1 Tessalonicenses 2
Oriya Bible (GL_ORIYA) vs BKJ
1 ଭାଇ ଓ ଭଉଣୀମାନେ! ତୁମ୍ଭମାନେେ ଜାଣିଛ ଯେ, ଆମ୍ଭମାନଙ୍କର ତୁମ୍ଭମାନଙ୍କ ପାଖକୁ ୟିବା ବୃଥା ନ ଥିଲା।
1 Porque vós mesmos, irmãos, sabeis que a nossa entrada para convosco não foi vã;
2 ତୁମ୍ଭମାନଙ୍କ ପାଖକୁ ୟିବା ପୂର୍ବରୁ ଫିଲିପ୍ପୀଠା ରେ ଆମ୍ଭେ ଦୁଃଖ ଓ ଅପମାନ ପାଇଥିଲୁ। ଏହି ବିଷୟ ରେ ତୁମ୍ଭମାନେେ ଜାଣିଛ। ଆମ୍ଭମାନେେ ଯେତବେେଳେ ତୁମ୍ଭମାନଙ୍କ ପାଖକୁ ଗଲୁ, ସେତବେେଳେ ଅନକେ ଲୋକ ଆମ୍ଭର ବିରୁଦ୍ଧ ଥିଲେ। କିନ୍ତୁ ପରମେଶ୍ବରଙ୍କ ସାହାୟ୍ଯରୁ ଆମ୍ଭେ ସାହସୀ ହାଇେ ପାରିଲୁ। ତୁମ୍ଭମାନଙ୍କୁ ତାହାଙ୍କର ସୁସମାଚାର କହିବା ପାଇଁ ସେ ଆମ୍ଭକୁ ସାହାୟ୍ଯ କଲେ।
2 mas, mesmo depois de termos antes sofrido e sido envergonhados, como sabeis, em Filipos, tornamo-nos ousados em nosso Deus, para vos falar o evangelho de Deus com grande combate.
3 ଆମ୍ଭେ ଲୋକଙ୍କୁ ଶିକ୍ଷା ଦେଉ। କହେି ଆମ୍ଭକୁ ପ୍ରବଞ୍ଚିତ କରିନାହିଁ। ଆମ୍ଭେ ମନ୍ଦ ନୋହୁଁ। ଆମ୍ଭେ ଲୋକମାନଙ୍କୁ ଛଳନା କରି ନାହୁଁ। କିନ୍ତୁ ଏଗୁଡ଼ିକ ଆମ୍ଭର ଶିକ୍ଷାଦାନ କରିବା ଉଦ୍ଦେଶ୍ଯ ନୁହେଁ।
3 Porque a nossa exortação não foi com engano, nem com imundícia, nem com malícia;
4 ପରମେଶ୍ବର ଆମ୍ଭକୁ ପରୀକ୍ଷା କରି ଓ ବିଶ୍ବାସ କରି ସୁସମାଚାର କହିବା ଦାଯିତ୍ବ ଦଇେଥିବାରୁ ଆମ୍ଭେ ସୁସମାଚାର ପ୍ରଚାର କରୁଛୁ। ଅତଏବ ଯେତବେେଳେ ଆମ୍ଭେ କିଛି କହୁ ମନୁଷ୍ଯକୁ ସନ୍ତୁଷ୍ଟ କଲାପରି ନୁହେଁ, ପରମେଶ୍ବରଙ୍କୁ ଖୁସି କରିବା ଆମ୍ଭର ଉଦ୍ଦେଶ୍ଯ ଅଟେ। ପରମେଶ୍ବର ଆମ୍ଭର ହୃଦୟଗୁଡ଼ିକୁ ପରୀକ୍ଷା କରନ୍ତି।
4 mas, como fomos aprovados de Deus para que o evangelho nos fosse confiado, assim falamos, não como para agradar aos homens, mas a Deus, quem prova os nossos corações.
5 ତୁମ୍ଭମାନେେ ଜାଣିଛ ଯେ, କବେେ ହେଲେ ଆମ୍ଭେ ଖୋସାମଦିଆ କଥା କହି ତୁମ୍ଭକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରି ନାହୁଁ। ଆମ୍ଭେ ତୁମ୍ଭମାନଙ୍କର ଟଙ୍କା ପାଇବା ପାଇଁ ଚାହିଁ ନାହୁଁ। ତୁମ୍ଭମାନଙ୍କଠାରୁ ଆମ୍ଭେ ନିଜର କୌଣସି ସ୍ବାର୍ଥପର ଭାବ ଗୁପ୍ତ ରଖି ନାହୁଁ। ପରମେଶ୍ବର ଜାଣନ୍ତି ଯେ, ଏହା ସତ୍ଯ।
5 Porque nunca usamos de palavras lisonjeiras, como sabeis, nem houve um pretexto de avareza; Deus é testemunha.
6 ଆମ୍ଭେ ଲୋକମାନଙ୍କର ପ୍ରଶଂସା ଚାହୁଁ ନାହୁଁ। ଆମ୍ଭେ ତୁମ୍ଭମାନଙ୍କ ପାଖରୁ ବା ଅନ୍ୟମାନଙ୍କ ପାଖରୁ ପ୍ରଶଂସା ଚାହୁଁ ନାହୁଁ।
6 E não buscamos glória dos homens, nem de vós, nem ainda de outros, quando podíamos ser-vos pesados, como os apóstolos de Cristo;
7 ଆମ୍ଭମାନେେ ଯୀଶୁଖ୍ରୀଷ୍ଟଙ୍କର ପ୍ ରରେିତ। ଅତଏବ ତୁମ୍ଭମାନଙ୍କ ମଧିଅରେ ଥିଲା ବେଳେ ଆମ୍ଭମାନେେ ତୁମ୍ଭମାନଙ୍କ ଦ୍ବାରା କାମ କରାଇବା ପାଇଁ ଆମ୍ଭ ଅଧିକାର ପ୍ରଯୋଗ କରି ପାରିଥାଆନ୍ତୁ। କିନ୍ତୁ ଆମ୍ଭେ ତୁମ୍ଭମାନଙ୍କ ସହିତ ଭଦ୍ର ବ୍ଯବହାର କରୁ। ଜଣେ ମାଆ ନିଜ ଶିଶୁମାନଙ୍କର ଯେପରି ଯତ୍ନ ନିଏ, ଆମ୍ଭେ ଠିକ୍ ସହେିପରି କଲୁ।
7 mas fomos brandos entre vós, como a ama que cuida de seus filhos.
8 ଆମ୍ଭେ ତୁମ୍ଭମାନଙ୍କୁ ବହୁତ ଭଲ ପାଇଲୁ। ଅତଏବ ଆମ୍ଭେ ତୁମ୍ଭମାନଙ୍କୁ କବଳେ ପରମେଶ୍ବରଙ୍କ ସୁସମାଚାରର ଅଂଶୀ କଲୁ ତାହା ନୁହେଁ, ବରଂ ନିଜର ଜୀବନ ମଧ୍ଯ ତୁମ୍ଭମାନଙ୍କ ସହିତ ବାଣ୍ଟି ଦବୋକୁ ପ୍ରସ୍ତୁତ ଥିଲୁ।
8 Assim nós, sendo-vos tão afeiçoados, de boa vontade quiséramos comunicar-vos, não o evangelho de Deus apenas, mas ainda as nossas próprias almas; porque éreis muito queridos a nós.
9 ଭାଇ ଓ ଭଉଣୀମାନେ! ତୁମ୍ଭମାନେେ ମନେ ପକାଅ ଯେ, ଆମ୍ଭେ କେତେ କଠିନ ପରିଶ୍ରମ କରିଛୁ। ଆମ୍ଭେ ଦିନରାତି କାମ କରିଛୁ। ଆମ୍ଭମାନେେ ପରମେଶ୍ବରଙ୍କ ସୁସମାଚାର ପ୍ରଚାର କଲା ବେଳେ, ତୁମ୍ଭମାନେେ ଆମ୍ଭକୁ କିଛି ଦଇେ ଭାରାକ୍ରାନ୍ତ ହୁଅ, ସେ କଥା ଆମ୍ଭେ ଚାହିଁଲୁ ନାହିଁ।
9 Porque bem vos lembrais, irmãos, do nosso trabalho e dor; porque, trabalhando noite e dia, para não sermos pesados a nenhum de vós, vos pregamos o evangelho de Deus.
10 ବିଶ୍ବାସୀ ଯେ ତୁମ୍ଭମାନେେ, ତୁମ୍ଭମାନଙ୍କ ଗହଣ ରେ ରହିଥିଲା ବେଳେ, ଆମ୍ଭମାନେେ ପବିତ୍ର, ଧାର୍ମିକ ଓ ତ୍ରୁଟି ରହିତ ଜୀବନଯାପନ କରିଥିଲୁ।
10 Vós sois testemunhas, e Deus também, de quão santa, justa e irrepreensivelmente nos portamos para convosco, os que crestes.
11 ତୁମ୍ଭମାନେେ ଓ ପରମେଶ୍ବର ମଧ୍ଯ ଜାଣନ୍ତି ଯେ, ଏହା ସତ୍ଯ। ପିତା ନିଜ ସନ୍ତାନମାନଙ୍କୁ ସ୍ନହେ କଲା ଭଳି ଆମ୍ଭେ ତୁମ୍ଭମାନଙ୍କ ସହିତ ସ୍ନହପେୂର୍ବକ ବ୍ଯବହାର କରିଛୁ।
11 Assim, como sabeis de que modo exortamos, consolamos e cobramos a cada um de vós, como o pai faz a seus filhos,
12 ଆମ୍ଭେ ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିଛୁ, ଆମ୍ଭେ ତୁମ୍ଭମାନଙ୍କୁ ଆଶ୍ବାସନା ଦଲେୁ ଏବଂ ପରମେଶ୍ବରଙ୍କ ପାଇଁ ଭଲ ଜୀବନଯାପନ କରିବା ପାଇଁ କହିଛୁ। ପରମେଶ୍ବର ତୁମ୍ଭମାନଙ୍କୁ ନିଜ ରାଜ୍ଯ ଓ ମହିମା ପ୍ରାପ୍ତ କରିବା ପାଇଁ ଡ଼ାକୁଛନ୍ତି।
12 para que vós andásseis dignamente diante de Deus, que vos chama para o seu reino e glória.
13 ତୁମ୍ଭମାନେେ ଆମ୍ଭମାନଙ୍କଠାରୁ ଶୁଣିଥିବା ଶିକ୍ଷାଗୁଡ଼ିକୁ ମଣିଷମାନଙ୍କର ନୁହେଁ ବରଂ ପରମେଶ୍ବରଙ୍କ ବାକ୍ଯ ବୋଲି ଭାବି ଗ୍ରହଣ କରିଥିବାରୁ, ଆମ୍ଭେ ପରମେଶ୍ବରଙ୍କୁ ଅନବରତ ଧନ୍ଯବାଦ ଜଣାଉଛୁ। ଏହା ପ୍ରକୃତ ରେ ପରମେଶ୍ବରଙ୍କ ଶିକ୍ଷା। ଏହି ଶିକ୍ଷାର ପ୍ରଭାବ, ବିଶ୍ବାସୀ ଯେ ତୁମ୍ଭମାନେେ, ତୁମ୍ଭମାନଙ୍କ ଉପରେ ପଡ଼ିଛି।
13 Por isso também damos graças a Deus sem cessar, porque, havendo recebido de nós a palavra da pregação de Deus, a recebestes, não a palavra de homens, mas segundo é, na verdade, a palavra de Deus, a qual também opera de forma eficaz em vós, os que crestes.
14 ଭାଇ ଓ ଭଉଣୀମାନେ! ତୁମ୍ଭମାନେେ ୟିହୂଦା ରେ290 ଥିବା ଖ୍ରୀଷ୍ଟ ଯୀଶୁଙ୍କଠା ରେ ପରମେଶ୍ବରଙ୍କ ମଣ୍ଡଳୀଗୁଡ଼ିକର ଲୋକମାନଙ୍କ ଭଳି ହାଇେଛ। ୟିହୂଦା ରେ ପରମେଶ୍ବରଙ୍କ ଲୋକମାନେ ଅନ୍ୟ ଯିହୂଦୀମାନଙ୍କଠାରୁ ଯାତନା ଭୋଗ କରିଥିଲେ। ତୁମ୍ଭମାନେେ ନିଜ ଦେଶର ଲୋକମାନଙ୍କଠାରୁ ମଧ୍ଯ ସହେିଭଳି ଯାତନା ପାଇଛ।
14 Porque vós, irmãos, haveis sido feitos seguidores das igrejas de Deus que, na Judeia, estão em Cristo Jesus; porquanto também sofrestes de vossos próprios concidadãos o mesmo que os judeus lhes fizeram,
15 ସେ ଯିହୂଦୀମାନେ ପ୍ରଭୁ ଯୀଶୁଙ୍କୁ ମାରି ଦେଲେ। ସମାନେେ ଭବିଷ୍ଯଦ୍ ବକ୍ତାମାନଙ୍କୁ ମଧ୍ଯ ମାରି ଦେଲେ। ସହେି ଯିହୂଦୀମାନେ ଆମ୍ଭକୁ ସହେି ଅଞ୍ଚଳ ଛାଡ଼ିବା ପାଇଁ ବାଧ୍ଯ କଲେ। ପରମେଶ୍ବର ସମାନଙ୍କେଠା ରେ ସନ୍ତୁଷ୍ଟ ନୁହଁନ୍ତି। ସମାନେେ ସମଗ୍ର ମାନବ ଜାତିର ବିରୋଧୀ।
15 os quais também mataram o Senhor Jesus e os seus próprios profetas, e nos têm perseguido, e não agradam a Deus, e são contrários a todos os homens.
16 ସମାନେେ ଆମ୍ଭକୁ ଅଣଯିହୂଦୀମାନଙ୍କ ନିକଟରେ ଶିକ୍ଷା ଦବୋ ପାଇଁ ଅଟକାଇବାକୁ ଚେଷ୍ଟା କରନ୍ତି। ଅଣୟିହୁଦୀମାନେ ଉଦ୍ଧାର ହୁଅନ୍ତୁ, ଏହି ଉଦ୍ଦେଶ୍ଯ ରେ ଆମ୍ଭେ ସମାନଙ୍କେୁ ଶିକ୍ଷା ଦେଉ। କିନ୍ତୁ ଯିହୂଦୀମାନେ ପୂର୍ବରୁ କରିଥିବା ପାପଗୁଡ଼ିକର ସୂଚୀ, ବର୍ତ୍ତମାନ ମଧ୍ଯ ବଢ଼ି ଚାଲିଛି। ଏବେ ପୂର୍ଣ୍ଣଭାବରେ ପରମେଶ୍ବରଙ୍କ କୋର୍ଧ ସମାନଙ୍କେ ଉପରେ ଆସି ପଡ଼ିଲାଣି।
16 E nos impedem de falar aos gentios para que possam ser salvos, a fim de encherem sempre a medida de seus pecados; mas a ira de Deus caiu sobre eles até o fim.
17 ଭାଇ ଓ ଭଉଣୀମାନେ! ଆମ୍ଭେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ପାଖରୁ ଦୂର ରେ ଥିଲୁ। ଆମ୍ଭେ ଶାରୀରିକ ଭାବରେ ସଠାେରେ ନ ଥିଲେ ମଧ୍ଯ, ଆମ୍ଭର ଚିନ୍ତାଗୁଡ଼ିକ ସଠାେରେ ଅଛି। ଆମ୍ଭେ ତୁମ୍ଭମାନଙ୍କୁ ଦେଖିବା ଲାଗି ବ୍ଯଗ୍ର ଥିଲୁ ଓ ସେଥିପାଇଁ ଅଧିକ ଯତ୍ନ ମଧ୍ଯ କରିଥିଲୁ।
17 Nós, porém, irmãos, separados da vossa presença por pouco tempo, não do coração, apressamo-nos o máximo possível para vermos vossas faces com grande desejo.
18 ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଥିଲୁ। ମୁଁ ପାଉଲ ନିଜେ କେତେ ଥର ଆସିବାକୁ ଚେଷ୍ଟା କରିଛି, କିନ୍ତୁ ଶୟତାନ ଆମ୍ଭକୁ ବାଧା ଦଇେଛି।
18 Por isso bem quisemos ir ter convosco, pelo menos eu, Paulo, uma e outra vez; mas Satanás nos impediu.
19 ତୁମ୍ଭମାନେେ ଆମ୍ଭର ଆଶା, ଆମ୍ଭର ଆନନ୍ଦ ଓ ଆମ୍ଭର ମୁକୁଟ। ଯେତବେେଳେ ଆମ୍ଭମାନଙ୍କର ପ୍ରଭୁଯୀଶୁ ଆସିବେ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ଗର୍ବ ଅନୁଭବ କରିବୁ।
19 Porque qual é a nossa esperança, ou alegria, ou coroa de glória? Por acaso não o sois vós na presença de nosso Senhor Jesus Cristo em sua vinda?
20 ପ୍ରକୃତ ରେ ତୁମ୍ଭମାନେେ ଆମ୍ଭର ମହିମା ଓ ଆମ୍ଭର ଆନନ୍ଦ ଅଟ।
20 Porque vós sois nossa glória e alegria.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Tessalonicenses 2, comparar traduções ou montar um estudo — tudo direto pelo WhatsApp.