2 Coríntios 3

Oriya Bible (GL_ORIYA) vs AAI

Sair da comparação
AAI TUR GEWASIN O BAIBASIT BOUBUN
1 ଆମ୍ଭେ କ'ଣ ପୁନର୍ବାର ନିଜ ପ୍ରଶଂସା ନିଜେ କରିବାକୁ ଆରମ୍ଭ କରିଅଛୁ ? ଆମ୍ଭେ କ'ଣ ତୁମ୍ଭମାନଙ୍କଠାରୁ ବା ତୁମ୍ଭମାନଙ୍କ ପାଖକୁ ପ୍ରଶଂସା ପତ୍ର ନବୋ ଦରକାର କି ? କେତକେ ଲୋକ ଏପରି କରନ୍ତି।
1 Iti kwananowar taiyuwit isat tao ra’ara’at maiye? O kwakokok sabuw afa turahinah tebifa’ihibe fefemaim kwa aki kwanifa’i isai kwanao ra’ara’at naatu aki kwa anifa’i isa anaora’ara’at.
2 ତୁମ୍ଭମାନେେ ନିଜେ ଆମ୍ଭର ପ୍ରଶଂସା ପାତ୍ର ଅଟ। ଏହା ଆମ୍ଭ ହୃଦୟ ରେ ଲେଖି ହାଇେ ରହିଛି। ଏହା ସମସ୍ତଙ୍କୁ ଜଣା ଓ ସମସ୍ତେ ତାହାକୁ ପଢ଼ି ପାରିବେ।
2 Kwa i aki ai fef, dogorei wanawanan hikirum sabuw etei baiyab so’ob isan.
3 ଏହା ସ୍ପଷ୍ଟ ଯେ, ତୁମ୍ଭମାନେେ ଆମ୍ଭ ମାଧ୍ଯମ ରେ ଖ୍ରୀଷ୍ଟଙ୍କ ପ୍ ରରେିତ ଏକ ପତ୍ର ସ୍ବରୂପ। ଏହି ଚିଠିଟି କାଳି ରେ ନୁହେଁ, ମାତ୍ର ଜୀବନ୍ତ ପରମେଶ୍ବରଙ୍କ ଆତ୍ମା ଦ୍ବାରା ଲଖାେ ଯାଇଛି। ଏହା ପ୍ରସ୍ତର ଫଳକ ଉପରେ ଖାଦେିତ ନୁହେଁ ବରଂ ମନୁଷ୍ଯର ହୃଦୟ ରେ ଲିଖିତ।
3 Rerereb yan ebi’obaiyit, Keriso taiyuwin iti fef kirum aki wanawana’imaim iyafar abai ana, men fufumamaim hikirum, baise God Anunin wanatowan ma’ama’anin kirum, men kabay rebanamaim baise sabuw dogorohimaim.
4 ଯୀଶୁ ଖ୍ରୀଷ୍ଟଙ୍କ ହତେୁ ପରମେଶ୍ବରଙ୍କ ଠା ରେ ଆମ୍ଭର ନିଶ୍ଚିତ ଭରସା ଥିବାରୁ ଆମ୍ଭେ ଏହା କହି ପାରୁ।
4 Nati batkikin God nanamaim i it nowat Keriso’one enan.
5 ଆମ୍ଭେ ନିଜେ ସମସ୍ତ ଉତ୍ତମ କର୍ମ କରିପାରୁ, ତାହା ନୁହେଁ, କିନ୍ତୁ ଆମ୍ଭକୁ ଏହି ସାମର୍ଥ୍ଯ ପରମେଶ୍ବରଙ୍କଠାରୁ ପ୍ରାପ୍ତ ହାଇେଛି।
5 It i men karam taiyuwit ata fairamaim abistan tasisinaf i tata’itin, tatafufun ana gewasin isan tao, baise it ata fair i Godane enan.
6 ସେ ଆମ୍ଭକୁ ଗୋଟିଏ ନୂତନ ଚୁକ୍ତିର ସବେକ ହବୋ ପାଇଁ ଯୋଗ୍ଯ ବିବଚେିତ କରିଛନ୍ତି। ଏହା ଲିଖିତ ନିୟମ ନୁହେଁ, ବରଂ ଆତ୍ମାର ଗୋଟିଏ ଚୁକ୍ତି ଅଟେ। ଲିଖିତ ନିୟମ ମୃତ୍ଯୁ ଆଣେ। କିନ୍ତୁ ଆତ୍ମା ଜୀବନ ପ୍ରଦାନ କରେ।
6 I sinaf isat heam ana obaibasit boubun ana bowayah tamatar, men fefemaim baise God Anunin Kakafiyinamaim. Anayabin ofafar hikikirum i ea’easbunit, Anun Kakafiyin i yawas ebitit.
7 ମୃତ୍ଯୁଦାୟକ ସବୋର ବ୍ଯବସ୍ଥା ଶିଳା ଲଖାେ ହାଇେ ଥିଲା। ଏହା ପରମେଶ୍ବରଙ୍କ ମହିମା ରେ ପୂର୍ଣ୍ଣ ଥିଲା। ତଦ୍ଦ୍ବାରା ମାଶାଙ୍କେ ଚେ ହରୋ ଏତେ ତଜେସ୍ବୀ ହେଲା ଯେ, ଇଶ୍ରାୟେଲର ଲୋକେ ତାହାଙ୍କ ଚେ ହରୋକୁ ଦେଖି ମଧ୍ଯ ପାରିଲେ ନାହିଁ। ଏହି ତଜେ ପରେ ଲୋପ ପାଇଗଲା।
7 Ofafar nati kabay tafanamaim hikikirum ana veya God ana marakaw tafanamaim re auman bai, nati morob bai enan naatu ofafar ana kusisiarin auman naa, imih Israel sabuw men karam Moses yumatan hita’itin gewas, nati kusisiarin i sasawar auman.
8 ତା ହେଲେ ଆତ୍ମାଙ୍କର ଜୀବନଦାୟକ ସବୋ କେତେ ଅଧିକ ମହିମାୟୁକ୍ତ ନ ହବେ ?
8 Baise nati kusisiarin men nati Anun Kakafiyin ana bowabow ana kusisiarin na’atube’emih.
9 ଯାହା ଲୋକମାନଙ୍କୁ ଦୋଷୀ ପ୍ରମାଣିତ କରେ ସଭେଳି ସବୋ ରେ ଯଦି ପ୍ରଭୁଙ୍କ ମହିମା ଅଛି ; ତା' ହେଲେ ଯେଉଁ ସବୋ ଲୋକମାନଙ୍କୁ ପରମେଶ୍ବରଙ୍କ ଦୃଷ୍ଟି ରେ ଧାର୍ମିକ ଗଣିତ କରେ, ତାହାର ମହିମା ନିଶ୍ଚିତଭାବେ ଅଧିକ ହବେ।
9 Bowabow nati sabuw ea’easbunih nakukusisiar na’at, iti roumutuforen bowabow ana kusisiarin ana ra’at men tomar?
10 ପୁରାତନ ସବୋ ରେ ମହିମା ଥିଲା, କିନ୍ତୁ ଅଧିକ ମହିମାୟୁକ୍ତ ନୂତନ ସବୋ ସହିତ ତୁଳନା କଲେ, ସହେି ପ୍ରଥମ ମହିମା କିଛି ନୁହେଁ।
10 Ofafar atamanin ana kusisiarin i en, anayabin boun nowan ana kusisiarin i ra’at imaim atamanin kusair.
11 ଯେଉଁ ସବୋ ଅଦୃଶ୍ଯ ହେଲା, ତାହା ଯଦି ମହିମା ସହିତ ଆସିଥିଲା, ତା' ହେଲେ ଏହି ଅନନ୍ତ କାଳସ୍ଥାଯୀ ସବୋ ଅତ୍ଯଧିକ ମହିମାମୟ ହବୋ ସ୍ବାଭାବିକ।
11 Naatu nati kousisi’arin boun kusaisir auman nanan na’at, nati wanatowan ekukusisiar ana ra’at i men tomarin.
12 ଆମ୍ଭମାନଙ୍କଠା ରେ ଏହି ପ୍ରକାରର ଭରସା ରଖିଥିବା ହତେୁ ଆମ୍ଭେ ଅତି ସାହସୀ।
12 Isan imih aki isai nuhifot ema’am, aki fair abai ababatkikin.
13 ଆମ୍ଭେ ମାଶାଙ୍କେ ଭଳି ନୋହୁଁ। ସେ ନିଜ ମୁଖ ମଣ୍ଡଳ ଉପରେ ଗୋଟିଏ ଆବରଣ ପକାଇଥିଲେ। ଇଶ୍ରାୟେଲର ଲୋକେ ଯେପରି ତାହାଙ୍କ ମୁହଁକୁ ଦେଖି ନ ପାରିବେ ତେଣୁ ମାଶାେ ମୁଖ ଆଚ୍ଛାଦନ କରିଥିଲେ। ତହିଁର ମହିମା କମି କମି ଯାଉଥିଲା, ଓ ଲୋକେ ଏହି ସବୋର ଅନ୍ତ ଦେଖନ୍ତୁ, ମାଶାେ ଏହା ଇଚ୍ଛା କରୁ ନ ଥିଲେ।
13 It i men Moses na’atube yumatan sum Israel sabuw men karam yumatan ana kusisiarin hita’itin.
14 କିନ୍ତୁ ସମାନଙ୍କେର ମନଗୁଡ଼ିକ ଅବରୁଦ୍ଧ ହାଇେ ଯାଇଥିଲା। ଏପରିକି ଆଜି ମଧ୍ଯ ସମାନେେ ଯେତବେେଳେ ପୁରାତନ ଚୁକ୍ତିକୁ ପଢ଼ନ୍ତି ସହେି ଆବରଣଟି ଅର୍ଥକୁ ଲୁଚାଇ ରେଖ। ସେ ଆବରଣ କଢ଼ା ଯାଇ ନାହିଁ। କବଳେ ଖ୍ରୀଷ୍ଟ ଯୀଶୁ ଏହି ଆବରଣ ଦୂର କରିଛନ୍ତି।
14 Baise hai not i kwaris naatu nati boun ana veya ofafar atamanin tebiyab. I men hibosair anayabin Keriso akisinamo wanawananamaim inama’am boro hinabosair.
15 କିନ୍ତୁ ଏପରି କି ଆଜି ଯେତବେେଳେ ଏହି ଲୋକମାନେ ମାଶାଙ୍କେ ନିୟମକୁ ପଢ଼ନ୍ତି, ସହେି ଆବରଣ ହତେୁ ସମାନେେ ଏଥିର ଅର୍ଥ ବୁଝି ପାରନ୍ତି ନାହିଁ।
15 Iti boun ana veya, Moses ana ofafar inabiyab hai not sumasum sum inu’in.
16 କିନ୍ତୁ ଜଣେ ଲୋକ ଯେତବେେଳେ ପରିବର୍ତ୍ତିତ ହୁଏ ଓ ସେ ପ୍ରଭୁଙ୍କ ଅନୁସରଣ କରେ, ସହେି ଆବରଣଟି ବାହାର କରିଦିଆ ଯାଏ।
16 Baise yait ta Regah isan natatatabir nati sumasum i bosair.
17 ପ୍ରଭୁ ଆତ୍ମା ଅଟନ୍ତି। ଯେଉଁଠା ରେ ପ୍ରଭୁଙ୍କର ଆତ୍ମା ବିଦ୍ଯମାନ, ସହେିଠା ରେ ସ୍ବାଧୀନତା ଅଛି।
17 Regah i Ayubin, naatu menamaim Regah Ayubin ema’am nati’imaim rufamen emamatar.
18 ଆମ୍ଭ ଚେ ହରୋଗୁଡ଼ିକ ଆଚ୍ଛାଦିତ ନୁହେଁ। ଆମ୍ଭେ ସମସ୍ତେ ପ୍ରଭୁଙ୍କର ମହିମା ପ୍ରତିଫଳିତ କରିପାରୁ। ଆମ୍ଭେ ତାହାଙ୍କ ଭଳି ହବୋକୁ ନିଜକୁ ପରିବର୍ତ୍ତିତ କରୁ। ଏହି ପରିବର୍ତ୍ତନ ଆମ୍ଭ ଭିତ ରେ ଅଧିକରୁ ଅଧିକ ମହିମା ଆଣିଦିଏ। ଉକ୍ତ ମହିମା ପ୍ରଭୁଙ୍କଠାରୁ ଅର୍ଥାତ୍ ଆତ୍ମାଙ୍କଠାରୁ ପ୍ରାପ୍ତ ହେଉ।
18 Naatu it iyab yumatat men sumasum, it etei’imak Regah ana marakaw yumatatamaim ekukusisiar, it ebobotabirit i ana yumatanabe tamamatar. I ana marakaw kusisiarin i ra’at kwanekwan, i Regahine enan, i Anuninamaim ema’am.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Coríntios 3, comparar traduções ou montar um estudo — tudo direto pelo WhatsApp.