1 Samuel 27
Oriya Bible (GL_ORIYA) vs NTLH
1 କିନ୍ତୁ ଦାଉଦ ନିଜେ ଚିନ୍ତା କଲେ, ମୁ ଦିନେ ଶାଉଲଙ୍କ ହାତ ରେ ଧରା ହବେି। ଏହା ସବୁଠକ୍ସ୍ଟ ଭଲ ହବେ। ମୁ ପଲେଷ୍ଟୀୟମାନଙ୍କ ଦେଶକକ୍ସ୍ଟ ୟାଇ ନିଜକକ୍ସ୍ଟ ରକ୍ଷା କରିବି। ତହିଁରେ ଶାଉଲ ଇଶ୍ରାୟେଲର ସମସ୍ତ ଅଞ୍ଚଳ ଖାଜେି ନିରାଶ ହବେ। ଏହିପରି ଭାବରେ ମୁ ତାଙ୍କର ହସ୍ତରକ୍ସ୍ଟ ରକ୍ଷା ପାଇବି।
1 Davi pensou assim: — Algum dia Saul vai me matar. A melhor coisa que posso fazer é fugir para a terra dos filisteus. Aí Saul deixará de me procurar em toda a terra de Israel, e assim eu ficarei livre de perigo.
2 ତେଣୁ ଦାଉଦ ଓ ତାଙ୍କର 600 ଲୋକ ଇଶ୍ରାୟେଲ ପରିତ୍ଯାଗ କଲେ। ମାଯୋକର ପକ୍ସ୍ଟତ୍ର ଆଖୀଶ ନାମକ ଗାଥର ରାଜା ନିକଟକକ୍ସ୍ଟ ଗଲେ।
2 Então Davi e os seus seiscentos homens foram imediatamente para onde estava Aquis, filho de Maoque, governador de Gate.
3 ଦାଉଦ ଏବଂ ତାଙ୍କର ଲୋକମାନେ ଏବଂ ସମାନଙ୍କେର ପରିବାରମାନଙ୍କ ସହିତ ଆଖୀଶ ନିକଟରେ ଗାଥ ନଗର ରେ ବାସ କଲେ। ଦାଉଦଙ୍କ ସହିତ ତାଙ୍କର ଦକ୍ସ୍ଟଇଜଣ ସ୍ତ୍ରୀ ବାସ କଲେ। ସମାନେେ ହେଲ ୟିଷ୍ରିଯଲେୀରକ୍ସ୍ଟ ଅହୀନୋଯମ ଓ କର୍ମିଲର ଅବୀଗଲ। ଅବୀଗଲ ନାବଲର ବିଧବା ଥିଲେ।
3 E Davi e os seus homens ficaram morando ali em Gate, com as suas famílias. Estavam com Davi as suas duas mulheres: Ainoã, de Jezreel, e Abigail, a viúva de Nabal, de Carmelo.
4 ଲୋକମାନେ ଶାଉଲଙ୍କକ୍ସ୍ଟ କହିଲେ, ଦାଉଦ ଗାଥକକ୍ସ୍ଟ ପଳାଇ ଅଛି। ଏକଥା ଜାଣିବା ପରେ ସେ ଆଉ ତାଙ୍କର ଅନେଷ୍ବଣ କଲେ ନାହିଁ।
4 Quando Saul soube que Davi tinha fugido para Gate, deixou de procurá-lo.
5 ଦାଉଦ ଅଖୀଶଙ୍କକ୍ସ୍ଟ କହିଲେ, ଯଦି ତୁମ୍ଭେ ମାେ ପ୍ରତି ଖକ୍ସ୍ଟସି ତବେେ ମାେତେ ତକ୍ସ୍ଟମ୍ଭ ସହର ରେ ଏକ ସ୍ଥାନ ଦିଅ। ମୁ କବଳେ ତୁମ୍ଭର ଦାସ ଓ ମୁ ସଠାେରେ ବାସ କରିବି, କିନ୍ତୁ ତକ୍ସ୍ଟମ୍ଭ ସହିତ ଏ ରାଜକୀଯ ସହର ରେ ନକ୍ସ୍ଟହଁ।
5 Davi disse a Aquis: — Se você é meu amigo, me dê uma cidade pequena para eu morar nela. Não é preciso que eu fique morando com você na capital.
6 ସହେିଦିନ ଅଖୀଶ ଦାଉଦଙ୍କକ୍ସ୍ଟ ସିକ୍ଲଗ୍ ନଗର ଦଲୋ ଏବଂ ସିକ୍ଲଗ୍ ନଗର ଅଦ୍ଯାପି ସିକ୍ଲାଗ୍ ୟିହକ୍ସ୍ଟଦା ରାଜାମାନଙ୍କ ଅଧିକାର ରେ ଅଛି।
6 Então Aquis deu a Davi a cidade de Ziclague. Por isso, até hoje Ziclague pertence aos reis de Judá.
7 ଦାଉଦ ପଲେଷ୍ଟୀୟମାନଙ୍କ ସହିତ ଏକବର୍ଷ ଗ୍ଭରି ମାସ ବାସ କଲେ।
7 Davi morou um ano e quatro meses na terra dos filisteus.
8 ଦାଉଦ ଏବଂ ତାଙ୍କର ଲୋକମାନେ ଗଶୂରୀଯ, ଅମାଲକେୀଯ ଓ ଗିଷରୀଯ ଲୋକମାନଙ୍କୁ ଆକ୍ରମଣ କରୁଥାନ୍ତି। ଶୂରର ସନ୍ନିକଟ ଓ ମିଶର ପର୍ୟ୍ଯନ୍ତ ଯେଉଁ ଦେଶ, ସେଥି ମଧ୍ଯରକ୍ସ୍ଟ ପୂର୍ବକାଳ ରେ ସଠାେରେ ସେ ଲୋକମାନେ ବାସ କରୁଥିଲେ।
8 Davi e os seus homens costumavam atacar os gesuritas, os girzitas e os amalequitas que viviam naquela região há muito tempo. Atacavam a terra deles desde Sur até o Egito.
9 ଦାଉଦ ସେ ଅଞ୍ଚଳର ଲୋକମାନଙ୍କୁ ପରାସ୍ତ କରି ସମାନଙ୍କେର ମଷେ, ଗାଈ, ବଳଦ, ଗଧ, ଓଟ, ଏବଂ ସମାନଙ୍କେର ଲକ୍ସ୍ଟଗାପଟା ଆଣି ଅଖୀଶଙ୍କକ୍ସ୍ଟ ଦେଉଥିଲେ। କକ୍ସ୍ଟନ୍ତକ୍ସ୍ଟ ଦାଉଦ ସମାନଙ୍କେ ମଧ୍ଯରକ୍ସ୍ଟ କୌଣସି ଲୋକଙ୍କକ୍ସ୍ଟ ବଞ୍ଚିବାକକ୍ସ୍ଟ ଅନକ୍ସ୍ଟମତି ଦେଲେ ନାହିଁ।
9 Matavam todos os homens e mulheres e tomavam as ovelhas, o gado, os jumentos, os camelos e também as roupas. Aí Davi voltava para Gate,
10 ଦାଉଦ ଏହିପରି ପ୍ରେତ୍ୟକକଥର କଲେ, ପ୍ରେତ୍ୟକକ ଥର ଅଖୀଶ ଦାଉଦଙ୍କକ୍ସ୍ଟ ପଗ୍ଭରକ୍ସ୍ଟ ଥିଲେ, ତୁମ୍ଭେ ଆଜି କେଉଁଠାକକ୍ସ୍ଟ ଚଢାଉକରିବା ପାଇଁ ଗଲ? ଦାଉଦ କହିଲେ, ଆମ୍ଭେ ୟିହକ୍ସ୍ଟଦାର ଦକ୍ଷିଣାଅଞ୍ଚଳ ଓ ୟିରହମୀଲୀଯଙ୍କ ଦକ୍ଷିଣାଞ୍ଚଳ ଓ କନେୀଯମାନଙ୍କ ଦକ୍ଷିଣାଅଞ୍ଚଳ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲକ୍ସ୍ଟ।
10 e Aquis lhe perguntava: — Quem foi que você atacou hoje? E Davi respondia que tinha atacado o Sul de Judá, ou a tribo de Jerameel, ou a terra dos queneus.
11 ଦାଉଦ କଦାପି ଗାଥକକ୍ସ୍ଟ ଆଣିବାକକ୍ସ୍ଟ କାହାରିକକ୍ସ୍ଟ ଜୀବିତ ରଖକ୍ସ୍ଟ ନ ଥିଲେ। ସେ ଭାବକ୍ସ୍ଟଥିଲେ, ଯଦି ଆମ୍ଭେ ଲୋକକୁ ଜୀବିତ ଛାଡକ୍ସ୍ଟ, ସେ ଲୋକମାନେ ଅଖୀଶଙ୍କକ୍ସ୍ଟ ସବୁ କହି ଦବେେ, ବାସ୍ତବ ରେ ମୁ କ'ଣ କରୁଥିଲି।
11 Davi matava todos, homens e mulheres, para que ninguém voltasse a Gate e contasse o que ele e os seus homens faziam. Davi fez isso todo o tempo em que morou entre os filisteus.
12 ଅଖୀଶ ଦାଉଦଙ୍କକ୍ସ୍ଟ ବିଶ୍ବାସ କରି ନିଜକକ୍ସ୍ଟ ନିଜେ କହିଲା, ବର୍ତ୍ତମାନ ଦାଉଦର ନିଜର ଲୋକମାନେ ତାଙ୍କୁ ଘୃଣା କରିବା ଆରମ୍ଭ କଲଣେି, ଇଶ୍ରାୟେଲୀୟମାନେ ଦାଉଦଙ୍କକ୍ସ୍ଟ ବହକ୍ସ୍ଟତ ଘୃଣା କରୁଛନ୍ତି ଏବଂ ବର୍ତ୍ତମାନ ଦାଉଦ ମାରେ ଦାସ ହାଇେ ଚିରଦିନ ରହିବ।
12 Aquis confiava em Davi e dizia: — Ele é muito odiado pelo seu próprio povo, os israelitas, e por isso trabalhará para mim a vida inteira.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Samuel 27, comparar traduções ou montar um estudo — tudo direto pelo WhatsApp.