1 Timóteo 4

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ପବିତ୍ର ଆତ୍ମା ସ୍ପଷ୍ଟ ଭାବରେ କୁହନ୍ତି ଯେ ପରବର୍ତ୍ତୀ କାଳ ରେ କେତେ ଲୋକ ସତ୍ଯ ବିଶ୍ବାସକୁ ପରିତ୍ଯାଗ କରିବେ। ସମାନେେ ସମାନଙ୍କେୁ ପ୍ରତାରଣା କରୁଥିବା ଦୁଷ୍ଟାତ୍ମାମାନଙ୍କ ଉପଦେଶଗୁଡ଼ିକୁ ମାନିବେ।
1 O Espírito afirma claramente que nos últimos tempos alguns se desviarão da fé, dando ouvidos a espíritos enganadores e a ensinamentos de demônios,
2 ପ୍ରବଞ୍ଚକ ଆତ୍ମାମାନଙ୍କର ଶିକ୍ଷାଗୁଡ଼ିକୁ ପାଳନ କରିବେ। ସହେି ଶିକ୍ଷାଗୁଡ଼ିକ ପ୍ରତାରକ ଓ ମିଥ୍ଯାବାଦୀ ଲୋକମାନଙ୍କ ଦ୍ବାରା ଆ ସେ। ସମାନେେ କ'ଣ ଭଲ ଓ କ'ଣ ମନ୍ଦ, ତାହା ଜାଣି ପାରନ୍ତି ନାହିଁ। ତାହାଙ୍କର ବୋଧ ଶକ୍ତି ନଷ୍ଟ ହାଇଯୋଇଥାଏ।
2 que vêm de indivíduos hipócritas e mentirosos, cuja consciência está morta.
3 ସମାନେେ ଲୋକମାନଙ୍କୁ ବିବାହ କରିବା ଅନୁଚିତ ବୋଲି କହନ୍ତି। ସମାନେେ ଲୋକମାନଙ୍କୁ ଏ କଥା ମଧ୍ଯ କୁହନ୍ତି ଯେ କେତକେ ଖାଦ୍ୟ ଅଛି, ଯାହାକୁ ଆଦୌ ଖାଇବା ଉଚିତ ନୁହେଁ। କିନ୍ତୁ ସେ ଖାଦ୍ୟଗୁଡ଼ିକୁ ପରମେଶ୍ବର ସୃଷ୍ଟି କରିଛନ୍ତି। ଅତଏବ ଯେଉଁମାନେ ବିଶ୍ବାସୀ ଏବଂ ସତ୍ଯକୁ ଜାଣନ୍ତି, ସମାନେେ ପରମେଶ୍ବରଙ୍କୁ ଧନ୍ଯବାଦ ଦଇେ ସହେି ଖାଦ୍ୟ ଖାଇ ପାରିବେ।
3 Tais pessoas afirmam que é errado se casar e proíbem que se comam certos alimentos, que Deus criou para serem recebidos com ação de graças pelos que são fiéis e conhecedores da verdade.
4 ପରମେଶ୍ବର ଯାହା ସବୁ ସୃଷ୍ଟି କରିଛନ୍ତି, ସେ ସବୁ ଉତ୍ତମ ଅଟେ। ପରମେଶ୍ବରଙ୍କୁ ଧନ୍ଯବାଦ ଦଲୋ ପରେ, ତାହାଙ୍କ ସୃଷ୍ଟ କୌଣସି ବିଷୟ ଗ୍ରହଣ କରିବା ପାଇଁ ମନା କରିବା ଉଚିତ ନୁହେଁ।
4 Porque tudo que Deus fez é bom, não devemos rejeitar nada, mas a tudo receber com ação de graças,
5 ପରମେଶ୍ବରଙ୍କ ଦ୍ବାରା ସୃଷ୍ଟ ପ୍ରେତ୍ୟକକ ବିଷୟ ପରମେଶ୍ବର କହିଥିବା କଥା ଦ୍ବାରା ଓ ପ୍ରାର୍ଥନା ଦ୍ବାରା ପବିତ୍ର ହାଇେଥାଏ।
5 pois sabemos que se torna aceitável pela palavra de Deus e pela oração.
6 ସଠାେରେ ଥିବା ଭାଇ ଓ ଭଉଣୀମାନଙ୍କୁ ଏ କଥା କୁହ। ଏପରି କରିବା ଦ୍ବାରା ତୁମ୍ଭେ ଖ୍ରୀଷ୍ଟ ଯୀଶୁଙ୍କର ଭଲ ସବେକ ବୋଲି ପ୍ରମାଣିତ ହବେ। ତୁମ୍ଭେ ପ୍ରମାଣ କରିବ ଯେ ତୁମ୍ଭେ ଅନୁସରଣ କରିଥିବା ବିଶ୍ବାସର ଶିକ୍ଷାଗୁଡ଼ିକ ଦ୍ବାରା ଶକ୍ତିଶାଳୀ ହାଇେଛ।
6 Se você explicar estas coisas aos irmãos, será um bom servo de Cristo Jesus, nutrido pela mensagem da fé e pelo bom ensino que tem seguido.
7 ପରମେଶ୍ବରଙ୍କ ସତ୍ଯ ସହିତ ମଳେ ନ ଖାଉଥିବା ନିର୍ବୋଧ କାହାଣୀମାନ ଲୋକେ କୁହନ୍ତି। ଏଭଳି କାହାଣୀଗୁଡ଼ିକୁ ପାଳନ କର ନାହିଁ। କିନ୍ତୁ ତୁମ୍ଭେ ପ୍ରକୃତ ଭାବରେ ପରମେଶ୍ବରଙ୍କୁ ସବୋ କରିବା ଲାଗି ନିଜକୁ ଶିକ୍ଷିତ କର।
7 Não perca tempo discutindo mitos profanos e crendices absurdas. Em vez disso, exercite-se na devoção.
8 ନିଜ ଶରୀର ସାଧନା ଅନକୋଂଶ ରେ ତୁମ୍ଭକୁ ସାହାୟ୍ଯ କରେ। କିନ୍ତୁ ପରମେଶ୍ବରଙ୍କ ଉପାସନା କରିବା ଦ୍ବାରା ତାହା ସମସ୍ତ ବିଷୟ ରେ ତୁମ୍ଭକୁ ସାହାୟ୍ଯ କରେ। ଏହା ବର୍ତ୍ତମାନର ଜୀବନ ରେ ଓ ଭବିଷ୍ଯତ ରେ ଜୀବନ ରେ ମଧ୍ଯ ତୁମ୍ଭ ପାଇଁ ଆଶୀର୍ବାଦ ଆଣେ।
8 “O exercício físico tem algum valor, mas exercitar-se na devoção é muito melhor, pois promete benefícios não apenas nesta vida, mas também na vida futura.”
9 ମୁଁ ଯାହା କହୁଛି ତାହା ସତ୍ଯ, ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ।
9 Essa é uma afirmação digna de confiança, e todos devem aceitá-la.
10 ଏଥିପାଇଁ ଆମ୍ଭେ କାମ ଓ ସଂଘର୍ଷ କରୁଛୁ ; ଆମ୍ଭେ ଜୀବିତ ପରମେଶ୍ବରଙ୍କଠା ରେ ଭରସା ରଖିଥାଉ। ସେ ସମସ୍ତ ଲୋକଙ୍କର ଏବଂ ବିଶଷେ ଭାବରେ, ଯେଉଁ ଲୋକମାନେ ତାହାଙ୍କୁ ବିଶ୍ବାସ କରନ୍ତି ସମାନଙ୍କେର ତ୍ରାଣକର୍ତ୍ତା।
10 Trabalhamos arduamente e continuamos a lutar porque nossa esperança está no Deus vivo, o Salvador de todos, especialmente dos que creem.
11 ଏହି କଥାଗୁଡ଼ିକ ଶିକ୍ଷା ଦିଅ।
11 Ensine estas coisas e insista nelas.
12 ତୁମ୍ଭେ ୟୁବକ, କିନ୍ତୁ କହେି ତୁମ୍ଭକୁ ଯେପରି ତୁଚ୍ଛ ବୋଲି ଭାବି ତୁମ୍ଭ ସହିତ କୁବ୍ଯବହାର ନ କରେ। ବିଶ୍ବାସୀମାନଙ୍କ ପାଇଁ, ସମାନେେ କିପରି ରହିବା କଥା ତାହା ଦଖାଇବୋକୁ ତୁମ୍ଭେ ଆଦର୍ଶବାନ ହୁଅ। ତୁମ୍ଭର କଥା ଓ ଜୀବନ ପ୍ରଣାଳୀ ପ୍ ରମେ, ବିଶ୍ବାସ, ପବିତ୍ର ଜୀବନ ଦ୍ବାରା ତୁମ୍ଭେ ସମାନଙ୍କେୁ ତାହା ଦଖାଇେ ଦିଅ।
12 Não deixe que ninguém o menospreze porque você é jovem. Seja exemplo para todos os fiéis nas palavras, na conduta, no amor, na fé e na pureza.
13 ଲୋକମାନଙ୍କ ନିକଟରେ ଶାସ୍ତ୍ର ପଢ଼ି ଶୁଣାଇବା ଜାରି ରଖ। ବଳ (ଆତ୍ମିକ) ଓ ବୃଦ୍ଧି ପାଇବାକୁ ସମାନଙ୍କେୁ ସାହାୟ୍ଯ କର। ସମାନଙ୍କେୁ ଉପଦେଶ ଦବୋ କାର୍ୟ୍ଯ ଜାରି ରଖ ଏବଂ ମୁଁ ଆସିବା ପର୍ୟ୍ଯନ୍ତ ଏପରି କରୁଥାଅ।
13 Até minha chegada, dedique-se à leitura pública das Escrituras, ao encorajamento e ao ensino.
14 ତୁମ୍ଭ ଭିତ ରେ ଯେଉଁ ଅନୁଗ୍ରହ ଦାନଟି ଅଛି, ତାହାକୁ ବ୍ଯବହାର କରିବା ରେ ଅବ ହଳୋ କର ନାହିଁ। ଭବିଷ୍ଯଦ୍ ବାଣୀ ମାଧ୍ଯମ ରେ ଯେତବେେଳେ ପ୍ରାଚୀନମାନଙ୍କର ଦଳ ତୁମ୍ଭ ଉପରେ ହାତ ରଖିଲେ, ସେତବେେଳେ ସହେି ଅନୁଗ୍ରହ ଦାନ ତୁମ୍ଭକୁ ଦିଆ ଯାଇଥିଲା।
14 Não descuide do dom que recebeu por meio de profecia quando os presbíteros impuseram as mãos sobre você.
15 ସଗେୁଡ଼ିକ କରୁଥାଅ। ଉକ୍ତ କାମଗୁଡ଼ିକୁ କରିବା ପାଇଁ ଜୀବନକୁ ଉତ୍ସର୍ଗ କର। ତହିଁରେ ସବୁ ଲୋକେ ଦେଖିବେ ଯେ, ତୁମ୍ଭ୍ କାମ ରେ ଉନ୍ନତି ହେଉଛି ଓ ଚାଲିଛି।
15 Dedique total atenção a essas questões. Entregue-se inteiramente a suas tarefas, para que todos vejam seu progresso.
16 ତୁମ୍ଭ ନିଜ ଜୀବନ ସମ୍ବନ୍ଧ ରେ ଓ ତୁମ୍ଭ ବିଷୟ ରେ ସତର୍କ ରୁହ। ଉତ୍ତମ ଜୀବନଯାପନ ଓ ଶିକ୍ଷା ପ୍ରଦାନ କର। ତା ହେଲେ ତୁମ୍ଭେ ତୁମ୍ଭର ଶିକ୍ଷା ଶୁଣୁଥିବା ଲୋକଙ୍କୁ ଓ ନିଜକୁ ରକ୍ଷା କରିପାରିବ।
16 Fique atento a seu modo de viver e a seus ensinamentos. Permaneça fiel ao que é certo, e assim salvará a si mesmo e àqueles que o ouvem.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Timóteo 4, comparar traduções ou montar um estudo — tudo direto pelo WhatsApp.