1 Reis 22
Oriya Bible (GL_ORIYA) vs VC
1 ଅନନ୍ତର ପରବର୍ତ୍ତୀ ଦୁଇବର୍ଷ ପର୍ୟ୍ଯନ୍ତ ଇଶ୍ରାୟେଲ ଓ ଅରାମ ମଧିଅରେ ଶାନ୍ତି ବିରାଜମାନ କଲା।
1 Três anos se passaram sem lutas entre a Síria e Israel.
2 ତତ୍ପରେ ତୃତୀୟ ବର୍ଷ ରେ ଯିହୁଦାର ରାଜା ୟିହୋଶାଫଟ, ଇଶ୍ରାୟେଲର ରାଜା ଆହାବ୍ଙ୍କୁ ସାକ୍ଷାତ କରିବାକୁ ଆସିଲେ।
2 No terceiro ano, Josafá, rei de Judá, veio ter com o rei de Israel.
3 ଏହି ସମୟରେ ଆହାବ୍ ତାଙ୍କର ଅଧିକାରୀମାନଙ୍କୁ କହିଲେ, ରାମାେତ୍ ଗିଲିଯଦ୍ ଆମ୍ଭମାନଙ୍କର ଅଟେ, ତୁମ୍ଭମାନେେ ଏହା ଜାଣ। କିନ୍ତୁ ଅରାମର ରାଜା ଏହା ଅଧିକାର କଲା। ତଥାପି ଆମ୍ଭମାନେେ ନୀରବ ରେ ବସି ରହିଛୁ, ଆମ୍ଭେ ଅରାମର ରାଜାଙ୍କଠାରୁ ତାହା ଫରୋଇ ନଇେ ନାହୁଁ।
3 Este tinha dito aos seus servos: Sabeis porventura que Ramot de Galaad é nossa, e que nós temos descuidado de retomá-la do rei da Síria?
4 ତେଣୁ ଆହାବ୍ ୟିହୋଶାଫଟଙ୍କୁ ପଚାରିଲେ, ତୁମ୍ଭେ କ'ଣ ମାେ ସହିତ ୟୁଦ୍ଧ କରିବାକୁ ରାମାେତ୍-ଗିଲିଯଦକୁ ଯାଉଛ?
4 E disse a Josafá; Queres vir comigo à guerra contra Ramot de Galaad? Josafá respondeu: Farei o que fizeres: meu povo fará o que fizer o teu, e minha cavalaria fará o que fizer a tua.
5 କିନ୍ତୁ ମୁଁ ବିନଯ କରୁଛି, ଆମ୍ଭେ ସର୍ବ ପ୍ରଥମେ ସଦାପ୍ରଭୁଙ୍କ ବାକ୍ଯ ପଗ୍ଭରିବା।
5 E continuando a falar ao rei de Israel, Josafá ajuntou: Consulta antes de tudo, eu te peço, o oráculo do Senhor.
6 ତେଣୁ ଆହାବ୍ 400 ଭବିଷ୍ଯଦ୍ବକ୍ତାଙ୍କୁ ଡକାଇ ଏକତ୍ରୀତ କଲେ ଓ ସମାନଙ୍କେୁ ପଚାରିଲେ, ମୁଁ ରାମାେତ୍-ଗିଲିଯଦ ବିରୁଦ୍ଧ ରେ ପ୍ରଥମେ ୟୁଦ୍ଧ କରିବାକୁ ୟିବା ଉଚିତ୍ କି, ଏଥିରୁ କ୍ଷାନ୍ତ ହବୋ ଉଚିତ୍?
6 O rei de Israel, tendo reunido os profetas, que eram em número de quatrocentos, perguntou-lhes: Devo eu ir atacar Ramot de Galaad, eu devo-me abster? Eles responderam: Vai; o Senhor a entregará nas mãos do rei.
7 କିନ୍ତୁ ଯିହାଶାଫେଟ୍ କହିଲେ, ତୁମ୍ଭମାନଙ୍କ ବ୍ଯତୀତ ଆଉ କହେି ସଦାପ୍ରଭୁଙ୍କ ଭବିଷ୍ଯଦ୍ବକ୍ତା ଏଠା ରେ ଅଛନ୍ତି କି? ଯଦି ସଠାେରେ ଅଛନ୍ତି, ଆମ୍ଭେ ସମାନଙ୍କେୁ ପରମେଶ୍ବରଙ୍କର ବାକ୍ଯ ପଗ୍ଭରନ୍ତୁ।
7 Mas Josafá replicou: Haverá porventura algum outro profeta do Senhor por aqui, a quem possamos consultar?
8 ତହୁଁ ଆହାବ୍ କହିଲେ, ଅନ୍ୟ ଜଣେ ଭବିଷ୍ଯଦ୍ବକ୍ତା ଏଠା ରେ ଅଛନ୍ତି, ଯାହାଙ୍କୁ ଆମ୍ଭେ ପରମେଶ୍ବରଙ୍କର ବାକ୍ଯ ବିଷଯ ରେ ପଗ୍ଭରି ପାରୁ। ସେ ଇମ୍ଲର ପୁତ୍ର ମୀଖାଯ। କିନ୍ତୁ ମୁଁ ତାକୁ ଘୃଣା କରେ। କାରଣ ସେ ସର୍ବଦା ମାେ ବିରୁଦ୍ଧ ରେ ଭବିଷ୍ଯତବାଣୀ କ ହେ। ସେ କବେେ ମାରେ ମଙ୍ଗଳ କଥା କ ହେ ନାହିଁ।
8 Sim, respondeu o rei de Israel, há ainda outro por quem poderíamos consultar o Senhor; mas eu o detesto, porque ele não profetiza jamais o bem, e sim sempre o mal: é Miquéias, filho de Jemla. Josafá disse: Não fale o rei assim.
9 ତେଣୁ ରାଜା ଆହାବ୍ ଜଣେ ଅଧିକାରୀକୁ ଡାକିଲେ ଏବଂ ତାକୁ ଆଦେଶ ଦେଲେ, ଇମ୍ଲର ପୁତ୍ର ମୀଖାଯଙ୍କୁ ଶିଘ୍ର ଆଣ।
9 Chamou então o rei de Israel um eunuco e deu-lhe esta ordem: Traze-me aqui depressa Miquéias, filho de Jemla.
10 ସହେି ସମୟରେ ଇଶ୍ରାୟେଲର ରାଜା ଆହାବ୍ ଓ ଯିହୁଦାର ରାଜା ୟିହୋଶାଫଟ୍ ନିଜ ନିଜର ରାଜ ପୋଷାକ ପରିଧାନ କରି ଶମରିଯାର ପ୍ରବେଶଦ୍ବାର ନିକଟବର୍ତ୍ତୀ ମଲୋ ରେ ନିଜ ନିଜ ସିଂହାସନ ରେ ବସିଥିଲେ ଓ ସମାନଙ୍କେ ସମ୍ମୁଖ ରେ ସମସ୍ତ ଭବିଷ୍ଯଦ୍ବକ୍ତାଗଣ ଭବିଷ୍ଯଦ୍ବାଣୀ ପ୍ରଗ୍ଭର କରୁଥିଲେ।
10 O rei de Israel e Josafá, rei de Judá, sentaram cada um no seu trono, revestidos de suas insígnias reais, na praça que está à entrada da porta de Samaria, e todos os profetas profetizavam diante deles.
11 କନାନାର ପୁତ୍ର ସିଦିକିଯ ଜଣେ ଭବିଷ୍ଯଦ୍ବକ୍ତା ଲୌହମଯ ଶିଙ୍ଗମାନ ନିର୍ମାଣ କରି ଆହାବ୍ଙ୍କୁ କହିଲା, ସଦାପ୍ରଭୁ କହନ୍ତି, 'ତୁମ୍ଭେ ଏହି ଲୌହମଯ ଶିଙ୍ଗ ୟୁଦ୍ଧ ରେ ବ୍ଯବହାର କରିବ ଏବଂ ତୁମ୍ଭେ ଅରାମର ସମସ୍ତ ସୈନ୍ଯମାନଙ୍କୁ ସଂହାର କରିବ ଏବଂ ଜଯଲାଭ କରିବ।'
11 Sedecias, filho de Canaana, fez para si uns chifres de ferro, e disse: Eis o que diz o Senhor: com estes chifres ferirás os sírios até que sejam exterminados.
12 ଅନ୍ୟ ସମସ୍ତ ଭବିଷ୍ଯଦ୍ବକ୍ତା ତାଙ୍କ ସହିତ ଏକମତ ହାଇେ କହିଲେ, ରାମାେତ୍-ଗିଲିଯଦ୍କୁ ୟାଅ ଓ ଅରାମୀଯ ସୈନ୍ଯବାହୀନି ବିରୁଦ୍ଧ ରେ ୟୁଦ୍ଧ ରେ ଜଯଲାଭ କର। କାରଣ ସଦାପ୍ରଭୁ ତୁମ୍ଭ ହସ୍ତ ରେ ସମାନଙ୍କେୁ ପରାସ୍ତ କରାଇବେ।
12 E todos os profetas profetizavam da mesma maneira, dizendo: Sobe a Ramot de Galaad: serás vencedor, porque o Senhor entregará a cidade nas mãos do rei.
13 ଏହି ସମୟରେ ଆହାବ୍ଙ୍କ ଅଧିକାରୀ ମୀଖାଯଙ୍କ ନିକଟକୁ ୟାଇ କହିଲା, ସମସ୍ତ ଭବିଷ୍ଯଦ୍ବକ୍ତା ଏକ ମୁଖ ରେ ରାଜାଙ୍କର ମଙ୍ଗଳ ପ୍ରକାଶ କରୁଛନ୍ତି। ତେଣୁ ମୁଁ ବିନଯ କରୁଛି ତୁମ୍ଭେ ସମାନଙ୍କେ ପରି ମଙ୍ଗଳ ବାକ୍ଯ ରାଜାଙ୍କ ସପକ୍ଷ ରେ କୁହ।
13 Entretanto, o mensageiro que fora buscar Miquéias dizia-lhe: Os profetas são unânimes em predizer a vitória do rei. Que o teu oráculo seja conforme o deles. Predize bom êxito.
14 ତହୁଁ ମୀଖାଯ କହିଲେ, ଯେ ପର୍ୟ୍ଯନ୍ତ ସଦାପ୍ରଭୁ ଅଛନ୍ତି, ମୁଁ ଶପଥ କରୁଛି ସଦାପ୍ରଭୁ ଯାହା କହିବେ ମୁଁ ତାହା ହିଁ କହିବି।
14 Miquéias, porém, respondeu: Por Deus que eu só direi o que o Senhor me disser.
15 ତା'ପରେ ମୀଖାଯ ରାଜାଙ୍କ ସମ୍ମୁଖ ରେ ଛିଡା ହେଲେ ଓ ରାଜା ଆହାବ୍ ତାଙ୍କୁ ପଚାରିଲେ, ମୀଖାଯ, ଆମ୍ଭମାନେେ ୟୁଦ୍ଧ କରିବାକୁ ରାମାେତ୍-ଗିଲିଯଦକୁ ୟିବା ଉଚିତ୍ କି କ୍ଷାନ୍ତ ହବୋ ଉଚିତ୍?
15 Quando ele se apresentou ao rei, este disse-lhe: Miquéias, devemos nós ir atacar Ramot de Galaad, ou não? Vai, respondeu Miquéias, serás vencedor; o Senhor a entregará nas mãos do rei.
16 ଆହାବ୍ ପୁଣି ମୀଖାଯକୁ କହିଲେ, ତୁମ୍ଭେ ତୁମ୍ଭର ନିଜର ବାକ୍ଯ କୁହ, ମୁଁ ତୁମ୍ଭଙ୍କୁ ସତ କହିବାକୁ କହିଛି। କେତେଥର ମାେତେ ତୁମ୍ଭକୁ ଏହା କହିବାକୁ ପଡିବ? ସଦାପ୍ରଭୁଙ୍କଠାରୁ ସତ କୁହ।
16 O rei disse-lhe: Quantas vezes será preciso conjurar-te a que só digas a verdade em nome do Senhor?
17 ମୀଖାଯ ଉତ୍ତର କଲେ, ମୁଁ ସମଗ୍ର ଇଶ୍ରାୟେଲକୁ ମାଲିକହୀନ ମଷେପଲ ସଦୃଶ ଏଣେ ତଣେେ ପର୍ବତମାନଙ୍କ ରେ ବୁଲୁଥିବାର ଦେଖିଲି, ଆଉ ସଦାପ୍ରଭୁ କହିଲେ, ' ସମାନଙ୍କେର ମୂଖ୍ଯ ନାହିଁନ୍ତି, ସମାନେେ ୟୁଦ୍ଧ ନ କରି କୁଶଳ ରେ ନିଜ ନିଜ ଗୃହକୁ ଫରେି ୟାଆନ୍ତୁ।'
17 Ao que Miquéias respondeu: Vejo todo o Israel espalhado pelas montanhas como um rebanho sem pastor. O Senhor disse: Essa gente não tem um guia; volte cada um em paz para a sua casa!
18 ଆହାବ୍ ଯିହାଶାଫେଟ୍ଙ୍କୁ କହିଲେ, ଦେଖ, ମୁଁ କଣ କହି ନଥିଲି, ମୀଖାଯ କବେେ ଅମଙ୍ଗଳ ବିନା ମଙ୍ଗଳକର ଭବିଷ୍ଯଦ୍ବାଣୀ ମାେ ବିଷଯ ରେ କରିବ ନାହିଁ।
18 O rei de Israel disse a Josafá: Não te disse eu que ele nunca profetiza o bem, mas sempre o mal?
19 ପୁଣି ମୀଖାଯ କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ଶୁଣ, ମୁଁ ଦେଖିଲି ସଦାପ୍ରଭୁ ତାଙ୍କ ସିଂହାସନ ରେ ଉପବିଷ୍ଟ ଓ ତାଙ୍କର ଦକ୍ଷିଣ ଓ ବାମ ହସ୍ତ ରେ ତାହାଙ୍କ ନିକଟରେ ସ୍ବର୍ଗୀଯ ଦୂତମାନେ ଉଭା ହାଇେଛନ୍ତି।
19 Miquéias replicou: Ouve o oráculo do Senhor: Eu, vi o Senhor sentado no seu trono e todo o exército dos céus ao redor dele, à direita e à esquerda.
20 ସଦାପ୍ରଭୁ କହିଲେ, 'ତୁମ୍ଭମାନଙ୍କ ମଧ୍ଯରୁ କିଏ ରାଜା ଆହାବ୍କୁ କୁମନ୍ତ୍ରଣା ଦବୋକୁ ୟିବ, ସେ ଯେପରି ରାମାେତ୍-ଗିଲିଯଦ୍କୁ ୟାଇ ଅରାମୀଯ ବିରୁଦ୍ଧ ରେ ୟୁଦ୍ଧ କରି ମୃତ୍ଯୁବରଣ କରିବ।' ଏଥି ରେ କହେି ସ୍ବର୍ଗଦୂତଗଣ ଏକମତ ହେଲେ ନାହିଁ, ସମାନଙ୍କେର କଣ କରିବା ଉଚିତ୍।
20 O Senhor disse: Quem seduzirá Acab, para que ele suba e pereça em Ramot de Galaad? Um disse uma coisa e outro, outra.
21 ତା'ପରେ ଜଣେ ସ୍ବର୍ଗଦୂତ ସଦାପ୍ରଭୁଙ୍କ ନିକଟକୁ ୟାଇ କହିଲା, 'ମୁଁ ତା' ପ୍ରତି ପ୍ରତାରଣା କରିବି।'
21 Então um espírito adiantou-se e apresentou-se diante do Senhor, dizendo: Eu irei seduzi-lo. O Senhor perguntou: De que modo?
22 ସଦାପ୍ରଭୁ କହିଲେ, 'ତୁମ୍ଭେ କିପରି ତାକୁ ପ୍ରତାରଣା କରିବ?' ସ୍ବର୍ଗଦୂତ ଉତ୍ତର ଦଲୋ, 'ମୁଁ ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ଦ୍ବନ୍ଦ ରେ ପକାଇବି। ମୁଁ ସମାନଙ୍କେୁ ରାଜାଙ୍କ ନିକଟରେ ମିଛ କୁହାଇବି।' ସଦାପ୍ରଭୁ କହିଲେ, 'ଉତ୍ତମ, ୟାଅ, ତାକୁ କୌଶଳ ରେ ଠକିବାକୁ ଚେଷ୍ଟା କର। ଏଥି ରେ ତୁମ୍ଭେ କୃତକାର୍ୟ୍ଯ ହବେ।'
22 Ele respondeu: Irei e serei um espírito de mentira na boca de seus profetas. - É isto, replicou o Senhor. Conseguirás seduzi-lo. Vai e faze como disseste.
23 ମୀଖାଯ ଶଷେ ରେ କହିଲେ, ଦେଖ, ସଦାପ୍ରଭୁ ତୁମ୍ଭର ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ମିଥ୍ଯା କୁହାଇଛନ୍ତି। ସଦାପ୍ରଭୁ ତୁମ୍ଭ ଉପରେ ଏକ ବଡ ବିପତ୍ତି ଆଣିବାକୁ ନିଷ୍ପତ୍ତି କରିଛନ୍ତି।
23 O Senhor pôs um espírito de mentira na boca de todos os profetas aqui presentes, mas é a tua perda que o Senhor decretou.
24 ତହିଁରେ କନାନାର ପୁତ୍ର ସିଦିକିଯ ମୀଖାଯର ଗାଲ ରେ ଏକ ଗ୍ଭପୁଡା ମାରି କହିଲା, ତୁମ୍ଭେ ଭାବୁଛ କି ସଦାପ୍ରଭୁଙ୍କ ଆତ୍ମା ମାେତେ ଛାଡି ଦଇେଛନ୍ତି ଓ ବର୍ତ୍ତମାନ ତୁମ୍ଭ ମାଧ୍ଯମ ରେ କହୁଛନ୍ତି। ତୁମ୍ଭକୁ କିପରି କହିଲେ?
24 Nesse momento, Sedecias, filho de Canaana, aproximou-se de Miquéias e deu-lhe uma bofetada, dizendo: Por onde saiu de mim o espírito do Senhor para falar a ti?
25 ତହିଁରେ ମୀଖାଯ କହିଲା, ଖୁବ୍ ଶୀଘ୍ର ସଂକଟ ଆସିବ। ତୁମ୍ଭେ ନିଜକୁ ଲୁଗ୍ଭଇବା ପାଇଁ ଗୋଟିଏ େଛାଟ କଠାେରୀକୁ ୟିବ। ସେତବେେଳେ ତୁମ୍ଭେ ଆମ୍ଭ କଥା ସତ୍ଯତା ଜାଣିବ।
25 Tu o verás, respondeu Miquéias, no dia em que fores de quarto em quarto para te esconder.
26 ଆହାବ୍, ମୀଖାଯକୁ ବନ୍ଦୀ କରିବାକୁ ଜଣେ ଅଧ୍ଯକ୍ଷକୁ ଆଦେଶ ଦେଲେ ଏବଂ ତାକୁ ଆମାନରେ ନଗରାଧ୍ଯକ୍ଷ ଓ ୟୁବରାଜ ଯୋୟାଶର ନକଟକୁ ନଇେ ୟିବାକୁ କହିଲେ।
26 Então o rei de Israel ordenou: Prende Miquéias; leva-o à casa de Amon, governador da cidade, e de Joás, filho do rei.
27 ସମାନଙ୍କେୁ କହିବ ମୁଁ ୟୁଦ୍ଧରୁ ନିରାପଦ ରେ ଫରେିବା ପର୍ୟ୍ଯନ୍ତ ମୀଖାଯକୁ କାରାଗାର ରେ ରଖିବେ ଓ କିଛି ନଦଇେ ରୋଟୀ ଓ ପାଣି ଦବେ।
27 Dize-lhes: Esta é a ordem do rei: Metei este homem na prisão e alimentai-o com um pão de miséria, até que eu volte são e salvo.
28 ତହିଁରେ ମୀଖାଯ ଉଚ୍ଚସ୍ବର ରେ କହିଲେ, ତୁମ୍ଭମାନେେ ସମସ୍ତେ ଶୁଣ, ଯଦି ରାଜା ଆହାବ୍ କୁଶଳ ରେ ୟୁଦ୍ଧ କ୍ଷେତ୍ରରୁ ଫରେି ଆ ସେ, ତବେେ ସଦାପ୍ରଭୁ ମାେତେ ବାର୍ତ୍ତା ଦଇେ ନାହାଁନ୍ତି ବୋଲି ଜାଣିବ।
28 Ao que respondeu Miquéias: Se voltares são e salvo, será um sinal de que o Senhor não falou por mim. E ajuntou: Ouvi, povo, tudo isso!
29 ଅନନ୍ତର ଇଶ୍ରାୟେଲର ରାଜା ଆହାବ୍ ଓ ଯିହୁଦାର ରାଜା ୟିହୋଶାଫଟ୍ ୟୁଦ୍ଧ କରିବାକୁ ରାମାେତ୍-ଗିଲିଯଦ୍କୁ ଗଲେ।
29 O rei de Israel subiu com Josafá, rei de Judá, a Ramot de Galaad.
30 ଇଶ୍ରାୟେଲର ରାଜା ୟିହୋଶାଫଟ୍କୁ କହିଲେ, ମୁଁ ଛଦ୍ମ ବେଶ ରେ ୟୁଦ୍ଧ କରିବାକୁ ୟିବି, ମାତ୍ର ତୁମ୍ଭେ ତୁମ୍ଭର ରାଜ ପୋଷାକ ପିନ୍ଧିବ। ତେଣୁ ଇଶ୍ରାୟେଲର ରାଜା ଛଦ୍ମ ବେଶ ରେ ୟୁଦ୍ଧକୁ ଗଲେ।
30 Disse-lhe: Vou disfarçar-me para ir ao combate; tu, porém, conserva as tuas vestes. E o rei de Israel disfarçou-se antes de entrar em combate.
31 ମାତ୍ର ଅରାମର ରାଜା ତାଙ୍କର ବତିଶ ରଥାଧ୍ଯକ୍ଷଙ୍କୁ ଆଦେଶ ଦେଲେ, ତୁମ୍ଭମାନେେ ଇଶ୍ରାୟେଲର ରାଜା ବ୍ଯତୀତ ଅନ୍ୟ କାହା ସଙ୍ଗେ ୟୁଦ୍ଧ କରନାହିଁ। ତୁମ୍ଭେ ନିଶ୍ଚଯ ତାକୁ ହତ୍ଯା କରିବ।
31 Ora, o rei da Síria tinha dado aos seus trinta e dois chefes de carros a seguinte ordem: Não atacareis ninguém, pequeno ou grande, mas unicamente o rei de Israel.
32 ୟୁଦ୍ଧ ରେ ସହେି ରଥାଧ୍ଯକ୍ଷମାନେ ୟିହୋଶାଫଟଙ୍କୁ ଇଶ୍ରାୟେଲର ରାଜା ଭାବି ଯେତବେେଳେ ଆକ୍ରମଣ କଲେ, ସେ ଚିତ୍କାର କରି କହିଲେ।
32 Os chefes de carros, tendo visto Josafá, disseram entre si: Aquele é seguramente o rei de Israel. E o atacaram. Josafá soltou o seu grito {de guerra},
33 ରଥାଧ୍ଯକ୍ଷମାନେ ଜାଣିଲେ ଯେ ସେ ଇଶ୍ରାୟେଲର ରାଜା ନିହଁନ୍ତି, ତେଣୁ ସମାନେେ ତାଙ୍କୁ ମାରିବାରୁ ନିବୃତ୍ତ ହେଲେ।
33 e os chefes de carros, vendo que não era o rei de Israel, afastaram-se dele.
34 ସହେି ସମୟରେ ଏକ ଶର ଜଣେ ସୈନ୍ଯ ଦ୍ବାରା ବିଦ୍ଧ ହାଇେ ଆସିଲା। ଏହା ରାଜାଙ୍କର ସାଞ୍ଜୁ ଦ୍ବାରା ଆଚ୍ଛାଦିତ ହାଇନେଥିବା ଦହରେ ଅଂଶକୁ ଭଦେ କଲା। ତେଣୁ ରାଜା ତାଙ୍କ ସାରଥିକି କହିଲେ, ମାେତେ ଏ ସ୍ଥାନରୁ ନଇୟୋଅ, କାରଣ ମୁଁ ଗୋଟିଏ ଶରଦ୍ବାରା ଅତିଶଯ ଆଘାତ ପାଇଲି।
34 Nesse momento, estirando um homem o seu arco ao acaso, feriu o rei de Israel entre as junturas da couraça. O rei disse ao condutor de seu carro: Volta a rédea, leva-me para fora do campo de batalha, porque estou ferido.
35 ସଦେିନ ସୈନ୍ଯମାନେ ପ୍ରବଳ ୟୁଦ୍ଧ ଚଳାଇଲେ, ରାଜା ଆହାବ୍ ତାଙ୍କ ରଥରେ ରହିଲେ। ସେ ଅରାମୀଯ ସୈନ୍ଯମାନଙ୍କୁ ଦେଖି ରଥର ପାଶର୍ବ ରେ ଆଉଜି ହାଇେ ରହିଲେ। ତାଙ୍କର ରକ୍ତ ରେ ରଥର ତଳ ସିକ୍ତ ହେଲା ଓ ସନ୍ଧ୍ଯାବଳକେୁ ସେ ମୃତ୍ଯୁ ବରଣ କଲେ।
35 Mas o combate foi naquele dia tão violento, que o rei teve que ficar de pé em seu carro diante dos sírios. Morreu ao cair da tarde. O sangue corria de sua ferida e inundava o seu carro.
36 ପୁଣି ସୂର୍ୟ୍ଯାସ୍ତ ବଳକେୁ ପ୍ରେତ୍ୟକଙ୍କୁ ନିଜ ନିଜ ନଗରକୁ ଓ ଦେଶକୁ ଫରେିୟିବାକୁ ଆଦେଶ ଦିଆଗଲା।
36 Ao pôr-do-sol, ouviu-se um clamor que corria por todo o exército: Volte cada um para a sua cidade e para a sua casa!
37 ଏହିପରି ଭାବରେ ରାଜା ଆହାବ୍ ମୃତ୍ଯୁ ବରଣ କଲେ ଓ ତାଙ୍କର ଲୋକ ଶମରିଯାକୁ ବୋହି ଆଣି ତାଙ୍କୁ କବର ଦେଲେ।
37 Morreu o rei! Levaram-no para Samaria e enterraram-no ali.
38 ଆଉ ସମାନେେ ଶମରିଯାର ପୋଖରୀଠା ରେ ତାହାଙ୍କ ରଥକୁ ଧୋଇଲେ, ଯେଉଁଠା ରେ ବେଶ୍ଯାମାନେ ସ୍ନାନ କରନ୍ତି। କୁକୁରମାନେ ଆହାବ୍ର ରକ୍ତ ଗ୍ଭଟି ଖାଇଲେ। ଏହିସବୁ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ଘଟିଲା।
38 Quando lavaram o carro na piscina de Samaria, os cães lamberam o sangue do rei, e as prostitutas banhavam-se ali, conforme o oráculo do Senhor.
39 ଆହାବ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କାର୍ୟ୍ଯକଳାପ ତାଙ୍କର ହସ୍ତୀଦନ୍ତ ନିର୍ମିତ ମନୋହର ପ୍ରାସାଦ ଏବଂ ତାଙ୍କ ନିର୍ମିତ ସୁଦୃଢ ନଗର ବିଷଯ ରେ ଇଶ୍ରାୟେଲର ରାଜବଂଶ ଇତିହାସ ରେ ଲିଖିତ ହାଇେଅଛି।
39 O resto da história de Acab, suas ações, o palácio de marfim que construiu, as cidades que edificou, tudo isso se acha consignado no livro das Crônicas dos reis de Israel.
40 ଆହାବ୍ଙ୍କ ମୃତ୍ଯୁପରେ ସେ ତାଙ୍କର ପୂର୍ବ ପୁରୁଷଙ୍କ ସହିତ କବର ନେଲେ ଓ ତାଙ୍କ ଅନ୍ତେ ତାଙ୍କ ପୁତ୍ର ଅହସିଯ ତାଙ୍କ ପଦ ରେ ରାଜ୍ଯ କଲେ।
40 Acab adormeceu com os seus pais, e seu filho Ocozias sucedeu-lhe no trono.
41 ଇଶ୍ରାୟେଲର ରାଜା ଆହାବ୍ଙ୍କ ରାଜତ୍ବର ଚତୁର୍ଥ ବର୍ଷ ରେ ଆସାଙ୍କର ପୁତ୍ର ଯିହାଶାଫେଟ୍ ଯିହୁଦାର ରାଜା ହେଲେ।
41 No quarto ano de Acab, rei de Israel, Josafá, filho de Asa, tornou-se rei de Judá.
42 ଯିହାଶାଫେଟ୍ ପଞ୍ଚତିରିଶ ବର୍ଷ ବଯସ ରେ ରାଜା ହେଲେ ଓ ସେ ପଚିଶ ବର୍ଷ ୟିରୁଶାଲମ ରେ ରାଜତ୍ବ କଲେ। ତାଙ୍କର ମାତାଙ୍କ ନାମ ଅସୂବା ଓ ସେ ଶଲହିର କନ୍ଯା।
42 Tinha trinta e cinco anos quando começou a reinar, e reinou vinte e cinco anos em Jerusalém. Sua mãe chamava-se Azuba, filha de Salai.
43 ୟିହୋଶାଫଟ୍ ଅତି ଉତ୍ତମ ଥିଲେ। ସେ ତାଙ୍କର ପିତା ଆସାଙ୍କର ପଥ ଅନୁସରଣ କଲେ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯାହା ଯଥାର୍ଥ ତାହାହିଁ କଲେ। କିନ୍ତୁ ସେ ଉଚ୍ଚସ୍ଥଳୀଗୁଡିକୁ ଧ୍ବଂସ କଲେ ନାହିଁ। ସେ ସମୟରେ ଲୋକମାନେ ସହେି ଉଚ୍ଚସ୍ଥଳୀ ରେ ବଳିଦାନ ଉତ୍ସର୍ଗ କଲେ ଓ ଧୂପ ଜଳାଇଲେ।
43 Andou em todos os caminhos de Asa, seu pai, e não se desviou deles. Fez o que é bom aos olhos do Senhor.
44 ପୁଣି ଯିହାଶାଫେଟ୍ ଇଶ୍ରାୟେଲ ରାଜାଙ୍କ ସହିତ ଶାନ୍ତି ଚୁକ୍ତି କଲେ।
44 Todavia, não desapareceram os lugares altos, onde o povo continuava sacrificando e queimando incenso.
45 ଯିହାଶାଫେଟ୍ ଅତି ସାହସୀ ଥିଲେ ଓ ସେ ବହୁ ୟୁଦ୍ଧ କରିଥିଲେ। ତାଙ୍କର ସମସ୍ତ କାର୍ୟ୍ଯ ଯିହୁଦାର ରାଜଗଣଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଛି।
45 Josafá viveu em paz com o rei de Israel.
46 ୟିହୋଶାଫଟ୍ ତାଙ୍କ ପିତା ଆସାଙ୍କ ସମୟରେ ଯେଉଁ ପୁରୁଷ ବେଶ୍ଯାମାନେ ଥିଲେ ସମାନଙ୍କେୁ ସେ ଦେଶରୁ ତଡି ଦେଲେ।
46 O resto da história de Josafá, seus grandes feitos e suas campanhas, tudo se acha consignado no livro das Crônicas dos reis de Judá.
47 ସହେି ସମୟରେ ଇଦୋମର କହେି ରାଜା ନଥିଲେ। ଯିହୁଦାର ରାଜାଙ୍କ ଦ୍ବାରା ନିୟୁକ୍ତି ଜଣେ ପ୍ରତିନିଧି ତା'ର ଶାସନ ଚଳାଇଲେ।
47 Expulsou da terra as prostitutas {sagradas} que ainda restavam do tempo de seu pai.
48 ଯିହାଶାଫେଟ୍ ଓଫୀରକୁ ୟାଇ ସୁନା ଆଣିବା ସକାେଶ ତର୍ଶୀଶର କେତକେ ବାଣିଜ୍ଯ ପୋତ ନିର୍ମାଣ କଲେ, ମାତ୍ର ସେ ସବୁ ଗଲାନାହିଁ କାରଣ ସହେି ଜାହାଜଗୁଡିକ ଇତ୍ସିୟୋନ୍ଗବରେ ରେ ଭାଙ୍ଗିଗଲା।
48 Não havia então rei em Edom, mas um governador que exercia as funções de rei.
49 ଇଶ୍ରାୟେଲର ରାଜା ଆହାବ୍ଙ୍କ ପୁତ୍ର ଅହସିଯ ୟିହୋଶାଫଟଙ୍କୁ କହିଲେ, ମାରେ ନାବିକମାନେ ତୁମ୍ଭର ନାବିକମାନଙ୍କ ସହିତ ଜାହାଜ ରେ ଯିବେ, ମାତ୍ର ଯିହାଶାଫେଟ୍ ଏଥି ରେ ରାଜି ହେଲେ ନାହିଁ।
49 Josafá construiu um navio de Társis para ir buscar ouro em Ofir. Mas não pôde ir, porque o seu navio naufragou em Asiongaber.
50 ଯିହାଶାଫେଟ୍ଙ୍କ ମୃତ୍ଯୁ ପରେ ସେ ତାଙ୍କର ପୂର୍ବପୁରୁଷଗଣଙ୍କ ସହିତ ଦାଉଦ ନଗର ରେ କବର ରେ ସମାହିତ ହେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଯିହାରୋମ୍ ରାଜା ହେଲେ।
50 Ocozias, filho de Acab, disse a Josafá: Deixa os meus servos embarcar com os teus. Mas Josafá não quis.
51 ଯିହୁଦାର ରାଜା ୟିହୋଶାଫଟ୍ଙ୍କ ରାଜତ୍ବର ସପ୍ତଦଶ ବର୍ଷ ରେ ଆହାବ୍ଙ୍କ ପୁତ୍ର ଅହସିଯ ଇଶ୍ରାୟେଲର ରାଜା ହେଲେ। ସେ ଶମରିଯା ରେ ଦୁଇବର୍ଷ ଶାସନ କଲେ।
51 Josafá adormeceu com os seus pais, e foi sepultado com eles na cidade de Davi. Seu filho Jorão sucedeu-lhe no trono.
52 ଅହସିଯ ଆପଣା ପିତା ଆହାବ୍, ମାତା ଇଷବଲେ ଓ ନବାଟଙ୍କ ପୁତ୍ର ୟାରବିଯାମ ପରି ପାପକର୍ମ କଲେ। ଏହିସବୁ ଶାସକ ଇଶ୍ରାୟେଲ ଲୋକଙ୍କୁ ପାପ କରାଇଲେ।
52 No décimo sétimo ano de Josafá, rei de Judá, Ocozias, filho de Acab, tornou-se rei de Israel em Samaria, e reinou dois anos sobre Israel.
53 ପୁଣି ସେ ଆପଣା ପିତାଙ୍କର ସମସ୍ତ କ୍ରିଯାନୁସା ରେ ବାଲର ଉପାସନା ଓ ସବୋ କଲେ ଓ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କୁ ବିରକ୍ତ କଲେ। ସଦାପ୍ରଭୁ ତା' ଉପରେ କୋରଧ କଲେ, ଯେପରି ତା'ର ପିତାଙ୍କ ଉପରେ କରିଥିଲେ।
53 Fez o mal aos olhos do Senhor: seguiu os caminhos de seu pai e de sua mãe, e de Jeroboão, filho de Nabat, que tinha arrastado Israel ao pecado.
54 — ausente —
54 Prestou culto a Baal e prostrou-se diante dele, provocando desse modo a cólera do Senhor, Deus de Israel, como o fizera seu pai.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Reis 22, comparar traduções ou montar um estudo — tudo direto pelo WhatsApp.