1 Samuel 26
Oriya Bible (GL_ORIYA) vs VC
1 ସୀଫୀଯରକ୍ସ୍ଟ ଲୋକମାନେ ଗିବିଯାକକ୍ସ୍ଟ ଶାଉଲଙ୍କ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, ଦାଉଦ ଯେଶିମନର ହଖୀଲା ପର୍ବତ ରେ ଆପଣାକକ୍ସ୍ଟ ଲକ୍ସ୍ଟଗ୍ଭଇ ଅଛି।
1 Vieram os zifeus novamente ter com Saul, em Gabaa, e disseram-lhe: Davi está escondido na colina de Haquila, a oriente do deserto.
2 ଶାଉଲ ସୀଫ୍ ମରକ୍ସ୍ଟଭୂମିକକ୍ସ୍ଟ ଗଲେ, ଦାଉଦଙ୍କକ୍ସ୍ଟ ଖାଜେିବ ପାଇଁ ଇଶ୍ରାୟେଲର 3,000 ବଛା ବଛା ସୈନିକ ନଇେ ସୀଫ୍ ପ୍ରାନ୍ତରରକକ୍ସ୍ଟ ଗଲେ।
2 Saul desceu ao deserto de Zif com três mil homens de escol, de Israel, para ir em busca de Davi.
3 ଶାଉଲ ପଥ ପାଶର୍ବ ରେ ମରକ୍ସ୍ଟଭୂମି ସମ୍ମକ୍ସ୍ଟଖସ୍ଥ ହଖୀଲା ପର୍ବତ ରେ ସନୋ ଛାଉଣୀ ସ୍ଥାପନ କଲେ।
3 Acampou na colina de Haquila, a oriente do deserto, à beira do caminho. Davi, porém, que habitava no deserto, vendo que Saul o tinha seguido até ali,
4 ଦାଉଦ ଗକ୍ସ୍ଟଲ୍ଗଚର ପଠାଇ ନିଶ୍ଚଯ ଆସିଛନ୍ତି ବୋଲି ଜାଣିଲେ।
4 mandou espiões e soube com certeza que ele tinha chegado.
5 ଦାଉଦ ଶାଉଲଙ୍କର ଛାଉଣୀ ସ୍ଥାନକକ୍ସ୍ଟ ଆସିଲେ, ଆଉ ଦାଉଦ ଶାଉଲଙ୍କର ଓ ତାଙ୍କର ସନୋପତି, ନରର ପକ୍ସ୍ଟତ୍ର ଅବନରର ଶାଇେବା ଜାଗା ଦେଖିଲେ। ଶାଉଲ ସନୋ ଛାଉଣୀର ମଧ୍ଯ ଭାଗ ରେ ଶାଇେଥିଲେ। ସୈନ୍ଯମାନେ ତାଙ୍କୁ ବେଢି ରହିଥିଲେ।
5 Levantou-se então e foi ao lugar onde Saul estava acampado, chegando mesmo a descobrir o lugar onde o rei se deitava ao lado de Abner, filho de Ner, chefe do seu exército. Saul dormia no acampamento, rodeado de toda a sua gente.
6 ଦାଉଦ ହିତ୍ତୀଯ ଅହୀମଲକେକକ୍ସ୍ଟ ଓ ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବର ଭ୍ରାତା, ଅବୀଶଯକକ୍ସ୍ଟ ପଚାରିଲେ, ମାେ ସଙ୍ଗ ରେ ଶାଉଲଙ୍କ ଛାଉଣୀକି ନିକଟକକ୍ସ୍ଟ କିଏ ୟିବ।
6 Davi disse então a Aquimelec, o hiteu, e a Abisaí, filho de Sarvia e irmão de Joab: Quem quer descer comigo ao acampamento de Saul? Eu, respondeu Abisaí, irei contigo.
7 ଯେତବେେଳେ ରାତ୍ରି ଥିଲା ଦାଉଦ ଓ ଅବୀଶଯ ଶାଉଲଙ୍କ ଛାଉଣୀକକ୍ସ୍ଟ ଗଲେ। ଶାଉଲ ଛାଉଣୀ ମଧ୍ଯ ଭାଗ ରେ ଶାଇେଥିଲା। ତାଙ୍କର ବର୍ଚ୍ଛା ତାଙ୍କର ମସ୍ତକ ପାଖ ରେ ଭୂମିରେ ମରା ହାଇେଅଛି। ଅବନ୍ର ଓ ଅନ୍ୟ ସୈନିକମାନେ ମଧ୍ଯ ନିଦ ରେ ଶାଇେଥିଲେ।
7 Davi e Abisaí penetraram, pois, durante a noite no meio das tropas. Saul dormia no acampamento, tendo a sua lança cravada no chão ao lado de sua cabeceira. Abner e sua gente dormiam ao redor dele.
8 ଅବୀଶଯ ଦାଉଦଙ୍କକ୍ସ୍ଟ କହିଲା, ଆଜି ପରମେଶ୍ବର ତୁମ୍ଭକୁ ତକ୍ସ୍ଟମ୍ଭ ଶତୃକକ୍ସ୍ଟ ପରାସ୍ତ କରିବାର ସକ୍ସ୍ଟୟୋଗ ଦଇେଛନ୍ତି। ତେଣୁ ଏହି ବର୍ଚ୍ଛା ରେ ତାକକ୍ସ୍ଟ ଭୂମିରେ ବଦ୍ଧ କରିବାକୁ ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ। ମୁ ତାକକ୍ସ୍ଟ ଏକାଥରେ ହତ୍ଯା କରିବି।
8 Abisaí disse a Davi: Deus entregou hoje em tuas mãos o teu inimigo; deixa-me cravá-lo por terra de um só golpe de lança, sem precisar de um segundo golpe.
9 କିନ୍ତୁ ଦାଉଦ ଅବୀଶଯକକ୍ସ୍ଟ କହିଲେ, ଶାଉଲଙ୍କକ୍ସ୍ଟ ମାର ନାହିଁ। ଯେ କୌଣସି ଲୋକ ଯବେେ ସଦାପ୍ରଭୁଙ୍କ ଦ୍ବାରା ବଛା ୟାଇଥିବା ରାଜାଙ୍କକ୍ସ୍ଟ ବଧ କରିବ ତାଙ୍କୁ ପ୍ରଭକ୍ସ୍ଟ ଦଣ୍ତ ଦବେେ।
9 Não o mates, respondeu Davi. Quem poderia impunemente estender a mão contra o ungido do Senhor?
10 ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ, ସଦାପ୍ରଭୁ ଶାଉଲଙ୍କକ୍ସ୍ଟ ଦଣ୍ତ ଦବେେ। ଶାଉଲ ସାଧାରଣ ମୃତକ୍ସ୍ଟ୍ଯବରଣ କରି ପାରନ୍ତି କିମ୍ବା ସେ ୟକ୍ସ୍ଟଦ୍ଧକକ୍ସ୍ଟ ୟାଇ ମରିବେ।
10 E ajuntou: Por Deus! É o Senhor quem o há de ferir, seja que, chegando o seu dia, morra, seja que pereça em batalha.
11 କିନ୍ତୁ ମୁ ପ୍ରାର୍ଥନା କରୁଛି, ସଦାପ୍ରଭୁ ମାେତେ ତାଙ୍କଦ୍ବାରା ବଛା ୟାଇଥିବା ରାଜାଙ୍କକ୍ସ୍ଟ ଆଘାତ କରିବାକୁ ନଦିଅନ୍ତକ୍ସ୍ଟ। କିନ୍ତୁ ତୁମ୍ଭେ ତାଙ୍କ ମସ୍ତକ ପାଖରକ୍ସ୍ଟ ବର୍ଚ୍ଛା ଓ ଜଳପାତ୍ର ନଇେଆସ, ତା'ପରେ ଆମ୍ଭମାନେେ ୟିବା।
11 Deus me livre de levantar a minha mão contra o ungido do Senhor! Agora, toma a lança que está à sua cabeceira com a bilha de água e vamo-nos.
12 ତେଣୁ ଦାଉଦ ଶାଉଲଙ୍କ ପାଖ ରେ ଥିବା ପାଣିପାତ୍ର ବର୍ଚ୍ଛାକକ୍ସ୍ଟ ସାଙ୍ଗ ରେ ଆଣିଲେ ଓ ତା'ପରେ ଦାଉଦ ଓ ଅବୀଶଯ ସେ ସ୍ଥାନ ପରିତ୍ଯାଗ କରି ଆସିଲେ। କୌଣସି ଲୋକ ଜାଣିପାରିଲେ ନାହିଁ କ'ଣ ସବୁ ଘଟିଗଲା। କୌଣସି ଲୋକ ଏହାକକ୍ସ୍ଟ ଦେଖି ନଥିଲେ। କୌଣସି ଲୋକ ମଧ୍ଯ ନିଦରକ୍ସ୍ଟ ଉଠି ନ ଥିଲେ। ଶାଉଲ ଏବଂ ତାଙ୍କର ସମସ୍ତ ସୈନ୍ଯ ଶାଇେ ପଡିଥିଲେ। କାରଣ ସଦାପ୍ରଭୁ ତାଙ୍କୁ ଗଭୀର ନିଦ୍ରା ଦଇେଥିଲେ।
12 Apanhou Davi a lança e a bilha de água que estavam à cabeceira de Saul e foram-se, sem que ninguém os tivesse visto, ou os advertisse mesmo de leve; mas todos dormiam, porque o Senhor os tinha sepultado em um profundo sono.
13 ଦାଉଦ ପାହାଡ ଆରପାଖକକ୍ସ୍ଟ ୟାଇ ଦୂର ରେ ପର୍ବତ ଶିଖର ରେ ଠିଆ ହେଲ, ସମାନଙ୍କେ ମଧିଅରେ ବହକ୍ସ୍ଟତ ସ୍ଥାନ ଦୂରଥିଲା।
13 Davi passou para o outro lado e parou ao longe, no cimo do monte, separando-os uma grande distância.
14 ଦାଉଦ ୈସନ୍ଯମାନଙ୍କୁ ଓ ନରର ପକ୍ସ୍ଟତ୍ର ଅବ୍ନରକକ୍ସ୍ଟ ଡାକି କହିଲେ, ହେ ଅବନର ତୁମ୍ଭେ ମାେତେ ଉତ୍ତର ଦିଅ।
14 Então bradou aos soldados de Saul e a Abner, filho de Ner: Não respondes, Abner? Quem és tu, replicou Abner, que gritas assim para o rei?
15 ଦାଉଦ ଅବ୍ନରକକ୍ସ୍ଟ କହିଲେ, ତୁମ୍ଭେ କ'ଣ ଜଣେ ପୁରୁଷ ନକ୍ସ୍ଟହଁ? ତୁମ୍ଭେ ଇଶ୍ରାୟେଲ ରେ ଅନ୍ୟମାନଙ୍କ ଅପେକ୍ଷା ଭଲ। ତବେେ ତୁମ୍ଭେ କାହିଁକି ନିଜର ପ୍ରଭକ୍ସ୍ଟ ରାଜାଙ୍କକ୍ସ୍ଟ ଜଗିଲ ନାହିଁ? ତୁମ୍ଭର ପ୍ରଭକ୍ସ୍ଟ ରାଜାଙ୍କକ୍ସ୍ଟ ମାରିବା ପାଇଁ ଜଣେ ସାଧାରଣ ଲୋକ ଛାଉଣୀକକ୍ସ୍ଟ ଆସିଥିଲା।
15 Davi disse a Abner: Afinal, não és tu um homem? Quem é igual a ti em Israel? Por que não guardas o rei, teu senhor, tendo entrado alguém aí para matá-lo?
16 ତୁମ୍ଭେ ଏହି ଯେଉଁ କଥା କଲ, ତାହା ଭଲ ନକ୍ସ୍ଟ ହେଁ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭମାନଙ୍କୁ ମୃତକ୍ସ୍ଟ୍ଯଦଣ୍ତ ଦିଆୟିବା ଉଚିତ୍, କାରଣ ତୁମ୍ଭମାନେେ ସଦାପ୍ରଭୁଙ୍କ ମନୋନୀତ ରାଜା ତୁମ୍ଭମାନଙ୍କ ରାଜାଙ୍କକ୍ସ୍ଟ ଜଗି ରହିଲ ନାହିଁ। ରାଜାଙ୍କର ବର୍ଚ୍ଛା ଓ ତାଙ୍କ ମକ୍ସ୍ଟଣ୍ତ ନିକଟରେ ଥିବା ଜଳପାତ୍ର ବର୍ତ୍ତମାନ ଦେଖକ୍ସ୍ଟଛ।
16 Não é bonito o que fizeste. Por Deus! Mereceis a morte, porque não velastes sobre o vosso senhor, o ungido do Senhor! Olha um pouco onde estão a lança do rei e a bilha de água que estavam junto à sua cabeceira!
17 ଶାଉଲ ଦାଉଦଙ୍କ ସ୍ବର ଜାଣିଥିଲେ। ଶାଉଲ କହିଲେ, ଏହା କ'ଣ ତକ୍ସ୍ଟମ୍ଭ ସ୍ବର ହେ ମାହେର ପକ୍ସ୍ଟତ୍ର ଦାଉଦ?
17 Reconheceu Saul a voz de Davi e disse: É tua esta voz, ó meu filho Davi? Davi respondeu: Sim, ó rei, meu senhor.
18 ଦାଉଦ ପକ୍ସ୍ଟଣି କହିଲେ, ମହାଶୟ ଆପଣ କାହିଁକି ମାରେ ପେଛପେଛ ଗୋଡଉଛନ୍ତି? ମୁ କ'ଣ ଅପରାଧ କଲି? କେଉଁ ଦୋଷ ମୁ କରିଛି?
18 E ajuntou: Por que o meu senhor persegue o seu servo? Que fiz eu? Que crime cometi?
19 ମାରେ ପ୍ରଭକ୍ସ୍ଟ, ମହାରାଜ, ମୁ ତୁମ୍ଭର ସବେକ ମାେ କଥା ଶକ୍ସ୍ଟଣ, ଯଦି ସଦାପ୍ରଭୁ ମାେ ଉପରେ କୋରଧ କରିବାକୁ ତୁମ୍ଭକୁ ବାର୍ତ୍ତା ଦିଅନ୍ତି, ତା ହେଲ ତାଙ୍କୁ ତାହା ଗ୍ରହଣ କରିବାକୁ ଦିଅ। ଯଦି ମନକ୍ସ୍ଟଷ୍ଯ ସନ୍ତାନମାନେ ତାହା କରିଥାନ୍ତି, ତବେେ ସମାନେେ ସଦାପ୍ରଭୁଙ୍କ ନିକଟରେ ଅଭିଶାପ ପାଆନ୍ତକ୍ସ୍ଟ। କାରଣ ସମାନେେ ମାେତେ ସହେି ଦେଶରକ୍ସ୍ଟ ବାହାର କରି ଦଇେଛନ୍ତି। ଯେଉଁଟାକି ମାେତେ ଦେଲେ ଏବଂ କହିଲେ, 'ୟାଅ ଅନ୍ୟ ଦବଗେଣଙ୍କର ପୂଜା କର।'
19 Que o rei, meu senhor, digne-se ouvir as palavras do seu servo: se é o Senhor quem te excita contra mim, receba ele o perfume de uma oferenda! Mas, se são homens, sejam eles malditos diante do Senhor; porque me expulsam para tirar minha parte da herança do Senhor! E dizem-me: vai servir a deuses estranhos!
20 ବର୍ତ୍ତମାନ ତୁମ୍ଭେ ମାେତେ ସଦାପ୍ରଭୁଙ୍କଠାରୁ ଦୂର ରେ ମରିବାକକ୍ସ୍ଟ ଦିଅ ନାହିଁ। ଇଶ୍ରାୟେଲର ରାଜା ଗୋଟିଏ ଡାଆଁଶର ଅନ୍ବଷେଣ ରେ କିମ୍ବା ପର୍ବତ ରେ ଏକ ତିତ୍ତିର ପକ୍ଷୀ ଶିକାର କରିବା ଉଦ୍ଦେଶ୍ଯ ରେ ବାହାରି ଆସିଛନ୍ତି।
20 Oh! Não corra o meu sangue sobre a terra longe da face do Senhor! O rei de Israel pôs-se em campanha contra uma pulga, como se persegue nos montes uma perdiz!
21 ତା'ପରେ ଶାଉଲ କହିଲେ, ମୁ ପାପ କଲି, ହେ ମାରେ ପକ୍ସ୍ଟତ୍ର ଦାଉଦ ଫରେିଆସ। ମୁ ତୁମ୍ଭକୁ ଆଉ ଆଘାତ କରିବାକୁ ଚେଷ୍ଟା କରିବି ନାହିଁ। ଆଜି ମାରେ ଜୀବନ ତକ୍ସ୍ଟମ୍ଭ ନିକଟରେ ବହକ୍ସ୍ଟମୂଲ୍ଯ ହେଲା। ମୁ ମକ୍ସ୍ଟର୍ଖତାର କର୍ମ କରିଅଛି ଓ ଅତିଶଯ ଭୂଲ କରିଅଛି।
21 Saul disse: Fiz mal! Volta, meu filho Davi; não te farei mais mal algum, pois que neste dia respeitaste a minha vida. Procedi nesciamente; cometi um grandíssimo pecado.
22 ଦାଉଦ ଉତ୍ତର ଦଲୋ, ଏହିଠା ରେ ରାଜାଙ୍କର ବର୍ଚ୍ଛା ଅଛି। ତୁମ୍ଭର ଜଣେ ଲୋକକୁ ପଠାଇ ଏହାକକ୍ସ୍ଟ ନଇୟୋଅ।
22 Davi respondeu: Eis aqui a lança do rei: venha um de teus homens buscá-la!
23 ସଦାପ୍ରଭୁ ପ୍ରେତ୍ୟକକ ମନକ୍ସ୍ଟଷ୍ଯକକ୍ସ୍ଟ ତାହାର କର୍ମ ଅନକ୍ସ୍ଟସା ରେ ଫଳ ଦିଅନ୍ତି। ସେ ତାକକ୍ସ୍ଟ ସତ୍ କାର୍ୟ୍ଯ ପାଇଁ ପକ୍ସ୍ଟରସ୍କାର ଦିଅନ୍ତି ଏବଂ ଭୂଲ୍ କାର୍ୟ୍ଯ ପାଇଁ ଦଣ୍ତ ଦିଅନ୍ତି। ସଦାପ୍ରଭୁ ତୁମ୍ଭକୁ ମାେ ହସ୍ତ ରେ ଆଜି ସମର୍ପଣ କଲେ, ପରମେଶ୍ବରଙ୍କ ଦ୍ବାରା ମନୋନୀତ ରାଜାଙ୍କକ୍ସ୍ଟ ମୁ ହତ୍ଯା କରି ନାହିଁ।
23 O Senhor recompensará a cada um segundo a sua justiça e fidelidade. Ele te havia entregue hoje em meu poder, mas não quis estender a minha mão contra o seu ungido.
24 ଆଜି ମୁ ଦଖାଇେ ଦଲେି ଯେ ମାରେ ଦୃଷ୍ଟି ରେ ତୁମ୍ଭର ପ୍ରାଣ ମହାନ, ସହେିପରି ସଦାପ୍ରଭୁଙ୍କ ଦୃଷ୍ଟି ରେ ମାରେ ପ୍ରାଣ ମହତ୍ବପୂର୍ଣ ବୋଲି ସେ ଦଖାଇେ ଦବେେ। ସଦାପ୍ରଭୁ ମାେତେ ସମସ୍ତ ଦକ୍ସ୍ଟଃଖରକ୍ସ୍ଟ ଉଦ୍ଧାର କରନ୍ତକ୍ସ୍ଟ।
24 E assim como a tua vida foi preciosa diante de mim, assim seja a minha aos olhos do Senhor, e ele me salvará de toda a tribulação.
25 ତା'ପରେ ଶାଉଲ ଦାଉଦଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ତୁମ୍ଭର ଆଶୀର୍ବାଦ କରନ୍ତକ୍ସ୍ଟ ହେ ମାରେ ପକ୍ସ୍ଟତ୍ର, ଦାଉଦ, ତୁମ୍ଭେ ମହାନ କାର୍ୟ୍ଯ କରିବ ଓ ତୁମ୍ଭେ ମଧ୍ଯ ସେଥି ରେ ସଫଳ ହବେ।
25 Saul disse a Davi: Bendito sejas, meu filho Davi! Tu triunfarás seguramente em todas as tuas empresas! Davi retomou o seu caminho e Saul voltou para a sua casa.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Samuel 26, comparar traduções ou montar um estudo — tudo direto pelo WhatsApp.