1 Reis 6

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଇଶ୍ରାୟେଲୀୟମାନେ ମିଶର ପରିତ୍ଯାଗ କରିବା ପରେ ଶଲୋମନଙ୍କର ଇଶ୍ରାୟେଲ ଉପରେ ରାଜତ୍ବର ଚତୁର୍ଥ ବର୍ଷ ରେ ଓ ସିବ୍ ନାମକ ବର୍ଷର ଦ୍ବିତୀୟ ମାସ ରେ ସେ ସଦାପ୍ରଭୁଙ୍କ ସମ୍ମାନାର୍ଥେ 480 ବର୍ଷ ପର୍ୟ୍ଯନ୍ତ ମନ୍ଦିର ନିର୍ମାଣ କାର୍ୟ୍ଯ ଲାଗିଲା।
1 No ano quatrocentos e oitenta depois da saída dos filhos de Israel do Egito, Salomão, no quarto ano do seu reinado, no mês de Ziv, que é o segundo mês, empreendeu a construção do templo do Senhor.
2 ଶଲୋମନ ସଦାପ୍ରଭୁଙ୍କ ସମ୍ମାନାର୍ଥେ ଯେଉଁ ମନ୍ଦିର ନିର୍ମାଣ କଲେ ତାହାର ଲମ୍ବ ଷାଠିଏ ହାତ, ପ୍ରସ୍ଥ କୋଡିଏ ହାତ ଓ ଉଚ୍ଚତା ତିରିଶ ହାତ ଥିଲା।
2 O templo que o rei Salomão edificou ao Senhor tinha sessenta côvados de comprimento, vinte de largura e trinta de altura.
3 ଆଉ ମନ୍ଦିରର ପବିତ୍ରସ୍ଥାନ ସମ୍ମୁଖସ୍ଥ ବାରଣ୍ତା, କୋଡିଏ ହାତ ଦୀର୍ଘ ଓ ପ୍ରସ୍ଥ ଦଶ ହାତ ଥିଲା।
3 O pórtico, à entrada do templo, tinha vinte côvados de comprimento, o que igualava a largura do templo, e dez côvados de largura na frente do edifício.
4 ମନ୍ଦିରର ଝରକାଗୁଡିକ ସଂକୀର୍ଣ ଥିଲା। ଏ ଗୁଡିକ ବାହାରକୁ ସଂକୀର୍ଣ ଓ ଭିତରକୁ ପ୍ରଶସ୍ତ ଥିଲା ଓ ଏଥି ରେ ଜାଲିକାମ ହାଇେଥିଲା।
4 O rei fez no templo janelas com grades de madeira.
5 ଶଲୋମନ ମନ୍ଦିର ମୂଖ୍ଯ ପାଶର୍‌ବ ରେ ଏକ ଧାଡି ରେ କଠାେରୀ ନିର୍ମାଣ କଲେ। ଏହା କଠାେରୀଗୁଡିକ ଗୋଟିଏ ଉପରେ ଆଉ ଗୋଟିଏ ରହିଲା। ସହେି ଧାଡିର କୋଠରିଗୁଡିକ ତିନି ମହଲା ଉଚ୍ଚ ଥିଲା।
5 Construiu, encostados às paredes do edifício, andares que rodeavam o templo e o santuário. Cercou assim o edifício de quartos laterais.
6 କଠାେରୀଗୁଡିକ ମନ୍ଦିରର କାନ୍ଥକୁ ଲାଗିଥିଲା। କିନ୍ତୁ ସଗେୁଡିକର କଢିକାଠଗୁଡିକ କାନ୍ଥ ଭିତରକୁ ଲାଗି ନଥିଲା। ସହେି ମନ୍ଦିରର କାନ୍ଥଟି ଉପରକୁ ସରୁ ହାଇେ ୟାଇଥିଲା। କୋଠରୀକୁ ଲାଗିଥିବା କାନ୍ଥଗୁଡିକ ଏହାର ମୂଳ କାନ୍ଥରୁ ସରୁ ଥିଲା। ତଳ ମହଲାର କଠାେରୀଗୁଡିକ ପାଞ୍ଚ ହାତ ଓସାର, ପ୍ରଥମ ମହଲାର କଠାେରୀଗୁଡିକ ଛଅ ହାତ ଓସାର ବିଶିଷ୍ଟ ଓ ଦ୍ବିତୀୟ ମହଲାର କଠାେରୀଗୁଡିକ ସାତ ହାତ ବିଶିଷ୍ଟ ଥିଲା।
6 O andar inferior tinha cinco côvados de largura, o do meio seis e o terceiro sete, porque se tinham posto encostas nos muros exteriores do templo para evitar que as vigas entrassem nas paredes do edifício.
7 ସହେି ଗୃହର କାନ୍ଥ ନିର୍ମାଣ ରେ ବୃହତ୍ ପ୍ରସ୍ତରମାନ ବ୍ଯବହୃତ ହାଇେଥିଲା। ବ୍ଯବହୃତ ପ୍ରସ୍ତରଗୁଡିକ ଖଣି ରେ କଟାୟାଇ ଥିବାରୁ ମନ୍ଦିର ନିର୍ମାଣ ସମୟରେ ହାତୁଡି କିମ୍ବା କଟାଳି ଆଦି ଶଦ୍ଦ ଶୁଣା ଯାଉ ନ ଥିଲା।
7 Na construção do templo só se empregaram pedras lavradas na pedreira, de sorte que não se ouvia durante os trabalhos da construção barulho algum de martelo, de cinzel ou de outro qualquer instrumento de ferro.
8 ତଳ କଠାେରୀଗୁଡିକର ପ୍ରବେଶ ପଥ ଦକ୍ଷିଣ ଦିଗ ରେ ଥିଲା। ପୁଣି ଲୋକମାନେ ଘୂର୍ଣିତ ସୋପାନ ଦଇେ ମଧ୍ଯମ ଚଟାଣ କୋଠରୀଗୁଡିକୁ ଓ ତୃତୀୟ ଚଟାଣ ରେ କଠାେରୀଗୁଡିକୁ ଯାଉଥିଲେ।
8 A entrada do andar inferior encontrava-se do lado direito do edifício. Subia-se por uma escada em espiral ao andar do meio, e deste ao terceiro.
9 ଏହିପରି ସେ ମନ୍ଦିର ନିର୍ମାଣ କାର୍ୟ୍ଯ ସମାପନ କଲେ ଓ ଏରସ କାଠର କଡି ଓ ପଟାଦ୍ବାରା ମନ୍ଦିରକୁ ଆଚ୍ଛାଦନ କଲେ।
9 Terminado o edifício, Salomão recobriu-o de tábuas e de forros de cedro.
10 ସେ ମଧ୍ଯ ମନ୍ଦିର ଗ୍ଭରିପଟେ କଠାେରୀ ନିର୍ମାଣର କାର୍ୟ୍ଯ ଶଷେ କଲେ। ପ୍ରେତ୍ୟକକ ମହଲାର ଉଚ୍ଚତା ପାଞ୍ଚହାତ ଥିଲା। ଏରସ କାଠର କଡିକାଠଗୁଡିକ ମନ୍ଦିରର କାନ୍ଥକୁ ସ୍ପର୍ଶ କରୁଥିଲା।
10 Os andares que construiu encostados em todo o edifício eram de cinco côvados de altura cada um e foram ligados ao templo por traves de cedro.
11 ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ଶଲୋମନଙ୍କ ନିକଟରେ ଉପସ୍ଥିତ ହେଲା।
11 A palavra do Senhor foi então dirigida a Salomão nestes termos:
12 ତୁମ୍ଭେ ତ ଆମ୍ଭ ପାଇଁ ଗୃହ ନିର୍ମାଣ କଲ। ଯଦି ତୁମ୍ଭେ ଆମ୍ଭର ସମସ୍ତ ବିଧି ଅନୁସାରେ ପରିଗ୍ଭଳିତ ହବେ, ଆମ୍ଭର ସମସ୍ତ ବ୍ଯବସ୍ଥା ରକ୍ଷା କରିବ ଓ ଆମ୍ଭର ଆଜ୍ଞାସବୁ ପାଳନ କରି ତଦନୁସା ରେ ଗ୍ଭଲିବ ତବେେ ତୁମ୍ଭ ପିତା ଦାଉଦଙ୍କୁ ଯାହା କହିଅଛୁ, ସହେି ବାକ୍ଯ ଆମ୍ଭେ ତୁମ୍ଭ ପ୍ରତି ସଫଳ କରିବୁ।
12 Esta casa que tu edificas... se obedeceres às minhas leis, praticares os meus mandamentos e observares todos os meus preceitos, seguindo-os cuidadosamente, eu cumprirei em ti as promessas que fiz ao teu pai Davi:
13 ଇଶ୍ରାୟେଲର ସନ୍ତାନଗଣ ମଧିଅରେ ଆମ୍ଭେ ମନ୍ଦିର ରେ ବାସ କରିବା, ଯେଉଁଟାକି ତୁମ୍ଭେ ଆମ୍ଭ ପାଇଁ ନିର୍ମାଣ କରିଛ ଏବଂ ଆମ୍ଭେ ଆପଣ ଇଶ୍ରାୟେଲର ଲୋକମାନଙ୍କୁ ପରିତ୍ଯାଗ କରିବା ନାହିାଁ
13 permanecerei no meio dos israelitas e não abandonarei Israel, meu povo.
14 ଏହିରୂପେ ଶଲୋମନ ମନ୍ଦିର ନିର୍ମାଣ କାର୍ୟ୍ଯ ସମାପନ କଲେ।
14 Salomão terminou a construção do templo.
15 ମନ୍ଦିରର ଭିତର ପାଖ ପଥର କାନ୍ଥଗୁଡିକ ଏରସ କାଠର ପଟା ରେ ଆଚ୍ଛାଦିତ ହାଇେଥିଲା। ଗୋଟିଏ ବି ପଥର ଦଖାଗେଲା ନାହିଁ। କାନ୍ଥକୁ ଆଚ୍ଛାଦନ କରିଥିବା ଏରସ କାଠ ପଟାଗୁଡିକରେ ଫୁଲ ଓ ଲତାର ଛବି ଖାଦେନ କରାଗଲା।
15 Forrou o interior das paredes do edifício com placas de cedro, desde o pavimento até o teto; revestiu assim de madeira todo o interior e cobriu o pavimento com tábuas de cipreste.
16 ସହେି ମନ୍ଦିରର ପଶ୍ଚାତ୍ ଭାଗ ରେ ଭିତରକୁ କୋଡିଏ ହାତ ର୍ଦୈଘ୍ଯର ଏକ କଠାେରୀ ନିର୍ମିତ ହେଲା ଓ ତା'ର ଚଟାଣରୁ କାନ୍ଥର ଛାତ ପର୍ୟ୍ଯନ୍ତ ଏରସ କାଠର ପଟା ରେ ଆଚ୍ଛାଦିତ ହେଲା। ଏହା ମଧ୍ଯ କଠାେରୀଟି ମହାପବିତ୍ରସ୍ଥାନ ନାମ ରେ କଥିତ ହେଲା।
16 Revestiu de tábuas de cedro, a partir do fundo do templo, desde o pavimento até o teto, um espaço de vinte côvados, que destinou ao santuário, ou santo dos santos.
17 ମହାପବିତ୍ର ସ୍ଥାନର ସମ୍ମୁଖସ୍ଥ କଠାେରୀ ମନ୍ଦିରର ମୁଖ୍ଯ ଅଂଶ ଥିଲା ଓ ଏହା ଗ୍ଭଳିଶ ହାତ ଲମ୍ବ ଥିଲା।
17 Os quarenta côvados restantes constituíam a parte anterior do templo.
18 ସହେି ଗୃହର କାନ୍ଥଗୁଡିକ ଏରସ କାଠର କଳିକା ରେ ଆଚ୍ଛାଦିତ ହେଲା ଓ ପଥର ଦଖାଗେଲାନାହିଁ। ସହେି କାନ୍ଥଗୁଡିକୁ ଆଚ୍ଛାଦନ କରିଥିବା ପଟାଗୁଡିକରେ ଫୁଲ ଓ ଲତାର ଛବି ଖୋଦିତ କରାଗଲା।
18 Dentro do edifício o cedro era esculpido de coloquíntidas e flores abertas; tudo era de cedro; não se via a pedra.
19 ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ସ୍ଥାପାନାର୍ଥେ ମନ୍ଦିରର ଭିତର ଭାଗ ରେ ଏକ କୋଠରୀ ପ୍ରସ୍ତୁତ କଲେ।
19 Salomão dispôs o santuário no interior do templo, bem ao fundo, para ali colocar a arca da aliança do Senhor.
20 ଏହି ଗର୍ଭାଗାରଟି କୋଡିଏ ହାତ ଦୀର୍ଘ, କୋଡିଏ ହାତ ଚଉଡା ଓ କୋଡିଏ ହାତ ଉଚ୍ଚ ଥିଲା।
20 O santuário tinha por dentro vinte côvados de comprimento, vinte de largura e vinte de altura. Salomão revestiu-o de ouro fino, e cobriu o altar de cedro.
21 ଶ ଲୋମନ ଶୁଦ୍ଧ ସୁବର୍ଣ୍ଣ ରେ ଏହି କଠାେରୀକୁ ଆଚ୍ଛାଦନ କଲେ। ସେ ସମ୍ମୁଖ ରେ ଏକ ଧୂପବଦେି ନିର୍ମାଣ କଲେ। ଏହି ବଦେିଟି ଏହି କଠାେରୀ ସମ୍ମୁଖ ରେ ନିର୍ମିତ କଲେ। ଏହି ବଦେିଟି ଏହି କୋଠରୀ ସମ୍ମୁଖ ରେ ନିର୍ମିତ ହେଲା। ଏହାକୁ ସୁବର୍ଣ୍ଣ ରେ ଆବୃତ କରାଗଲା ଓ ଏହାର ଗ୍ଭରିପଟେ ସୁବର୍ଣ୍ଣ ଜଞ୍ଜିରମାନ ଗୁଡାଇଲେ। କିରୁବ ଦୂତମାନଙ୍କର ଦୁଇଟି ପ୍ରତିମୂର୍ତ୍ତି ସହେି ଗର୍ଭାଗାର ରେ ରହିଲା ଓ ସଗେୁଡିକ ମଧ୍ଯ ସୁବର୍ଣ୍ଣ ମଣ୍ତିତ ହେଲା।
21 Revestiu de ouro fino o interior do edifício e fechou com cadeias de ouro a frente do santuário, que era também revestido de ouro.
22 ସମଗ୍ର ମନ୍ଦିରଟି ସୁବର୍ଣ୍ଣ ମଣ୍ତିତ ହେଲା ଓ ମହାପବିତ୍ର ସ୍ଥାନର ସମ୍ମୁଖସ୍ଥ ଧୂପବଦେି ମଧ୍ଯ ସୁବର୍ଣ ରେ ଆଚ୍ଛାଦିତ ହେଲା।
22 A casa ficou assim inteiramente coberta de ouro, como também toda a superfície do altar que estava diante do santuário.
23 ବଢଇମାନେେ ଜିତ କାଠ ରେ ଦଶହାତ ଉଚ୍ଚତା ବିଶିଷ୍ଟ ଦୁଇଟି କିରୁବ ଦୂତଗଣ ନିର୍ମାଣ କଲେ ଓ ସହେି ପକ୍ଷବିଶିଷ୍ଟ କିରୁବ ଦୂତ ଦୁଇଟିକୁ ସହେି ମହାପବିତ୍ର ସ୍ଥାନ ରେ ସ୍ଥାପନ କଲେ।
23 Fez no santuário dois querubins de pau de oliveira, que tinham dez côvados de altura.
24 ଉଭୟ କିରୁବ ଦୂତ ଏକା ପରି ଥିଲେ।
24 Cada uma das asas dos querubins tinha cinco côvados, o que fazia dez côvados da extremidade de uma asa à extremidade da outra.
25 ପ୍ରେତ୍ୟକକ କିରୁବ ଦୂତଙ୍କର ଦୁଇଟି ଲଖାଏଁେ ପକ୍ଷ ଥିଲା।
25 O segundo querubim tinha também dez côvados; os dois tinham a mesma forma e as mesmas dimensões.
26 ପ୍ରେତ୍ୟକକ ପକ୍ଷ ପାଞ୍ଚହାତ ଲମ୍ବ ଥିଲା ଓ ଏକ ପକ୍ଷର ଅଗ୍ରଭାଗରୁ ଅନ୍ୟ ପକ୍ଷର ଅଗ୍ରଭାଗ ପର୍ୟ୍ଯନ୍ତ ଦଶହାତ ଦୁରତା ଥିଲା।
26 Um e outro tinham dez côvados de altura.
27 ସହେି କିରୁବଦ୍ବଯ ଗର୍ଭାଗାର ମଧିଅରେ ରଖାୟାଇଥିଲା। ସହେି କିରୁବଦ୍ବଯର ପକ୍ଷ ଏପରି ବିସ୍ତୀର୍ଣ୍ଣ ହାଇେଥିଲା ଯେ ଗୋଟିଏର ପକ୍ଷ ଏକ କାନ୍ଥକୁ ଓ ଅନ୍ୟଟିର ପକ୍ଷ ଅନ୍ୟ କାନ୍ଥକୁ ସ୍ପର୍ଶ କରୁଥିଲା। ପୁଣି ଗୃହ ମଧିଅରେ ସମାନଙ୍କେର ପକ୍ଷ ପରସ୍ପରକୁ ସ୍ପର୍ଶ କରୁଥିଲା।
27 Salomão pô-los no fundo do templo, no santuário. Tinham as asas estendidas, de sorte que uma asa do primeiro tocava uma das paredes e uma asa do segundo tocava a outra parede, enquanto as outras duas asas se encontravam no meio do santuário.
28 ସହେି କିରୁବ ଦୁଇଟି ମଧ୍ଯ ସୁବର୍ଣ୍ଣ ରେ ଆଚ୍ଛାଦିତ ହାଇେଥିଲେ।
28 Revestiu também de ouro os querubins.
29 ମୂଖ୍ଯ କଠାେରୀର ଓ ଭିତର କଠାେରୀର କାନ୍ଥଗୁଡିକ ଗ୍ଭରିପାଖ ରେ କିରୁବ ଦୂତଗଣ, ଖଜୁର୍ର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଛବି ଖାଦେିତ ହାଇେଥିଲା।
29 Mandou esculpir em relevo em todas as paredes da casa, ao redor, no santuário como no templo, querubins, palmas e flores abertas.
30 ଉଭୟ କୋଠରୀର ଚଟାଣ ମଧ୍ଯ ସୁବର୍ଣ୍ଣ ରେ ଆବୃତ ହାଇେଥିଲା।
30 Cobriu de ouro o pavimento do edifício, tanto o do santuário como o do templo.
31 ମାହାପବିତ୍ର ସ୍ଥାନର କବାଟ ଜିତ କାଠ ରେ ନିର୍ମିତ ହାଇେଥିଲା, ଦୁଆରବନ୍ଧଟିର ପାଞ୍ଚଟି ପାଖ ଥଲା।
31 Pôs à porta do santuário vigas de pau de oliveira; o seu enquadramento com as ombreiras ocupava a quinta parte da parede.
32 ଏହିରୂପେ ସେ ଜିତ କାଠ ରେ ଦୁଇଟି କବାଟ କଲେ, ତହିଁ ଉପରେ କିରୁବ ଦୂତଗଣ, ଖଜୁର୍ର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଆକୃତି ଖୋଦନ କଲେ ଓ ତାକୁ ସୁବର୍ଣ ରେ ମଣ୍ତନ କଲେ।
32 Nos dois batentes de pau de oliveira mandou esculpir querubins, palmas e flores desabrochadas, e cobriu-as de ouro; cobriu de ouro tanto os querubins como as palmas.
33 ମୁଖ୍ଯ କଠାେରୀର ପ୍ରବେଶ ଦ୍ବାର ରେ ଜିତ କାଠର କବାଟ ନିର୍ମାଣ କଲେ। ଦୁଆରବନ୍ଧଟି ବର୍ଗାକାର ଥିଲା।
33 Para a porta do templo fez vigas de pau de oliveira que ocupavam a quarta parte da parede,
34 ତତ୍ପରେ ସେ ଦବଦୋରୁ କାଠ ରେ ଦୁଇଟି କବାଟ କଲେ।
34 bem como dois batentes de madeira de cipreste, sendo cada batente formado de duas folhas móveis.
35 ପ୍ରେତ୍ୟକକ କବାଟର ଦୋହରା ଥିଲା ଓ ପ୍ରତି କବାଟରେ କିରୁବ ଦୂତଗଣ, ଖଜୁର୍ର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଆକୃତି ଖାଦେିତ ହାଇେଥିଲା ଓ ସହେି ଖାଦେିତ ଆକୃତିଗୁଡିକୁ ସୁବର୍ଣ୍ଣ ରେ ମଣ୍ତନ କରାଗଲା।
35 Mandou esculpir nelas querubins, palmas e flores desabrochadas, e cobriu tudo de ouro, ajustado às esculturas.
36 ତା'ପରେ ସେ ଭିତର ଅଗଣା ଗ୍ଭରିପଟେ କାନ୍ଥ ଦେଲେ। ପ୍ରେତ୍ୟକକ କାନ୍ଥ ତିନି ଧାଡି କଟା ପଥର ରେ ଓ ଏକଧାଡି ଏରସ କାଠର କଡି ରେ କରାଗଲା।
36 Construiu, ao redor do átrio interior, um muro de três ordens de pedras talhadas e uma fileira de traves de cedro.
37 ଶଲୋମନଙ୍କ ରାଜତ୍ବର ଚତୁର୍ଥ ବର୍ଷ ରେ ଓ ବର୍ଷର ଦ୍ବିତୀୟ ମାସ ସିବ୍ ମାସ ରେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପିତ ହେଲା।
37 No mês de Ziv do quarto ano de reinado, foram lançados os fundamentos do templo do Senhor,
38 ପୁଣି ତାଙ୍କ ରାଜତ୍ବର ଏକାଦଶ ବର୍ଷ ରେ, ବୂଲ ନାମକ ବର୍ଷର ଅଷ୍ଟମ ମାସ ରେ ନିରୂପିତ ଆକୃତି ଅନୁସାରେ ସମୁଦାଯ ମନ୍ଦିରର ନିର୍ମାଣ କାର୍ୟ୍ଯ ସମାପ୍ତ ହେଲା। ଏହିରୂପେ ମନ୍ଦିର ନିର୍ମାଣ କରିବା ରେ ତାଙ୍କୁ ସାତବର୍ଷ ଲାଗିଲା।
38 e no ano undécimo, no mês de Bul, que é o oitavo mês, foi o templo acabado em todas as suas partes e em todos os seus pormenores. O templo foi construído em sete anos.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Reis 6, comparar traduções ou montar um estudo — tudo direto pelo WhatsApp.