1 Samuel 6

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ପଲେଷ୍ଟୀୟମାନଙ୍କ ଦେଶ ରେ ସାତମାସ ରହିଲା।
1 Quando já fazia sete meses que a arca do Senhor estava em território filisteu,
2 ତା'ପରେ ସମାନେେ ସମାନଙ୍କେର ଯାଜକମାନଙ୍କୁ, ମନ୍ତ୍ରଜ୍ଞମାନଙ୍କୁ ଡକାଇ କହିଲେ, ପରମେଶ୍ବରଙ୍କ ସିନ୍ଦକ୍ସ୍ଟକ ସହ ଆମ୍ଭେ କ'ଣ କରିବାକୁ ହବେ? ଦୟାକରି ଆମ୍ଭମାନଙ୍କୁ ଜଣାଅ, କିପରି ଭାବରେ ଏହାକକ୍ସ୍ଟ ଫରୋଇବାକକ୍ସ୍ଟ ହବେ।
2 os filisteus chamaram os sacerdotes e adivinhos e disseram: "O que faremos com a arca do Senhor? Digam-nos com o que devemos mandá-la de volta a seu lugar".
3 ତହିଁରେ ସମାନେେ କହିଲେ, ଯଦି ତୁମ୍ଭମାନେେ ଇଶ୍ରାୟେଲର ପରମେଶ୍ବରଙ୍କ ସିନ୍ଦକ୍ସ୍ଟକ ଫରୋଇ ଦବେ, ତବେେ ତାହା ଖାଲି ପଠାଅ ନାହିଁ। କିନ୍ତୁ ତୁମ୍ଭର ପାପରକ୍ସ୍ଟ ଦୂ ରଇେ ୟିବା ପାଇଁ ଏହା ସହିତ ଉପହାର ଓ ନବୈେଦ୍ଯ ପଠାଅ। ତବେେ ତୁମ୍ଭମାନେେ ସକ୍ସ୍ଟସ୍ଥ ହବେ ଓ ପବିତ୍ର ହବେ, ଏବଂ ତୁମ୍ଭମାନେେ କଳ୍ପନା କରିବ, କାହିଁକି ପରମେଶ୍ବର ତୁମ୍ଭମାନଙ୍କୁ ଦଣ୍ତ ଦବୋ ବନ୍ଦ କଲେ ନାହିଁ।
3 Eles responderam: "Se vocês devolverem a arca do deus de Israel, não mandem de volta só a arca, mas enviem também uma oferta pela culpa. Então vocês serão curados e saberão por que a sua mão não tem se afastado de vocês".
4 ତା'ପରେ ସମାନେେ ପଚାରିଲେ, ଆମ୍ଭମାନଙ୍କୁ କ୍ଷମା ଦବୋ ପାଇଁ ଆମ୍ଭମାନେେ କି ପ୍ରକାର ଉପହାର ଇଶ୍ରାୟେଲର ପରମେଶଓରଙ୍କୁ ପଠାଇବା ଉଚିତ୍?
4 Os filisteus perguntaram: "Que oferta pela culpa devemos lhe enviar? " Eles responderam: "Cinco tumores de ouro e cinco ratos de ouro, de acordo com o número de governantes filisteus, porquanto a mesma praga atingiu vocês e todos os seus governantes.
5 ତୁମ୍ଭମାନେେ ଆପଣାମାନଙ୍କ ଅର୍ଶ ପ୍ରତିମା ଓ ଦେଶନାଶକାରୀ ମୂଷିକ ପ୍ରତିମା ନିର୍ମାଣ କର। ଯେଉଁଗକ୍ସ୍ଟଡିକ ତୁମ୍ଭର ଭୂମିକକ୍ସ୍ଟ ଆକ୍ରମଣ କରନ୍ତି ଓ ଧ୍ବଂସ କରନ୍ତି ଓ ଇଶ୍ରାୟେଲର ପରମେଶଓରଙ୍କୁ ସମ୍ମାନ ଦିଅ। ତା ହେଲେ ସେ ହକ୍ସ୍ଟଏତ ତୁମ୍ଭମାନଙ୍କୁ, ତୁମ୍ଭର ଦବେତାଗଣଙ୍କକ୍ସ୍ଟ ଓ ତୁମ୍ଭର ଦେଶକକ୍ସ୍ଟ ଦଣ୍ତିତ କରିବା ବନ୍ଦ କରିବ।
5 Façam imagens dos tumores e dos ratos que estão assolando o país e dêem glória ao deus de Israel. Talvez ele alivie a sua mão de sobre vocês, seus deuses e sua terra.
6 ମିସ୍ରୀଯମାନେ ଓ ଫାରୋ କଲାପରି ତୁମ୍ଭମାନଙ୍କର ହୃଦଯକକ୍ସ୍ଟ କଠିନ କର ନାହିଁ। ଯେତବେେଳେ ପରମେଶ୍ବର ସମାନଙ୍କେୁ ନିର୍ମମ ଭାବରେ ଦଣ୍ତ ଦେଲେ। ସମାନେେ ଇଶ୍ରାୟେଲୀୟମାନଙ୍କୁ ମିଶର ଛାଡିବା ପାଇଁ ଦେଲେ।
6 Por que ter o coração obstinado como os egípcios e o faraó? Somente quando esse deus os tratou severamente, eles deixaram os israelitas seguir o seu caminho.
7 ସେଥିପାଇଁ ଗୋଟିଏ ନୂଆ ଶଗଡ ପ୍ରସ୍ତକ୍ସ୍ଟତ କର, ଦକ୍ସ୍ଟଇଟି ୟକ୍ସ୍ଟଆଳି ୟୋଚ ହାଇେ ନଥିବା ଦକ୍ସ୍ଟହାଳି ଗାଈ ଆଣ। ଏହିପରି ଦକ୍ସ୍ଟଇଗାଭୀ ଶଗଡ ରେ ୟୋଚ ଓ ସମାନଙ୍କେଠାରକ୍ସ୍ଟ ସମାନଙ୍କେ ବାଛକ୍ସ୍ଟରିକି ଗକ୍ସ୍ଟହାଳ ରେ ଭର୍ତ୍ତୀ କର।
7 Agora, então, preparem uma carroça nova, com duas vacas que deram cria e sobre as quais nunca foi colocado jugo. Amarrem-nas à carroça, mas afastem delas os seus bezerros e os ponham no curral.
8 ସଦାପ୍ରଭୁଙ୍କ ସକ୍ସ୍ଟନ୍ଦକ୍ସ୍ଟକକକ୍ସ୍ଟ ସହେି ଶଗଡ ଉପରେ ରଖ ଓ ସକ୍ସ୍ଟବର୍ଣ୍ଣର ନକ୍ସାକକ୍ସ୍ଟ ଥଳି ଭିତ ରେ ସିନ୍ଦକ୍ସ୍ଟକ ପାଶର୍‌ବ ରେ ରଖ। ଏହିସବୁ ନକ୍ସାଗକ୍ସ୍ଟଡିକ ତୁମ୍ଭକୁ କ୍ଷମା କରିବା ପାଇଁ ପରମେଶଓରଙ୍କୁ ଉପହାର। ତା'ପରେ ଶଗଡକକ୍ସ୍ଟ ତା'ର ରାସ୍ତା ରେ ପଠାଇ ଦିଅ।
8 Coloquem a arca do Senhor sobre a carroça, e ponham numa caixa ao lado os objetos de ouro que vocês estão lhe enviando como oferta pela culpa. Enviem a carroça,
9 ଏହାକକ୍ସ୍ଟ ଲକ୍ଷ୍ଯ ରଖ। ଯଦି ଏହା ଆମ୍ଭର ସୀମା ଦଇେ ବୈଥ୍ଶମେଶକକ୍ସ୍ଟ ୟାଏ, ଆମ୍ଭମାନେେ ହୃଦ୍ ବୋଧ କରିବକ୍ସ୍ଟ ଯେ, ପରମେଶ୍ବର ଆମ୍ଭମାନଙ୍କ ଉପରକକ୍ସ୍ଟ ଏହି ବିପତ୍ତି ଆଣିଛନ୍ତି। ଯଦି ଏହା ସିଧା ବୈଥ୍ଶମେଶକକ୍ସ୍ଟ ୟାଏ, ଆମ୍ଭମାନେେ ଜାଣିବକ୍ସ୍ଟ ଯେ, ଇଶ୍ରାୟେଲର ପରମେଶ୍ବରଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରିନାହିଁ। ଏହା ଦବୈାତ୍ ଘଟିୟାଇଛି।
9 e fiquem observando. Se ela for para seu próprio território, na direção de Bete-Semes, então foi o Senhor quem trouxe essa grande desgraça sobre nós. Mas, se ela não for, então saberemos que não foi a sua mão que nos atingiu e que isso aconteceu conosco por acaso".
10 ତା'ପରେ ସମାନେେ ଏହା କହିଲେ, ସମାନେେ ଯାହା ନିର୍ଦ୍ଦେଶ ଦେଲେ ଲୋକମାନେ ତାହା କଲେ, ଏବଂ ଦକ୍ସ୍ଟଇଟି ଦକ୍ସ୍ଟହାଁଳି ଗାଈକକ୍ସ୍ଟ ଶଗଡ ରେ ୟୋଚି ଦେଲେ ଓ ସମାନଙ୍କେ ବାଛକ୍ସ୍ଟରିଗକ୍ସ୍ଟଡିକ ଗକ୍ସ୍ଟହାଳ ରେ ବାନ୍ଧି ଦେଲେ।
10 E assim fizeram. Pegaram duas vacas com cria e as amarraram a uma carroça e prenderam seus bezerros no curral.
11 ଆଉ ସମାନେେ ଶଗଡ ଉପରେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ଓ ସ୍ବର୍ଣ୍ଣମୂଷିକ ଓ ସମାନଙ୍କେ ଅର୍ଶ ପ୍ରତିମାର ସିନ୍ଦକ୍ସ୍ଟକ ରଖିଲେ।
11 Colocaram a arca do Senhor na carroça e junto dela a caixa com os ratos de ouro e as imagens dos tumores.
12 ସେତବେେଳେ ସହେି ଗାଭୀମାନେ ସଳଖ ପଥଧରି ବୈଥ-ଶମେଶକକ୍ସ୍ଟ ଗଲେ; ସମାନେେ ସମାନଙ୍କେର ବାମ କିମ୍ବା ଡାହାଣକକ୍ସ୍ଟ ବକ୍ସ୍ଟଲିଲେ ନାହିଁ। ସମାନେେ ରାସ୍ତାସାରା ହମ୍ବା ରବ କରୁଥିଲେ, ଆଉ ସମାନଙ୍କେ ପେଛ ପେଛ ପଲେଷ୍ଟୀୟ ଅଧିପତିମାନେ ବୈଥ୍ଶମେଶ ସୀମା ପର୍ୟ୍ଯନ୍ତ ଗଲେ।
12 Então as vacas foram diretamente para Bete-Semes, mantendo-se na estrada e mugindo por todo o caminho; não se desviaram para a direita nem para a esquerda. Os governantes dos filisteus as seguiram até a fronteira de Bete-Semes.
13 ସହେି ସମୟରେ ବୈଥ-ଶମେଶର ଲୋକମାନେ ତଳଭୂମିରେ ଗହମ ଅମଳ କରୁଥିଲେ, ଯେତବେେଳେ ସମାନେେ ଆଖି ଉଠାଇଲେ, ସମାନେେ ପବିତ୍ର ସିନ୍ଦକ୍ସ୍ଟକ ଦେଖିଲେ ଓ ଆନନ୍ଦିତ ହେଲେ।
13 Ora, o povo de Bete-Semes estava colhendo trigo no vale e, quando olharam e viram a arca, alegraram-se muito.
14 ଏବଂ ବୈଥ୍-ଶମେଶ ରେ ୟିହୋଶୂଯ ନାମକ ଜଣେ ଲୋକର କ୍ଷେତ୍ର ରେ ଶଗଡଟି ପହଞ୍ଚିଲାପରେ, ଏହା ଏକ ବିରାଟ ପଥର ନିକଟରେ ଅଟକି ଗଲା।
14 A carroça chegou ao campo de Josué, de Bete-Semes, e ali parou ao lado de uma grande rocha. Então cortaram a madeira da carroça e ofereceram as vacas como holocausto ao Senhor.
15 ଲବେୀୟମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଓ ଥଳି ଭିତ ରେ ଥିବା ସକ୍ସ୍ଟବର୍ଣ୍ଣର ନକ୍ସାକକ୍ସ୍ଟ ବିରାଟ ପଥର ଉପରେ ରଖିଲେ।
15 Os levitas tinham descido a arca do Senhor e a caixa com os objetos de ouro e colocado sobre a grande rocha. Naquele dia, o povo de Bete-Semes ofereceu holocaustos e sacrifícios ao Senhor.
16 ତହକ୍ସ୍ଟଁ ପଲେଷ୍ଟୀୟମାନଙ୍କର ପାଞ୍ଚ ଅଧିପତି ତାହା ଦେଖି ସହେିଦିନ ଇକ୍ରୋଣକକ୍ସ୍ଟ ଫରେି ଆସିଲେ।
16 Os cinco governantes dos filisteus viram tudo isso e voltaram naquele mesmo dia a Ecrom.
17 ଏହିପରି ଭାବରେ ପଲେଷ୍ଟୀୟମାନେ ସମାନଙ୍କେର ପାପ ପାଇଁ ପରମେଶ୍ବରଙ୍କଠା ରେ ସକ୍ସ୍ଟବର୍ଣ୍ଣର ଅବର୍କ୍ସ୍ଟଦ ଉତ୍ସର୍ଗ କଲେ: ଅସଦୋଦ୍ ପାଇଁ ଗୋଟିଏ, ଘସା ପାଇଁ ଗୋଟିଏ, ଅସ୍କିଲୋନ ପାଇଁ ଗୋଟିଏ, ଗାଥ୍ ପାଇଁ ଗୋଟିଏ ଏବଂ ଇକୋର୍ଣ ପାଇଁ ଗୋଟିଏ।
17 Os filisteus enviaram ao Senhor como oferta pela culpa estes tumores de ouro: um por Asdode, outro por Gaza, outro por Ascalom, outro por Gate e outro por Ecrom.
18 ସମାନେେ ମଧ୍ଯ ସକ୍ସ୍ଟବର୍ଣର ମୂଷିକମାନଙ୍କର ନକ୍ସା ପଠାଇଲେ। ଏହି ସକ୍ସ୍ଟବର୍ଣ ମୂଷିକମାନଙ୍କର ସଂଖ୍ଯା, ପାଞ୍ଚଜଣ ପଲେଷ୍ଟୀୟ ଶାସକମାନଙ୍କର ନଗରର ସଂଖ୍ଯା ସହିତ ସମାନ। ଏହି ନଗରର ଗ୍ଭରିପଟେ ପ୍ରାଚୀର ବେଷ୍ଟିତ ଓ ଗ୍ରାମ ବେଷ୍ଟିତ ଥିଲା। ବୈଥ୍-ଶମେଶର ଲୋକମାନେ ସଦାପ୍ରଭୁଙ୍କର ନିଯମ-ସିନ୍ଦକ୍ସ୍ଟକ ପଥର ଉପରେ ରଖିଲେ।
18 O número dos ratos de ouro foi conforme o número das cidades filistéias que pertenciam aos cinco governantes; tanto as cidades fortificadas como os povoados no campo. A grande rocha, sobre a qual puseram a arca do Senhor, é até hoje uma testemunha no campo de Josué, de Bete-Semes.
19 ବୈଥ-ଶମେଶୀଯ ଲୋକମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଅନାଇବାରକ୍ସ୍ଟ ସେ ସମାନଙ୍କେୁ ହତ୍ଯା କଲେ, ବୈଥ୍-ଶମେଶର ଲୋକମାନଙ୍କ ମଧ୍ଯରକ୍ସ୍ଟ ସତକ୍ସ୍ଟରି ଜଣ ହତ୍ଯା ହେଲେ। ପକ୍ସ୍ଟଣି ପରମେଶ୍ବର ସମାନଙ୍କେୁ ଭୟଙ୍କର ଭାବରେ ଦଣ୍ତିତ କରିଥିବାର ଲୋକମାନେ ବିଳାପ କଲେ।
19 Deus, contudo, feriu alguns dos homens de Bete-Semes, matando setenta deles, por terem olhado para dentro da arca do Senhor. O povo chorou por causa da grande matança que o Senhor fizera,
20 ଏବଂ ବୈଥ-ଶମେଶର ଲୋକମାନେ କହିଲେ, ସଦାପ୍ରଭୁ ପବିତ୍ର ପରମେଶ୍ବରଙ୍କ ଉପସ୍ଥିତି ରେ କିଏ ଛିଡା ହାଇପୋ ରେ? ଏଠାରକ୍ସ୍ଟ କେଉଁଠାକକ୍ସ୍ଟ ଏହି ସିନ୍ଦକ୍ସ୍ଟକକକ୍ସ୍ଟ ନିଆୟିବ?
20 e os homens de Bete-Semes perguntaram: "Quem pode permanecer na presença do Senhor, esse Deus santo? Para quem enviamos a arca, para que se afaste de nós? "
21 ତହକ୍ସ୍ଟଁ ସମାନେେ କିରିଯଥ୍-ୟିଯାରୀମୀଯ ନିକଟକକ୍ସ୍ଟ ଦୂତଗଣଙ୍କକ୍ସ୍ଟ ପଠାଇ କହିଲେ, ପଲେଷ୍ଟୀୟମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ଫରୋଇ ଦଇେଛନ୍ତି। ତୁମ୍ଭମାନେେ ଆସ ଓ ତୁମ୍ଭମାନଙ୍କ ସହିତ ଏହାକକ୍ସ୍ଟ ତୁମ୍ଭମାନଙ୍କର ନଗରକକ୍ସ୍ଟ ନଇୟୋଅ।
21 Então enviaram mensageiros ao povo de Quiriate-Jearim, dizendo: "Os filisteus devolveram a arca do Senhor. Venham e a levem para vocês".

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Samuel 6, comparar traduções ou montar um estudo — tudo direto pelo WhatsApp.