1 Samuel 12

Oriya Bible (GL_ORIYA) vs BKJ

Sair da comparação
1 ଶାମକ୍ସ୍ଟଯଲେ ସମସ୍ତ ଇଶ୍ରାୟେଲୀଙ୍କକ୍ସ୍ଟ କହିଲେ, ତୁମ୍ଭମାନେେ ମାେତେ ଯାହାୟାହା କହିଲ, ମୁ ସେ ପ୍ରକା ରେ ତୁମ୍ଭମାନଙ୍କର ଏକ ରାଜା ନିଯୋଜନ କଲି।
1 E Samuel disse a todo o Israel: Eis que tenho atentado à vossa voz em tudo o que me dissestes, e preparei um rei sobre vós.
2 ବର୍ତ୍ତମାନ ତୁମ୍ଭର ନତେୃତ୍ବ କରିବା ପାଇଁ ଜଣେ ରାଜା ଅଛନ୍ତି। ମୁ ବୃଦ୍ଧ ଓ ପକ୍ବକେଶ ହାଇେ ଗଲିଣି। ମୁ ମାେ ୟକ୍ସ୍ଟବାବସ୍ଥାରକ୍ସ୍ଟ ତକ୍ସ୍ଟମ୍ଭ ମୂନିବ ଥିଲି। ବର୍ତ୍ତମାନ ମାେ ପକ୍ସ୍ଟଅମାନେ ତକ୍ସ୍ଟମ୍ଭ ସାଥି ରେ ଅଛନ୍ତି।
2 E agora, eis que o rei caminha diante de vós; e eu estou velho e tenho a cabeça branca, e eis que os meus filhos estão convosco; e eu tenho caminhado diante de vós desde a minha infância até este dia.
3 ମୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ଉପସ୍ଥିତ ଅଛି। ଯଦି ମୁ କିଛି ଭକ୍ସ୍ଟଲ କରିଛି ତୁମ୍ଭମାନେେ ନିଶ୍ଚିତଭାବେ ସଦାପ୍ରଭୁ ଏବଂ ତାଙ୍କ ମନୋନୀତ ରାଜାକକ୍ସ୍ଟ କକ୍ସ୍ଟହ। ମୁ କାହାର ଗଧ କିମ୍ବା ଗାଈ ଚୋରୀ କରିଛି କି? ମୁ କାହାକକ୍ସ୍ଟ ଆଘାତ କିମ୍ବା ଧୋକା ଦଇେଛି କି? ମୁ ମାରେ ଚକ୍ଷକ୍ସ୍ଟକକ୍ସ୍ଟ ଅନ୍ଧ କରିବା ପାଇଁ କାହା ହସ୍ତରକ୍ସ୍ଟ ଲାଞ୍ଚ ନଇେ ନାହିଁ, ଯେପରିକି ମୁ ଅନ୍ୟ ଦ୍ବାରା ଅପରାଧ କରିଥିବା ଉପଦ୍ରବ୍ଯ ଦେଖି ନପା ରେ? ଯଦି ମୁ ଏଥିରକ୍ସ୍ଟ କୌଣସିଟି କରିଛି, ତବେେ ମୁ ତାହା ଭରଣା କରିବା ପାଇଁ ପ୍ରସ୍ତକ୍ସ୍ଟତ ଅଛି।
3 Vede, aqui estou; testemunhai contra mim diante do SENHOR, e diante do seu ungido: De quem tomei o boi? Ou, de quem tomei o jumento? Ou, a quem defraudei? A quem oprimi? Ou, de quem é a mão da qual recebi qualquer suborno para com isto fechar os meus olhos? E eu o restituirei.
4 ଇଶ୍ରାୟେଲୀୟମାନେ ଉତ୍ତର ଦେଲେ, ନା! ତୁମ୍ଭେ ଏପରି ଖରାପ କାମ କବେେ ବି କରି ନାହିଁ। ତୁମ୍ଭେ ଆମକକ୍ସ୍ଟ ଠକି ନାହିଁ କିମ୍ବା ଆମ୍ଭଠାରକ୍ସ୍ଟ କିଛି ନଇେ ନାହିଁ।
4 E eles disseram: Tu não nos defraudaste, nem nos oprimiste, tampouco tomaste algo da mão de qualquer homem.
5 ଶାମକ୍ସ୍ଟଯଲେ ଇଶ୍ରାୟେଲୀୟମାନଙ୍କୁ କହିଲେ, ତୁମ୍ଭେ ଯାହା କହିଲ ସଦାପ୍ରଭୁ ଏବଂ ନୂତନ ମନୋନୀତ ରାଜା ତାହା ଶୁଣିଲେ, ସମାନେେ ଦୃଢ କରିବାକୁ ସାକ୍ଷୀ ରହିଲେ ଯେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ଜାଣିଲେ ମୁ କିଛି ଭୂଲ କରି ନାହିଁ। ଲୋକମାନେ କହିଲେ, ହଁ ସଦାପ୍ରଭୁ ସାକ୍ଷୀ ଅଛନ୍ତି ଏହା ସତ୍ଯ।
5 E ele lhes disse: O SENHOR é testemunha contra vós, e o seu ungido é testemunha neste dia, de que vós não tendes achado nada na minha mão. E eles responderam: Ele é testemunha.
6 ଶାମକ୍ସ୍ଟଯଲେ ଲୋକମାନଙ୍କୁ କହିଲେ, ଯାହାସବୁ ଘଟିଛି ସଦାପ୍ରଭୁ ସବୁ ଦେଖିଛନ୍ତି। ସଦାପ୍ରଭୁ ମାଶାେ ଓ ହାରୋଣଙ୍କକ୍ସ୍ଟ ନିୟକ୍ସ୍ଟକ୍ତି କରିଥିଲେ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କକ୍ସ୍ଟ ମିଶରରକ୍ସ୍ଟ ବାହାର କରି ଆଣିଥିଲେ।
6 E Samuel disse ao povo: Foi o SENHOR que pôs à frente Moisés e Arão, e que tirou os vossos pais da terra do Egito.
7 ଆହକ୍ସ୍ଟରି ମଧ୍ଯ ଶକ୍ସ୍ଟଣ ମୁ ତୁମ୍ଭକୁ ସଦାପ୍ରଭୁଙ୍କ ତୁମ୍ଭମାନଙ୍କ ପ୍ରତି ଅଲେ ୗକିକତା ଓ ତକ୍ସ୍ଟମ୍ଭ ପୂର୍ବପୁରୁଷଙ୍କ କଥା କହିବି।
7 Agora, portanto, aquietai-vos, para que eu possa arrazoar convosco diante do SENHOR sobre todos os atos justos do SENHOR, os quais ele fez a vós e aos vossos pais.
8 ୟାକକ୍ସ୍ଟବ ମିଶରକକ୍ସ୍ଟ ଗଲା ଉତ୍ତାରକ୍ସ୍ଟ ମିଶରୀଯମାନେ ତୁମ୍ଭମାନଙ୍କର ବଂଶଧରଗଣଙ୍କର ଜୀବନକକ୍ସ୍ଟ ଦକ୍ସ୍ଟର୍ବିସହ କରି ଦେଲେ। ତେଣୁ ସମାନେେ ସାହାୟ୍ଯ ପାଇଁ ସଦାପ୍ରଭୁଙ୍କୁ ଡାକିଲେ। ସେତବେେଳେ ସଦାପ୍ରଭୁ ମାଶାେ ଓ ହାରୋଣଙ୍କକ୍ସ୍ଟ ପଠାଇଲେ। ସମାନେେ ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କକ୍ସ୍ଟ ମିଶରରକ୍ସ୍ଟ ଆଣିଲେ ଏବଂ ଏହି ସ୍ଥାନ ରେ ବାସ କରାଇଲେ।
8 Quando Jacó chegou ao Egito, e os vossos pais clamaram ao SENHOR, então o SENHOR enviou Moisés e Arão, os quais libertaram os vossos pais do Egito, e fizeram com que eles habitassem neste lugar.
9 କିନ୍ତୁ ତକ୍ସ୍ଟମ୍ଭ ପୂର୍ବପୁରୁଷମାନେ ସଦାପ୍ରଭୁ ସମାନଙ୍କେର ପରମେଶଓରଙ୍କୁ ପାଶୋରିବାରକ୍ସ୍ଟ ସଦାପ୍ରଭୁ ସମାନଙ୍କେୁ ସୀଷରାର କ୍ରୀତଦାସ କରାଇଲେ। ସୀଷରା ହାତ୍ସୋର ସୈନ୍ଯବାହୀନିର ସନୋପତି ଥିଲେ। ସଦାପ୍ରଭୁ ସମାନଙ୍କେୁ ପଲେଷ୍ଟୀୟମାନଙ୍କର ଓ ମାୟୋବ ରାଜାର ଦାସ କଲେ। ସମାନେେ ସମସ୍ତେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣ ସହିତ ୟକ୍ସ୍ଟଦ୍ଧ କଲେ।
9 E, quando eles se esqueceram do SENHOR, seu Deus, ele os vendeu à mão de Sísera, capitão do exército de Hazor, e à mão dos filisteus, e à mão do rei de Moabe, e eles lutaram contra eles.
10 ତା'ପରେ ତକ୍ସ୍ଟମ୍ଭ ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରି କହିଲେ, 'ଆମ୍ଭମାନେେ ପାପ କରିଛକ୍ସ୍ଟ ଯେ ହତେକ୍ସ୍ଟ ଆମ୍ଭେ ସଦାପ୍ରଭୁଙ୍କୁ ତ୍ଯାଗ କରି ବାଲ୍ ଦବଗେଣଙ୍କର ଏବଂ ଅଷ୍ଟାରୋତ୍ ଦବଗେଣଙ୍କର ପୂଜା କରୁଛକ୍ସ୍ଟ। ଏବେ ଆମ୍ଭମାନଙ୍କୁ ଶତୃ କବଳରକ୍ସ୍ଟ ରକ୍ଷା କର, ଆମ୍ଭମାନେେ ତୁମ୍ଭର ଉପାସନା କରିବକ୍ସ୍ଟ।'
10 E eles clamaram ao SENHOR, e disseram: Pecamos, porque abandonamos o SENHOR, e servindo os baalins e Astarote; mas, agora, livra-nos da mão dos nossos inimigos, e te serviremos.
11 ସଦାପ୍ରଭୁ ତୁମ୍ଭମାନଙ୍କୁ ୟିରକ୍ସ୍ଟଦ୍ଦାଲକକ୍ସ୍ଟ, ବଦାନ୍କକ୍ସ୍ଟ, ୟିଲ୍ଗହକକ୍ସ୍ଟ ଓ ଶାମୁୟେଲଙ୍କୁ ପଠାଇ ଚତକ୍ସ୍ଟର୍ଦ୍ଦିଗ ରେ ଥିବା ତକ୍ସ୍ଟମ୍ଭ ଶତୃମାନଙ୍କ କବଳରକ୍ସ୍ଟ ତୁମ୍ଭମାନଙ୍କୁ ରକ୍ଷା କଲେ। ତହିଁରେ ତୁମ୍ଭମାନେେ ନିର୍ଭୟ ରେ ବାସ କଲ।
11 E o SENHOR enviou Jerubaal, e Baraque, e Jefté, e Samuel, e vos libertou da mão dos vossos inimigos de todos os lados, e vós habitastes seguros.
12 ତା'ପରେ ତୁମ୍ଭେ ଦେଖିଲ ଅମ୍ମାନରେ ରାଜା ନାହଶ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ତୁମ୍ଭେ କହିଲ, 'ନା! ଆମ୍ଭେ ଜଣେ ରାଜା ଗ୍ଭହକ୍ସ୍ଟଁ' ଯଦିଓ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କର ରାଜା ଥିଲେ।
12 E, quando vós vistes que Naás, o rei dos filhos de Amom, vinha contra vós, dissestes-me: Não, mas um rei reinará sobre nós; quando o SENHOR, vosso Deus, era o vosso rei.
13 ବର୍ତ୍ତମାନ ତୁମ୍ଭମାନଙ୍କ ଅନକ୍ସ୍ଟ ରୋଧ ଓ ପସନ୍ଦ ଅନକ୍ସ୍ଟସା ରେ ସଦାପ୍ରଭୁ ତୁମ୍ଭକୁ ଶାସନ କରିବା ପାଇଁ ଜଣେ ରାଜାଙ୍କକ୍ସ୍ଟ ଦଇେଛନ୍ତି।
13 Agora, portanto, contemplai o rei a quem escolhestes, e a quem desejastes! E, eis que o SENHOR colocou sobre vós um rei.
14 ବର୍ତ୍ତମାନ ଯଦି ତୁମ୍ଭମାନେେ ସଦାପ୍ରଭୁଙ୍କୁ ଭୟ କର ଓ ତାଙ୍କୁ ସବୋ କର, ଯବେେ ତୁମ୍ଭମାନେେ ତାଙ୍କର ବାକ୍ଯ ଶକ୍ସ୍ଟଣ, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କ ବିରକ୍ସ୍ଟଦ୍ଧ ରେ ନୟାଅ, ପକ୍ସ୍ଟଣି ତୁମ୍ଭମାନେେ ଓ ତୁମ୍ଭମାନଙ୍କର ଶାସକ ରାଜା, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଦ୍ବାରା ରକ୍ଷା ପାଇବ ।
14 Se vós temerdes ao SENHOR, e servi-lo, e obedecerdes à sua voz, e não vos rebelardes contra o mandamento do SENHOR; então, tanto vós, como o vosso rei, que sobre vós reina, continuareis a seguir o SENHOR vosso Deus;
15 କିନ୍ତୁ ଯଦି ତୁମ୍ଭେ ସଦାପ୍ରଭୁଙ୍କ କଥାନ ମାନ ଏବଂ ତାଙ୍କ ବିରକ୍ସ୍ଟଦ୍ଧ ରେ ୟାଅ, ତବେେ ପରମେଶ୍ବରଙ୍କର ହସ୍ତ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ୟିବ। ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କ ବିରକ୍ସ୍ଟଦ୍ଧ ରେ ଥିଲେ।
15 mas, se não obedecerdes à voz do SENHOR, e vos rebelardes contra o mandamento do SENHOR; então a mão do SENHOR será contra vós, como foi contra os vossos pais.
16 ବର୍ତ୍ତମାନ ଧିର ହାଇେ ଛିଡା ହକ୍ସ୍ଟଅ ଓ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ଯେଉଁ ମହତ୍ କାର୍ୟ୍ଯ କରିବେ ଦେଖ।
16 Agora, portanto, ficai de pé e vede esta grande coisa que o SENHOR fará diante dos vossos olhos.
17 ବର୍ତ୍ତମାନ ଗହମ କାଟିବାର ସମୟ । କିନ୍ତୁ ମୁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ଯେପରି ସେ ମେଘ ଗର୍ଜନ ଓ ବୃଷ୍ଟି ପଠାଇବେ। ସେଥିରକ୍ସ୍ଟ ତୁମ୍ଭମାନେେ ଜାଣିବ ଯେ, ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ତୁମ୍ଭେ ରାଜା ଦାବିକରି ବହକ୍ସ୍ଟତ ପାପ କରିଅଛ।
17 Não é hoje o dia da colheita do trigo? Clamarei ao SENHOR, e ele enviará trovão e chuva; para que percebais e vejais que a vossa iniquidade é grande, que vós tendes cometido à vista do SENHOR ao pedir-lhe um rei.
18 ତେଣୁ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କୁ ଡାକିଲେ, ସହେି ସମୟରେ ସଦାପ୍ରଭୁ ମେଘଗର୍ଜନ ଓ ବୃଷ୍ଟି ପଠାଇଲେ। ତେଣୁ ସବକ୍ସ୍ଟଲୋକ ସଦାପ୍ରଭୁ ଓ ଶାମୁୟେଲଙ୍କୁ ଭୟ କଲେ।
18 Assim, Samuel clamou ao SENHOR; e o SENHOR enviou trovão e chuva naquele dia; e todo o povo temeu muitíssimo ao SENHOR e a Samuel.
19 ସମସ୍ତ ଲୋକ ଶାମୁୟେଲଙ୍କୁ କହିଲେ, ଆମ୍ଭମାନେେ ଯେପରି ନ ମରକ୍ସ୍ଟ ସେଥିପାଇଁ ତୁମ୍ଭେ ଆପଣା ଦାସମାନଙ୍କ ନିମନ୍ତେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କର, କାରଣ ଆମ୍ଭମାନେେ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ଅନକେ ଥର ପାପ କରିଅଛକ୍ସ୍ଟ ଏବଂ ବର୍ତ୍ତମାନ ଆମ୍ଭମାନେେ ରାଜାଙ୍କକ୍ସ୍ଟ ମାଗି ପାପକକ୍ସ୍ଟ ବଢଇେ ଦେଉଛକ୍ସ୍ଟ।
19 E todo o povo disse a Samuel: Ora pelos teus servos ao SENHOR teu Deus, para que não pereçamos; pois a todos os nossos pecados acrescentamos este mal, ao pedirmos para nós um rei.
20 ତା'ପରେ ଶାମକ୍ସ୍ଟଯଲେ ଲୋକମାନଙ୍କୁ କହିଲେ, ଭୟଭୀତ ହକ୍ସ୍ଟଅ ନାହିଁ। ଏହା ସତ୍ଯ ତୁମ୍ଭମାନେେ ଏହିସବୁ ବହକ୍ସ୍ଟତ ମନ୍ଦକାର୍ୟ୍ଯ କରିଛ କିନ୍ତୁ ସଦାପ୍ରଭୁଙ୍କୁ ଅନକ୍ସ୍ଟସରଣ କରିବା ବନ୍ଦ କରନାହିଁ। ମନପ୍ରାଣ ଦଇେ ସଦାପ୍ରଭୁଙ୍କର ସବୋ କର।
20 E Samuel disse ao povo: Não temais; tendes cometido toda esta iniquidade; contudo não vos desvieis de seguir ao SENHOR, mas servi ao SENHOR de todo o vosso coração;
21 ମୂର୍ତ୍ତୀଗୁଡିକୁ ଅନକ୍ସ୍ଟସରଣ କରିବା ପାଇଁ ପରମେଶ୍ବରଙ୍କଠାରକ୍ସ୍ଟ ଦୌଡି ପଳାଅ ନାହିଁ! ସମାନେେ ଅସାର, ସମାନେେ ମଙ୍ଗଳ କରିବା ପାଇଁ କିମ୍ବା ତୁମ୍ଭମାନଙ୍କୁ ରକ୍ଷା କରିବା ପାଇଁ ଅକ୍ଷମ ଅଟନ୍ତି।
21 e não vos desvieis para o lado; pois então irieis atrás de coisas vãs, as quais não podem vos acrescentar, nem libertar; posto que são vãs.
22 ସଦାପ୍ରଭୁ ଆପଣା ମହାନ ନାମ ସକାେଶ ଆପଣା ଲୋକମାନଙ୍କୁ ତ୍ଯାଗ କରିବେ ନାହିଁ। କାରଣ ତୁମ୍ଭମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତକ୍ସ୍ଟଷ୍ଟ ହାଇେ ଅଛନ୍ତି।
22 Pois o SENHOR não abandonará o seu povo por causa do seu grande nome; porque aprouve ao SENHOR fazer de vós o seu povo.
23 ମାେ ପକ୍ଷ ରେ, ମୁ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରକ୍ସ୍ଟ ନିବୃତ ହବେି ନାହିଁ। ଯଦି ମୁ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରିବା ବନ୍ଦ କରି ଦବେି, ତବେେ ମୁ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ପାପ କରିବି। ମୁ ତୁମ୍ଭମାନଙ୍କୁ ଉତ୍ତମ ଓ ସତ୍ ଶିକ୍ଷା ଦବୋ ଗ୍ଭଲକ୍ସ୍ଟ ରଖିବି।
23 Ademais, quanto a mim, Deus me livre de pecar contra o SENHOR ao cessar de orar por vós; mas eu vos ensinarei o bom e reto caminho;
24 କିନ୍ତୁ ତୁମ୍ଭମାନେେ ନିଶ୍ଚିତ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର। ମନ ପ୍ରାଣ ଦଇେ ସଦାପ୍ରଭୁଙ୍କ ସବୋ କର, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ବଡ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରୁଛନ୍ତି।
24 basta temer ao SENHOR, e servi-lo em verdade de todo o vosso coração; pois, considerai quão grandes coisas ele fez por vós.
25 କିନ୍ତୁ ଯଦି ତୁମ୍ଭମାନେେ କ୍ରମାଗତ କକ୍ସ୍ଟକର୍ମ କରିବା ରେ ଆଗ୍ରହ ପ୍ରକାଶ କର, ତବେେ ତୁମ୍ଭମାନେେ ଓ ତୁମ୍ଭମାନଙ୍କ ରାଜା ଧ୍ବଂସ ହବେ।
25 Porém, se vós continuardes procedendo iniquamente, sereis consumidos, tanto vós, como o vosso rei.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Samuel 12, comparar traduções ou montar um estudo — tudo direto pelo WhatsApp.