1 Samuel 15

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ଥରେ ଶାମକ୍ସ୍ଟଯଲେ ଶାଉଲଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ମାେତେ ରାଜପଦ ରେ ତୁମ୍ଭକୁ ଅଭିଷକେ କରିବା ପାଇଁ ପଠାଇଥିଲେ। ବର୍ତ୍ତମାନ ସଦାପ୍ରଭୁଙ୍କ ବାର୍ତ୍ତା ଶକ୍ସ୍ଟଣ।
1 Samuel disse a Saul: — Foi a mim que o
2 ସର୍ବଶକ୍ତିମାନ ସଦାପ୍ରଭୁ କହିଲେ, 'ଯେତବେେଳେ ଇଶ୍ରାୟେଲୀୟମାନେ ମିଶରରକ୍ସ୍ଟ ବାହାରି ଆସିଲେ, ଅମାଲକେୀଯମାନେ ତାଙ୍କୁ କାନନେ ୟିବା ରେ ବାଧା ସୃଷ୍ଟି କରିବେ। ମୁ ଦେଖିଛି ଯାହା ସବୁ ଅମାଲକେୀଯମାନେ କରିଛନ୍ତି।
2 Assim diz o Senhor dos Exércitos: “Castigarei Amaleque pelo que fez a Israel, colocando-se no caminho de Israel, quando este saía do Egito.
3 ବର୍ତ୍ତମାନ ଅମାଲକେୀଯ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ ଘାଷେଣା କର। ତୁମ୍ଭେ ନିଶ୍ଚିତଭାବେ ଅମାଲକେୀଯମାନଙ୍କର ସର୍ବସ୍ବ ଧ୍ବଂସ କରିପାରିବ। ତୁମ୍ଭେ କିଛି ଜୀବନ୍ତ ଛାଡି ଆସିବ ନାହିଁ। ତୁମ୍ଭେ ସମସ୍ତ ପୁରୁଷ, ସ୍ତ୍ରୀ, େଛାଟପିଲା ଏପରିକି ଶିଶକ୍ସ୍ଟଛକ୍ସ୍ଟଆକକ୍ସ୍ଟ ମଧ୍ଯ ହତ୍ଯା କରିବ। ଆହକ୍ସ୍ଟରି ମଧ୍ଯ ସମାନଙ୍କେର ଗାଈ, ମେଣ୍ତା, ଓଟ ଓ ଗଧମାନଙ୍କୁ ହତ୍ଯା କରିବ।'
3 Portanto, vá e ataque os amalequitas, destruindo totalmente aquilo que eles tiverem. Não poupe ninguém. Mate homens e mulheres, meninos e crianças de peito, bois e ovelhas, camelos e jumentos.”
4 ଶାଉଲ ଟଲାଯୀମ୍ ରେ ସୈନ୍ଯ ଏକଜକ୍ସ୍ଟଟ କଲେ। ସଠାେରେ 2,00,000 ପଦାତିକ ଓ ଅନ୍ଯାନ୍ଯ 10,000 ଲୋକ ୟିହକ୍ସ୍ଟଦାର ଥିଲେ।
4 Saul convocou o povo e fez a contagem em Telaim: duzentos mil homens de infantaria e dez mil homens de Judá.
5 ତା'ପରେ ଶାଉଲ ଅମାଲକେ ସହରକକ୍ସ୍ଟ ଗଲେ ଏବଂ ଉପତ୍ୟକା ରେ ଅପେକ୍ଷା କଲେ।
5 Saul foi à cidade de Amaleque e pôs emboscadas no vale.
6 ଶାଉଲ କନୋଯମାନଙ୍କୁ କହିଲେ, ୟାଅ, ଅମାଲକେ ଛାଡି ଗ୍ଭଲିୟାଅ। କାରଣ ମୁ ଅମାଲକେୀଯଙ୍କ ସହ ତୁମ୍ଭମାନଙ୍କୁ ହତ୍ଯା କରିବାକୁ ଗ୍ଭ ହେଁ ନାହିଁ। ତୁମ୍ଭମାନେେ ଇଶ୍ରାୟେଲୀୟମାନଙ୍କୁ ମିଶର ଛାଡି ଆସିବା ବେଳେ ସମାନଙ୍କେୁ ଦୟା ପ୍ରଦର୍ଶନ କରିଥିଲ। ତେଣୁ କନେୀଯମାନେ ଅମାଲକେ ପ୍ରତ୍ଯାବର୍ତ୍ତନ କଲେ।
6 Então disse aos queneus: — Vão embora, afastem-se e saiam do meio dos amalequitas, para que eu não destrua vocês juntamente com eles, porque vocês usaram de misericórdia para com todos os filhos de Israel, quando eles saíram do Egito. Assim, os queneus se retiraram do meio dos amalequitas.
7 ଶାଉଲ ଅମାଲକମାନଙ୍କେୁ ପରାସ୍ତ କଲେ। ସେ ହବୀଲାଠାରକ୍ସ୍ଟ ମିଶର ସୀମାବର୍ତ୍ତୀ ଶକ୍ସ୍ଟରର ନିକଟ ପର୍ୟ୍ଯନ୍ତ ଅମାଲକେୀଯମାନଙ୍କୁ ଆକ୍ରମଣ କଲେ।
7 Então Saul derrotou os amalequitas, desde Havilá até chegar a Sur, que está diante do Egito.
8 ସେ ଅମାଲକେୀଯ ରାଜା ଅଗାଗ୍କକ୍ସ୍ଟ ଜୀବନ୍ତ ଧରିଲେ। କିନ୍ତୁ ତାଙ୍କ ସନୋବୀହିନୀର ଅନ୍ୟ ସମସ୍ତଙ୍କକ୍ସ୍ଟ ହତ୍ଯା କଲେ।
8 Tomou vivo Agague, rei dos amalequitas, porém destruiu todo o povo a fio de espada.
9 ଯାହା ହେଉ ଶାଉଲ ଓ ତାଙ୍କର ଲୋକମାନେ ସବୁଠକ୍ସ୍ଟ ଭଲ ମଷେ, ବଳଦ ଓ ହୃଷ୍ଟପୃଷ୍ଟ ମଷେ ଶାବକଗୁଡିକୁ ଓ ସମସ୍ତ ରଖିବା ପାଇଁ ଉପ ଯୋଗୀ ସାମଗ୍ରି ସମାନେେ ରଖିଲେ। ସମାନେେ ସହେି ଦ୍ରବ୍ଯଗକ୍ସ୍ଟଡିକ ନଷ୍ଟ କରିବା ପାଇଁ ଚାହିଁଲେ ନାହିଁ। ସମାନେେ କବଳେ ରଖିବା ଉପଯୋଗୀ ନ ହବୋ ଜିନିଷକକ୍ସ୍ଟ ନଷ୍ଟ କଲେ।
9 Mas Saul e o povo pouparam Agague, o melhor das ovelhas e dos bois, os animais gordos, os cordeiros e tudo o mais que era bom. A isso não quiseram destruir totalmente; porém toda coisa sem valor e desprezível destruíram.
10 ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କ ପାଖରକ୍ସ୍ଟ ଏକ ବାର୍ତ୍ତା ପାଇଲେ।
10 Então a palavra do Senhor veio a Samuel, dizendo:
11 ସଦାପ୍ରଭୁ କହିଲେ,ଶାଉଲ ମାେତେ ଅନକ୍ସ୍ଟସରଣ କରୁନାହିଁ। ତେଣୁ ଶାଉଲଙ୍କକ୍ସ୍ଟ ରାଜା କରିଥିବାରକ୍ସ୍ଟ ମୁ ଦକ୍ସ୍ଟଃଖିତ ଅଟେ। ସେ ମାରେ ଆଦେଶକକ୍ସ୍ଟ ଅବଜ୍ଞା କଲା। ଏଥି ରେ ଶାମକ୍ସ୍ଟଯଲେ କୋର୍ଧିତ ହେଲେ ଏବଂ ସଦାପ୍ରଭୁଙ୍କ ନିକଟରେ ସାରା ରାତି ଚିତ୍କାର କରି କାନ୍ଦିଲେ।
11 — Lamento haver constituído Saul como rei, porque deixou de me seguir e não executou as minhas palavras. Então Samuel ficou triste e clamou ao
12 ଶାମକ୍ସ୍ଟଯଲେ ତା'ପରଦିନ ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଶାଉଲଙ୍କକ୍ସ୍ଟ ସାକ୍ଷାତ କରିବା ପାଇଁ ତାଙ୍କ ରାସ୍ତା ରେ ଗଲେ। ଲୋକମାନେ ଶାମୁୟେଲଙ୍କୁ କହିଲେ, ଶାଉଲ ୟିହକ୍ସ୍ଟଦାର କର୍ମିଲ୍ ସହରକକ୍ସ୍ଟ ଆସିଥିଲେ। ଶାଉଲ ସଠାେକକ୍ସ୍ଟ ତାଙ୍କ ସମ୍ମାନାର୍ଥେ ପ୍ରସ୍ତର ସ୍ତମ୍ଭ ନିର୍ମାଣ କରିବାକୁ ଗଲେ। ଶାଉଲ ସବୁଆଡେ ୟାତ୍ରା କରି ସାରିବା ପରେ ଗିଲଗଲ୍ ରେ ପହନ୍ଚିବେ।
12 Samuel madrugou para encontrar Saul pela manhã. Mas anunciaram a Samuel: — Saul já chegou ao Carmelo, e eis que levantou para si um monumento; depois, dando volta, passou e desceu a Gilgal.
13 ତେଣୁ ଶାମକ୍ସ୍ଟଯଲେ ଶାଉଲ ଥିବା ସ୍ଥାନକକ୍ସ୍ଟ ୟାତ୍ରା କଲେ। ଶାଉଲ ତାଙ୍କୁ ଅଭ୍ଯର୍ଥନା କଲେ, ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତକ୍ସ୍ଟ। ମୁ ସଦାପ୍ରଭୁଙ୍କ ଆଜ୍ଞା ମାନିଛି।
13 Samuel encontrou Saul, e este lhe disse: — Que você seja bendito do
14 କିନ୍ତୁ ଶାମକ୍ସ୍ଟଯଲେ କହିଲେ, ତବେେ ଏହା କ'ଣ, ମୁ ଶକ୍ସ୍ଟଣିଅଛି? ମୁ କାହିଁକି ମଷେର ଭେଁ ଭେଁ ଶଦ୍ଦ ଶକ୍ସ୍ଟଣକ୍ସ୍ଟଅଛି ଏବଂ ଗାଈର ହମ୍ବାରବ ଶକ୍ସ୍ଟଣକ୍ସ୍ଟଛି?
14 Mas Samuel perguntou: — Então que balido de ovelhas é este nos meus ouvidos e o mugido de bois que estou escutando?
15 ଶାଉଲ କହିଲେ, ସୈନ୍ଯମାନେ ସମାନଙ୍କେୁ ଅମାଲକେୀୟମାନଙ୍କଠାରୁ ଆଣିଛନ୍ତି। ସୈନ୍ଯମାନେ ଉତ୍ତମ ଗୋରୁ ଓ ମଷେମାନଙ୍କୁ ସଦାପ୍ରଭୁ ତୁମ୍ଭର ପରମେଶଓରଙ୍କୁ ବଳିଦବୋ ନିମନ୍ତେ ରଖିଲେ ଓ ଅନ୍ୟମାନଙ୍କୁ ବିନାଶ କଲେ।
15 Saul respondeu: — Trouxeram isso dos amalequitas. Porque o povo guardou o melhor das ovelhas e dos bois, para os sacrificar ao
16 ଶାମକ୍ସ୍ଟଯଲେ ଶାଉଲଙ୍କକ୍ସ୍ଟ କହିଲେ, କହିବା ବନ୍ଦ କର! ସଦାପ୍ରଭୁ ମାେତେ ଗଲା ରାତି ରେ ଯାହା କରିଛନ୍ତି ତାହା ମୁ ତୁମ୍ଭକୁ କହିବି। ଶାଉଲ ଉତ୍ତର ଦେଲେ, ମାେତେ କକ୍ସ୍ଟହ।
16 Então Samuel disse a Saul: — Espere! Vou declarar a você o que o Saul respondeu: — Fale.
17 ଶାମକ୍ସ୍ଟଯଲେ କହିଲେ, ଅତୀତ ରେ ତୁମ୍ଭେ ନିଜକକ୍ସ୍ଟ ମକ୍ସ୍ଟଖ୍ଯ ବୋଲି ଭାବକ୍ସ୍ଟ ନ ଥିଲ। କିନ୍ତୁ ତା'ପରେ ତୁମ୍ଭେ ଇଶ୍ରାୟେଲ ପରିବାରବର୍ଗଗକ୍ସ୍ଟଡିକର ମୂଖ୍ଯ ହାଇେ ପାରିଲ। ସଦାପ୍ରଭୁ ତୁମ୍ଭକୁ ଇଶ୍ରାୟେଲର ରାଜା ଭାବେ ବାଛିଲେ।
17 Samuel continuou: — Não é verdade que, mesmo sendo pequeno aos seus próprios olhos, você foi colocado por cabeça das tribos de Israel? O
18 ସଦାପ୍ରଭୁ ତୁମ୍ଭକୁ ୟକ୍ସ୍ଟଦ୍ଧ ୟାତ୍ରା ରେ ପଠାଇ କହିଲେ, 'ୟାଅ, ସହେି ଅମାଲକେୀଯ ପାପୀମାନଙ୍କୁ ହତ୍ଯା କର। ସମାନଙ୍କେୁ ସଐୂର୍ଣ୍ଣ ରୂପେ ଧ୍ବଂସ ନକରିବା ପର୍ୟ୍ଯନ୍ତ ତାଙ୍କ ସହ ୟକ୍ସ୍ଟଦ୍ଧ କର।'
18 O Senhor o enviou a este caminho e disse: “Vá e destrua totalmente esses pecadores, os amalequitas, e lute contra eles, até exterminá-los.”
19 କିନ୍ତୁ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ଶକ୍ସ୍ଟଣିଲ ନାହିଁ କାହିଁକି? ତୁମ୍ଭେ ଚାହିଁଲ ସେ ଲକ୍ସ୍ଟଟଦ୍ରବ୍ଯ ଗକ୍ସ୍ଟଡିକ ରଖିବା ପାଇଁ ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ ଅଟେ।
19 Por que, então, você não deu ouvidos à voz do Senhor , mas se lançou sobre o despojo e fez o que era mau aos olhos do Senhor ?
20 ଶାଉଲ କହିଲେ, ମୁ ସଦାପ୍ରଭୁଙ୍କ କଥା ମାନିଥିଲି, ସଦାପ୍ରଭୁ ମାେତେ ଯେଉଁଠାକକ୍ସ୍ଟ ପଠାଇ ଥିଲେ, ମୁ ସଠାେକକ୍ସ୍ଟ ୟାଇଥିଲି, ମୁ ସମସ୍ତ ଅମାଲକେୀଯମାନଙ୍କୁ ଧ୍ବଂସ କରିଥିଲି। ମୁ ଅମାଲକେୀଯ ରାଜାଙ୍କକ୍ସ୍ଟ ଆଣିଥିଲି ଓ ସମାନଙ୍କେୁ ଧ୍ବଂସ କଲି ା
20 Então Saul disse a Samuel: — Pelo contrário, dei ouvidos à voz do
21 ଏବଂ ସୈନ୍ଯମାନେ ଗିଲ୍ଗଲ ରେ ଉତ୍ତମ ମେଣ୍ତା ଓ ଗୋରୁମାନଙ୍କୁ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କଠା ରେ ବଳିଦାନ ଦବୋ ପାଇଁ ରଖିଲେ।
21 Mas o povo pegou do despojo ovelhas e bois, o melhor do que estava destinado à destruição para oferecer ao Senhor , o seu Deus, em Gilgal.
22 କିନ୍ତୁ ଶାମକ୍ସ୍ଟଯଲେ ଉତ୍ତର ଦେଲେ, ସଦାପ୍ରଭୁଙ୍କୁ କ'ଣ ଅଧିକ ପ୍ରସନ୍ନ କଲ, ହାମବେଳି, ନବୈେଦ୍ଯ ନା ପରମେଶ୍ବରଙ୍କର ଆଦେଶଗକ୍ସ୍ଟଡିକ ପାଳନ କରିବା? ପରମେଶ୍ବର ହୃଷ୍ଟପୃଷ୍ଟ ମଷେର ବଳିଦାନଠାରକ୍ସ୍ଟ ତାଙ୍କର ଆଜ୍ଞାମାନକ୍ସ୍ଟ ଥିବା ଲୋକଠା ରେ ଅଧିକ ସନ୍ତକ୍ସ୍ଟଷ୍ଟ ହକ୍ସ୍ଟଅନ୍ତି।
22 Porém Samuel disse: — Será que o
23 ବିଦ୍ରୋହିତା ମନ୍ତ୍ରପାଠ ପାପତକ୍ସ୍ଟଲ୍ଯ ଓ ଅବାଧ୍ଯତା ଅବସ୍ତକ୍ସ୍ଟର ଓ ଠାକକ୍ସ୍ଟରମାନଙ୍କର ପୂଜାତକ୍ସ୍ଟଲ୍ଯ। ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ତକ୍ସ୍ଟଚ୍ଛ କରିଅଛ। ଏଥିପାଇଁ ସେ ମଧ୍ଯ ତୁମ୍ଭକୁ ରାଜା ହବୋ ପାଇଁ ତକ୍ସ୍ଟଚ୍ଛ କରିଅଛନ୍ତି।
23 Porque a rebelião é como o pecado da feitiçaria, e a obstinação é como a idolatria e o culto a ídolos do lar. Por você ter rejeitado a palavra do Senhor , também ele o rejeitou como rei.
24 ତା'ପରେ ଶାଉଲ ଶାମୁୟେଲଙ୍କୁ କହିଲେ, ମୁ ପାପ କରିଅଛି। କାରଣ ମୁ ସଦାପ୍ରଭୁଙ୍କ ଆଜ୍ଞା ଓ ତକ୍ସ୍ଟମ୍ଭ ଆଜ୍ଞା ଉଲ୍ଲଘଂନ କରିଅଛି। ମୁ ଲୋକମାନଙ୍କୁ ଭୟକରି ସମାନଙ୍କେ କଥା ଶକ୍ସ୍ଟଣିଲି।
24 Então Saul disse a Samuel: — Pequei, pois transgredi o mandamento do
25 ବର୍ତ୍ତମାନ ମୁ ମାେ ପାପ କ୍ଷମା କରିବାକୁ ଅନକ୍ସ୍ଟ ରୋଧ କରୁଛି, ଓ ମୁ ଯମେନ୍ତ ସଦାପ୍ରଭୁଙ୍କୁ ଉପାସନା କରିପା ରେ ଏଥିପାଇଁ ମାେ ସାଙ୍ଗ ରେ ଫରେିଆସ।
25 Mas agora peço que você perdoe o meu pecado e volte comigo, para que eu adore o Senhor .
26 କିନ୍ତୁ ଶାମକ୍ସ୍ଟଯଲେ ଶାଉଲଙ୍କକ୍ସ୍ଟ କହିଲେ, ମୁ ତକ୍ସ୍ଟମ୍ଭ ସଙ୍ଗେ ଫରେି ୟିବି ନାହିଁ। କାରଣ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯକକ୍ସ୍ଟ ଅବମାନନା କରିଅଛ ଓ ସଦାପ୍ରଭୁ ତୁମ୍ଭକୁ ଇଶ୍ରାୟେଲର ରାଜା ପାଇଁ ମନା କରିଅଛନ୍ତି।
26 Porém Samuel disse a Saul: — Não voltarei com você. Por você ter rejeitado a palavra do
27 ଯେତବେେଳେ ଶାମକ୍ସ୍ଟଯଲେ ଫରେିୟିବା ପାଇଁ ବାହାରନ୍ତେ, ସେ ତାହାଙ୍କ ଗ୍ଭଗୋର ଅଞ୍ଚଳ ଧରି ଟାଣିଲେ, ତହିଁରେ ତାହା ଚିରିଗଲା।
27 Quando Samuel se virou para ir embora, Saul o segurou pela borda do manto, e este se rasgou.
28 ଏଣୁ ଶାମକ୍ସ୍ଟଯଲେ ତାଙ୍କୁ କହିଲେ, ସଦାପ୍ରଭୁ ଆଜି ତକ୍ସ୍ଟମ୍ଭଠାରକ୍ସ୍ଟ ଇଶ୍ରାୟେଲର ରାଜତ୍ବ ତକ୍ସ୍ଟମ୍ଭଠାରକ୍ସ୍ଟ ନଇଗେଲେ ଓ ତକ୍ସ୍ଟମ୍ଭଠାରକ୍ସ୍ଟ ଜଣେ ଉତ୍ତମ ବ୍ଯକ୍ତିକକ୍ସ୍ଟ ଦେଲେ, ୟିଏକି ତୁମ୍ଭର ସାଙ୍ଗ। ଉତ୍ତମ ତୁମ୍ଭର ଏକ ପ୍ରତିବେଶୀକକ୍ସ୍ଟ ତାହା ଦେଲେ।
28 Então Samuel lhe disse: — Hoje o
29 ସଦାପ୍ରଭୁ ହେଉଛନ୍ତି ଇଶ୍ରାୟେଲର ପରମେଶ୍ବର। ସଦାପ୍ରଭୁ ସବୁଦିନ ପାଇଁ ଏହିଠା ରେ ବାସ କରିବେ। ସଦାପ୍ରଭୁ ମିଛ କହନ୍ତି ନାହିଁ କି ସେ ତାଙ୍କର ମତ ପରିବର୍ତ୍ତନ କରନ୍ତି ନାହିଁ। ସଦାପ୍ରଭୁ ଜଣେ ବ୍ଯକ୍ତି ନକ୍ସ୍ଟହଁନ୍ତି ଯେ କି ତାଙ୍କର ମତ ବଦଳାଇ ଦବେେ।
29 Também a Glória de Israel não mente, nem muda de ideia, porque não é homem, para que mude de ideia.
30 ଶାଉଲ ଉତ୍ତର ଦେଲେ, ମୁ ପାପ କରିଅଛି, କିନ୍ତୁ ଇଶ୍ରାୟେଲର ଲୋକମାନଙ୍କ ଓ ପ୍ରାଚୀନବର୍ଗଙ୍କ ସମ୍ମକ୍ସ୍ଟଖ ରେ ମାରେ ସମ୍ମାନ ରଖିବା ପାଇଁ ମାେ ସହିତ ଫରେିଆସ। ମୁ ଯେପରି ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଉପାସନା କରିବି, ଏଥିପାଇଁ ମାେ ସଙ୍ଗେ ଫରେି ଆସ।
30 Então Saul disse: — Pequei! Mas honre-me, agora, diante dos anciãos do meu povo e diante de Israel. Volte comigo, para que eu adore o
31 ଶାମକ୍ସ୍ଟଯଲେ ଶାଉଲଙ୍କ ସହିତ ପରେିଯାନ୍ତେ ଶାଉଲ ସଦାପ୍ରଭୁଙ୍କୁ ଉପାସନା କଲେ।
31 Então Samuel seguiu Saul, e este adorou o Senhor .
32 ତା'ପରେ, ଅଗାଗ୍ ଲୌହ ଶିଙ୍କକ୍ସ୍ଟଳି ରେ ବନ୍ଧା ହାଇେ ତାଙ୍କ ଆଗକକ୍ସ୍ଟ ଅଣାଗଲା।
32 Samuel disse: — Tragam aqui Agague, rei dos amalequitas. Agague veio a ele, confiante, e disse: — Certamente já passou a amargura da morte.
33 କିନ୍ତୁଶାମକ୍ସ୍ଟଯଲେ ଅଗାଗକକ୍ସ୍ଟ କହିଲେ, ତକ୍ସ୍ଟମ୍ଭ ଖଡ୍ଗ ଯମେନ୍ତ ସ୍ତ୍ରୀମାନଙ୍କୁ ସନ୍ତାନ ହିନ କରିଅଛି, ଯମେନ୍ତ ସ୍ତ୍ରୀମାନଙ୍କ ମଧିଅରେ ତୁମ୍ଭର ମାତା ସନ୍ତାନହିତ ହବେ। ତହକ୍ସ୍ଟଁ ଶାମକ୍ସ୍ଟଯଲେ ଗିଲ୍ଗଲ୍ ରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଅଗାଗକକ୍ସ୍ଟ ଖଣ୍ତ ଖଣ୍ତ କରି ହାଣିଲେ।
33 Mas Samuel disse: — Assim como a sua espada deixou muitas mulheres sem filhos, também a sua mãe ficará sem o seu filho. E Samuel despedaçou Agague diante do
34 ଏଥି ଉତ୍ତା ରେ ଶାମକ୍ସ୍ଟଯଲେ ରାମାକକ୍ସ୍ଟ ଗଲେ। ପକ୍ସ୍ଟଣି ଶାଉଲ ଗିବିଯା ସ୍ଥିତ ଆପଣା ଗୃହକକ୍ସ୍ଟ ଗଲେ।
34 Então Samuel foi para Ramá, e Saul voltou para a sua casa, em Gibeá de Saul.
35 ତା'ପରେ ଶାମକ୍ସ୍ଟଯଲେ ତାଙ୍କ ଜୀବନର ଶଷେ ପର୍ୟ୍ଯନ୍ତ ଶାଉଲଙ୍କକ୍ସ୍ଟ କବେବେି ଦେଖିଲେ ନାହିଁ। କାରଣ ଶାମକ୍ସ୍ଟଯଲେ ଶାଉଲଙ୍କ ପାଇଁ ଶୋକ କଲେ। ପକ୍ସ୍ଟଣି ସଦାପ୍ରଭୁ ଇଶ୍ରାୟେଲ ଉପରେ ଶାଉଲଙ୍କକ୍ସ୍ଟ ରାଜା କରିବାରକ୍ସ୍ଟ ଅନକ୍ସ୍ଟତାପ କଲେ।
35 Até o final de sua vida, Samuel nunca mais viu Saul; porém tinha pena de Saul. O Senhor lamentou haver constituído Saul como rei sobre Israel.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Samuel 15, comparar traduções ou montar um estudo — tudo direto pelo WhatsApp.