1 Samuel 22
Oriya Bible (GL_ORIYA) vs NVT
1 ଦାଉଦ ଗାଥ ପରିତ୍ଯାଗ କଲେ। ସେ ସଠାେରକ୍ସ୍ଟ ଅଦକ୍ସ୍ଟଲ୍ଲମ ଗକ୍ସ୍ଟମ୍ଫାକକ୍ସ୍ଟ ପଳାଇଲେ। ଦାଉଦର ଭାଇମାନେ ଓ ସଐର୍କୀଯମାନେ ମଧ୍ଯ ଜାଣିଲେ ଯେ ସେ ଅଦକ୍ସ୍ଟଲ୍ଲମ ରେ ଅଛନ୍ତି। ସମାନେେ ସଠାେକକ୍ସ୍ଟ ଦାଉଦକକ୍ସ୍ଟ ଦଖାେ କରିବାକୁ ଗଲେ।
1 Davi fugiu de Gate e se escondeu na caverna de Adulão. Quando souberam disso, seus irmãos e parentes foram encontrá-lo ali.
2 ଦାଉଦଙ୍କ ସହିତ ବହକ୍ସ୍ଟତ ଲୋକ ଥିଲେ ଯେଉଁମାନେ ବିପଦ ରେ ଥିଲେ, ଯେଉଁମାନେ ଋଣଗ୍ରସ୍ତ ଥିଲେ, ଆଉ ଯେଉଁମାନେ ଜୀବନ ରେ ଶାନ୍ତି ପାଇନାହିଁନ୍ତି, ଏହିପରି ଲୋକମାନେ ଦାଉଦଙ୍କ ସାଥି ହେଲେ। ଏହିପରି ଭାବରେ ଦାଉଦ 400 ଲୋକଙ୍କର ନେତା ହେଲ।
2 Logo, outros começaram a chegar, pessoas aflitas, endividadas e descontentes. Davi acabou se tornando o líder de cerca de quatrocentos homens.
3 ଦାଉଦ ଅଦକ୍ସ୍ଟଲ୍ଲମ ଛାଡି ମାୟୋବ ଦେଶର ମିସ୍ପୀକକ୍ସ୍ଟ ଗଲେ। ଦାଉଦ ମାୟୋବର ରାଜାଙ୍କକ୍ସ୍ଟ କହିଲେ, ମୁ ଆପଣଙ୍କକ୍ସ୍ଟ ଅନକ୍ସ୍ଟ ରୋଧ କରି କହକ୍ସ୍ଟଛି, ମାରେ ପିତାମାତାଙ୍କୁ ତୁମ୍ଭମାନଙ୍କ ମଧିଅରେ ରହିବାକକ୍ସ୍ଟ ଦିଅ। ପରମେଶ୍ବର ମାେ ଉପରେ କ'ଣ କରିବେ ମାରେ ଜାଣିବା ପର୍ୟ୍ଯନ୍ତ ସମାନଙ୍କେୁ ଏଠା ରେ ରହିବାକକ୍ସ୍ଟ ଦିଅ।
3 Mais tarde, Davi foi a Mispá, em Moabe, e pediu ao rei: “Por favor, permita que meu pai e minha mãe morem aqui até que eu saiba o que Deus fará comigo”.
4 ତେଣୁ ଦାଉଦ ତାଙ୍କର ପିତାମାତାଙ୍କୁ ମାୟୋବର ରାଜାଙ୍କ ନିକଟରେ ଛାଡି ଗଲେ। ଯେତଦେିନ ୟାଏ ଦାଉଦ ସହେି ଦକ୍ସ୍ଟର୍ଗ ରେ ବାସ କଲେ, ସେ ପର୍ୟ୍ଯନ୍ତ ସମାନେେ ମାୟୋବର ରାଜାଙ୍କ ସହିତ ରହିଲେ।
4 Assim, os pais de Davi permaneceram com o rei de Moabe por todo o tempo que Davi ficou na fortaleza.
5 କିନ୍ତୁ ଭବିଷ୍ଯଦ୍ବକ୍ତା ଗାଦ ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭେ ଏହି ଦକ୍ସ୍ଟର୍ଗ ରେ ରକ୍ସ୍ଟହ ନାହିଁ। ତୁମ୍ଭେ ୟିହକ୍ସ୍ଟଦାକକ୍ସ୍ଟ ୟାଅ। ତେଣୁ ଦାଉଦ ସେସ୍ଥାନ ପରିତ୍ଯାଗ କରି ହରେତ୍ ବଣକକ୍ସ୍ଟ ଗଲେ।
5 Certo dia, o profeta Gade disse a Davi: “Deixe a fortaleza e volte à terra de Judá”. Então Davi foi para o bosque de Herete.
6 ଶାଉଲ ଜାଣିବାକକ୍ସ୍ଟ ପାଇଲେ ଯେ, ତାଙ୍କର ଲୋକମାନେ ଦାଉଦ ଓ ତାଙ୍କର ସାଥୀ ଲୋକମାନଙ୍କ ବିଷଯ ରେ ଜାଣିବାକକ୍ସ୍ଟ ପାଇଲେ ଯେ ସମାନେେ କେଉଁଠା ରେ ଅଛନ୍ତି। ଏହି ସମୟରେ ଶାଉଲ ନିଜ ହସ୍ତ ରେ ବର୍ଚ୍ଛା ଧରି ଗିବିଯାସ୍ଥିତ ରାମାର ଏକ ଗଛ ମୂଳ ରେ ବସି ରହିଲେ। ଏବଂ ତାଙ୍କର ଦାସମାନେ ତାଙ୍କୁ ଘରେି ରହିଥିଲେ।
6 Saul logo soube da chegada de Davi e dos homens que o acompanhavam. Nessa ocasião, o rei estava sentado com a lança na mão, cercado por seus oficiais, sob uma tamargueira na colina em Gibeá.
7 ଶାଉଲ ତାଙ୍କ ଦାସମାନଙ୍କୁ କହିଲେ, ହେ ବିନ୍ଯାମୀନୀଯ ଲୋକମାନେ, ଶକ୍ସ୍ଟଣ ୟିଶୀର ପକ୍ସ୍ଟତ୍ର କ'ଣ ତକ୍ସ୍ଟମ୍ଭ ପ୍ରତି ଜଣଙ୍କକ୍ସ୍ଟ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଦବେ? ସେ କ'ଣ ତକ୍ସ୍ଟମ୍ଭ ସମସ୍ତଙ୍କକ୍ସ୍ଟ ସହସ୍ରପତି ଓ ଶତପତି କରିବ?
7 Quando ouviu a notícia, Saul gritou a seus oficiais: “Escutem, homens de Benjamim! Por acaso aquele filho de Jessé prometeu campos e videiras a todos vocês? Prometeu torná-los generais e capitães de seu exército?
8 ଏଥିପାଇଁ ତୁମ୍ଭେ କ'ଣ ସମସ୍ତେ ମାରେ ବିରକ୍ସ୍ଟଦ୍ଧ ରେ କକ୍ସ୍ଟମନ୍ତ୍ରଣା କରୁଅଛ? ଆଉ ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ମାେତେ କହେି କହିଲ ନାହିଁ ଯେତବେେଳେ ମାରେ ପକ୍ସ୍ଟତ୍ର ୟିଶୀର ପକ୍ସ୍ଟତ୍ର ସହିତ ନିଯମ କଲା, ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ କହେି ମାେ କଥା ଚିନ୍ତା କଲନାହିଁ। ଯେତବେେଳେ ମାରେ ପକ୍ସ୍ଟତ୍ର ଦାଉଦ୍କକ୍ସ୍ଟ ଓ ସବେକମାନଙ୍କୁ ମାେ ବିରକ୍ସ୍ଟଦ୍ଧ ରେ ଉତ୍ତଜେିତ କଲା ମାେ ବିରକ୍ସ୍ଟଦ୍ଧ ରେ କାର୍ୟ୍ଯ କରିବା ପାଇଁ ଏବଂ ଲକ୍ସ୍ଟଚି କରି ମାେତେ ଆକ୍ରମଣ କରିବା ପାଇଁ।
8 Foi por isso que conspiraram contra mim? Pois nenhum de vocês me informou quando meu filho assumiu um compromisso solene com o filho de Jessé. Não tiveram pena de mim. Sim, meu próprio filho, instigando Davi a me matar, como ele procura fazer hoje mesmo!”.
9 ଶାଉଲଙ୍କର ଦାସ ନିକଟରେ ଛିଡା ହାଇେଥିବା ଇଦୋମୀଯ ଦୋଯଗ ଉତ୍ତର ଦେଲେ, ମୁ ୟିଶୀର ପକ୍ସ୍ଟତ୍ରକକ୍ସ୍ଟ ନୋବ ରେ ଅହୀଟୂବର ପକ୍ସ୍ଟତ୍ର ଅହୀମଲେକ୍ ନିକଟକକ୍ସ୍ଟ ୟିବାର ଦେଖିଥିଲି।
9 Então Doegue, o edomita, que estava ali com os oficiais de Saul, disse: “Quando estava em Nobe, vi o filho de Jessé falar com o sacerdote Aimeleque, filho de Aitube.
10 ଅହୀମଲକେ ଦାଉଦଙ୍କ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲା ଓ ତାହାକକ୍ସ୍ଟ ଖାଦ୍ୟ ଦ୍ରବ୍ଯ ଓ ପଲେଷ୍ଟୀୟର ଖଣ୍ତା ଦେଲେ।
10 Aimeleque consultou o S enhor em favor dele. Depois, deu-lhe alimento e a espada de Golias, o filisteu”.
11 ତେଣୁ ରାଜା ଅହୀଟୂବର ପକ୍ସ୍ଟତ୍ର ଅହୀମଲକେ ଯାଜକକକ୍ସ୍ଟ ଓ ନୋବ ନିବାସୀ ତା'ର ପିତୃବଂଶିଯ ସମସ୍ତ ଯାଜକକକ୍ସ୍ଟ ଡାକିବା ପାଇଁ ଲୋକ ପଠାଇଲେ, ତହିଁରେ ସମସ୍ତେ ରାଜାଙ୍କ ନିକଟକକ୍ସ୍ଟ ଆସିଲେ।
11 Então o rei Saul mandou chamar Aimeleque e toda a sua família, que serviam como sacerdotes em Nobe, e todos vieram até o rei.
12 ଏଥି ରେ ଶାଉଲ କହିଲେ, ହେ ଅହୀଟୂବର ପକ୍ସ୍ଟତ୍ର, ତୁମ୍ଭେ ଶକ୍ସ୍ଟଣ,
12 Quando chegaram, Saul gritou: “Escute, filho de Aitube!”. “Sim, meu senhor”, respondeu Aimeleque.
13 ପକ୍ସ୍ଟଣି ଶାଉଲ ତାଙ୍କୁ କହିଲେ, ତୁମ୍ଭେ ଓ ୟିଶୀର ପକ୍ସ୍ଟତ୍ର କାହିଁକି ମାେ ବିରକ୍ସ୍ଟଦ୍ଧ ରେ କକ୍ସ୍ଟମନ୍ତ୍ରଣା କରିଅଛ? ଆଜିପରି ୟିଶୀର ପକ୍ସ୍ଟତ୍ର ମାେ ବିରକ୍ସ୍ଟଦ୍ଧ ରେ ଉଠି ଓଗାଳି ବସିବା ପାଇଁ ତୁମ୍ଭେ ତ ତାହାକକ୍ସ୍ଟ ରୋଟୀ ଓ ଖଣ୍ତା ଦଇେଅଛ ଓ ପରମେଶ୍ବରଙ୍କ ନିକଟରେ ତା' ପାଇଁ ପ୍ରାର୍ଥନା କରିଅଛ।
13 “Por que você e o filho de Jessé conspiraram contra mim?”, perguntou Saul. “Por que você lhe deu alimento e uma espada? Por que consultou Deus em favor dele? Por que o instigou a me matar, como ele procura fazer hoje mesmo?”
14 ଅହୀମଲକେ ରାଜାଙ୍କକ୍ସ୍ଟ ଉତ୍ତର ଦେଲେ, ଆପଣଙ୍କ ସମସ୍ତ ଦାସମାନଙ୍କ ମଧିଅରେ, ଦାଉଦ ପରି କିଏ ବିଶ୍ବାସୀ, ସତେ ମହାରାଜାଙ୍କ ଜ୍ବାଇଁ ଏବଂ ଦାଉଦ ହେଉଛନ୍ତି ତୁମ୍ଭର ଦହରେକ୍ଷୀମାନଙ୍କର ମକ୍ସ୍ଟଖ୍ଯ, ତକ୍ସ୍ଟମ୍ଭ ପରିବାରର ସମସ୍ତ ସଦସ୍ଯ ତାଙ୍କୁ ସମ୍ମାନ କରନ୍ତି।
14 Aimeleque respondeu: “Ó rei, não existe entre todos os seus servos alguém tão fiel quanto Davi, seu genro. Ele é capitão de sua guarda pessoal e membro muito honrado de sua casa.
15 ଏହା ପ୍ରଥମ ଦିନ ନଥିଲା, ମୁ ଦାଉଦ୍ ନିମନ୍ତେ ପ୍ରାର୍ଥନା କଲି, ମାେତେ କିମ୍ବା ମାରେ ପରିବାରକକ୍ସ୍ଟ କାହାକକ୍ସ୍ଟ ଦୋଷାରୋପ କର ନାହିଁ। ଆମ୍ଭେ ତୁମ୍ଭର ଦାସଗଣ। କ'ଣ ହେଉଛି ଏହା ମୁ କିଛି ଜାଣେ ନାହିଁ।
15 Com certeza essa não foi a primeira vez que consultei a Deus em favor dele. Que o rei não me acuse nesta questão, nem à minha família, pois eu não sabia de conspiração alguma contra o senhor!”.
16 କିନ୍ତୁ ରାଜା କହିଲେ, ଅହୀମଲକେ, ତୁମ୍ଭେ ଏବଂ ତୁମ୍ଭର ସମସ୍ତ ସଂଐର୍କୀଯ ମରିବ।
16 O rei, porém, disse: “Certamente você será morto, junto com toda a família de seu pai!”.
17 ରାଜା ତାଙ୍କ ନିକଟରେ ଥିବା ଦହେ ରକ୍ଷୀକକ୍ସ୍ଟ ଆଦେଶ ଦେଲେ, ୟାଅ, ପ୍ରଭକ୍ସ୍ଟଙ୍କର ଯାଜକମାନଙ୍କୁ ହତ୍ଯା କର। ଏହିପରି କର କାରଣ ସମାନେେ ସମସ୍ତେ ଦାଉଦଙ୍କର ସପକ୍ଷ ରେ ଅଛନ୍ତି। ସମାନେେ ଜାଣିଲେ ଦାଉଦ ଏଠାରକ୍ସ୍ଟ ପଳାଯନ କରିଛି, କିନ୍ତୁ ସମାନେେ ମାେତେ ଜଣାଇଲେ ନାହିଁ।
17 Então ordenou à sua guarda pessoal: “Matem estes sacerdotes do S enhor , pois eles são aliados de Davi e conspiraram com ele! Sabiam que ele estava fugindo de mim, mas não me avisaram!”. Contudo, os homens de Saul se recusaram a matar os sacerdotes do S enhor .
18 ତେଣୁ ରାଜା ଦୋଯଗକେକ୍ସ୍ଟ ଆଦେଶ ଦେଲେ, ତୁମ୍ଭେ ୟାଅ ଏବଂ ଯାଜକଗଣଙ୍କକ୍ସ୍ଟ ବଧକର। ତେଣୁ ଇଦୋମୀଯ ଦୋଯଗେ ଗଲା ଏବଂ ଯାଜକମାନଙ୍କୁ ଆକ୍ରମଣ କଲା ଓ ସହେିଦିନ ସେ ଶକ୍ସ୍ଟକ୍ଲ ଏଫୋଦ ପରିଧାନ କରିଥିବା ପଞ୍ଚାଅଶୀ ଜଣଙ୍କକ୍ସ୍ଟ ହତ୍ଯା କଲା।
18 Então o rei disse a Doegue: “Mate-os você”. E, naquele dia, Doegue, o edomita, os atacou e, ao todo, matou 85 sacerdotes, ainda vestidos com suas túnicas sacerdotais de linho.
19 ସେ ଯାଜକମାନଙ୍କର ନୋବ୍ ନଗରକକ୍ସ୍ଟ ଖଣ୍ତା ରେ ଆଘାତ କଲା, ଦୋଯଗେ ନୋବ୍ର ସମସ୍ତ ଲୋକମାନଙ୍କୁ ହତ୍ଯା କଲା। ଏପରିକି ପିଲା, ସ୍ତ୍ରୀ, ପୁରୁଷ ସ୍ତନ୍ଯପାଯୀ ଶିଶକ୍ସ୍ଟ ଏବଂ ସମାନଙ୍କେର ଗାଈ, ଗଧ ଓ ମଷେମାନଙ୍କୁ ହତ୍ଯା କଲା।
19 Depois foi a Nobe, a cidade dos sacerdotes, e matou as famílias deles: homens, mulheres, crianças e recém-nascidos, além de todo o gado, jumentos e ovelhas.
20 କିନ୍ତୁ ଅହିଟୂବର ପକ୍ସ୍ଟତ୍ର ଅହୀମଲକରେ ପକ୍ସ୍ଟତ୍ରମାନଙ୍କ ମଧ୍ଯରକ୍ସ୍ଟ ଅବିଯାଥର ନାମ ରେ ଜଣେ ରକ୍ଷା ପାଇ ଦାଉଦଙ୍କ ଆଡକକ୍ସ୍ଟ ପଳାଇଲା।
20 Somente Abiatar, um dos filhos de Aimeleque, filho de Aitube, escapou e fugiu para juntar-se a Davi.
21 ଅବିଯାଥର ଦାଉଦଙ୍କକ୍ସ୍ଟ ଜଣାଇଲା ଯେ, ଶାଉଲ ସଦାପ୍ରଭୁଙ୍କର ଯାଜକମାନଙ୍କୁ ହତ୍ଯା କଲେ।
21 Quando contou a Davi que Saul havia matado os sacerdotes do S enhor ,
22 ଦାଉଦ ଅବିଯାଥରକକ୍ସ୍ଟ କହିଲା, ଇଦୋମୀଯ ଦୋଯଗେ ସଠାେରେ ଉପସ୍ଥିତ ଥିବା ବେଳେ ମୁ ସହେିଦିନ ଜାଣିଥିଲି ଯେ, ସେ ନିଶ୍ଚଯ ଶାଉଲଙ୍କକ୍ସ୍ଟ ଜଣାଇବ, ତକ୍ସ୍ଟମ୍ଭ ପିତୃଗୃହସ୍ଥ ସମସ୍ତଙ୍କକ୍ସ୍ଟ ହତ୍ଯା କରାୟାଇଛି ଏବଂ ମୁ କବଳେ ଜଣେ ସମାନଙ୍କେର ମୃତକ୍ସ୍ଟ୍ଯର ଦାଯୀ।
22 Davi exclamou: “Eu sabia! Quando vi Doegue, o edomita, naquele dia, sabia que ele contaria a Saul. Agora sou responsável pela morte de toda a família de seu pai.
23 ତୁମ୍ଭେ ମାେ ମଙ୍ଗେ ରକ୍ସ୍ଟହ, ଭୟ କରନାହିଁ କାରଣ ଯେ ମାେତେ ମାରିବାକକ୍ସ୍ଟ ଗ୍ଭ ହେଁ, ସେ ତୁମ୍ଭକୁ ମଧ୍ଯ ମାରିବାକକ୍ସ୍ଟ ଗ୍ଭହକ୍ସ୍ଟଁଛି। କିନ୍ତୁ ତୁମ୍ଭେ ମାେ ପାଖ ରେ ସକ୍ସ୍ଟରକ୍ଷିତ ରହିବ।
23 Fique aqui comigo, e não tenha medo. Eu o protegerei, pois a mesma pessoa quer matar nós dois. Comigo você estará seguro”.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Samuel 22, comparar traduções ou montar um estudo — tudo direto pelo WhatsApp.