1 Samuel 20
Oriya Bible (GL_ORIYA) vs VC
1 ଦାଉଦ ନାଯୋତ ଠାରକ୍ସ୍ଟ ରାମାକକ୍ସ୍ଟ ପଳାଯନ କଲେ। ଦାଉଦ ଯୋନାଥନଙ୍କ ପାଖକକ୍ସ୍ଟ ୟାଇ ପଚାରିଲେ, ମୁ କ'ଣ ଭକ୍ସ୍ଟଲ କଲି, ମୁ ତକ୍ସ୍ଟମ୍ଭ ପିତାଙ୍କ ବିରକ୍ସ୍ଟଦ୍ଧ ରେ କଣ ଦୋଷ କରିଛି? ତୁମ୍ଭର ପିତା କାହିଁକି ମାେତେ ମାରିବାକକ୍ସ୍ଟ ଗ୍ଭହକ୍ସ୍ଟଁଛନ୍ତି?
1 Partiu Davi de Naiot, perto de Ramá e veio ter com Jônatas. Disse-lhe: Que fiz eu? Qual é o meu crime, e que mal fiz ao teu pai, para que ele queira matar-me?
2 ଯୋନାଥନ ତାଙ୍କ ଉତ୍ତର ରେ କହିଲେ, ତାହା ସତ୍ଯ ହାଇେ ପାରିବ ନାହିଁ। ମାରେ ବାପା ମାେତେ ପ୍ରଥମେ ନ ପଗ୍ଭରି କିଛି କରନ୍ତି ନାହିଁ। ଏହା ସାଧାରଣ କଥା ହାଇେଥାଉ କିମ୍ବା ଗକ୍ସ୍ଟରକ୍ସ୍ଟତ୍ବପୂର୍ଣ୍ଣ କଥା ହାଇେଥାଉ, ସେ ସର୍ବଦା ମାେ ସହିତ ପରାମର୍ଶ କରନ୍ତି। ମାେତେ ନ ପଗ୍ଭରି କାହିଁକି ତୁମ୍ଭକୁ ମାରିବାକକ୍ସ୍ଟ ଚାହିଁଲେ? ନା! ଏହା ସତ୍ଯ ନକ୍ସ୍ଟ ହେଁ?
2 Não, respondeu Jônatas, tu não morrerás! Meu pai não faz coisa alguma, grande ou pequena, sem me dizer. Por que me ocultaria isso? Não é possível!
3 କିନ୍ତୁ ଦାଉଦ ଦେଲେ, ତକ୍ସ୍ଟମ୍ଭ ବାପା ଭଲଭାବରେ ଜାଣନ୍ତି ଯେ ମୁ ତୁମ୍ଭର ସାଙ୍ଗ। ତକ୍ସ୍ଟମ୍ଭ ବାପା ନିଜକକ୍ସ୍ଟ କହିଲେ, 'ଯୋନାଥନ ନିଶ୍ଚଯ ଏହା ଜାଣି ନଥିବ। ଯଦି ସେ ଜାଣେ ତା'ର ହୃଦଯ ଦକ୍ସ୍ଟଃଖ ରେ ପୂର୍ଣ୍ଣ ହାଇଯେିବ, ସେ ମଧ୍ଯ ଦାଉଦଙ୍କକ୍ସ୍ଟ କହିପାରି ଥାନ୍ତେ।' କିନ୍ତୁ ତୁମ୍ଭେ ଏବଂ ପ୍ରଭକ୍ସ୍ଟ ଜୀବିତ ଥିବା ବେଳେ ମୁ ମୃତକ୍ସ୍ଟ୍ଯର ନିକଟତର ହେଉଅଛି।
3 Mas Davi insistiu com juramento: Teu pai bem sabe que eu te sou simpático, e por isso deve ter pensado: que Jônatas não o saiba, para que não se entristeça demasiado. Por Deus e pela tua vida, há apenas um passo entre mim e a morte!
4 ଯୋନାଥନ ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭେ ଯାହା ଗ୍ଭହିଁବ ମୁ ତାହା କରିବାକୁ ପ୍ରସ୍ତକ୍ସ୍ଟତ ଅଛି।
4 Jônatas respondeu-lhe: Que queres que eu faça? Eu o farei.
5 ତା'ପରେ ଦାଉଦ କହିଲେ, ଦେଖ ଆସନ୍ତା କାଲି ଅମାବାସ୍ଯାର ଭୋଜି। ମାେତେ କାଲି ରାଜାଙ୍କ ସହିତ ଭୋଜନ କରିବାକୁ ପଡିବ କିନ୍ତୁ ମାେତେ ସଂନ୍ଧ୍ଯା ପର୍ୟ୍ଯନ୍ତ କ୍ଷତେ ରେ ଲକ୍ସ୍ଟଚିବାକକ୍ସ୍ଟ ଅନକ୍ସ୍ଟମତି ଦିଅ।
5 Amanhã, disse Davi, é lua nova, e eu devia jantar à mesa do rei. Deixa-me partir; ocultar-me-ei no campo até a tarde do terceiro dia.
6 ଯଦି ତୁମ୍ଭର ବାପା ଭୋଜି ରେ ମାରେ ଅନକ୍ସ୍ଟପସ୍ଥିତ ଲକ୍ଷ୍ଯ କରନ୍ତି, ତୁମ୍ଭେ ତାଙ୍କୁ କକ୍ସ୍ଟହ, 'ଦାଉଦ ତା'ର ବୈଥଲହମେସ୍ଥିତ ତା'ର ପରିବାରର ଗୃହକକ୍ସ୍ଟ ୟିବ ବୋଲି, ତାକକ୍ସ୍ଟ ୟିବାକକ୍ସ୍ଟ ଦବୋ ପାଇଁ ଅନକ୍ସ୍ଟ ରୋଧ କଲା। କାରଣ ତାଙ୍କର ପରିବାର ସଠାେରେ ସମାନଙ୍କେର ବାର୍ଷିକ ବଳିଦାନ କରାୟିବ।'
6 Se teu pai notar minha ausência, dir-lhe-ás que te pedi licença para ir até Belém, minha cidade natal, onde toda a minha família oferece um sacrifício anual.
7 ଯଦି ତୁମ୍ଭର ବାପା କହନ୍ତି, 'ଠିକ୍ ଅଛି,' ମୁ ଏବେ ନିରାପଦ କିନ୍ତୁ ତୁମ୍ଭର ପିତା ଯଦି ରାଗନ୍ତି, ତବେେ ତୁମ୍ଭେ ଜାଣିବ ଯେ ସେ ମାେତେ ମାରିବାକକ୍ସ୍ଟ ସ୍ଥିର କରିଛନ୍ତି।
7 Se ele disser que está bem, o teu servo nada terá a temer; mas se ele, ao contrário, se irritar, fica sabendo que ele decretou a minha perda.
8 ଯୋନାଥନ ମାେ ଉପରେ ଦୟାକର, ମୁ ତୁମ୍ଭର ଦାସ ଅଟେ। ତୁମ୍ଭେ ମାେ ସହିତ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଏକ ଚକ୍ସ୍ଟକ୍ତି କଲ। ଯଦି ମୁ ଦୋଷି ତବେେ ତୁମ୍ଭେ ମାେତେ ମାରି ଦିଅ। କିନ୍ତୁ ଦୟାକରି ମାେତେ ତକ୍ସ୍ଟମ୍ଭ ପିତାଙ୍କ ପାଖକକ୍ସ୍ଟ ନିଅ ନାହିଁ।
8 Mostra-te amigo para com teu servo, pois que fizeste um pacto comigo em nome do Senhor. Se eu tenho alguma culpa, mata-me tu mesmo; por que fazer-me comparecer diante do teu pai?
9 ଯୋନାଥନ କହିଲେ, କଦାପି ନକ୍ସ୍ଟ ହେଁ। ଯଦି ମୁ ଏହା ଜାଣେ ଯେ ମାରେ ବାପା ତୁମ୍ଭକୁ ମାରିବାକକ୍ସ୍ଟ ଯୋଜନା କରିଛନ୍ତି ତବେେ ମୁ ତୁମ୍ଭକୁ ସତର୍କ କରାଇ ଦବେି।
9 Jônatas disse-lhe: Longe de ti tal coisa! Se eu souber que de fato meu pai resolveu perder-te, juro que te avisarei.
10 ଦାଉଦ କହିଲେ, କିଏ ମାେତେ ସତର୍କ କରାଇବ। ଯଦି ତୁମ୍ଭର ବାପା ତୁମ୍ଭକୁ ରକ୍ସ୍ଟକ୍ଷ ଭାବରେ ଉତ୍ତର ଦିଅନ୍ତି?
10 Mas quem me informará, perguntou Davi, se teu pai te responder duramente?
11 ତା'ପରେ ଯୋନାଥନ କହିଲା, ଆସ ଆମ୍ଭେ ବିଲକକ୍ସ୍ଟ ପଳାଇବା, ଯୋନାଥନ ଏବଂ ଦାଉଦ ସାଥି ହାଇେ ବିଲକକ୍ସ୍ଟ ପଳାଇ ଗଲେ।
11 Vamos ao campo, disse-lhe Jônatas. E foram ambos ao campo.
12 ଯୋନାଥନ ଦାଉଦଙ୍କକ୍ସ୍ଟ କହିଲେ, ମୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ପ୍ରତିଜ୍ଞା କରୁଅଛି, ମୁ ମାରେ ବାପାଙ୍କଠାରକ୍ସ୍ଟ କାଲି ବକ୍ସ୍ଟଝିବି। ତାଙ୍କର ତକ୍ସ୍ଟମ୍ଭ ସମ୍ବନ୍ଧ ରେ ଧାରଣା ଭଲ କି ତିକ୍ତ ତା'ପରେ ତୃତୀୟ ଦିନ ମୁ ତକ୍ସ୍ଟମ୍ଭ ପାଖକକ୍ସ୍ଟ କ୍ଷତକେକ୍ସ୍ଟ ନିଶ୍ଚିତ ଖବର ପଠାଇବି।
12 Então Jônatas falou: Por Javé, Deus de Israel! Amanhã ou depois de amanhã sondarei meu pai. Se tudo for favorável a ti e eu não te avisar,
13 ଯଦି ମାରେବାପା ତୁମ୍ଭକୁ ହତ୍ଯା କରିବାକୁ ଗ୍ଭହାଁନ୍ତି ମୁ ତୁମ୍ଭକୁ ଜଣାଇ ଦବେି। ମୁ ତୁମ୍ଭକୁ ନିରାପଦ ରେ ପଠାଇ ଦବେି। ମୁ ଯଦି ଏହା ନ କରେ ସଦାପ୍ରଭୁ ମାେତେ ନିଶ୍ଚଯ ଦଣ୍ତ ଦବେେ। ସଦାପ୍ରଭୁ ଯେପରି ମାରେ ବାପାଙ୍କ ସହିତ ଅଛନ୍ତି ସହେିପରି ତକ୍ସ୍ଟମ୍ଭ ସହିତ ରକ୍ସ୍ଟହନ୍ତକ୍ସ୍ଟ।
13 então o Senhor me trate com todo o seu rigor! E se meu pai te quiser fazer mal, avisar-te-ei da mesma forma; deixar-te-ei então partir e poderás estar tranqüilo. Que o Senhor esteja contigo, como esteve com meu pai!
14 ମୁ ବଞ୍ଚିଥିବାୟାଏଁ ମାେତେ ଦୟା ଦଖାେଅ। ଏବଂ ମୁ ମଲାପରେ,
14 Mais tarde, se eu for ainda vivo, conservar-me-ás tua amizade {em nome} do Senhor. Mas, se eu morrer,
15 ମାେ ପରିବାର ପ୍ରତି ତୁମ୍ଭର ଦୟା ଦଖାଇବୋ ବନ୍ଦ କରିବ ନାହିଁ। ସଦାପ୍ରଭୁ ତୁମ୍ଭର ସମସ୍ତ ଶତୃକକ୍ସ୍ଟ ପୃଥିବୀରକ୍ସ୍ଟ ବିନାଶ କରିବେ।
15 não retires jamais tua benevolência de minha casa, nem mesmo quando o Senhor exterminar da face da terra todos os inimigos de Davi!
16 ତେଣୁ ଯୋନାଥନ ଦାଉଦଙ୍କ ସହିତ ଏକ ଚକ୍ସ୍ଟକ୍ତି କଲେ, ସଦାପ୍ରଭୁ ଦାଉଦଙ୍କର ଶତୃମାନଙ୍କୁ ଦଣ୍ତ ଦିଅନ୍ତକ୍ସ୍ଟ।
16 Foi assim que Jônatas fez aliança com a casa de Davi, e o Senhor vingou-se dos inimigos de Davi.
17 ତା'ପରେ ଯୋନାଥନ ଦାଉଦଙ୍କକ୍ସ୍ଟ ସ୍ନହେ କରିବାରକ୍ସ୍ଟ ତା'ର ପ୍ରତିଜ୍ଞା ଦୋହୋରାଇଲେ ଓ ସେ ତାଙ୍କୁ କରିଥିବା ପ୍ରତିଜ୍ଞା ପକ୍ସ୍ଟନର୍ବାର ସତ୍ଯତା ପ୍ରମାଣ କରାଇବାକକ୍ସ୍ଟ ଦାଉଦଙ୍କକ୍ସ୍ଟ ପଚାରିଲେ। ଯୋନାଥନ ଏପରି କଲା କାରଣ ସେ ନିଜକକ୍ସ୍ଟ ଯେତିକି ଭଲ ପାଉଥିଲେ ଦାଉଦଙ୍କକ୍ସ୍ଟ ମଧ୍ଯ ସହେିପରି ଭଲ ପାଉଥିଲେ।
17 Jônatas conjurou ainda uma vez a Davi, em nome da amizade que lhe consagrava, pois o amava de toda a sua alma.
18 ଯୋନାଥନ ଦାଉଦଙ୍କକ୍ସ୍ଟ କହିଲା, ଆସନ୍ତାକାଲି ଅମାବାସ୍ଯା। ତୁମ୍ଭର ଆସନ ଖାଲି ହେଲେ ମାେ ବାପା ତୁମ୍ଭକୁ ଖାଜେିବେ।
18 Amanhã, continuou Jônatas, é lua nova, e notarão tua ausência.
19 ତୃତୀୟ ଦିନ ସହେି ସ୍ଥାନକକ୍ସ୍ଟ ୟାଅ, ଯେଉଁଠା ରେ ତୁମ୍ଭେ ଲକ୍ସ୍ଟଚି ରହିଥିଲ। ଯେତବେେଳେ ଅସକ୍ସ୍ଟବିଧା କବଳେ ଆରମ୍ଭ ହବେ, ସେ ପର୍ବତ ପାଖ ରେ ଅପେକ୍ଷା ରେ ରହିବ।
19 Descerás, pois, sem falta, depois de amanhã ao lugar onde te escondeste no dia do ajuste, e ficarás junto à pedra de Ezel.
20 ତୃତୀୟ ଦିନ ମୁ ସହେି ପର୍ବତପାଖକକ୍ସ୍ଟ ୟିବି ଏବଂ ମୁ ଅଭିନଯ କରିବି ଯେପରି ମୁ ଲକ୍ଷ୍ଯକରି ତୀର ମାରିବି।
20 Atirarei três flechas para o lado da pedra como se visasse a um alvo.
21 ତା'ପରେ ମୁ ସେ ପିଲାକକ୍ସ୍ଟ ତୀରଗକ୍ସ୍ଟଡିକ ସାଉଁଟି ଆଣିବା ପାଇଁ କହିବି। ଯଦି ସବୁକଥା ଭଲ ଥାଏ, ତବେେ ମୁ ସେ ପିଲାକକ୍ସ୍ଟ କହିବି, 'ତୁମ୍ଭେ ବହକ୍ସ୍ଟତ ଦୂରକକ୍ସ୍ଟ ୟାଇଅଛ ତୀରଗକ୍ସ୍ଟଡିକ ମାେ ପାଖାପାଖି ଅଛି। ଫରେିଆସ ଏବଂ ସଗେକ୍ସ୍ଟଡିକ ସଂଗ୍ରହ କର।' ଯଦି ମୁ ଏହା କ ହେ, ତବେେ ତୁମ୍ଭେ ସଠାେରକ୍ସ୍ଟ ବାହାରି ଆସିବ। ମୁ ପ୍ରତିଜ୍ଞା କରୁଛି, ସଦାପ୍ରଭୁ ଜୀବିତ ଥିବା ପର୍ୟ୍ଯନ୍ତ ତୁମ୍ଭେ ନିରାପଦ, ତକ୍ସ୍ଟମ୍ଭ ଉପରେ ବିପଦ ନାହିଁ।
21 Depois mandarei meu servo buscar as flechas. Se eu lhe gritar: Olha! Estão atrás de ti, apanha-as! Então poderás vir, porque tudo te é favorável, e não há mal algum a temer, por Deus!
22 ଯଦି ଅସକ୍ସ୍ଟବିଧା ଥାଏ ତବେେ ମୁ ସେ ବାଳକକକ୍ସ୍ଟ କହିବି, 'ତୀରଗକ୍ସ୍ଟଡିକ ବହକ୍ସ୍ଟତ ଦୂର ପଳାଇଛି। ୟାଅ ସଗେୁଡିକୁ ସଂଗ୍ରହ କର।' ଯଦି ମୁ ଏହା କ ହେ, ତବେେ ତୁମ୍ଭେ ସେ ସ୍ଥାନ ଛାଡି ପଳାଇ ୟିବ। ସଦାପ୍ରଭୁ ତୁମ୍ଭକୁ ଦୂରକକ୍ସ୍ଟ ପଠାଇ ଦବେେ।
22 Se, porém, eu disser ao rapaz: Olha! As flechas estão diante de ti, um pouco mais longe. Então foge, porque essa é a vontade de Deus.
23 ପ୍ରଭକ୍ସ୍ଟ ଆମର ସର୍ବଦା ସାକ୍ଷୀ ଅଛନ୍ତି, ଯେ ମନରେଖ ଆମ ଭିତ ରେ ଏପରି ଚକ୍ସ୍ଟକ୍ତି ହାଇେଛି।
23 Quanto à palavra que nos demos um ao outro, o Senhor seja testemunha entre nós para sempre.
24 ତା'ପରେ ଦାଉଦ ନିଜକକ୍ସ୍ଟ ଲକ୍ସ୍ଟଗ୍ଭଇ ରଖିଲେ।
24 Davi escondeu-se no campo. No dia da lua nova, o rei pôs-se à mesa para comer,
25 ରାଜା ସବୁଥର ବସିଲାପରି କାନ୍ଥ ନିକଟରେ ଥିବା ଆସନ ରେ ବସିଲେ। ଯୋନାଥନ ଶାଉଲଙ୍କକ୍ସ୍ଟ ମକ୍ସ୍ଟହଁ କରି ବସିଲା। ଅବନର ଶାଉଲଙ୍କ ପାଖକକ୍ସ୍ଟ ବସିଲେ। ଦାଉଦଙ୍କର ସ୍ଥାନ ଶୂନ୍ଯ ରହିଲା।
25 sentando-se, como de costume, numa cadeira junto à parede. Jônatas levantou-se para que Abner pudesse sentar-se ao lado de Saul, e o lugar de Davi ficou desocupado.
26 ସଦେିନ ଶାଉଲ କିଛି କହିଲେ ନାହିଁ। ସେ ଚିନ୍ତା କଲେ, ଦାଉଦର କିଛି ହାଇେଛି। ସେ ପ୍ରାଯ ଶକ୍ସ୍ଟଚି ନାହିଁ।
26 Naquele dia Saul não disse nada. Algo aconteceu-lhe, pensou ele; provavelmente não está puro; deve ter contraído alguma impureza.
27 ତା'ପରଦିନ ମାସର ଦ୍ବିତୀୟ ଦିନ ଦାଉଦର ସ୍ଥାନ ମଧ୍ଯ ଶୂନ୍ଯ ରହିଲା। ତା'ପରେ ଶାଉଲ ତାଙ୍କର ପକ୍ସ୍ଟତ୍ର ଯୋନାଥନଙ୍କକ୍ସ୍ଟ ପଚାରିଲେ, କାହିଁକି ୟିଶୀର ପକ୍ସ୍ଟଅ ଗତକାଲି ଏବଂ ଆଜି ଏଠାକକ୍ସ୍ଟ ଭୋଜନ କରିବାକୁ ଆସିଲେ ନାହିଁ?
27 No dia seguinte, segundo dia da lua, o lugar de Davi continuava vazio. Saul disse ao seu filho Jônatas: Por que o filho de Isaí não veio comer, nem ontem nem hoje?
28 ଯୋନାଥନ ଉତ୍ତର ଦଲୋ, ଦାଉଦ ବେଥଲହମେକକ୍ସ୍ଟ ୟିବା ପାଇଁ ମାେତେ କହିଲେ।
28 Davi pediu-me com instâncias, respondeu Jônatas, para ir a Belém.
29 ସେ କହିଲେ, ' ମାେତେ ୟିବାକକ୍ସ୍ଟ ଦିଅ ଆମର ପରିବାର ଏକ ବଳିଦାନ ହବୋର ଅଛି ବୈଥଲହମେ ରେ। ମାରେ ଭାଇ ମାେତେ ଆଦେଶ ଦଇେଛନ୍ତି ସଠାେକକ୍ସ୍ଟ ୟିବା ପାଇଁ। ମୁ ଯଦି ତୁମ୍ଭର ବନ୍ଧକ୍ସ୍ଟ ତବେେ ମାେତେ ୟିବାକକ୍ସ୍ଟ ଦିଅନ୍ତକ୍ସ୍ଟ ଏବଂ ମୁ ମାରେ ଭାଇମାନଙ୍କୁ ଦେଖେ।' ଏଥିପାଇଁ ପ୍ରାଯ ଦାଉଦ ରାଜାଙ୍କ ଟବେକ୍ସ୍ଟଲ ପାଖକକ୍ସ୍ଟ ଆସି ନାହିଁ।
29 Disse-me: deixa-me ir, rogo-te, porque temos na cidade um sacrifício de família, ao qual meu irmão me convidou. Se me queres dar um prazer, permite-me que vá rever meus irmãos. Por isso não veio ele à mesa do rei.
30 ଶାଉଲ ଯୋନାଥନ ଉପରେ ଭୟଙ୍କର ରାଗିଲେ। ସେ ଯୋନାଥନଙ୍କକ୍ସ୍ଟ କହିଲେ, ତକ୍ସ୍ଟ ହେଉଛକ୍ସ୍ଟ ଜଣେ ଦାସୀ ସ୍ତ୍ରୀ ଲୋକର ପକ୍ସ୍ଟତ୍ର। ୟିଏକି ମାନିବା ପାଇଁ ମନାକରେ। ତକ୍ସ୍ଟବି ଠିକ୍ ତା'ପରି, ମୁ ଜାଣେ ତକ୍ସ୍ଟ ଦାଉଦର ପକ୍ଷ ନଇେଛକ୍ସ୍ଟ। ତକ୍ସ୍ଟ ନିଜ ପାଇଁ ଓ ତୋର ମାଆ ପାଇଁ ଅପମାନ ଆଣକ୍ସ୍ଟଛକ୍ସ୍ଟ।
30 Então Saul encolerizou-se contra Jônatas: Filho de prostituta, disse-lhe, não sei eu porventura que és amigo do filho de Isaí, o que é uma vergonha para ti e para tua mãe?
31 ୟିଶୀର ପକ୍ସ୍ଟତ୍ର ଏ ପୃଥିବୀ ରେ ଯେତେ ଦିନ ବଞ୍ଚିଥାଏ େସତେ ଦିନ ପର୍ୟ୍ଯନ୍ତ ତୋର ରାଜ୍ଯ ଠିକ୍ ହବେ ନାହିଁ। ତେଣୁ ଲୋକ ପଠାଇ ତାକକ୍ସ୍ଟ ମାେ ପାଖକକ୍ସ୍ଟ ଆଣ କାରଣ ସେ ନିଶ୍ଚଯ ମରିବ।
31 Enquanto viver esse homem na terra, não estarás seguro, nem tu nem o teu trono. Vamos! Vai buscá-lo e traze-mo; ele merece a morte!
32 ଯୋନାଥନ ତା'ର ପିତାଙ୍କୁ ପଗ୍ଭରିଲା, ଦାଉଦକକ୍ସ୍ଟ କାହିଁକି ମାରିବ? ତା'ର ଅପରାଧ କ'ଣ?
32 Jônatas respondeu ao seu pai: Por que deverá ele morrer? Que fez ele?
33 କିନ୍ତୁ ଶାଉଲ ଯୋନାଥନଙ୍କକ୍ସ୍ଟ ମାରିବା ପାଇଁ ତା ଉପରକକ୍ସ୍ଟ ବର୍ଚ୍ଛା ଫୋପାଡିଲେ। ତେଣୁ ଯୋନାଥନ ଜାଣିଲା ତାଙ୍କ ବାପା ଦାଉଦଙ୍କକ୍ସ୍ଟ ମାରିବା ପାଇଁ ବହକ୍ସ୍ଟତ ଆଗ୍ରହି।
33 Saul brandiu sua lança para feri-lo, e Jônatas viu que a morte de Davi era coisa decidida pelo seu pai.
34 ଯୋନାଥନ ବହକ୍ସ୍ଟତ ରାଗିଗଲା ଓ ଖାଇବା ଟବେକ୍ସ୍ଟଲ ପାଖରକ୍ସ୍ଟ ଉଠିଗଲା। ଯୋନାଥନ ତାଙ୍କ ପିତାଙ୍କ ଉପରେ ରାଗିଗଲା ଓ ଦ୍ବିତୀୟଦିନ ଭୋଜି ରେ କିଛି ଖାଇଲା ନାହିଁ। ଯୋନାଥନ ରାଗିଲେ କାରଣ ଶାଉଲ ତାଙ୍କୁ ଅପମାନିତ କଲେ ଆଉ ମଧ୍ଯ ଶାଉଲ ଦାଉଦଙ୍କକ୍ସ୍ଟ ମାରିବାକକ୍ସ୍ଟ ଗ୍ଭହକ୍ସ୍ଟଁଥିଲେ।
34 Furioso, deixou a mesa sem comer naquele segundo dia da lua. As injúrias que seu pai tinha proferido contra a Davi tinham-no afligido profundamente.
35 ତା'ପରଦିନ ସକାଳେ ଯୋନାଥନ ସହେି କ୍ଷତକେକ୍ସ୍ଟ ଗଲା। ସମାନଙ୍କେର ଯୋଜନା ଅନକ୍ସ୍ଟସା ରେ ସେ ଦାଉଦଙ୍କକ୍ସ୍ଟ ସାକ୍ଷାତ କରିବାକୁ ଗଲା। ଯୋନାଥନ ତା' ସହିତ ଏକ େଛାଟ ବାଳକକକ୍ସ୍ଟ ମଧ୍ଯ ନଲୋ।
35 Na manhã seguinte, Jônatas saiu ao campo e foi ao lugar combinado com Davi, acompanhado de um jovem servo.
36 ଯୋନାଥନ ସହେି ବାଳକକକ୍ସ୍ଟ କହିଲା, ତୁମ୍ଭେ ଦୌଡି ମୁ ଯେଉଁ ତୀର ମାରିଲି ସଗେୁଡିକୁ ଗୋଟାଇ ଆଣ। ବାଳକଟି ଦୌଡିବାକକ୍ସ୍ଟ ଲାଗିଲା ଏବଂ ଯୋନାଥନ ସେ ବାଳକ ମକ୍ସ୍ଟଣ୍ତ ଉପରେ ତୀରଗୁଡିକୁ ମାରିଲେ।
36 Vai, disse ele, e traze-me as setas que vou atirar. Mas, enquanto o rapaz corria, Jônatas atirou outra flecha mais para além dele.
37 ବାଳକଟି ତୀର ପଡିଥିବା ସ୍ଥାନ ପାଖକକ୍ସ୍ଟ ଗଲା। କିନ୍ତୁ ଯୋନାଥନ ତାଙ୍କୁ ଡାକିଲା, ତୀରଗକ୍ସ୍ଟଡିକ ତୋ ଆଗ ରେ ପଡିଛି।
37 Quando chegou ao lugar da flecha, Jônatas gritou-lhe: Não está a flecha mais para lá de ti?
38 ଯୋନାଥନ ଚିତ୍କାର କରି କହିଲା, ଶିଘ୍ର ଦୌଡି ଓ ସଗେୁଡିକୁ ସଂଗ୍ରହ କର। ସଠାେରେ ଛିଡା ହକ୍ସ୍ଟଅ ନାହିଁ। ବାଳକଟି ତୀରଗୁଡିକୁ ସଂଗ୍ରହ କଲା ଓ ତା'ର ମକ୍ସ୍ଟନୀବକକ୍ସ୍ଟ ଆଣି ଦଲୋ।
38 E ajuntou: Vamos, apressa-te, não te demores. O servo apanhou a flecha e voltou ao seu senhor; e de nada suspeitou,
39 କ'ଣ ଗ୍ଭଲିଥିଲା ବାଳକଟି ଏ ବିଷଯ ରେ କିଛି ଜାଣି ନଥିଲା। କବଳେ ଯୋନାଥନ ଓ ଦାଉଦ ଏକଥା ଜାଣିଥିଲେ।
39 porque só Jônatas e Davi conheciam o ajuste.
40 ଯୋନାଥନ ବାଳକଟିକକ୍ସ୍ଟ ଧନକ୍ସ୍ଟ ଏବଂ ତୀରଗକ୍ସ୍ଟଡିକ ଦେଲେ। ତା'ପରେ ସେ ବାଳକକକ୍ସ୍ଟ କହିଲେ, ସହରକକ୍ସ୍ଟ ଫରେିୟାଅ।
40 Depois disso, entregou Jônatas suas armas ao rapaz, dizendo-lhe: Vai, leva-as para a cidade.
41 ଯେତବେେଳେ ବାଳକଟି ପଳାଇଗଲା, ଦାଉଦ ଲକ୍ସ୍ଟଚିଥିବା ସ୍ଥାନରକ୍ସ୍ଟ ପର୍ବତର ଅପରପାଶର୍ବକକ୍ସ୍ଟ ପଳାଇଲା। ଦାଉଦ ମକ୍ସ୍ଟଣ୍ତ ନକ୍ସ୍ଟଆଇଁ ଯୋନାଥନକକ୍ସ୍ଟ ତିନିଥର ପ୍ରମାଣ କଲା। ଦାଉଦ ଓ ଯୋନାଥନ ପରସ୍ପରକକ୍ସ୍ଟ ଚକ୍ସ୍ଟମ୍ବନ କଲେ। ସମାନେେ ଉଭୟ ମଧ୍ଯ କାନ୍ଦିଲେ। କିନ୍ତୁ ଦାଉଦ ଯୋନାଥନଙ୍କଠାରକ୍ସ୍ଟ ଅଧିକ କାନ୍ଦିଲେ।
41 Logo que ele partiu, deixou Davi o seu esconderijo e curvou-se até a terra, prostrando-se três vezes; beijaram-se mutuamente, chorando, e Davi estava ainda mais comovido que o seu amigo.
42 ଯୋନାଥନ ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭେ ଶାନ୍ତି ରେ ୟାଅ। ଆମ୍ଭେ ଓ ସଦାପ୍ରଭୁଙ୍କ ନିକଟରେ ଶପଥ କରିଛକ୍ସ୍ଟ, ଆମ୍ଭେ ସର୍ବଦା ବନ୍ଧକ୍ସ୍ଟ ହାଇେ ରହିବା। ଆମ୍ଭେ କହିଲକ୍ସ୍ଟ ଯେ, ଆମ୍ଭେ ଓ ଆମ୍ଭ ସଦାପ୍ରଭୁ ଚିରଦିନ ପାଇଁ ଆମ୍ଭ ଓ ଆମ୍ଭର ବଂଶଧରମାନଙ୍କର ସାକ୍ଷୀ।
42 Jônatas disse-lhe: Vai em paz, agora que demos um ao outro nossa palavra com este juramento: o Senhor seja para sempre testemunha entre ti e mim, entre a tua posteridade e a minha!
43 — ausente —
43 Davi partiu, e Jônatas voltou para a cidade.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Samuel 20, comparar traduções ou montar um estudo — tudo direto pelo WhatsApp.