1 Timóteo 3

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ମୁଁ ଯାହା କହୁଛି ତାହା ସତ୍ଯ : ଯଦି କହେି ଅଧ୍ଯକ୍ଷ293 ହବୋ ପାଇଁ ଚେଷ୍ଟା କରେ, ତବେେ ସେ ଭଲ କାର୍ୟ୍ଯ ଚାହୁଁଛନ୍ତି।
1 Esta é uma palavra fiel: se alguém deseja o episcopado, excelente obra deseja.
2 ଅଧ୍ଯକ୍ଷ ବ୍ଯକ୍ତି ଜଣଙ୍କ ଏତେ ଭଲ ହବୋ ଦରକାର ଯେ ଲୋକେ ପ୍ରକୃତ ରେ ତାହାଙ୍କୁ ସମାଲୋଚନା କରିବାକୁ ଅସମର୍ଥ ହବେେ। ତାହାଙ୍କର ନିଶ୍ଚୟ ଗୋଟିଏ ମାତ୍ର ପତ୍ନୀ ଥିବା ଉଚିତ। ତାହାଙ୍କର ଆତ୍ମସଂୟମ ଥିବା ଦରକାର ଓ ସେ ବୁଦ୍ଧିମାନ ହବୋ ଦରକାର। ସେ ଅନ୍ୟମାନଙ୍କ ଦ୍ବାରା ସମ୍ମାନ ପାଉଥିବା ଦରକାର। ନିଜ ଘ ରେ ସ୍ବାଗତ କରି ଲୋକମାନଙ୍କୁ ସେ ସାହାୟ୍ଯ କରିବା ପାଇଁ ପ୍ରସ୍ତୁତ ଥିବା ଦରକାର। ସେ ଜଣେ ଭଲ ଶିକ୍ଷାଦାତା ହାଇେଥିବା ଦରକାର।
2 Convém, pois, que o bispo seja irrepreensível, marido de uma mulher, vigilante, sóbrio, honesto, hospitaleiro, apto para ensinar;
3 ସେ ଅତ୍ଯଧିକ ମଦ୍ଯପାନ କରିବା ଉଚିତ ନୁହେଁ। ସେ କଳହ ମନୋବୃତ୍ତିର ଲୋକ ନ ହାଇେଥିବା କଥା। ସେ ନମ୍ର ଓ ଶାନ୍ତ ହବୋ ଦରକାର।
3 Não dado ao vinho, não espancador, não cobiçoso de torpe ganância, mas moderado, não contencioso, não avarento;
4 ସେ ଧନ ଲୋଭୀ ହାଇେ ନ ଥିବେ, ସେ ନିଜ ପରିବାରକୁ ଉପୟୁକ୍ତ ଭାବରେ ନତେୃତ୍ବ ଦଇପୋରୁଥିବେ। ତା'ର ଅର୍ଥ ଯେ ତାହାଙ୍କର ପିଲାମାନେ ତାହାଙ୍କୁ ପୂର୍ଣ୍ଣ ସମ୍ମାନ ସହିତ ତାହାଙ୍କର ବାଧ୍ଯ ହେଉଥିବେ।
4 Que governe bem a sua própria casa, tendo seus filhos em sujeição, com toda a modéstia
5 (ଯଦି ଜଣେ ପରିବାରର ନତେୃତ୍ବ ଦଇେ ଜାଣି ନାହିଁ, ସେ ପରମେଶ୍ବରଙ୍କ ମଣ୍ଡଳୀର ଯତ୍ନ ନଇେ ପାରିବ ନାହିଁ।)
5 (Porque, se alguém não sabe governar a sua própria casa, terá cuidado da igreja de Deus? );
6 କିନ୍ତୁ ଜଣେ ଅଧ୍ଯକ୍ଷ ନୂତନ ଶିଷ୍ଯ ହାଇେ ନ ଥିବେ। ନୂତନ ବିଶ୍ବାସୀଙ୍କୁ ଅଧ୍ଯକ୍ଷ କରାଗଲେ, ତାହା ତାହାଙ୍କୁ ଅତିଶୟ ଗର୍ବୀ କରିପା ରେ। ଏଭଳି ପରିସ୍ଥିତି ରେ ତା'ର ଗର୍ବ ଲାଗି ସେ ଶୟତାନ ଭଳି ଦୋଷୀ ହାଇେ ଦଣ୍ଡିତ ହବେ।
6 Não neófito, para que, ensoberbecendo-se, não caia na condenação do diabo.
7 ଯେଉଁମାନେ ମଣ୍ଡଳୀର ସଦସ୍ଯ ନୁହଁନ୍ତି, ବାହାରର ସହେି ଲୋକମାନଙ୍କର ମଧ୍ଯ, ଅଧ୍ଯକ୍ଷଙ୍କ ନିମନ୍ତେ ସମ୍ମାନ ଭାବ ଥିବା ଆବଶ୍ଯକ। ତହିଁରେ ସେ ଅନ୍ୟମାନଙ୍କ ଦ୍ବାରା ସମାଲୋଚିତ ହବେେ ନାହିଁ କି ଶୟତାନର ଫାନ୍ଦ ରେ ପଡ଼ିବେ ନାହିଁ।
7 Convém também que tenha bom testemunho dos que estão de fora, para que não caia em afronta, e no laço do diabo.
8 ସହେିପରି ମଣ୍ଡଳୀ ରେ ନିୟୁକ୍ତି ପାଇଥିବା ସ୍ବତନ୍ତ୍ର ସବେକଗଣ ଏଭଳି ଲୋକ ହାଇେଥିବା କଥା, ଯେଉଁମାନଙ୍କୁ ଲୋକେ ସମ୍ମାନ କରୁଥିବେ। ସମାନେେ ଯାହା କହନ୍ତି, ତାହା ବିଶ୍ବାସ ଯୋଗ୍ଯ ହବୋ ଉଚିତ। ଅଧିକ ଦ୍ରାକ୍ଷାରସ ପିଇବା ରେ ନିଜ ସମୟ କାଟିବା ଉଚିତ ନୁହେଁ। ସବୁବେଳେ ଅନ୍ୟମାନଙ୍କୁ ଠକି ଧନୀ ହବୋକୁ ଚେଷ୍ଟା କରୁଥିବା ଲୋକମାନଙ୍କ ପରି ସମାନେେ ହାଇେ ନ ଥିବେ।
8 Da mesma sorte os diáconos sejam honestos, não de língua dobre, não dados a muito vinho, não cobiçosos de torpe ganância;
9 ସମାନେେ ପରମେଶ୍ବରଙ୍କ ଦ୍ବାରା ଆମ୍ଭକୁ ଜ୍ଞାତ କରାଯାଇଥିବା ସତ୍ଯର ଅନୁସରଣ କରୁଥିବେ ଓ ଯାହା ଠିକ୍ ଭାବନ୍ତି, ତାହା କରୁଥିବେ।
9 Guardando o mistério da fé numa consciência pura.
10 ତୁମ୍ଭମାନେେ ପ୍ରଥମେ ସମାନଙ୍କେୁ ପରୀକ୍ଷା କରିବ। ଯଦି ସମାନଙ୍କେ ଭିତ ରେ କୌଣସି ଦୁଗୁର୍ଣ ନାହିଁ, ତା ହେଲେ ସମାନେେ ବିଶଷେ ସବେକ ଭାବେ ସବୋ କରି ପାରିବେ।
10 E também estes sejam primeiro provados, depois sirvam, se forem irrepreensíveis.
11 ସହେିପରି ବିଶଷେ ସବେିକା ହବୋ ପାଇଁ ନିୟୁକ୍ତ ସ୍ତ୍ରୀମାନଙ୍କର ପ୍ରତି ଅନ୍ୟ ଲୋକମାନଙ୍କର ସମ୍ମାନ ଭାବ ଥିବା ଦରକାର। ସମାନେେ ଅନ୍ୟମାନଙ୍କ ବିଷୟ ରେ ମନ୍ଦ କଥା ଆଦୌ କହୁ ନ ଥିବେ। ସମାନଙ୍କେର ଆତ୍ମା ସଂୟମ ଥିବା ପ୍ରୟୋଜନ ଓ ପ୍ରେତ୍ୟକକ କଥା ରେ ଯେପରି ସମାନଙ୍କେୁ ବିଶ୍ବାସ କରାଯାଇ ପାରୁଥିବ।
11 Da mesma sorte as esposas sejam honestas, não maldizentes, sóbrias e fiéis em tudo.
12 ଯେଉଁମାନେ ବିଶଷେ ସବେକ ହବେେ, ସମାନଙ୍କେର କବଳେ ଗୋଟିଏ ପତ୍ନୀ ଥିବ। ସମାନେେ ନିଜ ସନ୍ତାନସନ୍ତତି ଓ ପରିବାରକୁ ଭଲ ନତେୃତ୍ବ ଦଇପୋରୁଥିବେ।
12 Os diáconos sejam maridos de uma só mulher, e governem bem a seus filhos e suas próprias casas.
13 ଯେଉଁ ଲୋକମାନେ ଭଲ ଭାବରେ ସବୋ କରନ୍ତି, ସମାନେେ ନିଜ ପାଇଁ ସମ୍ମାନଜନକ ସ୍ଥାନ ଅଧିକାର କରନ୍ତି ଏବଂ ସମାନେେ ଖ୍ରୀଷ୍ଟ ଯୀଶୁଙ୍କଠା ରେ ତାହାଙ୍କ ବିଶ୍ବାସ ସଂପର୍କ ରେ ଦୃଢ଼ ନିଶ୍ଚୟତା ବୋଧ ପାଆନ୍ତି।
13 Porque os que servirem bem como diáconos, adquirirão para si uma boa posição e muita confiança na fé que há em Cristo Jesus.
14 ମୁଁ ତୁମ୍ଭ ପାଖକୁ ଶୀଘ୍ର ୟିବି ବୋଲି ଆଶା କରେ।
14 Escrevo-te estas coisas, esperando ir ver-te bem depressa;
15 କିନ୍ତୁ ମୁଁ ଏବେ ଏହି କଥାଗୁଡ଼ିକ ତୁମ୍ଭକୁ ଲେଖୁଛି। ଯଦି ମୁଁ ଶୀଘ୍ର ନ ଯାଏ, ତବେେ ମଧ୍ଯ ତୁମ୍ଭମାନେେ ଜାଣି ପାରିବ ଯେ ପରମେଶ୍ବରଙ୍କ ପରିବାର ରେ ଲୋକମାନେ କ'ଣ କ'ଣ କରିବା ଅବଶ୍ଯକ। ସହେି ପରିବାର ଜୀବିତ ପରମେଶ୍ବରଙ୍କର ମଣ୍ଡଳୀ ଅଟେ। ପରମେଶ୍ବରଙ୍କ ମଣ୍ଡଳୀ ସତ୍ଯର ଅବଲମ୍ବନ କରେ ଓ ମୂଳଦୁଆ ଅଟେ।
15 Mas, se tardar, para que saibas como convém andar na casa de Deus, que é a igreja do Deus vivo, a coluna e firmeza da verdade.
16 ଏଥି ରେ ସନ୍ଦହେ ନାହିଁ ଯେ ଆମ୍ଭ ଧର୍ମର ମହାନ ଗୁପ୍ତ ସତ୍ଯ ଏହା ଯେ,
16 E, sem dúvida alguma, grande é o mistério da piedade: Deus se manifestou em carne, foi justificado no Espírito, visto dos anjos, pregado aos gentios, crido no mundo, recebido acima na glória.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Timóteo 3, comparar traduções ou montar um estudo — tudo direto pelo WhatsApp.