1 Samuel 4

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ଆଉ ଶାମକ୍ସ୍ଟଯଲରେ କଥା ସମସ୍ତ ଇଶ୍ରାୟେଲ ମଧିଅରେ ପ୍ରଚଳିତ ହେଲା। ଏଲି ବୃଦ୍ଧ ହେଲେ, ତାଙ୍କର ପକ୍ସ୍ଟତ୍ରମାନେ ପରମେଶ୍ବରଙ୍କ ବିରକ୍ସ୍ଟଦ୍ଧ ରେ କକ୍ସ୍ଟକାର୍ୟ୍ଯ କରି ଚାଲିଲେ।
1 Os filisteus dispuseram suas forças em linha para enfrentar Israel, e, intensificando-se o combate, Israel foi derrotado pelos filisteus, que mataram cerca de quatro mil deles no campo de batalha.
2 ଏହାପରେ ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ନିଜକକ୍ସ୍ଟ ପ୍ରସ୍ତକ୍ସ୍ଟତ କଲେ। ୟକ୍ସ୍ଟଦ୍ଧ ସମୟରେ ଇଶ୍ରାୟେଲୀୟଗଣ ପଲେଷ୍ଟୀୟମାନଙ୍କ ଦ୍ବାରା ପରାଜିତ ହେଲେ; ଓ 4 ,000 ସୈନ୍ଯ ୟକ୍ସ୍ଟଦ୍ଧ କ୍ଷେତ୍ର ରେ ମୃତକ୍ସ୍ଟ୍ଯବରଣ କଲେ।
2 Quando os soldados voltaram ao acampamento, as autoridades de Israel perguntaram: "Por que o Senhor deixou que os filisteus nos derrotassem? Vamos a Siló buscar a arca da aliança do Senhor, para que ele vá conosco e nos salve das mãos de nossos inimigos".
3 ତା'ପରେ ଇଶ୍ରାୟେଲୀୟ ସୈନ୍ଯଗଣ ଛାଉଣୀ ନିକଟକକ୍ସ୍ଟ ଫରେି ଆସିଲେ। ତା'ପରେ ପ୍ରାଚୀନଗଣ ପଚାରିଲେ, ସଦାପ୍ରଭୁ କାହିଁକି ଇଶ୍ରାୟେଲୀମାନଙ୍କୁ ପଲେଷ୍ଟୀୟମାନଙ୍କ ଦ୍ବାରା ପରାସ୍ତ କଲେ? ଆସ, ଆମ୍ଭମାନେେ ଶିଲୋଠାରକ୍ସ୍ଟ ସଦାପ୍ରଭୁଙ୍କର ନିଯମ-ସିନ୍ଦକ୍ସ୍ଟକକକ୍ସ୍ଟ ଆଣିବା। ଏହିପରି ଭାବରେ, ସେ ଆମ୍ଭମାନଙ୍କ ସହିତ ଆସିବେ ଓ ଆମ୍ଭମାନଙ୍କୁ ଶତୃମାନଙ୍କଠାରକ୍ସ୍ଟ ରକ୍ଷା କରିବେ।
3 Então mandaram trazer de Siló a arca da aliança do Senhor dos Exércitos, que tem o seu trono entre os querubins. E os dois filhos de Eli, Hofni e Finéias, acompanharam a arca da aliança de Deus.
4 ତା'ପରେ ସମାନେେ ଲୋକମାନଙ୍କୁ ଶୀଲୋକକ୍ସ୍ଟ ପଠାଇ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିଯମ-ସିନ୍ଦକ୍ସ୍ଟକ ଆଣିଲେ। ସିନ୍ଦକ୍ସ୍ଟକର ଉପରେ କିରୂବ ଦୂତଗଣ ଥିଲେ। ସମାନେେ ପରମେଶ୍ବରଙ୍କ ସିଂହାସନ ପରି ଏଲିଙ୍କର ଦକ୍ସ୍ଟଇପକ୍ସ୍ଟତ୍ର ହଫ୍ନି ଓ ପୀନହସ୍ ପରମେଶ୍ବରଙ୍କ ନିଯମ-ସିନ୍ଦକ୍ସ୍ଟକ ସଙ୍ଗେ ଆସିଲେ।
4 Quando a arca da aliança do Senhor entrou no acampamento, todos os israelitas gritaram tão alto que o chão estremeceu.
5 ପକ୍ସ୍ଟଣି ସଦାପ୍ରଭୁଙ୍କ ନିଯମ-ସିନ୍ଦକ୍ସ୍ଟକ ଛାଉଣୀକି ଆସନ୍ତେ ସମଗ୍ର ଇଶ୍ରାୟେଲ ଏପରି ମହା ଜଯଧ୍ବନି କଲେ, ଯେ ପୃଥିବୀ କଐିଲା।
5 Os filisteus, ouvindo os gritos, perguntaram: "O que significam todos esses gritos no acampamento dos hebreus? "
6 ତହକ୍ସ୍ଟଁ ପଲେଷ୍ଟୀୟମାନେ ସହେି ଜଯଧ୍ବନି ଶକ୍ସ୍ଟଣି କହିଲେ, ଏବ୍ରୀଯମାନଙ୍କ ଛାଉଣୀ ରେ ଏହି ମହାଜଯଧ୍ବନିର ଅଭିପ୍ରାଯ କ'ଣ?
6 souberam que a arca do Senhor viera para o acampamento,
7 ତହିଁରେ ପଲେଷ୍ଟୀୟମାନେ ଭୀତ ହାଇେ କହିଲେ, ପରମେଶ୍ବର ଛାଉଣୀକି ଆସି ଅଛନ୍ତି, ଆହକ୍ସ୍ଟରି ମଧ୍ଯ ସମାନେେ କହିଲେ, ହାୟ! ଆମ୍ଭମାନେେ ଅସକ୍ସ୍ଟବିଧା ରେ ଅଛକ୍ସ୍ଟ। ଏହା ପୂର୍ବରକ୍ସ୍ଟ ଏପରି କବେେ ହାଇନୋହିଁ।
7 os filisteus ficaram com medo e disseram: "Deuses chegaram ao acampamento. Ai de nós! Nunca nos aconteceu uma coisa dessas!
8 ହାୟ! ଏହି ବଳବାନ୍ ଦବଗେଣ ହସ୍ତରକ୍ସ୍ଟ ଆମ୍ଭମାନଙ୍କୁ କିଏ ଉଦ୍ଧାର କରିବ? ଏହି ଦବଗେଣ ପ୍ରାନ୍ତର ରେ ଭୟଙ୍କର ରୋଗ ଓ ମହାମାରୀ ଦ୍ବାରା ମିସ୍ତ୍ରୀଯମାନଙ୍କୁ ଆଘାତ କରିଥିଲେ।
8 Ai de nós! Quem nos livrará das mãos desses deuses poderosos? São os deuses que feriram os egípcios com toda espécie de pragas, no deserto.
9 ହେ ପଲେଷ୍ଟୀୟମାନେ, ତୁମ୍ଭମାନେେ ବଳବାନ ଓ ସାହସୀ ହକ୍ସ୍ଟଅ। ପୁରୁଷ ପଣ ରେ ୟକ୍ସ୍ଟଦ୍ଧ କର। ତହିଁରେ ଏବ୍ରୀଯମାନେ ଆମ୍ଭର ଦାସ ହାଇେଥିଲେ, ତେଣୁ ତୁମ୍ଭମାନେେ ନିଶ୍ଚଯ ସମାନଙ୍କେର ଦାସ ହାଇେ ପାରିବ ନାହିଁ। ତୁମ୍ଭମାନେେ ପୁରୁଷତ୍ବ ପ୍ରକାଶ କର ଓ ୟକ୍ସ୍ଟଦ୍ଧ କର।
9 Sejam fortes, filisteus! Sejam homens ou vocês se tornarão escravos dos hebreus, assim como eles foram escravos de vocês. Sejam homens e lutem! "
10 ତହିଁରେ ପଲେଷ୍ଟୀୟମାନେ ୟକ୍ସ୍ଟଦ୍ଧ କଲେ ଓ ଇଶ୍ରାୟେଲୀୟମାନେ ପରାସ୍ତ ହାଇେ ପ୍ରେତ୍ୟକକ ଆପଣା ଆପଣା ତମ୍ବୁକକ୍ସ୍ଟ ଫରେିଗଲେ, ସେତବେେଳେ ଅତି ମହାସଂହାର ହେଲା, କାରଣ ସେଥି ରେ ଇଶ୍ରାୟେଲର 30,000 ପଦାତିକ ସୈନ୍ଯ ମରି ପଡିଲେ।
10 Então os filisteus lutaram e Israel foi derrotado; cada homem fugiu para sua tenda. O massacre foi muito grande: Israel perdeu trinta mil homens de infantaria.
11 ପକ୍ସ୍ଟଣି ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଧରିଲେ। ଆଉ ଏଲିଙ୍କର ଦକ୍ସ୍ଟଇ ପକ୍ସ୍ଟତ୍ର ହଫନ ଓ ପୀନହସ୍ ହତ ହେଲେ।
11 A arca de Deus foi tomada, e os dois filhos de Eli, Hofni e Finéias, morreram.
12 ସୈନ୍ଯମାନଙ୍କ ମଧ୍ଯରକ୍ସ୍ଟ ଜଣେ ବିନ୍ଯାମୀନିଯ ଲୋକ ୟକ୍ସ୍ଟଦ୍ଧଭୂମି ଛାଡି ଦଲୋ ଓ ସାରା ରାସ୍ତା ରେ ସିଯୋଲ ଆଡକକ୍ସ୍ଟ ଦୌଡିଲା। ତା'ର ବସ୍ତ୍ରଗକ୍ସ୍ଟଡିକ ଚିରିଗଲା ଏବଂ ତା'ର ମସ୍ତକରେ ମାଟି ଥିଲା। ସହେିଦିନ ସେ ସିଯୋଲ ରେ ପହଞ୍ଚିଲା
12 Naquele mesmo dia um benjamita correu da linha de batalha até Siló, com as roupas rasgadas e terra na cabeça.
13 ସହେି ସମୟରେ ଏଲି ଫାଟକ ପାଖ ରେ ବସି ଅପେକ୍ଷା କରିଥିଲେ, କାରଣ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନିମନ୍ତେ ତାଙ୍କର ହୃଦଯ ଉତ୍କସ୍ଖିତ ଥିଲା। ଇତ୍ଯବସର ରେ ସହେିଲୋକ ସମ୍ବାଦ ଦଲୋ ଏବଂ ନଗରୟାକ ଉଚ୍ଚସ୍ବର ରେ କାନ୍ଦି ଉଠିଲେ।
13 Quando ele chegou, Eli estava sentado, observando sua cadeira, ao lado da estrada, pois seu coração temia pela arca de Deus. O homem entrou na cidade e contou o que havia acontecido, e a cidade começou a gritar.
14 ତା'ପରେ ଏଲି ସହେି କ୍ରନ୍ଦନ ଶଦ୍ଦ ଶକ୍ସ୍ଟଣି କହିଲେ, ଏହି କୋଳାହଳ ଶଦ୍ଦର ଅଭିପ୍ରାଯ କ'ଣ? ତହକ୍ସ୍ଟଁ ସହେି ଲୋକ ଶୀଘ୍ର ଏଲିଙ୍କକ୍ସ୍ଟ ସମ୍ବାଦ ଦଲୋ।
14 Eli ouviu os gritos e perguntou: "O que significa esse tumulto? " O homem correu para contar tudo a Eli.
15 ସେ ସମୟରେ ଏଲି ଅଠାନବେ ବର୍ଷ ବଯସ୍କ ହାଇେଥିଲେ ଓ ଅନ୍ଧ ହାଇେଥିବାରକ୍ସ୍ଟ ସେ ଦେଖି ପାରିଲେ ନାହିଁ।
15 Eli tinha noventa e oito anos de idade e seus olhos estavam imóveis, e ele já não conseguia enxergar.
16 ତା'ପରେ ସହେି ଲୋକଟି ଏଲିଙ୍କକ୍ସ୍ଟ କହିଲା, ମୁ ଏକ ସୈନ୍ଯ ୟିଏ କି ଏବେ ଯୁଦ୍ଧରୁ ଫରେି ଆସିଲି। ମୁ ଆଜି ଯୁଦ୍ଧରୁ ଦୌଡି ପଳାଇ ଆସିଲି।
16 O homem lhe disse: "Acabei de chegar da linha de batalha; fugi de lá hoje mesmo". Eli perguntou: "O que aconteceu, meu filho? "
17 ତହକ୍ସ୍ଟଁ ସମାଗ୍ଭର ଆଣିଥିବା ଲୋକ ଉତ୍ତର ଦଇେ କହିଲା, ଇଶ୍ରାୟେଲ ପଲେଷ୍ଟୀୟମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଦୌଡି ପଳାଇଲେ। ଇଶ୍ରାୟେଲୀୟ ସୈନ୍ଯବାହିନି ତାଙ୍କର ବହକ୍ସ୍ଟତ ସୈନ୍ଯ ହରାଇଲେ। ତୁମ୍ଭର ଦକ୍ସ୍ଟଇ ପକ୍ସ୍ଟତ୍ର ହଫନି ଓ ପୀନହସ ମଲେ ଓ ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇଗେଲେ।
17 O mensageiro respondeu: "Israel fugiu dos filisteus, e houve uma grande matança entre os soldados. Também os seus dois filhos, Hofni e Finéias, estão mortos, e a arca de Deus foi tomada".
18 ଯେତବେେଳେ ଏଲି ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ବିଷଯ ରେ ଶୁଣିଲେ, ଏଲି ଆପଣା ଚୌକି ପଛଆଡେ ପଡିଗଲେ, ତହକ୍ସ୍ଟଁ ତାଙ୍କର ବକେ ଭାଙ୍ଗିଗଲା ଓ ସେ ମୃତକ୍ସ୍ଟ୍ଯବରଣ କଲେ, କାରଣ ସେ ବୃଦ୍ଧ ଓ ଭାରୀ ଥିଲେ। ସେ ଗ୍ଭଳିଶବର୍ଷ ଇଶ୍ରାୟେଲର ନତେୃତ୍ବ ନେଲେ।
18 Quando ele mencionou a arca de Deus, Eli caiu da cadeira para trás, ao lado do portão, quebrou o pescoço, e morreu, pois era velho e pesado. Ele liderou Israel durante quarenta anos.
19 ସେ ସମୟରେ ଏଲିର ପକ୍ସ୍ଟତ୍ରବଧୂ ପୀନହସର ସ୍ତ୍ରୀ ଗର୍ଭବତୀ ଥିଲା ଓ ତା'ର ପ୍ରସବକାଳ ନିକଟ ଥିଲା ଏହା ଶକ୍ସ୍ଟଣିବା ପରେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଧରା ପଡିଲା। ତା'ର ଶ୍ବଶକ୍ସ୍ଟର ଓ ସ୍ବାମୀ ମୃତକ୍ସ୍ଟ୍ଯବରଣ କଲେ। ଅତି ପ୍ରସବକାଳିନ ୟନ୍ତ୍ରଣା ଭୋଗ କରୁକରୁ ସେ ପ୍ରସବ କଲା।
19 Sua nora, a mulher de Finéias, estava grávida e perto de dar à luz. Quando ouviu a notícia de que a arca de Deus havia sido tomada e que seu sogro e seu marido estavam mortos, entrou em trabalho de parto e deu à luz, mas não resistiu às dores do parto.
20 ତା'ପରେ ପ୍ରାଯ ତାହାର ମରଣ ହେଲାପରି, ତାହା ନିକଟରେ ଠିଆ ହାଇେଥିବା ସ୍ତ୍ରୀମାନେ ତାକକ୍ସ୍ଟ କହିଲେ, ଭୟ କର ନାହିଁ, ତୁମ୍ଭେ ତ ପକ୍ସ୍ଟତ୍ର ପ୍ରସବ କରିଅଛ,
20 Enquanto morria, as mulheres que a ajudavam disseram: "Não se desespere; você teve um menino". Mas ela não respondeu nem deu atenção.
21 ସେ ସହେି ବାଳକର ନାମ ଐ-କାବୋଦ୍ ଦଲୋ। ତା'ର ଅର୍ଥ, ଇଶ୍ରାୟେଲରକ୍ସ୍ଟ ଗୌରବ ଗ୍ଭଲି ୟାଇଛି।ଏହା ଧାରଣା ଦିଏ ଯେ ସଦାପ୍ରଭୁଙ୍କର ସିନ୍ଦକ୍ସ୍ଟକ ଧରା ପଡିଛି ଏବଂ ତା'ର ଶ୍ବଶକ୍ସ୍ଟର ଓ ସ୍ବାମୀ ମୃତକ୍ସ୍ଟ୍ଯ ବରଣ କରିଥିଲେ।
21 Ela deu ao menino o nome de Icabode, e disse: "A glória se foi de Israel". Porque a arca foi tomada e por causa da morte do sogro e do marido.
22 ଏବଂ ସେ କହିଲା, ଇଶ୍ରାୟେଲରକ୍ସ୍ଟ ଗୌରବ ଗ୍ଭଲିୟାଇଛି, କାରଣ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ବହି ନିଆଗଲା।
22 E ainda acrescentou: "A glória se foi de Israel, pois a arca de Deus foi tomada".

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Samuel 4, comparar traduções ou montar um estudo — tudo direto pelo WhatsApp.