1 Samuel 5
Oriya Bible (GL_ORIYA) vs VC
1 ଏଥି ମଧିଅରେ ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇେ ଏବନ୍-ଏଜରରକ୍ସ୍ଟ ଅସ୍ଦୋଦକକ୍ସ୍ଟ ୟାଇଥିଲେ।
1 Os filisteus apoderaram-se, pois, da arca de Deus e levaram-na de Eben-Ezer para Azot.
2 ତହିଁ ଉତ୍ତାରକ୍ସ୍ଟ ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇେ ଦାଗୋନ ମନ୍ଦିରକକ୍ସ୍ଟ ଆଣି ଦାଗୋନ ଦବେତା ନିକଟରେ ରଖିଲେ।
2 Tomaram a arca de Deus e meteram-na no templo de Dagon, colocando-a junto do ídolo.
3 ତହିଁ ପରଦିନ ଅସ୍ଦୋଦର ଲୋକମାନେ ଶୀଘ୍ର ଉଠିଲେ ଏବଂ ଦେଖିଲେ, ଦାଗୋନ୍ର ମୂର୍ତ୍ତୀ ସଦାପ୍ରଭୁଙ୍କ ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖ ରେ ମକ୍ସ୍ଟହଁମାଡି ଭୂମିରେ ପଡିଅଛି। ଦାଗୋନ୍ର ଲୋକମାନେ ପକ୍ସ୍ଟନର୍ବାର ଉଠାଇ ସ୍ଥାନ ରେ ରଖିଲେ।
3 No dia seguinte, levantando-se pela manhã, os habitantes de Azot viram Dagon estendido com o rosto por terra diante da arca do Senhor. Levantaram o ídolo e repuseram-no no seu lugar.
4 ତା'ପରେ ପକ୍ସ୍ଟଣି ସମାନେେ ପରଦିନ ପ୍ରଭାତ ରେ ଯେତବେେଳେ ଉଠିଲେ ଦାଗୋନ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖ ରେ ମକ୍ସ୍ଟହଁ ମାଡି ଭୂମିରେ ପଡିଥିଲା ଏବଂ ବାହକ୍ସ୍ଟଗକ୍ସ୍ଟଡିକ ଓ ମକ୍ସ୍ଟଣ୍ତ କଟା ହାଇେଥିଲା ଏବଂ ଦ୍ବାରବନ୍ଧ ଉପରେ ପଡିଥିଲା। କିନ୍ତୁ ତାହାର ଗଣ୍ତି ଗୋଟିଏ ଖଣ୍ତ ହାଇେ ରହିଥିଲା।
4 Na manhã seguinte, ao se levantarem, encontraram {de novo} Dagon estendido com o rosto por terra diante da arca do Senhor; a cabeça do deus e suas duas mãos estavam desprendidas e jaziam perto do limiar. Dele só restou o tronco.
5 ଏଥିପାଇଁ ଦାଗୋନର ଯାଜକମାନେ ଅବା ଯେଉଁମାନେ ଦାଗୋନ ମନ୍ଦିରକକ୍ସ୍ଟ ଆସନ୍ତି, ସମାନେେ ଆଜି ପର୍ୟ୍ଯନ୍ତ ଅସ୍ଦୋଦସ୍ଥିତ ଦାଗୋନ ମନ୍ଦିରର ଦ୍ବାରବନ୍ଧକକ୍ସ୍ଟ ମାଡନ୍ତି ନାହିଁ।
5 É por isto que os sacerdotes de Dagon e todos os que entram no seu templo em Azot, evitam ainda hoje pôr o pé no limiar da porta.
6 ଅସ୍ଦୋଦୀଯ ଲୋକମାନଙ୍କର ଓ ସମାନଙ୍କେର ପଡ଼ୋଶୀମାନଙ୍କର ଜୀବନକକ୍ସ୍ଟ ସଦାପ୍ରଭୁ କଠିନ କରି ସମାନଙ୍କେୁ ନାନା କଷ୍ଟ ଦେଲେ। ସେ ସମାନଙ୍କେୁ ଅର୍ଶ ରୋଗ ରେ ଆଘାତ କଲେ। ସେ ମଧ୍ଯ ସମାନଙ୍କେ ପାଇଁ ମୂଷାଗକ୍ସ୍ଟଡିକ ପଠଇେଲେ, ଯାହାକି ସମାନଙ୍କେର ଜାହାଜଗକ୍ସ୍ଟଡିକରେ ଓ ଦେଶ ରେ ଭର୍ତ୍ତୀ ହାଇଗେଲେ। ଫଳ ରେ ଲୋକମାନେ ଡରିଗଲେ।
6 A mão do Senhor pesava sobre os habitantes de Azot; ele os devastou e os feriu de hemorróidas na cidade e no seu território.
7 ଏହିପରି ଅସ୍ଦୋଦୀଯ ଲୋକମାନେ ଯାହାସବୁ ଘଟିଯାଉଥିଲା ଦେଖିଲେ ଏବଂ କହିଲେ, ଇଶ୍ରାୟେଲର ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଆମ୍ଭମାନଙ୍କ ନିକଟରେ ରହିବ ନାହିଁ, କାରଣ ଆମ୍ଭମାନଙ୍କ ଉପରେ ଓ ଆମ୍ଭ ଦବେତା ଦାଗୋନ୍ ଉପରେ ତାଙ୍କର ହସ୍ତ ନିଷ୍ଠକ୍ସ୍ଟର ହାଇେଅଛି।
7 Vendo isto, os habitantes de Azot exclamaram: A arca do Deus de Israel não ficará conosco, porque a sua mão pesou sobre nós e sobre Dagon, nosso Deus.
8 ଏଣୁ ସମାନେେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କକ୍ସ୍ଟ ଆପଣାମାନଙ୍କ ନିକଟରେ ଏକତ୍ରିତ କରି କହିଲେ, ଇଶ୍ରାୟେଲର ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ବିଷଯ ରେ ଆମ୍ଭମାନେେ କ'ଣ କରିବା?
8 Mandaram mensageiros que convocassem todos os príncipes dos filisteus e perguntaram-lhes: Que faremos nós da arca do Deus de Israel? Eles responderam: Transportem-na a Get. E a arca do Deus de Israel foi levada para ali.
9 ପକ୍ସ୍ଟଣି ସମାନେେ ତାହା ନଇଗେଲା ପରେ ଏହା ଏପରି ହେଲା, ଯେ ସଦାପ୍ରଭୁଙ୍କ ହସ୍ତ ଗାଥ ନଗରକକ୍ସ୍ଟ ଭୟ ଓ ୟନ୍ତ୍ରଣା ରେ ଆଘାତ କଲା; ପକ୍ସ୍ଟଣି ସେ ନଗରସ୍ଥ ସାନ ଓ ବଡ ଉଭୟଙ୍କକ୍ସ୍ଟ ସେ କ୍ଲେଶ ଦେଲେ ଓ ସମାନଙ୍କେଠା ରେ ଅର୍ଶ ରୋଗ ବାହାରିଲା।
9 Logo que o fizeram, a mão do Senhor foi contra a cidade, causando nela um grande terror. Feriu os habitantes desde o menor até ao maior com muitos tumores de hemorróidas.
10 ଏହାପରେ ସମାନେେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଇକ୍ରୋଣକକ୍ସ୍ଟ ପଠାଇଲେ। ଯେତବେେଳେ ଇଶ୍ରାୟେଲର ପରମେଶ୍ବରଙ୍କର ପବିତ୍ର ସିନ୍ଦକ୍ସ୍ଟକ ଆସିଲା।
10 Mandaram então a arca de Deus para Acaron. Chegando ela ali, os acaronitas clamaram, dizendo: Trouxeram-nos a arca do Deus de Israel, para nos matar como todo o povo!
11 ଏ ହତେକ୍ସ୍ଟ ସମାନେେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କକ୍ସ୍ଟ ଏକତ୍ରୀତ କରି କହିଲେ, ଇଶ୍ରାୟେଲର ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ପଠାଇ ଦିଅ, ତାହା ସ୍ବସ୍ଥାନକକ୍ସ୍ଟ ଫରେିଯାଉ। ତାହା ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକକୁ ହତ୍ଯା ନ କରୁ, କାରଣ ନଗରର ସବୁଆଡେ ମୃତକ୍ସ୍ଟ୍ଯଜନିତ ବ୍ଯାକକ୍ସ୍ଟଳତା ଜନ୍ମି ଥିଲା। ପରମେଶ୍ବରଙ୍କ ହସ୍ତ ସଠାେରେ ଅତି ଭାରି ଥିଲା।
11 Convocaram todos os príncipes dos filisteus e disseram-lhes: Devolvei a arca do Deus de Israel; que ela volte para o seu lugar, e não nos faça perecer com todo o povo.
12 ପକ୍ସ୍ଟଣି ଯେଉଁ ଲୋକମାନେ ମଲେ ନାହିଁ, ସମାନେେ ଅର୍ଶ ରୋଗ ରେ ପୀଡିତ ହେଲେ; ଆଉ ନଗରର ଆର୍ତ୍ତଦାନ ସ୍ବର୍ଗକକ୍ସ୍ଟ ଉଠିଲା।
12 Reinava na cidade um pavor mortal, e a mão de Deus fazia-se sentir rudemente. Aqueles que escapavam à morte, eram feridos de hemorróidas, e da cidade subia até ao céu um clamor angustiado.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Samuel 5, comparar traduções ou montar um estudo — tudo direto pelo WhatsApp.