1 Samuel 16

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ତୁମ୍ଭେ କେତକୋଳ ଶାଉଲଙ୍କ ପାଇଁ ଶୋକ କରିବ? ମୁ ତାଙ୍କୁ ଇଶ୍ରାୟେଲର ରାଜା ରୂପେ ପ୍ରତ୍ଯାଖ୍ଯାନ କରିଛି। ତୁମ୍ଭେ ଆପଣା ଶିଙ୍ଗ ତୈଳ ରେ ପୂର୍ଣ୍ଣ କରିଗ୍ଭଲ, ମୁ ତୁମ୍ଭକୁ ବୈଥ୍ଲହମରେ ୟିଶୀ ନାମକ ବ୍ଯକ୍ତି ନିକଟକକ୍ସ୍ଟ ପଠାଇବି। କାରଣ ତାହାର ପକ୍ସ୍ଟତ୍ରମାନ୍ଙ୍କ ମଧ୍ଯରକ୍ସ୍ଟ ମୁ ଆପଣା ପାଇଁ ଏକ ରାଜା ଦେଖିଅଛକ୍ସ୍ଟ।
1 O Senhor Deus disse a Samuel: — Até quando você vai continuar a ter pena de Saul? Eu não quero mais que ele seja rei de Israel. Encha um chifre com azeite e leve com você. Depois vá a Belém, até a casa de um homem chamado Jessé, pois eu escolhi um dos filhos dele para ser rei.
2 କିନ୍ତୁ ଶାମକ୍ସ୍ଟଯଲେ କହିଲେ, ଯଦି ମୁ ୟାଏ, ଶାଉଲ ଏହା ଶୁଣିଲେ ମାେତେ ବଧ କରିବେ।
2 — Como posso fazer isso? — respondeu Samuel. — Se Saul souber disso, ele me mata! O — Leve um bezerro e diga que você foi lá para oferecer um
3 ୟିଶୀକକ୍ସ୍ଟ ସେ ବଳିଦାନ ପାଇଁ ନିମନ୍ତ୍ରଣ କର। ତା'ପରେ କଣ କରିବା ପାଇଁ ହବେ ମୁ ତୁମ୍ଭକୁ ଜଣାଇବି। ମୁ ଯାହାକକ୍ସ୍ଟ କହିବି, ତୁମ୍ଭେ ତାହାକକ୍ସ୍ଟ ଅଭିଷିକ୍ତ କର।
3 Convide Jessé para o sacrifício, e depois eu lhe digo o que fazer. Você ungirá como rei aquele que eu indicar.
4 ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କର ବାକ୍ଯ ଅନକ୍ସ୍ଟସା ରେ କାର୍ୟ୍ଯ କଲେ। ଶାମକ୍ସ୍ଟଯଲେ ବୈଥ୍ଲହମେ ରେ ପହନ୍ଚିଲେ। ତହିଁରେ ନଗରର ପକ୍ସ୍ଟରକ୍ସ୍ଟଖାମାନେ କଐମାନ ହାଇେ ତାକକ୍ସ୍ଟ ଭଟେିବାକକ୍ସ୍ଟ ଆସି ପଚାରିଲେ, ଆପଣଙ୍କ ଆଗମନ କକ୍ସ୍ଟଶଳ ତ?
4 Samuel fez o que o Senhor Deus havia mandado e foi a Belém. Quando chegou lá, os líderes da cidade foram tremendo encontrá-lo e perguntaram: — A sua visita é de paz?
5 ଶାମକ୍ସ୍ଟଯଲେ ଉତ୍ତର ଦେଲେ, ହଁ, ମୁ କକ୍ସ୍ଟଶଳ ରେ ଆସିଛି! ମୁ ସଦାପ୍ରଭୁଙ୍କ ଆଗ ରେ ବଳିଦାନ ଦବୋକକ୍ସ୍ଟ ଆସିଅଛି। ତୁମ୍ଭମାନେେ ନିଜକକ୍ସ୍ଟ ପବିତ୍ର କର ଓ ମାେ ସାଙ୍ଗ ରେ ବଳିଦାନ କରିବାକୁ ଆସ। ଶାମକ୍ସ୍ଟଯଲେ ୟିଶୀକି ଓ ତାହାର ପକ୍ସ୍ଟତ୍ରମାନଙ୍କୁ ପବିତ୍ର କରି ବଳିଦାନ ନିମନ୍ତେ ଆସିବା ପାଇଁ ନିମନ୍ତ୍ରଣ କଲେ।
5 — Sim! — respondeu ele. — Eu vim oferecer um sacrifício a Deus. Purifiquem-se e venham comigo. Ele mandou que Jessé e os seus filhos se purificassem e os convidou para o sacrifício.
6 ଯେତବେେଳେ ୟିଶୀ ଓ ତା'ର ପକ୍ସ୍ଟତ୍ରମାନେ ପହନ୍ଚିଲେ, ଶାମକ୍ସ୍ଟଯଲେ ଇଲୀଯାବଙ୍କକ୍ସ୍ଟ ଦେଖିଲେ। ଶାମକ୍ସ୍ଟଯଲେ ଭାବିଲେ, ଏହା ନିଶ୍ଚିତ ଯେ ସଦାପ୍ରଭୁ ଏହି ଲୋକଟିକକ୍ସ୍ଟ ରାଜା ହବୋପାଇଁ ବାଛିଛନ୍ତି।
6 Quando eles chegaram, Samuel viu Eliabe, um dos filhos de Jessé, e pensou: — Este homem que está aqui na presença de Deus, o
7 କିନ୍ତୁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ଇଲୀଯାବ ଡେଙ୍ଗା ଓ ସକ୍ସ୍ଟନ୍ଦର ଅଟନ୍ତି। କିନ୍ତୁ ତୁମ୍ଭେ ଏପରି ଭାବନାହିଁ ମନକ୍ସ୍ଟଷ୍ଯ ଯେପରି ଦେଖେ ସଦାପ୍ରଭୁ ସପରେି ଦେଖନ୍ତି ନାହିଁ। ଲୋକମାନେ ସର୍ବଦା ଉପର ଦେଖନ୍ତି। କିନ୍ତୁ ସଦାପ୍ରଭୁ ତାହାର ଅନ୍ତର ଦେଖନ୍ତି। ଇଲୀଯାବ ଉପୟକ୍ସ୍ଟକ୍ତ ଲୋକ ନକ୍ସ୍ଟହଁ।
7 Mas o Senhor disse: — Não se impressione com a aparência nem com a altura deste homem. Eu o rejeitei porque não julgo como as pessoas julgam. Elas olham para a aparência, mas eu vejo o coração.
8 ତା'ପରେ ୟିଶୀ ତାଙ୍କର ଦ୍ବିତୀୟ ପକ୍ସ୍ଟତ୍ର ଅବିନାଦବଙ୍କକ୍ସ୍ଟ ଡାକିଲେ। ଅବିନାଦବ ଶାମୁୟେଲଙ୍କ ଆଗ ଦଇେ ଗଲେ। କିନ୍ତୁ ଶାମକ୍ସ୍ଟଯଲେ କହିଲେ, ନା, ଏ ଲୋକ ନକ୍ସ୍ଟହଁନ୍ତି ଯାହାଙ୍କକ୍ସ୍ଟ ସଦାପ୍ରଭୁ ଉପୟକ୍ସ୍ଟକ୍ତ ମନେ କରନ୍ତି।
8 Então Jessé chamou o seu filho Abinadabe e o levou a Samuel. Mas Samuel disse: — Este também não foi escolhido pelo
9 ତା'ପରେ ୟିଶୀ ଶମ୍ମକକ୍ସ୍ଟ ଶାମୁୟେଲଙ୍କ ପାଖକକ୍ସ୍ଟ ଡକାଇଲେ। କିନ୍ତୁ ଶାମକ୍ସ୍ଟଯଲେ କହିଲେ, ନା, ଏହାକକ୍ସ୍ଟ ମଧ୍ଯ ସଦାପ୍ରଭୁ ମନୋନୀତ କରି ନାହାଁନ୍ତି।
9 Aí Jessé trouxe o seu filho Simeia. E Samuel disse: — O
10 ଏହିରୂପେ ୟିଶୀ ନିଜର ସାତପକ୍ସ୍ଟତ୍ରଙ୍କକ୍ସ୍ଟ ଶାମୁୟେଲଙ୍କର ସମ୍ମକ୍ସ୍ଟଖ ରେ ଚଳାଇଲେ। ମାତ୍ର ଶାମକ୍ସ୍ଟଯଲେ ୟିଶୀଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ଏମାନଙ୍କୁ ମନୋନୀତ କରି ନାହାଁନ୍ତି।
10 Assim Jessé apresentou a Samuel sete dos seus filhos. E Samuel disse: — O
11 ଶାମକ୍ସ୍ଟଯଲେ ୟିଶୀଙ୍କକ୍ସ୍ଟ କହିଲେ, ତୁମ୍ଭର ସବୁ ସନ୍ତାନ କ'ଣ ଏଠା ରେ ଅଛନ୍ତି?
11 E perguntou a Jessé: — Você não tem mais nenhum filho? Jessé respondeu: — Tenho mais um, o caçula, mas ele está fora, tomando conta das ovelhas. — Então mande chamá-lo! — disse Samuel. — Nós não vamos oferecer o sacrifício enquanto ele não vier.
12 ତାକକ୍ସ୍ଟ ଡାକିବା ପାଇଁ ୟିଶୀ ଲୋକ ପଠାଇଲେ। ସେ ଈଷତ୍ ରକ୍ତବର୍ଣ ଓ ସକ୍ସ୍ଟନଯନ ଦେଖିବାକକ୍ସ୍ଟ ସକ୍ସ୍ଟନ୍ଦର ଅଟନ୍ତି।
12 Aí Jessé mandou buscá-lo. Era um belo rapaz, saudável e de olhos brilhantes. E o Senhor disse a Samuel: — É este mesmo. Unja-o.
13 ଶାମକ୍ସ୍ଟଯଲେ ତୈଳ ଶିଙ୍ଗ ନଇେ ତାଙ୍କ ଭାତୃଗଣ ମଧିଅରେ ତାଙ୍କୁ ଅଭିଷକେ କଲେ। ତହିଁରେ ସହେି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କ ଉପରେ ବାସ କଲେ, ଏହାପରେ ଶାମକ୍ସ୍ଟଯଲେ ଉଠି ରାମାକକ୍ସ୍ଟ ଗ୍ଭଲିଗଲେ।
13 Samuel pegou o chifre cheio de azeite e ungiu Davi na frente dos seus irmãos. E o Espírito do Senhor dominou Davi e daquele dia em diante ficou com ele. E Samuel voltou para Ramá.
14 ମାତ୍ର ସଦାପ୍ରଭୁଙ୍କ ଆତ୍ମା ଶାଉଲଙ୍କଠାରକ୍ସ୍ଟ ପ୍ରସ୍ଥାନ କଲେ। ପକ୍ସ୍ଟଣି ସଦାପ୍ରଭୁଙ୍କଠାରୁ ଏକ ମନ୍ଦ ଆତ୍ମା ତାଙ୍କୁ ବିରକ୍ତ କରିବାକୁ ଲାଗିଲା।
14 O Espírito do Senhor saiu de Saul, e um espírito mau, mandado por Deus, começou a atormentá-lo.
15 ଶାଉଲଙ୍କର ଦାସମାନେ ତାଙ୍କୁ କହିଲେ, ପରମେଶ୍ବରଙ୍କଠାରକ୍ସ୍ଟ ଏକ ମନ୍ଦ ଆତ୍ମା ଆପଣଙ୍କକ୍ସ୍ଟ ବିରକ୍ତ କରୁଛି।
15 Então os empregados de Saul lhe disseram: — Sabemos que um espírito mau mandado por Deus está atormentando o senhor.
16 ଜଣେ ନିପକ୍ସ୍ଟଣ ବୀଣାବାଦକ ଅନ୍ବଷେଣ ପାଇଁ ତୁମ୍ଭେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ଥିବା ଦାସମାନଙ୍କୁ ଆଜ୍ଞା କରନ୍ତକ୍ସ୍ଟ। ଯେତବେେଳେ ପରମେଶ୍ବରଙ୍କଠାରକ୍ସ୍ଟ ସହେି ମନ୍ଦ ଆତ୍ମା ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖକକ୍ସ୍ଟ ଆ ସେ, ଯଦି ସେ ଲୋକ ବୀଣା ବଜାଏ ତୁମ୍ଭେ ବହକ୍ସ୍ଟତ ଭଲ ସମବଦନୋ ପ୍ରକାଶ କରିବ।
16 Mande, e nós iremos procurar um homem que saiba tocar lira . Assim, quando o espírito mau vier sobre o senhor, o homem tocará a lira, e o senhor ficará bom de novo.
17 ଶାଉଲ ଆପଣା ଦାସମାନଙ୍କୁ କହିଲେ, ଆଛା ଯେ ଭଲ ବଜାଇ ପା ରେ ସହେିପରି ଏକ ଲୋକକୁ ମାେ ପାଖକକ୍ସ୍ଟ ଆଣ।
17 E Saul ordenou: — Procurem um homem que toque bem lira e o tragam aqui.
18 ୟକ୍ସ୍ଟବକମାନଙ୍କ ମଧ୍ଯରକ୍ସ୍ଟ ଜଣେ ଉତ୍ତର ଦଇେ କହିଲା, ଦେଖନ୍ତକ୍ସ୍ଟ ମୁ ବୈଥ୍ଲହମେୀଯ ୟିଶୀର ଏକ ପକ୍ସ୍ଟତ୍ରଙ୍କକ୍ସ୍ଟ ଦେଖିଅଛି। ସେ ବୀଣା ବଜାଇବା ରେ ନିପୂଣ ଓ ମହାବିକ୍ରମଶାଳୀ ୟୋଦ୍ଧା ଓ କଥା ରେ ବିଜ୍ଞ, ଆଉ ରୂପବାନ ପକ୍ସ୍ଟଣି ସଦାପ୍ରଭୁ ତାଙ୍କ ପାଖେ ପାଖେ ଅଛନ୍ତି।
18 Um dos empregados respondeu: — Jessé, da cidade de Belém, tem um filho que é bom músico. Ele também é valente, bom soldado, fala bem, tem boa aparência, e o
19 ତେଣୁ ଶାଉଲ ୟିଶୀ ନିକଟକକ୍ସ୍ଟ ଦୂତମାନଙ୍କୁ ପଠାଇ ତାହାଙ୍କକ୍ସ୍ଟ କହିଲେ, ତୁମ୍ଭର ପକ୍ସ୍ଟତ୍ର ଦାଉଦ ଯେ ମଷେପଲ ସାଙ୍ଗ ରେ ଥାଏ, ତାକକ୍ସ୍ଟ ମାେ ନିକଟକକ୍ସ୍ଟ ପଠାଇ ଦିଅ।
19 Aí Saul enviou mensageiros com este recado para Jessé: — Mande-me o seu filho Davi, aquele que toma conta das ovelhas.
20 ତା'ପରେ ୟିଶୀ କବଳେ ଦାଉଦଙ୍କକ୍ସ୍ଟ ପଠାଇଲେ ନାହିଁ, ତା ସହିତ ଶାଉଲ ନିମନ୍ତେ କିଛି ଉପହାର ପଠାଇଲେ: ଗୋଟିଏ ଛଳେି ଓ ଗୋଟିଏ ଗଧ ରେ ବୋଝାଇ ଖାଦ୍ୟ ଓ ଦ୍ରାକ୍ଷାରସ ପଠାଇଲେ।
20 Então Jessé mandou Davi a Saul, e Davi levou de presente um odre cheio de vinho, um cabrito e um jumento carregado de pão.
21 ଏହାପରେ ଦାଉଦ ଶାଉଲଙ୍କ ନିକଟକକ୍ସ୍ଟ ଆସି ତାଙ୍କ ସମ୍ମକ୍ସ୍ଟଖ ରେ ଠିଆ ହେଲେ ଓ ଶାଉଲ ତାଙ୍କୁ ଅତିଶଯ ସ୍ନହେ କଲେ, ତହିଁରେ ସେ ତାଙ୍କର ଅସ୍ତ୍ରବାହକ ସାହାୟ୍ଯକାରୀ ହେଲେ।
21 Davi foi e ficou trabalhando para Saul. Este gostou muito de Davi e o escolheu para carregar as suas armas.
22 ଏହାପରେ ଶାଉଲ ୟିଶୀଙ୍କକ୍ସ୍ଟ ଏକ ବାର୍ତ୍ତା ପଠାଇଲେ, ମୁ ବିନଯ କରୁଅଛି ଦାଉଦଙ୍କକ୍ସ୍ଟ ମାେ ସମ୍ମକ୍ସ୍ଟଖ ରେ ଛିଡା ହବୋକକ୍ସ୍ଟ ଦିଅ, ସେ ମାରେ ସବୋ କରିବ, କାରଣ ମୁ ତାକକ୍ସ୍ଟ ଭଲ ପାଏ।
22 E mandou a seguinte mensagem a Jessé: — Eu gostei de Davi. Deixe que ele fique aqui a meu serviço.
23 ପରମେଶ୍ବରଙ୍କ ଠାରକ୍ସ୍ଟ ସହେି ମନ୍ଦ ଆତ୍ମା ଯେ ତବେଳେ ଶାଉଲଙ୍କ ଉପରେ ଥାଏ, ସେତବେେଳେ ଦାଉଦ ବୀଣା ନଇେ ଆପଣା ହସ୍ତ ରେ ବଜାନ୍ତି। ତହିଁରେ ଶାଉଲ ଆଶ୍ବାସ ପାଆନ୍ତି ଓ ଭଲ ହକ୍ସ୍ଟଅନ୍ତି ଓ ମନ୍ଦ ଆତ୍ମା ତାଙ୍କୁ ଛାଡିୟାଏ।
23 Daí em diante, toda vez que o espírito mau mandado por Deus vinha sobre Saul, Davi pegava a sua lira e tocava. O espírito mau saía de Saul, e ele se sentia melhor e ficava bom novamente.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Samuel 16, comparar traduções ou montar um estudo — tudo direto pelo WhatsApp.