1 Samuel 9
Oriya Bible (GL_ORIYA) vs VC
1 ସହେି ସମୟରେ ବିନ୍ଯାମୀନବଂଶୀଯ କୀଶ୍ ନାମକ ଜଣେ ମହତ୍ବପୂର୍ଣ୍ଣ ବ୍ଯକ୍ତି ଥିଲେ। ସେ ଅବୀଯଲର ପକ୍ସ୍ଟତ୍ର ଥିଲେ, ୟିଏକି ସରୋରର ପକ୍ସ୍ଟତ୍ର ଥିଲା, ୟିଏକି ବଖାରେତର ପକ୍ସ୍ଟତ୍ର ଥିଲା, ୟିଏକି ବିନ୍ଯାମୀନୀଯ ଅଫୀହର ପକ୍ସ୍ଟତ୍ର ଥିଲା।
1 Havia um homem de Benjamim, chamado Cis, filho de Abiel, filho de Seror, filho de Becorat, filho de Afia, de família benjaminita, que era um homem valente.
2 କୀଶ୍ଙ୍କର ପକ୍ସ୍ଟଅଙ୍କର ନାମ ଶାଉଲ। ଶାଉଲ ଜଣେ ସକ୍ସ୍ଟନ୍ଦର ପୁରୁଷ ଥିଲେ। ଶାଉଲ ସମସ୍ତ ଇଶ୍ରାୟେଲୀୟଙ୍କ ମଧିଅରେ ସକ୍ସ୍ଟନ୍ଦର ଥିଲେ ଏବଂ ସେ ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରକ୍ସ୍ଟ ଅଧିକ ଉଚ୍ଚ ଥିଲେ।
2 Tinha um filho chamado Saul, que era jovem e belo. Não havia em Israel outro mais belo do que ele; dos ombros para cima sobressaía a todo o povo.
3 ଏକଦା ଶାଉଲଙ୍କ ପିତାଙ୍କର ଗଧସବୁ ହଜିଗଲେ। ତେଣୁ କୀଶ ଶାଉଲକକ୍ସ୍ଟ କହିଲେ, ତୁମ୍ଭେ ଗ୍ଭକରମାନଙ୍କ ମଧ୍ଯରକ୍ସ୍ଟ ଜଣକକ୍ସ୍ଟ ନଇେ ଗଧମାନଙ୍କର ସନ୍ଧାନ ନିଅ।
3 Tendo-se perdido as jumentas de Cis, pai de Saul, disse aquele ao seu filho: Toma um servo contigo e vai procurar as jumentas.
4 ଶାଉଲ ଗଧମାନଙ୍କୁ ଖାଜେିବ ପାଇଁ ଗଲେ। ସେ ଇଫ୍ରଯିମ ପର୍ବତ ଅଞ୍ଚଳ ଦଇେ ଗଲେ, ତା'ପରେ ଶାଲିଶା ପ୍ରଦେଶ ଦଇେ ଗଲେ। କିନ୍ତୁ ସେ ଦକ୍ସ୍ଟ ହେଁ ନିରାଶ ହେଲ। ତେଣୁ ସମାନେେ ଶାଲୀମ୍ ପ୍ରଦେଶ ଦଇେ ଗଲେ ସଠାେରକ୍ସ୍ଟ ନିରାଶ ହବୋରକ୍ସ୍ଟ ବିନ୍ଯାମୀନଙ୍କ ପ୍ରବେଶ ଦଇଗେଲେ। ସଠାେରେ ମଧ୍ଯ ନିରାଶ ହେେଲ।
4 Saul atravessou a montanha de Efraim e entrou na terra de Salisa, sem nada encontrar; percorreu a terra de Salim, mas em vão. Na terra de Benjamim não as encontrou tampouco.
5 ଶଷେ ରେ ସମାନେେ ସୂଫ ସହରକକ୍ସ୍ଟ ଆସିଲେ। ତା'ପରେ ଶାଉଲ ତାଙ୍କର ଗ୍ଭକରକକ୍ସ୍ଟ କହିଲେ, ଗ୍ଭଲ! ଆମ୍ଭେ ଫରେିୟିବା, ଆମ୍ଭମାନଙ୍କର ବାପା ଗଧମାନଙ୍କ ପରିବର୍ତେ ଆମ୍ଭମାନଙ୍କ ପାଇଁ ବ୍ଯସ୍ତ ହେଉଥିବେ।
5 Tendo chegado à terra de Suf, Saul disse ao seu servo: Vem, voltemos. Meu pai poderia não mais pensar nas jumentas e ficar com cuidados por nós.
6 ଗ୍ଭକର କହିଲା, ଏ ସହର ରେ ଜଣେ ପରମେଶ୍ବରଙ୍କ ଲୋକ ଅଛନ୍ତି। ଲୋକମାନେ ତାଙ୍କୁ ସମ୍ମାନ କରନ୍ତି। ତାଙ୍କର ସମସ୍ତ ଭବିଷ୍ଯବାଣୀ ସତ ହକ୍ସ୍ଟଏ। ଗ୍ଭଲ, ସଠାେକକ୍ସ୍ଟ ୟିବା, ପରମେଶ୍ବରଙ୍କ ଲୋକ ଆମକକ୍ସ୍ଟ ଗଧମାନଙ୍କର ସନ୍ଧାନ ଦଇପୋରନ୍ତି।
6 Nesta cidade, disse-lhe o servo, há um homem de Deus, varão muito considerado; tudo o que ele prediz se cumpre. Vamos lá; talvez ele nos mostrará o caminho que devemos tomar.
7 ତା'ପରେ ଶାଉଲ ଗ୍ଭକରକକ୍ସ୍ଟ କହିଲେ, ଆମ୍ଭେ ନିଶ୍ଚଯ ସହରକକ୍ସ୍ଟ ୟିବା, କିନ୍ତୁ ଆମ୍ଭମାନେେ ପରମେଶଓରଙ୍କୁ କ'ଣ ଉପହାର ଦବୋ। ବର୍ତ୍ତମାନ ଏପରିକି ଆମ ଖାଦ୍ୟ ମକ୍ସ୍ଟଣାରକ୍ସ୍ଟ ଖାଦ୍ୟ ସରିଗଲାଣି। ଆମ୍ଭେ ତାଙ୍କୁ ଉପହାର କ'ଣ ଦବୋ।
7 Saul respondeu: Está bem, vamos; mas o que havemos de oferecer-lhe? Nossos alforjes estão vazios, e não temos presente algum para dar ao homem de Deus. O que nos resta?
8 ପକ୍ସ୍ଟନ୍ନରାଯ ଗ୍ଭକର କହିଲା, ଦେଖ, ମାେ ପାଖ ରେ ଏକ ଶକେଲ ରକ୍ସ୍ଟପାର ଚତକ୍ସ୍ଟର୍ଥାଂଶ ଅଛି। ଆସ ପଇସାକକ୍ସ୍ଟ ଆମ୍ଭେ ପରମେଶ୍ବରଙ୍କର ଲୋକମାନଙ୍କୁ ଦବୋ। ତା'ପରେ ତାଙ୍କ କଥା ଅନକ୍ସ୍ଟସା ରେ ଆମ୍ଭେ ସେ ସ୍ଥାନକକ୍ସ୍ଟ ୟିବା।
8 Tenho aqui um quarto de siclo de prata, respondeu o servo; dá-lo-ei ao homem de Deus para que ele nos mostre o caminho.
9 ଶାଉଲ ଗ୍ଭକରକକ୍ସ୍ଟ କହିଲେ,
9 {Antigamente, em Israel, todo o que ia consultar a Deus, dizia: Vinde, vamos ao vidente. Chamava-se então vidente ao que hoje se chama profeta.}
10 ଏହା ଏକ ଉତ୍ତମ ବକ୍ସ୍ଟଦ୍ଧି। ଗ୍ଭଲ ୟିବା,
10 Saul disse ao seu servo: Tens razão. Anda, vamos E foram à cidade onde estava o homem de Deus.
11 ତା'ପରେ ସମାନେେ ପରମେଶ୍ବରଙ୍କ ଲୋକଙ୍କ ନଗରକକ୍ସ୍ଟ ୟାତ୍ରା ଆରମ୍ଭ କଲେ।
11 Subindo eles a encosta da cidade, encontraram umas moças que saíam a buscar água. Há um vidente aqui?, perguntaram-lhes.
12 ୟକ୍ସ୍ଟବତୀମାନେ ଉତ୍ତର ଦେଲେ, ହିଁ, ସେ ଏଠା ରେ ଅଛନ୍ତି, ଏଇ ରାସ୍ତାର ଅଳ୍ପ ଆଗ ରେ ଅଛନ୍ତି। ସେ ଆଜି ସହରକକ୍ସ୍ଟ ଆସିଛନ୍ତି। ଲୋକମାନେ ଦଳ ଦଳ ହାଇେ ଆସି ତାଙ୍କୁ ପବିତ୍ରପୀଠ ରେ ଦର୍ଶନ କରୁଛନ୍ତି।
12 Sim, responderam elas; ali diante de ti. Apressa-te; ele veio hoje à cidade, porque o povo oferece um sacrifício no lugar alto.
13 ତୁମ୍ଭମାନେେ ସହର ଭିତରକକ୍ସ୍ଟ ୟାଅ, ତାଙ୍କୁ ପାଇୟିବ। ଯଦି ତୁମ୍ଭେ ଚଞ୍ଚଳ ୟିବ, ତବେେ ତୁମ୍ଭେ ତାଙ୍କୁ ଉପାସନା ସ୍ଥାନ ରେ ଭୋଜନ ପୂର୍ବରକ୍ସ୍ଟ ସାକ୍ଷାତ କରିପାରିବ। ସଠାେରେ ସେ ନବୈେଦ୍ଯକକ୍ସ୍ଟ ଆଶୀର୍ବାଦ କରିବେ। ତା'ପରେ ଲୋକମାନେ ଭୋଜନ କରିବେ। ସେ ନ ଆସିବା ପର୍ୟ୍ଯନ୍ତ ଲୋକମାନେ ଖାଇବା ଆରମ୍ଭ କରନ୍ତି ନାହିଁ। ତେଣୁ ଯଦି ତୁମ୍ଭେ ଚଞ୍ଚଳ ହକ୍ସ୍ଟଅ ତାଙ୍କୁ ପାଇପାରିବ।
13 Ao entrar na cidade, encontrá-lo-eis seguramente antes que suba ao lugar alto para o festim. O povo não comerá antes que ele chegue, pois ele deverá abençoar o sacrifício; os convidados só comerão depois. Subi, pois; hoje o encontrareis.
14 ଶାଉଲ ଏବଂ ତାଙ୍କ ଗ୍ଭକର ଆଗକକ୍ସ୍ଟ ଚାଲିଲେ। ସମାନେେ ସହର ରେ ପହଞ୍ଚିବା ମାତ୍ ରେ ଦେଖିଲେ ଶାମକ୍ସ୍ଟଯଲେ ଠିକ୍ ସେ ସମୟରେ ସହରରକ୍ସ୍ଟ ଉପାସନା ସ୍ଥାନକକ୍ସ୍ଟ ଆସକ୍ସ୍ଟଛନ୍ତି।
14 Subiram à cidade. No momento em que entravam, encontraram Samuel que saía para subir ao lugar alto.
15 ଶାଉଲ ଆସିବାର ଦିନକପୂର୍ବରକ୍ସ୍ଟ ସଦାପ୍ରଭୁ ଶାମୁୟେଲଙ୍କୁ ଏହି କଥା କହିଥିଲେ,
15 Ora, na véspera da chegada de Saul, o Senhor tinha revelado a Samuel:
16 ଆସନ୍ତା କାଲି ଠିକ୍ ଏହି ସମୟରେ ମୁ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଜଣେ ଲୋକ ପଠାଇବି। ସେ ବିନ୍ଯାମୀନୀଯ ବଂଶଧର। ତୁମ୍ଭେ ତାଙ୍କୁ ଇଶ୍ରାୟେଲୀୟମାନଙ୍କ ନେତା ରୂପେ ଅଭିଶିକ୍ତ କରିବ। ଏହି ଲୋକ ଇଶ୍ରାୟେଲୀୟମାନଙ୍କୁ ପଲେଷ୍ଟୀୟଙ୍କ କବଳରକ୍ସ୍ଟ ରକ୍ଷା କରିବ। କାରଣ ମୁ ମାରେ ଲୋକମାନଙ୍କର ୟନ୍ତ୍ରଣା ଦେଖିଛି। ମୁ ସମାନଙ୍କେର କ୍ରନ୍ଦନ ଶକ୍ସ୍ଟଣିଅଛି।
16 Amanhã, e esta mesma hora, mandar-te-ei um homem da terra de Benjamim, e tu o ungirás para chefe do meu povo de Israel, para que ele livre o povo das mãos dos filisteus. Porque voltei os meus olhos para o meu povo, e o seu clamor chegou até a mim.
17 ଶାମକ୍ସ୍ଟଯଲେ ଶାଉଲକକ୍ସ୍ଟ ଦେଖିଲେ, ଏବଂ ସଦାପ୍ରଭୁ ତାଙ୍କୁ କହିଲେ, ଏହି ସହେିଲୋକ, ମୁ ଯାହା କଥା କହକ୍ସ୍ଟଥିଲି ସେ ମାରେ ଲୋକମାନଙ୍କୁ ଶାସନ କରିବେ।
17 Quando Samuel viu Saul, Deus disse-lhe: Eis o homem de quem te falei: este reinará sobre o meu povo.
18 ଶାଉଲ ଫାଟକ ପାଖ ରେ ଠିଆ ହାଇେଥିବା ଜଣେ ଲୋକଙ୍କକ୍ସ୍ଟ ପରମେଶ୍ବରଙ୍କ ଲୋକଙ୍କକ୍ସ୍ଟ ଭଟେିବାର ଦିଗ ପଚାରିଲେ। ଏ ବ୍ଯକ୍ତି ଜଣକ କିନ୍ତୁ ଶାମକ୍ସ୍ଟଯଲେ ଥିଲେ, ଶାଉଲ କହିଲେ, କ୍ଷମା କରିବେ, ଆପଣ ପରମେଶ୍ବରଙ୍କ ଲୋକଙ୍କ ଘର ବତଇେ ଦବେେ କି?
18 Saul aproximou-se de Samuel à porta da cidade e disse-lhe: Rogo-te que me digas onde é a casa do vidente.
19 ଶାମକ୍ସ୍ଟଯଲେ କହିଲେ, ମୁ ପରମେଶ୍ବରଙ୍କ ଲୋକ। ମାେତେ ଅନକ୍ସ୍ଟସରଣ କର ମୁ ଉଚ୍ଚସ୍ଥାନକକ୍ସ୍ଟ ନଇୟିବେି। ତୁମ୍ଭେ ଏବଂ ତକ୍ସ୍ଟମ୍ଭ ଦାସ ମାେ ସହିତ ଆଜି ଭୋଜନ କରିବ। କାଲି ସକାଳେ ତୁମ୍ଭମାନେେ ଘରକକ୍ସ୍ଟ ଫରେିୟିବ। ଏବଂ ମୁ ତୁମ୍ଭର ସମସ୍ତ ପ୍ରଶ୍ନର ଉତ୍ତର ଦବେି।
19 Sou eu mesmo o vidente, respondeu Samuel; sobe na minha frente ao lugar alto; comereis hoje comigo. Amanhã te deixarei partir, depois de ter revelado a ti tudo o que tens no coração.
20 ତୁମ୍ଭମାନେେ ତିନିଦିନ ପୂର୍ବେ ହଜିଥିବା ଗଧମାନଙ୍କ ପାଇଁ ଦକ୍ସ୍ଟଃଖ କର ନାହିଁ। ସମାନଙ୍କେୁ ମିଳିୟାଇଛି। ବର୍ତ୍ତମାନ ଇଶ୍ରାୟେଲୀୟମାନେ ଜଣେ ବ୍ଯକ୍ତିର ସନ୍ଧାନ ରେ ଅଛନ୍ତି ଏବଂ ସେ ବ୍ଯକ୍ତିଜଣକ ତୁମ୍ଭେ ଅଟ। ସମାନେେ ତୁମ୍ଭକୁ ଏବଂ ତକ୍ସ୍ଟମ୍ଭ ପିତାଙ୍କ ପରିବାରବର୍ଗକକ୍ସ୍ଟ ଗ୍ଭହାଁନ୍ତି।
20 Quanto às jumentas perdidas há dois ou três dias, não te inquietes por isso, porque já foram encontradas. E de quem será toda a beleza de Israel? Não é porventura tua e de toda a casa de teu pai?
21 ଶାଉଲ ଉତ୍ତର ଦେଲେ, ମୁ ବିନ୍ଯାମୀନ ବଂଶର ସଦସ୍ଯ ଅଟେ। ଏହା ଇଶ୍ରାୟେଲର ଏକ େଛାଟ ପରିବାରବର୍ଗ। ଆପଣ କହିଁକି କହକ୍ସ୍ଟଛନ୍ତି ଇଶ୍ରାୟେଲୀୟମାନେ ମାେତେ ଗ୍ଭହାଁନ୍ତି?
21 Saul respondeu: Eu sou um benjaminita, filho da menor tribo de Israel; e minha família é a menor de todas as famílias de Benjamim. Por que, pois, me falas assim?
22 ଶାମକ୍ସ୍ଟଯଲେ ଶାଉଲ ଏବଂ ତାଙ୍କ ଦାସକକ୍ସ୍ଟ ଭୋଜନ ସ୍ଥାନକକ୍ସ୍ଟ ନେଲେ। ସେ ଅତି ମହତ୍ବପୂର୍ଣ୍ଣ ସ୍ଥାନ ଟବେକ୍ସ୍ଟଲ୍ ପାଖ ରେ ଶାଉଲଙ୍କକ୍ସ୍ଟ ଏବଂ ତାଙ୍କର ଦାସ ତିରିଶ ଜଣ ନିମନ୍ତ୍ରିତ ଅତିଥି ମଧିଅରେ ପ୍ରଦାନ କଲେ।
22 Samuel, tomando Saul e o seu servo, levou-os para a sala do festim e deu-lhes o primeiro lugar entre os convidados, que eram em número de aproximadamente trinta pessoas.
23 ଶାମକ୍ସ୍ଟଯଲେ ରୋଷଇେଆକକ୍ସ୍ଟ ନିର୍ଦ୍ଦେଶ ଦେଲେ, ମୁ ତୁମ୍ଭକୁ ରଖିବାକକ୍ସ୍ଟ କହି ଦଇେଥିବା ମାଂସ ଆଣ।
23 Samuel disse ao cozinheiro: Serve a porção que te dei e que te mandei pôr à parte.
24 ରୋଷଇେଆ ଚଟକ୍ସ୍ଟଆ ମାଂସ ଆଣି ଶାଉଲଙ୍କ ସମ୍ମକ୍ସ୍ଟଖ ରେ ଟବେକ୍ସ୍ଟଲ ଉପରେ ରଖିଲା। ଶାମକ୍ସ୍ଟଯଲେ କହିଲେ, ତୁମ୍ଭେ ତକ୍ସ୍ଟମ୍ଭ ଟବେକ୍ସ୍ଟଲ ରେ ଥିବା ମାଂସ ଖାଅ। ଏହା ତୁମ୍ଭମାନଙ୍କ ପାଇଁ ସଂରକ୍ଷିତ ଥିଲା। ଏହି ବିଶଷେ ସମୟ ପାଇଁ ଯେତବେେଳେ ଏକତ୍ରୀତ ହବୋ ପାଇଁ ମୁ ଲୋକମାନଙ୍କୁ ଡାକିଲି। ତା'ପରେ ଶାଉଲ ଶାମୁୟେଲଙ୍କ ସହ ତାଙ୍କର ଖାଦ୍ୟ ଖାଇଲେ।
24 Tomou, pois, o cozinheiro a espádua com o que nela havia e a serviu a Saul. Samuel disse: Eis diante de ti a porção que te foi reservada. Come-a; reservei-a para este momento quando convidei o povo. Saul e Samuel comeram juntos naquele dia.
25 ସମାନେେ ଖାଦ୍ୟ ଖାଇସାରିବା ପରେ ସେ ଉପାସନା ସ୍ଥଳରକ୍ସ୍ଟ ସହରକକ୍ସ୍ଟ ଫରେିଲେ। ଶାମକ୍ସ୍ଟଯଲେ ଛାତ ଉପରେ ଶାଉଲଙ୍କ ପାଇଁ ବିଛଣା ତିଆରି କଲେ ଏବଂ ଶାଉଲ ଶାଇେବା ପାଇଁ ଗଲେ।
25 Do lugar alto desceram para a cidade e prepararam uma cama para Saul no terraço
26 ତା'ପରଦିନ ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଶାମକ୍ସ୍ଟଯଲେ ଶାଉଲଙ୍କକ୍ସ୍ଟ ବିଛଣାରକ୍ସ୍ଟ ଉଠାଇଲେ ଏବଂ କହିଲେ, ଶୟ୍ଯା ତ୍ଯାଗ କର, ମୁ ତୁମ୍ଭକୁ ତକ୍ସ୍ଟମ୍ଭ ଗନ୍ତବ୍ଯ ସ୍ଥାନକକ୍ସ୍ଟ ପଠାଇବି। ଶାଉଲ ବିଛଣାରକ୍ସ୍ଟ ଉଠିଲେ ଶାମୁୟେଲଙ୍କ ସହ ବାହାରକକ୍ସ୍ଟ ଗଲେ।
26 e ele foi dormir. No dia seguinte, ao romper da aurora, Samuel chamou Saul ao terraço e disse-lhe: Levanta-te, e deixar-te-ei partir. Saul levantou-se e saíram os dois juntos.
27 ଶାଉଲ, ଦାସ ଏବଂ ଶାମକ୍ସ୍ଟଯଲେ ସହର ପ୍ରାନ୍ତ ରେ ପହଞ୍ଚିବା ସମୟରେ ଶାମକ୍ସ୍ଟଯଲେ କହିଲେ, ଦାସକକ୍ସ୍ଟ ଆଗକକ୍ସ୍ଟ ୟିବାକକ୍ସ୍ଟ କକ୍ସ୍ଟହ। ମୁ ତୁମ୍ଭକୁ ପରମେଶ୍ବରଙ୍କ ବାର୍ତ୍ତା କହିବାକକ୍ସ୍ଟ ଗ୍ଭ ହେଁ। ତେଣୁ ଦାସ ଆଗ ରେ ଗ୍ଭଲିଲା।
27 Quando chegaram aos limites da cidade, Samuel disse a Saul: Dize ao teu servo que passe e vá adiante de nós, e o servo passou adiante; mas tu detém-te aqui para que eu te comunique uma palavra de Deus.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Samuel 9, comparar traduções ou montar um estudo — tudo direto pelo WhatsApp.