2 Coríntios 13

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ଆସୁଛି। ମନେ ରଖ : ପ୍ରେତ୍ୟକକ ଅଭିଯୋଗ ପାଇଁ ଚାଲିବା ତିନି ଜଣ ସାକ୍ଷୀ ଦବୋ ଦରମାର ଯେ ସମାନେେ ତାହାର ସତ୍ଯତା ବିଷୟ ରେ ଜାଣିଛନ୍ତି।
1 É esta a terceira vez que vou ter convosco. Por boca de duas ou três testemunhas, será confirmada toda palavra.
2 ମୁଁ ଯେତବେେଳେ ତୁମ୍ଭମାନଙ୍କ ସହିତ ଦ୍ବିତୀୟ ଥର ପାଇଁ ଯାଇଥିଲି, ମୁଁ ପାପୀମାନଙ୍କୁ ସତର୍କ କରି ଦଇେଥିଲି। ମୁଁ ଏବେ ତୁମ୍ଭମାନଙ୍କଠାରୁ ଦୂର ରେ ଅଛି ଓ ଅନ୍ୟ ପାପୀ ଲୋକମାନଙ୍କୁ ସତର୍କ କରି ଦେଉଛି ଯେ ଯେତବେେଳେ ମୁଁ ତୁମ୍ଭମାନଙ୍କ ପାଖକୁ ୟିବି, ତୁମ୍ଭମାନଙ୍କ ପାପ ପାଇଁ ଦଣ୍ଡ ଦବେି।
2 Já anteriormente o disse e segunda vez o digo, como quando estava presente; mas agora, estando ausente, o digo aos que antes pecaram e a todos os mais que, se outra vez for, não lhes perdoarei,
3 ମାେ ଦ୍ବାରା ଖ୍ରୀଷ୍ଟ କହୁଛନ୍ତି କି ନାହିଁ, ଏଥିର ତୁମ୍ଭମାନେେ ପ୍ରମାଣ ଚାହୁଁଛ। ମାରେ ପ୍ରମାଣ ଏହି ଯେ, ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଦଣ୍ଡ ପ୍ରଦାନ କରିବା ରେ ଦୁର୍ବଳ ନୁହଁନ୍ତି। କିନ୍ତୁ ସେ ତୁମ୍ଭମାନଙ୍କ ମଧିଅରେ ଶକ୍ତିଶାଳୀ ଅଟନ୍ତି।
3 visto que buscais uma prova de Cristo que fala em mim, o qual não é fraco para convosco; antes, é poderoso entre vós.
4 ଏହା ସତ୍ଯ ଯେ, ଯେତବେେଳେ ଖ୍ରୀଷ୍ଟ କୃଶ ଉପରେ ଚଢି଼ଲେ ସେତବେେଳେ ସେ ଦୁର୍ବଳ ଥିଲେ, କିନ୍ତୁ ଏବେ ପରମେଶ୍ବରଙ୍କ ମହାଶକ୍ତି ରେ ସେ ଜୀବିତ। ଆମ୍ଭେ ମଧ୍ଯ ଖ୍ରୀଷ୍ଟଙ୍କଠା ରେ ଦୁର୍ବଳ ଅଟୁ। କିନ୍ତୁ ପରମେଶ୍ବରଙ୍କ ଶକ୍ତି ରେ ଆମ୍ଭେ ଖ୍ରୀଷ୍ଟଙ୍କ ତୁଲ୍ଯ ଜୀବିତ ହାଇେ ଉଠିବା। ନିଜକୁ ତନ୍ନ ତନ୍ନ କରି ଦେଖ।
4 Porque, ainda que tenha sido crucificado por fraqueza, vive, contudo, pelo poder de Deus. Porque nós também somos fracos nele, mas viveremos com ele pelo poder de Deus em vós.
5 ତୁମ୍ଭମାନେେ ବିଶ୍ବାସ ରେ ଜୀବନ କାଟୁଛ କି ନାହିଁ ? ନିଜ ନିଜକୁ ପରୀକ୍ଷା କରି ଦେଖ। ତୁମ୍ଭମାନେେ ଜାର ଯେ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତ ରେ ଅଛନ୍ତି। କିନ୍ତୁ ଯଦି ତୁମ୍ଭମାନେେ ପରୀକ୍ଷା ରେ ବିଫଳ ହୁଅ, ତାହା ହେଲେ ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତ ରେ ରହୁ ନାହାଁନ୍ତି ତାହା ଜାଣ।
5 Examinai-vos a vós mesmos se permaneceis na fé; provai-vos a vós mesmos. Ou não sabeis, quanto a vós mesmos, que Jesus Cristo está em vós? Se não é que já estais reprovados.
6 ମୁଁ ଆଶା କରେ ଆମ୍ଭମାନେେ ପରୀକ୍ଷା ରେ ବିଫଳ ହାଇେ ନାହୁଁ ବୋଲି ତୁମ୍ଭମାନେେ ଦେଖବି।
6 Mas espero que entendereis que nós não somos reprovados.
7 ଆମ୍ଭେ ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରୁ ଯେ ତୁମ୍ଭମାନେେ କିଛି ଭୁଲ କାମ କରିବ ନାହିଁ। ଆମ୍ଭେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହାଇେଛୁ, ଏ କଥା ଲୋକମାନେ ଦେଖିବା ରେ କିଛି ଲାଭ ନାହିଁ। ପରୀକ୍ଷା ରେ ଆମ୍ଭମାନେେ ବିଫଳ ହାଇେଛୁ ବୋଲି ଯଦି ଲୋକଙ୍କୁ ଦଖାଯାେଏ, ତାହାହେଲେ ଯାହା ଠିକ୍ ତାହା କରିବା ଆମ୍ଭ ପକ୍ଷ ରେ ଅଧିକ ଗୁରୁତ୍ବପୂର୍ଣ୍ଣ।
7 Ora, eu rogo a Deus que não façais mal algum, não para que sejamos achados aprovados, mas para que vós façais o bem, embora nós sejamos como reprovados.
8 ଆମ୍ଭେ ସତ୍ଯର ବିପରୀତ କୌଣସି କାମ କରିବା ନାହିଁ। ଆମ୍ଭେ କବଳେ ସତ୍ଯ ପାଇଁ କିଛି କରି ପାରିବା।
8 Porque nada podemos contra a verdade, senão pela verdade.
9 ଯଦି ତୁମ୍ଭମାନେେ ବଳବାନ ଆମ୍ଭେ ଦୁର୍ବଳ ହବୋ ରେ ଆନନ୍ଦିତ। ଆମ୍ଭେ ପ୍ରାର୍ଥନା କରୁ ଯେ ତୁମ୍ଭମାନେେ ଅଧିକରୁ ଅଧିକ ଶକ୍ତିଶାଳୀ ହାଇେ ଯାଅ।
9 Porque nos regozijamos de estar fracos, quando vós estais fortes; e o que desejamos é a vossa perfeição.
10 ମୁଁ ଏବେ ଏହି ଗୁଡ଼ିକ ତୁମ୍ଭମାନଙ୍କୁ ଲେଖୁଛି କାରଣ ମୁଁ ତୁମ୍ଭମାନଙ୍କ ସହିତ ନାହିଁ। ଅତଏବ ତାହା ହେଉଛି ଯେ, ଯେତବେେଳେ ମୁଁ ଆ ସେ, ସେତବେେଳେ ଦଣ୍ଡ ଦବୋ ପାଇଁ ମାେତେ ମାେ ଶକ୍ତିର ବ୍ଯବହାର କରିବାକୁ ନ ପଡ଼ୁ। ପରମେଶ୍ବର ମାେତେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରି ଗଢ଼ିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି, ତୁମ୍ଭମାନଙ୍କୁ ନଷ୍ଟ କରିବା ପାଇଁ ନୁହେଁ।
10 Portanto, escrevo essas coisas estando ausente, para que, estando presente, não use de rigor, segundo o poder que o Senhor me deu para edificação e não para destruição.
11 ଭାଇ ଓ ଭଉଣୀମାନେ ! ମୁଁ ଏବେ ବିଦାୟ ନେଉଛି। ସିଦ୍ଧ ହବୋକୁ ଚେଷ୍ଟା କର। ମୁଁ ଯେପରି କହିଛି ସହେିପରି କାମ କରୁଥାଅ। ସମସ୍ତେ ଏକ ମନ ରେ ଓ ଶାନ୍ତି ରେ ରୁହ। କବେେ ଶାନ୍ତି ଓ ପ୍ ରମରେ ପରମେଶ୍ବର ତୁମ୍ଭମାନଙ୍କ ସହିତ ରହିବେ।
11 Quanto ao mais, irmãos, regozijai-vos, sede perfeitos, sede consolados, sede de um mesmo parecer, vivei em paz; e o Deus de amor e de paz será convosco.
12 ପବିତ୍ର ଚୁମ୍ବନ ଦ୍ବାରା ପରସ୍ପରକୁ ସ୍ବାଗତ ଜଣାଅ।
12 Saudai-vos uns aos outros com ósculo santo. Todos os santos vos saúdam.
13 ପରମେଶ୍ବରଙ୍କ ସମସ୍ତ ଲୋକ ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛନ୍ତି।
13 A graça do Senhor Jesus Cristo, e o amor de Deus, e a comunhão do Espírito Santo sejam com vós todos. Amém!
14 ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ, ପରମେଶ୍ବରଙ୍କ ପ୍ ରମେ, ଓ ପବିତ୍ରଆତ୍ମାଙ୍କ ସହାୟତା ତୁମ୍ଭ ସମସ୍ତଙ୍କର ସହବର୍ତ୍ତୀ ହେଉ।
14 — ausente —

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 2 Coríntios 13, comparar traduções ou montar um estudo — tudo direto pelo WhatsApp.