1 Samuel 11

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ପ୍ରାଯ ଏକମାସ ପରେ ଅେମ୍ମାନୀୟ ନାହଶ ଏବଂ ତାଙ୍କ ସନୋ ୟାବେଶ ଗିଲିଯଦ ଛାଉଣୀ ସ୍ଥାପନ କଲେ। ୟାବେଶର ଲୋକ କହିଲେ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ନିଯମ ପ୍ରବର୍ତ୍ତନ କର, ଆମ୍ଭେ ତାହା ପାଳନ କରିବକ୍ସ୍ଟ।
1 Então, subiu Naás, amonita, e sitiou a Jabes-Gileade; e disseram todos os homens de Jabes a Naás: Faze aliança conosco, e te serviremos.
2 ଅେମ୍ମାନୀୟ ନାହଶ ତାଙ୍କୁ ଉତ୍ତର କଲା, ତକ୍ସ୍ଟମ୍ଭ ସମସ୍ତଙ୍କର ଦକ୍ଷିଣଚକ୍ଷକ୍ସ୍ଟ ଉପକ୍ସ୍ଟଡା ଗଲେ ମୁ ତା'ପରେ ନିଯମ ସ୍ଥିର କରିବି। ତଦ୍ଦ୍ବାରା ସମସ୍ତ ଇଶ୍ରାୟେଲୀୟ ଲଜ୍ଜିତ ହବେେ।
2 Porém Naás, amonita, lhes respondeu: Farei aliança convosco sob a condição de vos serem vazados os olhos direitos, trazendo assim eu vergonha sobre todo o Israel.
3 ୟାବେଶ୍ର ନେତାମାନେ କହିଲେ, ଆମକକ୍ସ୍ଟ ସାତଦିନ ସମୟ ଦିଅ, ଆମ୍ଭେ ସାରା ଇଶ୍ରାୟେଲକକ୍ସ୍ଟ ଦୂତଗଣଙ୍କକ୍ସ୍ଟ ପଠାଇବକ୍ସ୍ଟ ଯଦି ଆମ୍ଭକକ୍ସ୍ଟ କହେି ସାହାୟ୍ଯ ନ କରନ୍ତି, ତବେେ ତକ୍ସ୍ଟମ୍ଭ ନିକଟକକ୍ସ୍ଟ ଆସିବକ୍ସ୍ଟ ଓ ସମର୍ପଣ କରିବକ୍ସ୍ଟ।
3 Então, os anciãos de Jabes lhe disseram: Concede-nos sete dias, para que enviemos mensageiros por todos os limites de Israel e, não havendo ninguém que nos livre, então, nos entregaremos a ti.
4 ଗିବିଯା ଦୂତ ଶାଉଲ ବାସ କରୁଥିବା ସହର ରେ ଲୋକମାନଙ୍କୁ ଏହି କଥା କହିବାରକ୍ସ୍ଟ ଲୋକମାନେ ଦକ୍ସ୍ଟଃଖ ରେ କ୍ରନ୍ଦନ କରିବାକୁ ଲାଗିଲେ।
4 Chegando os mensageiros a Gibeá de Saul, relataram este caso ao povo. Então, todo o povo chorou em voz alta.
5 ଶାଉଲ ଗାଈମାନଙ୍କୁ ଚରାଇବା ପାଇଁ ବିଲକକ୍ସ୍ଟ ୟାଇଥିଲେ। ସେ ସଠାେରକ୍ସ୍ଟ ଆସି ଲୋକମାନେ କ୍ରନ୍ଦନ କରିବାର ଶୁଣିବାକୁ ପାଇଲେ। ଶାଉଲ କହିଲେ, ତୁମ୍ଭର କ'ଣ ହାଇେଛି ତୁମ୍ଭମାନେେ ଏପରି କାନ୍ଦକ୍ସ୍ଟଛ କାହିଁକି?
5 Eis que Saul voltava do campo, atrás dos bois, e perguntou: Que tem o povo, que chora? Então, lhe referiram as palavras dos homens de Jabes.
6 ଶାଉଲ ସମସ୍ତ କଥା ଶୁଣିଲେ। ତା'ପରେ ପରମେଶ୍ବରଙ୍କ ଆତ୍ମା ଶାଉଲଙ୍କ ଦହେ ରେ ଅତିଶଯ ପ୍ରଜ୍ବଳିତ ହେଲା। ଶାଉଲ କୋର୍ଧ ରେ ଜର୍ଜରିତ ହେଲେ।
6 E o Espírito de Deus se apossou de Saul, quando ouviu estas palavras, e acendeu-se sobremodo a sua ira.
7 ଶାଉଲ ହଲେ ବଳଦ ଆଣି ସମାନଙ୍କେୁ ଖଣ୍ତ ଖଣ୍ତ କରି କାଟିଲେ। ତା'ପରେ ସେ ଟକ୍ସ୍ଟକକ୍ସ୍ଟରାଗୁଡିକୁ ଦୂତଗଣକକ୍ସ୍ଟ ଦେଲେ। ସେ ଏହା ଇଶ୍ରାୟେଲୀୟଙ୍କୁ ସତର୍କ କରିବା ପାଇଁ ଦେଲେ। ସେ ଏକ ବାର୍ତ୍ତା ପଠାଇଲେ, ଯଦି କହେି ଶାଉଲ ଏବଂ ଶାମୁୟେଲଙ୍କୁ ଅନକ୍ସ୍ଟସରଣ ନକରନ୍ତି, ତବେେ ସମାନଙ୍କେର ଗାଈଗୁଡିକୁ ଏପରି ଖଣ୍ତ ଖଣ୍ତ କରି ଦିଆୟିବ।
7 Tomou uma junta de bois, cortou-os em pedaços e os enviou a todos os territórios de Israel por intermédio de mensageiros que dissessem: Assim se fará aos bois de todo aquele que não seguir a Saul e a Samuel. Então, caiu o temor do Senhor sobre o povo, e saíram como um só homem.
8 ଶାଉଲ ବସକରେେ ଲୋକମାନଙ୍କୁ ଏକାଠି କଲେ। ସଠାେରେ ଇଶ୍ରାୟେଲରକ୍ସ୍ଟ 3,00,000 ଲୋକ ୟିହକ୍ସ୍ଟଦାରକ୍ସ୍ଟ 30,000 ଲୋକ ଉପସ୍ଥିତ ହେଲେ।
8 Contou-os em Bezeque; dos filhos de Israel, havia trezentos mil; dos homens de Judá, trinta mil.
9 ଶାଉଲ ଏବଂ ତାଙ୍କ ସୈନ୍ଯମାନେ ୟାବେଶ୍ର ଦୂତମାନଙ୍କୁ କହିଲେ, ତୁମ୍ଭମାନେେ ୟାବେଶ ଗିଲିଯଦର ଲୋକମାନଙ୍କୁ କକ୍ସ୍ଟହ ଆସନ୍ତା କାଲି ମଧ୍ଯାହ୍ନ ସକ୍ସ୍ଟଦ୍ଧା ସମାନେେ ମକ୍ସ୍ଟକ୍ତ ହବେେ।
9 Então, disseram aos mensageiros que tinham vindo: Assim direis aos homens de Jabes-Gileade: Amanhã, quando aquentar o sol, sereis socorridos. Vindo, pois, os mensageiros, e, anunciando-o aos homens de Jabes, estes se alegraram
10 ତା'ପରେ ୟାବେଶ୍ର ଲୋକମାନେ ଅମ୍ମାନେୀୟ ନାହଶକକ୍ସ୍ଟ କହିଲେ, ଆସନ୍ତା କାଲି ଆମ୍ଭମାନେେ ତୁମ୍ଭମାନଙ୍କ ନିକଟକକ୍ସ୍ଟ ଆସିବକ୍ସ୍ଟ। ତୁମ୍ଭର ଯାହା ଇଚ୍ଛା ହବେ ତାହା ଆମ୍ଭମାନଙ୍କ ପ୍ରତି କରିବ।
10 e disseram aos amonitas: Amanhã, nos entregaremos a vós outros; então, nos fareis segundo o que melhor vos parecer.
11 ତା' ପରଦିନ ପ୍ରଭାତ ରେ ଶାଉଲ ତାଙ୍କ ସୈନ୍ଯମାନଙ୍କୁ ତିନିଭାଗ କରି ସୂର୍ େଯ୍ଯାଦଯ ସମୟରେ ଅେମ୍ମାନୀୟ ଶିବିର ରେ ଆତର୍କିତ ଆକ୍ରମଣ କଲେ। ସମାନେେ ସମାନଙ୍କେର ପ୍ରହରୀସବୁ ପରବର୍ତ୍ତନ କରୁଥିଲେ ତେଣୁ ପୂର୍ବାହ୍ନ ପୂର୍ବରକ୍ସ୍ଟ ଶାଉଲ ଏବଂ ତାଙ୍କ ସୈନ୍ଯ ତାଙ୍କୁ ପରାସ୍ତ କଲେ ଅମ୍ମାନେୀୟମାନେ ବିଭିନ୍ନ ଆଡେ ଦୌଡି ପଳାଇଲେ। ସୈନ୍ଯମାନେ ଏପରି ପଳାଯନ କଲେ ଯେ, ଦକ୍ସ୍ଟଇଟି ସୈନ୍ଯ ଏକତ୍ରୀତ ହାଇେ ପାରିଲେ ନାହିଁ।
11 Sucedeu que, ao outro dia, Saul dividiu o povo em três companhias, que, pela vigília da manhã, vieram para o meio do arraial e feriram a Amom, até que se fez sentir o calor do dia. Os sobreviventes se espalharam, e não ficaram dois deles juntos.
12 ତା'ପରେ ଲୋକମାନେ ଶାମୁୟେଲଙ୍କୁ ପଚାରିଲେ, ଯେଉଁମାନେ ଶାଉଲଙ୍କକ୍ସ୍ଟ ବିରକ୍ସ୍ଟଦ୍ଧ କରୁଥିଲେ ସମାନେେ କେଉଁଠି ଅଛନ୍ତି। ସେ ଲୋକମାନଙ୍କୁ ଆମ୍ଭେ ହତ୍ଯା କରିବକ୍ସ୍ଟ।
12 Então, disse o povo a Samuel: Quem são aqueles que diziam: Reinará Saul sobre nós? Trazei-os para aqui, para que os matemos.
13 ଶାଉଲ କହିଲେ, ନା! ଆଜି କାହାକକ୍ସ୍ଟ ହତ୍ଯା କର ନାହିଁ। ସଦାପ୍ରଭୁ ଆଜି ଇଶ୍ରାୟେଲୀୟମାନଙ୍କୁ ରକ୍ଷା କରିଛନ୍ତି।
13 Porém Saul disse: Hoje, ninguém será morto, porque, no dia de hoje, o Senhor salvou a Israel.
14 ତା'ପରେ ଶାମକ୍ସ୍ଟଯଲେ ଲୋକମାନଙ୍କୁ କହିଲେ, ଆସ ଗିଲ୍ଗଲକକ୍ସ୍ଟ ୟିବା, ସଠାେରେ ଶାଉଲଙ୍କକ୍ସ୍ଟ ପକ୍ସ୍ଟନର୍ବାର ରାଜାରୂପେ ଅଭିଷିକ୍ତ କରିବା।
14 Disse Samuel ao povo: Vinde, vamos a Gilgal e renovemos ali o reino.
15 ତା'ପରେ ସମସ୍ତେ ଗିଲଗଲ ଗଲେ, ସଠାେରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଶାଉଲଙ୍କକ୍ସ୍ଟ ରାଜାରୂପେ ଅଭିଷକ୍ତ କଲେ। ସମାନେେ ସମସ୍ତେ ସଦାପ୍ରଭୁଙ୍କୁ ମଙ୍ଗଳାର୍ଥକବଳି ଉତ୍ସର୍ଗ କଲେ। ଶାଉଲ ଏବଂ ଇଶ୍ରାୟେଲୀୟମାନେ ମହା ଆନନ୍ଦ ରେ ଏହା ପାଳନ କଲେ।
15 E todo o povo partiu para Gilgal, onde proclamaram Saul seu rei, perante o Senhor , a cuja presença trouxeram ofertas pacíficas; e Saul muito se alegrou ali com todos os homens de Israel.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Samuel 11, comparar traduções ou montar um estudo — tudo direto pelo WhatsApp.