1 Timóteo 6
Oriya Bible (GL_ORIYA) vs NAA
1 କ୍ରୀତଦାସମାନେ ନିଜ ମାଲିକକୁ ପୂର୍ଣ୍ଣ ସମ୍ମାନ ଦବୋ ଉଚିତ। ସମାନେେ ସପରେି କଲେ ପରମେଶ୍ବରଙ୍କ ନାମ ଏବଂ ଖ୍ରୀଷ୍ଟିଯାନ ଉପଦେଶଗୁଡ଼ିକ ସମାଲୋଚିତ ହବେ ନାହିଁ।
1 Todos os servos que estão debaixo de jugo considerem dignos de toda honra o próprio senhor, para que o nome de Deus e a doutrina não sejam difamados.
2 କେତକେ କ୍ରୀତଦାସମାନଙ୍କ ମାଲିକମାନେ ବିଶ୍ବାସୀ ଅଟନ୍ତି। ଅତଏବ ସହେି ଦାସମାନେ ସହେି ମାଲିକମାନଙ୍କୁ ଭାଇ ବୋଲି ଭାବି ସମାନଙ୍କେୁ କମ୍ ସମ୍ମାନ ଦଖାଇବୋ ଉଚିତ ନୁହେଁ। ଏପରିକି ସହେି ଦାସମାନେ ନିଜ ମାଲିକମାନଙ୍କର ଅଧିକ ଭଲ ରେ ସବୋ କରିବା ଉଚିତ। କାରଣ ସପରେି କରିବା ଦ୍ବାରା ସମାନେେ ଭଲ ପାଉଥିବା ବିଶ୍ବାସୀ ଲୋକମାନଙ୍କୁ ସାହାୟ୍ଯ କରୁଛନ୍ତି।
2 Também os que têm senhor crente não o tratem com desrespeito, porque é irmão; pelo contrário, trabalhem ainda mais, pois ele, que partilha do seu bom serviço, é crente e amado. Ensine e recomende estas coisas.
3 ତୁମ୍ଭେ ଲୋକମାନଙ୍କୁ ଏହି ବିଷୟଗୁଡ଼ିକ କରିବା ପାଇଁ ଶିକ୍ଷା ଦବୋ ଓ କହିବା ଉଚିତ। କେତେ ଲୋକ ଭଣ୍ଡ ଶିକ୍ଷା ଦବେେ। ସମାନେେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସତ୍ଯ ଶିକ୍ଷା ସହିତ ଏକମତ ହୁଅନ୍ତି ନାହିଁ। ପରମେଶ୍ବରଙ୍କ ସବୋ କରିବାର ସତମାର୍ଗ ସହିତ ମିଳି ଯାଉଥିବା ଶିକ୍ଷା ସମାନେେ ଗ୍ରହଣ କରନ୍ତି ନାହିଁ ;
3 Se alguém ensina outra doutrina e não concorda com as sãs palavras de nosso Senhor Jesus Cristo e com o ensino segundo a piedade,
4 ଯେଉଁ ଲୋକ ଭଣ୍ଡ ଶିକ୍ଷା ଦିଏ, ସେ ଗର୍ବୀ ଓ କିଛି ବୁଝି ନ ଥାଏ। ସହେି ଲୋକ ଶବ୍ଦର ଅର୍ଥକୁ ନଇେ ୟୁକ୍ତି ତର୍କ କରିବା ପାଇଁ ଅତ୍ଯଧିକ ଆଗ୍ରହୀ ହାଇେଥାଏ ଓ ସେ ବାଗ୍ୟୁଦ୍ଧ କରେ। ଏଗୁଡ଼ିକ ଦ୍ବାରା କଳି, ଇର୍ଷା, ଅପମାନ ଓ ସନ୍ଦହେ ଆସିଥାଏ।
4 esse é orgulhoso e não entende nada, mas tem um desejo doentio por discussões e brigas a respeito de palavras. É daí que nascem a inveja, a provocação, as difamações, as suspeitas malignas
5 ତାହା ମନ୍ଦ ମନ ଥିବା ଲୋକମାନଙ୍କ ମାଧ୍ଯମ ରେ ସୀମାହୀନ ୟୁକ୍ତିତର୍କ ଆରମ୍ଭ କରେ। କୁତର୍କକୁ ମଧ୍ଯ ତାହା ଆମନ୍ତ୍ରିତ କରେ। ସହେି ଲୋକମାନେ ସତ୍ଯକୁ ହରାଇ ବସିଛନ୍ତି। ସମାନେେ ଭାବନ୍ତି ଯେ ପରମେଶ୍ବରଙ୍କ ସବୋ କରିବା ହେଉଛି ଧନୀ ହବୋର ଏକ ଉପାୟ।
5 e as polêmicas sem fim da parte de pessoas cuja mente é pervertida e que estão privadas da verdade, supondo que a piedade é fonte de lucro.
6 ଯଦି ଜଣେ ଲୋକ ତା ପାଖ ରେ ଯାହା ଅଛି, ସତେିକି ରେ ସନ୍ତୁଷ୍ଟ ରହେ, ତା ହେଲେ ପ୍ରକୃତ ରେ ପରମେଶ୍ବରଙ୍କ ସବୋ ଦ୍ବାରା ସହେି ଲୋକ ବହୁତ ଧନୀ ହାଇଯୋଏ।
6 De fato, grande fonte de lucro é a piedade com o contentamento.
7 ପୃଥିବୀକୁ ଆସିଲା ବେଳେ ଆମ୍ଭେ କିଛି ଆଣି ନ ଥିଲୁ ଓ ଯେତବେେଳେ ଆମ୍ଭେ ମରିୟିବା ଏଠାରୁ କିଛି ନଇେ ଯାଇ ପାରିବା ନାହିଁ।
7 Porque nada trouxemos para o mundo, nem coisa alguma podemos levar dele.
8 ଅତଏବ ଯଦି ଆମ୍ଭର ଖାଇବା ଓ ପିନ୍ଧିବା ଜିନିଷ ଅଛି, ଆମ୍ଭେ ସେଥି ରେ ସନ୍ତୁଷ୍ଟ ରହିବା।
8 Tendo sustento e com que nos vestir, estejamos contentes.
9 ଯେଉଁମାନେ ଧନୀ ହବୋକୁ ଚାହୁଁଛନ୍ତି, ସମାନେେ ପ୍ରଲୋଭନ ଫାନ୍ଦ ରେ ପଡ଼ି ଯାଆନ୍ତି। ଅନକେ ମୂର୍ଖତାପୂର୍ଣ୍ଣ ଓ ଦୁଃଖ ଦେଉଥିବା ବିଷୟଗୁଡ଼ିକ ପାଇଁ ସମାନେେ ଇଚ୍ଛା ପୋଷଣ କରନ୍ତି। ସଗେୁଡ଼ିକ ଲୋକମାନଙ୍କୁ ନଷ୍ଟ କରି ତଳିତଳାନ୍ତ କରିଦିଏ।
9 Mas os que querem ficar ricos caem em tentação, em armadilhas e em muitos desejos insensatos e nocivos, que levam as pessoas a se afundar na ruína e na perdição.
10 ଧନର ଲୋଭ ସମସ୍ତ ପ୍ରକାର ମନ୍ଦର କାରଣ। ଅଧିକରୁ ଅଧିକ ଧନ ପାଇବା ଲୋଭ ରେ କେତେ ଲୋକ ସତ୍ଯ ବିଶ୍ବାସକୁ ଛାଡ଼ି ଦଇେଛନ୍ତି। କିନ୍ତୁ ସପରେି କରିବା ଦ୍ବାରା ସମାନେେ ନିଜ ଉପରକୁ ଅନକେ ଦୁଃଖ ଟାଣି ଆଣିଛନ୍ତି।
10 Porque o amor ao dinheiro é a raiz de todos os males; e alguns, nessa cobiça, se desviaram da fé e atormentaram a si mesmos com muitas dores.
11 କିନ୍ତୁ ତୁମ୍ଭେ ଜଣେ ପରମେଶ୍ବରଙ୍କର ଲୋକ। ଅତଏବ ତୁମ୍ଭେ ସହେି ସବୁ ବିଷୟଠାରୁ ଦୂର ରେ ରହିବା କଥା। ଧାର୍ମିକ ଭାବରେ ରହିବା ପାଇଁ ଚେଷ୍ଟା କର, ପରମେଶ୍ବରଙ୍କ ଉପାସନା କର। ତୁମ୍ଭ୍ ଜୀବନ ରେ ବିଶ୍ବାସ, ପ୍ ରମେ, ର୍ଧୈୟ୍ଯ, ଭଦ୍ର ଆଚରଣ କରିବା ପାଇଁ ଚେଷ୍ଟା କର।
11 Mas você, homem de Deus, fuja de tudo isso. Siga a justiça, a piedade, a fé, o amor, a perseverança, a mansidão.
12 ବିଶ୍ବାସକୁ ଧରି ରଖିବା ଗୋଟିଏ ଦୌଡ଼ ପ୍ରତିୟୋଗିତା ଭଳି। କୌଣସି ମତେ ସହେି ପ୍ରତିୟୋଗିତା ଜିତିବାକୁ ଚେଷ୍ଟା କର। ଅନନ୍ତଜୀବନ ଧାରଣ କର। ତୁମ୍ଭକୁ ସେଥିପାଇଁ ଡ଼କା ଯାଇଛି। ଅନକେ ଲୋକଙ୍କ ଆଗ ରେ ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ରେ ମହାନ୍ ସତ୍ଯକୁ ସ୍ବୀକାର କରିଛ।
12 Combata o bom combate da fé. Tome posse da vida eterna, para a qual você também foi chamado e da qual fez a boa confissão diante de muitas testemunhas.
13 ପରମେଶ୍ବର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗ ରେ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ପନ୍ତିୟ ପୀଲାତଙ୍କ ଆଗ ରେ ଠିଆ ହାଇେଥିବା ବେଳେ ଖ୍ରୀଷ୍ଟ ଯୀଶୁ ସହେି ଏକା ମହାନ୍ ସତ୍ଯଟିକୁ ସ୍ବୀକାର କରିଥିଲେ। ଏକମାତ୍ର ପରମେଶ୍ବର ପ୍ରେତ୍ୟକକ ବିଷୟକୁ ଜୀବନ ପ୍ରଦାନ କରନ୍ତି।
13 Diante de Deus, que preserva a vida de todas as coisas, e diante de Cristo Jesus, que, na presença de Pôncio Pilatos, fez a boa confissão, eu exorto você
14 ଏବେ ମୁଁ ତୁମ୍ଭକୁ କହୁଛି : ତୁମ୍ଭକୁ ଦିଆ ଯାଇଥିବା ଆଦେଶଗୁଡ଼ିକ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କର ପୁନରାଗମନ ପର୍ୟ୍ଯନ୍ତ ସହେି କାମଗୁଡ଼ିକ ନିଭୁର୍ଲ ଭାବରେ ଓ ଅନିନ୍ଦନୀୟ ଭାବରେ କର।
14 a guardar este mandato imaculado, irrepreensível, até a manifestação de nosso Senhor Jesus Cristo,
15 ପରମେଶ୍ବର ଉପୟୁକ୍ତ ସମୟ ଆସିଲେ, ତାହା ସାଧନ କରିବେ। ପରମେଶ୍ବର ଏକମାତ୍ର ପରମଧନ୍ଯ ସମ୍ରାଟ୍। ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ।
15 a qual, no tempo certo, há de ser revelada pelo bendito e único Soberano, o Rei dos reis e Senhor dos senhores,
16 ପରମେଶ୍ବର ଅମର ଅଟନ୍ତି। ପରମେଶ୍ବର ଏତେ ଉଜ୍ଜ୍ବଳ ପ୍ରକାଶ ମଧିଅରେ ବାସ କରନ୍ତି ଯେ ଲୋକେ ତାହା ପାଖକୁ ଯାଇ ପାରନ୍ତି ନାହିଁ। କହେି କବେେ ହେଲେ ପରମେଶ୍ବରଙ୍କୁ ଦେଖି ନାହିଁ। କହେି କବେେ ହେଲେ ପରମେଶ୍ବରଙ୍କୁ ଦେଖି ନାହିଁ। କହେି କବେେ ପରମେଶ୍ବରଙ୍କୁ ମଧ୍ଯ ଦେଖି ପାରିବେ ନାହିଁ। ପରମେଶ୍ବରଙ୍କ ଗୌରବ ଓ ଶକ୍ତି ଅନନ୍ତକାଳ ପର୍ୟ୍ଯନ୍ତ ପ୍ରକାଶ ପାଉ। ଆମେନ୍।
16 o único que possui imortalidade, que habita em luz inacessível, a quem ninguém jamais viu, nem é capaz de ver. A ele honra e poder eterno. Amém!
17 ଏହି ଆଦେଶ ସହେିମାନଙ୍କୁ ଦିଅ, ଯେଉଁମାନେ ଏ ପୃଥିବୀ ରେ ଧନୀ ଅଟନ୍ତି। ସମାନଙ୍କେୁ ଗର୍ବ ନ କରିବା ପାଇଁ କୁହ। ସମାନଙ୍କେୁ କୁହ ଯେ ସମାନେେ ନିଜ ଧନର ନୁହେଁ, ମାତ୍ର ପରମେଶ୍ବରଙ୍କର ଆଶ୍ରୟ ନବୋ ଉଚିତ। ଧନ ଉପରେ ଆସ୍ଥା ରଖ ନାହିଁ। କିନ୍ତୁ ପରମେଶ୍ବର ପ୍ରେତ୍ୟକକ ବସ୍ତୁ ୟଥେଷ୍ଟ ପରିମାଣ ରେ ଆମ୍ଭକୁ ପ୍ରଦାନ କରନ୍ତି। ସେ ଭୋଗ କରିବା ପାଇଁ ଆମ୍ଭକୁ ପ୍ରେତ୍ୟକକ ଜିନିଷ ଦିଅନ୍ତି।
17 Exorte os ricos deste mundo a que não sejam orgulhosos, nem depositem a sua esperança na instabilidade da riqueza, mas em Deus, que tudo nos proporciona ricamente para o nosso prazer.
18 ଧନୀ ଲୋକମାନଙ୍କୁ କୁହ ଯେ ସମାନେେ ଭଲ କାମ କରନ୍ତୁ। ସମାନଙ୍କେୁ କୁହ ଯେ, ଭଲ କାମ କରିବା ରେ ସମାନେେ ଧନୀ ହୁଅନ୍ତୁ।
18 Que eles façam o bem, sejam ricos em boas obras, generosos em dar e prontos a repartir;
19 ସପରେି କରି ସମାନେେ ସ୍ବର୍ଗ ରେ ନିଜ ପାଇଁ ସମ୍ପତ୍ତି ଜମା ରଖିବେ। ସହେି ସମ୍ପତ୍ତି ହେଉଛି ଦୃଢ଼ ମୂଳଦୁଆ ଯାହା ଉପରେ ସମାନଙ୍କେର ଭବିଷ୍ଯତ୍ ଜୀବନ ଠିଆ ହାଇପୋରିବ। ତା' ହେଲେ ସମାନେେ ପ୍ରକୃତ ଜୀବନର ଅଧିକାରୀ ହାଇେ ପାରିବେ।
19 ajuntando para si mesmos um tesouro que é sólido fundamento para o futuro, a fim de tomarem posse da verdadeira vida.
20 ତୀମଥି, ପରମେଶ୍ବର ତୁମ୍ଭ ଉପରେ ଅନକେ ବିଷୟର ଭାର ଦଇେଛନ୍ତି। ସଗେୁଡ଼ିକୁ ସୁରକ୍ଷିତ ରଖିଥାଅ। ପରମେଶ୍ବରଙ୍କ ନିକଟକୁ ଆସି ନ ଥିବା ଅସାର କଥା କହୁଥିବା ଲୋକମାନଙ୍କଠାରୁ ଦୂର ରେ ରୁହ। ସତ୍ଯ ବିରୁଦ୍ଧ ରେ ୟୁକ୍ତିତର୍କ କରୁଥିବା ଲୋକମାନଙ୍କଠାରୁ ଦୂର ରେ ରୁହ। ଏହାକୁ ସମାନେେ ମିଛ ରେ ଜ୍ଞାନ ବୋଲି କହିଥାନ୍ତି। କିନ୍ତୁ ଏହା ପ୍ରକୃତ ଜ୍ଞାନ ନୁହେଁ।
20 E você, ó Timóteo, guarde o que lhe foi confiado, evitando os falatórios inúteis e profanos e as contradições daquilo que falsamente chamam de “conhecimento”,
21 କେତେ ଲୋକ କୁହନ୍ତି ଯେ ସମାନଙ୍କେର ସହେି ଜ୍ଞାନ ଅଛି। ସମାନେେ ସତ୍ଯ ବିଶ୍ବାସକୁ ତ୍ଯାଗ କରି ସାରିଛନ୍ତି।
21 pois alguns, professando-o, se desviaram da fé. A graça esteja com vocês.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Timóteo 6, comparar traduções ou montar um estudo — tudo direto pelo WhatsApp.