1 Reis 19
Oriya Bible (GL_ORIYA) vs VC
1 ଆହାବ୍ ଏଲିଯଙ୍କର ସମସ୍ତ କୃତ କର୍ମର ବୃତ୍ତାନ୍ତ ଓ ସେ କିପରି ଖଡ୍ଗ ରେ ସମସ୍ତ ଭବିଷ୍ଯଦ୍ବକ୍ତାଗଣଙ୍କୁ ହତ୍ଯା କରିଥିଲେ, ସେ ସମସ୍ତ ଈଷବଲକେୁ ଜଣାଇଲେ।
1 Quando Acab contou a Jezabel tudo o que fizera Elias, e como ele passara ao fio da espada todos os profetas de Baal,
2 ତେଣୁ ଈଷବଲେ ଏଲିଯଙ୍କ ନିକଟକୁ ଦୁତ ପଠାଇଲେ, ମୁଁ ପ୍ରତିଜ୍ଞା କରୁଛି, ଆସନ୍ତା କାଲି ଠିକ୍ ଏହି ସମୟରେ ମୁଁ ତୁମ୍ଭଙ୍କୁ ହତ୍ଯା କରିବି, ଠିକ୍ ତୁମ୍ଭେ ସହେି ଭବିଷ୍ଯଦ୍ବକ୍ତାଙ୍କୁ ହତ୍ଯା କଲାପରି। ଯଦି ମୁଁ ତୁମ୍ଭକୁ ହତ୍ଯା ନ କରେ, ତବେେ ଦବେତାଗଣ ମାେତେ ଅଧିକ ଦଣ୍ତ ଦଇପୋରନ୍ତି।
2 a rainha mandou um mensageiro a Elias para dizer-lhe: Que os deuses me tratem com o último rigor, se amanhã, a esta mesma hora, eu não fizer de tua vida o que fizeste da deles.
3 ଯେତବେେଳେ ଏଲିଯ ଏ ସମ୍ବାଦ ଶୁଣିଲେ, ସେ ଭୟଭୀତ ହେଲେ। ତେଣୁ ସେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ନିଜର ସବେକ ସହିତ ଯିହୁଦାର ବରେଶବୋକୁ ଗ୍ଭଲିଗଲେ ଓ ତାକୁ ସେ ସଠାେରେ ଛାଡିଲେ।
3 Elias teve medo, e partiu para salvar a sua vida. Chegando a Bersabéia, em Judá, deixou ali o seu servo,
4 ଏଲିଯ ପ୍ରାନ୍ତର ଭିତ ରେ ଦିନସାରା ଗ୍ଭଲି ଏକ ରୋତମ ବୃକ୍ଷମୂଳ ରେ ବସି ପଡିଲେ ଓ ନିଜର ମୃତ୍ଯୁ ପାଇଁ ପ୍ରାର୍ଥନା କରି କହିଲେ, ଏହା ୟଥେଷ୍ଟ ହେଲାଣି, ହେ ସଦାପ୍ରଭୁ, ମାରେ ପ୍ରାଣ ନିଅ, କାରଣ ମୁଁ ମାରେ ପୂର୍ବପୁରୁଷଙ୍କଠାରୁ ଭଲ ନୁହେଁ।
4 e andou pelo deserto um dia de caminho. Sentou-se debaixo de um junípero e desejou a morte: Basta, Senhor, disse ele; tirai-me a vida, porque não sou melhor do que meus pais.
5 ତା'ପରେ ଏଲିଯ ସେ ରୋତମ ଗଛମୂଳ ରେ ନିଦ୍ରା ଗଲେ। ଏହାପରେ ଜଣେ ସ୍ବର୍ଗଦୂତ ଆସିଲେ ଓ ତାକୁ ସ୍ପର୍ଶ କରି କହିଲେ, ଉଠ! ଭୋଜନ କର।
5 Deitou-se por terra, e adormeceu debaixo do junípero. Mas eis que um anjo tocou-o, e disse: Levanta-te e come.
6 ଅନନ୍ତର ଏଲିଯ ଦେଖିଲେ ତାଙ୍କର ମୁଣ୍ତ ପାଖ ରେ ଅଙ୍ଗାର ରେ ପକ୍ବ ଏକ ପିଠା ଓ ଏକ ଜଳପାତ୍ର ଅଛି। ସେ ଭୋଜନ ଓ ପାନକରି ପୁନର୍ବାର ଶଯନ କଲେ।
6 Elias olhou e viu junto à sua cabeça um pão cozido debaixo da cinza, e um vaso de água. Comeu, bebeu e tornou a dormir.
7 ଏହାପରେ ସଦାପ୍ରଭୁଙ୍କ ଦୃତ ପୁନର୍ବାର ଦ୍ବିତୀୟଥର ଆସି ସ୍ପର୍ଶ କଲେ ଓ କହିଲେ, ଉଠ! ଭୋଜନ କର। କାରଣ ତୁମ୍ଭେ ଦୀର୍ଘ ୟାତ୍ରା ପାଇଁ ଶକ୍ତିଶାଳୀ ହବୋ ଦରକାର।
7 Veio o anjo do Senhor uma segunda. vez, tocou-o e disse: Levanta-te e come, porque tens um longo caminho a percorrer.
8 ତେଣୁ ଏଲିଯ ଉଠି ଭୋଜନ ପାନ କଲେ। ସେ ଖାଦ୍ୟ ରେ ଏତେ ଶକ୍ତି ଲାଭ କଲେ ଯେ ସେ ଗ୍ଭଳିଶ ଦିନ ଓ ଗ୍ଭଳିଶ ରାତି ପରମେଶ୍ବରଙ୍କ ପର୍ବତ ହାରେବେ ପହଞ୍ଚିଲା ପର୍ୟ୍ଯନ୍ତ ଗ୍ଭଲି ଗ୍ଭଲି ଗଲେ।
8 Elias levantou-se, comeu e bebeu e, com o vigor daquela comida, andou quarenta dias e quarenta noites, até Horeb, a montanha de Deus.
9 ସଠାେରେ ଏଲିଯ ଏକ ଗହ୍ବର ରେ ରାତ୍ରି ୟାପନ କଲେ।
9 Chegando ali, passou a noite numa caverna. Então a palavra do Senhor foi-lhe dirigida: Que fazes aqui, Elias?
10 ଏଲିଯ ଉତ୍ତର କଲେ, ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର, ମୁଁ ମାରେ ସମସ୍ତ ଶକ୍ତି ସାମର୍ଥ୍ଯ ଦଇେ ତୁମ୍ଭର ସବୋ କଲି। ମାତ୍ର ଇଶ୍ରାୟେଲ ଲୋକମାନେ ତୁମ୍ଭର ନିଯମ ଭଂଗ କଲେ ଓ ତୁମ୍ଭର ୟଜ୍ଞବଦେୀକୁ ଧ୍ବଂସ କଲେ। ତୁମ୍ଭର ସମସ୍ତ ଭବିଷ୍ଯଦ୍ବକ୍ତାଗଣଙ୍କୁ ବଧ କଲେ। ମୁଁ କବଳେ ଅବଶିଷ୍ଟ ରହିଲି। ସମାନେେ ମାେ ପ୍ରାଣ ନବୋକୁ ମଧ୍ଯ ଅନ୍ବଷେଣ କରୁଛନ୍ତି।
10 Ele respondeu: Estou devorado de zelo pelo Senhor, o Deus dos exércitos. Porque os israelitas abandonaram a vossa aliança, derrubaram os vossos altares e passaram os vossos profetas ao fio da espada. Só eu fiquei, e querem tirar-me a vida.
11 ତା'ପରେ ସଦାପ୍ରଭୁ ଏଲିଯକୁ କହିଲେ, ୟାଅ, ପର୍ବତ ଉପରେ ମାେ ସମ୍ମୁଖ ରେ ଛିଡା ହୁଅ। ମୁଁ ତୁମ୍ଭ ପାଖ ଦଇେ ଅତିକ୍ରମ କରିବି। ତା'ପରେ ପ୍ରବଳ ଓ ପ୍ରଚଣ୍ତ ବାଯୁ ସଦାପ୍ରଭୁଙ୍କ ସମ୍ମୁଖ ରେ ପର୍ବତଗଣଙ୍କୁ ବିଦୀର୍ଣ୍ଣ କଲା ଓ ଶୈଳସବୁ ଭାଙ୍ଗି ଖଣ୍ତ ବିଖଣ୍ତିତ ହେଲା। ମାତ୍ର ସଦାପ୍ରଭୁ ସହେି ବାଯୁ ରେ ନଥିଲେ। ପୁଣି ପ୍ରବଳ ପବନ ପରେ ଭୂମିକମ୍ପ ହେଲା, ମାତ୍ର ସଦାପ୍ରଭୁ ସହେି ଭୂମିକମ୍ପରେ ନଥିଲେ।
11 O Senhor desse-lhe: Sai e conserva-te em cima do monte na presença do Senhor: ele vai passar. Nesse momento passou diante do Senhor um vento impetuoso e violento, que fendia as montanhas e quebrava os rochedos; mas o Senhor não estava naquele vento. Depois do vento, a terra tremeu; mas o Senhor não estava no tremor de terra.
12 ଭୂମିକମ୍ପ ପରେ ସଠାେରେ ଅଗ୍ନି ବ୍ଯାପିଲା, ମାତ୍ର ସଦାପ୍ରଭୁ ସହେି ଅଗ୍ନି ରେ ନ ଥିଲେ। ଅଗ୍ନି ପରେ ଏକ ଶାନ୍ତ କ୍ଷୁଦ୍ର ରବ ହେଲା।
12 Passado o tremor de terra, acendeu-se um fogo; mas o Senhor não estava no fogo. Depois do fogo ouviu-se o murmúrio de uma brisa ligeira.
13 ଯେତବେେଳେ ଏଲିଯ ସହେି ରବ ଶୁଣିଲେ, ସେ ନିଜ ବସ୍ତ୍ର ରେ ନିଜର ମୁଖକୁ ଆଚ୍ଛାଦନ କଲେ ଓ ଗହ୍ବରର ପ୍ରବେଶ ପଥ ନିକଟରେ ୟାଇ ଛିଡା ହେଲେ। ସହେିସ୍ବର କହିଲା, ହେ ଏଲିଯ, ତୁମ୍ଭେ ଏଠା ରେ କ'ଣ କରୁଛ?
13 Tendo Elias ouvido isso, cobriu o rosto com o manto, saiu e pôs-se à entrada da caverna. Uma voz disse-lhe: Que fazes aqui, Elias?
14 ଏଲିଯ କହିଲେ, ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର, ମୁଁ ମାରେ ସମସ୍ତ ଶକ୍ତି ଦଇେ ତୁମ୍ଭକୁ ସବୋ କଲି ମାତ୍ର ଇଶ୍ରାୟେଲ ଲୋକମାନେ ତୁମ୍ଭ ସହିତ ଯେଉଁ ନିଯମ ଥିଲା ତାକୁ ଭଙ୍ଗ କଲେ। ସମାନେେ ତୁମ୍ଭର ୟଜ୍ଞବଦେୀକୁ ଧ୍ବଂସ କଲେ। ସମାନେେ ତୁମ୍ଭର ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ବଧ କଲେ। ମୁଁ ଏକମାତ୍ର ଭବିଷ୍ଯଦ୍ବକ୍ତା ୟିଏ କି ଏ ପର୍ୟ୍ଯନ୍ତ ବଞ୍ଚିଛି। ବର୍ତ୍ତମାନ ସମାନେେ ମାେତେ ହତ୍ଯା କରିବାକୁ ଚେଷ୍ଟା କରୁଛନ୍ତି।
14 Ele respondeu: Consumo-me de zelo pelo Senhor, Deus dos exércitos. Porque os israelitas abandonaram a vossa aliança, derrubaram os vossos altares e passaram os vossos profetas ao fio da espada. Só eu fiquei, e agora querem tirar-me a vida.
15 ତହୁଁ ସଦାପ୍ରଭୁ କହିଲେ, ତୁମ୍ଭେ ଦମ୍ମେଶକ ପ୍ରାନ୍ତରକୁ ୟାଇଥିବା ପଥରେ ଫରେିୟାଅ। ଦମ୍ମେଶକକୁ ୟାଅ ଓ ସଠାେରେ ହସାଯଲକେୁ ଅରାମର ସିଂହାସନ ରେ ଅଭିଷିକ୍ତ କର।
15 O Senhor disse-lhe: Retoma o caminho do deserto, na direção de Damasco. Ali chegando, ungirás Hazael como rei da Síria,
16 ଆଉ ନିମ୍ଶିର ପୁତ୍ର ଯହେୂକୁ ଇଶ୍ରାୟେଲ ଉପରେ ରାଜାଭିଷିକ୍ତ କର। ଆଉ ଆବଲହେୋଲା ନିବାସୀ ଶାଫଟର ପୁତ୍ର ଇଲୀଶାୟକୁ ତୁମ୍ଭ ସ୍ଥାନ ରେ ଭବିଷ୍ଯଦ୍ବକ୍ତା ରୂପେ ଅଭିଷକେ କର।
16 Jeú, filho de Namsi, como rei de Israel, e Eliseu, filho de Safat, de Abel-Meula, como profeta em teu lugar.
17 ତହିଁରେ ଯେଉଁ ଲୋକ ହସାଯଲରେ ଖଡ୍ଗରୁ ବଞ୍ଚିବ ଯହେୂ ତାକୁ ବଧ କରିବ ଓ ଯେ ଯହେୂର ଖଡ୍ଗରୁ ବଞ୍ଚିବ ତାହାକୁ ଇଲୀଶାୟ ବଧ କରିବ।
17 Todo o que escapar à espada de Hazael, será morto por Jeú, e o que escapar à de Jeú, será morto por Eliseu.
18 ମୁଁ ଇଶ୍ରାୟେଲ ରେ 7,000 ଜଣଙ୍କୁ ଛାଡି ଦବେି, ଯେଉଁମାନେ କବେେ ବାଲ୍ ଦବେତାଙ୍କୁ ପ୍ରଣାମ କରି ନାହାନ୍ତି। ଏପରିକି ସମାନେେ କବେେ ବାଲ୍ ପ୍ରତିମାକୁ ଚୁମ୍ବନ କରି ନାହାନ୍ତି।
18 Mas reservarei em Israel sete mil homens, que não dobraram os joelhos diante de Baal, e cujos lábios não o beijaram.
19 ସଠାରୁେ ଏଲିଯ ପ୍ରସ୍ଥାନ କରି ଶାଫଟଙ୍କ ପୁତ୍ର ଇଲୀଶାୟଙ୍କୁ ଖାଜେିବାକୁ ଗଲେ। ଇଲିଶାଯ ବାରହଳ ବଳଦ ଆଗ ରେ ରଖି ହଳ ବୁଲାଉଥିଲେ ଓ ସେ ଦ୍ବାଦଶ ହଳ ରେ ଥିଲେ। ଏଲିଯ ତାଙ୍କ ନିକଟକୁ ଗଲେ ଓ ଆପଣା କୋଟ୍କୁ ତା' ଉପରେ ପକାଇଲେ।
19 Elias, partindo dali, encontrou Eliseu, filho de Safat, lavrando com doze juntas de bois diante dele; ele mesmo conduzia a duodécima junta. Elias aproximou-se e jogou o seu manto sobre ele.
20 ତହିଁରେ ଇଲୀଶାୟ ବଳଦ ଛାଡି ଏଲିଯଙ୍କ ପେଛ ପେଛ ଦୌଡି କହିଲେ, ମୁଁ ତୁମ୍ଭକୁ ବିନଯ କରୁଛି, ମାେ ପିତା ମାତାଙ୍କୁ ଚୁମ୍ବନ କରିବାକୁ ମାେତେ ଅନୁମତି ଦିଅନ୍ତୁ। ତା'ପରେ ମୁଁ ବିଦାଯ ନଇେ ତୁମ୍ଭ ପେଛ ପେଛ ୟିବି।
20 Eliseu, deixando imediatamente os seus bois, correu atrás de Elias, e disse: Deixa-me ir beijar meu pai e minha mãe, depois te seguirei. Vai, disse-lhe Elias, mas volta, porque sabes o que te fiz.
21 ତା'ପରେ ଇଲୀଶାୟ ତାଙ୍କ ପରିବାର ସହିତ ଉତ୍ତମ ଭୋଜନ କଲେ। ସେ ବଳଦ ହଳକ ନଇେ ବଧ କଲେ ଓ ୟୁଆଳି କାଠ ରେ ମାଂସ ରାନ୍ଧି ଲୋକମାନଙ୍କୁ ଭୋଜନ ଦେଲେ। ତା'ପରେ ସେ ଏଲିଯଙ୍କ ପଶ୍ଚାଦ୍ଗମନ କରି ତାଙ୍କର ସାହାୟ୍ଯ କାରୀ ହେଲେ।
21 Eliseu, deixando Elias, tomou uma junta de bois e imolou-os. Com a lenha do arado cozeu as carnes e deu-as a comer à sua gente. Em seguida partiu e seguiu Elias, para servi-lo.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Reis 19, comparar traduções ou montar um estudo — tudo direto pelo WhatsApp.