1 Samuel 23

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଲୋକମାନେ ଦାଉଦଙ୍କକ୍ସ୍ଟ କହିଲେ, ଦେଖ, ପଲେଷ୍ଟୀୟମାନେ କିଯୀଲାମାନଙ୍କ ବିରକ୍ସ୍ଟଦ୍ଧ ରେ ଲଢକ୍ସ୍ଟଛନ୍ତି ଓ ଖଳାରକ୍ସ୍ଟ ଶସ୍ଯ ଗ୍ଭରେି କରୁଛନ୍ତି।
1 Disseram a Davi: Os filisteus estão atacando Ceila e pilhando as eiras.
2 ଦାଉଦ ସଦାପ୍ରଭୁଙ୍କୁ ପଚାରିଲେ, ମୁ ପଲେଷ୍ଟୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବି କି?
2 Davi consultou o Senhor: Devo ferir os filisteus? O Senhor respondeu: Vai; tu os ferirás e libertarás Ceila.
3 ଦାଉଦଙ୍କ ଲୋକମାନେ ତାଙ୍କୁ କହିଲେ, ଦେଖ, ଆମ୍ଭମାନେେ ଏ ୟିହକ୍ସ୍ଟଦା ଦେଶ ରେ କେତକେ ଭୟ କରୁଅଛକ୍ସ୍ଟ। ଯଦି ପଲେଷ୍ଟୀୟମାନଙ୍କ ସୈନ୍ଯଗଣ ବିରକ୍ସ୍ଟଦ୍ଧ ରେ କିଯୀଲାକକ୍ସ୍ଟ ୟିବା, ତବେେ ଚିନ୍ତା କର କେତେ ଅଧିକ ଭୟ ନକରିବା?
3 Os homens de Davi, porém, disseram-lhe: Mesmo aqui em Judá estamos cheios de medo; quanto mais se formos a Ceila contra as tropas dos filisteus?
4 ଦାଉଦ ସଦାପ୍ରଭୁଙ୍କୁ ପକ୍ସ୍ଟନର୍ବାର ପଚାରିଲେ, ତହିଁରେ ସଦାପ୍ରଭୁ ଉତ୍ତର ଦଇେ କହିଲେ, ଉଠ, କିଯୀଲାକକ୍ସ୍ଟ ୟାଅ। କାରଣ, ଆମ୍ଭେ ତୁମ୍ଭର ସହାୟକ ଦବେୀଗଣଙ୍କକ୍ସ୍ଟ ହରାଇବା ପାଇଁ। ଆମ୍ଭେ ପଲେଷ୍ଟୀୟମାନଙ୍କୁ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବା।
4 Davi consultou novamente o Senhor, que lhe respondeu: Vai; desce a Ceila, porque entrego os filisteus nas tuas mãos.
5 ତେଣୁ ଦାଉଦ ଓ ତାଙ୍କର ଲୋକମାନେ କିଯୀଲାକକ୍ସ୍ଟ ଗଲେ, ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରି ତାଙ୍କୁ ପରାସ୍ତ କଲେ ଓ ସମାନଙ୍କେର ପଶକ୍ସ୍ଟମାନଙ୍କୁ ନଇଗେଲେ। ଏହିପରି ଭାବରେ ଦାଉଦ କିଯୀଲାର ଲୋକମାନଙ୍କୁ ରକ୍ଷା କଲେ।
5 Davi foi para Ceila com os seus homens e atacou os filisteus, tomando-lhes o gado e infligindo-lhes uma grande derrota. Assim libertou os habitantes de Ceila.
6 ଯେତବେେଳେ ଅହୀମଲକରେ ପକ୍ସ୍ଟତ୍ର ଅବିଯାଥର କିଯୀଲାକକ୍ସ୍ଟ ଦାଉଦଙ୍କ ନିକଟକକ୍ସ୍ଟ ପଳାଇ ଆସିଲା, ସେତବେେଳେ ଏକ ଏଫୋଦ ହାତ ରେ ଆଣିଥିଲା।
6 {Ora, quando Abiatar, filho de Aquimelec, fugira para junto de Davi a Ceila, levava consigo o efod.}
7 ଲୋକମାନେ ଶାଉଲଙ୍କକ୍ସ୍ଟ କହିଲେ ଯେ ବର୍ତ୍ତମାନ ଦାଉଦ କିଯୀଲା ରେ ଅଛନ୍ତି। ଶାଉଲ କହିଲେ, ପରମେଶ୍ବର ମାେ ହସ୍ତ ରେ ତାକକ୍ସ୍ଟ ରକ୍ଷା କରିଅଛନ୍ତି। ସେ ଦ୍ବାର ଓ ଅର୍ଗଳ ବିଶିଷ୍ଟ ନଗର ରେ ପ୍ରବେଶ କରିବା ହତେକ୍ସ୍ଟରକ୍ସ୍ଟ ସେ ମଧ୍ଯ ନିଜେ ନିଜେ ଧରା ଦଇେଛନ୍ତି।
7 Saul foi informado de que Davi se encontrava em Ceila, e disse: Deus entregou-o nas minhas mãos, pois foi encerrar-se em uma cidade com portas e ferrolhos.
8 ଶାଉଲ ତାଙ୍କର ସମସ୍ତ ୈସନ୍ଯମାନଙ୍କୁ ଏକତ୍ରୀତ ହବୋ ପାଇଁ ଆଦେଶ ଦେଲେ। ଏବଂ ସମାନେେ କିଯୀଲା ରେ ୟାଇ ଦାଉଦ ଓ ତା'ର ଲୋକମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବା ପାଇଁ ପ୍ରସ୍ତକ୍ସ୍ଟତ ହେଲେ।
8 O rei convocou todo o povo às armas para descer a Ceila e sitiar Davi com sua tropa.
9 ଦାଉଦ ଜାଣିପାରିଲେ ଶାଉଲ ତାଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଯୋଜନା କରିଛନ୍ତି। ତେଣୁ ଦାଉଦ ଯାଜକ ଅବିଯାଥରକକ୍ସ୍ଟ କହିଲେ, ଏଠାକକ୍ସ୍ଟ ଏଫୋନ୍ ଆଣ।
9 Mas Davi, sabendo que Saul maquinava perdê-lo, disse ao sacerdote Abiatar: Traze o efod!
10 ତେଣୁ ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, ହେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର, ମୁ ଶୁଣିବାକୁ ପାଇଲି ଯେ, ଶାଉଲ ମାେ ପାଇଁ କିଯୀଲାକକ୍ସ୍ଟ ଧ୍ବଂସ କରିବାର ଯୋଜନା ପ୍ରସ୍ତକ୍ସ୍ଟତ କରିଛି।
10 E ajuntou: Senhor, Deus de Israel, vosso servo sabe que Saul pretende penetrar em Ceila para destruir a cidade por causa de mim.
11 ଶାଉଲ କ'ଣ କିଯୀଲାକକ୍ସ୍ଟ ଆସିବ? କିଯୀଲାର ଲୋକମାନେ କ'ଣ ମାେତେ ତାଙ୍କ ହାତ ରେ ସମର୍ପୀ ଦବେେ? ହେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏକଥା ତକ୍ସ୍ଟମ୍ଭ ଦାସକକ୍ସ୍ଟ ଜଣାଅ।
11 Será que os habitantes de Ceila me entregarão nas suas mãos? Saul descerá como o vosso servo ouviu dizer? Senhor, Deus de Israel, fazei-o saber ao vosso servo. O Senhor respondeu: Ele descerá.
12 ଆଉଥରେ ଦାଉଦ ପଚାରିଲେ, କିଯୀଲାର ଲୋକମାନେ କ'ଣ ମାେତେ ଓ ମାରେଲୋକମାନଙ୍କୁ ତାଙ୍କ ହସ୍ତ ରେ ଧରାଇ ଦବେେ?
12 E Davi ajuntou: Os habitantes de Ceila entregar-me-ão a mim e a meus homens, nas mãos de Saul? O Senhor respondeu: Entregarão.
13 ତେଣୁ ଦାଉଦ ଓ ତାଙ୍କର ଲୋକମାନେ କିଯୀଲା ପରିତ୍ଯାଗ କରି ଗ୍ଭଲିଗଲେ। ପ୍ରାଯ 600 ଲୋକ ଦାଉଦଙ୍କ ସାଥି ରେ ଗ୍ଭଲିଗଲେ। ଦାଉଦର ଲୋକମାନେ ଏଣେ ତଣେେ ବକ୍ସ୍ଟଲିବାକକ୍ସ୍ଟ ଲାଗିଲେ। ଶାଉଲ ଜାଣିଲେ ଦାଉଦ କିଯୀଲା ଛାଡି ପଳାଯନ କରିଛି। ତେଣୁ ଶାଉଲ ସହେି ସହରକକ୍ସ୍ଟ ଗଲେ ନାହିଁ।
13 Então Davi partiu precipitadamente com a sua tropa, em número de aproximadamente seiscentos homens, e saíram de Ceila, marchando ao acaso. Saul, informado de que Davi deixara Ceila, renunciou à expedição.
14 ଦାଉଦ ମରକ୍ସ୍ଟଭୂମିକକ୍ସ୍ଟ ଗଲେ ଏବଂ ସଠାେରେ ଏକ ସକ୍ସ୍ଟରକ୍ଷିତ ସ୍ଥାନ ଭିତ ରେ ବାସ କଲେ। ସେ ମଧ୍ଯ ସୀଫର ପାର୍ବତ୍ଯମଯ ଦେଶ ରେ ବାସ କଲେ, ପକ୍ସ୍ଟଣି ଶାଉଲ ପ୍ରତିଦିନ ତାଙ୍କର ଅନ୍ବଷେଣ କଲେ, କିନ୍ତୁ ସଦାପ୍ରଭୁ ଦାଉଦଙ୍କକ୍ସ୍ଟ ଶାଉଲଙ୍କ ହାତ ରେ ଦେଲେ ନାହିଁ।
14 Davi permaneceu no deserto, em lugares bem protegidos, e habitou no monte do deserto de Zif. Saul procurava-o sem cessar; mas Deus não o entregou nas suas mãos.
15 ଏହାପରେ ଦାଉଦ ଜାଣିଲେ ଯେ, ଶାଉଲ ତାଙ୍କୁ ମାରିବା ପାଇଁ ବାହାରି ଆସିଛନ୍ତି। ସହେି ସମୟରେ ଦାଉଦ ସୀଫ ମରକ୍ସ୍ଟଭୂମିସ୍ଥ ହୋ ରେଶ ରେ ଥିଲେ।
15 Davi, sabendo que Saul tinha saído para tirar-lhe a vida, ficou no deserto de Zif, em Horcha.
16 ଶାଉଲଙ୍କର ପକ୍ସ୍ଟତ୍ର ଯୋନାଥନ ଦାଉଦଙ୍କ ପାଖକକ୍ସ୍ଟ ଗଲା। ତାଙ୍କୁ ପରମେଶ୍ବରଙ୍କଠା ରେ ଏକ ଦୃଢ ବିଶ୍ବାସ କରିବା ରେ ସାହାୟ୍ଯ କଲା।
16 Então Jônatas, filho de Saul, foi ter com ele em Horcha. E confortou-o em Deus, dizendo:
17 ଯୋନାଥନ ଦାଉଦଙ୍କକ୍ସ୍ଟ କହିଲା, ଭୟ କର ନାହିଁ। ମାରେ ପିତା ତୁମ୍ଭକୁ ମାରି ପାରିବେ ନାହିଁ। ତୁମ୍ଭେ ଇଶ୍ରାୟେଲର ରାଜା ହବେ। ଏବଂ ମୁ ତୁମ୍ଭର ଦ୍ବିତୀୟ ହବେି। ଏହା ମଧ୍ଯ ମାରେ ବାପା ଶାଉଲ ଜାଣନ୍ତି।
17 Não temas, porque não te atingirá a mão de meu pai. Tu reinarás sobre Israel, e eu serei o teu segundo; meu pai bem o sabe.
18 ଏହାପରେ ସେ ଦକ୍ସ୍ଟ ହେଁ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଏକ ଚକ୍ସ୍ଟକ୍ତି କଲେ। ତେଣୁ ଦାଉଦ ହୋ ରେଶ ରେ ରହିଲେ ଏବଂ ଯୋନାଥନ ସ୍ବଗୃହକକ୍ସ୍ଟ ପ୍ରତ୍ଯାବର୍ତ୍ତନ କଲା।
18 Fizeram ambos aliança diante do Senhor. Davi ficou em Horcha e Jônatas voltou para a sua casa.
19 ଏହାପରେ ସୀଫୀଯ ଲୋକମାନେ ଗିବିଯାକକ୍ସ୍ଟ ଶାଉଲଙ୍କ ପାଖକକ୍ସ୍ଟ ଆସି କହିଲେ, ଦାଉଦ ଆମ୍ଭମାନଙ୍କ ଅଞ୍ଚଳ ରେ ଦକ୍ଷିଣ ଦିଗ ରେ ହଖୀଲା ପର୍ବତର ହୋ ରେଶର ସକ୍ସ୍ଟରକ୍ଷା ସ୍ଥାନ କିଲ୍ଲା ରେ ଲକ୍ସ୍ଟଚି ରହିଅଛି।
19 Alguns zifeus subiram a ter com Saul em Gabaa, e disseram-lhe: Davi está escondido entre nós no fortim de Horcha, na colina de Haquila, à direita do deserto.
20 ମହାରାଜ, ବର୍ତ୍ତମାନ ଆପଣ ସମସ୍ତ ମନୋବାଞ୍ଛାନକ୍ସ୍ଟସା ରେ ଆସନ୍ତକ୍ସ୍ଟ ରାଜାଙ୍କ ହସ୍ତ ଦାଉଦଙ୍କକ୍ସ୍ଟ ସମର୍ପଣ କରିବା ଦାଯିତ୍ବ ଆମ୍ଭର।
20 Desce, pois, ó rei, já que tanto o desejas, e nós nos encarregamos de entregá-lo nas tuas mãos.
21 ଶାଉଲ କହିଲେ, ତୁମ୍ଭେ ମାେତେ ସାହାର୍ୟ୍ଯ କରିଥିବାରକ୍ସ୍ଟ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତକ୍ସ୍ଟ।
21 Que o Senhor vos abençoe, respondeu Saul, porque vos compadecestes de mim.
22 ତୁମ୍ଭମାନେେ ୟାଇ ସ୍ଥିର କର ସାଧାରଣତଃ ଦାଉଦ କେଉଁଠାକକ୍ସ୍ଟ ୟାଏ ଓ କିଏ ତାକକ୍ସ୍ଟ ଦେଖିଛି। ଏହା ବକ୍ସ୍ଟଝି ଦେଖ, କାରଣ ମାେତେ କକ୍ସ୍ଟହାୟାଇଛି ଯେ, 'ସେ ଅତି ସତର୍କତାର ସହ ଚଳକ୍ସ୍ଟଛି।'
22 Ide, informai-vos diligentemente, e procurai saber o lugar onde ele se encontra, ou se alguém o viu, porque me foi dito que ele é muito astuto!
23 ଦାଉଦ ଯେଉଁ ଯେଉଁ ସ୍ଥାନ ରେ ଲକ୍ସ୍ଟଚେ ସହେି ସହେି ସ୍ଥାନ ଖାଜେ ଏବଂ ମାେ ପାଖ ରେ ଆସି ସମସ୍ତ ବିଷଯ ରେ ଜଣାଅ। ତା'ପରେ ମୁ ତକ୍ସ୍ଟମ୍ଭ ସହିତ ୟିବି। ଯଦି ଦାଉଦ ଏହି ଅଞ୍ଚଳ ରେ ଥାଏ, ମୁ ତାଙ୍କୁ ଖାଜେି ବାହାର କରିବି। ଏପରିକି ମୁ ତାକକ୍ସ୍ଟ ୟିହକ୍ସ୍ଟଦାର ପ୍ରେତ୍ୟକକ ପରିବାରର ଜରିଆ ରେ ଖାଜେିବି।
23 Explorai e descobri todos os seus esconderijos, e voltai a mim com notícias seguras, a fim de eu ir convosco, pois se ele estiver na terra, eu o descobrirei entre a multidão de Judá.
24 ତେଣୁ ସମାନେେ ଉଠି ଶାଉଲଙ୍କ ଆଗେ ସୀଫକକ୍ସ୍ଟ ଗଲେ।
24 Partiram antes de Saul para Zif; mas Davi e os seus estavam já no deserto de Maon, na planície ao sul do deserto.
25 ଶାଉଲ ଓ ତାଙ୍କର ଲୋକମାନେ ତାହାଙ୍କକ୍ସ୍ଟ ଖାଜେିବା ପାଇଁ ଗଲେ। ମାତ୍ର ଲୋକମାନେ ଦାଉଦଙ୍କକ୍ସ୍ଟ ଏକଥା ଜଣାନ୍ତେ ସେ, ଯାହାକକ୍ସ୍ଟ କକ୍ସ୍ଟହାୟାଏ ଶୈଳ ତଳକକ୍ସ୍ଟ ଓହ୍ଲାଇ ଆସି ମାଯୋନ୍ ମରକ୍ସ୍ଟଭୂମିରେ ରହିଲେ। ଏହାପରେ ଶାଉଲ ତାହା ଶକ୍ସ୍ଟଣି ମାଯୋନ୍ ମରକ୍ସ୍ଟଭୂମିରେ ଦାଉଦଙ୍କକ୍ସ୍ଟ ଖାଜେିବାକକ୍ସ୍ଟ ଗଲେ।
25 Saul partiu com seus homens à sua procura. Mas Davi, informado disso, desceu à Rocha e permaneceu no deserto de Maon. Saul o soube e foi persegui-lo ali.
26 ଶାଉଲ ପର୍ବତର ଏକ ପାଶର୍‌ବକକ୍ସ୍ଟ ଗଲେ ଓ ଦାଉଦ ତାଙ୍କର ଲୋକମାନେ ସହେି ପର୍ବତର ଅନ୍ୟ ଏକ ପାଖକକ୍ସ୍ଟ ଗଲେ। ତେଣୁ ଦାଉଦ ଶାଉଲଙ୍କ ଭୟରକ୍ସ୍ଟ ଶିଘ୍ର ଦୌଡି ପଳାଇଲେ, କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କକ୍ସ୍ଟ ଧରିବା ନିମନ୍ତେ ପର୍ବତର ଚତକ୍ସ୍ଟଃପାଶର୍‌ବ ରେ ଘରେି ୟାଇଥିଲେ।
26 Saul ia por um flanco da montanha, e Davi com os seus pelo outro, em fuga precipitada para escapar de Saul. No momento, porém, em que Saul com seus homens iam apoderar-se de Davi e sua gente,
27 ଏହି ସମୟରେ ଜଣେ ଦୂତ ଶାଉଲଙ୍କ ନିକଟକକ୍ସ୍ଟ ଆସି କହିଲା, ଶ୍ରୀଘ୍ର ଆସନ୍ତକ୍ସ୍ଟ, କାରଣ ପଲେଷ୍ଟୀୟମାନେ ଆମ୍ଭର ଦେଶକକ୍ସ୍ଟ ଆକ୍ରମଣ କଲଣେି।
27 veio um mensageiro anunciar ao rei: Vem depressa; os filisteus entraram na terra.
28 ତେଣୁ ଶାଉଲ ଦାଉଦଙ୍କ ପଶ୍ଚାତ ଗୋଡ଼ାଇବାକକ୍ସ୍ଟ ଛାଡି ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ଗଲେ। ତେଣୁ ସମାନେେ ସହେି ସ୍ଥାନର ନାମ ପିଛିଳ ଶୈଳ ନାମ ଦେଲେ।
28 Saul abandonou a perseguição e foi combater os filisteus. Por isso, àquele lugar foi dado o nome de Rocha da Separação.
29 ଏହାପରେ ଦାଉଦ ସେ ସ୍ଥାନ ରେ ୟାଇ ଐନଗଦୀସ୍ଥ ଦକ୍ସ୍ଟର୍ଗମ ସ୍ଥାନ ରେ ବାସ କଲେ।
29 Subindo dali, veio Davi habitar nas alturas de Engadi.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Samuel 23, comparar traduções ou montar um estudo — tudo direto pelo WhatsApp.