1 Samuel 8
Oriya Bible (GL_ORIYA) vs NVT
1 ଯେତବେେଳେ ଶାମକ୍ସ୍ଟଯଲେ ବୃଦ୍ଧ ବଯସ ରେ ଉପନୀତ ହେଲେ, ସେ ତାଙ୍କ ପକ୍ସ୍ଟତ୍ରମାନଙ୍କୁ ଇଶ୍ରାୟେଲୀୟମାନଙ୍କ ନତେୃତ୍ବ ନବୋ ପାଇଁ ଓ ବିଗ୍ଭର କରିବା ପାଇଁ ପଠାଇଲେ।
1 Quando Samuel ficou idoso, nomeou seus filhos para serem juízes sobre Israel.
2 ଶାମୁୟେଲଙ୍କ ବଡପକ୍ସ୍ଟଅ ଯାୟେଲ ଏବଂ ଦ୍ବିତୀୟ ପକ୍ସ୍ଟତ୍ର ଅଦଯ ବରେଶବୋର ଲୋକମାନଙ୍କର ନତେୃତ୍ବ ନେଲେ ଓ ବିଗ୍ଭର କଲେ।
2 Joel, seu filho mais velho, e Abias, o segundo mais velho, julgavam em Berseba,
3 ଶାମୁୟେଲଙ୍କ ପକ୍ସ୍ଟଅମାନେ ତାଙ୍କପରି ଜୀବନୟାପନ କଲେ ନାହିଁ। ସମାନେେ ଉତ୍କୋଚ ନେଉଥିଲେ। ସମାନେେ ଉତ୍କୋଚ ନଇେ ଦରବାର ରେ ସମାନଙ୍କେ ନିଷ୍ପତ୍ତି ପରିବର୍ତ୍ତନ କରୁଥିଲେ।
3 mas não eram como seu pai. Eram gananciosos, aceitavam subornos e pervertiam a justiça.
4 ତେଣୁ ସମସ୍ତ ବଯସ୍କ ନତେୃବୃନ୍ଦ ଏକାଠି ହାଇେ ଶାମୁୟେଲଙ୍କୁ ସାକ୍ଷାତ କରିବାକୁ ରାମା ୟାତ୍ରା କଲେ।
4 Por fim, as autoridades de Israel se reuniram em Ramá para discutir essa questão com Samuel.
5 ଇଶ୍ରାୟେଲର ପ୍ରାଚୀନଗଣ ଶାମୁୟେଲଙ୍କୁ କହିଲେ, ତୁମ୍ଭେ ବୃଦ୍ଧ ହାଇୟୋଇଛ ଏବଂ ତୁମ୍ଭର ପକ୍ସ୍ଟଅମାନେ ତକ୍ସ୍ଟମ୍ଭପରି ଜୀବନୟାପନ କରୁନାହାନ୍ତି। ତେଣୁ ଆପଣ ଆମ୍ଭମାନଙ୍କୁ ଗୋଟିଏ ଶାସକ ଦିଅନ୍ତକ୍ସ୍ଟ। ଆମ୍ଭମାନଙ୍କୁ ଶାସନ କଲାଭଳି ଯାହା ଅନ୍ୟ ଜାତିମାନଙ୍କର ଅଛି।
5 Eles disseram: “Olhe, o senhor está idoso e seus filhos não seguem seu exemplo. Escolha um rei para nos julgar, como ocorre com todas as outras nações”.
6 ତେଣୁ ବଯସ୍କ ଭଦ୍ରବ୍ଯକ୍ତିମାନେ ନତେୃତ୍ବ ପାଇଁ ଜଣେ ରାଜା ଚାହିଁଲେ। ଶାମକ୍ସ୍ଟଯଲେ ଏହାକକ୍ସ୍ଟ ଏକ ଭକ୍ସ୍ଟଲ ଚିନ୍ତାଧାରା ବୋଲି ଭାବିଲେ। ସେଥିପାଇଁ ଶାମକ୍ସ୍ଟଯଲେ ପରମେଶଓରଙ୍କୁ ପ୍ରାର୍ଥନା କଲେ।
6 Samuel não gostou de que lhe tivessem pedido um rei e buscou a orientação do S enhor .
7 ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ଲୋକମାନଙ୍କ ମତ ଅନକ୍ସ୍ଟସା ରେ କାର୍ୟ୍ଯ କର। ସମାନେେ ତୁମ୍ଭକୁ ଅଗ୍ରାହ୍ଯ କରି ନାହିଁନ୍ତି। ସମାନେେ ମାେତେ ସମାନଙ୍କେର ରାଜା ରୂପେ ପ୍ରତ୍ଯାଖାନ କରିଛନ୍ତି।
7 O S enhor lhe respondeu: “Faça tudo que eles pedem, pois é a mim que rejeitam, e não a você. Eles me rejeitaram como seu rei.
8 ମୁ ସମାନଙ୍କେୁ ମିଶରରକ୍ସ୍ଟ ବାହାର କରି ଆଣିଲା ସମୟରେ ଯାହା କରୁଥିଲେ, ଆଜି ପର୍ୟ୍ଯନ୍ତ ତାହା ଦୋହରାଉଛନ୍ତି। ସମାନେେ ମାେତେ ପରିତ୍ଯାଗ କଲେ ଓ ମାେ ବଦଳ ରେ ଅନ୍ୟ ଦବେତାମାନଙ୍କର ସବୋ କଲେ। ସେଥିପାଇଁ ସମାନେେ ତକ୍ସ୍ଟମ୍ଭ ସହିତ ଏପରି ବ୍ଯବହାର କରୁଛନ୍ତି।
8 Desde que os tirei do Egito até hoje, eles têm me abandonado e seguido outros deuses. Agora, tratam você da mesma forma.
9 ତେଣୁ ଲୋକମାନଙ୍କ କଥା ଶକ୍ସ୍ଟଣ ଏବଂ ସମାନଙ୍କେ କଥା ଅନକ୍ସ୍ଟସା ରେ କାର୍ୟ୍ଯ କର। କିନ୍ତୁ ସମାନଙ୍କେୁ ସତର୍କ କରାଇଦିଅ ଯେ, ସମାନଙ୍କେ ପାଇଁ ରାଜା କ'ଣ କରିବ ଏବଂ ରାଜା କିପରି ଶାସନ କରେ ସେ କଥା ଅବଗତ କରାଇ ଦିଅ।
9 Faça o que eles pedem, mas advirta-os solenemente a respeito de como o rei os governará”.
10 ଯେଉଁ ଲୋକମାନେ ରାଜା ଗ୍ଭହଁକ୍ସ୍ଟଥିଲେ, ଶାମକ୍ସ୍ଟଯଲେ ସମାନଙ୍କେୁ ସଦାପ୍ରଭୁଙ୍କ ବାଣୀ ଶକ୍ସ୍ଟଣାଇଲେ।
10 Então Samuel transmitiu a advertência do S enhor ao povo que lhe pedia um rei.
11 ଶାମକ୍ସ୍ଟଯଲେ କହିଲେ, ତକ୍ସ୍ଟମ୍ଭ ଉପରେ ୟିଏ ରାଜତ୍ବ କରିବ, ସେ ତୁମ୍ଭକୁ ଏ ପ୍ରକାର କରିବ। ସେ ତକ୍ସ୍ଟମ୍ଭ ପକ୍ସ୍ଟତ୍ରମାନଙ୍କୁ ତା'ର ସବୋ କରିବା ପାଇଁ ଓ ସୈନ୍ଯବାହୀନିର ସବୋ କରିବା ପାଇଁ ବାଧ୍ଯ କରିବ। ସମାନେେ ୟକ୍ସ୍ଟଦ୍ଧ ରେ ସନୋବାହିନୀର ୟୋଦ୍ଧା ଓ ରଥା ରୋହୀ ହବେ। ତକ୍ସ୍ଟମ୍ଭ ପକ୍ସ୍ଟତ୍ରମାନେ ରାଜାଙ୍କର ରଥ ଆଗେ ଆଗେ ଦୌଡିବେ।
11 Disse ele: “Este é o modo como o rei governará sobre vocês. Ele convocará seus filhos para servi-lo em seus carros de guerra e como seus cavaleiros e os fará correr à frente dos carros dele.
12 ଜଣେ ରାଜା ସୈନିକ ହବୋପାଇଁ ତକ୍ସ୍ଟମ୍ଭ ପକ୍ସ୍ଟଅମାନଙ୍କୁ ଆଦେଶ ଦବେ। ସେ କେତକଙ୍କେକ୍ସ୍ଟ 1,000 ଲୋକମାନଙ୍କ ଉପରେ ଓ ଅନ୍ୟମାନଙ୍କୁ ପଗ୍ଭଶ ଜଣ ଲୋକ ମଧିଅରେ ଅଧିକାରୀ ରୂପେ ନିୟକ୍ସ୍ଟକ୍ତି କରିବ।
12 Colocará alguns como generais e capitães de seu exército, obrigará outros a arar seus campos e a fazer as colheitas e forçará outros mais a fabricar armas e equipamentos para os carros de guerra.
13 ଆଉ ସେ ତୁମ୍ଭମାନଙ୍କ ଝିଅମାନଙ୍କୁ ନଇେ ସକ୍ସ୍ଟବାସିତ ଅତର ତିଆରି କରିବାକୁ କହିବ। ସେ ମଧ୍ଯ ତୁମ୍ଭର ଝିଅମାନଙ୍କୁ ତାପାଇଁ ରୋଷଇେ କାର୍ୟ୍ଯ ରେ ଓ ସକେିବା କାର୍ୟ୍ଯ କରିବା ପାଇଁ ବାଧ୍ଯ କରିବ।
13 Tomará suas filhas e as obrigará a cozinhar, assar pães e fazer perfumes para ele.
14 ସେ ତକ୍ସ୍ଟମ୍ଭଠାରକ୍ସ୍ଟ ନଇେଥିବା ଶସ୍ଯକ୍ଷେତ୍ର, ଦ୍ରାକ୍ଷାକ୍ଷେତ୍ର, ଜିତକ୍ଷେତ୍ର ମଧ୍ଯରକ୍ସ୍ଟ ଉତ୍ତମ କ୍ଷେତ୍ରକକ୍ସ୍ଟ ନଇେ ତା'ର ଅଧିକାରୀମାନଙ୍କୁ ବାଣ୍ଟିବେ।
14 Tomará de vocês o melhor de seus campos, vinhedos e olivais e os dará aos servos dele.
15 ସେ ତୁମ୍ଭମାନଙ୍କ ବିହନ ଓ ଦ୍ରାକ୍ଷାର ଏକ-ଦଶମାଂଶ ନଇେ ଆପଣାର ଅଧିକାରୀମାନଙ୍କୁ ଓ ଦାସମାନଙ୍କୁ ଦବେ।
15 Tomará um décimo de sua colheita de cereais e uvas para distribuir entre seus oficiais e servos.
16 ରାଜା ତୁମ୍ଭର ପୁରୁଷ ଓ ନାରୀ ଗ୍ଭକରମାନଙ୍କୁ ନଇେଯିବେ। ସେ ତୁମ୍ଭର ଉତ୍ତମ ଗୋରୁଗାଈ ଓ ଗଧମାନଙ୍କୁ ନଇେଯିବେ ଏବଂ ସମାନଙ୍କେୁ ନିଜ କାର୍ୟ୍ଯ ରେ ବିନି ଯୋଗ କରିବେ।
16 Tomará seus escravos e escravas e o melhor do gado e dos jumentos para uso próprio.
17 ସେ ତୁମ୍ଭମାନଙ୍କର ଗୋଠର ଏକ-ଦଶମାଂଶ ନଇେଯିବେ।
17 Exigirá um décimo de seus rebanhos, e vocês se tornarão escravos dele.
18 ଦିନ ଆସିବ ଯେତବେେଳେ ତୁମ୍ଭେ ବାଛିଥିବା ରାଜାଙ୍କକ୍ସ୍ଟ ଶାସନ ପାଇଁ ଚିତ୍କାର କରିବ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ କିଛି ଉତ୍ତର ଦବେେ ନାହିଁ।
18 Quando esse dia chegar, lamentarão por causa desse rei que agora pedem, mas o S enhor não lhes dará ouvidos”.
19 କିନ୍ତୁ ଲୋକମାନେ ଶାମୁୟେଲଙ୍କ କଥାକକ୍ସ୍ଟ ଭୃକ୍ଷପେ କଲେ ନାହିଁ। ସମାନେେ କହିଲେ, ନା, ଆମକକ୍ସ୍ଟ ଶାସନ କରିବା ପାଇଁ ରାଜା ଦରକାର।
19 Mas o povo se recusou a ouvir a advertência de Samuel. “Mesmo assim, queremos um rei”, disseram.
20 ତା'ପରେ ଆମ୍ଭେ ଅନ୍ୟ ଦେଶସହ ସମକକ୍ଷ ହାଇେ ପାରିବକ୍ସ୍ଟ। ଆମ୍ଭର ରାଜା ଆମ୍ଭର ନତେୃତ୍ବ ନବେେ। ସେ ଆମ୍ଭମାନଙ୍କୁ ୟକ୍ସ୍ଟଦ୍ଧକକ୍ସ୍ଟ କଢଇେ ନବେେ ଏବଂ ଆମ୍ଭର ୟକ୍ସ୍ଟଦ୍ଧ ପରିଗ୍ଭଳନା କରିବେ।
20 “Queremos ser como todas as nações ao nosso redor. Nosso rei nos julgará e nos conduzirá nas batalhas.”
21 ଶାମକ୍ସ୍ଟଯଲେ ଲୋକମାନଙ୍କ କଥା ଶୁଣିଲେ ଏବଂ ସଦାପ୍ରଭୁଙ୍କୁ ସେ ସବୁ କଥାକକ୍ସ୍ଟ ଶକ୍ସ୍ଟଣାଇଲେ।
21 Samuel repetiu para o S enhor aquilo que o povo tinha dito,
22 ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ସମାନେେ ଯାହା କହକ୍ସ୍ଟଛନ୍ତି ତୁମ୍ଭେ ଶକ୍ସ୍ଟଣ ଏବଂ ସମାନଙ୍କେୁ ଏକ ରାଜା ଦିଅ।
22 e o S enhor lhe respondeu: “Faça o que eles pedem e dê-lhes um rei”. Então Samuel ordenou aos israelitas que voltassem cada um para sua cidade.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Samuel 8, comparar traduções ou montar um estudo — tudo direto pelo WhatsApp.