1 Samuel 17
Oriya Bible (GL_ORIYA) vs NVT
1 ପଲେଷ୍ଟୀୟ ସୈନ୍ଯସାମନ୍ତମାନେ ୟକ୍ସ୍ଟଦ୍ଧ ପାଇଁ ଏକତ୍ରୀତ ହେଲେ। ସମାନେେ ୟିହକ୍ସ୍ଟଦାର ଅଧିକାରସ୍ଥ ସୋଖୋର ସଂଗୃହିତ ହାଇେ ସୋଖୋ ଓ ଅ ସକୋ ମଧିଅରେ ଏଫସ୍-ଦମ୍ମୀମ ରେ ଛାଉଣୀ ସ୍ଥାପନ କଲେ।
1 Os filisteus reuniram seu exército para a batalha e acamparam em Efes-Damim, entre Socó, em Judá, e Azeca.
2 ଶାଉଲ ଅଧିନ ରେ ଓ ଇଶ୍ରାୟେଲୀୟ ଲୋକମାନେ ଏଲା ତଳଭୂମିରେ ଏକତ୍ରୀତ ହାଇେ ଛାଉଣୀ ସ୍ଥାପନ କଲେ। ସମାନେେ ପଲେଷ୍ଟୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ସୈନ୍ଯ ସଜାଇଲେ।
2 Em resposta, Saul reuniu as tropas israelitas perto do vale de Elá.
3 ତହିଁରେ ପଲେଷ୍ଟୀୟମାନେ ପର୍ବତର ଏକ ଦିଗ ରେ ଓ ଇଶ୍ରାୟେଲ ପର୍ବତର ଅନ୍ୟ ଦିଗ ରେ ଠିଆ ହେଲେ। ଉଭୟଙ୍କ ମଧିଅରେ ଉପତ୍ୟକା ଥିଲା।
3 Assim, os filisteus e os israelitas ficaram frente a frente, em colinas opostas, com o vale entre eles.
4 ଗାଥ ନିବାସୀ ଗଲିଯାତ ନାମକ ଏକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣୀରକ୍ସ୍ଟ ବାହାର ହେଲା, ସେ ସାଢେ ଛଅ ହାତ ଉଚ୍ଚ।
4 Então Golias, um guerreiro filisteu de Gate, saiu das fileiras do exército filisteu. Ele tinha 2,90 metros de altura,
5 ତା'ର ମସ୍ତକରେ ପିତ୍ତଳର ଟୋପର ଥିଲା ଓ ସେ ମାଛକାତି ତକ୍ସ୍ଟଲ୍ଯ ସାଞ୍ଜକ୍ସ୍ଟଆ ରେ ସଜ୍ଜିତ ଥିଲା। ସହେି ସାଞ୍ଜକ୍ସ୍ଟଆଟି ପାଞ୍ଚ ସହସ୍ର ଶକେଲ ଓଜନ ପିତ୍ତଳର ଥିଲା।
5 usava um capacete de bronze e vestia uma couraça de escamas de bronze que pesava sessenta quilos.
6 ସେ ଗୋଡ ରେ ପିତ୍ତଳର ସ୍ତ୍ରାଣ ପିନ୍ଧି ଥିଲେ ଓ ସେ ପଛ ରେ ପିତ୍ତଳର ବର୍ଚ୍ଛା ବନ୍ଧା ହାଇେଥିଲା।
6 Também usava caneleiras de bronze e carregava no ombro um dardo de bronze.
7 ତା'ର ବର୍ଚ୍ଛାର ଦଣ୍ତ ବକ୍ସ୍ଟଣାକାରର କାଠ ତକ୍ସ୍ଟଲ୍ଯ ଓ ଏହାର ପାତର ଓଜନ ଥିଲା, ଛଅ ଶହ ଶକେଲ ଲୌହ ଢାଳର ସମ୍ମକ୍ସ୍ଟଖ ରେ ଥିଲା। ତା'ର ଆଗେ ଆଗେ ତା'ର ଢାଲବାହକ ଗ୍ଭଲିଥିଲା।
7 A haste de sua lança era pesada e grossa, como o eixo de um tear, e a ponta de ferro da lança pesava cerca de sete quilos. Seu escudeiro caminhava à frente dele.
8 ପ୍ରେତ୍ୟକକ ଦିନ ଗଲିଯାତ ବାହା ରେ ଛିଡା ହାଇେ ଇଶ୍ରାୟେଲର ସୈନ୍ଯ ଶ୍ ରଣେୀଙ୍କକ୍ସ୍ଟ ଚିତ୍କାର କରି କହକ୍ସ୍ଟଥିଲା, ତୁମ୍ଭମାନେେ କାହିଁକି ୟକ୍ସ୍ଟଦ୍ଧ ସାଜିବା ପାଇଁ ବାହାର ହାଇେ ଆସିଛ? ମୁ ଜଣେ ପଲେଷ୍ଟୀୟ ଲୋକ ନକ୍ସ୍ଟ ହେଁ? ତୁମ୍ଭମାନେେ ଶାଉଲର ଦାସ, ତୁମ୍ଭମାନେେ ନିଜମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମାେ ପାଖକକ୍ସ୍ଟ ଓହ୍ଲାଇ ଆସକ୍ସ୍ଟ।
8 Golias parou e gritou para as tropas israelitas: “Por que saíram todos para lutar? Eu sou filisteu, e vocês são servos de Saul. Escolham um homem para vir aqui e lutar comigo!
9 ଯଦି ସେ ଲୋକଟି ମାେତେ ମାରିଦିଏ, ତବେେ ଆମ୍ଭେ ପଲେଷ୍ଟୀୟମାନେ ତୁମ୍ଭର ଦାସ ହବେକ୍ସ୍ଟ। ଯଦି ମୁ ତାକକ୍ସ୍ଟ ବଧ କରେ ତବେେ ତୁମ୍ଭମାନେେ ଆମ୍ଭର ଦାସ ହବେ ଓ ଆମ୍ଭମାନଙ୍କର ଦାସ କାର୍ୟ୍ଯ କରିବ।
9 Se ele me matar, seremos seus escravos. Mas, se eu o matar, vocês serão nossos escravos!
10 ପଲେଷ୍ଟୀୟ ମଧ୍ଯ କହିଲେ, ଆଜି ମୁ ଇଶ୍ରାୟେଲର ସୈନ୍ଯ ବାହିନୀକକ୍ସ୍ଟ ତକ୍ସ୍ଟଛ କରୁଅଛି। ମୁ ସାହାସ କରି କହକ୍ସ୍ଟଛି ମାେତେ ଜଣେ ଲୋକ ଦିଅ, ତବେେ ଆମ୍ଭମାନେେ ପରସ୍ପର ୟକ୍ସ୍ଟଦ୍ଧ କରିପାରିବକ୍ସ୍ଟ।
10 Desafio hoje os exércitos de Israel. Mandem um homem para lutar comigo!”.
11 ଯେତବେେଳେ ଶାଉଲ ଓ ଇଶ୍ରାୟେଲୀୟମାନେ ପଲେଷ୍ଟୀୟର ଏହି ସକଳ କଥା ଶକ୍ସ୍ଟଣନ୍ତେ। ସମାନେେ ହତାଶ ହେଲେ ଓ ଅତିଶଯ ଭୟ କଲେ।
11 Quando Saul e os israelitas ouviram isso, ficaram aterrorizados e muito abalados.
12 ଦାଉଦ ୟିଶୀଙ୍କର ପକ୍ସ୍ଟତ୍ର ଥିଲେ, ୟିଶୀ ଥିଲେ ଇଫ୍ରାଥୀଯ ପରିବାରର ୟିଏ ବୈଥଲହମେ ଓ ୟିହକ୍ସ୍ଟଦା ରେ ବାସ କରୁଥିଲେ ଏବଂ ୟିଶୀଙ୍କର ଆଠପକ୍ସ୍ଟତ୍ର ଥିଲେ। ପକ୍ସ୍ଟଣି ଶାଉଲଙ୍କର ସମୟରେ ସେ ପୁରୁଷ ବୃଦ୍ଧ ଥିଲେ।
12 Davi era filho de Jessé, efrateu de Belém, na terra de Judá. Na época do rei Saul, Jessé já era idoso e tinha oito filhos.
13 ୟିଶୀଙ୍କର ତିନି ବଡ ପକ୍ସ୍ଟତ୍ର ଶାଉଲଙ୍କକ୍ସ୍ଟ ପଶ୍ଚାତ ୟକ୍ସ୍ଟଦ୍ଧକକ୍ସ୍ଟ ୟାଇଥିଲେ। ପ୍ରଥମ ପକ୍ସ୍ଟତ୍ର ଥିଲେ ଇଲୀଯାବ୍ ଓ ଦ୍ବିତୀୟ ପକ୍ସ୍ଟତ୍ରର ନାମ ଅବିନାଦବ୍ ଓ ତୃତୀୟର ନାମ ଶମ୍ମ।
13 Os três filhos mais velhos de Jessé — Eliabe, Abinadabe e Simeia — haviam se alistado no exército de Saul para lutar contra os filisteus.
14 ଦାଉଦ ଥିଲେ ସବୁଠାରକ୍ସ୍ଟ କନିଷ୍ଠ। ତିନିଜଣ ଜେଷ୍ଠ ପକ୍ସ୍ଟତ୍ର ଶାଉଲଙ୍କର ସୈନ୍ଯ ଛାଉଣୀ ରେ ଥିଲେ।
14 Davi era o mais novo. Seus três irmãos mais velhos seguiam o exército de Saul,
15 କିନ୍ତୁ ଦାଉଦ ଆପଣା ପିତାର ମଷେପଲ ଚରାଇବା ନିମନ୍ତେ ଶାଉଲଙ୍କ ନିକଟରକ୍ସ୍ଟ ବୈଥଲହମେକକ୍ସ୍ଟ ସମୟ ସମୟରେ ୟାଅ ଆସ କରୁଥାନ୍ତି।
15 enquanto Davi ia e voltava para ajudar seu pai a cuidar das ovelhas em Belém.
16 ସହେି ପଲେଷ୍ଟୀୟ ରାକ୍ଷସଟି ଗ୍ଭଳିଶ ଦିନ ପର୍ୟ୍ଯନ୍ତ ପ୍ରାତଃକାଳ ରେ ଓ ସନ୍ଧ୍ଯା ସମୟରେ ଇଶ୍ରାୟେଲର ସୈନ୍ଯ ସମ୍ମକ୍ସ୍ଟଖକକ୍ସ୍ଟ ଆସକ୍ସ୍ଟଥାଏ।
16 Durante quarenta dias, pela manhã e à tarde, o guerreiro filisteu se apresentava diante do exército israelita e o desafiava.
17 ଦିନେ ୟିଶୀ ନିଜର ପକ୍ସ୍ଟତ୍ର ଦାଉଦଙ୍କକ୍ସ୍ଟ କହିଲା, ସୈନ୍ଯ ଛାଉଣୀ ରେ ଥିବା ନିଜ ଭାଇମାନଙ୍କ ପାଇଁ ଏହି ଭଜା ଶସ୍ଯରକ୍ସ୍ଟ ଏକ ଐଫା ଓ ଏହି ଦଶଟା ରୋଟୀ ନଇୟୋଅ।
17 Um dia, Jessé disse a Davi: “Leve depressa para seus irmãos que estão no acampamento este cesto com grãos tostados e estes dez pães.
18 ସେ ମଧ୍ଯ ତାଙ୍କୁ କହିଲେ, ଏହି ଦଶଖଣ୍ତ ବଡ ଛନୋପୋଡ 1,000 ସୈନ୍ଯମାନଙ୍କର କଲ୍ଗାନମାନଙ୍କ ପାଇଁ ନଇୟୋଅ ଏବଂ ତୁମ୍ଭର ଭାଇମାନଙ୍କର କକ୍ସ୍ଟଶଳତାର ଖବର ଆଣିବା ସହିତ ସମାନେେ ଭଲ ଅଛନ୍ତି କିଛି ଗୋଟିଏ ଦ୍ରବ୍ଯ ଆଣିବ।
18 Leve também estes dez queijos para o capitão deles. Veja como estão seus irmãos e traga notícias deles”.
19 ତୁମ୍ଭର ଭାଇମାନେ ଶାଉଲଙ୍କ ସାଥି ରେ ଇଶ୍ରାୟେଲୀୟ ସୈନ୍ଯମାନଙ୍କ ସହିତ ଏଲା ତଳ ଭୂମିରେ ଥାଇ ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରୁଥିଲେ।
19 Os irmãos de Davi estavam com Saul e o exército israelita no vale de Elá, lutando contra os filisteus.
20 ଦାଉଦ ପ୍ରଭାତ ରେ ଉଠି ଜଣେ ରଖକ୍ସ୍ଟଆଳି ହସ୍ତ ରେ ମଷେପଲ ଛାଡି ୟିଶୀର ଆଜ୍ଞା ଅନକ୍ସ୍ଟସା ରେ ସେସବୁ ଦ୍ରବ୍ଯ ନଇଗେଲେ। ସୈନ୍ଯଗଣ ବାହାରି ୟକ୍ସ୍ଟଦ୍ଧ ନିମନ୍ତେ ମହାନାଦ କରିବା ସମୟରେ ସେ ଶଗଡ ବନ୍ଦୀ ଜାଗା ରେ ଉପସ୍ଥିତ ହେଲେ।
20 Davi deixou as ovelhas com outro pastor e, na manhã seguinte, partiu bem cedo com os presentes, como Jessé havia ordenado. Chegou ao acampamento quando o exército israelita saía para o campo de batalha com gritos de guerra.
21 ଇଶ୍ରାୟେଲୀୟମାନେ ଓ ପଲେଷ୍ଟୀୟମାନେ ୟକ୍ସ୍ଟଦ୍ଧ ସଜାଇଲେ ଓ ସୈନ୍ଯଶ୍ ରଣେୀ ପରସ୍ପର ମକ୍ସ୍ଟହାଁ ମକ୍ସ୍ଟହିଁ ହେଲେ।
21 Logo, filisteus e israelitas estavam frente a frente, exército contra exército.
22 ଦାଉଦ ସାମଗ୍ରୀ ରକ୍ଷକ ହସ୍ତ ରେ, ନିଜର ସାମଗ୍ରୀ ରଖି ସୈନ୍ଯମାନଙ୍କ ମଝିକକ୍ସ୍ଟ ଆସି ନିଜର ଭାଇମାନଙ୍କୁ କକ୍ସ୍ଟଶଳବାର୍ତ୍ତା ପଚାରିଲେ।
22 Davi deixou suas coisas com o responsável pelos suprimentos e correu até a frente de batalha para saudar seus irmãos.
23 ସେ ସମାନଙ୍କେ ସଙ୍ଗେ କଥାବାର୍ତ୍ତା କରୁଥିବା ସମୟରେ ଗାଥନିବାସୀ ପଲେଷ୍ଟୀୟ ଗଲିଯାତ ନାମକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟ ସୈନ୍ଯବାହୀନି ମଧ୍ଯରକ୍ସ୍ଟ ଉଠି ଆସି ପୂର୍ବପରି ପାଟିକଲା। ଦାଉଦ ତାହା ଶୁଣିଲେ।
23 Enquanto falava com eles, Golias, o guerreiro filisteu de Gate, saiu das fileiras do exército filisteu. Davi o ouviu gritar seu desafio habitual.
24 ଇଶ୍ରାୟେଲର ସମସ୍ତ ସୈନ୍ଯଗଣ ସହେି ପୁରୁଷକକ୍ସ୍ଟ ଦେଖି ତାହା ସମ୍ମକ୍ସ୍ଟଖରକ୍ସ୍ଟ ପଳାଇଲେ ଓ ଅତି ଭୟଭୀତ ହେଲେ।
24 Quando os israelitas viram Golias, começaram a fugir, apavorados.
25 ଜଣେ ଇଶ୍ରାୟେଲର ଲୋକ କହିଲା, ତୁମ୍ଭମାନେେ ସହେି ବ୍ଯକ୍ତିକକ୍ସ୍ଟ ଦେଖିଲକି ୟିଏ ଇଶ୍ରାୟେଲକକ୍ସ୍ଟ ଅବମାନନା କରିବାକୁ ଆସିଥିଲା? ଏହାକକ୍ସ୍ଟ ଯେଉଁଲୋକ ହତ୍ଯା କରିବ, ରାଜା ତାହାଙ୍କକ୍ସ୍ଟ ବହକ୍ସ୍ଟତ ଧନ ରେ ଧନବାନ କରିବେ ଓ ତାହାକକ୍ସ୍ଟ ଆପଣା କନ୍ଯା ଦବେେ। ଆଉ ଇଶ୍ରାୟେଲ ମଧିଅରେ ତା'ର ପିତୃ ଗୃହକକ୍ସ୍ଟ ନିଷ୍କର କରିବେ।
25 “Vocês viram aquele homem?”, perguntavam uns aos outros. “Ele sai todos os dias para desafiar Israel. O rei ofereceu uma grande recompensa para quem o matar. Dará uma de suas filhas como esposa e isentará toda a família dele de pagar impostos!”
26 ଦାଉଦ ସଠାେରେ ଠିଆ ହାଇେଥିବା ଲୋକମାନଙ୍କୁ ପଚାରିଲେ, ସେ କ'ଣ କହିଲା? ଯେଉଁଲୋକ ଏହି ପଲେଷ୍ଟୀୟକକ୍ସ୍ଟ ବଧ କରି ଏବଂ ଇଶ୍ରାୟେଲର ଏହି ଅପମାନ ଦୂର କରିବ, ତାହାପ୍ରତି କ'ଣ କରାୟିବ? କିଏ ଏହି ଅସକ୍ସ୍ଟନ୍ନତ ପଲେଷ୍ଟୀୟ ୟିଏ ଜୀବିତ ପରମେଶ୍ବରଙ୍କ ସୈନ୍ଯ ଛାଉଣୀକି ଅବମାନନା କରିବାକୁ ସାହାସ କରେ।
26 Então Davi perguntou aos soldados que estavam por perto: “O que receberá o homem que matar esse filisteu e acabar com suas provocações contra Israel? Afinal de contas, quem é esse filisteu incircunciso para desafiar os exércitos do Deus vivo?”.
27 ଲୋକମାନେ ପୂର୍ବପରି ଉତ୍ତର ଦଇେ କହିଲେ, ଯେ ତାହାକକ୍ସ୍ଟ ବଧ କରିବ, ତାହାକକ୍ସ୍ଟ ପକ୍ସ୍ଟରସ୍କୃତ କରାୟିବ।
27 Os soldados repetiram o que tinham dito e confirmaram: “Sim, essa será a recompensa para quem o matar”.
28 ଦାଉଦ ସହେି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ତା'ର ଜେଷ୍ଠଭ୍ରାତା ଇଲୀଯାବ ଶକ୍ସ୍ଟଣିଲା। ଇଲୀଯାବର କୋରଧ ଦାଉଦ ଉପରେ ପ୍ରଜ୍ବଳିତ ହେଲା, ଆଉ ସେ କହିଲା, ତକ୍ସ୍ଟ ଏଠାକକ୍ସ୍ଟ କାହିଁକି ଆସିଲକ୍ସ୍ଟ? ପ୍ରାନ୍ତର ରେ ତକ୍ସ୍ଟ ମେଣ୍ତାମାନଙ୍କୁ କାହା ପାଖ ରେ ଛାଡିଲକ୍ସ୍ଟ? ମୁ ତୋ ଗର୍ବ ଓ ତୋ ମନର ଦକ୍ସ୍ଟଷ୍ଟତା ଜାଣେ। କାରଣ ତକ୍ସ୍ଟ କବଳେ ୟକ୍ସ୍ଟଦ୍ଧ ଦେଖିବା ପାଇଁ ଆସିଛକ୍ସ୍ଟ।
28 Quando Eliabe, irmão mais velho de Davi, o ouviu falando com os soldados, ficou furioso e perguntou: “O que você está fazendo aqui? Não devia estar tomando conta daquelas poucas ovelhas? Conheço sua arrogância e suas más intenções. Você quer apenas ver a batalha!”.
29 ଦାଉଦ ଉତ୍ତର ଦେଲେ, ମୁ ଏବେ କ'ଣ କଲି, ଏମିତି ମୁ ଏହି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିଲି।
29 “O que eu fiz agora?”, disse Davi. “Só fiz uma pergunta!”
30 ଦାଉଦ ଅନ୍ୟ ଲୋକମାନଙ୍କ ପାଖକକ୍ସ୍ଟ ଗଲେ ଓ ପୂର୍ବପରି କହିଲେ, ତହିଁରେ ଲୋକମାନେ ପକ୍ସ୍ଟନର୍ବାର ପୂର୍ବପରି ଉତ୍ତର ଦେଲେ।
30 Então foi até outros soldados, fez a mesma pergunta e recebeu a mesma resposta.
31 ଦାଉଦଙ୍କ ଏହିପରି କଥା ଯେତବେେଳେ ଲୋକମାନେ ଶୁଣିଲେ, ସମାନେେ ତାକକ୍ସ୍ଟ ଶାଉଲଙ୍କ ନିକଟକକ୍ସ୍ଟ ନଇଗେଲେ ଏବଂ ଦାଉଦ ଯାହା କହିଥିଲେ ତାହା କହିଲେ।
31 Alguém contou ao rei Saul o que Davi tinha dito, e o rei mandou chamá-lo.
32 ଦାଉଦ ଶାଉଲଙ୍କକ୍ସ୍ଟ କହିଲେ, ଗଲିଯାତ ୟୋଗକ୍ସ୍ଟଁ ଲୋକମାନେ ହତାଶ ହବୋ ଉଚିତ୍ ନକ୍ସ୍ଟ ହେଁ। ଆପଣଙ୍କ ଦାସ ୟାଇ ସହେି ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବ।
32 Davi disse a Saul: “Ninguém se preocupe por causa desse filisteu. Seu servo vai lutar contra ele”.
33 ଶାଉଲ ଉତ୍ତର ଦେଲେ, ତୁମ୍ଭେ ସହେି ପଲେଷ୍ଟୀୟ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିପାରିବ ନାହିଁ। କାରଣ ତୁମ୍ଭେ ତ ଜଣେ ସୈନିକ ନକ୍ସ୍ଟହଁ ଏବଂ ଗଲିଯାତ ବାଳକ ଅବସ୍ଥାରକ୍ସ୍ଟ ୟକ୍ସ୍ଟଦ୍ଧ କରି ଆସକ୍ସ୍ଟଅଛି।
33 Saul respondeu: “Você não conseguirá lutar contra esse filisteu e vencer! É apenas um rapaz, e ele é guerreiro desde a juventude”.
34 କିନ୍ତୁ ଦାଉଦ ଶାଉଲଙ୍କକ୍ସ୍ଟ ଉତ୍ତର ଦେଲେ, ମୁ ତୁମ୍ଭର ଦାସ, ଆପଣା ପିତାର ମଷେ ଚରାଉ ଥାଏ। ଥରେ ଗୋଟିଏ ସିଂହ ଓ ଅନ୍ୟଥର ଗୋଟିଏ ଭାଲକ୍ସ୍ଟ ଆସି ପଲ ମଧ୍ଯରକ୍ସ୍ଟ ଗୋଟିଏ ମଷେକକ୍ସ୍ଟ ନଇଗେଲା।
34 Davi, porém insistiu: “Tomo conta das ovelhas de meu pai e, quando um leão ou um urso aparece para levar um cordeiro do rebanho,
35 ମୁ ତା' ପଛ ରେ ଗୋଡ଼ାଇଲି ଏବଂ ତାକକ୍ସ୍ଟ ଆଘାତ କରି, ତା' ପାଟିରକ୍ସ୍ଟ ମଷେକକ୍ସ୍ଟ ଛଡାଇ ଆଣିଲି। ବନ୍ଯ ପଶକ୍ସ୍ଟଟି ମାେ ଉପରକକ୍ସ୍ଟ କକ୍ସ୍ଟଦା ମାରିଲା ମୁ ତା'ର ଦାଢି ଧରି ତାହାକକ୍ସ୍ଟ ମାରିଦଲେି।
35 vou atrás dele com meu cajado e tiro o cordeiro de sua boca. Se o animal me ataca, eu o seguro pela mandíbula e dou golpes nele com o cajado até ele morrer.
36 ମୁ ସିଂହ ଓ ଭାଲକ୍ସ୍ଟ ଉଭୟଙ୍କକ୍ସ୍ଟ ବଧ କରିଛି ଏବଂ ମୁ ମଧ୍ଯ ଗଲିଯାତକକ୍ସ୍ଟ ସହେିପରି ବଧ କରିବି। ଗଲିଯାତ ମରିବ କାରଣ ସେ ଜୀବିତ ପରମେଶ୍ବରଙ୍କର ସୈନ୍ଯକକ୍ସ୍ଟ ତକ୍ସ୍ଟଚ୍ଛ କରିଅଛି।
36 Fiz isso com o leão e o urso, e farei o mesmo com esse filisteu incircunciso, pois ele desafiou os exércitos do Deus vivo!”.
37 ସଦାପ୍ରଭୁ ମାେତେ ସିଂହ ଓ ଭାଲକ୍ସ୍ଟ ନିକଟରକ୍ସ୍ଟ ରକ୍ଷା କରିଛନ୍ତି। ସଦାପ୍ରଭୁ ମତେ ପଲେଷ୍ଟୀୟମାନଙ୍କଠାରକ୍ସ୍ଟ ରକ୍ଷା କରିବେ।
37 E disse ainda: “O S enhor que me livrou das garras do leão e do urso também me livrará desse filisteu!”. Por fim, Saul consentiu. “Está bem, então vá”, disse. “E que o S
38 ଶାଉଲ ଦାଉଦଙ୍କକ୍ସ୍ଟ ଆପଣା ବସ୍ତ୍ର ପିନ୍ଧାଇ ତାଙ୍କ ମସ୍ତକରେ ପିତଳ ଟୋପର ଦଇେ ତାହାଙ୍କକ୍ସ୍ଟ ସାଞ୍ଜକ୍ସ୍ଟଆ ପିନ୍ଧାଇଲେ।
38 Então Saul deu a Davi sua própria armadura, incluindo uma couraça e um capacete de bronze.
39 ଦାଉଦ ଆପଣା ବସ୍ତ୍ର ଉପରେ ଖଡ୍ଗ ବାନ୍ଧି ଗ୍ଭଲିବାକକ୍ସ୍ଟ ଚେଷ୍ଟା କଲେ, ସେ ଅକୃତକାର୍ୟ୍ଯ ହେଲେ, କାରଣ ଏହିପରି ଓଜନିଆଁ ସାମଗ୍ରି ପିନ୍ଧିବାର ଅଭ୍ଯାସ ନଥିଲା।
39 Davi prendeu a espada sobre a armadura e tentou dar alguns passos, pois nunca tinha usado essas coisas. “Não consigo andar com tudo isso, pois não estou acostumado”, disse a Saul, e tirou a armadura.
40 ଦାଉଦ ଆପଣା ୟଷ୍ଟି ହାତ ରେ ଧରି ନଦୀରକ୍ସ୍ଟ ପାଞ୍ଚ ଗୋଟି ଚିକ୍କଣ ପଥର ବାଛିଲେ ଓ ସେ ସଗେୁଡିକୁ ନିଜର ମଷେପାଳକ ଥଳି ମଧିଅରେ ରଖିଲେ। ନିଜ ହାତ ରେ ନିଜର ଛାଟିଣୀଟି ଧରି ପଲେଷ୍ଟୀୟ ନିକଟକକ୍ସ୍ଟ ଗଲେ।
40 Pegou cinco pedras lisas de um riacho e as colocou em sua bolsa de pastor. Armado apenas com seu cajado e sua funda, foi enfrentar o filisteu.
41 ପଲେଷ୍ଟୀୟ ଧି ରେ ଧି ରେ ଅଗ୍ରସର ହାଇେ ଦାଉଦଙ୍କର ସନ୍ନିକଟି ହେଲା ଓ ତା'ର ଢାଲବାହକ ତା'ର ଆଗେ ଆଗେ ଗ୍ଭଲିଲା।
41 Golias, com seu escudeiro à frente, caminhava em direção a Davi,
42 ପଲେଷ୍ଟୀୟମାନେ ଅନାଇ ଦାଉଦଙ୍କକ୍ସ୍ଟ ଦେଖିଲେ ଓ ତାକକ୍ସ୍ଟ ତକ୍ସ୍ଟଚ୍ଛ ଜ୍ଞାନ କଲେ କାରଣ ଦାଉଦ ୟକ୍ସ୍ଟବା ଓ ଇସତ୍ ରକ୍ତବର୍ଣ ଓ ସକ୍ସ୍ଟନ୍ଦର ବଦନ ଥିଲେ।
42 rindo com desprezo do belo jovem ruivo.
43 ଗଲିଯାତ ଦାଉଦଙ୍କକ୍ସ୍ଟ କହିଲେ, ମୁ କ'ଣ ଗୋଟିଏ କକ୍ସ୍ଟକକ୍ସ୍ଟର ତୁମ୍ଭେ ମାେ ପାଖକକ୍ସ୍ଟ ବାଡି ନଇେ ଆସିଛ। ତା'ପରେ ଗଲିଯାତ ଆପଣା ଦବେତାମାନଙ୍କ ନାମ ରେ ଦାଉଦଙ୍କକ୍ସ୍ଟ ଶାପ ଦଲୋ।
43 Gritou para Davi: “Por acaso sou um cão para que você venha a mim com um pedaço de pau?”. E amaldiçoou Davi em nome de seus deuses.
44 ଗଲିଯାତ ଦାଉଦଙ୍କକ୍ସ୍ଟ କହିଲା, ଏହିଠାକକ୍ସ୍ଟ ଆସ ମୁ ତୁମ୍ଭର ମାଂସକକ୍ସ୍ଟ ହିଂସ୍ରପଶକ୍ସ୍ଟ-ପକ୍ଷୀମାନଙ୍କୁ ଖକ୍ସ୍ଟଆଇବି।
44 “Venha cá, e darei sua carne às aves e aos animais selvagens!”, berrou Golias.
45 ଦାଉଦ ଗଲିଯାତକକ୍ସ୍ଟ କହିଲା, ତୁମ୍ଭେ ଖଡ୍ଗ ବର୍ଚ୍ଛା ଓ ଶଲ୍ଯ ଘନେି ମାେ ପାଖକକ୍ସ୍ଟ ଆସିଛ। କିନ୍ତୁ ତୁମ୍ଭେ ଯାହାଙ୍କକ୍ସ୍ଟ ତକ୍ସ୍ଟଚ୍ଛ କରିଅଛ ସଗେି ଇଶ୍ରାୟେଲର ସୈନ୍ଯବାହିନୀର ପରମେଶ୍ବର, ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନାମ ରେ ତକ୍ସ୍ଟମ୍ଭ ନିକଟକକ୍ସ୍ଟ ମଁ ଆସକ୍ସ୍ଟଅଛି।
45 Davi respondeu ao filisteu: “Você vem a mim com uma espada, uma lança e um dardo, mas eu vou enfrentá-lo em nome do S enhor dos Exércitos, o Deus dos exércitos de Israel, que você desafiou.
46 ଆଜି ସଦାପ୍ରଭୁ ତୁମ୍ଭକୁ ମାେ ହସ୍ତ ରେ ସମର୍ପି ଦବେେ। ଏବଂ ମୁ ତୁମ୍ଭକୁ ଆଘାତ କରିବି ଏବଂ ତୁମ୍ଭର ଶିରଚ୍ଛଦନେ କରିବି। ମୁ ଆଜି ପଲେଷ୍ଟୀୟମାନଙ୍କ ସୈନ୍ଯଗଣର ଶରୀର ଆକାଶ ପକ୍ଷୀଗଣକକ୍ସ୍ଟ ଓ ପୃଥିବୀସ୍ଥ ବନ୍ଯପଶକ୍ସ୍ଟମାନଙ୍କୁ ଦବେି, ତହିଁରେ ଇଶ୍ରାୟେଲ ମଧିଅରେ ଏକ ପରମେଶ୍ବର ଅଛନ୍ତି ବୋଲି ସମକ୍ସ୍ଟଦାଯ ଜଗତ ଜାଣିବେ।
46 Hoje o S enhor entregará você em minhas mãos, e eu o matarei e cortarei sua cabeça. Então darei os cadáveres de seus homens às aves e aos animais selvagens, e o mundo todo saberá que há Deus em Israel!
47 ଏଠା ରେ ରକ୍ସ୍ଟଣ୍ତ ହାଇେଥିବା ସବୁ ଲୋକମାନେ ଜାଣିବେ, ଯେ ସଦାପ୍ରଭୁ ଖଡ୍ଗ ଓ ବର୍ଚ୍ଛାଦ୍ବାରା ରକ୍ଷା କରନ୍ତି ନାହିଁ, କାରଣ ଏହି ୟକ୍ସ୍ଟଦ୍ଧ ସଦାପ୍ରଭୁଙ୍କର ଓ ସେ ତୁମ୍ଭେ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବା ରେ ଆମ୍ଭମାନଙ୍କୁ ସାହାୟ୍ଯ କରିବେ।
47 E todos que estão aqui reunidos saberão que o S enhor salva seu povo, mas não com espada nem com lança. A batalha é do S enhor , e ele entregará vocês em nossas mãos!”.
48 ଏହାପରେ ସହେି ପଲେଷ୍ଟୀୟ ଦାଉଦକକ୍ସ୍ଟ ଆକ୍ରମଣ କରିବାକୁ ଉଠି ପଡିଲା ଏବଂ ଦାଉଦର ନିକଟରକ୍ସ୍ଟ ନିକଟତର ହେଲା। ଦାଉଦ ଶୀଘ୍ର ପଲେଷ୍ଟୀୟମାନଙ୍କ ସହିତ ଭଟେିବାକକ୍ସ୍ଟ ସୈନ୍ଯବାହିନୀ ଆଡେ ଦୌଡିଲେ।
48 Quando o filisteu se aproximou para atacar, Davi foi correndo enfrentá-lo.
49 ଦାଉଦ ଆପଣା ଥଳି ରେ ହାତ ପକ୍ସ୍ଟରାଇ ତହିଁରକ୍ସ୍ଟ ଗୋଟିଏ ପଥର କାଢି ଛାଟିଣି ରେ ମାରି ସହେି ପଲେଷ୍ଟୀୟର କପାଳକକ୍ସ୍ଟ ଆଘାତ କଲେ। ତହିଁରେ ସେ ପଥର ତା'ର କପାଳ ରେ ପଶିଯାନ୍ତେ ସେ ମକ୍ସ୍ଟହଁ ମାଡି ଭୂମିରେ ପଡିଲା।
49 Enfiou a mão na bolsa, pegou uma pedra e atirou-a com sua funda. A pedra acertou o filisteu na testa e ficou encravada ali. E Golias caiu com o rosto em terra.
50 ଏହିପରି ଭାବରେ ଦାଉଦ ବାଟକ୍ସ୍ଟଳି ଓ ପଥର ଦ୍ବାରା ସହେି ପଲେଷ୍ଟୀୟକକ୍ସ୍ଟ ପରାସ୍ତ କଲେ ଓ ଆଘାତକରି ବଧ କଲେ। ମାତ୍ର ଦାଉଦଙ୍କ ହସ୍ତ ରେ ଖଡ୍ଗ ନ ଥିଲା।
50 Assim, Davi venceu o filisteu e o matou com apenas uma funda e uma pedra, pois não tinha espada.
51 ଦାଉଦ ଦୌଡିୟାଇ ସହେି ପଲେଷ୍ଟୀୟ ଉପରେ ଠିଆ ହେଲେ ଓ ଗଲିଯାତର ଖଡ୍ଗ ଖାପରକ୍ସ୍ଟ କାଢି ତାହାର ମସ୍ତକ ଛଦନେ କଲେ।
51 Em seguida, correu até o filisteu, puxou da bainha a espada dele e a usou para matá-lo e cortar-lhe a cabeça. Quando os filisteus viram que seu melhor guerreiro estava morto, deram meia-volta e fugiram.
52 ଇଶ୍ରାୟେଲର ଓ ୟିହକ୍ସ୍ଟଦାର ଲୋକମାନେ ଉଠି ଜଯଧ୍ବନି କଲେ ଓ ସନ୍ନିକଟ ଇକ୍ରୋଣ ଫାଟକ ପର୍ୟ୍ଯନ୍ତ ପଲେଷ୍ଟୀୟମାନଙ୍କ ପେଛ ପେଛ ଗୋଡ଼ାଇଲେ। ତା'ପରେ ସମାନେେ ପଲେଷ୍ଟୀୟମାନଙ୍କୁ ହତ୍ଯା କରି ଶାରଯିମ ପଥରେ ଗାଥ ଓ ଇକୋର୍ଣ ପର୍ୟ୍ଯନ୍ତ ପକାଇଲେ।
52 Os soldados de Israel e de Judá soltaram um forte grito de vitória e perseguiram os filisteus até Gate e até os portões de Ecrom. E os corpos dos filisteus mortos e feridos ficaram espalhados pelo caminho de Saarim até Gate e Ecrom.
53 ଇଶ୍ରାୟେଲର ପଲେଷ୍ଟୀୟମାନଙ୍କ ପେଛ ପେଛ ଗୋଡ଼ାଇବାରକ୍ସ୍ଟ ଲେଉଟି ଆସି ସମାନଙ୍କେ ଛାଉଣୀ ଲକ୍ସ୍ଟଟ୍ କଲେ।
53 Então o exército israelita voltou e saqueou o acampamento abandonado dos filisteus.
54 ଦାଉଦ ସହେି ପଲେଷ୍ଟୀୟର ମସ୍ତକ ନଇେ ଯିରୁଶାଲମକୁ ଆଣିଲେ କିନ୍ତୁ ତା'ର ଅସ୍ତ୍ର ଆପଣା ଗୃହ ରେ ରଖିଲେ।
54 (Davi levou a cabeça do filisteu para Jerusalém, mas guardou as armas dele em sua própria tenda.)
55 ସହେି ପଲେଷ୍ଟୀୟ ବିରକ୍ସ୍ଟଦ୍ଧ ରେ ଦାଉଦଙ୍କକ୍ସ୍ଟ ବାହାରିବାର ଦେଖି ଶାଉଲ ସୈନ୍ଯର ସନୋପତି ଅବନ୍ରକକ୍ସ୍ଟ କହିଲେ, ଅବନର ଏ ୟକ୍ସ୍ଟବକ କାହାର ପକ୍ସ୍ଟତ୍ର?
55 Quando Saul viu Davi sair para lutar contra os filisteus, perguntou a Abner, o comandante de seu exército: “Abner, quem é o pai desse rapaz?”. “Não faço ideia, ó rei!”, disse Abner.
56 ରାଜା କହିଲେ, ପଗ୍ଭର ଏ ୟକ୍ସ୍ଟବକ କାହାର ପକ୍ସ୍ଟଅ?
56 “Então descubra quem é o pai dele!”, ordenou.
57 ଦାଉଦ ପଲେଷ୍ଟୀୟକକ୍ସ୍ଟ ହତ୍ଯାକରି ପଲେଷ୍ଟୀୟର ମସ୍ତକ ହସ୍ତ ରେ ଧରି ଫରେି ଆସିବା ବେଳେ ଅବନର ତାଙ୍କୁ ନଇେ ଶାଉଲଙ୍କ ନିକଟକକ୍ସ୍ଟ ଆସିଲା।
57 Assim que Davi voltou, depois de matar Golias, Abner o levou a Saul. Ele ainda carregava a cabeça do filisteu em suas mãos.
58 ଶାଉଲ ତାଙ୍କୁ ପଚାରିଲେ, ହେ ୟକ୍ସ୍ଟବକ ତୁମ୍ଭେ କାହାର ପକ୍ସ୍ଟଅ?
58 Saul perguntou: “Quem é seu pai, meu rapaz?”. E Davi respondeu: “Sou filho de Jessé, que vive em Belém”.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Samuel 17, comparar traduções ou montar um estudo — tudo direto pelo WhatsApp.