1 Reis 2
Oriya Bible (GL_ORIYA) vs ARA
1 ଅନନ୍ତର ରାଜା ଦାଉଦଙ୍କର ମୃତ୍ଯୁ ସନ୍ନିକଟ ହବୋରୁ ସେ ପୁତ୍ର ଶଲୋମନକୁ ଆଜ୍ଞା ଦଇେ କହିଲେ,
1 Aproximando-se os dias da morte de Davi, deu ele ordens a Salomão, seu filho, dizendo:
2 ମୁଁ ପାର୍ଥିବ ମଣିଷ ପରି ମୃତ୍ଯୁବରଣ କରିବାକୁ ଯାଉଛି। ଏଣୁ ତୁମ୍ଭେ ବଳବାନ୍ ହୁଅ ଓ ପୁରୁଷତ୍ବ ପ୍ରକାଶ କର।
2 Eu vou pelo caminho de todos os mortais. Coragem, pois, e sê homem!
3 ବର୍ତ୍ତମାନ ତୁମ୍ଭେ ସାବଧାନତାର ସହ ଓ ବିଶ୍ବସ୍ତତାର ସହ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ସମସ୍ତ ଆଦେଶ ପାଳନ କରିବାର ସମୟ। ତାଙ୍କର ସମସ୍ତ ବ୍ଯବସ୍ଥା ସମସ୍ତ ଆଜ୍ଞା, ନିଷ୍ପତ୍ତି ଓ ନିଯମକୁ ମାନି ଚଳ। ମାଶାଙ୍କେ ଲିଖିତ ସମସ୍ତ ନିଯମକୁ ପାଳନ କର। ତାହାହେଲତେୁମ୍ଭେ ସବୁ କ୍ଷେତ୍ର ରେ ସଫଳ ହବେ ଓ ଯେଉଁ ସ୍ଥାନକୁ ୟିବ କୁଶଳପ୍ରାପ୍ତ ହବେ।
3 Guarda os preceitos do Senhor , teu Deus, para andares nos seus caminhos, para guardares os seus estatutos, e os seus mandamentos, e os seus juízos, e os seus testemunhos, como está escrito na Lei de Moisés, para que prosperes em tudo quanto fizeres e por onde quer que fores;
4 ଯଦି ତୁମ୍ଭେ ସଦାପ୍ରଭୁଙ୍କର ଏହି ନିଯମ ପାଳନ କରିବ, ତବେେ ସଦାପ୍ରଭୁ ମାେ ବିଷଯ ରେ ଯାହା ପ୍ରତିଜ୍ଞା କରିଛନ୍ତି ତାହା ନିଶ୍ଚଯ ହବେ। ସଦାପ୍ରଭୁ କହିଥିଲେ, 'ଯଦି ତୁମ୍ଭର ସନ୍ତାନମାନେ ସମସ୍ତ ମନ ଓ ପ୍ରାଣ ସହିତ ମୁଁ ଦଇେଥିବା ଆଜ୍ଞାନୁସା ରେ ଜୀବନ ଧାରଣ କରିବେ, ତବେେ ଇଶ୍ରାୟେଲର ସିଂହାସନ ରେ ତୁମ୍ଭ ବଂଶରୁ ବସିବ। ସଦାପ୍ରଭୁ ତାଙ୍କର ଏହି ବାକ୍ଯ ପୂରଣ କରିବେ।'
4 para que o Senhor confirme a palavra que falou de mim, dizendo: Se teus filhos guardarem o seu caminho, para andarem perante a minha face fielmente, de todo o seu coração e de toda a sua alma, nunca te faltará sucessor ao trono de Israel.
5 ଦାଉଦ ପୁଣି କହିଲେ, ସରୁଯାର ପୁତ୍ର ଯୋୟାବ ମାେ ବିରୁଦ୍ଧ ରେ ଯାହା କରିଅଛି, ତୁମ୍ଭେ ଭଲଭାବରେ ଜାଣ। ସେ ଇଶ୍ରାୟେଲର ଦୁଇ ସନୋପତିଙ୍କୁ ହତ୍ଯା କରିଛି, ନରର ପୁତ୍ର ଅବନର ଓ ଯେଥରର ପୁତ୍ର ଅମାସାଙ୍କୁ ଶାନ୍ତି ସମୟରେ ଇର୍ଷାନ୍ବିତ ହାଇେ ହତ୍ଯା କଲା। ସହେି ରକ୍ତ ରେ ତା'ର କଟିବନ୍ଧନୀ ଓ ପାଦୁକାକୁ ସିକ୍ତ କଲା। ମାରେ ଦଣ୍ତ ଦବୋର ଉଚିତ୍ ଥିଲା।
5 Também tu sabes o que me fez Joabe, filho de Zeruia, e o que fez aos dois comandantes do exército de Israel, a Abner, filho de Ner, e a Amasa, filho de Jéter, os quais matou, e, em tempo de paz, vingou o sangue derramado em guerra, manchando com ele o cinto que trazia nos lombos e as sandálias nos pés.
6 ମାତ୍ର ବର୍ତ୍ତମାନ ତୁମ୍ଭେ ରାଜା। ତେଣୁ ତୁମ୍ଭେ ଆପଣା ଜ୍ଞାନ ଅନୁସାରେ ତାହା ପ୍ରତି ବ୍ଯବହାର କର ଓ ତାହାର ବୃଦ୍ଧାବସ୍ଥା ତାକୁ ଶାନ୍ତି ରେ ମରିବାକୁ ଦିଅ ନାହିଁ।
6 Faze, pois, segundo a tua sabedoria e não permitas que suas cãs desçam à sepultura em paz.
7 ଗିଲିଯଦୀଯରୁ ବର୍ସିଲ୍ଲଯର ପୁତ୍ରମାନଙ୍କ ପ୍ରତି ଦୟା କର। ତୁମ୍ଭର ଖାଇବା ମଜେ ନିକଟରେ ସମାନଙ୍କେ ପାଇଁ ଜାଗା କର। କାରଣ ମୁଁ ତୁମ୍ଭ ଭ୍ରାତା ଅବଶାଲୋମଠାରୁ ପଳାଯନ କଲା ବେଳେ ସମାନେେ ମାେତେ ସାହାୟ୍ଯ କରିଥିଲେ।
7 Porém, com os filhos de Barzilai, o gileadita, usarás de benevolência, e estarão entre os que comem à tua mesa, porque assim se houveram comigo, quando eu fugia por causa de teu irmão Absalão.
8 ସ୍ମରଣ କର, ବିନ୍ଯାମୀନୀଯ ଗରୋର ପୁତ୍ର ବହୁରୀମ ନିବାସୀ ଶିମିଯି ତୁମ୍ଭ ସହିତ ଅଛି। ମୁଁ ମହନଯିମକୁ ପଳାଯନ କଲା ଦିନ ସେ ମାେତେ ଏକ ଜଘନ୍ଯ ଅଭିଶାପ ଦଲୋ। ସେ ୟର୍ଦ୍ଦନ ନିକଟରେ ମାେତେ ଦେଖିବାକୁ ଆସିଥିଲା, କିନ୍ତୁ ମୁଁ ତାକୁ ହତ୍ଯା ନ କରିବା ପାଇଁ ସଦାପ୍ରଭୁଙ୍କ ନାମ ରେ ପ୍ରତିଜ୍ଞା କରିଥିଲି।
8 Eis que também contigo está Simei, filho de Gera, filho de Benjamim, de Baurim, que me maldisse com dura maldição, no dia em que ia a Maanaim; porém ele saiu a encontrar-se comigo junto ao Jordão, e eu, pelo Senhor , lhe jurei, dizendo que o não mataria à espada.
9 ବର୍ତ୍ତମାନ ତୁମ୍ଭେ ତାକୁ ବିନା ଶାସ୍ତି ରେ ଛାଡ ନାହିଁ। ତୁମ୍ଭେ ତ ଜଣେ ଜ୍ଞାନୀ ଲୋକ। ତା'ପ୍ରତି ତୁମ୍ଭର କର୍ତ୍ତବ୍ଯ କ'ଣ ତୁମ୍ଭେ ଜାଣ। ତାକୁ ବାର୍ଦ୍ଧକ୍ଯ ରେ ଶାନ୍ତି ରେ ମରିବାକୁ ଦବେ ନାହିଁ।
9 Mas, agora, não o tenhas por inculpável, pois és homem prudente e bem saberás o que lhe hás de fazer para que as suas cãs desçam à sepultura com sangue.
10 ତା'ପରେ ଦାଉଦଙ୍କର ମୃତ୍ଯୁ ହେଲା ଓ ସେ ଦାଉଦ ନଗର ରେ କବରପ୍ରାପ୍ତ ହେଲେ।
10 Davi descansou com seus pais e foi sepultado na Cidade de Davi.
11 ଦାଉଦ ଇଶ୍ରାୟେଲ ରେ ଗ୍ଭଳିଶ ବର୍ଷ ରାଜତ୍ବ କରିଥିଲେ। ସେ ହିବ୍ରୋଣ ରେ ସାତବର୍ଷ ଓ ୟିରୁଶାଲମ ରେ ତତେିଶ ବର୍ଷ ରାଜତ୍ବ କରିଥିଲେ।
11 Foi o tempo que Davi reinou sobre Israel quarenta anos: sete anos em Hebrom e em Jerusalém trinta e três.
12 ଶଲୋମନ ନିଜ ପିତା ଦାଉଦଙ୍କର ସିଂହାସନ ରେ ଉପବିଷ୍ଟ ହାଇେ ଇଶ୍ରାୟେଲ ଉପରେ ରାଜତ୍ବ କଲେ। ଓ ତାଙ୍କର ରାଜ୍ଯ ଅତୋଶଯ ଦୃଢ ହେଲା।
12 Salomão assentou-se no trono de Davi, seu pai, e o seu reino se fortificou sobremaneira.
13 ତା'ପରେ ହଗୀତର ପୁତ୍ର ଅଦୋନିଯ ଶଲୋମନଙ୍କର ମାତା ବତ୍ଶବୋ ନିକଟକୁ ଆସିଲେ। ବତ୍ଶବୋ ତାଙ୍କୁ ପଚାରିଲେ, ଶାନ୍ତି ରେ ଆସିଲ ତ?
13 Então, veio Adonias, filho de Hagite, a Bate-Seba, mãe de Salomão; disse ela: É de paz a tua vinda? Respondeu ele: É de paz.
14 ସେ କହିଲେ, ମାରେ ତୁମ୍ଭକୁ କିଛି କହିବାର ଅଛି। ବତ୍ଶବୋ କହିଲେ, କୁହ।
14 E acrescentou: Uma palavra tenho que dizer-te. Ela disse: Fala.
15 ଅଦୋନିଯ କହିଲେ, ତୁମ୍ଭେ ଜାଣ ଏକ ସମୟରେ ଏ ରାଜ୍ଯ ମାରେ ଥିଲା। ସମସ୍ତ ଇଶ୍ରାୟେଲୀୟଗଣ ମାେତେ ରାଜା ହବୋ ପାଇଁ ପସନ୍ଦ କରିଥିଲେ। କିନ୍ତୁ ମାରେ ଭାଇ ରାଜା ହାଇେ ୟାଇଛି। ଏହା ସଦାପ୍ରଭୁଙ୍କର ଇଚ୍ଛା।
15 Disse, pois, ele: Bem sabes que o reino era meu, e todo o Israel esperava que eu reinasse, ainda que o reino se transferiu e veio a ser de meu irmão, porque do Senhor ele o recebeu.
16 ଏଣୁ ବର୍ତ୍ତମାନ ମୁଁ ତୁମ୍ଭକୁ ଗୋଟିଏ ନିବଦନେ କରୁଅଛି। ମାେତେ ନାସ୍ତି କରିବ ନାହିଁ।
16 Agora, um só pedido te faço; não mo rejeites. Ela lhe disse: Fala.
17 ଅଦୋନିଯ କହିଲେ, ତୁମ୍ଭେ ଅନୁଗ୍ରହ କରି ଶୁନମେୀୟା ଅବୀଶଗକୁ ମାେ ସହିତ ବିବାହ ଦବୋ ପାଇଁ ଶଲୋମନ ରାଜାଙ୍କୁ କୁହ, ସେ ତ ତୁମ୍ଭକୁ ନାସ୍ତି କରିବେ ନାହିଁ।
17 Ele disse: Peço-te que fales ao rei Salomão (pois não to recusará) que me dê por mulher a Abisague, sunamita.
18 ତା'ପରେ ବତ୍ଶବୋ କହିଲେ, ଭଲ କଥା, ମୁଁ ତୁମ୍ଭ ପାଇଁ ରାଜାଙ୍କୁ କହିବି।
18 Respondeu Bate-Seba: Bem, eu falarei por ti ao rei.
19 ତେଣୁ ବତ୍ଶବୋ ଅଦୋନିଯ ପାଇଁ କହିବାକୁ ଶଲୋମନ ରାଜାଙ୍କ ନିକଟକୁ ଗଲେ। ରାଜା ଶଲୋମନ ତାଙ୍କୁ ଭଟେିବା ପାଇଁ ଉଠି ପ୍ରଣାମ କଲେ ଓ ନିଜ ସିଂହାସନ ରେ ବସି ରାଜମାତାଙ୍କ ନିମନ୍ତେ ଦାସମାନଙ୍କ ଦ୍ବାରା ଅନ୍ୟ ଏକ ଆସନ ରଖାଇଲେ। ତହିଁରେ ସେ ରାଜାଙ୍କ ଦକ୍ଷିଣ ପାଶର୍ବ ରେ ବସିଲେ।
19 Foi, pois, Bate-Seba ter com o rei Salomão, para falar-lhe por Adonias. O rei se levantou a encontrar-se com ela e se inclinou diante dela; então, se assentou no seu trono e mandou pôr uma cadeira para sua mãe, e ela se assentou à sua mão direita.
20 ବତ୍ଶବୋ କହିଲେ, ତୁମ୍ଭ ନିକଟରେ ମାରେ ଏକ େଛାଟ ନିବଦନେ ଅଛି, ମାେତେ ନାସ୍ତି କରିବ ନାହିଁ।
20 Então, disse ela: Só um pequeno pedido te faço; não mo rejeites. E o rei lhe disse: Pede, minha mãe, porque to não recusarei.
21 ତେଣୁ ବତ୍ଶବୋ କହିଲେ, ଶୁନମେୀୟା ଅବୀଶଗକୁ ତୁମ୍ଭ ଭାଇ ଅଦୋନିଯ ସହିତ ବିବାହ ଦିଆଯାଉ।
21 Disse ela: Dê-se Abisague, a sunamita, a Adonias, teu irmão, por mulher.
22 ରାଜା ଶଲୋମନ ତାଙ୍କ ମାତାଙ୍କୁ ପଚାରିଲେ, ତୁମ୍ଭେ ମାେତେ କାହିଁକି ଅବୀଶଗ ସହିତ ଅଦୋନିଯକୁ ବିବାହ ଦବୋ ପାଇଁ କହୁଛ? ତୁମ୍ଭେ ମାେତେ କାହିଁକି ପଗ୍ଭରୁନାହଁ ତାକୁ ରାଜା କରିବା ପାଇଁ? କାରଣ ସେ ତ ମାରେବଡଭାଇ। ଯାଜକ ଅବିଯାଥର ଓ ସରୁଯାର ପୁତ୍ର ଯୋୟାବ ତାକୁ ସମର୍ଥନ କରନ୍ତି।
22 Então, respondeu o rei Salomão e disse a sua mãe: Por que pedes Abisague, a sunamita, para Adonias? Pede também para ele o reino (porque é meu irmão maior), para ele, digo, e também para Abiatar, o sacerdote, e para Joabe, filho de Zeruia.
23 ରାଜା ଶଲୋମନ ସଦାପ୍ରଭୁଙ୍କ ନାମ ରେ ପ୍ରତିଜ୍ଞା କରି କହିଲେ, ମୁଁ ଶପଥ କରୁଛି ଯେ, ମୁଁ ଅଦୋନିଯକୁ ଏଥିପାଇଁ ମୂଲ୍ଯ ଦିଆ କରାଇବି। ଏବଂ ତା'ର ଜୀବନ ନବେି। ଅଦୋନିଯ ଏହି କଥା ଆପଣା ପ୍ରାଣ ବିରୁଦ୍ଧ ରେ କହି ନଥାଏ।
23 E jurou o rei Salomão pelo Senhor , dizendo: Deus me faça o que lhe aprouver, se não falou Adonias esta palavra contra a sua vida.
24 ସଦାପ୍ରଭୁ ମାେତେ ଇଶ୍ରାୟେଲର ରାଜା କରିଛନ୍ତି, ସେ ମାେତେ ମାରେ ପିତା ଦାଉଦଙ୍କ ସିଂହାସନ ରେ ଅଧିଷ୍ଠିତ କରିଛନ୍ତି। ସଦାପ୍ରଭୁ ତାଙ୍କର ପ୍ରତୀଜ୍ଞା ରଖିଛନ୍ତି ଓ ମାେତେ ମାରେ ପରିବରକୁ ରାଜ୍ଯ ଦଇେଛନ୍ତି। ମୁଁ ସଦାପ୍ରଭୁଙ୍କ ନାମ ରେ ଶପଥ କରି କହୁଛି, ଯେ କୌଣସି ମତେ ଅଦୋନିଯ ଆଜି ନିଶ୍ଚଯ ହତ ହବେ।
24 Agora, pois, tão certo como vive o Senhor , que me estabeleceu e me fez assentar no trono de Davi, meu pai, e me edificou casa, como tinha dito, hoje, morrerá Adonias.
25 ରାଜା ଶଲୋମନ ଯିହାୟୋଦାରଦାର ପୁତ୍ର ବନାଯକୁ ପଠାଇଲେ ଓ ସେ ୟାଇ ଅଦୋନିଯକୁ ହତ୍ଯା କଲା।
25 Enviou o rei Salomão a Benaia, filho de Joiada, o qual arremeteu contra ele, de sorte que morreu.
26 ତା'ପରେ ରାଜା ଯାଜକ ଅବିଯାଥରକୁ କହିଲେ, ତୁମ୍ଭେ ଅନାେଥାତ ସ୍ଥିତ ତୁମ୍ଭର ଗୃହକୁ ୟାଅ। କାରଣ ତୁମ୍ଭେ ଯଦିଓ ମୃତ୍ଯୁ ଯୋଗ୍ଯ, ମୁଁ ତୁମ୍ଭକୁ ବର୍ତ୍ତମାନ ବଧ କରିବାକୁ ଯାଉନାହିଁ, କାରଣ ତୁମ୍ଭେ ମାରେ ପିତା ଦାଉଦଙ୍କ ସମ୍ମୁଖ ରେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ବହନ କରିଥିଲ ଓ ତୁମ୍ଭେ ମାେ ପିତାଙ୍କର କଠିନ ସମୟରେ ସହେି ପ୍ରକାର ବିପଦଗୁଡିକରେ ଭାଗୀ ହାଇେଥିଲା।
26 E a Abiatar, o sacerdote, disse o rei: Vai para Anatote, para teus campos, porque és homem digno de morte; porém não te matarei hoje, porquanto levaste a arca do Senhor Deus diante de Davi, meu pai, e porque te afligiste com todas as aflições de meu pai.
27 ସଦାପ୍ରଭୁ ଶୀଲୋ ରେ ଏଲିର ବଂଶ ବିଷଯ ରେ ଯାହା କହିଥିଲେ, ତାଙ୍କର ସହେି ବାକ୍ଯ ସିଦ୍ଧ କରିବା ପାଇଁ ଶଲୋମନ ଅବିଯାଥରକୁ ଯାଜକ କର୍ମରୁ ନିବୃତ୍ତ କଲେ।
27 Expulsou, pois, Salomão a Abiatar, para que não mais fosse sacerdote do Senhor , cumprindo, assim, a palavra que o Senhor dissera sobre a casa de Eli, em Siló.
28 ଯୋୟାବ ଯେତବେେଳେ ଏହା ଶୁଣିଲା, ସେ ଭୟଭୀତ ହାଇେ ପଡିଲା। କାରଣ ସେ ଅବଶା ଲୋମର ଅନୁଗାମୀ ନ ହାଇେ ଅଦୋନିଯର ଅନୁଗାମୀ ହାଇେଥିଲା। ତେଣୁ ସେ ସଦାପ୍ରଭୁଙ୍କ ତମ୍ବୁକୁ ୟାଇ ୟଜ୍ଞବଦେୀର ଶିଙ୍ଗକୁ ଅବଲମ୍ବନ କଲା।
28 Chegando esta notícia a Joabe (porque Joabe se tinha desviado seguindo a Adonias, ainda que se não desviara seguindo a Absalão), fugiu ele para o tabernáculo do Senhor e pegou nas pontas do altar.
29 ରାଜା ଶଲୋମନଙ୍କୁ ସମ୍ବାଦ ଦିଆଗଲା ଯେ, ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ୟାଇ ୟଜ୍ଞବଦେୀ ନିକଟରେ ଅଛି। ଶଲୋମନ ଯିହାୟୋଦାରଦାର ପୁତ୍ର ବନାଯକୁ ଆଦେଶ ଦେଲେ, ୟାଅ, ତାକୁ ହତ୍ଯା କର।
29 Foi dito ao rei Salomão que Joabe havia fugido para o tabernáculo do Senhor ; e eis que está junto ao altar. Enviou, pois, Salomão a Benaia, filho de Joiada, dizendo: Vai, arremete contra ele.
30 ତା'ପରେ ବନାଯ ସଦାପ୍ରଭୁଙ୍କ ତମ୍ବୁକୁ ଗଲା ଏବଂ ତାକୁ କହିଲା, ରାଜା କହନ୍ତି, ବାହାରକୁ ଆସ।
30 Foi Benaia ao tabernáculo do Senhor e disse a Joabe: Assim diz o rei: Sai daí. Ele respondeu: Não, morrerei aqui. Benaia tornou com a resposta ao rei, dizendo: Assim falou Joabe e assim me respondeu.
31 ତା'ପରେ ରାଜା ବନାଯକୁ ଆଦେଶ ଦେଲେ, ସେ ଯେପରି କହିଅଛି, ସହେିପରି କର। ସହେିଠା ରେ ତାକୁ ହତ୍ଯା କର ଓ କବର ଦିଅ। ତାହାହେଲେ ଯୋୟାବ ନୀରିହମାନଙ୍କର ଯେଉଁ ରକ୍ତପାତ କରିଥିଲା, ସହେି ପାପରୁ ମୁଁ ଓ ମାରେ ପରିବାର ମୁକ୍ତ ହବେୁ।
31 Disse-lhe o rei: Faze como ele te disse; arremete contra ele e sepulta-o, para que tires de mim e da casa de meu pai a culpa do sangue que Joabe sem causa derramou.
32 ଯୋୟାବ ଆପଣାଠାରୁ ଅଧିକ ଉତ୍ତମ ଦୁଇଟି ଲୋକଙ୍କୁ ହତ୍ଯା କରିଥିଲେ। ସମାନେେ ହେଲ ଇଶ୍ରାୟେଲର ସନୋପତି ନରର ପୁତ୍ର ଅବ୍ନର ଓ ଯିହୁଦାର ସନୋପତି ଯେଥରର ପୁତ୍ର ଅମାସା। ସେ ମାେ ପିତା ଦାଉଦଙ୍କ ଅଜ୍ଞାତସାର ରେ ଏହି ଉତ୍ତମ ଦୁଇଜଣଙ୍କୁ ହତ୍ଯା କରିଥିଲା। ତେଣୁ ସହେି ରକ୍ତପାତର ଅପରାଧ ପାଇଁ ସଦାପ୍ରଭୁ ତାକୁ ଦଣ୍ତ ଦବେେ।
32 Assim, o Senhor fará recair a culpa de sangue de Joabe sobre a sua cabeça, porque arremeteu contra dois homens mais justos e melhores do que ele e os matou à espada, sem que Davi, meu pai, o soubesse; isto é: a Abner, filho de Ner, comandante do exército de Israel, e a Amasa, filho de Jéter, comandante do exército de Judá.
33 ତେଣୁ ସମାନଙ୍କେର ରକ୍ତପାତର ଅପରାଧ ଯୋୟାବର ମସ୍ତକରେ ଓ ଚିରକାଳ ତା'ର ବଂଶ ମସ୍ତକରେ ରହିବ। ମାତ୍ର ପରମେଶ୍ବର ଶାନ୍ତି ଆଣିବେ ଦାଉଦଙ୍କ ପ୍ରତି, ତାଙ୍କ ବଂଶଧରମାନଙ୍କ ପ୍ରତି, ତାଙ୍କ ପରିବାର ପ୍ରତି ଓ ତାଙ୍କ ରାଜ୍ଯ ପ୍ରତି।
33 Assim, recairá o sangue destes sobre a cabeça de Joabe e sobre a cabeça da sua descendência para sempre; mas a Davi, e à sua descendência, e à sua casa, e ao seu trono, dará o Senhor paz para todo o sempre.
34 ଏହାପରେ ଯିହାୟୋଦାର ପୁତ୍ର ବନାଯ ୟାଇ ଯୋୟାବକୁ ବଧ କଲା ଓ ପ୍ରାନ୍ତରସ୍ଥ ତାହାର ନିଜର ଗୃହ ରେ ତାହାର କବର ଦିଆଗଲା।
34 Subiu Benaia, filho de Joiada, arremeteu contra ele e o matou; e foi sepultado em sua casa, no deserto.
35 ପୁଣି ରାଜା ତାହାର ସ୍ଥାନ ରେ ଯିହାୟୋଦାର ପୁତ୍ର ବନାଯକୁ ସନୋପତି ପଦ ରେ ନିୟୁକ୍ତ କଲେ ଓ ଅବିଯାଥର ପଦ ରେ ସାଦୋକକୁ ଯାଜକ କରି ନିୟୁକ୍ତ କଲେ।
35 Em lugar de Joabe constituiu o rei por comandante do exército a Benaia, filho de Joiada, e, em lugar de Abiatar, a Zadoque por sacerdote.
36 ତା'ପରେ ରାଜା ଲୋକ ପଠାଇ ଶିମିଯିକି ଡକାଇ କହିଲେ, ୟିରୁଶାଲମ ରେ ନିଜ ପାଇଁ ଏକ ଗୃହ ନିର୍ମାଣ କର। ଆଉ ଏହି ନଗର ଛାଡି କୁଆଡେ ୟାଅ ନାହିଁ।
36 Depois, mandou o rei chamar a Simei e lhe disse: Edifica-te uma casa em Jerusalém, e habita aí, e daí não saias, nem para uma parte nem para outra.
37 ଯଦି ଏହି ନଗର ପରିତ୍ଯାଗ କରି କିଦ୍ରୋଣ ନଦୀ ଅତିକ୍ରମ କରିବ, ତବେେ ତୁମ୍ଭେ ନିଶ୍ଚିଚ ନିହତ ହବେ ଏବଂ ତୁମ୍ଭର ଏହି ମୃତ୍ଯୁ ପାଇଁ ତୁମ୍ଭେ ଦାଯୀ ରହିବ।
37 Porque há de ser que, no dia em que saíres e passares o ribeiro de Cedrom, fica sabendo que serás morto; o teu sangue cairá, então, sobre a tua cabeça.
38 ତେଣୁ ଶିମିଯି ରାଜାଙ୍କୁ କହିଲା, ଏହା ଉତ୍ତମ କଥା, ମାରେ ପ୍ରଭୁ ମହାରାଜ ଯେପରି କହିଅଛନ୍ତି, ମୁଁ ତାହା ନିଶ୍ଚଯ ପାଳନ କରିବି। ଏଣୁ ଶିମିଯି ଦୀର୍ଘକାଳ ୟିରୁଶାଲମ ରେ ବାସ କଲା।
38 Simei disse ao rei: Boa é essa palavra; como disse o rei, meu senhor, assim fará o teu servo. E Simei habitou em Jerusalém muitos dias.
39 ତିନିବର୍ଷ ପରେ ଶିମିଯିର ଦାସମାନଙ୍କ ମଧ୍ଯରୁ ଦୁଇଜଣ ଗାଥୀଯ ରାଜା ମାଖାର ପୁତ୍ର ଅଖୀଶ ନିକଟକୁ ଗଲେ। ଲୋକମାନେ ଶିମିଯିକି ଖବର ଦେଲେ, ଏଠାକୁ ଦେଖ, ତୁମ୍ଭର ଦାସମାନେ ଗାଥ-ନଗର ରେ ଅଛନ୍ତି।
39 Ao cabo de três anos, porém, dois escravos de Simei fugiram para Aquis, filho de Maaca, rei de Gate; e deram parte a Simei, dizendo: Eis que teus servos estão em Gate.
40 ତେଣୁ ଶିମିଯି ନିଜ ଗର୍ଦ୍ଦଭକୁ ସଜାଇ ଆପଣା ଦାସମାନଙ୍କ ଅନ୍ବଷେଣ ରେ ଗାଥ-ନଗର ରେ ଆଖୀଶ ନିକଟକୁ ଗଲେ ଓ ସଠାରୁେ ନିଜର ଦାସମାନଙ୍କୁ ଫରୋଇ ଆଣିଲେ।
40 Então, Simei se dispôs, albardou o seu jumento e foi a Gate ter com Aquis em busca dos seus escravos; e trouxe de Gate os seus escravos.
41 ତହୁଁ ଶଲୋମନଙ୍କୁ ଏହି ସମ୍ବାଦ ଦିଆଗଲା ଯେ, ଶିମିଯି ୟିରୁଶାଲମରୁ ଗାଥକୁ ୟାଇଥିଲା ଓ ପୁଣି ଫରେି ଆସିଲା।
41 Foi Salomão avisado de que Simei de Jerusalém fora a Gate e já havia voltado.
42 ତେଣୁ ରାଜା ଲୋକ ପଠାଇ ଶିମିଯିକୁ ଡକାଇ ତାକୁ କହିଲେ, ମୁଁ ତୁମ୍ଭକୁ ସତର୍କ କଲି ଏବଂ ଶପଥ କଲି ଯେ, ଯଦି ତୁମ୍ଭେ ୟିରୁଶାଲମ ଛାଡି ଅନ୍ୟ କୌଣସି ସ୍ଥାନକୁ ୟାଅ, ତୁମ୍ଭମାନଙ୍କୁ ହତ୍ଯା କରାୟିବ। ତୁମ୍ଭେ ମାେତେ ପ୍ରତିଶୃତି ଦଇେଥିଲ ଯେ, ତୁମ୍ଭେ ମାେ କଥା ମାନିବ।
42 Então, mandou o rei chamar a Simei e lhe disse: Não te fiz eu jurar pelo Senhor e não te protestei, dizendo: No dia em que saíres para uma ou outra parte, fica sabendo que serás morto? E tu me disseste: Boa é essa palavra que ouvi.
43 ତୁମ୍ଭେ ସଦାପ୍ରଭୁଙ୍କ ପ୍ରତିଜ୍ଞା ଓ ମାରେ ଆଜ୍ଞା କାହିଁକି ପାଳନ କଲ ନାହିଁ?
43 Por que, pois, não guardaste o juramento do Senhor , nem a ordem que te dei?
44 ମାରେ ପିତା ଦାଉଦଙ୍କ ବିପକ୍ଷ ରେ ତୁମ୍ଭେ ବହୁ ମନ୍ଦ କର୍ମ କରିଛନ୍ତି, ଏହା ତୁମ୍ଭେ ଜାଣ। ସହେି ଦୁଷ୍ଟତା ପାଇଁ ସଦାପ୍ରଭୁ ତୁମ୍ଭ ପ୍ରତି ଶାସ୍ତି ବିଧାନ କରିବେ।
44 Disse mais o rei a Simei: Bem sabes toda a maldade que o teu coração reconhece que fizeste a Davi, meu pai; pelo que o Senhor te fez recair sobre a cabeça a tua maldade.
45 ମାତ୍ର ମୁଁ ସଦାପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ ହବେି ଓ ସେ ଦାଉଦଙ୍କ ସିଂହାସନକୁ ଅନନ୍ତକାଳ ନିରାପଦ ରଖିବେ।
45 Mas o rei Salomão será abençoado, e o trono de Davi, mantido perante o Senhor , para sempre.
46 ତେଣୁ ରାଜା ବନାଯକୁ ଏକ ଆଦେଶ ଦେଲେ, ଶିମିଯକୁ ମାରିବା ପାଇଁ ଏବଂ ସେ ଏହା କଲା। ତା'ପରେ ଶଲୋମନ ନିଜ ରାଜ୍ଯ ଉପରେ ପୁରା ଅଧିକାର ପାଇଲେ।
46 O rei deu ordem a Benaia, filho de Joiada, o qual saiu e arremeteu contra ele, de sorte que morreu; assim se firmou o reino sob o domínio de Salomão.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Reis 2, comparar traduções ou montar um estudo — tudo direto pelo WhatsApp.