1 Timóteo 2
Oriya Bible (GL_ORIYA) vs ACF
1 ସର୍ବପ୍ରଥମେ ସବୁ ଲୋକଙ୍କ ପାଇଁ ପ୍ରାର୍ଥନା କରିବାକୁ ମୁଁ ତୁମ୍ଭକୁ କହୁଛି। ସମସ୍ତଙ୍କ ପାଇଁ ପରମେଶ୍ବରଙ୍କୁ କୁହ। ଲୋକମାନଙ୍କର ଆବଶ୍ଯକତା ପାଇଁ ତାହାଙ୍କୁ କୁହ ଓ ଧନ୍ଯବାଦ ଦିଅ।
1 Admoesto-te, pois, antes de tudo, que se façam deprecações, orações, intercessões, e ações de graças, por todos os homens;
2 ତୁମ୍ଭେ ରାଜା ଓ ଅଧିକାରୀମାନଙ୍କ ଲାଗି ପ୍ରାର୍ଥନା କରିବା ଉଚିତ। ତବେେ ଆମ୍ଭେ ଏକ ଶାନ୍ତିପୂର୍ଣ୍ଣ, ସ୍ଥିର ଜୀବନ ପରମେଶ୍ବରଙ୍କ ପାଇଁ ସମ୍ମାନ ଓ ଭକ୍ତି ଭରା ଜୀବନ ବିତଇେ ପାରିବା।
2 Pelos reis, e por todos os que estão em eminência, para que tenhamos uma vida quieta e sossegada, em toda a piedade e honestidade;
3 ଏହା ଉତ୍ତମ ଓ ଏହା ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ବରଙ୍କୁ ସନ୍ତୁଷ୍ଟ କରେ।
3 Porque isto é bom e agradável diante de Deus nosso Salvador,
4 ପରମେଶ୍ବର ଚାହାଁନ୍ତି ଯେ ସମସ୍ତେ ଉଦ୍ଧାର ପାଆନ୍ତୁ ଓ ସତ୍ଯକୁ ଜାଣନ୍ତୁ।
4 Que quer que todos os homens se salvem, e venham ao conhecimento da verdade.
5 କବଳେ ଜଣେ ମାତ୍ର ପରମେଶ୍ବର ଅଛନ୍ତି। ମଣିଷ ପାଇଁ ପରମେଶ୍ବରଙ୍କ ନିକଟରେ ପହଞ୍ଚିବା ନିମନ୍ତେ ଜଣେ ମାତ୍ର ମଧ୍ଯସ୍ଥ ଅଛନ୍ତି। ସହେି ମଧ୍ଯସ୍ଥ ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ଜଣେ ମଣିଷ।
5 Porque há um só Deus, e um só Mediador entre Deus e os homens, Jesus Cristo homem.
6 ଯୀଶୁ ସବୁ ଲୋକଙ୍କ ପାପ ଲାଗି ନିଜକୁ ଦାନ କରି ଦଇେଥିଲେ। ଯୀଶୁ ନିଜେ ହେଉଛନ୍ତି ଏହାର ପ୍ରମାଣ ଯେ, ପରମେଶ୍ବର ସମସ୍ତ ଲୋକଙ୍କର ଉଦ୍ଧାର ଚାହାଁନ୍ତି।
6 O qual se deu a si mesmo em preço de redenção por todos, para servir de testemunho a seu tempo.
7 ସେ ଠିକ୍ ସମୟରେ ଆସିଥିଲେ। ସେଥିପାଇଁ ସୁସମାଚାର କହିବା ପାଇଁ ମୁଁ ମନୋନୀତ ହାଇେଥିଲି। ମୁଁ ପ୍ ରରେିତ ରୂପେ ମଧ୍ଯ ସେଥିପାଇଁ ମନୋନୀତ ହାଇେଥିଲି। ମୁଁ ମିଛ କହୁ ନାହିଁ, ମୁଁ ସତ୍ଯ କହୁଛି। ମୁଁ ଅଣଯିହୂଦୀମାନଙ୍କର ଶିକ୍ଷକ ହବୋ ପାଇଁ ମନୋନୀତ ହାଇେଥିଲି। ବିଶ୍ବାସ କରିବା ଓ ସତ୍ଯକୁ ଜାଣିବା ପାଇଁ ମୁଁ ସମାନଙ୍କେୁ ଶିକ୍ଷା ଦିଏ।
7 Para o que (digo a verdade em Cristo, não minto) fui constituído pregador, e apóstolo, e doutor dos gentios na fé e na verdade.
8 ମୁଁ ଚା ହେଁ ଯେ ସର୍ବତ୍ର ଲୋକେ ପ୍ରାର୍ଥନା କରନ୍ତୁ। ଯେଉଁ ଲୋକମାନେ ପ୍ରାର୍ଥନା ପାଇଁ ହାତ ଉେଠଇବେ, ସମାନେେ ପବିତ୍ର ହାଇେଥିବା ଆବଶ୍ଯକ। ସମାନେେ ରାଗି ୟିବା ଉଚିତ୍ ନୁହେଁ ଓ ୟୁକ୍ତିତର୍କ ରେ ପ୍ରବୃତ୍ତ ହବୋ ଉଚିତ ନୁହେଁ।
8 Quero, pois, que os homens orem em todo o lugar, levantando mãos santas, sem ira nem contenda.
9 ମୁଁ ଏହା ମଧ୍ଯ ଚା ହେଁ ଯେ ସ୍ତ୍ରୀ ଲୋକମାନେ ଏପରି ପୋଷାକ ପିନ୍ଧନ୍ତୁ, ଯାହା ସମାନଙ୍କେ ପାଇଁ ଉପୟୁକ୍ତ। ଉତ୍ତମ ମନୋଭାବ ସହିତ ସମ୍ମାନନୀୟ ଭାବରେ ନିଜକୁ ସଜାନ୍ତୁ। ନିଜକୁ ସୁନ୍ଦର ଦଖାଇବୋ ଲାଗି ବେଶୀ ବାନ୍ଧନ୍ତୁ ନାହିଁ, ସୁନା, ରତ୍ନ ଓ ଦାମିକା ଲୁଗାର ବ୍ଯବହାର କରନ୍ତୁ ନାହିଁ।
9 Que do mesmo modo as mulheres se ataviem em traje honesto, com pudor e modéstia, não com tranças, ou com ouro, ou pérolas, ou vestidos preciosos,
10 ଭଲ କାମ କରିବା ଦ୍ବାରା ନିଜକୁ ସୁନ୍ଦର ଭାବେ ସୁଶାେଭିତ କରନ୍ତୁ। ପରମେଶ୍ବରଙ୍କ ଉପାସନା କରୁଛୁ ବୋଲି କହୁଥିବା ସ୍ତ୍ରୀଲୋକେ ନିଜକୁ ଏହି ରୂପରେ ସୁନ୍ଦର ଭାବେ ସଜାଇବା ଆବଶ୍ଯକ।
10 Mas (como convém a mulheres que fazem profissão de servir a Deus) com boas obras.
11 ଜଣେ ସ୍ତ୍ରୀଲୋକ ନୀରବ ଭାବରେ ଶୁଣି ଶିକ୍ଷା ଗ୍ରହଣ କରୁ ଓ ତାହାର ବାଧ୍ଯ ହେଉ।
11 A mulher aprenda em silêncio, com toda a sujeição.
12 ଜଣେ ସ୍ତ୍ରୀ ଜଣେ ପୁରୁଷକୁ ଉପଦେଶ ଦବୋ ପାଇଁ ମୁଁ ଅନୁମତି ଦିଏ ନାହିଁ। ଜଣେ ସ୍ତ୍ରୀ ଜଣେ ପୁରୁଷ ଉପରେ କତ୍ତୃର୍ତ୍ବ କରୁ, ଏହା ମୁଁ ଅନୁମତି ଦିଏ ନାହିଁ। ଜଣେ ସ୍ତ୍ରୀ ଲୋକ ନୀରବ ହାଇେ ରହିବା ଦରକାର।
12 Não permito, porém, que a mulher ensine, nem use de autoridade sobre o marido, mas que esteja em silêncio.
13 କାରଣ ଆଦମ ପ୍ରଥମ ରେ ସୃଷ୍ଟି ହେଲେ। ହବା ପରେ ସୃଷ୍ଟି ହେଲେ।
13 Porque primeiro foi formado Adão, depois Eva.
14 ଆହୁରି ଶୟତାନ ପ୍ରଥମେ ଆଦମକୁ ପ୍ରତାରଣା କରି ନ ଥିଲା। ହବା ପ୍ରତାରିତ ହାଇେଥିଲା। ଏବଂ ସେ ଜଣେ ପାପିନୀ ହାଇେଥିଲା।
14 E Adão não foi enganado, mas a mulher, sendo enganada, caiu em transgressão.
15 କିନ୍ତୁ ସ୍ତ୍ରୀମାନେ ସନ୍ତନା ପ୍ରସବ କରିବା ଦ୍ବାରା ପରିତ୍ରାଣ ପାଇବେ। ସମାନେେ ନିରନ୍ତର ବିଶ୍ବାସ, ପ୍ ରମେ, ପବିତ୍ରତା ଓ ଆତ୍ମସଂୟମ ସହିତ ଜୀବନଯାପନ କଲେ, ମୁକ୍ତି ପାଇବେ।
15 Salvar-se-á, porém, dando à luz filhos, se permanecer com modéstia na fé, no amor e na santificação.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Timóteo 2, comparar traduções ou montar um estudo — tudo direto pelo WhatsApp.