1 Samuel 18
Oriya Bible (GL_ORIYA) vs NTLH
1 ଦାଉଦ ଶାଉଲଙ୍କ ସହିତ କଥାବାର୍ତ୍ତା କରିସାରିବା ପରେ ଯୋନାଥନର ଦାଉଦଙ୍କ ସହିତ ଏକ ଦୃତ ବନ୍ଧକ୍ସ୍ଟତା ବାନ୍ଧିଲେ। ଆଉ ଯୋନାଥନ ଆପଣା ପ୍ରାଣପରି ତାଙ୍କୁ ସ୍ନହେ କଲା।
1 Saul e Davi terminaram a sua conversa. Jônatas, filho de Saul, começou a sentir uma profunda amizade por Davi e veio a amá-lo como a si mesmo.
2 ଶାଉଲ ସହେିଦିନ ଦାଉଦଙ୍କକ୍ସ୍ଟ ତାଙ୍କ ସହିତ ରଖିଲେ ଓ ଘରକକ୍ସ୍ଟ ୟିବାକକ୍ସ୍ଟ ଦେଲେ ନାହିଁ।
2 Daquele dia em diante Saul levou Davi para a sua casa e não deixou que voltasse para a casa do seu pai.
3 ଯୋନାଥନ ଦାଉଦଙ୍କକ୍ସ୍ଟ ଆପଣା ପ୍ରାଣପରି ସ୍ନହେ କରିବାରକ୍ସ୍ଟ ସମାନେେ ଏହି ନିଯମ କଲେ।
3 Jônatas e Davi fizeram um juramento de amizade, pois Jônatas tinha grande amor por Davi.
4 ଯୋନାଥନ ଆପଣା ଦହରେକ୍ସ୍ଟ କୋଟ୍ କାଢି ଦାଉଦଙ୍କକ୍ସ୍ଟ ଦଲୋ। ଆପଣା ବସ୍ତ୍ର, ଖଡ୍ଗ, ଧନକ୍ସ୍ଟ ଓ କଟିବନ୍ଧନ ପର୍ୟ୍ଯନ୍ତ ତାହାଙ୍କକ୍ସ୍ଟ ଦଲୋ।
4 Ele tirou a capa que estava usando e a deu a Davi. Deu também a sua túnica militar, a espada, o arco e o cinto.
5 ଶାଉଲ ଦାଉଦଙ୍କକ୍ସ୍ଟ ବହକ୍ସ୍ଟତ ୟକ୍ସ୍ଟଦ୍ଧକକ୍ସ୍ଟ ପଠାଇଲେ ଓ ସେ କୃତକାର୍ୟ୍ଯ ହେଲ। ଏଣୁ ଶାଉଲ ତାଙ୍କୁ ଯୋଦ୍ଧାମାନଙ୍କ ଉପରେ ନିୟକ୍ସ୍ଟକ୍ତ କଲେ ଓ ଏହା ଶାଉଲଙ୍କର ଅଧିକାରୀମାନଙ୍କ ସମତେ ସମସ୍ତଙ୍କକ୍ସ୍ଟ ଖକ୍ସ୍ଟସି କଲା।
5 Davi saiu-se bem em todos os lugares aonde Saul o enviou. Então Saul o promoveu a comandante do seu exército. E isso agradou a todo o exército, inclusive aos outros oficiais.
6 ଏପରି ହେଲା ଯେ, ଯେତବେେଳେ ଦାଉଦ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ ଓ ଫରେିଲେ। ଇଶ୍ରାୟେଲର ସମସ୍ତ ନଗରର ସ୍ତ୍ରୀ ଲୋକମାନେ ରାଜା ଶାଉଲଙ୍କକ୍ସ୍ଟ ସାକ୍ଷାତ କରିବାକୁ ବାହାରି ଆସିଲେ ଏବଂ ତକ୍ସ୍ଟମ୍ଭକ୍ସ୍ଟ୍ବରା ବଜାଇ ଆନନ୍ଦ ରେ ନାଚିଲେ ଓ ଗାଇଲେ।
6 Quando os soldados estavam voltando para casa depois de Davi ter matado Golias, as mulheres de todas as cidades de Israel saíram para encontrar o rei Saul. Elas cantavam canções alegres, dançavam e tocavam pandeiro e lira .
7 ଆଉ ସହେି ସ୍ତ୍ରୀମାନେ ନୃତ୍ଯ କରୁକରୁ ଗାଇଲେ,
7 Alegravam-se e cantavam assim: “Saul matou mil; Davi matou dez mil!”
8 ଏଥି ରେ ଶାଉଲ ଅତି ରାଗିଗଲେ ଓ ବ୍ଯତିବ୍ଯସ୍ତ ହାଇେ ପଡିଲେ। ଏଣୁ ସେ ଚିନ୍ତା କଲେ, ସମାନେେ ଦାଉଦଙ୍କକ୍ସ୍ଟ ଅଯକ୍ସ୍ଟତ ଅଯକ୍ସ୍ଟତର ଜଯୀ ଓ ଆମ୍ଭକକ୍ସ୍ଟ କବଳେ ସହସ୍ର ସହସ୍ର ଜଯୀ ବୋଲି କହିଲେ। ରାଜ୍ଯ ପାଇବା ଛଡା ତା'ର ଆଉ କ'ଣ ପାଇବାର ବାକି ଅଛି?
8 E Saul não gostou disso. Ficou muito zangado e disse: — Para mim as mulheres deram mil, mas para Davi deram dez mil. A única coisa que está faltando agora é ele ser rei!
9 ସହେିଦିନଠାରକ୍ସ୍ଟ ଶାଉଲ ଦାଉଦଙ୍କ ପ୍ରତି ଦୃଷ୍ଟି ରଖିଲେ। ସେ ଇର୍ଷା ଓ ଘୃଣା ରେ ତାଙ୍କୁ ଦକ୍ସ୍ଟଷ୍ଟି ପକାଇଲେ।
9 E desse dia em diante Saul começou a ter ciúme de Davi e a desconfiar dele.
10 ପରଦିନ ପରମେଶ୍ବରଙ୍କଠାରକ୍ସ୍ଟ ଯେତବେେଳେ ମନ୍ଦ ଆତ୍ମା ଶାଉଲଙ୍କକ୍ସ୍ଟ ଅକ୍ତିଆର କଲେ, ସେ ତାଙ୍କ ଗୃହ ମଧିଅରେ ଅବାନ୍ତର କାର୍ୟ୍ଯ କରିବାକୁ ଲାଗିଲେ। ଦାଉଦ ପ୍ରତିଦିନପରି ହସ୍ତ ରେ ବୀଣା ବଜାଇଲେ, ସେ ସମୟରେ ଶାଉଲଙ୍କ ଗୋଟିଏ ବର୍ଚ୍ଛା ଧରିଥିଲେ।
10 No dia seguinte, um espírito mau mandado por Deus dominou Saul, e ele começou a agir como louco dentro de casa. Davi estava tocando lira, como fazia todos os dias, e Saul estava segurando uma lança.
11 ତେଣୁ ଶାଉଲ ବର୍ଚ୍ଛା ଫିଙ୍ଗିଲେ, କାରଣ ସେ ଭାବିଲେ, ମୁ ଦାଉଦକକ୍ସ୍ଟ କାନ୍ଥ ରେ ଫୋଡିବି। ମାତ୍ର ଦାଉଦ ତାଙ୍କ ନିକଟରକ୍ସ୍ଟ ଦକ୍ସ୍ଟଇଥର ଘକ୍ସ୍ଟଞ୍ଚିଗଲେ।
11 Então Saul pensou assim: — Vou espetar Davi na parede. E atirou a lança contra ele, duas vezes. Porém nas duas vezes Davi se desviou.
12 ପକ୍ସ୍ଟଣି ଶାଉଲ ଦାଉଦଙ୍କକ୍ସ୍ଟ ଭୟ କଲେ କାରଣ ସଦାପ୍ରଭୁ ତାଙ୍କ ସଙ୍ଗ ରେ ଥିଲେ ଓ ଶାଉଲଙ୍କକ୍ସ୍ଟ ତ୍ଯାଗ କଲେ।
12 O Senhor estava com Davi e havia abandonado Saul; por isso, Saul tinha medo de Davi.
13 ଶାଉଲ ଆପଣା ନିକଟରକ୍ସ୍ଟ ଦାଉଦଙ୍କକ୍ସ୍ଟ ଦୂରକକ୍ସ୍ଟ ପଠଇେ ଦେଲେ ଓ ତାଙ୍କୁ 1,000 ସୈନ୍ଯ ଉପରେ ଆପଣାର ସନୋପତି କଲେ। ୟକ୍ସ୍ଟଦ୍ଧ ରେ ସେ ସୈନ୍ଯମାନଙ୍କର ନତେୃତ୍ବ ନେଲେ।
13 Então Saul o afastou de si, pondo-o como oficial comandante de mil homens. Davi comandava os seus soldados na batalha,
14 ସଦାପ୍ରଭୁ ଦାଉଦଙ୍କ ସହିତ ଥିଲେ। ତେଣୁ ଦାଉଦ ପ୍ରେତ୍ୟକକ କ୍ଷେତ୍ର ରେ ବିଜଯୀ ହେଲେ।
14 e tudo o que fazia dava certo, pois o Senhor estava com ele.
15 ଶାଉଲ ଦେଖିଲେ ଦାଉଦ ସବୁ କ୍ଷେତ୍ର ରେ ବିଜଯୀ ହେଉଛନ୍ତି। ତେଣୁ ଶାଉଲ ଦାଉଦଙ୍କକ୍ସ୍ଟ ଭୟ କରିବାକୁ ଲାଗିଲେ।
15 Saul viu o sucesso de Davi e ficou ainda com mais medo dele.
16 କିନ୍ତୁ ଇଶ୍ରାୟେଲର ସମସ୍ତ ଲୋକ ଓ ୟିହକ୍ସ୍ଟଦାର ସମସ୍ତେ ଦାଉଦଙ୍କକ୍ସ୍ଟ ଭଲ ପାଇଲେ। ସମାନେେ ତାଙ୍କୁ ଭଲ ପାଇଲେ, କାରଣ ସେ ୟକ୍ସ୍ଟଦ୍ଧ ରେ ସମାନଙ୍କେର ନତେୃତ୍ବ ନଇେଛନ୍ତି ଓ ସମାନଙ୍କେ ସକାେଶ ୟକ୍ସ୍ଟଦ୍ଧ କରିଛନ୍ତି।
16 Mas em Israel e em Judá todos amavam Davi porque ele era um líder corajoso.
17 କିନ୍ତୁ ଶାଉଲ ଦାଉଦଙ୍କକ୍ସ୍ଟ ମାରିଦବୋ ପାଇଁ ଚାହିଁଲେ ଏବଂ ଶାଉଲ ଏକ ଉପାଯ ଚିନ୍ତା କଲେ। ଶାଉଲ କହିଲେ, ଦାଉଦ ମରେବ୍ ନାମକ ମାରେଜେଷ୍ଠ କନ୍ଯାକକ୍ସ୍ଟ ଦେଖ। ମୁ ତାକକ୍ସ୍ଟ ତୁମ୍ଭକୁ ବିବାହ ଦବେି। ତା'ପରେ ତୁମ୍ଭେ ଜଣେ ବୀର ଯୋଦ୍ଧା ସୈନିକ ହବେ। ତୁମ୍ଭେ ମାରେ ସନ୍ତାନପରି, ତା'ପରେ ତୁମ୍ଭେ ସଦାପ୍ରଭୁଙ୍କ ପାଇଁ ୟକ୍ସ୍ଟଦ୍ଧ କର। ଶାଉଲ ଚିନ୍ତାକଲେ, ମୁ ତାକକ୍ସ୍ଟ ହତ୍ଯା କରିବା ପାଇଁ ହାତ ଉଠାଇବି ନାହିଁ, କିନ୍ତୁ ପଲେଷ୍ଟୀୟମାନେ ହକ୍ସ୍ଟଏତ ତାକକ୍ସ୍ଟ ହତ୍ଯା କରି ପାରନ୍ତି।
17 Então Saul disse a Davi: — Aqui está Merabe, a minha filha mais velha. Eu a darei em casamento a você, com a condição de que você me sirva como soldado valente e fiel e lute nas batalhas de Deus, o Saul pensava que desta maneira os filisteus matariam Davi e assim não teria ele mesmo de fazer isso.
18 କିନ୍ତୁ ଦାଉଦ ଉତ୍ତର ଦେଲେ, ମୁ ଏକ ଉଚ୍ଚ ପରିବାରର ନକ୍ସ୍ଟ ହେଁ କି ଜଣେ ଗକ୍ସ୍ଟରକ୍ସ୍ଟତ୍ବପୂର୍ଣ ବ୍ଯକ୍ତି ନକ୍ସ୍ଟ ହେଁ, ମୁ କିପରି ରାଜାଙ୍କର ଝିଅକକ୍ସ୍ଟ ବିବାହ କରିପାରିବି।
18 Davi respondeu: — Quem sou eu, e quem é a minha família em Israel para que eu seja genro do rei?
19 ତେଣୁ ଦାଉଦ ମରବେକକ୍ସ୍ଟ ବିବାହ ପାଇଁ ସମୟ ଆସିଲା। ଶାଉଲ ଏହି ସମୟରେ ମହୋଲାତୀଯ ଅଦ୍ରୀଯଲକେକ୍ସ୍ଟ ସ୍ତ୍ରୀରୂପେ ଦତ୍ତ ହେଲା।
19 Mas, quando chegou a época de Merabe ser dada em casamento a Davi, ela foi dada a um homem chamado Adriel, da cidade de Meolá.
20 ଶାଉଲଙ୍କର କନ୍ଯା ମୀଖଲ ଦାଉଦଙ୍କକ୍ସ୍ଟ ପ୍ ରମେ କଲା ଓ ଲୋକମାନେ ଶାଉଲଙ୍କକ୍ସ୍ଟ ଏ କଥା କକ୍ସ୍ଟହନ୍ତେ ଯେ ମୀଖଲ ଦାଉଦଙ୍କକ୍ସ୍ଟ ପ୍ ରମେ କରୁଛି ଶାଉଲ ଏକଥା ଶକ୍ସ୍ଟଣି ଖକ୍ସ୍ଟସି ହେଲେ।
20 Porém Mical, a outra filha de Saul, apaixonou-se por Davi. E, quando Saul soube disso, ficou contente.
21 ଶାଉଲ ଭାବିଲେ, ମୁ ମୀଖଲ ମାଧ୍ଯମ ରେ ଦାଉଦକକ୍ସ୍ଟ ଫାସ ରେ ପକାଇ ଦବେି। ମୁ ମୀଖଲକକ୍ସ୍ଟ ଦାଉଦଙ୍କ ସହିତ ବିବାହ ଦବେି। ଏବଂ ତା'ପରେ ପଲେଷ୍ଟୀୟମାନେ ତାଙ୍କୁ ମାରି ଦବେେ। ତେଣୁ ଶାଉଲ ଦାଉଦଙ୍କକ୍ସ୍ଟ ଦ୍ବିତୀୟ ଥର ପାଇଁ କହିଲେ, ତୁମ୍ଭେ ଆଜି ମାରେ କନ୍ଯାକକ୍ସ୍ଟ ବିବାହ କରିପାର।
21 Ele pensou: — Vou dar Mical em casamento a Davi, e ela servirá como uma armadilha para que ele seja morto pelos filisteus. Então, pela segunda vez, Saul disse a Davi: — Você será meu genro.
22 ଶାଉଲ ତାଙ୍କ ଦାସମାନଙ୍କୁ ଡାକି କହିଲେ, ତୁମ୍ଭେ ଦାଉଦଙ୍କକ୍ସ୍ଟ ବ୍ଯକ୍ତିଗତ ଭାବରେ କକ୍ସ୍ଟହ ଯେ, 'ରାଜା ତୁମ୍ଭକୁ ଅତି ଭଲ ପାଉଛନ୍ତି। ସମାନଙ୍କେର ଅଧିକାରୀଗଣ ମଧ୍ଯ ତୁମ୍ଭକୁ ଭଲ ପାଉଛନ୍ତି। ବର୍ତ୍ତମାନ ତକ୍ସ୍ଟମ୍ଭ ତାଙ୍କର କନ୍ଯାଙ୍କକ୍ସ୍ଟ ବିବାହ କରିବା ଉଚିତ୍।'
22 Ele mandou que os seus oficiais conversassem em particular com Davi e dissessem a ele: — O rei e todos os oficiais gostam de você. Esta é uma boa ocasião para você casar com a filha dele.
23 ଶାଉଲ ଦାସମାନେ ଏକଥା ଦାଉଦଙ୍କକ୍ସ୍ଟ କହିଲେ, କିନ୍ତୁ ଦାଉଦ ଉତ୍ତର ଦେଲେ, ତୁମ୍ଭେ କ'ଣ ଭାବକ୍ସ୍ଟଛ ରାଜାଙ୍କର ଜ୍ବାଇଁ ହବୋ ଅତି ସହଜ? ମାରେ ଏତେ ଅର୍ଥ ନାହିଁ ଯାହାକି ମୁ ରାଜାଙ୍କର ଝିଅ ପାଇଁ ଖର୍ଚ୍ଚ କରିପାରିବି। ମୁ ଜଣେ ଅତି ସାଧାରଣ ଦରିଦ୍ର ଲୋକ ଓ ମାରେଅଳ୍ପ ମାନ୍ଯ।
23 Então eles falaram com Davi, e ele respondeu: — Ser genro do rei é uma honra grande demais para uma pessoa pobre e sem valor como eu.
24 ଶାଉଲର ଦାସମାନେ ଦାଉଦ କ'ଣ କହିଲା ତାହା ଶାଉଲଙ୍କକ୍ସ୍ଟ କହିଲେ।
24 Os oficiais contaram a Saul o que Davi tinha dito,
25 ଶାଉଲ ସମାନଙ୍କେୁ କହିଲେ, ତୁମ୍ଭେ ଦାଉଦଙ୍କକ୍ସ୍ଟ ଏକଥା କକ୍ସ୍ଟହ, 'ରାଜା ଗ୍ଭହାଁନ୍ତି ନାହିଁ ତୁମ୍ଭେ ତାଙ୍କର ଝିଅପାଇଁ ଅର୍ଥ ଦିଅ, ସେ ପଲେଷ୍ଟୀୟମାନଙ୍କଠାରକ୍ସ୍ଟ ପ୍ରତିଶୋଧ ନବୋକକ୍ସ୍ଟ ଗ୍ଭହାନ୍ତି ଏବଂ ସେ ପଲେଷ୍ଟୀୟମାନଙ୍କର 100 ସକ୍ସ୍ଟନ୍ନତ ଚର୍ମ ଗ୍ଭହାଁନ୍ତି।' ପଲେଷ୍ଟୀୟମାନଙ୍କ ଦ୍ବାରା ଦାଉଦକକ୍ସ୍ଟ ନିପାତ କରିବା ପାଇଁ ଶାଉଲଙ୍କର ବିଗ୍ଭର ଥିଲା।
25 e ele ordenou que dissessem o seguinte a Davi: — Tudo o que o rei quer de você em pagamento pela noiva são os Saul tinha planejado isso porque assim Davi seria morto pelos filisteus.
26 ଶାଉଲଙ୍କର ଦାସମାନେ ଦାଉଦଙ୍କକ୍ସ୍ଟ ଏପରି ଶକ୍ସ୍ଟଣାନ୍ତେ ଦାଉଦ ରାଜି ହାଇଗେଲେ। ଦାଉଦ ବହକ୍ସ୍ଟତ ଖକ୍ସ୍ଟସି ହେଲେ ଯେ ତାଙ୍କୁ ଏକ ରାଜାଙ୍କର ଜ୍ବାଇଁ ହବୋପାଇଁ ସକ୍ସ୍ଟୟୋଗ ମିଳିଛି। ତେଣୁ ସେ ହଠାତ୍ ଯଥାକାର୍ୟ୍ଯ କଲା।
26 Os oficiais contaram a Davi o que Saul tinha dito, e ele ficou entusiasmado com a ideia de ser genro do rei. Antes do dia marcado para o casamento,
27 ଦାଉଦ ଓ ତା'ର ଲୋକମାନେ ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ବାହାରିଲେ। ସମାନେେ ଦକ୍ସ୍ଟଇଶହ ପଲିଷ୍ଟୀଯମାନଙ୍କୁ ବଧ କଲେ। ଦାଉଦ 200 ପଲିଷ୍ଟୀଯମାନଙ୍କର ସକ୍ସ୍ଟନ୍ନତ ଚର୍ମ ଆଣିଲେ ଏବଂ ଶାଉଲଙ୍କକ୍ସ୍ଟ ଦେଲେ। ଦାଉଦ ଏପରି କଲେ କାରଣ ସେ ଗ୍ଭହିଁଥିଲେ ରାଜାଙ୍କର ଜ୍ବାଇଁ ହବୋପାଇଁ। ଶାଉଲ ତାଙ୍କର କନ୍ଯା ମୀଖାଲକକ୍ସ୍ଟ ଦାଉଦ ସହ ବିବାହ ଦେଲେ।
27 Davi e os seus soldados foram e mataram duzentos filisteus. Aí Davi levou ao rei os prepúcios dos filisteus mortos e os contou na presença dele, para que assim se tornasse seu genro. Então Saul deu a sua filha Mical em casamento a Davi.
28 ଶାଉଲ ଦେଖିଲେ ସଦାପ୍ରଭୁ ଦାଉଦଙ୍କ ସହିତ ଅଛନ୍ତି। ଶାଉଲ ମଧ୍ଯ ଦେଖିଲେ ଯେ ତାଙ୍କର କନ୍ଯା ମୀଖଲ ଦାଉଦଙ୍କକ୍ସ୍ଟ ପ୍ ରମେ କରୁଅଛି।
28 Saul viu e reconheceu que o Senhor estava com Davi e que a sua filha Mical o amava.
29 ତେଣୁ ଶାଉଲ ଦାଉଦଙ୍କକ୍ସ୍ଟ ଅଧିକ ଭୟ କଲେ। ଶାଉଲ ସର୍ବଦା ଦାଉଦଙ୍କର ବିରୋଧି ହାଇେ ରହିଲେ।
29 Por isso, ficou com mais medo ainda de Davi e pelo resto da sua vida foi seu inimigo.
30 ପଲେଷ୍ଟୀୟମାନଙ୍କର ଅଧିପତିମାନେ ଇଶ୍ରାୟେଲୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ବାହାରି ଆସିଲେ କିନ୍ତୁ ପ୍ରେତ୍ୟକକ ଥର ଦାଉଦ ସମାନଙ୍କେୁ ପରାସ୍ତ କଲେ। ଦାଉଦ ଶାଉଲଙ୍କର ଅତି ଦକ୍ଷ ଅଧିକାରୀ ହେଲେ। ଦାଉଦ ଅଧିକ ମାନ୍ଯ ପାଇଲେ।
30 Todas as vezes que os exércitos filisteus saíam para lutar, Davi conseguia mais vitórias do que todos os outros oficiais de Saul e assim ficou muito famoso.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Samuel 18, comparar traduções ou montar um estudo — tudo direto pelo WhatsApp.