1 Samuel 30
Oriya Bible (GL_ORIYA) vs NVT
1 ତୃତୀୟ ଦିନ ଦାଉଦ ଏବଂ ତାଙ୍କର ଲୋକମାନେ ସିକ୍ଲଗ୍ ରେ ପହଁଞ୍ଚିଲେ। ସମାନେେ ଦେଖିଲେ ଅମାଲକେୀଯମାନେ ସିକ୍ଲଗ ଆକ୍ରମଣ କରିଥିଲେ। ଅମାଲକେୀଯ ଲୋକମାନେ ନଗେଭେ ଆକ୍ରମଣ କରି ଓ ସିକ୍ଲଗ୍କକ୍ସ୍ଟ ଆକ୍ରମଣ କରି ସହର ରେ ନିଆଁ ଲଗାଇ ଦଇେଥିଲେ।
1 Três dias depois, quando Davi e seus homens chegaram à cidade de Ziclague, viram que os amalequitas haviam invadido o Neguebe e atacado Ziclague; tinham destruído e queimado a cidade.
2 ସମାନେେ ସିକ୍ଲଗ୍ର ସମସ୍ତ ସ୍ତ୍ରୀ ଲୋକମାନଙ୍କୁ ବନ୍ଦୀକରି ଆଣିଥିଲେ ଏବଂ ସମାନେେ ସମସ୍ତ ବୃଦ୍ଧ ଓ ସମସ୍ତ ୟକ୍ସ୍ଟବକମାନଙ୍କୁ ବନ୍ଦୀକରି ଆଣିଥିଲେ। ସମାନେେ କାହାରିକକ୍ସ୍ଟ ମାରି ଦଇେ ନଥିଲେ। ସମାନଙ୍କେୁ ହତ୍ଯା କରିବା ପରିବର୍ତେ ସମାନଙ୍କେୁ ନିଜ ନିଜ ପଥରେ ନଇୟୋଇଥିଲେ।
2 Não mataram ninguém, mas tomaram como prisioneiros as mulheres, as crianças e os demais e foram embora.
3 ଯେତବେେଳେ ଦାଉଦ ଓ ତା'ର ଲୋକମାନେ ସିକ୍ଲଗ୍କକ୍ସ୍ଟ ଆସିଲେ। ସମାନେେ ଦେଖିବାକକ୍ସ୍ଟ ପାଇଲେ, ସହର ଜଳକ୍ସ୍ଟଅଛି। ସମାନଙ୍କେର ସ୍ତ୍ରୀ, ପିଲା, ଭଉଣୀ, ଝିଅ, ସମସ୍ତଙ୍କକ୍ସ୍ଟ ବନ୍ଦୀକରି ନଇୟୋଇଛନ୍ତି। ଅମାଲକେୀଯମାନେ ସମାନଙ୍କେୁ ନଇେ ୟାଇଛନ୍ତି।
3 Quando Davi e seus homens viram a cidade queimada e se deram conta do que havia acontecido com suas mulheres, seus filhos e suas filhas,
4 ଦାଉଦ ଏବଂ ତାଙ୍କର ଅନ୍ୟ ଯେଉଁ ଲୋକମାନେ ତାଙ୍କର ସୈନିକ ଥିଲେ, ସମସ୍ତେ କ୍ରନ୍ଦନ କରିବାକୁ ଲାଗିଲେ। ସମାନେେ ଏତେ କାନ୍ଦିଲେ ଯେ, ଆଉ କାନ୍ଦିବାକକ୍ସ୍ଟ ଦୁର୍ବଳ ହାଇେ ପଡିଲେ।
4 lamentaram e choraram em alta voz até não aguentar mais.
5 ଅମାଲକେୀଯମାନେ ମଧ୍ଯ ଦାଉଦଙ୍କର ଦକ୍ସ୍ଟଇ ସ୍ତ୍ରୀକକ୍ସ୍ଟ ନଇେ ୟାଇଅଛନ୍ତି। ଅହୀନମ୍ ୟିଷ୍ରିଯଲେୀଯା ଓ କର୍ମିଲୀଯ ନାବଲର ସ୍ତ୍ରୀ ଅବୀଗଲ୍।
5 As duas esposas de Davi, Ainoã, de Jezreel, e Abigail, viúva de Nabal, do Carmelo, estavam entre os que foram capturados.
6 ଯେତେ ଲୋକ ସେ ସୈନ୍ଯ ଦଳ ରେ ଥିଲେ ସମସ୍ତେ ଦକ୍ସ୍ଟଃଖ ଓ କୋର୍ଧି ଥିଲେ, କାରଣ ସମାନଙ୍କେର ପିଲାମାନେ ବନ୍ଦୀ ହାଇେ ୟାଇଥିଲେ। ଲୋକମାନେ ଦାଉଦକକ୍ସ୍ଟ ପଥର ରେ ମାରିବାକକ୍ସ୍ଟ କଥାବାର୍ତ୍ତା ହେଉଥିଲେ। କିନ୍ତୁ ଦାଉଦ ନିଜକକ୍ସ୍ଟ ସଦାପ୍ରଭୁ ତାଙ୍କ ପରମେଶ୍ବରଙ୍କଠା ରେ ସବଳ କଲେ।
6 Davi ficou muito aflito, pois os homens estavam amargurados por terem perdido seus filhos e suas filhas e começaram a falar em apedrejá-lo. Mas Davi encontrou forças no S enhor , seu Deus.
7 ଦାଉଦ ଅହୀମଲକରେ ପକ୍ସ୍ଟତ୍ର ଅବିଯାଥର ଯାଜକକକ୍ସ୍ଟ କହିଲେ, ମାେ ପାଖକକ୍ସ୍ଟ ଏଫୋଦ ଆଣ।
7 Então disse ao sacerdote Abiatar: “Traga o colete sacerdotal!”, e Abiatar, filho de Aimeleque, o trouxe.
8 ତା'ପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ମୁ ଏହି ସୈନ୍ଯଦଳ ପେଛ ପେଛ ଗୋଡ଼ାଇଲେ, ମୁ ସମାନଙ୍କେୁ ଧରି ପାରିବି କି?
8 Davi perguntou ao S enhor : “Devo perseguir esse bando de saqueadores? Conseguirei apanhá-los?”. E o S
9 ଦାଉଦ ଓ ତାଙ୍କର 600 ଲୋକମାନଙ୍କୁ ନଇେ ବିଷୋର ନଦୀ ନିକଟରେ ପହନ୍ଚିଲେ। ସଠାେରେ 200 ଲୋକ ରହିଲେ, କାରଣ ସମାନେେ ସଠାେରେ ଅତ୍ଯନ୍ତ କ୍ଲାନ୍ତ ଓ ଦୁର୍ବଳ ହାଇେ ପଡିଥିଲେ।
9 Davi e os seiscentos homens partiram e chegaram ao ribeiro de Besor, onde ficaram alguns deles.
10 ତେଣୁ ଦାଉଦ ତାଙ୍କର ଅନ୍ୟ 400 ଜଣ ଲୋକମାନଙ୍କୁ ନଇେ ଅମାଲକେୀଯମାନଙ୍କ ପଛ ରେ ଗୋଡ଼ାଇଲେ।
10 Duzentos dos homens estavam exaustos demais para atravessar o ribeiro, e Davi continuou a perseguição com quatrocentos homens.
11 ଦାଉଦଙ୍କର ଲୋକମାନେ କ୍ଷତେ ରେ ଜଣେ ମିଶରୀଯକକ୍ସ୍ଟ ପାଇଲେ। ତାଙ୍କୁ ସମାନେେ ଦାଉଦଙ୍କ ନିକଟକକ୍ସ୍ଟ ଆଣିଲେ। ସମାନେେ ତାହାକକ୍ସ୍ଟ ଖାଦ୍ୟ ଓ ପାନୀଯ ଦେଲେ।
11 No caminho, encontraram um rapaz egípcio num campo e o levaram até Davi. Deram-lhe um pouco de pão para comer e água para beber.
12 ସମାନେେ ମିଶରୀଯଙ୍କକ୍ସ୍ଟ ଡିମ୍ବିରି ଚକ୍ତିରକ୍ସ୍ଟ ଖଣ୍ଡେ ଓ ଦକ୍ସ୍ଟଇ ପନ୍ଡୋ କିସ୍ମିସ ଦେଲେ। ସେ ଖାଇ ସାରିବା ପରେ ଶାନ୍ତି ଅନକ୍ସ୍ଟଭବ କଲା। ସେ ତିନିଦିନ ଏବଂ ତିନିରାତି କିଛି ଖାଇ ନଥିଲେ, ପାଣି ପିଇଲେ ନାହିଁ।
12 Também lhe deram um pedaço de bolo de figo e dois bolos de passas, pois fazia três dias e três noites que não comia nem bebia nada. Em pouco tempo, recuperou as forças.
13 ଦାଉଦ ମିଶରୀଯଙ୍କକ୍ସ୍ଟ ପଗ୍ଭରିଲା, ତୁମ୍ଭର ମାଲିକ କିଏ? ତୁମ୍ଭେ କେଉଁଠାରକ୍ସ୍ଟ ଆସିଛ?
13 Davi lhe perguntou: “A quem você pertence e de onde veio?”. “Sou egípcio, escravo de um amalequita”, respondeu ele. “Meu senhor me abandonou três dias atrás porque fiquei doente.
14 ଆମ୍ଭମାନେେ କରେଥୀଯମାନେ ବାସ କରୁଥିବା ନଗେଭେ ଆକ୍ରମଣ କଲକ୍ସ୍ଟ। ଆମ୍ଭମାନେେ ସିକ୍ଲଗକକ୍ସ୍ଟ ଅଗ୍ନି ରେ ଦଗ୍ଧ କଲକ୍ସ୍ଟ ଓ ୟିହକ୍ସ୍ଟଦାର କାଲେବ୍ମାନଙ୍କର ବସତି ଉପରେ ଆକ୍ରମଣ କଲକ୍ସ୍ଟ।
14 Estávamos voltando de um ataque aos queretitas, no Neguebe, ao território de Judá e à terra de Calebe, e tínhamos queimado Ziclague.”
15 ଦାଉଦ ତାଙ୍କୁ ପଚାରିଲେ, ତୁମ୍ଭେ ମାେତେ ସହେି ସୈନ୍ଯଦଳ ନିକଟକକ୍ସ୍ଟ ନଇେପାରିବ କି ଯେଉଁମାନେ ଆମ୍ଭର ପରିବାରକକ୍ସ୍ଟ ସାଙ୍ଗ ରେ ନଇେ ୟାଇଛନ୍ତି।
15 “Você pode me levar até esse bando de saqueadores?”, perguntou Davi. O rapaz respondeu: “Se o senhor jurar por Deus que não me matará nem me entregará ao meu senhor, eu o levarei até eles”.
16 ସହେି ମିଶରୀଯ ଜଣକ ଦାଉଦଙ୍କକ୍ସ୍ଟ ସମାନଙ୍କେ ନିକଟକକ୍ସ୍ଟ ନଇଗେଲେ। ଯେଉଁଠା ରେ ସମାନେେ ଗୋଟିଏ ଜାଗା ରେ ଏକତ୍ରୀତ ଭାବରେ ବସି ଖିଆପିଆ କରୁଥିଲେ। ସମାନେେ ପଲେଷ୍ଟୀୟମାନଙ୍କର ଓ ୟିହକ୍ସ୍ଟଦାରକ୍ସ୍ଟ ଲକ୍ସ୍ଟସ୍ଖନ କରିଥିବା ବହକ୍ସ୍ଟତ ସାମଗ୍ରିମାନ ଉପ ଭୋଗ କଲେ ଓ ସଠାେରେ ଉତ୍ସବ କରୁଥିଲେ।
16 O rapaz o levou até os amalequitas. Estavam espalhados pelos campos, comendo, bebendo e festejando por causa da grande quantidade de bens que haviam tomado da terra dos filisteus e da terra de Judá.
17 ଦାଉଦ ସମାନଙ୍କେୁ ଆକ୍ରମଣ କଲେ ଓ ସମାନଙ୍କେୁ ବଧ କଲେ। ସମାନେେ ସୂର୍ େଯ୍ଯାଦଯରକ୍ସ୍ଟ ପରଦିନ ସୂର୍ୟ୍ଯାସ୍ତ ପର୍ୟ୍ଯନ୍ତ ସମାନଙ୍କେ ସହିତ ୟକ୍ସ୍ଟଦ୍ଧ କଲେ। ଯେଉଁ 400 ଲୋକ ଓଟ ଚଢି଼ଲେ ଏବଂ ପଳାଇଲେ ସହେି ଅମାଲକେୀଯ ବ୍ଯତୀତ କହେି ରକ୍ଷା ପାଇଲେ ନାହିଁ।
17 Davi e seus homens massacraram os amalequitas, atacando-os durante toda a noite e todo o dia seguinte, até o entardecer. Nenhum deles escapou, exceto quatrocentos rapazes que fugiram montados em camelos.
18 ଦାଉଦ ପ୍ରେତ୍ୟକକ ଜିନିଷ ଫରେିପାଇଲେ, ଯେଉଁଗୁଡିକୁ ଅମାଲକେୀଯମାନେ ନଇୟୋଇ ଥିଲେ। ଏପରିକି ତାଙ୍କର ଦକ୍ସ୍ଟଇ ସ୍ତ୍ରୀଙ୍କକ୍ସ୍ଟ ମଧ୍ଯ।
18 Davi recuperou tudo que os amalequitas haviam tomado e resgatou suas duas esposas.
19 ତାଙ୍କର କୌଣସି ଜିନିଷ କିମ୍ବା ବ୍ଯକ୍ତି ହରାଇ ନଥିଲେ। ସମାନଙ୍କେର ସମସ୍ତ ଦ୍ରବ୍ଯ, ବଯସ୍କ ଲୋକ, ପିଲା, ସମସ୍ତଙ୍କ ପକ୍ସ୍ଟତ୍ର କନ୍ଯା ସମସ୍ତଙ୍କକ୍ସ୍ଟ ଦାଉଦ ରକ୍ଷାକଲେ। ଏବଂ ସମାନଙ୍କେର ମୂଲ୍ଯବାନ ବସ୍ତକ୍ସ୍ଟକକ୍ସ୍ଟ ମଧ୍ଯ ଦାଉଦ ନଇେ ଆସିଲେ।
19 Não faltava coisa alguma: nem pequena nem grande, nem filho nem filha, nem qualquer outra coisa que havia sido tomada. Davi trouxe tudo de volta.
20 ଦାଉଦ ସମସ୍ତ ମଷେ ଓ ଗାଈମାନ ପକ୍ସ୍ଟନର୍ବାର ପାଇଲେ। ଦାଉଦର ଲୋକମାନେ ଏହି ପଶକ୍ସ୍ଟଗୁଡିକୁ ସମାନଙ୍କେ ଆଗେ ଆଗେ ନେଲେ ଓ ସମାନେେ କହିଲେ, ଏହା ହେଉଛି ଦାଉଦର ଲାଭ।
20 Também recuperou todos os rebanhos, e seus companheiros os levaram à frente dos outros animais. “Este despojo pertence a Davi!”, disseram.
21 ଦାଉଦ ବିଷୋର ନଦୀ ନିକଟରେ ଥିବା 200 ଜଣ ଲୋକଙ୍କ ନିକଟକକ୍ସ୍ଟ ଗଲେ ଓ ରହିଲେ। ଯେଉଁ ଲୋକମାନେ ତାଙ୍କର ଦୁର୍ବଳତା ହତେକ୍ସ୍ଟ ତାଙ୍କ ପେଛ ଆସି ପାରି ନ ଥିଲେ, ସମାନେେ ଦାଉଦ ଓ ତାଙ୍କ ଲୋକମାନଙ୍କୁ ଭୋଟିବାକକ୍ସ୍ଟ ବାହାରି ଆସିଲେ। ଦାଉଦ ସମାନଙ୍କେ ନିକଟକକ୍ସ୍ଟ ୟାଇ ତାଙ୍କର କକ୍ସ୍ଟଶଳବାର୍ତ୍ତା ପଚାରିଲେ।
21 Então Davi voltou ao ribeiro de Besor, onde estavam os duzentos homens que tinham sido deixados para trás porque estavam exaustos demais para acompanhá-los. Saíram ao encontro de Davi e seus companheiros, e ele os cumprimentou com alegria.
22 କିଛି ଦକ୍ସ୍ଟଷ୍ଟ, ଖଳ ପ୍ରକୃତିର ଲୋକମାନେ ଦାଉଦଙ୍କ ସଙ୍ଗ ରେ ୟାଇଥିଲେ। ସହେି ଖଳ ପ୍ରକୃତିର ଲୋକମାନେ କହିଲେ, ଏହି ଯେଉଁ 200 ଜଣ ଲୋକ ଆମ ସଙ୍ଗେ ୟାଇ ନ ଥିଲେ, ଆମ୍ଭେ ଆଣିଥିବା ଦ୍ରବ୍ଯ ସମାନଙ୍କେୁ ଦବୋ ନାହିଁ। ସମାନଙ୍କେୁ କବଳେ ସମାନଙ୍କେର ପିଲା ଓ ସ୍ତ୍ରୀ ଫରୋଇ ଦିଅ।
22 Contudo, entre os que tinham acompanhado Davi havia alguns homens perversos que disseram: “Como eles não foram conosco, não devem receber nada dos despojos que recuperamos. Devolvam as esposas e os filhos deles e mandem todos embora”.
23 ଦାଉଦ ଉତ୍ତର ଦେଲେ, ହେ ମାରେ ଭାଇମାନେ ସପରେି କର ନାହିଁ। ସଦାପ୍ରଭୁ ଯାହା ଦେଲେ, ସେ ବିଷଯ ରେ ଭାବ। ସଦାପ୍ରଭୁ ଆମ୍ଭମାନଙ୍କୁ ରକ୍ଷା କରି, ଆମକକ୍ସ୍ଟ ଆକ୍ରମଣ କରୁଥିବା ୈସନ୍ଯମାନଙ୍କୁ ପରାସ୍ତ କରାଇଲେ।
23 Davi, porém, disse: “Não, meus irmãos! Não sejam egoístas com aquilo que o S enhor nos deu. Ele nos guardou e nos ajudou a derrotar o bando de saqueadores que nos atacou.
24 ତୁମ୍ଭମାନଙ୍କର କଥା କିଏ ଶକ୍ସ୍ଟଣିବ? ସମସ୍ତେ ଯୁଦ୍ଧରୁ ଆଣିଥିବା ସାମଗ୍ରି ରେ ୟିଏ ୟକ୍ସ୍ଟଦ୍ଧକକ୍ସ୍ଟ ୟାଇଥିଲା ସେ ମଧ୍ଯ ଓ ୟିଏ ଭଣ୍ତାରର ଦାଯିତ୍ବ ରେ ଥିଲା ସେ ମଧ୍ଯ ସମାନ ଭାଗ ପାଇବ।
24 Quem lhes dará ouvidos quando falam desse modo? Dividiremos igualmente entre os que foram à batalha e os que guardaram a bagagem”.
25 ଦାଉଦ ସହେିଦିନଠାରକ୍ସ୍ଟ ଏହି ନିଯମ ପ୍ରଚଳନ କଲେ। ଯାହା ଆଜି ପର୍ୟ୍ଯନ୍ତ ଇଶ୍ରାୟେଲ ରେ ଚଳକ୍ସ୍ଟଅଛି।
25 A partir daquele dia, Davi fez disso decreto e estatuto em Israel, e assim é até hoje.
26 ଦାଉଦ ସିକ୍ଲଗ ରେ ଉପସ୍ଥିତ ହେଲ। ତା'ପରେ ସେ ଆଣିଥିବା ଦ୍ରବ୍ଯ ତାଙ୍କର ବନ୍ଧକ୍ସ୍ଟମାନଙ୍କ ନିକଟକକ୍ସ୍ଟ ପଠାଇଲେ ୟକ୍ସ୍ଟହକ୍ସ୍ଟଦାର ନେତାଙ୍କ ନିକଟକକ୍ସ୍ଟ। ଦାଉଦ କହିଲେ, ଏହିଠା ରେ କିଛି ଉପହାର ଅଛି ଯାହା ସଦାପ୍ରଭୁଙ୍କ ଶତୃମାନଙ୍କ ନିକଟରକ୍ସ୍ଟ ଅଣା ୟାଇଅଛି।
26 Quando Davi chegou a Ziclague, enviou parte dos despojos aos líderes de Judá, que eram seus amigos. Disse: “Eis um presente para vocês, tirado dos inimigos do S enhor !”.
27 ଅମାଲକେୀଯମାନଙ୍କ ନିକଟରକ୍ସ୍ଟ ଆଣିଥିବା ଦ୍ରବ୍ଯ ଦାଉଦ କିଛି ବେଥଲରେ ପ୍ରାଚୀନମାନଙ୍କୁ, ନଗେଭରେ ରାମା ଓ ୟତ୍ତୀର ନେତାମାନଙ୍କ ନିକଟକକ୍ସ୍ଟ ପଠାଇଲେ।
27 Os presentes foram enviados ao povo das seguintes cidades: Betel, Ramote do Neguebe, Jatir,
28 ଅରୋଯର, ଶିଫମାେତ୍ ଓ ଇଷ୍ଟିମାେଯମାନଙ୍କ ନିକଟକକ୍ସ୍ଟ କିଛି ପଠାଇଲେ।
28 Aroer, Sifmote, Estemoa,
29 ସେ କେତକଙ୍କେକ୍ସ୍ଟ ରାଖଲ୍ ଓ ୟିରହମଲେୀଯମାନଙ୍କ ସହର କନେିତ୍ ସହର ପଠାଇଲେ।
29 Racal, as cidades dos jerameelitas e as cidades dos queneus,
30 ହର୍ମା, କୋରାଶନ୍, ଅଥାକ୍,
30 Hormá, Borasã, Atace,
31 ଓ ହିବ୍ରୋଣକକ୍ସ୍ଟ ଦାଉଦ ଆଣିଥିବା ଦ୍ରବ୍ଯ ଏହି ନେତାମାନଙ୍କ ନିକଟକକ୍ସ୍ଟ ପଠାଇଲେ। ଏବଂ ଅନ୍ୟ ସ୍ଥାନ ନିକଟକକ୍ସ୍ଟ ପଠାଇଲେ। ଯେଉଁଠା ରେ ଦାଉଦ ଓ ତାଙ୍କର ଲୋକମାନେ ଗମନାଗମନ ହେଉଥିଲେ।
31 Hebrom e todos os outros lugares por onde Davi e seus homens haviam passado.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Samuel 30, comparar traduções ou montar um estudo — tudo direto pelo WhatsApp.