରନ୍ତି, ଓ ଲୋକେ ଠିକ ବୋଲି ଭାବନ୍ତି, ଆମ୍ଭେ ତାହା କରୁ।
21 porque procuramos fazer o bem, não só diante do Senhor, senão também diante dos homens.
22 ସମାନଙ୍କେ ସହିତ ସର୍ବଦା ସାହାୟ୍ଯ କରିବା ପାଇଁ ପ୍ରସ୍ତୁତ ଥିବା ଆମ୍ଭର ଜଣେ ଭାଇଙ୍କୁ ଆମ୍ଭେ ପଠାଉଛୁ। ଅନକେ ଘଟଣା ରେ ସେ ଏହା ପ୍ରମାଣିତ କରିଛନ୍ତି। ତୁମ୍ଭମାନଙ୍କ ପ୍ରତି ତାଙ୍କ ମନ ରେ ଅସୀମ ବିଶ୍ବାସ ଥିବାରୁ, ସେ ଅଧିକ ସାହାୟ୍ଯ କରିବା ପାଇଁ ଉତ୍ସାହିତ ଅଛନ୍ତି।
22 Com eles enviamos ainda outro nosso irmão, cujo zelo pudemos comprovar várias vezes e em diversas ocasiões. Desta vez se mostrará ainda mais zeloso, em razão da grande confiança que tem em vós.
23 ତିତସଙ୍କ ସମ୍ବନ୍ଧ ରେ ଏହା କୁ ହେ ଯେ, ସେ ମାରେ ସହକର୍ମୀ ଓ ସେ ମାେ ସହିତ କାର୍ୟ୍ଯ କରି ତୁମ୍ଭମାନଙ୍କୁ ସାହାୟ୍ଯ କରୁଛନ୍ତି। ଅନ୍ୟ ଭାଇମାନଙ୍କ ବିଷୟ ରେ ଏହା କ ହେ ଯେ, ସମାନେେ ବିଭିନ୍ନ ମଣ୍ଡଳୀଗୁଡ଼ିକରୁ ପଠା ଯାଇଛନ୍ତି, ଓ ଖ୍ରୀଷ୍ଟଙ୍କ ପାଇଁ ଗୌରବ ସ୍ବରୂପ।
23 Quanto a Tito, é o meu companheiro e o meu colaborador junto de vós; quanto aos nossos irmãos, são legados das igrejas, que são a glória de Cristo.
24 ତୁମ୍ଭମାନଙ୍କ ଭିତ ରେ ଯେ ପ୍ରକୃତ ରେ ପ୍ ରମେ ଅଛି ଏହା ଦଖାେଅ ଓ ତୁମ୍ଭମାନଙ୍କ ପାଇଁ ଆମ୍ଭେ କାହିଁକି ଏତେ ଗର୍ବ ଅନୁଭବ କରୁ, ତାହା ସମାନଙ୍କେୁ ପ୍ରମାଣ କରି ଦଖାେଅ। ତା' ହେଲେ ସମଗ୍ର ମଣ୍ଡଳୀ ଏହା ଦେଖି ପାରିବେ।
24 Portanto, em presença das igrejas, demonstrai-lhes vossa caridade e o verdadeiro motivo da ufania que sentimos por vós.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Coríntios 8, comparar traduções ou montar um estudo — tudo direto pelo WhatsApp.