1 Reis 3
Oriya Bible (GL_ORIYA) vs NVI
1 ତା'ପରେ ଶଲୋମନ ମିଶରର ରାଜା ସହିତ ଚୁକ୍ତି କରି ଫାରୋଙ୍କ କନ୍ଯାକୁ ବିବାହ କଲେ ଓ ତାକୁ ଦାଉଦ ନଗରକୁ ଆଣିଲେ। ସହେି ସମୟରେ ସେ ନିଜ ପାଇଁ ପ୍ରସାଦ ଓ ସଦାପ୍ରଭୁଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରୁଥିଲେ। ସେ ମଧ୍ଯ ୟିରୁଶାଲମର ଚତୁର୍ଦ୍ଦିଗ ରେ ଏକ ପ୍ରାଚୀର ନିର୍ମାଣ କରୁଥିଲେ।
1 Salomão aliou-se ao faraó, rei do Egito, casando-se com a filha dele. Ele a trouxe à cidade de Davi até terminar a construção do seu palácio e do templo do Senhor, e do muro em torno de Jerusalém.
2 କିନ୍ତୁ ସେ ପର୍ୟ୍ଯନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମନ୍ଦିର ନିର୍ମାଣ କାର୍ୟ୍ଯ ଶଷେ ହାଇେ ନ ଥିଲା। ତେଣୁ ଲୋକମାନେ ନାନା ଉଚ୍ଚସ୍ଥାନ ରେ ବଳିଦାନ କରୁଥିଲେ।
2 O povo, porém, sacrificava nos lugares sagrados, pois ainda não tinha sido construído um templo em honra do nome do Senhor.
3 ଶଲୋମନ ନିଜ ପିତା ଦାଉଦଙ୍କ ବିଧି ଅନୁସାରେ ଆଚରଣ କରି ସଦାପ୍ରଭୁଙ୍କ ପ୍ରତି ପ୍ ରମେ ପ୍ରକାଶ କଲେ। କବଳେ ସେ ପଶୁବଳି ଉତ୍ସର୍ଗ କଲେ ଓ ଉଚ୍ଚ ସ୍ଥାନ ରେ ଧୂପ ଜଳାଇଲେ।
3 Salomão amava o Senhor, pois andava de acordo com os decretos do seu pai Davi; todavia oferecia sacrifícios e queimava incenso nos lugares sagrados.
4 ଶ ଲୋମନ ବଳିଦାନ ନିମନ୍ତେ ଗିବିଯୋନକୁ ଗଲେ, କାରଣ ତାହା ବଡ ଉଚ୍ଚସ୍ଥଳୀ ଥିଲା। ସେ ସହେି ୟଜ୍ଞବଦେୀ ଉପରେ ଏକ ସହସ୍ର ହାମବେଳି ଉତ୍ସର୍ଗ କଲେ।
4 O rei Salomão foi a Gibeom para oferecer sacrifícios, pois ali ficava o principal lugar sagrado, e ofereceu naquele altar mil holocaustos.
5 ଶଲୋମନ ଗିବିଯୋନ ରେ ଥିଲା ବେଳେ, ସଦାପ୍ରଭୁ ରାତ୍ରି ରେ ସ୍ବପ୍ନ ରେ ତାଙ୍କୁ ଦର୍ଶନ ଦେଲେ। ପରମେଶ୍ବର ସ୍ବପ୍ନ ରେ କହିଲେ, ତୁମ୍ଭେ ଯାହା ଇଚ୍ଛା କରୁଛ ମାଗ, ଆମ୍ଭେ ତାହା ଦବୋ।
5 Em Gibeom o Senhor apareceu a Salomão num sonho, à noite, e lhe disse: "Peça-me o que quiser, e eu lhe darei".
6 ଶ ଲୋମନ ଉତ୍ତର କଲେ, ତୁମ୍ଭେ ମାରେ ପିତା ତୁମ୍ଭର ଦାସ ଦାଉଦଙ୍କ ପ୍ରତି ଅତ୍ଯନ୍ତ ଦୟାଳୁ ଥିଲ। ସେ ଧାର୍ମିକତା ଓ ନ୍ଯାଯ ପଥରେ ୟାଇ ତୁମ୍ଭକୁ ଅନୁସରଣ କରୁଥିବାରୁ ତୁମ୍ଭେ ତାଙ୍କୁ ମହାଦୟା କରିଥିଲ। ଆଉ ମଧ୍ଯ ତୁମ୍ଭେ ତାହାପାଇଁ ଏହି ମହାଦୟା ରଖିଅଛ ଯେ ଆଜିର ନ୍ଯାଯ ରେ ତାଙ୍କର ପୁତ୍ରକୁ ସିଂହାସନ ରେ ବସାଇଛ।
6 Salomão respondeu: "Tu foste muito bondoso para com o teu servo, o meu pai Davi, pois ele foi fiel a ti, e foi justo e reto de coração. Tu sustentaste grande bondade para com ele e lhe deste um filho que hoje se assenta no seu trono.
7 ହେ ସଦାପ୍ରଭୁ ମାରେ ପରମେଶ୍ବର, ତୁମ୍ଭେ ମାରେ ପିତା ଦାଉଦଙ୍କ ପଦ ରେ ଏହି ଦାସକୁ ରାଜା କରିଅଛ। କିନ୍ତୁ ମୁଁ ମାତ୍ର ଏକ ବାଳକ ଅଟେ। ମୁଁ ଲୋକମାନଙ୍କୁ ବାଟ ଦଖାଇବୋ ପାଇଁ ଅନଭିଜ୍ଞ।
7 "Agora, Senhor meu Deus, fizeste o teu servo reinar em lugar de meu pai Davi. Mas eu não passo de um jovem e não sei o que fazer.
8 ମୁଁ ତୁମ୍ଭର ଦାସ ତୁମ୍ଭର ମନୋନୀତ ଲୋକମାନଙ୍କ ମଧିଅରେ ଅଛି। ସମାନଙ୍କେର ସଂଖ୍ଯା ଅଗଣନ। ତେଣୁ ଜଣେ ଶାସକ ନିଶ୍ଚଯ ବହୁତ ନିଷ୍ପତ୍ତି କରିବ।
8 Teu servo está aqui entre o povo que escolheste, um povo tão grande que nem se pode contar.
9 ତେଣୁ ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି, ଠିକ୍ ଓ ଭୂଲ୍ ବାଛିବା ପାଇଁ ତୁମ୍ଭେ ମାେତେ ଜ୍ଞାନ ଦିଅ ଓ ବୁଦ୍ଧି ଦିଅ। ମାେତେ ଜ୍ଞାନ ଦିଅ ଯେପରି ମୁଁ ଲୋକମାନଙ୍କୁ ନ୍ଯାଯ ସହିତ ଶାସନ ଓ ବିଗ୍ଭର କରିପା ରେ। କାରଣ ଏହା ବିନା ଏହି ମହା ଗୋଷ୍ଠୀର କିଏ ନ୍ଯାଯ କରିପାରିବ?
9 Dá, pois, ao teu servo um coração cheio de discernimento para governar o teu povo e capaz de distinguir entre o bem e o mal. Pois, quem pode governar este teu grande povo? "
10 ଶଲୋମନଙ୍କ ଏହି ବିଷଯ ମାଗିବା ରେ ସଦାପ୍ରଭୁ ତାଙ୍କ ପ୍ରତି ସନ୍ତୁଷ୍ଟ ହେଲେ।
10 O pedido que Salomão fez agradou ao Senhor.
11 ପରମେଶ୍ବର ତାଙ୍କୁ କହିଲେ, ତୁମ୍ଭେ ନିଜ ପାଇଁ ଦୀର୍ଘ ପରମାଯୁ ମାଗିନାହିଁ କି ନିଜପାଇଁ ବିପୁଳ ଐଶ୍ବର୍ୟ୍ଯ ମାଗିନାହିଁ, କି ନିଜର ଶତୃମାନଙ୍କର ମୃତ୍ଯୁ ମାଗିନାହିଁ, ମାତ୍ର ଲୋକମାନଙ୍କର ନ୍ଯାଯ ଶାସନ କରିବା ପାଇଁ ଜ୍ଞାନ ମାଗିଅଛ।
11 Por isso Deus lhe disse: "Já que você pediu isto e não uma vida longa nem riqueza, nem pediu a morte dos seus inimigos, mas discernimento para ministrar a justiça,
12 ତେଣୁ ତୁମ୍ଭେ ଯାହା ମାଗିଲ ଆମ୍ଭେ ତାହା ଦବୋକୁ ଯାଉଛୁ। ଆମ୍ଭେ ତୁମ୍ଭକୁ ଜ୍ଞାନି ଓ ବୁଦ୍ଧିମାନ କରାଇବା। ଆମ୍ଭେ ତୁମ୍ଭକୁ ଏପରି ମହତ୍ ଜ୍ଞାନ ଦବୋ ଯେ, ଅତୀତ ରେ ତୁମ୍ଭ ସମାନ କହେି ନ ଥିଲେ କି ଭବିଷ୍ଯତ ରେ କହେି ହବେେ ନାହିଁ।
12 farei o que você pediu. Eu lhe darei um coração sábio e capaz de discernir, de modo que nunca houve nem haverá ninguém como você.
13 ଏହା ବ୍ଯତୀତ ତୁମ୍ଭେ ମାଗି ନଥିବା ଜିନିଷ ଆମ୍ଭେ ତୁମ୍ଭକୁ ଦବୋ। ଆମ୍ଭେ ତୁମ୍ଭକୁ ପ୍ରଚୁର ସମ୍ପତ୍ତି ଓ ସମ୍ମାନ ଦବୋ ଯେ ତୁମ୍ଭ ଜୀବନ କାଳ ରେ ପୃଥିବୀ ରେ କହେି ତୁମ୍ଭ ସମାନ ହବେେ ନାହିଁ।
13 Também lhe darei o que você não pediu: riquezas e fama; de forma que não haverá rei igual a você durante toda a sua vida.
14 ତୁମ୍ଭ ପିତା ଦାଉଦଙ୍କ ପରି ତୁମ୍ଭେ ଯଦି ଆମ୍ଭର ବ୍ଯବସ୍ଥା ଓ ଆଜ୍ଞା ପାଳନ କରିବ ଓ ଆମ୍ଭକୁ ଅନୁସରଣ କରିବ, ତବେେ ଆମ୍ଭେ ତୁମ୍ଭକୁ ଦୀର୍ଘଜିବୀ କରିବା।
14 E, se você andar nos meus caminhos e obedecer aos meus decretos e aos meus mandamentos, como o seu pai Davi, eu prolongarei a sua vida".
15 ତା'ପରେ ଶଲୋମନ ଜାଗ୍ରତ ହେଲେ ଓ ଜାଣିଲେ ଯେ ପରମେଶ୍ବର ତାଙ୍କୁ ସ୍ବପ୍ନାଦେଶ କରଛନ୍ତି। ତେଣୁ ସେ ୟିରୁଶାଲମକୁ ୟାଇ ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ସମ୍ମୁଖ ରେ ଦଣ୍ତାଯମାନ ହାଇେ ହାମବେଳି ଉତ୍ସର୍ଗ କଲେ ଓ ସେ ସଦାପ୍ରଭୁଙ୍କ ସମ୍ମାନାର୍ଥେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ନିଜର କର୍ମଗ୍ଭରୀ ଓ ଅନୁଚରମାନଙ୍କୁ ଏକ ଭୋଜି ଦେଲେ।
15 Então Salomão acordou e percebeu que tinha sido um sonho. Depois voltou a Jerusalém, pôs-se perante a arca da aliança do Senhor, sacrificou holocaustos e apresentou ofertas de comunhão. Então deu um banquete para toda a sua corte.
16 ଦିନେ ଦୁଇଜଣ ଗଣିକା ରାଜାଙ୍କ ନିକଟକୁ ଆସି ତାଙ୍କ ସମ୍ମୁଖ ରେ ଠିଆ ହେଲେ।
16 Certo dia duas prostitutas compareceram diante do rei.
17 ଜଣେ ସ୍ତ୍ରୀ ଲୋକ କହିଲା, ହେ ମାରେ ମହାରାଜା, ଆମ୍ଭେ ଦୁଇଜଣ ଏକତ୍ର ଗୋଟିଏ ଛାତ ତଳେ ବାସ କରୁଥିଲୁ ଓ ଆମ୍ଭେ ଉଭୟେ ଗର୍ଭବତୀ ହାଇେଥିଲୁ। ସହେି ଘ ରେ ତା' ସହିତ ବାସ କରୁଥିବା ବେଳେ ମୁଁ ଏକ ସନ୍ତାନ ପ୍ରସବ କଲି।
17 Uma delas disse: "Ah meu senhor! Esta mulher mora comigo na mesma casa. Eu dei à luz um filho e ela estava comigo na casa.
18 ମାହେର ପ୍ରସବର ତୃତୀୟ ଦିବସ ରେ ଏହି ସ୍ତ୍ରୀ ଲୋକ ମଧ୍ଯ ଏକ ସନ୍ତାନ ପ୍ରସବ କଲା। ସହେି ଘ ରେ ଆମ୍ଭ ଦୁହିଁଙ୍କ ବ୍ଯତୀତ ଅନ୍ୟ କୌଣସି ଲୋକ ନଥିଲେ।
18 Três dias depois de nascer o meu filho, esta mulher também deu à luz um filho. Estávamos sozinhas, e não havia mais ninguém na casa.
19 ଦିନେ ରାତ୍ରି ରେ ଏହି ସ୍ତ୍ରୀଲୋକ ତା'ର ପିଲା ଉପରେ ଲଦି ହାଇେ ଶାଇେ ପଡିବାରୁ ତା'ର ପିଲାଟି ମରିଗଲା।
19 "Certa noite esta mulher se deitou sobre o seu filho, e ele morreu.
20 ତେଣୁ ସହେି ମଧ୍ଯରାତ୍ରି ରେ ମୁଁ ଶାଇେଥିଲା ବେଳେ ସେ ମାରେ ସନ୍ତାନକୁ ନଇୟୋଇ ତା'ର ମୃତ ସନ୍ତାନକୁ ମାେ କୋଳ ରେ ଶୁଆଇ ଦଲୋ।
20 Então ela se levantou no meio da noite e pegou o meu filho enquanto eu, tua serva, dormia, e o pôs ao seu lado. E pôs o filho dela, morto, ao meu lado.
21 ପରଦିନ ପ୍ରଭାତ ରେ ମୁଁ ଯେତବେେଳେ ମାରେ ସନ୍ତାନକୁ ସ୍ତନପାନ କରାଇବା ପାଇଁ ଉଠିଲି, ପିଲାଟି ମୃତ ପାଇଲି। ମୁଁ ଭଲକରି ନିରୀକ୍ଷଣ କରି ଜାଣିଲି, ସେ ମାରେସନ୍ତାନ ନୁହେଁ।
21 Ao levantar-me de madrugada para amamentar o meu filho, ele estava morto. Mas quando olhei bem para ele de manhã, vi que não era o filho que eu dera à luz".
22 କିନ୍ତୁ ଅନ୍ୟ ସ୍ତ୍ରୀ ଲୋକଟି କହିଲା, ନା, ଜୀବିତ ସନ୍ତାନଟି ମାରେ ପୁଅ ଓ ମୃତ ସନ୍ତାନଟି ତୁମ୍ଭର ପୁଅ।
22 A outra mulher disse: "Não! O que está vivo é meu filho; o morto é seu". Mas a primeira insistia: "Não! O morto é seu; o vivo é meu". Assim elas discutiram diante do rei.
23 ତତ୍ପରେ ରାଜା ଶଲୋମନ କହିଲେ, ତୁମ୍ଭେ ଉଭୟ ଜୀବିତ ସନ୍ତାନଟିକୁ ନିଜର ଓ ମୃତ ସନ୍ତାନଟି ଅନ୍ୟର ବୋଲି କହୁଛ।
23 O rei disse: "Esta afirma: ‘Meu filho está vivo, e o seu filho está morto’, enquanto aquela diz: ‘Não! Seu filho está morto, e o meu está vivo’ ".
24 ଏଣୁ ରାଜା ଶଲୋମନ ଗୋଟିଏ ଖଡ୍ଗ ଆଣିବାକୁ ଜଣେ ଦାସକୁ ଆଦେଶ କଲେ।
24 Então o rei ordenou: "Tragam-me uma espada". Trouxeram-lhe.
25 ପୁଣି ରାଜା କହିଲେ, ଏହି ଜୀବିତ ସନ୍ତାନଟିକୁ ଦୁଇଖଣ୍ତ କରି କାଟି ଜଣକୁ ଅଧେ ଓ ଅନ୍ୟ ଜଣକୁ ଅଧେ ଦଇଦେିଅ।
25 Ele então ordenou: "Cortem a criança viva ao meio e dêem metade a uma e metade à outra".
26 ଦ୍ବିତୀୟ ସ୍ତ୍ରୀ ଲୋକଟି କହିଲା, ତାହା ଅତି ଉତ୍ତମ କଥା, ପିଲାଟିକୁ ଦୁଇଖଣ୍ତ କରିଦିଅ। ପିଲାଟି ଆମ୍ଭ ଦୁଇଜଣଙ୍କର କାହାରି ହବେ ନାହିଁ।
26 A mãe do filho que estava vivo, movida pela compaixão materna, clamou: "Por favor, meu senhor, dê a criança viva a ela! Não a mate! " A outra, porém, disse: "Não será nem minha nem sua. Cortem-na ao meio! "
27 ତା'ପରେ ରାଜା ଶଲୋମନ କହିଲେ, ପ୍ରଥମ ସ୍ତ୍ରୀ ଲୋକଟି ହେଉଛି ଜୀବିତ ପିଲାର ପ୍ରକୃତ ମାଆ, ପିଲାଟିକୁ ତାକୁ ଦିଅ। ତାକୁ ହତ୍ଯା କର ନାହିଁ।
27 Então o rei deu o seu veredicto: "Não matem a criança! Dêem-na à primeira mulher. Ela é a mãe".
28 ଇଶ୍ରାୟେଲର ସମଗ୍ର ଲୋକେ ରାଜାଙ୍କର ନ୍ଯାଯ ବିଗ୍ଭର ଶୁଣିଲେ ଓ ତାଙ୍କୁ ଭକ୍ତି ଓ ସମ୍ମାନ କଲେ। କାରଣ ସମାନେେ ଜାଣିଲେ ରାଜାଙ୍କର ବିଗ୍ଭର କରିବା ନିମନ୍ତେ ତାଙ୍କ ହୃଦଯ ରେ ପରମେଶ୍ବରଙ୍କ ଦତ୍ତ ଜ୍ଞାନ ରହିଛି।
28 Quando todo o Israel ouviu o veredicto do rei, passou a respeitá-lo profundamente, pois viu que a sabedoria de Deus estava nele para fazer justiça.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Reis 3, comparar traduções ou montar um estudo — tudo direto pelo WhatsApp.