1 Reis 5
Oriya Bible (GL_ORIYA) vs NVI
1 ସୋରର ରାଜା ହୀରମ୍ ଦାଉଦଙ୍କର ସାଙ୍ଗ ଥିଲେ। ଯେତବେେଳେ ସେ ଶୁଣିବାକୁ ପାଇଲେ ଯେ, ତାଙ୍କ ପିତା ଦାଉଦ୍ଙ୍କ ପରେ ଶ ଲୋମନ ନୂଆ ରାଜା ରୂପେ ଅଭିଷିକ୍ତ ହାଇେଛନ୍ତି, ସେ ତାଙ୍କ ବାର୍ତ୍ତାବାହାକମାନଙ୍କୁ ତାଙ୍କ ନିକଟକୁ ପଠାଇଲେ।
1 Quando Hirão, rei de Tiro, soube que Salomão tinha sido ungido rei, mandou seus conselheiros a Salomão, pois sempre tinha sido amigo leal de Davi.
2 ଶଲୋମନ ହରୀମ୍ ନିକଟକୁ ଏହିକଥା କହି ପଠାଇଲେ,
2 Salomão enviou esta mensagem a Hirão:
3 ଆପଣ ଜାଣନ୍ତି ମାରେପିତା ଦାଉଦ ସଦାପ୍ରଭୁ ତାଙ୍କ ପରମେଶ୍ବରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରିପାରିଲେ ନାହିଁ। ସେ କରିବାକୁ ଅସମର୍ଥ ହେଲେ, କାରଣ ତାଙ୍କ ଚତୁର୍ଦ୍ଦିଗ ରେ ଘରେି ରହିଥିବା ଶତୃମାନଙ୍କ ସହିତ ବାସ ସର୍ବଦା ୟୁଦ୍ଧ ରେ ବ୍ଯସ୍ତ ଥିଲେ ଓ ସଦାପ୍ରଭୁ ଶତୃଗଣଙ୍କୁ ତାଙ୍କ ହସ୍ତ ରେ ପରାସ୍ତ କରାଇବେ ବୋଲି ଅପେକ୍ଷା କରି ରହିଥିଲେ।
3 "Tu bem sabes que foi por causa das guerras travadas de todos os lados contra meu pai Davi que ele não pôde construir um templo em honra do nome do Senhor, o seu Deus, até que o Senhor pusesse os seus inimigos debaixo dos seus pés.
4 ମାତ୍ର ଏବେ ସଦାପ୍ରଭୁ ମାରେ ପରମେଶ୍ବର ଚତୁର୍ଦ୍ଦିଗ ରେ ଶାନ୍ତି ଦଇେ ଅଛନ୍ତି। ବର୍ତ୍ତମାନ ମାରେଶତୃ କହେି ନାହାଁନ୍ତି କି ବିପଦର ଆଶଙ୍କା ନାହିଁ।
4 Mas agora o Senhor, o meu Deus, concedeu-me paz em todas as fronteiras, e não tenho que enfrentar nem inimigos nem calamidades.
5 ସଦାପ୍ରଭୁ ମାରେ ପିତା ଦାଉଦଙ୍କୁ ଶପଥ କରିଥିଲେ, 'ଆମ୍ଭେ ତୁମ୍ଭ ବଦଳ ରେ ତୁମ୍ଭ ପୁତ୍ରକୁ ସିଂହାସନ ରେ ବସାଇବା। ତୁମ୍ଭ ପୁତ୍ର ଆମ୍ଭ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବ।' ମୁଁ ବର୍ତ୍ତମାନ ସଦାପ୍ରଭୁ ମାରେପରମେଶ୍ବରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରିବାକୁ ମନସ୍ଥ କରିଛି।
5 Pretendo, por isso, construir um templo em honra do nome do Senhor, do meu Deus, conforme o Senhor disse a meu pai Davi: ‘O seu filho, a quem colocarei no trono em seu lugar, construirá o templo em honra do meu nome’.
6 ତେଣୁ ଏବେ ମାେ ପାଇଁ ଲିବା ନୋନରୁ ଏରସ ବୃକ୍ଷ କାଟିବାକୁ ଆପଣ ଲୋକ ପଠାନ୍ତୁ। ମାରେଲୋକମାନେ ଆପଣଙ୍କ ଲୋକମାନଙ୍କ ସଙ୍ଗ ରେ ଥିବେ; ପୁଣି ଆପଣଙ୍କ କହିବାନୁସା ରେ ମୁଁ ଆପଣଙ୍କ ଲୋକମାନଙ୍କୁ ମୂଲ ଦବେି; କାରଣ ଆପଣ ଜାଣନ୍ତି କାଠ କାଟିବା କାର୍ୟ୍ଯ ରେ ସୀଦୋନୀଯମାନଙ୍କ ପରି ନିପୁଣ ଲୋକ ଆମ୍ଭମାନଙ୍କ ମଧିଅରେ କହେି ନାହିଁ।
6 "Agora te peço que ordenes que cortem para mim cedros do Líbano. Os meus servos trabalharão com os teus, e eu pagarei a teus servos o salário que determinares. Sabes que não há entre nós ninguém tão hábil em cortar árvores quanto os sidônios".
7 ଯେତବେେଳେ ହୀରମ ଏହିକଥା ଶୁଣିଲେ ସେ ଅତ୍ଯନ୍ତ ଆନନ୍ଦିତ ହେଲେ ଓ କହିଲେ, ମୁଁ ସଦାପ୍ରଭୁଙ୍କୁ ଧନ୍ଯବାଦ ଦେଉଛି, ଯେ ସେ ମହାନ ଦେଶ ଉପରେ ଶାସନ କରିବାକୁ ଦାଉଦଙ୍କୁ ଏକ ଜ୍ଞାନବାନ୍ ପୁତ୍ର ଦଇେଛନ୍ତି।
7 Hirão ficou muito alegre quando ouviu a mensagem de Salomão, e exclamou: "Bendito seja o Senhor, pois deu a Davi um filho sábio para governar essa grande nação".
8 ତା'ପରେ ହୀରମ ଶଲୋମନଙ୍କ ନିକଟକୁ ଏହି ବାର୍ତ୍ତା ସହିତ ଏକ ବାର୍ତ୍ତାବହକୁ ପଠାଇଲେ। ରାଜା ଶଲୋମନ ଯାହା ଆଶା କରନ୍ତି, ମୁଁ ଶୁଣିଲି, ମୁଁ ଏରସବୃକ୍ଷ ଓ ଦବଦୋରୁ କାଠ ଦବୋପାଇଁ ଯାଉଛି, ତୁମ୍ଭର କାମ ପୂରଣ କରିବା ପାଇଁ।
8 E Hirão respondeu a Salomão: "Recebi a mensagem que me enviaste e atenderei ao teu pedido, enviando-lhe madeira de cedro e de pinho.
9 ମାରେ ଲୋକମାନେ ଲିବାନୋନଠାରୁ ସମୁଦ୍ର ପର୍ୟ୍ଯନ୍ତ ତାହା ଆଣିବେ; ପୁଣି ଆପଣଙ୍କ ନିରୂପିତ ସ୍ଥାନ ରେ ମୁଁ ସମୁଦ୍ର ପଥରେ ଭଳୋବାନ୍ଧି ପଠାଇ ସଠାେରେ ଫିଟାଇ ଦବେି, ସଠାରୁେ ଆପଣ ନଇେଯିବେ। ଏବଂ ମାରେ ରାଜକୀଯ ପ୍ରାସାଦକୁ ଖାଦ୍ୟ ପଠାଇ ମାେ ପ୍ରତି ଅନୁକମ୍ପା କରିବେ।
9 Meus servos levarão a madeira do Líbano até o mar, e eu a farei flutuar em jangadas no mar até o lugar que me indicares. Ali eu a deixarei e tu poderás levá-la. E em troca, fornecerás alimento para a minha corte".
10 ତେଣୁ ହରୀମ ଶ ଲୋମନଙ୍କୁ ସମସ୍ତ ଏରସକାଠ ଓ ଶିଟୀମ କାଠ ଦେଲେ। ଯାହା ସେ ଦରକାର କଲେ।
10 Assim Hirão se tornou fornecedor de toda a madeira de cedro e de pinho que Salomão desejava,
11 ଶଲୋମନ ଏହି ସବୋ ବଦଳ ରେ 20,000 ମହଣ ଗହମ ଓ 20,000 ମହଣ ଅଲିଭତୈଳ ରାଜପ୍ରାସାଦକୁ ଦେଲେ। ଶଲୋମନ ଏହା ମୂଲ୍ଯ ରେ ଖାଦ୍ୟ ବର୍ଷ ପରେ ବର୍ଷ ହୀରମକୁ ପଠାଇଲେ।
11 e Salomão deu a Hirão vinte mil tonéis de trigo para suprir de mantimento a sua corte, além de vinte mil tonéis de azeite de oliva puro. Era o que Salomão dava anualmente a Hirão.
12 ପୁଣି ସଦାପ୍ରଭୁ ଶ ଲୋମନକୁ ପ୍ରତିଜ୍ଞାନୁସା ରେ ଜ୍ଞାନ ଦେଲେ ଆଉ ହୀରମ ଓ ଶଲୋମନଙ୍କ ମଧିଅରେ ସନ୍ଧି ହେଲା ଓ ସେ ଦୁ ହେଁ ପରସ୍ପର ଚୁକ୍ତି କଲେ।
12 O Senhor deu sabedoria a Salomão, como lhe havia prometido. Houve paz entre Hirão e Salomão, e os dois fizeram um tratado.
13 ରାଜା ଶଲୋମନ ବେଠିକର୍ମ ପାଇଁ 30,000 ଲୋକଙ୍କୁ ବାଧ୍ଯ କଲେ।
13 O rei Salomão arregimentou trinta mil trabalhadores de todo o Israel.
14 ରାଜା ଶଲୋମନ ଆଦୋନୀରାମ୍କୁ ଶ୍ରମିକମାନଙ୍କ ଅଧ୍ଯକ୍ଷ ରୂପେ ନିୟୁକ୍ତି କଲେ। ରାଜା ସସସ୍ତ ଲୋକମାନଙ୍କୁ ତିନି ଭାଗ ରେ ବିଭକ୍ତ କଲେ। ପ୍ରତି ଦଳ ରେ 10,000 ଲୋକ ରହିଲେ। ଏହି ଲୋକମାନେ ମା ସେ ଲଖାେଁଏ ଲିବାନୋନ ରେ ଓ ଦୁଇମାସ ଲୋଖାଁଏ ଘ ରେ ରହିଲେ।
14 Ele os mandou para o Líbano em grupos de dez mil por mês, e eles se revezavam: passavam um mês no Líbano e dois em casa. Adonirão chefiava o trabalho.
15 ପଥର କାଟିବା ରେ 80,000 ଲୋକ ନିୟୁକ୍ତି ହେଲେ ଓ 70,000 ଲୋକ ପଥର ବୋହିବା ରେ ନିୟୁକ୍ତି ହେଲେ।
15 Salomão tinha setenta mil carregadores e oitenta mil cortadores de pedra nas colinas,
16 ଏହା ଛଡା କର୍ମକାରୀ ଲୋକମାନଙ୍କ ଉପରେ 3 ,300 ଲୋକ ପ୍ରଧାନ କାର୍ୟ୍ଯଧ୍ଯକ୍ଷ ନିୟୁକ୍ତି ହେଲେ।
16 bem como três mil e trezentos capatazes que supervisionavam o trabalho e comandavam os operários.
17 ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ରାଜା ଶଲୋମନ ଏକ ବଡ ପଥର କାଟିବା ପାଇଁ ସମାନଙ୍କେୁ ଆଦେଶ ଦେଲେ।
17 Por ordem do rei retiravam da pedreira grandes blocos de pedra de ótima qualidade para servirem de alicerce de pedras lavradas para o templo.
18 ଶଲୋମନଙ୍କର ଓ ହୀରମଙ୍କର ରାଜମିସ୍ତ୍ରୀମାନେ ଓ ବାବିଲୀଯ ଲୋକମାନେ ପଥରଗୁଡିକୁ ଖାଦେନ କଲେ। ଏହି ରୂପେ ସମାନେେ ମନ୍ଦିର ନିର୍ମାଣ ନିମନ୍ତେ କାଠ ଓ ପ୍ରସ୍ତର ପ୍ରସ୍ତୁତ କଲେ।
18 Os construtores de Salomão e de Hirão e os homens de Gebal cortavam e preparavam a madeira e as pedras para a construção do templo.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Reis 5, comparar traduções ou montar um estudo — tudo direto pelo WhatsApp.