1 Samuel 28
Oriya Bible (GL_ORIYA) vs VC
1 କିଛିଦିନ ପରେ ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ୈସନ୍ଯମାନଙ୍କୁ ଏକତ୍ରୀତ କରୁଥିଲେ। ଅଖୀଶ ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭେ ବକ୍ସ୍ଟଝି ପାରକ୍ସ୍ଟଛ କି ଯେ ତୁମ୍ଭେ ଏବଂ ତୁମ୍ଭର ଲୋକମାନେ ନିଶ୍ଚିତ ମାେ ସହିତ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ୟିବ।
1 Por aquele tempo, os filisteus mobilizaram suas tropas em um só exército para combater contra Israel. Aquis disse a Davi: Sabe que virás comigo à guerra, tu e os teus homens.
2 ଦାଉଦ ଅଖୀଶଙ୍କକ୍ସ୍ଟ କହିଲେ, ତା ହେଲ ଆପଣଙ୍କ ଦାସ କ'ଣ କରିବ ଆପଣ ଜାଣିବେ।
2 Davi respondeu: Tu verás do que é capaz o teu servo. Pois bem, disse Aquis, confio-te para sempre a guarda de minha pessoa!
3 ଶାମକ୍ସ୍ଟଯଲେ ମରି ୟାଇଥିଲେ, ସମସ୍ତ ଇଶ୍ରାୟେଲୀୟବାସୀ ଶାମୁୟେଲଙ୍କର ମୃତକ୍ସ୍ଟ୍ଯ ପ୍ରତି ଦକ୍ସ୍ଟଃଖର ସହ ସମବଦନୋ ଜଣାଇ ଶାେକ କରି ତାଙ୍କର ନିଜ ସ୍ଥାନ ରାମାଠା ରେ କବର ଦେଉଥିଲେ।
3 Samuel tinha falecido e todo o Israel o chorara. Tinham-no sepultado em Ramá, sua cidade. E Saul expulsara da terra os necromantes, os feiticeiros e os adivinhos.
4 ପଲେଷ୍ଟୀୟମାନେ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହେଉଥିଲେ। ସମାନେେ ଶୂନମେ ରେ ତାଙ୍କର ସନୋ ଛାଉଣୀ ପ୍ରସ୍ତକ୍ସ୍ଟତ କରୁଥିଲେ। ଶାଉଲ ସମସ୍ତ ଇଶ୍ରାୟେଲୀୟବାସୀଙ୍କକ୍ସ୍ଟ ଏକତ୍ରୀତ କରି ଗିଲ୍ବୋଯ ରେ ସନୋ ଛାଉଣୀ ସ୍ଥାପନ କଲେ।
4 Os filisteus mobilizados vieram acampar em Sunão, enquanto Saul ajuntava os israelitas, acampando em Gelboé.
5 ଶାଉଲ ପଲେଷ୍ଟୀୟମାନଙ୍କର ସନୋ ଛାଉଣୀକି ଦେଖିବାକକ୍ସ୍ଟ ଭୟ କଲେ। ତାଙ୍କର ହୃଦଯ ଭୟ ରେ ଚକ୍ସ୍ଟରମାର ହାଇଗେଲା।
5 Ao ver o acampamento dos filisteus, Saul inquietou-se e teve grande medo.
6 ଯେତବେେଳେ ଶାଉଲ ସଦାପ୍ରଭୁଙ୍କୁ ପଚାରିଲେ, ସଦାପ୍ରଭୁ ତାଙ୍କୁ କିଛି ଉତ୍ତର କଲେ ନାହିଁ। ସଦାପ୍ରଭୁ ସ୍ବପ୍ନଦ୍ବାରା କିମ୍ବା ଉରୀମ୍ ଦ୍ବାରା ନା ଭବିଷ୍ଯଦ୍ବକ୍ତାଙ୍କ ଦ୍ବାରା ମଧ୍ଯ ତାଙ୍କୁ ଉତ୍ତର କଲେ ନାହିଁ।
6 E consultou o Senhor, o qual não lhe respondeu nem por sonhos, nem pelo urim, nem pelos profetas.
7 ତା'ପରେ ଶାଉଲ ନିଜର ଦାସମାନଙ୍କୁ ଆଦେଶ ଦେଲେ, ମାେ ପାଇଁ ଏକ ସ୍ତ୍ରୀ ଲୋକ ଖାଜେ ଯେ କି ମୃତ ଲୋକମାନଙ୍କର ଆତ୍ମା ସହିତ କଥା ହାଇପୋରିବ। ମୁ ଯଦି ଓ ତାକକ୍ସ୍ଟ ପଗ୍ଭରିବି ଯାହାସବୁ ଘଟିବାକକ୍ସ୍ଟ ଯାଉଛି।
7 O rei disse aos seus servos: Procurai-me uma necromante para que eu a consulte. Há uma em Endor, responderam-lhe.
8 ଶାଉଲ ଛଦ୍ମ ବେଶ ରେ ଅଲଗା ବସ୍ତ୍ର ପିନ୍ଧି ତାଙ୍କର ଦକ୍ସ୍ଟଇଜଣ ଲୋକଙ୍କ ସହିତ ସହେି ସ୍ତ୍ରୀ ଲୋକକୁ ରାତି ରେ ଦଖାେ କରିବାକୁ ଗଲେ। ଶାଉଲ ତାଙ୍କୁ କହିଲେ, ତୁମ୍ଭେ ମାେପାଇଁ ଗୋଟିଏ ଆତ୍ମାକକ୍ସ୍ଟ ଡାକ ୟିଏକି ଭବିଷ୍ଯତ ରେ କଣ ହବୋକକ୍ସ୍ଟ ଯାଉଛି ମାେତେ କହି ପାରିବ। ତୁମ୍ଭେ ଏକ ଆତ୍ମାକକ୍ସ୍ଟ ଆଣ ଯାହାର ନାମ ମୁ କହକ୍ସ୍ଟଛି।
8 Saul disfarçou-se, tomou outras vestes e pôs-se a caminho com dois homens. Chegaram à noite à casa da mulher. Saul disse-lhe: Predize-me o futuro, evocando um morto; faze-me vir aquele que eu te designar.
9 କିନ୍ତୁ ସ୍ତ୍ରୀ ଲୋକଟି ଶାଉଲଙ୍କକ୍ସ୍ଟ କହିଲା, ତୁମ୍ଭେ ଜାଣ ଶାଉଲ ଯାହା କରିଅଛି। କିପରି ସେ ଭକ୍ସ୍ଟତକ୍ସ୍ଟଡିଯା ଓ ଗକ୍ସ୍ଟଣିଆମାନଙ୍କୁ ଇଶ୍ରାୟେଲ ଦେଶରକ୍ସ୍ଟ ବିତାଡିତ କରିଛି। ତୁମ୍ଭେ ମାେତେ ଫାନ୍ଦ ରେ ପକାଇ ମାରିବା ପାଇଁ ଗ୍ଭହକ୍ସ୍ଟଁଛ।
9 Respondeu-lhe a mulher: Tu bem sabes o que fez Saul, como expulsou da terra os necromantes e os adivinhos. Por que me armas ciladas para matar-me?
10 ଶାଉଲ ସଦାପ୍ରଭୁଙ୍କର ନାମ ନଇେ ପ୍ରତିଜ୍ଞା କରି କହିଲା, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କଥା ପାଇଁ ତୁମ୍ଭକୁ କୌଣସି ଦଣ୍ତ ମିଳିବ ନାହିଁ।
10 Saul, porém, jurou-lhe pelo Senhor: Por Deus, disse ele, não te acontecerá mal algum por causa disso.
11 ସ୍ତ୍ରୀ ଲୋକଟି କହିଲା, ମୁ କାହାକକ୍ସ୍ଟ ତକ୍ସ୍ଟମ୍ଭ ନିକଟକକ୍ସ୍ଟ ଉଠାଇ ଆଣିବି। ସେ କହିଲେ, ମାେ ପାଖକକ୍ସ୍ଟ ଶାମୁୟେଲଙ୍କୁ ଉଠାଇ ଆଣ।
11 Disse-lhe então a mulher: A quem evocarei? Evoca-me Samuel.
12 ସେ ସ୍ତ୍ରୀ ଲୋକଟି ଶାମୁୟେଲଙ୍କୁ ଦେଖି ରଡି କରିବାକୁ ଲାଗିଲା। ସେ ସ୍ତ୍ରୀ ଲୋକଟି ଶାଉଲଙ୍କକ୍ସ୍ଟ କହିଲା, ତୁମ୍ଭେ ମାେତେ କାହିଁକି ପ୍ରତାରଣା କଲ? ତୁମ୍ଭେ ଶାଉଲ।
12 E a mulher, tendo visto Samuel, soltou um grande grito: Por que me enganaste?, disse ela ao rei. Tu és Saul!
13 ରାଜା ସ୍ତ୍ରୀ ଲୋକଟିକକ୍ସ୍ଟ କହିଲେ, ଭୟ କର ନାହିଁ, ତୁମ୍ଭେ କ'ଣ ଦେଖକ୍ସ୍ଟଛ? ସ୍ତ୍ରୀ ଲୋକ ଜଣକ କହିଲା, ମୁ ଦେଖକ୍ସ୍ଟଛି ଏକ ଶକ୍ତି ଭୂମିରକ୍ସ୍ଟ ବାହାରକ୍ସ୍ଟଛି।
13 E o rei: Não temas! Que vês? A mulher: Vejo um deus que sobe da terra.
14 ଶାଉଲ ତାଙ୍କୁ ପଚାରିଲେ, ସେ କିପରି ଦେଖିବାକକ୍ସ୍ଟ.! ସେ ସ୍ତ୍ରୀ ଲୋକ ଜଣକ ଉତ୍ତର ଦଲୋ, ସେ ଜଣେ ବୃଦ୍ଧଙ୍କ ପରି ଦଖାେ ଯାଉଛି ଓ ସେ ରାଜକୀଯ ପୋଷାକ ପିନ୍ଧିଛନ୍ତି।
14 Qual é o seu aspecto? É um ancião, envolto num manto. Saul compreendeu que era Samuel, e prostrou-se com o rosto por terra.
15 ଶାମକ୍ସ୍ଟଯଲେ ଶାଉଲଙ୍କକ୍ସ୍ଟ କହିଲେ, ମାେତେ କାହିଁକି ତୁମ୍ଭେ ବ୍ଯସ୍ତ କଲ? ମାେତେ କାହିଁକି ତୁମ୍ଭେ ଉଠାଇଲ?
15 Samuel disse ao rei: Por que me incomodaste, fazendo-me subir aqui? Estou em grande angústia, disse o rei. Os filisteus atacam-me e Deus se retirou de mim, não me respondendo mais, nem por profetas, nem por sonhos. Chamei-te para que me indiques o que devo fazer.
16 ଶାମକ୍ସ୍ଟଯଲେ କହିଲେ, ସଦାପ୍ରଭୁ ତୁମ୍ଭକୁ ପରିତ୍ଯାଗ କରିଛନ୍ତି। ବର୍ତ୍ତମାନ ସେ ତୁମ୍ଭର ପଡ଼ୋଶୀ ଦାଉଦଙ୍କ ପକ୍ଷ ରେ ଅଛନ୍ତି। ତେଣୁ ତୁମ୍ଭେ ମାେତେ କାହିଁକି ବ୍ଯସ୍ତ କରୁଅଛ?
16 Samuel disse-lhe: Por que me consultas, uma vez que o Senhor se retirou de ti, tornando-se teu adversário?
17 ସଦାପ୍ରଭୁ ମାେ ଦ୍ବାରା ଯେପରି କହିଥିଲେ, ସେ ନିଜ ପାଇଁ ସହେିପରି କରିଅଛନ୍ତି। ବର୍ତ୍ତମାନ ସଦାପ୍ରଭୁ ତକ୍ସ୍ଟମ୍ଭଠାରକ୍ସ୍ଟ ରାଜ୍ଯ ଛଡାଇ ନଇେ ତୁମ୍ଭର ପଡ଼ୋଶୀ ଦାଉଦଙ୍କକ୍ସ୍ଟ ଦଇେଛନ୍ତି।
17 Fez o Senhor como tinha anunciado pela minha boca: ele tira a realeza de tua mão para dá-la a outro, a Davi.
18 ତୁମ୍ଭେ ସଦାପ୍ରଭୁଙ୍କୁ ଅମାନ୍ଯ କରିଅଛ। ତୁମ୍ଭେ ଅମାଲକେୀଯମାନଙ୍କୁ ଧ୍ବଂସ କଲନାହିଁ ଏବଂ ସମାନଙ୍କେୁ ଘଟକ୍ସ୍ଟଥିବା ପରମେଶ୍ବରଙ୍କ କୋପଦୃଷ୍ଟି ସମାନଙ୍କେୁ ତୁମ୍ଭେ ଦଖାଇେଲ ନାହିଁ। ସେଥିପାଇଁ ଆଜି ସଦାପ୍ରଭୁ ତୁମ୍ଭକୁ ଏପରି କରୁଛନ୍ତି।
18 Não obedeceste à voz do Senhor e não fizeste sentir a Amalec o fogo de sua cólera; eis por que o Senhor te trata hoje assim.
19 ସଦାପ୍ରଭୁ ତକ୍ସ୍ଟମ୍ଭ ସହିତ ଇଶ୍ରାୟେଲକକ୍ସ୍ଟ ପଲେଷ୍ଟୀୟମାନଙ୍କ ଦ୍ବାରା ପରାସ୍ତ କରାଇବେ। ତୁମ୍ଭେ ଓ ତୁମ୍ଭର ପକ୍ସ୍ଟତ୍ରମାନେ ଆସନ୍ତା କାଲି ମାେ ସହିତ ଏହିଠା ରେ ରହିବ।
19 E mais: o Senhor vai entregar Israel, juntamente contigo, nas mãos dos filisteus. Amanhã, tu e teus filhos estareis comigo, e o Senhor entregará aos filisteus o acampamento de Israel.
20 ଶାଉଲ ସହେିକ୍ଷଣି ଭୂମିରେ ଲମ୍ବ ହାଇେ ପଡିଗଲେ ଓ ଶାମୁୟେଲଙ୍କ କଥା ରେ ତାଙ୍କର ବହକ୍ସ୍ଟତ ଭୟଜାତ ହେଲା। ଶାଉଲ ମଧ୍ଯ ବହକ୍ସ୍ଟତ ଦୁର୍ବଳ ଥିଲେ। କାରଣ ସେ ସଦେିନ ଓ ରାତି କିଛି ଆହାର କରି ନଥିଲେ।
20 Saul, atemorizado com as palavras de Samuel, caiu estendido por terra, pois estava extenuado, nada tendo comido todo aquele dia e toda aquela noite.
21 ସହେି ସ୍ତ୍ରୀ ଲୋକଟି ଶାଉଲଙ୍କ ନିକଟକକ୍ସ୍ଟ ଆସି ଦେଖିଲା ଯେ, ସେ ଅତି ଭୟଭୀତ ଥିଲା। ସେ କହିଲା, ଦେଖ, ମୁ ତୁମ୍ଭର ଦାସୀ ମୁ ତୁମ୍ଭକୁ ସମ୍ମାନ କରୁଛି। ମୁ ମାରେ ଜୀବନକକ୍ସ୍ଟ ସଙ୍କଟାପୂର୍ଣ କରି ତୁମ୍ଭେ ଯାହା କହିଲି, ମୁ ତାହା କଲି।
21 A mulher aproximou-se de Saul, e, vendo-o assim extremamente aterrado, disse-lhe: Tua serva obedeceu-te. Expus minha vida para obedecer à ordem que me deste.
22 ଦୟା ପୂର୍ବକ ମାେ କଥା ଟିକେ ଶକ୍ସ୍ଟଣନ୍ତକ୍ସ୍ଟ। ଆପଣଙ୍କକ୍ସ୍ଟ କିଛି ଖାଦ୍ୟ ଦବୋ ପାଇଁ ଅନକ୍ସ୍ଟମତି ଲୋଡକ୍ସ୍ଟଛି। ଆପଣ ନିଶ୍ଚିତ ଖାଇବେ, ତା'ପରେ ଆପଣ ଶକ୍ତି ପାଇ ଆପଣା ବାଟରେ ଗ୍ଭଲିଯିବେ।
22 Ouve agora, tu também, a voz de tua serva. Vou dar-te um pouco de alimento, para que o comas e tenhas força para retomar o teu caminho.
23 କିନ୍ତୁ ସେ କହିଲେ, ଶାଉଲ ମନା କଲେ, ମୁ କିଛି ଖାଇବି ନାହିଁ। ଶାଉଲର ଦାସୀମାନେ ଓ ସହେି ସ୍ତ୍ରୀ ଲୋକଟି ସହ ମିଶି ତାଙ୍କୁ କିଛି ଖାଇବା ପାଇଁ ପ୍ରସ୍ତକ୍ସ୍ଟତ କଲେ। ଶଷେ ରେ ଶାଉଲ ସମାନଙ୍କେର କଥା ରକ୍ଷା କଲେ ଓ ଭୂମିରକ୍ସ୍ଟ ଉଠିଲେ ଓ ବସିଲେ।
23 Saul, porém, recusou: Não comerei, disse ele. Entretanto, insistindo com ele seus servos e a mulher, cedeu; levantou-se do chão e sentou-se na cama.
24 ସହେି ସ୍ତ୍ରୀ ଲୋକଟାର ଏକ ସକ୍ସ୍ଟସ୍ଥସବଳ ବାଛକ୍ସ୍ଟରି ତା'ର ଗୃହ ରେ ଥିଲା। ସେ ତାଙ୍କୁ ମାରିଲା ଓ ଅଟା ନଇେ ଦଳିଲା ଓ ତାକକ୍ସ୍ଟ ତାଡିଶୂନ୍ଯ ରୋଟୀ ପ୍ରସ୍ତକ୍ସ୍ଟତ କଲା।
24 A mulher tinha em casa um bezerro cevado. Matou-o depressa e, tomando farinha, amassou-a, fazendo com ela pães sem fermento.
25 ସହେି ସ୍ତ୍ରୀ ଲୋକଟି ଖାଦ୍ୟଦ୍ରବ୍ଯ ନଇେ ଶାଉଲ ଓ ତା'ର ଦାସମାନଙ୍କୁ ପରଷିଲା, ଶାଉଲ ଏବଂ ଦାସମାନେ ଖାଇଲେ। ସହେିଦିନ ରାତ୍ରି ରେ ସମାନେେ ସେ ସ୍ଥାନ ପରିତ୍ଯାଗ କଲେ।
25 Cozeu-os e levou-os a Saul e à sua gente. Tendo comido, levantaram-se e partiram naquela mesma noite.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Samuel 28, comparar traduções ou montar um estudo — tudo direto pelo WhatsApp.