1 Samuel 2

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ହାନ୍ନା ପ୍ରାର୍ଥନା କରି କହିଲା, ମାରେ ଅନ୍ତଃକରଣ ସଦାପ୍ରଭୁଙ୍କଠା ରେ ମହାଉଲ୍ଲାସ କରୁଅଛି। ପରମେଶ୍ବରଙ୍କଠା ରେ ମୁ ମାରେ ବହକ୍ସ୍ଟତ ଶକ୍ତି ଅନକ୍ସ୍ଟଭବ କରୁଛି। ମୁ ମାରେ ଶତୃମାନଙ୍କୁ ଉପହାସ କରୁଛି। ଯେ ହତେକ୍ସ୍ଟ ତୁମ୍ଭେ ମାେତେ ରକ୍ଷା କରିଥିବାରକ୍ସ୍ଟ ମୁ ବହକ୍ସ୍ଟତ ଖକ୍ସ୍ଟସି।
1 Então Ana orou assim: O meu coração exulta no A minha força está exaltada no A minha boca se ri dos meus inimigos, porque me alegro na tua salvação.
2 ପରମେଶ୍ବରଙ୍କ ତକ୍ସ୍ଟଲ୍ଯ ପବିତ୍ର ଆଉ କହେି ନାହିଁ, କାରଣ ତକ୍ସ୍ଟମ୍ଭ ବ୍ଯତୀତ ଆଉ କହେି ପରମେଶ୍ବର ନାହାନ୍ତି। ଆମ୍ଭର ପରମେଶ୍ବରଙ୍କ ତକ୍ସ୍ଟଲ୍ଯ କୌଣସି ଶୈଳ ନାହିଁ।
2 Ninguém é santo como o Senhor , porque não há outro além de ti, e não há rocha como o nosso Deus.
3 ନିଜ ବୃଥାଗର୍ବ ବନ୍ଦ କର। ଅହଂକାର ଭାବରେ କହିବା ବନ୍ଦ କର। ସଦାପ୍ରଭୁ ପରମେଶ୍ବର ସର୍ବଜ୍ଞ ଅଟନ୍ତି ଏବଂ ସେ ଲୋକମାନଙ୍କୁ ସମାନଙ୍କେର କର୍ମ ଅନକ୍ସ୍ଟୟାଯୀ ବିଗ୍ଭର କରନ୍ତି।
3 Não multipliquem palavras de orgulho; que não saiam palavras arrogantes da boca de vocês. Porque o é o Deus da sabedoria e ele pesa na sua balança todos os feitos das pessoas.
4 ବୀରମାନଙ୍କର ସମସ୍ତ ଧନକ୍ସ୍ଟ ଭଙ୍ଗା ୟାଇଅଛି ଓ ଝକ୍ସ୍ଟଣ୍ଟିପଡକ୍ସ୍ଟଥିବା ଦୁର୍ବଳ ଲୋକମାନେ ବଳଶାଳୀ ହାଇେଛନ୍ତି।
4 O arco dos fortes é quebrado, porém os fracos são revestidos de força.
5 ଯେଉଁମାନେ, ବେଶି ଖାଦ୍ୟ ଖାଉଥିଲେ, ବର୍ତ୍ତମାନ ନିଶ୍ଚଯ କଠିନ ପରିଶ୍ରମ କରିବେ। ଖାଦ୍ୟ ଅଭାବରକ୍ସ୍ଟ ଯେଉଁମାନେ କ୍ଷକ୍ସ୍ଟଧାର୍ତ୍ତ ଥିଲେ, ସମାନେେ ଖାଦ୍ୟ ପାଇ ଅଛନ୍ତି। ବନ୍ଧ୍ଯା ସଲ୍ଗ ସନ୍ତାନ ପ୍ରସବ କରିଅଛି ଓ ସ୍ତ୍ରୀ ଲୋକଟି ଯାହାର ବହକ୍ସ୍ଟତ ସନ୍ତାନ ଥିଲା ସେ ଦକ୍ସ୍ଟଃଖିତା ହାଇେଅଛି।
5 Os que antes estavam fartos hoje trabalham pela comida, mas os que andavam famintos não têm mais fome. Até a mulher estéril tem sete filhos, e a que tinha muitos filhos perde o vigor.
6 ସଦାପ୍ରଭୁ ଲୋକମାନଙ୍କର ମୃତକ୍ସ୍ଟ୍ଯର କାରଣ ହକ୍ସ୍ଟଅ ଓ ସେ ପକ୍ସ୍ଟନର୍ବାର ଲୋକମାନଙ୍କ ଜୀବନ ଫରୋଇ ଆଣିପାରନ୍ତି। ସଦାପ୍ରଭୁ ଲୋକମାନଙ୍କୁ କବରକକ୍ସ୍ଟ ପଠାନ୍ତି ଓ କବରରକ୍ସ୍ଟ ସମାନଙ୍କେୁ ଉଠାଇ ଆଣିପାରନ୍ତି।
6 O Senhor é quem tira a vida e quem a dá; ele faz descer à sepultura e faz subir.
7 ସଦାପ୍ରଭୁ ଲୋକମାନଙ୍କୁ ନିର୍ଦ୍ଦନ କରନ୍ତି ବା ଧନବାନ କରାନ୍ତି। ସେ ଲୋକମାନଙ୍କୁ ନମ୍ର କରନ୍ତି କିମ୍ବା ସମାନଙ୍କେୁ ଉଚ୍ଚ ସ୍ଥାନ ରେ ପ୍ରତିଷ୍ଠିତ କରାନ୍ତି।
7 O Senhor empobrece e enriquece; humilha e também exalta.
8 ସଦାପ୍ରଭୁ ଗରିବ ଲୋକମାନଙ୍କୁ ଧୂଳିରକ୍ସ୍ଟ ଉଠାନ୍ତି। ସେ ଦରିଦ୍ର ଲୋକମାନଙ୍କୁ ଅଳିଆ ଗଦାରକ୍ସ୍ଟ ଉଠାଇବେ। ସେ ଗରିବ ଲୋକମାନଙ୍କୁ ରାଜକକ୍ସ୍ଟମାରମାନଙ୍କ ସହିତ ଓ କକ୍ସ୍ଟଳୀନ ଅତୀଥିମାନଙ୍କ ସହିତ ବସିବା ପାଇଁ ଉେଠଇ ଦିଅନ୍ତି କାରଣ ସଦାପ୍ରଭୁ ସମଗ୍ର ବ୍ରହ୍ମାଣ୍ତକକ୍ସ୍ଟ ନିର୍ମାଣ କରିଛନ୍ତି ଏବଂ ସମକ୍ସ୍ଟଦାଯ ବ୍ରହ୍ମାଣ୍ତ ତାଙ୍କର ଅଟେ।
8 Levanta o pobre do pó e tira o necessitado do monte de lixo, para o fazer assentar ao lado de príncipes, para o fazer herdar o trono de glória. Porque do são as colunas da terra, e ele firmou o mundo sobre elas.
9 ସଦାପ୍ରଭୁ ତାଙ୍କର ପବିତ୍ର ଭକ୍ତମାନଙ୍କୁ ସକ୍ସ୍ଟରକ୍ଷା କରନ୍ତି। ସେ ସମାନଙ୍କେୁ ଝକ୍ସ୍ଟଣ୍ଟିବାରକ୍ସ୍ଟ ରକ୍ଷା କରନ୍ତି। କିନ୍ତୁ ମନ୍ଦ ଲୋକମାନେ ଅନ୍ଧକାର ରେ ଝକ୍ସ୍ଟଣ୍ଟିପଡନ୍ତି ଓ ଧ୍ବଂସ ହକ୍ସ୍ଟଅନ୍ତି। ସମାନଙ୍କେର ଶକ୍ତି ସମାନଙ୍କେୁ ରକ୍ଷା କରିବା ପାଇଁ ସାହାୟ୍ଯ କରେ ନାହିଁ।
9 Ele guarda os pés dos seus santos, mas os perversos emudecem nas trevas da morte, porque o homem não prevalece pela força.
10 ଯେଉଁମାନେ ୟିଏକି ସର୍ବୋପରିସ୍ଥ ପରମେଶ୍ବରଙ୍କ ସହିତ ପ୍ରତିବାଦ କରନ୍ତି, ସମାନେେ ଭଗ୍ନ ହବେେ। ସଦାପ୍ରଭୁ ସ୍ବର୍ଗ ରେ ଥାଇ ସହେି ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ଗର୍ଜନ କରିବେ।
10 O Senhor destrói os seus inimigos; dos céus troveja contra eles. O as extremidades da terra, dá força ao seu rei e exalta o poder do seu ungido.
11 ଏହାପରେ ଇଲ୍କାନା ରାମାସ୍ଥିତ ଆପଣା ଘରକକ୍ସ୍ଟ ଗଲା। କିନ୍ତୁ ବାଳକ ଶାମକ୍ସ୍ଟଯଲେ ଯାଜକ ଏଲି ଅଧିନ ରେ ଥାଇ ସଦାପ୍ରଭୁଙ୍କର ସବୋ କଲା।
11 Então Elcana voltou para a sua casa, em Ramá. Mas o menino ficou servindo o Senhor , diante do sacerdote Eli.
12 ଏଲିଙ୍କର ପକ୍ସ୍ଟତ୍ରମାନେ ପାପୀ ଥିଲେ ଏବଂ ସମାନେେ ସଦାପ୍ରଭଙ୍କକ୍ସ୍ଟ ଜାଣନ୍ତି ନାହିଁ
12 Os filhos de Eli eram homens malignos e não se importavam com o Senhor .
13 ସହେି ଯାଜକମାନେ ଲୋକମାନଙ୍କ ସହିତ ଏପରି ବ୍ଯବହାର କରିବା ଉଚିତ୍। ଯେତବେେଳେ କହେି ଜଣେ ବଳିଦାନ କଲେ ମାଂସ ସିଦ୍ଧ ହବୋ ସମୟରେ ଯାଜକର ଦାସ ହସ୍ତ ରେ ତ୍ରିଶକ୍ସ୍ଟଳ ଧରି ଆ ସେ।
13 O costume desses sacerdotes com o povo era este: quando alguém oferecia um sacrifício, o servo do sacerdote vinha com um garfo de três dentes na mão e, enquanto a carne estava cozinhando,
14 ଆଉ ଯାଜକର ସବେକ ମାଂସକକ୍ସ୍ଟ ତସଲା ବା ହଣ୍ତାରକ୍ସ୍ଟ ବାହାର କରିବା ପାଇଁ କଣ୍ଟା ଚାମକ୍ସ୍ଟଚର ବ୍ଯବହାର କରିବା ଉଚିତ୍।କଣ୍ଟା ଗ୍ଭମକ୍ସ୍ଟଚ ଦ୍ବାରା ଯେତିକି ସବେକ ଆଣିଥାଏ କବଳେ ସତେିକି ହିଁ ଯାଜକ ନବୋ ଉଚିତ୍। ଇଶ୍ରାୟେଲ ଲୋକମାନେ ଯେଉଁମାନେ ଶି ଲୋକକ୍ସ୍ଟ ଉପାସନା କରିବା ପାଇଁ ଆସନ୍ତି, ଏହା ଯାହା କି ଯାଜକଗଣ ନବୈେଦ୍ଯ ପ୍ରତି କରିବା ଉଚିତ୍।
14 enfiava o garfo na caldeira, na panela, no caldeirão ou na marmita, e tudo o que o garfo tirava o sacerdote pegava para si. Assim se fazia a todo o Israel que ia ali, a Siló.
15 କିନ୍ତୁ ଯାଜକଗଣ ଯେପରି ବ୍ଯବହାର କରିବା ଉଚିତ୍, ଏଲିର ପକ୍ସ୍ଟତ୍ରଗଣ ସପରେି ବ୍ଯବହାର କଲେ ନାହିଁ। ଏପରିକି ସହେି ମାଂସର ମଦେ ୟଜ୍ଞବଦେୀ ରେ ଦଗ୍ଧ ହବୋ ପୂର୍ବରକ୍ସ୍ଟ, ସମାନଙ୍କେର ସବେକମାନେ ସହେି ବଳିଦାନ ଉତ୍ସର୍ଗ କରୁଥିବା ବ୍ଯକ୍ତି ପାଖକକ୍ସ୍ଟ ଗଲେ ଏବଂ କହିଲେ, ପୋଡି଼ବା ପାଇଁ ଯାଜକମାନଙ୍କୁ କିଛି ମାଂସ ଦିଅ। ଯାଜକମାନେ ତକ୍ସ୍ଟମ୍ଭଠାରକ୍ସ୍ଟ ରନ୍ଧା ମାଂସ ଗ୍ରହଣ କରିବେ ନାହିଁ। କବଳେ କଞ୍ଚାମାଂସ ଗ୍ରହଣ କରିବେ।
15 Também antes de se queimar a gordura, o servo do sacerdote vinha e dizia ao homem que estava oferecendo o sacrifício: “Dê um pedaço desta carne para o sacerdote assar. Ele não aceitará de você carne cozida, mas apenas crua.”
16 ଏଥି ରେ ଯବେେ ସେ ଲୋକ ତାହାକକ୍ସ୍ଟ କ ହେ, ପ୍ରଥମେ ମଦେ ଦଗ୍ଧ ହବୋକକ୍ସ୍ଟ ଦିଅ, ତା'ପରେ ତୁମ୍ଭେ ଯେତେ ଗ୍ଭହିଁ େସତେ ନିଅ। ତବେେ ସେ ଯାଜକର ସବେକ କହିଥାଏ। ମାତ୍ର ଏହିକ୍ଷଣି ତାହା ମାେତେ ଦବୋକକ୍ସ୍ଟ ହବେ। ଯଦି ତୁମ୍ଭେ ମାେତେ ନଦିଅ, ତାହାହେଲେ ମୁ ଜାରେ କରି ନଇୟିବେି।
16 Se o ofertante lhe respondia: “Deixe que primeiro queime a gordura, depois você pode pegar o quanto quiser”, o servo do sacerdote dizia: “Não. Você tem de entregar essa carne agora. Se não, eu a pegarei à força.”
17 ଏହିରୂପରେ, ସଦାପ୍ରଭୁଙ୍କ ବିପକ୍ଷ ରେ ସହେି ଏଲିଙ୍କ ପକ୍ସ୍ଟତ୍ରମାନଙ୍କର ପାପ ଅତି ଭାରି ହେଲା କାରଣ ସହେି ଲୋକମାନେ ସଦାପ୍ରଭୁଙ୍କର ନବୈେଦ୍ଯ ତକ୍ସ୍ଟଚ୍ଛଜ୍ଞାନ କଲେ।
17 Era, pois, muito grave o pecado desses moços diante do Senhor , porque eles desprezavam a oferta do Senhor .
18 ସେ ସମୟରେ ବାଳକ ଶାମକ୍ସ୍ଟଯଲେ ଶକ୍ସ୍ଟକ୍ଲ ଏଫୋଦ ପିନ୍ଧି ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ପରିଚର୍ୟ୍ଯା କଲେ।
18 Samuel ministrava diante do Senhor , sendo ainda menino, vestido de uma estola sacerdotal de linho.
19 ଆହକ୍ସ୍ଟରି ମଧ୍ଯ ତାଙ୍କର ମାତା ପ୍ରତିବର୍ଷ ଆପଣା ସ୍ବାମୀ ସଙ୍ଗେ ବାର୍ଷିକ ବଳି ଉତ୍ସର୍ଗ କରିବାକୁ ଆସିବା ବେଳେ ସେ ଶାମକ୍ସ୍ଟଯଲେ ପାଇଁ ଗୋଟିଏ ସାନ କୋଟ୍ ବନାଇଥିବା, ତାହା ସେ ତାଙ୍କ ପାଖକକ୍ସ୍ଟ ଆଣିବେ।
19 Sua mãe lhe fazia uma túnica pequena e, de ano em ano, a levava para ele quando ia com o seu marido oferecer o sacrifício anual.
20 ପକ୍ସ୍ଟଣି ଏଲି ଇଲ୍କାନାକକ୍ସ୍ଟ ଓ ତା'ର ସ୍ତ୍ରୀକକ୍ସ୍ଟ ଆଶୀର୍ବାଦ କଲେ ଏବଂ କହିଲେ, ସଦାପ୍ରଭୁଙ୍କର ଏହି ସ୍ତ୍ରୀଲୋକ ପ୍ରତି ଗୋଟିଏ ପିଲା ପାଇଁ ଆଶୀର୍ବାଦ ହେଉ, ହନାହାବ ପକ୍ସ୍ଟତ୍ର ପ୍ରାର୍ଥନା କରୁଥିବା ସ୍ଥାନକକ୍ସ୍ଟ ନିଆ ହେଉ ଏବଂ ତା'ପରେ ସଦାପ୍ରଭୁଙ୍କୁ ଦେଲେ।
20 Eli abençoava Elcana e a sua mulher e dizia: — Que o E voltavam para a sua casa.
21 ଏହାପରେ ସମାନେେ ଆପଣା ଗୃହକକ୍ସ୍ଟ ଫରେିଗଲେ। ପକ୍ସ୍ଟଣି ସଦାପ୍ରଭୁ ହାନ୍ନା ପ୍ରତି ଦୟା କଲେ ଓ ସେ ତିନି ପକ୍ସ୍ଟତ୍ର ଓ ଦକ୍ସ୍ଟଇ କନ୍ଯା ପ୍ରସବ କଲା। ଏଥି ମଧିଅରେ ବାଳକ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କ ଉପସ୍ଥିତି ରେ ବଢିଲା।
21 Assim, o Senhor abençoou Ana e ela engravidava. Teve mais três filhos e duas filhas. E o menino Samuel crescia diante do Senhor .
22 ଏଲି ଅତି ବୃଦ୍ଧ ହେଲେ। ପକ୍ସ୍ଟଣି ତାଙ୍କର ପକ୍ସ୍ଟତ୍ରମାନେ ସମକ୍ସ୍ଟଦାଯ ଇଶ୍ରାୟେଲକକ୍ସ୍ଟ ଯାହା ଯାହା କଲେ ଓ ୟିଏକି ସମାଗମ ତମ୍ବୁର ପ୍ରବେଶ ନିକଟରେ ସବୋ କାରୀଣୀ ସ୍ତ୍ରୀଗଣ ସହିତ କିପରି ଶଯନ କଲେ, ଏସବୁ କଥା ତାଙ୍କ ଦ୍ବାରା ଶକ୍ସ୍ଟଣା ହେଲା।
22 Eli já era muito velho e ouvia tudo o que os seus filhos faziam a todo o Israel e de como se deitavam com as mulheres que serviam à porta da tenda do encontro.
23 ତହକ୍ସ୍ଟଁ ସେ ସମାନଙ୍କେୁ କହିଲେ, ତୁମ୍ଭମାନେେ କାହିଁକି ଏପରି କରୁଅଛ? କାରଣ ମୁ ଏହି ସମସ୍ତ ଲୋକଙ୍କଠାରକ୍ସ୍ଟ ତୁମ୍ଭମାନଙ୍କ ବିଷଯ ରେ ନାନା ମନ୍ଦକଥା ଶକ୍ସ୍ଟଣିଅଛି।
23 E disse-lhes: — Por que vocês fazem essas coisas? Pois de todo este povo ouço constantemente falar das coisas más que vocês fazem.
24 ନାହିଁ, ନାହିଁ, ମାରେ ପକ୍ସ୍ଟତ୍ରମାନେ, ମୁ ଯେଉଁ ଜନରବ ଶକ୍ସ୍ଟଣକ୍ସ୍ଟଅଛି, ଭଲ ନକ୍ସ୍ଟ ହେଁ, ତୁମ୍ଭମାନେେ ସଦାପ୍ରଭୁଙ୍କ ଲୋକମାନଙ୍କୁ ଆଜ୍ଞାଲଂଘନ କରାଉଅଛ।
24 Não, meus filhos, porque não é boa fama esta que ouço. Vocês estão levando o povo do Senhor a transgredir.
25 ଜଣେ ମନକ୍ସ୍ଟଷ୍ଯ ଯବେେ ଅନ୍ୟ ଜଣେ ମନକ୍ସ୍ଟଷ୍ଯ ବିରକ୍ସ୍ଟଦ୍ଧ ରେ ପାପ କରେ, ତବେେ ପରମେଶ୍ବର ହକ୍ସ୍ଟଏତ୍ ସାହାୟ୍ଯ କରିପାରନ୍ତି। କିନ୍ତ ମନକ୍ସ୍ଟଷ୍ଯ ଯବେେ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ପାପ କରେ, ତବେେ କିଏ ତାହା ପାଇଁ ପ୍ରାର୍ଥନା କରିବ? ତଥାପି ସମାନେେ ପିତାଙ୍କ ବାକ୍ଯ ଶୁଣିଲେ ନାହିଁ, କାରଣ ସମାନଙ୍କେୁ ହତ୍ଯା କରିବାକୁ ସଦାପ୍ରଭୁଙ୍କର ଇଚ୍ଛା ଥିଲା।
25 Se um homem pecar contra o seu próximo, Deus será o árbitro. Mas, se ele pecar contra o Senhor , quem intercederá por ele? Mas eles não ouviram a voz de seu pai, porque o
26 କିନ୍ତୁ ବାଳକ ଶାମକ୍ସ୍ଟଯଲେ କ୍ରମେ କ୍ରମେ ବଡ ହେଲା ଆଉ ପରମେଶ୍ବରଙ୍କର ଓ ଲୋକମାନଙ୍କର ଅନକ୍ସ୍ଟଗ୍ରହ ପାତ୍ର ହେଲା।
26 E o jovem Samuel crescia em estatura e no favor do Senhor e dos homens.
27 ଏହାପରେ ପରମେଶ୍ବରଙ୍କଠାରକ୍ସ୍ଟ ଏକ ଲୋକ ଏଲିଙ୍କ ନିକଟକକ୍ସ୍ଟ ଆସି କହିଲା, ସଦାପ୍ରଭୁ ଏହା କହନ୍ତି, 'ଯେତବେେଳେ ତୁମ୍ଭର ପୂର୍ବପୁରୁଷଗଣ ମିଶର ରେ ଫାରୋର ଦାସତ୍ବ ରେ ଥିଲ। ସେ ସମୟରେ ମୁ ସମାନଙ୍କେ ଆଗ ରେ ଆବିର୍ଭାବ ହଲିେ।
27 Um homem de Deus veio a Eli e disse: — Assim diz o
28 ଇଶ୍ରାୟେଲର ଗୋଷ୍ଠୀମାନଙ୍କ ମଧ୍ଯରକ୍ସ୍ଟ ତୁମ୍ଭର ପରିବାରବର୍ଗକକ୍ସ୍ଟ ମାରେ ଯାଜକ ହାଇେ ସବୋ କରିବାକୁ, ଏଫୋଦ ପରିଧାନ କରିବାକୁ ଓ ୟଜ୍ଞବଦେୀ ରେ ଧୂପ ଜଳାଇବାକକ୍ସ୍ଟ ମୁ ମନୋନୀତ କରିଅଛି। ଆହକ୍ସ୍ଟରି ମଧ୍ଯ ମୁ ତୁମ୍ଭକୁ ଏକ ନିଯମ ଦଲେି ଯେ, ମାେ ପାଇଁ ଇଶ୍ରାୟେଲର ଲୋକମାନେ ଉତ୍ସର୍ଗ କରୁଥିବା ମାଂସ ଓ ଅନ୍ୟ ସାମଗ୍ରି ତକ୍ସ୍ଟମ୍ଭ ପରିବାରବର୍ଗକକ୍ସ୍ଟ ଦିଆୟିବ।
28 Eu o escolhi dentre todas as tribos de Israel para ser o meu sacerdote, para subir ao meu altar, para queimar o incenso e para usar a estola sacerdotal diante de mim. E dei à casa de seu pai todas as ofertas queimadas dos filhos de Israel.
29 ତବେେ ତୁମ୍ଭମାନେେ କାହିଁକି ମାରେ ନବୈେଦ୍ଯ ଓ ବଳୀଦାନକକ୍ସ୍ଟ ପରିତ୍ଯାଗ କରୁଛ ଯାହାକି ମାେ ମନ୍ଦିର ରେ ଉତ୍ସର୍ଗ କରାୟିବ ବୋଲି ମୁ ଆଜ୍ଞା ଦଇେଅଛି? ପକ୍ସ୍ଟଣି କାହିଁକି ତୁମ୍ଭର ପକ୍ସ୍ଟତ୍ରଗଣଙ୍କକ୍ସ୍ଟ ମାଠାେରକ୍ସ୍ଟ ଅଧିକ ସମ୍ମାନ ଦେଉଛ, ଇଶ୍ରାୟେଲୀୟମାନେ ମାେ ସକାେଶ ଉତ୍ସର୍ଗ କରୁଥିବା ବଳୀର ଅଂଶ ଓ ମଦେ କାହିଁକି ତକ୍ସ୍ଟମ୍ଭ ନିଜ ପାଇଁ ନେଉଛ?'
29 Por que tratam com desprezo os meus sacrifícios e as minhas ofertas de cereais, que ordenei que se fizessem na minha morada? E, você, por que honra os seus filhos mais do que a mim, para que você e eles engordem com as melhores partes de todas as ofertas do meu povo de Israel?”
30 ଏଣୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ତକ୍ସ୍ଟମ୍ଭ ଗୃହରକ୍ସ୍ଟ ଓ ତକ୍ସ୍ଟମ୍ଭ ପକ୍ସ୍ଟତୃଗୃହରକ୍ସ୍ଟ ଚିରଦିନ ପାଇଁ ମାରେ ଯାଜକ ହବେ ବୋଲି ମୁ ପ୍ରତିଜ୍ଞା କଲି। କିନ୍ତୁ ଏବେ ସଦାପ୍ରଭୁ କହନ୍ତି, 'ତାହା ଆଉ କବେେ ଘଟିବ ନାହିଁ। କାରଣ ଯେଉଁମାନେ ମାେତେ ସମ୍ମାନ କରନ୍ତି, ମୁ ସମାନଙ୍କେୁ ସମ୍ମାନ କରିବି। କିନ୍ତୁ ଯେଉଁମାନେ ମାେତେ ତକ୍ସ୍ଟଚ୍ଛଜ୍ଞାନ କରନ୍ତି, ସମାନଙ୍କେୁ ଅସମ୍ମାନ କରାୟିବ।
30 — Portanto, o Senhor , o Deus de Israel, diz: “Na verdade, eu prometi que a sua casa e a casa de seu pai andariam diante de mim para sempre. Mas agora o Senhor diz: Longe de mim tal coisa, porque honrarei aqueles que me honram, porém desprezarei os que me desprezam.
31 ସମୟ ଆସକ୍ସ୍ଟଅଛି, ଯେତବେେଳେ ମୁ ତୁମ୍ଭର ଶକ୍ତି ଓ ତୁମ୍ଭର ପିତୃଗୃହର ଶକ୍ତି କାଟି ପକାଇବି, ସହେିଦିନ ଆସକ୍ସ୍ଟଅଛି, ତହିଁରେ ତକ୍ସ୍ଟମ୍ଭ ବଂଶ ରେ ଜଣେ ବି ବୃଦ୍ଧ ଲୋକ ରହିବ ନାହିଁ।
31 Eis que vêm dias em que acabarei com o seu poder e com o poder da casa de seu pai, para que ninguém em sua casa chegue a ficar velho.
32 ପକ୍ସ୍ଟଣି ପରମେଶ୍ବର ଇଶ୍ରାୟେଲକକ୍ସ୍ଟ ଆଶୀର୍ବାଦ ଓ ମଙ୍ଗଳ ପ୍ରଦାନ କରିବେ। କିନ୍ତୁ ତୁମ୍ଭେ ତୁମ୍ଭର ଗୃହ ରେ ଦକ୍ସ୍ଟଃଖ ଦେଖିବ; ଆଉ ତକ୍ସ୍ଟମ୍ଭ ଗୃହ ରେ କହେି କଦାପି ବୃଦ୍ଧ ହବେେ ନାହିଁ।
32 E você verá a aflição da morada de Deus, juntamente com o bem que farei a Israel. Mas ninguém da sua casa chegará à velhice.
33 ଆଉ ତୁମ୍ଭର ସମସ୍ତ ବଂଶଧରଗଣଙ୍କକ୍ସ୍ଟ ଆପଣା ୟଜ୍ଞବଦେୀରକ୍ସ୍ଟ ଆସକ୍ସ୍ଟଥିବା ମୁ ଉଚ୍ଛିନ୍ନ କରିବି ନାହିଁ। ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ କେତକେ ମାରେ ୟଜ୍ଞବଦେୀ ରେ ସବୋ କରିବ। ସମାନେେ ତୁମ୍ଭର ପରିବାର ଧ୍ବଂସ ପାଇଁ କାନ୍ଦକ୍ସ୍ଟଥିବେ ଓ ଶୋକ କରୁଥିବେ। କିନ୍ତୁ ତୁମ୍ଭର ଅଧିକାଂଶ ବଂଶଧରଗଣ ସମାନଙ୍କେର ୟୌବନାବସ୍ଥା ରେ ମରିବେ।
33 O homem, porém, da sua linhagem a quem eu não afastar do meu altar será poupado apenas para lhe consumir os olhos e lhe entristecer a alma. E todos os descendentes da sua casa morrerão na flor da idade.
34 ପକ୍ସ୍ଟଣି ତୁମ୍ଭର ଦକ୍ସ୍ଟଇପକ୍ସ୍ଟତ୍ର ହଫ୍ନି ଓ ପିନହସ ପ୍ରତି ଯାହା ଘଟିବ, ତାହା ତକ୍ସ୍ଟମ୍ଭ ପାଇଁ ଚିହ୍ନ ସ୍ବରୂପ ହବେ। ସେ ଦକ୍ସ୍ଟ ହେଁ ଏକ ଦିନ ରେ ମରିବେ।
34 E o que vier a acontecer com os seus dois filhos, Hofni e Fineias, será um sinal para você: ambos morrerão no mesmo dia.
35 ପକ୍ସ୍ଟଣି ମୁ ମାେ ନିମନ୍ତେ ଏକ ବିଶ୍ବସ୍ତ ଯାଜକ ଉତ୍ପନ୍ନ କରିବି ୟିଏ ମାେ ମନ ଓ ମାେ ହୃଦଯ ଅନକ୍ସ୍ଟସା ରେ କର୍ମ କରିବ। ଆଉ ମୁ ତାହାର ଗୃହ ପ୍ରତିଷ୍ଠା କରିବି ଏବଂ ସେ ମାରେ ମନୋନୀତ ରାଜାଙ୍କ ସମ୍ମକ୍ସ୍ଟଖ ରେ ସର୍ବଦା ସବୋ କରିବେ।
35 Então suscitarei para mim um sacerdote fiel, que fará segundo o que tenho no coração e na mente. Eu lhe edificarei uma casa estável, e ele andará diante do meu ungido para sempre.
36 ଆଉ ତୁମ୍ଭର ଅବଶିଷ୍ଟ ବଂଶଧରଗଣ ଯାଜକ ନିକଟରେ ଆସି ତାଙ୍କୁ ଜବାବ କରିବେ, ଦୟାକରି ମାେତେ ଯାଜକ ଭାବରେ କିଛି କାମ ଦିଅନ୍ତକ୍ସ୍ଟ, ଯାହା ଫଳ ରେ ମୁ କିଛି ଖାଦ୍ୟ ଓ କିଛି ଟଙ୍କା ରୋଜଗାର କରି ପାରିବି।'
36 E todo aquele que restar da sua casa virá a inclinar-se diante dele, para obter uma moeda de prata e um bocado de pão. E dirá: ‘Peço que você me dê um dos cargos sacerdotais, para que eu tenha um pedaço de pão para comer.’”

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Samuel 2, comparar traduções ou montar um estudo — tudo direto pelo WhatsApp.