1 Timóteo 5
Oriya Bible (GL_ORIYA) vs NAA
1 ତୁମ୍ଭେ ଜଣେ ବୟସ୍କ ଲୋକ ସହିତ ରାଗ ରେ କଥାବାର୍ତ୍ତା କର ନାହିଁ। ନିଜ ପିତା ବୋଲି ଭାବି ତାହାଙ୍କ ସହିତ କଥା କୁହ। ସାନମାନଙ୍କ ପ୍ରତି ନିଜ ଭାଇ ଭଳି ଆଚରଣ କର।
1 Não repreenda um homem mais velho; pelo contrário, exorte-o como você faria com o seu pai. Trate os mais jovens como irmãos,
2 ବୟସ୍କା ସ୍ତ୍ରୀଲୋକମାନଙ୍କୁ ମାଁ ଭଳି ଓ ୟୁବତୀ ସ୍ତ୍ରୀଲୋକମାନଙ୍କୁ ଭଉଣୀ ଭଳି ଆଚରଣ କର। ସର୍ବଦା ସମାନଙ୍କେ ପ୍ରତି ପବିତ୍ରତାର ସହିତ ଆଚରଣ କର।
2 as mulheres mais velhas, como mães, e as mais jovens, como irmãs, com toda a pureza.
3 ପ୍ରକୃତ ରେ ଏକୁଟିଆଥିବା ବିଧବାମାନଙ୍କର ଯତ୍ନ ନିଅ।
3 Honre as viúvas que não têm ninguém para cuidar delas.
4 କିନ୍ତୁ ଯଦି ଜଣେ ବିଧବାର ପୁଅଝିଅ ବା ନାତିନାତୁଣୀ ଥାଏ, ସମାନେେ ପ୍ରଥମ ରେ ନିଜ ପରିବାର ପ୍ରତି ସମ୍ମାନଭାବ ଦଖାଇବୋ ଉଚିତ। ସମାନେେ ତାଙ୍କର ମାତାପିତାଙ୍କୁ ସାହାୟ୍ଯ କରିବା ଉଚିତ। ଏପରି କରିବା ଦ୍ବାରା ସମାନେେ ନିଜର ମାତାପିତା ଓ ପିତାମହ ଓ ମାତାମହୀଙ୍କୁ ପ୍ରତିଦାନ କରି ଥାଆନ୍ତି। ତାହା ପରମେଶ୍ବରଙ୍କୁ ପ୍ରସନ୍ନ କରେ।
4 Mas, se alguma viúva tem filhos ou netos, que estes aprendam primeiro a exercer piedade para com a própria casa e a recompensar os seus pais, pois isto é aceitável diante de Deus.
5 ଯଦି ଜଣେ ବିଧବା ପ୍ରକୃତ ରେ ଏକୁଟିଆ ଓ ନିରାଶା ରେ ରହିଥାଏ, ତା' ହେଲେ ସେ ତା' ପ୍ରତି ପରମେଶ୍ବରଙ୍କର ସାହାୟ୍ଯ ଉପରେ ଭରସା କରେ। ସହେି ବିଧବାଟି ରାତିଦିନ ପରମେଶ୍ବରଙ୍କୁ ପ୍ରାର୍ଥନା କରେ, ତାହାଙ୍କ ସାହାୟ୍ଯ ପାଇଁ ଅନୁ ରୋଧ କରେ।
5 Aquela que é viúva de fato e não tem ninguém para cuidar dela espera em Deus e persevera em súplicas e orações, noite e dia.
6 କିନ୍ତୁ ଏଭଳି ବିଧବା ଯାହାର ଜୀବନର ଲକ୍ଷ୍ଯ କବଳେ ନିଜକୁ ସନ୍ତୁଷ୍ଟ କରିବା, ସେ ବଞ୍ଚି ଥାଉଥାଉ ମଧ୍ଯ ପ୍ରକୃତ ରେ ମୃତ।
6 Entretanto, a que se entrega aos prazeres, mesmo viva, está morta.
7 ସଠାେରେ ଥିବା ସମସ୍ତ ବିଶ୍ବାସୀ ଲୋକଙ୍କୁ ଏହି କାମଗୁଡ଼ିକ କରିବା ପାଇଁ କୁହ, ତା' ହେଲେ କହେି କହିବେ ନାହିଁ ଯେ ସମାନେେ ଭୁଲ୍ କରୁଛନ୍ତି।
7 Ordene estas coisas, para que sejam irrepreensíveis.
8 ନିଜର ଆତ୍ମୀୟ ସମସ୍ତଙ୍କର ଯତ୍ନ ନବୋ ଜଣେ ଲୋକର କର୍ତ୍ତବ୍ଯ ଅଟେ। ଏପରିକି ଆଉ ମଧ୍ଯ ସେ ନିଜ ପରିବାରର ଯତ୍ନ ନବୋ ଅଧିକ ଗୁରୁତ୍ବପୂର୍ଣ୍ଣ। ଯଦି ଜଣେ ଲୋକ ସପରେି କରୁ ନାହିଁ, ତା ହେଲେ ସେ ଲୋକ ସତ୍ଯ ବିଶ୍ବାସକୁ ଅନୁସରଣ କରୁ ନାହିଁ। ସହେି ଲୋକ ଜଣେ ଅବିଶ୍ବାସୀଠାରୁ ମଧ୍ଯ ଖରାପ।
8 Se alguém não tem cuidado dos seus e, especialmente, dos da própria casa, esse negou a fé e é pior do que o descrente.
9 ବିଧବା ତାଲିକା ( ସବୋକାର୍ୟ୍ଯ) ରେ ଆହୁରି ମଧ୍ଯ ଯୋଗ କରାଯାଇପା ରେ ଯେ ସେ ନିଶ୍ଚିତରୂପେ ଷାଠିଏ ବର୍ଷ ବା ତାଠାରୁ ଅଧିକ ବୟସର ହାଇେଥିବେ। ସେ କବଳେ ସ୍ବାମୀର ବିଶ୍ବସ୍ତ ହାଇେଥିବେ।
9 Somente poderá ser incluída na lista de viúvas aquela que tiver mais de sessenta anos, que tiver sido esposa de um só marido
10 ସେ ଜୀବନ ରେ ଭଲ କାମ କରିଥିବେ। ଯେପରି ପିଲାମାନଙ୍କୁ ବୃଦ୍ଧି କରିବା, ଘ ରେ ଅତିଥିମାନଙ୍କୁ ସତ୍କାର କରିବା, ପରମେଶ୍ବରଙ୍କ ଲୋକମାନଙ୍କର ଗୋଡ଼ ଧୋଇବ, କଷ୍ଟ ରେ ପଡ଼ିଥିବା ଲୋକଙ୍କୁ ସାହାୟ୍ଯ କରିବା ଓ ନିଜ ଜୀବନ ରେ ସମସ୍ତ ପ୍ରକାରର ଭଲ କାମ କରିବା।
10 e que seja recomendada pelo testemunho de boas obras: se criou filhos, se exercitou hospitalidade, se lavou os pés dos santos, se socorreu os atribulados, se viveu na prática zelosa de todo tipo de boa obra.
11 କିନ୍ତୁ ୟୁବତୀ ବିଧବାମାନଙ୍କୁ ସହେି ତାଲିକାଭୁକ୍ତ କର ନାହିଁ। ସମାନେେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ସମର୍ପିତ ହବୋ ପରେ ମଧ୍ଯ ନିଜର ପ୍ରବଳ କାମାଭିଳାଷ ୟୋଗୁ ତାହାଙ୍କଠାରୁ ଦୂରକୁ ଆକର୍ଷିତ ହାଇେ ପାରନ୍ତି। ତା'ପରେ ସମାନେେ ପୁଣିଥରେ ବିବାହ କରିବାକୁ ଇଚ୍ଛା କରନ୍ତି।
11 Mas não inclua na lista viúvas mais novas, porque, quando seus desejos fazem com que se afastem de Cristo, querem casar,
12 ସେଥିପାଇଁ ସମାନଙ୍କେର ବିଚାର ହବେ। ତାହାଙ୍କର ପ୍ରଥମ ପ୍ରତିଜ୍ଞା ଅନୁସାରେ, କାମ ନ କରିବା ୟୋଗୁ ସମାନେେ ବଚାରିତ ହବେେ।
12 tornando-se condenáveis por anularem o seu primeiro compromisso.
13 ସହେି ୟୁବତୀ ବିଧବାମାନେ ଘରକୁ ଘର ଅଯଥା ରେ ବୁଲାବୁଲି କରି ସମୟ ନଷ୍ଟ କରିବା ଶିଖନ୍ତି। ସମାନେେ ବଚସା କରିବା ଓ ଅନ୍ଯଲୋକଙ୍କ ଜୀବନ ବିଷୟ ରେ ଚର୍ଚ୍ଚା କରିବା ଆରମ୍ଭ କରନ୍ତି। ଅନୁଚିତ କଥାଗୁଡ଼ିକ କୁହନ୍ତି।
13 Além do mais, elas aprendem também a viver ociosas, andando de casa em casa; e não somente ficam ociosas, mas ainda se tornam fofoqueiras e intrometidas, falando o que não devem.
14 ଅତଏବ ୟୁବତୀମାନେ ବିବାହ କରନ୍ତୁ ସମାନଙ୍କେର ପିଲା-ଛୁଆ ହୁଅନ୍ତୁ ଏବଂ ସମାନେେ ନିଜ ଘରର ଯତ୍ନ ନିଅନ୍ତୁ, ମୁଁ ଏହା ଚା ହେଁ। ଯଦି ସମାନେେ ଏପରି କରିବେ, ତା ହେଲେ ଆମ୍ଭ ଶତୃମାନେ ସମାନଙ୍କେୁ ସମାଲୋଚନା କରିବା ପାଇଁ କୌଣସି କାରଣ ପାଇବେ ନାହିଁ।
14 Por isso, quero que as viúvas mais novas casem, criem filhos, sejam boas donas de casa e não deem ao adversário motivo algum para falar mal de nós.
15 ଏଥିପୂର୍ବରୁ କେତେ ଜଣ ୟୁବତୀ ବିଧବା ଶୟତାନର ପଥରେ ଯାଇଛନ୍ତି।
15 Pois algumas já se desviaram, seguindo Satanás.
16 ଯଦି ଜଣେ ବିଶ୍ବାସୀ ସ୍ତ୍ରୀ ଲୋକର ପରିବାର ରେ ବିଧବାମାନେ ଅଛନ୍ତି, ତା ହେଲେ ସମାନଙ୍କେର ସେ ନିଜେ ଯତ୍ନ ନବୋ ଦରକାର ମଣ୍ଡଳୀକୁ ଏଥିପାଇଁ ଭାରଗ୍ରସ୍ତ କରିବା ଉଚିତ ନୁହେଁ। ତା'ପରେ ମଣ୍ଡଳୀ କବଳେ ପରିବାର ବିହୀନ ବିଧବାମାନଙ୍କର ଯତ୍ନ ନବୋ ରେ ସକ୍ଷମ ହବେ।
16 Se alguma mulher crente tem viúvas em sua família, socorra-as, para que a igreja não fique sobrecarregada e possa socorrer as viúvas que não têm ninguém.
17 ମଣ୍ଡଳୀକୁ ଉତ୍ତମରୂପେ ଆଗଇେ ନଇେ ଯାଉଥିବା ପ୍ରାଚୀନମାନେ ଅତ୍ଯଧିକ ସମ୍ମାନ ପାଇବା ଉଚିତ। ଯେଉଁ ପ୍ରାଚୀନମାନେ ପ୍ରଚାର ଓ ଉପଦେଶ ପ୍ରଦାନ କରୁଛନ୍ତି, ସମାନେେ ଅତ୍ଯଧିକ ସମ୍ମାନର ଅଧିକାରୀ ଅଟନ୍ତି।
17 Devem ser considerados merecedores de pagamento em dobro os presbíteros que presidem bem, especialmente os que se esforçam na pregação da palavra e no ensino.
18 କାରଣ ଶାସ୍ତ୍ର କୁ ହେ : ଯେତବେେଳେ ବଳଦ ଅମଳ ପାଇଁ ଘୁରୁଥାଏ, ସେତବେେଳେ ତା'ର ମୁହଁ ବାନ୍ଧ ନାହିଁ ଓ ତାକୁ ଶସ୍ଯ ଖାଇବା ପାଇଁ ଅଟକାଅ ନାହିଁ।294 ଶାସ୍ତ୍ର ଏପରି ମଧ୍ଯ କୁ ହେ : ଜଣେ କାମ କରୁଥିବା ଲୋକ ତା'ର ଦରମା ପାଇବା ଉଚିତ।295
18 Pois a Escritura declara: “Não amordace o boi quando ele pisa o trigo.” E, ainda: “O trabalhador é digno do seu salário.”
19 ଯେଉଁ ଲୋକ ଜଣେ ପ୍ରାଚୀନ ବିରୁଦ୍ଧ ରେ ନିନ୍ଦା କରେ, ଓ ତା' ସହିତ ଯଦି ଅନ୍ୟ ଦୁଇ ବା ତିନି ଜଣ ଲୋକ ମଧ୍ଯ ପ୍ରାଚୀନ ଲୋକ ଭୁଲ୍ କରିଛନ୍ତି ବୋଲି କୁହନ୍ତି, ତା' ହେଲେ ଯାଇ ସେ ଲୋକର କଥା ତୁମ୍ଭେ ଶୁଣିବ।
19 Não aceite denúncia contra presbítero, a não ser exclusivamente sob o depoimento de duas ou três testemunhas.
20 ଯେଉଁମାନେ ପାପ କରନ୍ତି, ସମାନଙ୍କେୁ ସମାନଙ୍କେର ଭୁଲ ଦଖାଇଦେିଅ। ମଣ୍ଡଳୀର ଲୋକମାନଙ୍କ ସମ୍ମୁଖ ରେ ଏହା କର। ସପରେି କଲେ, ଅନ୍ୟମାନେ ସତର୍କ ହବେେ।
20 Quanto aos que vivem no pecado, repreenda-os na presença de todos, para que também os demais temam.
21 ପରମେଶ୍ବର, ଖ୍ରୀଷ୍ଟ ଯୀଶୁ ଏବଂ ମନୋନୀତ ସ୍ବର୍ଗଦୂତଙ୍କ ଆଗ ରେ ଏଗୁଡ଼ିକ କରିବା ପାଇଁ ମୁଁ ତୁମ୍ଭକୁ ଆଦେଶ ଦେଉଛି। ସତ୍ଯ ଜାଣିବା ପୂର୍ବରୁ ଲୋକମାନଙ୍କର ବିଚାର କର ନାହିଁ। ସମସ୍ତଙ୍କ ପାଇଁ ସମାନ ଭାବ ଦଖାେଅ।
21 Diante de Deus, de Cristo Jesus e dos anjos eleitos, peço com insistência que você guarde estes conselhos, sem discriminação, nada fazendo com espírito de parcialidade.
22 ଜଣେ ଲୋକକୁ ମଣ୍ଡଳୀର ପ୍ରାଚୀନ ଭାବେ ତା'ଉପରେ ହାତ ଥୋଇବା ସମୟରେ ଖୁବ୍ ସତର୍କ ଭାବେ ଚିନ୍ତା କର। ଅନ୍ୟ ଲୋକମାନଙ୍କ ପାପରେ ଅଂଶ ଗ୍ରହଣ କର ନାହିଁ। ନିଜକୁ ସର୍ବଦା ପବିତ୍ର ରଖ।
22 Não tenha pressa para impor as mãos sobre alguém. Não seja cúmplice dos pecados dos outros. Conserve-se puro.
23 ତୀମଥି, ତୁମ୍ଭେ କବଳେ ପାଣି ପିଉଛ। ତାହା ବନ୍ଦ କରି କିଛି ଦ୍ରାକ୍ଷାରସ ମଧ୍ଯ ପିଅ। ଏହା ତୁମ୍ଭ ପଟେ ପାଇଁ ଦରକାର, ଓ ତୁମ୍ଭେ ବାରମ୍ବାର ବମାରେ ପଡ଼ିବ ନାହିଁ।
23 Não beba somente água; beba também um pouco de vinho, por causa do seu estômago e das suas frequentes enfermidades.
24 କେତେ ଜଣଙ୍କ ପାପ ସବୁ ସ୍ପଷ୍ଟ ହାଇେ ଦଖାଯାେଏ କାରଣ ସମାନଙ୍କେର ବିଚାର ହବେ ବୋଲି ସମାନଙ୍କେର ପାପଗୁଡ଼ିକ ଆଗତୁରା ଦଖାଯାେଏ। କିନ୍ତୁ ଅନ୍ୟ କେତେ ଜଣଙ୍କ ପାପ ପରେ ଜଣାପଡ଼େ।
24 Os pecados de alguns são notórios, mesmo antes do juízo, mas os de outros só se manifestam mais tarde.
25 ଲୋକମାନଙ୍କ କ୍ଷେତ୍ର ରେ ମଧ୍ଯ ଏହା ସତ। ଲୋକଙ୍କ ଭଲ କାମ ସହଜ ରେ ଦଖାଯାେଏ। କିନ୍ତୁ ଯେତବେେଳେ ସହେି ଭଲ କାମଗୁଡ଼ିକ ଦଖାଯାେଏ ନାହିଁ, ସଗେୁଡ଼ିକ ଲୁଚି ରହେ ନାହିଁ।
25 Do mesmo modo também as boas obras se evidenciam e aquelas que ainda não são manifestas não poderão ficar escondidas.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Timóteo 5, comparar traduções ou montar um estudo — tudo direto pelo WhatsApp.