1 Reis 7

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଅନନ୍ତର ରାଜା ଶଲଲାମନ ତାଙ୍କ ନିଜପାଇଁ ଏକ ପ୍ରାସାଦ ନିର୍ମାଣ କଲଲସଯ କି ତାଙ୍କୁ ସମାପ୍ତ କରିବାକୁ ତଲର ବର୍ଷ ଲାଗିଥିଲା।
1 Salomão levou treze anos a terminar a construção do seu palácio.
2 ସସ ମଧ୍ଯ ଏକ ଗୃହ ନିର୍ମାଣ କଲଲ ତାହା ଲିବାଲନାନର ଅରଣ୍ଯ-ଗୃହ ନାମସର ନାମିତସହଲା। ଏହାର ର୍ଦୈଘ୍ଯ ଶସହ ହାତ, ପ୍ରସ୍ଥ ପଚାଶ ହାତ ଓ ଉଚ୍ଚତା ତିରିଶ ହାତ ଥିଲା। ଏହାର ଗ୍ଭରିଧାଡି ଏରସ କାଠର ସ୍ତମ୍ଭ ଉପଲର ଏରସ କାଠର କଡିସଦଇ ତାହା ନିର୍ମାଣ କଲଲ।
2 Edificou primeiro a Casa da Floresta do Líbano, que tinha cem côvados de comprimento, cinqüenta de largo e trinta de alto, repousando sobre quatro fileiras de colunas de cedro, com traves de cedro sobre as colunas.
3 ଏହି ସ୍ତମ୍ଭମାନଙ୍କର ଉପରିସ୍ଥ ପଞ୍ଚଚାଳିଶ କଡି ଉପଲର ଏରସ କାଠର ଛାତ କଲଲ, ପ୍ରତି ଧାଡିସର ପନ୍ଦରଟି ଲଲଖାଏଁ କଡି ଥିଲା।
3 Forrou de cedro o teto dos quartos, que se apoiavam nas colunas, em número de quarenta e cinco, ou seja, quinze colunas por fileira.
4 ପ୍ରଲତ୍ୟକକ ପାଶର୍‌ବ କାନ୍ଥସର ତିନି ଧାଡି ଝରକା ଥିଲା ଓ ପରସ୍ପରସସଗୁଡିକ ସମ୍ମୁଖାସମ୍ମୁଖି ଥିଲଲ।
4 Havia três fileiras de quartos, cujas janelas se correspondiam três vezes.
5 ପ୍ରଲତ୍ୟକକର ଶଲଷସର ତିଲନାଟି କବାଟ ଥିଲା। ସବୁ କବାଟସଖାଲା ଥିଲା ଓ ତା'ର ଦ୍ବାରବନ୍ଧ ବର୍ଗାକାର ଥିଲା।
5 Todas as portas e suas vigas eram retangulares, e as janelas se correspondiam três vezes.
6 ଆହୁରି ମଧ୍ଯସସ ସ୍ତମ୍ଭ ସଦୃଶ ବାରଣ୍ତା କଲଲ। ଏହା ପଗ୍ଭଶ ହାତ ଦୀର୍ଘ, ତିରିଶ ହାତ ଚଉଡା ଥିଲା ଓ ବାରଣ୍ତାର ସମ୍ମୁଖସର ଏକ ସ୍ତମ୍ବସର ଭରାଦିଆ ୟାଇଥିବା ପରଦା ଥିଲା।
6 Fez um pórtico de colunas, com cinqüenta côvados de comprido e trinta de largo, precedido de um segundo pórtico de colunas com degraus.
7 ସସ ମଧ୍ଯ ବିଗ୍ଭର ପାଇଁ ଏକ ସିଂହାସନ ନିର୍ମାଣ କଲଲ ଓ ଏହାକୁ ନିଯମର ପ୍ରଶସ୍ତ ଗୃହ କହିଲଲ।ସସହି କୋଠରୀ ଚଟାଣଠାରୁ ଛାତ ପର୍ୟ୍ଯନ୍ତ ଏରସ କାଠର ପଟାସର ଆଚ୍ଛାଦିତ ଥିଲା।
7 Salomão mandou fazer a sala do trono, onde estava o tribunal, o pórtico do juízo, e revestiu-o de cedro desde o pavimento até ao teto.
8 ରାଜା ଶସଲାମନଙ୍କର ବିଗ୍ଭର ଗୃହର ଅଗଣା ଉପଲର ଅବସ୍ଥିତ ଥିଲା। ଏହା ନିଯମ ପ୍ରଶସ୍ତଗୃହ ସଦୃଶ ନିର୍ମିତସହଲା।ସସ ମଧ୍ଯ ନିଜର ଭାର୍ୟ୍ଯା, ଫାଲରାର କନ୍ଯା ନିମନ୍ଲତସସହି ନିଯମ ପ୍ରଶସ୍ତଗୃହ ପରି ଏକ ଗୃହ ନିର୍ମାଣ କଲଲ।
8 Sua residência, construída no segundo pátio, atrás do pórtico, era de trabalho semelhante. Enfim, mandou construir para a filha do faraó, que ele tinha desposado, uma casa do mesmo gênero que este pórtico.
9 ଏହିସବୁ ଅଟାଳିକାଗୁଡିକ ମୂଲ୍ଯବାନ୍ ପଥରସର ନିର୍ମିତସହଲା। ଏହିସବୁ ପଥରଗୁଡିକ ନିର୍ଦ୍ଧିଷ୍ଟ ଆକାର ଅନୁସାଲର କରତସର କଟାଗଲା।ସସଗୁଡିକର ଆଗପଛ କଟାଗଲା। ଏହି ପଥରଗୁଡିକ ମୂଳଦୁଆରୁ କାନ୍ଥର ଶୀର୍ଷାଂଶ ପର୍ୟ୍ଯନ୍ତ ବ୍ଯବହାରସହଲା। ପ୍ରାଙ୍ଗଣ ମଧ୍ଯ ବହୁମୂଲ୍ଯ ପ୍ରସ୍ତରସର ତିଆରିସହଲା।
9 Todas essas construções eram feitas com pedras escolhidas, talhadas sob medida, e serradas tanto por dentro como por fora, desde os fundamentos até o alto das cornijas, inclusive o muro do grande pátio.
10 ପ୍ରଣି ଭିତ୍ତିମୂଳ ବୃହତ୍ ଓ ମୂଲ୍ଯବାନ୍ ପଥରସର ନିର୍ମିତସହଲା।ସକଲତକ ପ୍ରସ୍ତର ଦଶହାତ ଓସକଲତକ ଆଠ ହାତ ର୍ଦୈଘ୍ଯ ବିଶିଷ୍ଟ ଥିଲା।
10 Os fundamentos eram também feitos de pedras escolhidas de grande dimensão, pedras de dez e de oito côvados.
11 ସସହି ପ୍ରସ୍ତରର ଅଗ୍ରଭାଗସର ବହୁମୂଲ୍ଯସଖାଦିତ ପ୍ରସ୍ତର ଓ ଏରସ କାଠର କଡି ଥିଲା।
11 Por cima havia ainda pedras escolhidas, talhadas sob medida, e traves de cedro.
12 ପ୍ରାସାଦ ଅଗଣାର, ମନ୍ଦିର ଅଗଣାର ଓ ନାଟ ମନ୍ଦିର ଚତୁପାଶର୍‌ବସର କାନ୍ଥ ଥିଲା।ସସହି କାନ୍ଥଗୁଡିକ ତିନିଧାଡି ପ୍ରସ୍ତର ଓ ଏକଧାଡି ଏରସ କଡି କାଠସର ନିର୍ମିତସହାଇ ଥିଲା।
12 O muro, que cercava o grande pátio, tinha três ordens de pedras talhadas e uma fileira de vigas de cedro, assim como no pátio interior do templo do Senhor e no pórtico do palácio.
13 ଅନନ୍ତର ରାଜା ଶଲଲାମନସଲାକ ପଠାଇ ସୋରରୁ ହୀରମ ନାମକ ଏକସଲାକକୁ ଅଣାଇଲଲ।
13 O rei Salomão mandara vir de Tiro um homem que trabalhava em bronze, Hirão,
14 ହୀରମ ଇଶ୍ରାଲୟଲର ନପ୍ତାଲି ବଂଶୀଯ ଏକ ବିଧବା ସ୍ତ୍ରୀର ପୁତ୍ର, ତା'ର ପିତା ସୋର ନଗରର ଏକ କଂସାରି ଥିଲା। ହୀରମ ଜଲଣ ନିପୁଣ ପିତ୍ତଳ କାରୀଗର ଥିଲଲ। ରାଜା ଶଲଲାମନସସହି ଅଭିଜ୍ଞ କାରୀଗରକୁ ପିତ୍ତଳ ତିଆରି କାର୍ୟ୍ଯସର ନିୟୁକ୍ତି କଲଲ।
14 filho de uma viúva da tribo de Neftali, cujo pai era de Tiro. Hirão era talentoso, cheio de inteligência e habilidade para fazer toda espécie de trabalhos em bronze. Apresentou-se ao rei Salomão e executou todos os seus trabalhos.
15 ହୀରମ ଦୁଇଟି ପିତ୍ତଳ ସ୍ତମ୍ଭ ନିର୍ମାଣ କଲଲ ଯାହାର ଉଚ୍ଚତା ଅଠର ହାତ ଓ ଗୋଲଲଇ ବାର ହାତ ଥିଲା। ସ୍ତମ୍ଭର ଭିତର ଫମ୍ଫା ଥିଲା ଓ ପିତ୍ତଳ ତିନି ଇଞ୍ଚି ବହଳର ଥିଲା।
15 Fez duas colunas de bronze: a primeira tinha dezoito côvados de altura; a sua periferia media-se com um fio de doze côvados. Tinham quatro dedos de espessura e eram ocas. A segunda coluna era semelhante a esta.
16 ପୁଣିସସ ଦୁଇ ସ୍ତମ୍ଭର ମଥାନସରସଦବାପାଇଁ ଢଳା ପିତ୍ତଳର ଦୁଇ ମୁଣ୍ତାଳି କଲା ଓ ପ୍ରଲତ୍ୟକକ ମୁଣ୍ତାଳିର ଉଚ୍ଚତା ପାଞ୍ଚହାତ ଥିଲା।
16 Fundiu dois capitéis para pô-los no alto das colunas; ambos tinham cinco côvados de altura,
17 ସସ ମୁଣ୍ତିକୁ ଆଚ୍ଛାଦନ କରିବା ପାଇଁ ଦୁଇଟି ଲୁହାଜାଲି ନିର୍ମାଣ କଲଲ।
17 e eram ornados de redes de malhas e grinaldas em forma de cadeias; havia sete grinaldas para cada capitel.
18 ସସ ପ୍ରଲତ୍ୟକକ ଜାଲିର ସ୍ତମ୍ବର ଅଗ୍ରଭାଗକୁ ଆଚ୍ଛାଦନ କରିବା ପାଇଁ ଦୁଇଧାଡି ଡାଳିମ୍ବାକୃତି ନିର୍ମାଣ କଲଲ। ମୁଣ୍ତାଳିସର ମଧ୍ଯ ତଦ୍ରୁପ କଲା।
18 Dispôs em círculo ao redor de cada uma das malhas duas fileiras de romãs, para ornar cada um dos capitéis que cobriam as colunas.
19 ବାରଣ୍ତାର ଗ୍ଭରି ହାତ ବଶିଷ୍ଟ ସ୍ତମ୍ଭ ମଥାନସର ମୁଣ୍ତାଳି ପୁଷ୍ପ କର୍ମ ବିଶିଷ୍ଟ ଥିଲା।
19 Os capitéis, que sobremontavam as colunas no pórtico, tinham a forma de lírios, com quatro côvados de altura.
20 ଆଉ ଦୁଇ ସ୍ତମ୍ଭର ଉପରି ଭାଗସର ମଧ୍ଯ ମୁଣ୍ତାଳି ଥିଲା ଓସସଗୁଡିକ ପାତ୍ର ଆକୃତି ଜାଲିର ଉପରକୁ ଥିଲା। ଅନ୍ୟ ମୁଣ୍ତାଳିସର ଚତୁର୍ଦ୍ଦିଗସର ଧାଡି ଧାଡିସହାଇ 200ଟି ଡାଳିମ୍ବାକୃତି ଥିଲା।
20 Os capitéis colocados sobre as duas colunas elevavam-se acima da parte mais grossa da coluna, além da rede; em volta dos dois capitéis, havia duzentas romãs dispostas em círculo.
21 ହୀରମ୍ସସହି ସ୍ତମ୍ଭ ଦୁଇଟିକୁ ମନ୍ଦିରର ବାରଣ୍ତାସର ସ୍ଥାପନ କଲଲ।ସଗାଟିଏ ସ୍ତମ୍ଭ ଦକ୍ଷିଣ ପାଶର୍‌ବର ପ୍ରଲବଶ ଦ୍ବାରସର ଓ ଅନ୍ୟ ସ୍ତମ୍ଭଟି ବାମ ପାଶର୍‌ବସର ରହିଲା। ଦକ୍ଷିଣ ସ୍ତମ୍ଭର ନାମ ୟାଖୀନ୍ ଓ ବାମ ସ୍ତମ୍ଭର ନାମ ବୋଯସ୍ସଦଲା।
21 Hirão levantou as colunas no pórtico do templo; a coluna direita, que chamou Jaquin, e a esquerda, que chamou Boaz.
22 ପୁଣିସସ ପୁଷ୍ପାକୃତି ମୁଣ୍ତାଳିକୁ ସ୍ତମ୍ଭର ମଥାନ ଉପଲର ରଖିଲା। ଏହିରୂଲପ ସ୍ତମ୍ଭ କାର୍ୟ୍ଯ ସମାପ୍ତସହଲା।
22 Por cima das colunas pôs um trabalho em forma de lírio. E assim foi acabada a obra das colunas.
23 ତା'ପଲରସସ ଏକ କଂସାର ଗୋଲାକାର କୁଣ୍ତ ତିଆରି କରି ତା'ର ନାମସଦଲଲ ସମୁଦ୍ର।ସସହି କୁଣ୍ତର ପରିଧି ତିରିଶ ହାତ, ବ୍ଯାସ ଦଶ ହାତ, ଗଭୀରତା ପାଞ୍ଚ ହାତ ଥିଲା।
23 Hirão fez também o mar de bronze, que tinha dez côvados de uma borda à outra, perfeitamente redondo, e com altura de cinco côvados; sua circunferência media-se com um fio de trinta côvados.
24 ଚୌବାଗ୍ଭର ବାହାର କାନ୍ଥ ଗ୍ଭରିପାଖସର ଏକ ଫନ୍ଦ ଥିଲା। ଫନ୍ଦ ତଲଳ ଦୁଇଧାଡି ପିତ୍ତଳର ଲାଭ ଥିଲା।ସସହି ଲାଭାଗୁଡିକ ଚୌବାଚା ସହିତ ଏକ ଖଣ୍ତ କରି ନିର୍ମାଣ କରାୟାଇ ଥିଲା।
24 Por baixo de sua borda havia coloquíntidas em número de dez por côvado; elas rodeavam o mar, dispostas em duas ordens, formando com o mar uma só peça.
25 ଏହି କୁଣ୍ତ ବାରସଗାଟି ଷଣ୍ତ ଉପଲର ସ୍ଥାପିତସହାଇଥିଲା।ସସହି ଷଣ୍ତଗୁଡିକ ତିନିଦଳସର ସଜାସହାଇଥିଲଲ ଏବଂ ମୁହଁ ଗ୍ଭରିଦିଗ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ କରିଥିଲା। ଷଣ୍ତମାନଙ୍କର ପଶ୍ଚାତ୍ଭାଗ କୁଣ୍ତ ମଝି ଆଡକୁ ଥିଲା। କୁଣ୍ତସସମାନଙ୍କ ଉପଲର ରଖାୟାଇଥିଲା।
25 Este apoiava-se sobre doze bois, dos quais três olhavam para o norte, três para o ocidente, três para o sul e três para o oriente. O mar repousava sobre eles, e suas ancas estavam para o lado de dentro.
26 ସସହି ପାତ୍ରରସମାଟଲଇ ଗ୍ଭରି ଆଙ୍ଗୁଳି ଥିଲା। ତା'ର ଫନ୍ଦ କପ୍ର ଫନ୍ଦ ପରି କିଅବା ପୁଷ୍ପର ପାଖୁଡା ସଦୃଶ ଥିଲା।ସସହି ଚୌବାଗ୍ଭ 2,000 ମହଣ ଧାରଣ କରୁଥିଲା।
26 A espessura do mar era de um palmo; sua borda assemelhava-se à de um copo em forma de lírio; sua capacidade era de dois mil batos.
27 ତା'ପଲର ହୀରମ ଦଶଟି କଂସା ଶଗଡ ନିର୍ମାଣ କଲା। ପ୍ରଲତ୍ୟକକ ଶଗଡର ର୍ଦୈଘ୍ଯ ଗ୍ଭରିହାତ, ପ୍ରସ୍ଥ ଗ୍ଭରି ହାତ ଓ ଉଚ୍ଚତା ତିନିହାତ ଥିଲା।
27 Fez também duas bases de bronze, tendo cada uma quatro côvados de comprimento, quatro de largura e três de altura.
28 ସସହି ଶଗଡଗୁଡିକର ଗଠନ ଚତୁଭୁର୍ଜାକାର ଓ ଫ୍ସରମ ମଝିସର ବିଟ ଥିଲା। ଯଥା:ସସ ସବୁର ମଧ୍ଯସଦଶ ଥିଲା ଓସସହିସବୁ ମଧ୍ଯସଦଶ ବିଟମାନଙ୍କ ମଧିଅଲର ଥିଲା।
28 Eis como eram feitas essas bases: eram formadas de painéis e enquadradas de molduras.
29 ପୁଣି ବିଟର ମଧ୍ଯବର୍ତ୍ତିସସହିସବୁ ମଧ୍ଯଲଦଶସର ସିଂହ,ସଗାରୁ ଓ କିରୁବ ଦୂତମାଲନ ଥିଲଲ। ବିଟ ଉପଲର ଏକ ବଇଠି ଥିଲା। ପୁଣି ସିଂହ ଓସଗାରୁମାନଙ୍କ ତଲଳ ସୂକ୍ଷ୍ମ କାର୍ୟ୍ଯର ମାଳା ଥିଲା।
29 Nos painéis enquadrados de molduras, havia leões, bois e querubins, assim como nas travessas igualmente. Por cima e por baixo dos leões e dos bois pendiam grinaldas em forma de festões.
30 ପ୍ରଲତ୍ୟକକ ବୈଠିକିର ପିତ୍ତଳମଯ ଗ୍ଭସରାଟି ପିତ୍ତଳମଯ ଚକ ପିତ୍ତଳର ଅଖ ଗ୍ଭରିକଣସର ସ୍ଥାପିତ ଅବଲମ୍ବନ ଥିଲା।ସସହିସବୁ ଢଳାକର୍ମର ଅବଲମ୍ବନ ପ୍ରକ୍ଷାଳନ ପାତ୍ର ତଲଳ ଥିଲା ଓ ପ୍ରଲତ୍ୟକକର ପାଶର୍‌ବସର ମାଳା ଥିଲା।
30 Cada base tinha quatro rodas de bronze, com seus eixos de bronze, e nos quatro cantos havia suportes fundidos que sustinham a bacia, os quais estavam por baixo das grinaldas.
31 ଉପଲର ମାଠିଆ ପାଇଁ ଏକ ଥାକ ଥିଲା। ଏହାର ଲମ୍ବ ଏକ ହାତ ଥିଲା। ମାଠିଆର ମୁହଁ ଗୋଲାକାର ଚତଃଷ୍କୋଣ ଥିଲା। ଏହାର ବ୍ଯାସ ଦଲଢହାତ ଥିଲା।ସସହି ଥାକଲର କଂସାସର ବହୁତ ନକ୍ସା ଅଙ୍କା ୟାଇଥିଲା।
31 A abertura para a bacia era no interior dos suportes, e os ultrapassava de um côvado de altura; era cilíndrica e seu diâmetro era de um côvado e meio; e era também ornada de esculturas. Os painéis eram quadrados e não redondos.
32 ଫ୍ସରମ ତଲଳ ଗ୍ଭସରାଟି ଚକ ଥିଲା ଓ ଚକଗୁଡିକର ବ୍ଯାସ ଦଲଢହାତ ଥିଲା। ଚକଗୁଡିକର କାଠସଗାଟିଏ ଖଣ୍ତ ଥିଲା।
32 Debaixo destes estavam as quatro rodas, cujos eixos eram fixados à base. Cada roda tinha um côvado e meio de altura,
33 ଆଉସସହି ଚକଗୁଡିକ ରଥର ଚକ ସଦୃଶ ଥିଲା। ତାହାର ଅଖ, ନଲମି, ନାଭି ଓ ଅର ସବୁ ଢଳା ପିତ୍ତଳସର ନିର୍ମିତସହାଇଥିଲା।
33 e era feita como as de um carro. Eixos, cambas, raios e cubos, tudo era fundido.
34 ପ୍ରଲତ୍ୟକକ ଖଟୁଲିର ଗ୍ଭରି କୋଣସର ଗ୍ଭରୋଟି ଠଲସା ଥିଲା ଓସସହି ଠଲସାଗୁଡିକ ଖଟୁଲି ସହିତ ଏକ ଖଣ୍ତସହାଇ ରହିଲା।
34 Nos quatro ângulos de cada base encontravam-se quatro suportes que faziam parte da mesma base.
35 ଆଉ ପ୍ରତି ଖଟୁଲି ମୁଣ୍ତସର ଅର୍ଦ୍ଧହସ୍ତ ଉଚ୍ଚ ପିତ୍ତଲର ଗୋଲାକାର ବଲଢା ଥିଲା। ଖଟୁଲି ଉପରିସ୍ଥ ଅବଲମ୍ବନ ଓ ମଧ୍ଯସଦଶ ତାହା ସହିତ ନିର୍ମିତସହାଇଥିଲା।
35 A parte superior da base era de forma circular, tendo meio côvado de altura; seus esteios formavam com os painéis uma só peça.
36 ସସଇ ଖଟୁଲିର ଓ ଫ୍ସରମର ପାଶର୍‌ବସର କିରୁବ ଦୂତଗଣଙ୍କର, ସିଂହମାନଙ୍କର ଓ ଖଜୁରୀ ଗଛର ଛବିସଖାଦିତସହାଇଥିଲା। ଏହିସବୁ ଛବିଗୁଡିକ ଖଟୁଲିର ସବୁଆଲଡସଖାଦିତ କରାୟାଇ ଥିଲା ଓ ଖଟୁଲିର ଚତୁପାଶର୍‌ବସର ଥିବା ଫ୍ସରମସର ଫୁଲସବୁସଖାଦିତସହାଇଥିଲା।
36 Nas placas dos seus esteios e dos painéis assim como no espaço livre entre estas, esculpiu querubins, leões, palmas e grinaldas circulares.
37 ହୀରମ ଦଶଟି ଖଟୁଲି ନିର୍ମାଣ କଲା। ପ୍ରଲତ୍ୟକକ ଖଟୁଲିର ଆକୃତି ଓ ଆକାର ସମାନ ଥିଲା। କାରଣ ପିତ୍ତଳକୁ ତରଳାଇସଗାଟିଏ ଛାଞ୍ଚସର ଢାଳିସସସସଗୁଡିକୁ ନିର୍ମାଣ କରିଥିଲା।
37 Desse modo fez as dez bases, todas do mesmo molde, da mesma dimensão e modelo.
38 ସସ ଦଶଟି ଖଟୁଲି ଉପଲର ରହିବା ପାଇଁ ଦଶଟି ମାଠିଆ ନିର୍ମାଣ କଲା। ପ୍ରଲତ୍ୟକକ ମାଠିଆର ବ୍ଯାସ ଗ୍ଭରିହାତ ଥିଲା ଓ ପ୍ରଲତ୍ୟକକ ମାଠିଆ ଗ୍ଭଳିଶ ମହଣ ଧାରଣ କରୁଥିଲା।
38 Fez também dez bacias de bronze, contendo cada uma quarenta batos. Cada uma tinha quatro côvados e repousava sobre um dos dez pedestais.
39 ପୁଣିସସ ମନ୍ଦିରର ଦକ୍ଷିଣ ପାଶର୍‌ବସର ପାଞ୍ଚ ଓ ବାମ ପାଶର୍‌ବସର ପାଞ୍ଚ ଖଟୁଲି ରଖିଲା। ଆଉ ଗୃହ ଦକ୍ଷିଣପୂର୍ବ କଣସର ସମୁଦ୍ର ରୂପକ ପାତ୍ର ସ୍ଥାପନ କଲା।
39 Pôs cinco pedestais do lado direito do templo e cinco do lado esquerdo. O mar foi colocado do lado direito do edifício, para o sudoeste.
40 ହୀରମ ଏହିସବୁ ପ୍ରକ୍ଷାଳନ ପାତ୍ର,ସଛାଟ କରଚୁଲ୍ଲୀ ଏବଂସଛାଟ ତାଟିଆଗୁଡିକ ନିର୍ମାଣ କଲା।ସସ ଶଲଲାମନଙ୍କ ଇଚ୍ଛାନୁସାସର ସମସ୍ତ ଜିନିଷ ତିଆରି ସମାପ୍ତ କଲା। ସଦାପ୍ରଭୁଙ୍କ ମନ୍ଦିର ନିମନ୍ଲତ ନିମ୍ନ ତାଲିକା ମୁତାବକ ଜିନିଷ ନିର୍ମିତସହଲା। ଯଥା:
40 Hirão fez também caldeirões, pás e bacias. Hirão concluiu, pois, toda a obra que o rei Salomão lhe mandara fazer para o templo do Senhor:
41 2 ଗୋଟି ସ୍ତମ୍ଭ; 2 ଗୋଟି ଗୋଲାକାର ମଣ୍ତଳୀ, ସେହି ସ୍ତମ୍ଭ ଉପରିସ୍ଥ ଆବୃତ କରିବା ପାଇଁ;
41 duas colunas, dois capitéis esféricos para o alto das colunas, duas redes para cobrir os capitéis esféricos que estão sobre as colunas;
42 2 ଗୋଟି ଜାଲି; 400 ଗୋଟି ଡାଳିମ୍ବ ଉଭୟ ଜାଲି ନିମନ୍ତେ, ପ୍ରତ୍ୟେକ ଜାଲିରେ ଦୁଇଧାଡ଼ି ଡାଳିମ୍ବ ରହିବ;
42 quatrocentas romãs para as redes, duas fileiras de romãs para cada rede, para cobrir os dois capitéis esféricos que estão no alto das colunas;
43 10 ଗୋଟି ଶଗଡ଼ରୁ ପ୍ରତ୍ୟେକ ଶଗଡ଼ରେ ଗୋଟିଏ ପକ୍ଷାଳନ ପାତ୍ର ରହିବ;
43 dez pedestais e dez bacias sobre os pedestais;
44 ସମୁଦ୍ର ପରି ଏକ ବଡ଼ କୁଣ୍ତ, ସମୁଦ୍ର ଆକୃତି କୁଣ୍ତ ତଳେ ବାରଟି ଷଣ୍ଢର ଛବି;
44 o mar, único, com os doze bois por baixo do mar;
45 ପାତ୍ରଗୁଡ଼ିକ, କରଚୁଲ୍ଲୀଗୁଡ଼ିକ ଏବଂ ତାଟିଆଗୁଡ଼ିକ ହୀରମ୍ ଦ୍ୱାରା ସଦାପ୍ରଭୁଙ୍କ ମନ୍ଦିର ପାଇଁ ତିଆରି ହୋଇଥିଲା।
45 os caldeirões, pás e bacias. Todos esses objetos que Hirão fez por ordem do rei Salomão para o templo do Senhor, eram de bronze polido.
46 ଶଲଲାମନ ସମସ୍ତ ଜିନିଷ ନିର୍ମାଣସର ବ୍ଯବହୃତ ପିତ୍ତଳକୁ ଓଜନ କଲଲ ନାହିଁ। କାରଣ ତା'ର ପରିମାଣ ଏଲତ ଅଧିକ ଥିଲାସଯ ତାହା ଓଜନ କରିବା ସମ୍ଭବ ନଥିଲା।
46 O rei mandou-os fundir na planície do Jordão, numa terra argilosa, entre Socot e Sartã.
47 ରାଜା ୟର୍ଦ୍ଦନ ପଦାସର ସୁକ୍କୋତ ଓ ସର୍ତ୍ତନ ମଧ୍ଯସ୍ଥିତ ଚିକ୍କଣ ଭୂମିଲର ତାହା ନିର୍ମାଣ କରିବାକୁ ଆଲଦଶସଦଲଲ।ସସଗୁଡିକୁ ପିତ୍ତଳ ତରଳାଇ ଓ ଛାଞ୍ଚସର ଢାଳି ତାଆରି କରାଗଲା।
47 Era tão grande o número desses objetos, que Salomão não pesou o bronze.
48 ଶଲଲାମନ ସଦାପ୍ରଭୁଙ୍କ ମନ୍ଦିର ପାଇଁ ବହତ ସାମଗ୍ରୀ ସୁବର୍ଣ୍ଣର ପାଇଲଲ। ଏଗୁଡିକ ସଦାପ୍ରଭୁଙ୍କ ମନ୍ଦିର ନିମିତ୍ତ ତିଆରିସହଲା।ସସଗୁଡିକ ଯଥା:
48 Salomão mandou ainda fabricar todos os utensílios que estariam no templo do Senhor: o altar de ouro, a mesa de ouro sobre a qual se colocavam os pães de proposição;
49 ସ୍ୱର୍ଣ୍ଣବେଦି, ବିଶେଷ ରୋଟି ରଖିବା ପାଇଁ ସ୍ୱର୍ଣ୍ଣମୟ ମେଜ, ଦକ୍ଷିଣ ପାର୍ଶ୍ୱରେ ପାଞ୍ଚୋଟି ସୁବର୍ଣ୍ଣର ଦ୍ୱୀପରୁଖା ଓ ମହାପବିତ୍ର ସ୍ଥାନର ଉତ୍ତର ପାର୍ଶ୍ୱରେ ପାଞ୍ଚୋଟି ଦ୍ୱୀପରୁଖା ସୁବର୍ଣ୍ଣର ଦ୍ୱୀପ,
49 os candelabros de ouro fino, cinco à direita e cinco à esquerda, diante do santuário, com as flores, as lâmpadas e as espevitadeiras de ouro,
50 ସୁବର୍ଣ୍ଣର ଫୁଲସବୁ, ଖାଣ୍ଟି ସୁନାର ଗ୍ଭମଚ ଓ ପାତ୍ରସବୁ ଯଥା, କଇଁଚି, କୁଣ୍ତସବୁ, ଅଙ୍ଗାରଧାନୀ ଏବଂ ଭିତର ପାଖର କବାଟ ପାଇଁ ଅର୍ଥାତ୍ ମହାପବିତ୍ର ସ୍ଥାନର ଓ ମନ୍ଦିରର ମୂଖ୍ୟ କୋଠରୀର କବାଟ ପାଇଁ ସୁବର୍ଣ୍ଣର କ‌ବ୍‌ଜା ନିର୍ମାଣ କଲେ।
50 os copos, as facas, as bacias, as colheres e os cinzeiros de ouro fino, e os gonzos de ouro para os batentes da porta do santuário, o Santo dos Santos, e da porta do templo, o Santo.
51 ଏହିରୂଲପ ସଦାପ୍ରଭୁଙ୍କ ମନ୍ଦିରର ସମସ୍ତ କାର୍ୟ୍ଯ ରାଜା ଶଲଲାମନ ସଂପୂର୍ଣ କଲଲ।ସସ ମନ୍ଦିର ନିମନ୍ଲତ ଉତ୍ସର୍ଗିତ କରିଥିବା ସମସ୍ତ ସାମଗ୍ରୀ, ଯଥା: ରୂପା, ସୁନା ଓ ପାତ୍ରଗୁଡିକ ତାଙ୍କ ପ୍ରତି ଦାଉଦଙ୍କ ଦ୍ବାରା ସଦାପ୍ରଭୁଙ୍କ ମନ୍ଦିରରସକାଷାଗରସର ରଖିଲଲ।
51 Assim foram concluídos todos os trabalhos empreendidos pelo rei Salomão para o templo do Senhor. E Salomão mandou então que se trouxesse tudo o que Davi, seu pai, tinha consagrado: a prata, o ouro e os utensílios, e colocou-os nas reservas do templo do Senhor.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Reis 7, comparar traduções ou montar um estudo — tudo direto pelo WhatsApp.