1 Samuel 3

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ବାଳକ ଶାମକ୍ସ୍ଟଯଲେ ଏଲିଙ୍କ ଅଧିନ ରେ ସଦାପ୍ରଭୁଙ୍କର ସବୋ କଲେ। ସହେି ସମୟରେ ସଦାପ୍ରଭୁଙ୍କ ବାକ୍ଯ ଓ ଦର୍ଶନ ଦକ୍ସ୍ଟର୍ଲଭ ଥିଲା।
1 O menino Samuel servia o Senhor , diante de Eli. Naqueles dias, a palavra do Senhor era muito rara; as visões não eram frequentes.
2 ଏହି ସମୟରେ ଏଲିଙ୍କର ଚକ୍ଷକ୍ସ୍ଟ ଧକ୍ସ୍ଟନ୍ଦକ୍ସ୍ଟଳା ହବୋକକ୍ସ୍ଟ ଲାଗିଲା। ଏଣୁ ସେ ଦେଖି ପାରିଲେ ନାହିଁ, ଏକ ଦିନ ସେ ଆପଣା ସ୍ଥାନ ରେ ଶାଇେଥିଲେ।
2 Certo dia, o sacerdote Eli, cujos olhos já começavam a escurecer-se, a ponto de não poder ver, estava deitado no lugar de costume.
3 ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଯେଉଁ ସ୍ଥାନ ରେ ଥାଏ, ଏମନ୍ତ ସଦାପ୍ରଭୁଙ୍କ ପବିତ୍ର ମନ୍ଦିର ରେ ସଦାପ୍ରଭୁଙ୍କ ପ୍ରଦୀପ ଲିଭିବା ପୂର୍ବରକ୍ସ୍ଟ ଯେତବେେଳେ ଶାମକ୍ସ୍ଟଯଲେ ଶାଇେଥିଲେ,
3 Também Samuel estava deitado no templo do Senhor , onde estava a arca da aliança. Antes que a lâmpada de Deus se apagasse,
4 ସେତବେେଳେ ସଦାପ୍ରଭୁ ଶାମକ୍ସ୍ଟଯଲକେକ୍ସ୍ଟ ଡାକିଲେ ଓ ଶାମକ୍ସ୍ଟଯଲେ ଉତ୍ତର ଦେଲେ, ମୁ ଏଠା ରେ ଅଛି।
4 o Senhor chamou o menino: — Samuel, Samuel! Este respondeu: — Eis-me aqui!
5 ଶାମକ୍ସ୍ଟଯଲେ ଏଲିଙ୍କ ନିକଟକକ୍ସ୍ଟ ଧାଇଁୟାଇ କହିଲେ, ମୁ ଏଠା ରେ ଅଛି, ଆପଣା ମାେତେ ଡାକିଲେ?
5 Então correu para onde estava Eli e disse: — Eis-me aqui, pois você me chamou. Mas Eli respondeu: — Eu não chamei você. Vá deitar. Ele foi e se deitou.
6 ଏହାପରେ ସଦାପ୍ରଭୁ ଶାମକ୍ସ୍ଟଯଲେ ବୋଲି ଆଉଥରେ ଡାକିଲେ, ତହକ୍ସ୍ଟଁ ଶାମକ୍ସ୍ଟଯଲେ ଉଠି ଏଲିଙ୍କ ନିକଟକକ୍ସ୍ଟ ୟାଇ କିହିଲେ, ମୁ ଏଠା ରେ ଅଛି, ଆପଣା ମାେତେ ଡାକିଲେ?
6 O Senhor tornou a chamar: — Samuel! Este se levantou, foi até Eli e disse: — Eis-me aqui, pois você me chamou. Mas Eli respondeu: — Meu filho, eu não chamei você. Vá deitar.
7 ସେ ସମୟରେ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କୁ ଜାଣି ନଥିଲା, କାରଣ ସଦାପ୍ରଭୁ ତାଙ୍କଠା ରେ ତାଙ୍କର ବାକ୍ଯ କଥା ପ୍ରକାଶ କରି ନଥିଲେ।
7 Porém Samuel ainda não conhecia o Senhor , e a palavra do Senhor ainda não havia sido manifestada a ele.
8 ଏହାପରେ ସଦାପ୍ରଭୁ ପକ୍ସ୍ଟନର୍ବାର ତୃତୀୟଥର ଶାମୁୟେଲଙ୍କୁ ଡାକିଲେ। ତହକ୍ସ୍ଟଁ ସେ ଉଠି ଏଲିଙ୍କ ନିକଟକକ୍ସ୍ଟ ୟାଇ କହିଲେ, ମୁ ଏଠା ରେ ଅଛି ଆପଣ ମାେତେ ଡାକିଲେ ପରା,
8 E o Senhor chamou Samuel pela terceira vez. Ele se levantou, foi até Eli e disse: — Eis-me aqui, pois você me chamou. Então Eli entendeu que era o
9 ତେଣୁ ଏଲି ଶାମକ୍ସ୍ଟଯଲକେକ୍ସ୍ଟ କହିଲେ, ୟାଇ ଶକ୍ସ୍ଟଅ, ଯବେେ ସେ ତୁମ୍ଭକୁ ଡାକନ୍ତି, ତବେେ ତୁମ୍ଭେ କହିବ, ' ହେ ସଦାପ୍ରଭୁ, କହନ୍ତକ୍ସ୍ଟ ଆପଣଙ୍କ ଦାସ ଶକ୍ସ୍ଟଣକ୍ସ୍ଟଅଛି।'
9 Por isso, Eli disse a Samuel: — Vá deitar. Se alguém chamar, diga: “Fala, E Samuel foi para o seu lugar e se deitou.
10 ଏହାପରେ ସଦାପ୍ରଭୁ ଆସିଲେ ଏବଂ ସଠାେରେ ଛିଡା ହେଲେ, ଆଗଥର ପରି ସେ ଶାମକ୍ସ୍ଟଯଲେ, ଶାମକ୍ସ୍ଟଯଲେ ବୋଲି ଡାକିଲେ।
10 Então o Senhor veio e ali esteve, e chamou como das outras vezes: — Samuel, Samuel! Este respondeu: — Fala, porque o teu servo ouve.
11 ତା'ପରେ ସଦାପ୍ରଭୁ ଶାମକ୍ସ୍ଟଯଲକେକ୍ସ୍ଟ କହିଲେ, ଦେଖ, ମୁ ଇଶ୍ରାୟେଲ ରେ କିଛି ଗୋଟେ କରିବି, ସହେି ସମସ୍ତେ ଯେଉଁମାନେ ଏବିଷଯ ରେ ଶକ୍ସ୍ଟଣିବେ, ମନଦକ୍ସ୍ଟଃଖ କରିବେ।
11 E o Senhor disse a Samuel: — Eis que vou fazer uma coisa tal em Israel, que todos os que a ouvirem ficarão com os dois ouvidos tinindo.
12 ମୁ ଏଲିର ପରିବାରକକ୍ସ୍ଟ ଯାହା ଯାହା କହକ୍ସ୍ଟଅଛି ସେ ସମସ୍ତ ପ୍ରଥମରକ୍ସ୍ଟ ଶଷେ ପର୍ୟ୍ଯନ୍ତ ପକ୍ସ୍ଟରଣ କରିବ।
12 Naquele dia farei contra Eli tudo o que eu disse a respeito da casa dele, do começo ao fim.
13 ମୁ ତାକକ୍ସ୍ଟ କହିଅଛି ଯେ, ମୁ ଚିରଦିନ ତା'ର ବଂଶକକ୍ସ୍ଟ ଦଣ୍ତ ଦବେି, ଯେ ହତେକ୍ସ୍ଟ ତା'ର ଅପରାଧ ତାକକ୍ସ୍ଟ ଜଣାଅଛି। ସେ ଜାଣିଲା ଯେ, ସମାନେେ ପରମେଶ୍ବରଙ୍କ ବିରକ୍ସ୍ଟଦ୍ଧ ରେ କରୁଛନ୍ତି ଓ କହକ୍ସ୍ଟଛନ୍ତି। ତଥାପି ଏଲି ତା'ର ପକ୍ସ୍ଟତ୍ରମାନଙ୍କୁ ନିଯନ୍ତ୍ରଣ କଲା ନାହିଁ।
13 Porque eu já disse a ele que julgarei a sua casa para sempre, pela iniquidade que ele bem conhecia, porque os seus filhos trouxeram maldição sobre si, e ele não os repreendeu.
14 ମୁ ପ୍ରତିଜ୍ଞା କରୁଅଛି ଯେ, ଏଲିର ପରିବାର ପାପ ବଳିଦାନ ଉତ୍ସର୍ଗ ଦ୍ବାରା ଶସ୍ଯ ନବୈେଦ୍ଯ ଉତ୍ସର୍ଗ ଦ୍ବାରା କବେେ ପ୍ରାଯଶ୍ଚିତ ହବେ ନାହିଁ।
14 Portanto, jurei à casa de Eli que a sua iniquidade nunca será expiada, nem com sacrifício, nem com oferta de cereais.
15 ତହକ୍ସ୍ଟଁ ଶାମକ୍ସ୍ଟଯଲେ ଶାଇେବାକକ୍ସ୍ଟ ଗଲେ। ସଦାପ୍ରଭୁଙ୍କ ମନ୍ଦିରଦ୍ବାର ଫିଟାଇବାକକ୍ସ୍ଟ ଶିଘ୍ର ଉଠିଲେ। ଏଲିଙ୍କକ୍ସ୍ଟ ସହେି ଦର୍ଶନ ବିଷଯ ଜଣାଇବାକକ୍ସ୍ଟ ଶାମକ୍ସ୍ଟଯଲେ ଭୟକଲା।
15 Samuel ficou deitado até de manhã e, então, abriu os portões da Casa do Senhor . Mas estava com medo de relatar a visão a Eli.
16 ଏଥକ୍ସ୍ଟ, ହେ ମାହେର ପକ୍ସ୍ଟତ୍ର ଶାମକ୍ସ୍ଟଯଲେ, ଏହା କହି ଏଲି ଶାମୁୟେଲଙ୍କୁ ଡାକିଲେ।
16 Então Eli chamou Samuel e disse: — Samuel, meu filho! Ele respondeu: — Eis-me aqui!
17 ତା'ପରେ ସେ ପଚାରିଲେ, ସଦାପ୍ରଭୁ ତୁମ୍ଭକୁ କି କଥା କହିଲେ? ମୁ ତୁମ୍ଭକୁ ବିନଯ କରୁଅଛି, କିଛି ନଲକ୍ସ୍ଟଗ୍ଭଇ ମାେତେ କକ୍ସ୍ଟହ, ପରମେଶ୍ବରଙ୍କ ବାର୍ତ୍ତା ଯଦି କିଛି ମାଠାେ ରେ ଲକ୍ସ୍ଟଗ୍ଭଅ ପରମେଶ୍ବର ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଣ୍ତ ଦବେେ।
17 Então Eli disse: — O que foi que o
18 ତହିଁରେ ଶାମକ୍ସ୍ଟଯଲେ କିଛି ଗକ୍ସ୍ଟଲ୍ଗ ନ କରି ତାହାଙ୍କକ୍ସ୍ଟ ସବୁକଥା ଜଣାଇଲେ।
18 Então Samuel lhe contou tudo, sem esconder nada. E Eli disse: — Ele é o
19 ତା'ପରେ ଶାମକ୍ସ୍ଟଯଲେ ବଡ ହେଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗେ ରହିଲେ। ସଦାପ୍ରଭୁ ତାଙ୍କର କୌଣସି ବାକ୍ଯ ମିଛ ହବୋକକ୍ସ୍ଟ ଦେଲେ ନାହିଁ।
19 Samuel crescia, e o Senhor estava com ele e não deixou que nenhuma de suas palavras caísse por terra.
20 ତା'ପରେ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କ ପ୍ରକୃତ ଭବିଷ୍ଯଦ୍ବକ୍ତା ବୋଲି ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ସମସ୍ତ ଇଶ୍ରାୟେଲୀୟ ଜ୍ଞାତ ହେଲେ।
20 Todo o Israel, desde Dã até Berseba, reconheceu que Samuel estava confirmado como profeta do Senhor .
21 ଆହକ୍ସ୍ଟରି ସଦାପ୍ରଭୁ ଶୀଲୋ ରେ ପକ୍ସ୍ଟନର୍ବାର ଶାମକ୍ସ୍ଟଯଲକେକ୍ସ୍ଟ ଦର୍ଶନ ଦେଲେ। ସଦାପ୍ରଭୁ ଶୀଲୋ ରେ ଶାମକ୍ସ୍ଟଯଲେ ନିକଟରେ ତାଙ୍କ ବାକ୍ଯ ଦ୍ବାରା ଆପଣାକକ୍ସ୍ଟ ପ୍ରକାଶ କଲେ।
21 O Senhor continuou a aparecer em Siló, porque em Siló o Senhor se manifestava a Samuel por meio da palavra do Senhor .

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Samuel 3, comparar traduções ou montar um estudo — tudo direto pelo WhatsApp.