1 Tessalonicenses 5
Oriya Bible (GL_ORIYA) vs ARIB
1 ଭାଇ ଓ ଭଉଣୀମାନେ! ସମୟଗୁଡ଼ିକ ଓ ତାରିଖଗୁଡ଼ିକ ବିଷୟ ରେ ଏବେ କିଛି ଲେଖିବାର ଆବଶ୍ଯକତା ନାହିଁ।
1 Mas, irmãos, acerca dos tempos e das épocas não necessitais de que se vos escreva:
2 କାରଣ ଏହା ତୁମ୍ଭେ ଭଲ ଭାବେ ଜାଣ ଯେ, ଜଣେ ଚୋର ରାତି ରେ ଆସିବା ଭଳି, ପ୍ରଭୁଙ୍କର ପୁନରାଗମନ ଦିନଟି ଆଶ୍ଚର୍ୟ୍ଯଜନକ ହବେ।
2 porque vós mesmos sabeis perfeitamente que o dia do Senhor virá como vem o ladrão de noite;
3 ଲୋକେ କହିବେ : ଆମ୍ଭେ ଶାନ୍ତି ପାଇଛୁ ଓ ସୁରକ୍ଷିତ ଅଛୁ। ସହେି ସମୟରେ ଗର୍ଭବତୀ ସ୍ତ୍ରୀର ପ୍ରସବ-ବଦନୋ ହେଲା ଭଳି, ହଠାତ୍ ତାହାଙ୍କ ପାଇଁ ବିନାଶ ଆସିବ ଓ ସମାନେେ ରକ୍ଷା ପାଇପାରିବେ ନାହିଁ।
3 pois quando estiverem dizendo: Paz e segurança! então lhes sobrevirá repentina destruição, como as dores de parto àquela que está grávida; e de modo nenhum escaparão.
4 କିନ୍ତୁ ତୁମ୍ଭ ଭାଇ ଓ ଭଉଣୀମାନଙ୍କ ପାଇଁ ସହେି ଦିନଟି ଚୋର ଆସିବା ଭଳି ଆଶ୍ଚର୍ୟ୍ଯର କଥା ହବେ ନାହିଁ, କାରଣ ତୁମ୍ଭମାନେେ ଅନ୍ଧକାର ରେ ବାସ କରୁ ନାହଁ।
4 Mas vós, irmãos, não estais em trevas, para que aquele dia, como ladrão, vos surpreenda;
5 ତୁମ୍ଭେ ସମସ୍ତେ ହେଉଛ ଆଲୋକର ସନ୍ତାନ ଓ ଦିନର ସନ୍ତାନ। ଆମ୍ଭମାନେେ ରାତ୍ରି ରେ କିମ୍ବା ଅନ୍ଧକାର ରେ ନାହୁଁ।
5 porque todos vós sois filhos da luz e filhos do dia; nós não somos da noite nem das trevas;
6 ଅତଏବ ଆମ୍ଭମାନେେ ଅନ୍ୟ ଲୋକମାନଙ୍କ ଭଳି ଶାଇେ ରହିବା ଉଚିତ୍ ନୁହେଁ। ଆମ୍ଭେ ଜାଗ୍ରତ ରହିବା ଦରକାର। ନିଜ ଉପରେ ଆମ୍ଭର ସଂୟମ ଥିବା ଆବଶ୍ଯକ।
6 não durmamos, pois, como os demais, antes vigiemos e sejamos sóbrios.
7 ଯେଉଁ ଲୋକମାନେ ଶୁଅନ୍ତି, ସମାନେେ ରାତି ରେ ଶୁଅନ୍ତି। ଯେଉଁମାନେ ମାତାଲ ହୁଅନ୍ତି, ସମାନେେ ରାତି ରେ ମାତାଲ ହୁଅନ୍ତି।
7 Porque os que dormem, dormem de noite, e os que se embriagam, embriagam-se de noite;
8 କିନ୍ତୁ ଆମ୍ଭେ ଦିନର ହାଇେଥିବାରୁ ନିଜକୁ ସଂୟମ କରିବା ଆବଶ୍ଯକ। ବିଶ୍ବାସ ଓ ପ୍ ରମରେ ସାଞ୍ଜୁ ପିନ୍ଧିବା ଓ ପରିତ୍ରାଣର ଭରସାକୁ ଶିରସ୍ତ୍ରାଣ ରୂପେ ପରିଧାନ କରିବା ଦରକାର।
8 mas nós, porque somos do dia, sejamos sóbrios, vestindo-nos da couraça da fé e do amor, e tendo por capacete a esperança da salvação;
9 ଯେ ହତେୁ ପରମେଶ୍ବର ଆମ୍ଭକୁ ତାହାଙ୍କ କୋର୍ଧର ବିଷୟ ହବୋ ପାଇଁ ବାଛି ନାହାଁନ୍ତି। ବରଂ ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ମୁକ୍ତି ପାଇବା ପାଇଁ ପରମେଶ୍ବର ଆମ୍ଭକୁ ବାଛିଛନ୍ତି।
9 porque Deus não nos destinou para a ira, mas para alcançarmos a salvação por nosso Senhor Jesus Cristo,
10 ଆମ୍ଭେ ଯୀଶୁଖ୍ରୀଷ୍ଟଙ୍କ ସହିତ ରହି ପାରିବା ବୋଲି, ସେ ଆମ୍ଭ ପାଇଁ ମଲେ। ଯେତବେେଳେ ଯୀଶୁ ଆସିବେ, ସହେି ସମୟରେ ଆମ୍ଭେ ଜୀବିତ ରହିବା କି ମରିଯାଇଥିବା, ତାହା ମହତ୍ବପୂର୍ଣ୍ଣ ନୁହେଁ।
10 que morreu por nós, para que, quer vigiemos, quer durmamos, vivamos juntamente com ele.
11 ଅତଏବ ପରସ୍ପରକୁ ସାନ୍ତ୍ବନା ଦିଅ, ଜଣେ ଅନ୍ୟ ଜଣକୁ ଆଧ୍ଯାତ୍ମିକ ଭାବରେ ଗଢ଼ ଏବଂ ପରସ୍ପରଠା ରେ ନିଷ୍ଠା ଜନ୍ମାଅ। ତୁମ୍ଭେ ଏବେ ମଧ୍ଯ ସଇେଆ କରୁଛ।
11 Pelo que exortai-vos uns aos outros e edificai-vos uns aos outros, como na verdade o estais fazendo.
12 ଭାଇ ଓ ଭଉଣୀମାନେ! ଯେଉଁମାନେ ତୁମ୍ଭମାନଙ୍କ ସହିତ କଠାେର ପରିଶ୍ରମ କରୁଛନ୍ତି, ଓ ପ୍ରଭୁଙ୍କଠା ରେ ତୁମ୍ଭକୁ ନତେୃତ୍ବ ଦେଉଛନ୍ତି ଓ ତୁମ୍ଭକୁ ଉପଦେଶ ପ୍ରଦାନ କରୁଛନ୍ତି, ସମାନଙ୍କେୁ ସମ୍ମାନ ଦବୋ ପାଇଁ ଆମ୍ଭେ ନିବଦନେ କରୁଛୁ।
12 Ora, rogamo-vos, irmãos, que reconheçais os que trabalham entre vós, presidem sobre vós no Senhor e vos admoestam;
13 ତୁମ୍ଭମାନଙ୍କ ମଧିଅରେ କାମ କରୁଥିବା ୟୋଗୁ, ସମାନଙ୍କେୁ ପ୍ ରମେ କର ଓ ସମାନଙ୍କେୁ ବିଶଷେ ସମ୍ମାନ ଦଖାେଅ।
13 e que os tenhais em grande estima e amor, por causa da sua obras. Tende paz entre vós.
14 ପରସ୍ପର ଶାନ୍ତି ରେ ରୁହ। ଯେଉଁମାନେ କାମ କରୁ ନାହାଁନ୍ତି, ଭାଇ ଓ ଭଉଣୀମାନେ, ସମାନଙ୍କେୁ ସତର୍କ କରିଦିଅ। ଯେଉଁମାନେ ଭୟ ରେ ଅଛନ୍ତି, ସମାନଙ୍କେୁ ଉତ୍ସାହିତ କର। ଦୁର୍ବଳ ଲୋକଙ୍କୁ ସାହାୟ୍ଯ କର। ପ୍ରେତ୍ୟକକ ଲୋକ ପାଇଁ ର୍ଧୈୟ୍ଯବାନ ହୁଅ।
14 Exortamo-vos também, irmãos, a que admoesteis os insubordinados, consoleis os desanimados, ampareis os fracos e sejais longânimos para com todos.
15 ଦେଖ, ଯେପରି କହେି ଅପକାର ବଦଳ ରେ ଅପକାର ନ କରୁ। ପରସ୍ପର ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉତ୍ତମ ବିଷୟ, ସବୁବେଳେ କରିବା ପାଇଁ ସର୍ବଦା ଚେଷ୍ଟା କର।
15 Vede que ninguém dê a outrem mal por mal, mas segui sempre o bem, uns para com os outros, e para com todos.
16 ସଦାସର୍ବଦା ଆନନ୍ଦିତ ରୁହ।
16 Regozijai-vos sempre.
17 କଦାପି ପ୍ରାର୍ଥନା କରିବା ବନ୍ଦ କର ନାହିଁ।
17 Orai sem cessar.
18 ସର୍ବଦା ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଉଥାଅ। ପରମେଶ୍ବର ଖ୍ରୀଷ୍ଟଯୀଶୁଙ୍କଠା ରେ ତୁମ୍ଭମାନଙ୍କ ପାଇଁ ଏହା ଚାହାଁନ୍ତି।
18 Em tudo dai graças; porque esta é a vontade de Deus em Cristo Jesus para convosco.
19 କଦାପି ପବିତ୍ର ଆତ୍ମାର କାର୍ୟ୍ଯ ବନ୍ଦ କର ନାହିଁ।
19 Não extingais o Espírito;
20 ଭବିଷ୍ଯଦ୍ ବକ୍ତାମାନଙ୍କର କଥାଗୁଡ଼ିକୁ ତୁଚ୍ଛ ବୋଲି ମନକରେ ନାହିଁ।
20 não desprezeis as profecias,
21 କିନ୍ତୁ ପ୍ରେତ୍ୟକକ କଥାର ସତ୍ଯାସତ୍ଯ ପରୀକ୍ଷା କରି ଯାହା ଭଲ ତାହାକୁ ଧରି ରଖ।
21 mas ponde tudo à prova. Retende o que é bom;
22 ସମସ୍ତ ପ୍ରକାରର ମନ୍ଦଠାରୁ ଦୂର ରେ ରୁହ।
22 Abstende-vos de toda espécie de mal.
23 ପରମେଶ୍ବରଙ୍କଠା ରେ ଆମ୍ଭେ ପ୍ରାର୍ଥନା କରୁ ଯେ, ସହେି ଶାନ୍ତିର ପରମେଶ୍ବର ତୁମ୍ଭମାନଙ୍କୁ ପବିତ୍ର କରନ୍ତୁ ଓ ପୂର୍ଣ୍ଣଭାବରେ ତାହାଙ୍କ ନିଜର କରିନିଅନ୍ତୁ। ଆମ୍ଭେ ପ୍ରାର୍ଥନା କରୁ ଯେ, ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟ ଆସିଲା ବେଳେ ତୁମ୍ଭମାନଙ୍କର ସମ୍ପୂର୍ଣ୍ଣ ଅସ୍ତିତ୍ବ - ଅର୍ଥାତ୍ ଆତ୍ମା, ପ୍ରାଣ ଓ ଶରୀର - ମନ୍ଦରହିତ ହାଇେ ସୁରକ୍ଷିତ ରହୁ।
23 E o próprio Deus de paz vos santifique completamente; e o vosso espírito, e alma e corpo sejam plenamente conservados irrepreensíveis para a vinda de nosso Senhor Jesus Cristo.
24 ଯେଉଁ ପରମେଶ୍ବର ତୁମ୍ଭମାନଙ୍କୁ ଡ଼ାକିଛନ୍ତି, ତୁମ୍ଭମାନେେ ତାହାଙ୍କ ଉପରେ ଭରସା ରଖ। ୟିଏ ତୁମ୍ଭମାନଙ୍କୁ ଡ଼ାକିଛନ୍ତି, ସେ ସବୁ କିଛି କରିବେ।
24 Fiel é o que vos chama, e ele também o fará.
25 ଭାଇ ଓ ଭଉଣୀମାନେ ! ଆମ୍ଭ ପାଇଁ ପ୍ରାର୍ଥନା କର।
25 Irmãos, orai por nós.
26 ଏକତ୍ରୀତ ହେଲା ବେଳେ, ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପବିତ୍ର ଚୁମ୍ବନ ଦଇେ ନମସ୍କାର କର।
26 Saudai a todos os irmãos com ósculo santo.
27 ପ୍ରଭୁଙ୍କର କ୍ଷମତା ଦ୍ବାରା ମୁଁ ଏହି ପତ୍ରକୁ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପଢ଼ି ଶୁଣାଇବା ପାଇଁ କହୁଛି।
27 Pelo Senhor vos conjuro que esta epístola seja lida a todos os irmãos.
28 ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭ ସହିତ ରହିଥାଉ।
28 A graça de nosso Senhor Jesus Cristo seja convosco.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Tessalonicenses 5, comparar traduções ou montar um estudo — tudo direto pelo WhatsApp.