1 Tessalonicenses 4

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ଭାଇ ଓ ଭଉଣୀମାନେ! ବର୍ତ୍ତମାନ ତୁମ୍ଭମାନଙ୍କୁ ମାରେ କେତକେ ଅନ୍ୟ କଥାଗୁଡ଼ିକ କହିବାକୁ ଅଛି। ପରମେଶ୍ବରଙ୍କୁ ପ୍ରସନ୍ନ କରିପାରୁଥିବା ଜୀବନଯାପନ ପ୍ରଣାଳୀ ବିଷୟ ରେ ଆମ୍ଭମାନେେ ତୁମ୍ଭମାନଙ୍କୁ ଶିଖାଇଛୁ। ତୁମ୍ଭମାନେେ ସହେିଭଳି ଜୀବନଯାପନ କରୁଛ। ପ୍ରଭୁଯୀଶୁଙ୍କ ପାଇଁ ଅଧିକରୁ ଅଧିକ ସହେିଭଳି ଜୀବନଯାପନ କରିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ କହୁଛୁ ଓ ଉତ୍ସାହିତ ମଧ୍ଯ କରୁଛୁ।
1 Finalmente, irmãos, vos rogamos e exortamos no Senhor Jesus que, assim como recebestes de nós, de que maneira convém andar e agradar a Deus, assim andai, para que continueis a progredir cada vez mais;
2 ତୁମ୍ଭମାନେେ ଜାଣିଛ ଯେ, ଆମ୍ଭେ ତୁମ୍ଭମାନଙ୍କୁ କ'ଣ କରିବା ପାଇଁ କହିଛୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅଧିକାର ମାଧ୍ଯମ ରେ ଆମ୍ଭେ ତୁମ୍ଭମାନଙ୍କୁ ସହେି କଥାଗୁଡ଼ିକ କହିଛୁ। ପରମେଶ୍ବର ଇଚ୍ଛା କରନ୍ତି ଯେ, ତୁମ୍ଭମାନେେ ପବିତ୍ର ହୁଅ।
2 porque vós bem sabeis que mandamentos vos temos dado pelo Senhor Jesus.
3 ସେ ଚାହାଁନ୍ତି ଯେ, ତୁମ୍ଭମାନେେ ୟୌନଗତ ପାପଗୁଡ଼ିକରୁ ଦୂର ରେ ରୁହ।
3 Porque esta é a vontade de Deus, a vossa santificação: que vos abstenhais da prostituição,
4 ପରମେଶ୍ବର ଚାହାଁନ୍ତି ଯେ, ତୁମ୍ଭମାନେେ ପ୍ରେତ୍ୟକକ ନିଜ ଶରୀରକୁ ସଂୟମ କରିବାକୁ ଶିଖ। ତୁମ୍ଭମାନେେ ନିଜ ଶରୀରକୁ ଏପରି ବ୍ଯବହାର କର ଯେ, ତାହା ପବିତ୍ର ହବେ ଓ ପରମେଶ୍ବରଙ୍କୁ ଗୌରବ ଦବେ। ତୁମ୍ଭମାନଙ୍କ ଶରୀରକୁ କାମାସକ୍ତର ବଶବର୍ତ୍ତୀ ହବୋକୁ ଦିଅ ନାହିଁ।291
4 que cada um de vós saiba possuir o seu vaso em santificação e honra,
5 ଯେଉଁମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ, ସମାନେେ ନିଜ ଶରୀରର ଏପରି ବ୍ଯବହାର କରନ୍ତି।
5 não na paixão de concupiscência, como os gentios, que não conhecem a Deus.
6 ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କ ଭାଇ ବିରୁଦ୍ଧ ରେ କୌଣସି ମନ୍ଦକାର୍ୟ୍ଯ କର ନାହିଁ ଓ ଏହି ବିଷୟ ରେ ତାହାଙ୍କୁ ଠକ ନାହିଁ। ଯେଉଁମାନେ ଏଭଳି କାମ କରିବେ, ସମାନଙ୍କେୁ ପରମେଶ୍ବର ଦଣ୍ଡ ଦବେେ। ଆମ୍ଭେ ଏ ବିଷୟ ରେ ଆଗରୁ ତୁମ୍ଭମାନଙ୍କୁ କହିଛୁ ଓ ସତର୍କ କରିଛୁ।
6 Ninguém oprima ou engane a seu irmão em negócio algum, porque o Senhor é vingador de todas estas coisas, como também, antes, vo-lo dissemos e testificamos.
7 ପରମେଶ୍ବର ଆମ୍ଭକୁ ପବିତ୍ର ହବୋ ପାଇଁ ଆହ୍ବାନ କରିଛନ୍ତି। ଆମ୍ଭେ ପାପରେ ଜୀବନ ଯାପନ କରିବା ପାଇଁ ସେ ଚାହାଁନ୍ତି ନାହିଁ।
7 Porque não nos chamou Deus para a imundícia, mas para a santificação.
8 ଅତଏବ ଯେଉଁ ଲୋକ ଏହି ଶିକ୍ଷାକୁ ଅବମାନନା କରେ, ସେ ପରମେଶ୍ବରଙ୍କ ଅବମାନନା କରେ, ମଣିଷକୁ ନୁହେଁ। ପରମେଶ୍ବର ତାଙ୍କର ପବିତ୍ରଆତ୍ମା ତୁମ୍ଭମାନଙ୍କୁ ପ୍ରଦାନ କରି ଥାଆନ୍ତି।
8 Portanto, quem despreza isto não despreza ao homem, mas, sim, a Deus, que nos deu também o seu Espírito Santo.
9 ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ ରମେଭାବ ବିଷୟ ରେ ତୁମ୍ଭମାନଙ୍କୁ ଲେଖିବାର ଆବଶ୍ଯକତା ନାହିଁ। ପରସ୍ପରକୁ ପ୍ ରମେ କରିବା ପାଇଁ ପରମେଶ୍ବର ତୁମ୍ଭମାନଙ୍କୁ ଆଗରୁ ଶିଖାଇଛନ୍ତି।
9 Quanto, porém, ao amor fraternal, não necessitais de que vos escreva, visto que vós mesmos estais instruídos por Deus que vos ameis uns aos outros;
10 ସମଗ୍ର ମାକିଦନିଆର ଭାଇ ଓ ଭଉଣୀମାନଙ୍କୁ ତୁମ୍ଭମାନେେ ପ୍ରକୃତ ରେ ଭଲ ପାଅ। ହେ ଭାଇଭଉଣୀମାନେ ଆମ୍ଭେ ଏବେ, ସମାନଙ୍କେୁ ଅଧିକରୁ ଅଧିକ ଭଲ ପାଇବାରୁ ତୁମ୍ଭମାନଙ୍କୁ ଉତ୍ସାହିତ କରୁଛୁ।
10 porque também já assim o fazeis para com todos os irmãos que estão por toda a Macedônia. Exortamo-vos, porém, a que ainda nisto continueis a progredir cada vez mais,
11 ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ଯାହା ସମ୍ଭବ, ତାହା କର। ନିଜ କାର୍ୟ୍ଯର ଯତ୍ନ ନିଅ। ନିଜ ହାତ ରେ କାମ କର। ଆମ୍ଭେ ଏହି କଥାଗୁଡ଼ିକ କରିବା ପାଇଁ ତୁମ୍ଭମାନଙ୍କୁ ଆଗରୁ କହିଛୁ।
11 e procureis viver quietos, e tratar dos vossos próprios negócios, e trabalhar com vossas próprias mãos, como já vo-lo temos mandado;
12 ଯେଉଁମାନେ ବିଶ୍ବାସ କରନ୍ତି ନାହିଁ, ସମାନେେ ମଧ୍ଯ, ଏପରି କାମ କରିବା ଓ ଜୀବନଯାପନ ଦେଖି ତୁମ୍ଭମାନଙ୍କୁ ସମ୍ମାନ ଦବେେ। ତୁମ୍ଭମାନଙ୍କୁ ମଧ୍ଯ ନିଜ ଆବଶ୍ଯକତାଗୁଡ଼ିକ ପାଇଁ ଅନ୍ୟ ଲୋକମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।
12 para que andeis honestamente para com os que estão de fora e não necessiteis de coisa alguma.
13 ଭାଇ ଓ ଭଉଣୀମାନେ! ମୃତମାନଙ୍କ ବିଷୟ ରେ ତୁମ୍ଭମାନେେ ଅଜ୍ଞାତ ରୁହ ବୋଲି ଆମ୍ଭେ ଚାହୁଁ ନାହୁଁ। ଭରସା ପାଇ ନ ଥିବା ଅନ୍ୟ ଲୋକଙ୍କ ଭଳି ତୁମ୍ଭମାନେେ ଦୁଃଖି ହୁଅ ବୋଲି ଆମ୍ଭେ ଚାହୁଁ ନାହୁଁ।
13 Não quero, porém, irmãos, que sejais ignorantes acerca dos que já dormem, para que não vos entristeçais, como os demais, que não têm esperança.
14 ଆମ୍ଭେ ବିଶ୍ବାସ କରୁ ଯେ, ଯୀଶୁ ମଲେ। କିନ୍ତୁ ଆମ୍ଭେ ବିଶ୍ବାସ କରୁ ଯେ, ଯୀଶୁ ପୁନରୁତ୍ଥିତ ହେଲେ। ଅତଏବ, ଯୀଶୁଙ୍କ ହତେୁ ଯୀଶୁଙ୍କ ସହିତ ମୃତ ବ୍ଯକ୍ତିମାନଙ୍କୁ ପରମେଶ୍ବର ଏକାଠି ଆଣିବେ।
14 Porque, se cremos que Jesus morreu e ressuscitou, assim também aos que em Jesus dormem Deus os tornará a trazer com ele.
15 ଆମ୍ଭେ ଏବେ ତୁମ୍ଭମାନଙ୍କୁ ପ୍ରଭୁଙ୍କ ନିଜ ଶିକ୍ଷା କହୁଛୁ। ପ୍ରଭୁ ପୁନର୍ବାର ଆସିବା ବେଳେ ଆମ୍ଭମାନଙ୍କ ଭିତରୁ ଯେଉଁମାନେ ବର୍ତ୍ତମାନ ଜୀବିତ, ସମାନେେ ସେ ପର୍ୟ୍ଯନ୍ତ ଜୀବିତ ରହିଥିବେ। ଆମ୍ଭେ ଯେଉଁମାନେ ଜୀବିତ ଥିବୁ, ପ୍ରଭୁଙ୍କ ସହିତ ରହିବୁ ଏହା ସତ୍ଯ ; କିନ୍ତୁ ଯେଉଁମାନେ ମରି ଯାଇଛନ୍ତି, ସମାନେେ ଆମ୍ଭମାନଙ୍କ ପୂର୍ବରୁ ତାହାଙ୍କ ଉପସ୍ଥିତି ମଧ୍ଯକୁ ଯିବେ।
15 Dizemo-vos, pois, isto pela palavra do Senhor: que nós, os que ficarmos vivos para a vinda do Senhor, não precederemos os que dormem.
16 ସ୍ବର୍ଗରୁ ପ୍ରଭୁ ନିଜେ ଓହ୍ଲାଇ ଆସିବେ। ସେତବେେଳେ ଉଚ୍ଚ ସ୍ବର ରେ ଏକ ଆଦେଶ ହବେ। ମୁଖ୍ଯ ସ୍ବର୍ଗଦୂତଙ୍କ ସ୍ବର ଓ ପରମେଶ୍ବରଙ୍କ ତୂରୀନାଦ ମାଧ୍ଯମ ରେ ଏହି ଆଦେଶ ଦିଆ ହବେ। ଯେଉଁମାନେ ଖ୍ରୀଷ୍ଟଙ୍କଠା ରେ ଥାଇ ମରିଛନ୍ତି, ସମାନେେ ପ୍ରଥମ ରେ ପୁନରୁତ୍ଥିତ ହବେେ।
16 Porque o mesmo Senhor descerá do céu com alarido, e com voz de arcanjo, e com a trombeta de Deus; e os que morreram em Cristo ressuscitarão primeiro;
17 ତା'ପରେ ସେ ସମୟରେ ଆମ୍ଭେ ଜୀବିତ ଥିବା ଲୋକେ ମୃତଲୋକମାନଙ୍କ ସହିତ ଏକାଠି ରୁଣ୍ଡ ହବୋ। ଆମ୍ଭକୁ ମେଘମାଳା ଭିତରକୁ ନିଆୟିବ ଓ ସଠାେରେ ବାଯୁମଣ୍ଡଳ ରେ ଆମ୍ଭେ ପ୍ରଭୁଙ୍କୁ ସାକ୍ଷାତ କରିବୁ।
17 depois, nós, os que ficarmos vivos, seremos arrebatados juntamente com eles nas nuvens, a encontrar o Senhor nos ares, e assim estaremos sempre com o Senhor.
18 ଏବଂ ଆମ୍ଭେ ପ୍ରଭୁଙ୍କ ସହିତ ସବୁ ଦିନ ପାଇଁ ରହିବୁ। ଅତଏବ ଏହିସବୁ କଥା କହି ପରସ୍ପରକୁ ସାନ୍ତ୍ବନା ଦିଅ।
18 Portanto, consolai-vos uns aos outros com estas palavras.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Tessalonicenses 4, comparar traduções ou montar um estudo — tudo direto pelo WhatsApp.