1 Reis 18
Oriya Bible (GL_ORIYA) vs NAA
1 ଅନାବୃଷ୍ଟିର ତୃତୀୟ ବର୍ଷ ରେ ସଦାପ୍ରଭୁ ଏଲିଯଙ୍କୁ କହିଲେ, ତୁମ୍ଭେ ୟାଇ ରାଜା ଆହାବ୍ଙ୍କୁ ସାକ୍ଷାତ କର। ଆମ୍ଭେ ଭୂମିକୁ ଶୀଘ୍ର ବୃଷ୍ଟି ପଠାଇବୁ।
1 Muito tempo depois, no terceiro ano da seca, a palavra do Senhor veio a Elias, dizendo: — Vá apresentar-se a Acabe, porque farei cair chuva sobre a terra.
2 ତେଣୁ ଏଲିଯ ରାଜା ଆହାବଙ୍କୁ ଭଟେିବାକୁ ଗଲେ।
2 Então Elias foi se apresentar a Acabe. E a fome era extrema em Samaria.
3 ତେଣୁ ରାଜା ଆହାବ୍ ରାଜଗୃହର ଅଧ୍ଯକ୍ଷ ଓବଦିଯକୁ ଡକାଇଲେ। ଓବଦିଯ ସଦାପ୍ରଭୁଙ୍କର ପ୍ରକୃତ ଅନୁଗାମୀ ଥିଲେ।
3 Acabe chamou Obadias, o responsável pelo palácio. Este Obadias era um homem que temia muito o Senhor .
4 ପୁଣି ଯେଉଁ ସମୟରେ ଈଷବଲେ ସଦାପ୍ରଭୁଙ୍କ ଭବିଷ୍ଯଦ୍ବକ୍ତାମାନଙ୍କୁ ସଂହାର କରୁଥିଲେ ସେ ସମୟରେ ଓବଦିଯ ଏକଶତ ଭବିଷ୍ଯତ୍ବକ୍ତାଙ୍କୁ ନଇେ ପଗ୍ଭଶ ଜଣ କରି ଗୋଟିଏ ଗହ୍ବର ମଧିଅରେ ଲୁଗ୍ଭଇ ରଖି ସମାନଙ୍କେୁ ଅନ୍ନ ଜଳ ଦଇେ ପ୍ରତିପାଳନ କରିଥିଲେ।
4 Assim, quando Jezabel exterminava os profetas do Senhor , Obadias tomou cem profetas e, em grupos de cinquenta, os escondeu em cavernas, e os sustentou com pão e água.
5 ଆହାବ୍ ଓବଦିଯକୁ କହିଲେ, ମାେ ସହିତ ଆସ, ଆସ ୟିବା ଏବଂ ଦେଶର ସବୁ ଝରଣା ଓ ନଦୀ କୂଳ ଦେଖିବା। ଆମ୍ଭେ ଯଦି ଆମ୍ଭର ଅଶ୍ବଗୁଡିକ ଓ ଗଧମାନଙ୍କ ପାଇଁ ପ୍ରଚୁର ଘାସ ପାଇ ପାରିବା ତବେେ ଆମ୍ଭେ ଆମ୍ଭର ପଶୁମାନଙ୍କୁ ବଧ କରିବାକୁ ପଡିବ ନାହିଁ।
5 E Acabe disse a Obadias: — Vá pela terra a todas as fontes de água e a todos os vales; pode ser que achemos capim, para que salvemos a vida dos cavalos e das mulas e não percamos todos os animais.
6 ସମାନଙ୍କେ ମଧ୍ଯରୁ ପ୍ରେତ୍ୟକକ ଲୋକ ଦେଶ ମଧିଅରେ ଗୋଟିଏ ଗୋଟିଏ ପ୍ରାନ୍ତକୁ ଜଳର ଅନ୍ବଷେଣ କରିବାକୁ ଗଲେ। ଆହାବ୍ ଗୋଟିଏ ଦିଗ ରେ ଓ ଓବଦିଯ ଅନ୍ୟ ଦିଗ ରେ ଗଲେ।
6 Repartiram entre si a terra que iam percorrer; Acabe foi sozinho por um caminho, e Obadias foi sozinho por outro.
7 ଓବଦିଯ ପଥ ମଧିଅରେ ଯାଉ ଯାଉ ଏଲିଯଙ୍କୁ ଭଟେିଲେ। ସେ ସଙ୍ଗେ ସଙ୍ଗେ ଏଲିଯଙ୍କୁ ଚିହ୍ନିଲେ ଓ ମୁଣ୍ତ ନିଆଁଇ ପ୍ରଣାମ କରି କହିଲେ, ତୁମ୍ଭେ କ'ଣ ମାରେ ମହାଶୟ ଏଲିଯ?
7 Quando Obadias já estava a caminho, eis que Elias se encontrou com ele. Obadias, reconhecendo-o, prostrou-se com o rosto em terra e disse: — É você mesmo? É o meu senhor Elias?
8 ଏଲିଯ ତହୁଁ ଉତ୍ତର କଲେ, ହଁ, ମୁଁ ଏଲିଯ, ୟାଅ ତୁମ୍ଭ ମୁନିବଙ୍କୁ ଜଣାଅ ମୁଁ ଏଠା ରେ ଅଛି।
8 Ele respondeu: — Sim, sou eu. Vá e diga a seu senhor: “Eis que Elias está aqui.”
9 ତା'ପରେ ଓବଦିଯ କହିଲେ, ଯଦି ମୁଁ ଆହାବ୍ଙ୍କୁ ତୁମ୍ଭର ଉପସ୍ଥିତି କ ହେ, ତବେେ ସେ ମାେତେ ବଧ କରିବେ। ମୁଁ ତ ତୁମ୍ଭ ନିକଟରେ କିଛି ଅପରାଧ କରି ନାହିଁ, ତବେେ ତୁମ୍ଭେ ମାେତେ କାହିଁକି ମରାଇବାକୁ ଇଚ୍ଛା କରୁଛ?
9 Mas Obadias disse: — Em que pequei, para que você queira entregar este seu servo nas mãos de Acabe, e ele me mate?
10 ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ଅଛନ୍ତି। ମୁଁ ପରମେଶ୍ବରଙ୍କ ନାମ ରେ ପ୍ରତିଜ୍ଞା କରି କହୁଛି, ଦେଶ ମଧିଅରେ ଏପରି କୌଣସି ଗୋଷ୍ଠୀ ବା ରାଜ୍ଯ ନାହିଁ ଯେଉଁସ୍ଥାନକୁ ମାରେ ପ୍ରଭୁ ତୁମ୍ଭକୁ ଅନ୍ବଷେଣ କରିବାକୁ ପଠାଇ ନାହାଁନ୍ତି। ତୁମ୍ଭକୁ ଖାଜେିବାକୁ ରାଜା ପ୍ରେତ୍ୟକକ ଦେଶକୁ ଲୋକ ପଠାଇ ଅଛନ୍ତି। ସହେି ଦେଶର ଶାସକମାନଙ୍କୁ ଶପଥ କରିବା ପାଇଁ ବାଧ୍ଯ କରିଛନ୍ତି ଯେ, ସମାନେେ ତୁମ୍ଭକୁ ସମାନଙ୍କେ ଦେଶ ରେ ପାଇ ନାହାନ୍ତି।
10 Tão certo como vive o Senhor , seu Deus, não houve nação nem reino aonde meu senhor, o rei, não mandasse homens à sua procura. E, quando diziam: “Ele não está aqui”, fazia aquele reino ou aquela nação jurar que não o haviam encontrado.
11 ଏବେ ତୁମ୍ଭେ କହୁଛ, ୟାଅ ଓ ତୁମ୍ଭ ପ୍ରଭୁଙ୍କୁ କୁହ ଏଲିଯ ଏଠା ରେ ଅଛନ୍ତି।
11 E agora você quer que eu vá dizer ao meu senhor, o rei, que Elias está aqui?
12 ଯଦି ମୁଁ ୟାଇ ତୁମ୍ଭ ବିଷଯ ରେ ରାଜା ଆହାବ୍ଙ୍କୁ ଜଣାଏ ସଦାପ୍ରଭୁଙ୍କ ଆତ୍ମା ତୁମ୍ଭରୁ ମାରେ ଅଜଣା ସ୍ଥାନକୁ ନଇେଯିବେ। ଯେତବେେଳେ ଆହାବ୍ ତୁମ୍ଭକୁ ନ ପାଇବେ ସେ ମାେତେ ହତ୍ଯା କରିବେ। ମାତ୍ର ମୁଁ ବାଲ୍ଯ କାଳରୁ ସଦାପ୍ରଭୁଙ୍କ ଅନୁଗାମୀ ହାଇେ ଆସୁଛି।
12 Pode ser que, tão logo eu me afaste de você, o Espírito do Senhor Deus o leve não sei para onde, e, se eu der a notícia a Acabe e ele não o encontrar, ele matará a mim, este seu servo, que temo o Senhor desde a minha mocidade.
13 ମୁଁ ଯାହା କରିଛି ତୁମ୍ଭେ ସେ ସବୁ ଜାଣିଛ। ଈଷବଲେ ଯେତବେେଳେ ସଦାପ୍ରଭୁଙ୍କ ଭବିଷ୍ଯଦ୍ବକ୍ତାମାନଙ୍କୁ ମାରିପକାଉ ଥିଲା। ମୁଁ ସମାନଙ୍କେ ମଧ୍ଯରୁ ଏକଶତ ଭବିଷ୍ଯଦ୍ବକ୍ତାଙ୍କୁ ନଇେ ପଗ୍ଭଶ ଜଣ କରି ଦୁଇଟି ଗହ୍ବର ରେ ଲୁଗ୍ଭଇ ରଖିଥିଲି ଓ ସମାନଙ୍କେୁ ଅନ୍ନ ଜଳ ଦଇେ ଭରଣ ପୋଷଣ କରିଥିଲି।
13 Por acaso não contaram a meu senhor o que fiz, quando Jezabel matava os profetas do Senhor , como escondi cem dos profetas do Senhor em cavernas, de cinquenta em cinquenta, e os sustentei com pão e água?
14 ଏବେ ତୁମ୍ଭେ କହୁଛ, ୟାଅ ତୁମ୍ଭ ମୁନିବଙ୍କୁ କୁହ ଏଲିଯ ଏଠା ରେ ଅଛି। ତହିଁରେ ସେ ମାେତେ ବଧ କରିବେ।
14 E agora você quer que eu vá e diga ao meu senhor que Elias está aqui? Ele vai me matar!
15 ଏଲିଯ ଉତ୍ତର କଲେ, ସର୍ବଶକ୍ତିମଯ ସଦାପ୍ରଭୁଙ୍କ ଜୀବିତ ଥିବା ପର୍ୟ୍ଯନ୍ତ ମୁଁ ପ୍ରତିଜ୍ଞା କରୁଛି, ମୁଁ ନିଶ୍ଚଯ ରାଜାଙ୍କୁ ଆଜି ଦଖାେ କରିବି।
15 Elias respondeu: — Tão certo como vive o
16 ତେଣୁ ଓବଦିଯ ରାଜା ଆହାବ୍ଙ୍କୁ ଏଲିଯଙ୍କ ଉପସ୍ଥିତି ଜଣାଇଲେ। ରାଜା ଏଲିଯଙ୍କୁ ସାକ୍ଷାତ କରିବାକୁ ଗଲେ।
16 Então Obadias foi se encontrar com Acabe e lhe deu a notícia. E Acabe foi se encontrar com Elias.
17 ଆହାବ୍ ଏଲିଯଙ୍କୁ ପଚାରିଲେ, ତୁମ୍ଭେ କ'ଣ ସହେି, ଯେ ଇଶ୍ରାୟେଲର ଦୁଃଖର କାରଣ?
17 Quando Acabe viu Elias, disse: — Então é você, o perturbador de Israel?
18 ଏଲିଯ କହିଲେ, ନା, ମୁଁ ଇଶ୍ରାୟେଲର ଅସୁବିଧା କରି ନାହିଁ। ତୁମ୍ଭେ ଓ ତୁମ୍ଭର ପିତୃବଂଶ ଏହି ଅସୁବିଧାର କାରଣ। ଏବଂ ତୁମ୍ଭମାନେେ ସଦାପ୍ରଭୁଙ୍କ ଆଜ୍ଞା ମାନିବା ବନ୍ଦ କରି ଭଣ୍ତ ଦବେତା ବାଲ୍ର ପୂଜା କରିବା ଆରମ୍ଭ କଲ।
18 Elias respondeu: — Eu não tenho perturbado Israel. Quem tem perturbado Israel é você e a casa de seu pai, porque vocês abandonaram os mandamentos do
19 ଏବେ ତୁମ୍ଭେ ଲୋକ ପଠାଇ ସମଗ୍ର ଇଶ୍ରାୟେଲକୁ କର୍ମିଲ ପର୍ବତ ରେ ଦଖାେ କରିବାକୁ କୁହ। ବାଲ୍ ଦବେତାର 450 ଭବିଷ୍ଯଦ୍ବକ୍ତା ଓ ଅଶରୋ ବଦେୀର 400 ଭବିଷ୍ଯଦ୍ବକ୍ତାଙ୍କୁ ସହେି ପର୍ବତ ରେ ଦଖାେ କରିବାକୁ ଏକତ୍ର କର। ଯେଉଁମାନେ ସାଧାରଣତଃ ଇଷବଲରେ ମଜେ ରେ ଭୋଜନ କରନ୍ତି ଏବଂ ସମାନଙ୍କେୁ ପର୍ବତକୁ ଆଣ।
19 Agora ordene que todo o Israel venha se encontrar comigo no monte Carmelo. Convoque também os quatrocentos e cinquenta profetas de Baal e os quatrocentos profetas da deusa Aserá que são sustentados por Jezabel.
20 ତେଣୁ ଆହାବ୍ ସମସ୍ତ ଇଶ୍ରାୟେଲୀୟଙ୍କୁ ଓ ସହେି ଭବିଷ୍ଯଦ୍ବକ୍ତାମାନଙ୍କୁ କର୍ମିଲ ପର୍ବତକୁ ଡକାଇଲେ।
20 Então Acabe enviou mensageiros a todos os filhos de Israel e ajuntou os profetas no monte Carmelo.
21 ଏଲିଯ ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ସମ୍ ବୋଧନ କଲେ, ତୁମ୍ଭମାନେେ କେତକୋଳ ଦ୍ବିମତ ମଧିଅରେ ସନ୍ଦହେ ରେ ରହିବ? ସଦାପ୍ରଭୁଙ୍କର ପ୍ରକୃତ ଅନୁସରଣକାରୀ ହୁଅ, ଯଦି ତୁମ୍ଭେ ତାଙ୍କୁ ସତ୍ଯ ଭାବୁଛ। ଅନ୍ୟ ପକ୍ଷ ରେ ଯଦି ବାଲ ଦବେତା ସତ୍ଯ ବୋଲି ଭାବୁଛ, ତାଙ୍କୁ ଅନୁସରଣ କର।
21 Depois, Elias se aproximou de todo o povo e disse: — Até quando vocês ficarão pulando de um lado para outro? Se o Porém o povo não disse uma só palavra.
22 ତେଣୁ ଏଲିଯ କହିଲେ, ମୁଁ ଏଠା ରେ ସଦାପ୍ରଭୁଙ୍କର ଏକମାତ୍ର ଭବିଷ୍ଯଦ୍ବକ୍ତା ଅଛି, ମାତ୍ର ବାଲ୍ର 450 ଭବିଷ୍ଯଦ୍ବକ୍ତା ଏଠା ରେ ଅଛନ୍ତି।
22 Então Elias disse ao povo: — Eu sou o único que restou dos profetas do
23 ଦୁଇଟି ବୃଷଭ ଆଣ। ବାଲ ଭବିଷ୍ଯଦ୍ବକ୍ତା ସେଥି ମଧ୍ଯରୁ ଗୋଟିଏ ନେଉ ଏବଂ ତାକୁ ବଧ କରି ତାକୁ ଖଣ୍ତ ଖଣ୍ତ କରି କାଠ ଉପରେ ରଖୁ। ସମାନେେ ସେଥି ରେ ଅଗ୍ନି ସଂୟୋଗ କରିବା ଉଚିତ୍ ନୁହେଁ। ମାେତେ ମଧ୍ଯ ଗୋଟିଏ ବୃଷଭ ଦିଆଯାଉ। ଠିକ୍ ସହେିପରି ଖଣ୍ତ ଖଣ୍ତ ପ୍ରସ୍ତୁତ କରି କାଠ ଉପରେ ରଖିବି। ଏବଂ ମୁଁ ତାକୁ ଅଗ୍ନି ଲଗାଇବି।
23 Tragam, agora, dois novilhos. Eles que escolham para si um dos novilhos e, cortando-o em pedaços, o ponham sobre a lenha, porém não ponham fogo. Eu prepararei o outro novilho e o porei sobre a lenha, mas não porei fogo.
24 ତୁମ୍ଭେ ବାଲ୍ ଭବିଷ୍ଯଦ୍ବକ୍ତାଗଣ ତୁମ୍ଭ ଦବେତାକୁ ତୁମ୍ଭର ପ୍ରାର୍ଥନା କରିବ ଓ ମୁଁ ମାରେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି। ତହିଁରେ ଯେଉଁ ପରମେଶ୍ବର ଅଗ୍ନିଦ୍ବାରା ଉତ୍ତର ଦବେେ ସହେି ପ୍ରକୃତ ପରମେଶ୍ବର। ତା'ପରେ ସମସ୍ତ ଲୋକମାନେ ତାଙ୍କ ସହିତ ଏକମତ ହେଲେ ଏବଂ କହିଲେ, ଯାହା ତୁମ୍ଭେ କୁହ ଉତ୍ତମ ଅଟେ।
24 Então eles invocarão o nome de seu deus, e eu invocarei o nome do Senhor . E há de ser que o deus que responder com fogo esse é que é Deus. E todo o povo respondeu: — É uma boa proposta!
25 ଏଲିଯ ବାଲ୍ ଭବିଷ୍ଯଦ୍ବକ୍ତାଙ୍କୁ କହିଲେ, ତୁମ୍ଭମାନେେ ତ ଏଠା ରେ ଅନକେ ଅଛ। ପ୍ରଥମେ ତୁମ୍ଭମାନେେ ଗୋଟିଏ ବୃଷଭ ପସନ୍ଦ କର। ବୃଷଭଟିକୁ ପ୍ରସ୍ତୁତ କର ଏବଂ ତୁମ୍ଭମାନଙ୍କର ଦବେତାକୁ ପ୍ରାର୍ଥନା କର। ମାତ୍ର ଅଗ୍ନି ସଂୟୋଗ କର ନାହିଁ।
25 Elias disse aos profetas de Baal: — Escolham um dos novilhos e preparem-no primeiro, porque vocês são muitos. Depois, invoquem o nome do deus de vocês, mas não ponham fogo na lenha.
26 ତେଣୁ ସମାନେେ ବୃଷଭଟିକୁ ନେଲେ ଓ ପ୍ରସ୍ତୁତ କଲେ। ସମାନେେ ପ୍ରାତଃକାଳରୁ ମଧ୍ଯାହ୍ନ ପର୍ୟ୍ଯନ୍ତ ବାଲ ନାମ ରେ ପ୍ରାର୍ଥନା କରି କହିଲେ, ହେ ବାଲ୍ ଆମ୍ଭମାନଙ୍କ ବିନତି ଶୁଣ। ମାତ୍ର କୌଣସି ଶଦ୍ଦ ହେଲାନାହିଁ କି କହେି ଉତ୍ତର ଦେଲେ ନାହିଁ। ସମସ୍ତ ଭବିଷ୍ଯଦ୍ବକ୍ତାଗଣ ସମାନଙ୍କେ ନିର୍ମିତ ୟଜ୍ଞବଦେୀର ଗ୍ଭରିପଟେ ନାଚିଲେ। ମାତ୍ର ଅଗ୍ନି ସଂଘଟିତ ହେଲା ନାହିଁ।
26 Pegaram o novilho que lhes foi trazido, prepararam-no e invocaram o nome de Baal, desde a manhã até o meio-dia, dizendo: — Ó Baal, responde-nos! Porém não se ouviu nenhuma voz e não houve quem respondesse. E ficaram pulando ao redor do altar que tinham feito.
27 ଏଲିଯ ସମାନଙ୍କେୁ ପରିହାସ କରି କହିଲେ, ଯଦି ବାଲ୍ ସତ୍ଯ ଦବେତା, ତବେେ ଉଚ୍ଚସ୍ବର ରେ ଡାକ, ସେ ହୁଏତ ଧ୍ଯାନ କରୁଥିବ କିମ୍ବା ବାହାରକୁ ୟାଇଥିବ, କିମ୍ବା ୟାତ୍ରା କରୁଥିବ, ଅବା ସେ ନିଦ୍ରିତ ଥିବ, ଏଣୁ ତାକୁ ଜାଗ୍ରତ କରିବାକୁ ଉଚ୍ଚସ୍ବର ରେ ଡାକ।
27 Ao meio-dia, Elias começou a zombar deles, dizendo: — Gritem mais alto, porque ele é deus! Pode ser que esteja meditando, atendendo a necessidades ou viajando. Talvez esteja dormindo e necessite que o acordem.
28 ତେଣୁ ସମାନେେ ଉଚ୍ଚସ୍ବର ରେ ପ୍ରାର୍ଥନା କଲେ। ସମାନେେ ଖଣ୍ତା ଓ ବର୍ଚ୍ଛା ରେ ନିଜକୁ କ୍ଷତ ବିକ୍ଷତ କଲେ। ଏହିପରି ସମାନେେ ପୂଜା କରୁଥିଲେ। ସମାନଙ୍କେ ଶରୀରରୁ ଧାର ଧାର ରକ୍ତ ବହିଲା।
28 E eles clamavam em altas vozes e se cortavam com facas e com lanças, segundo o seu costume, até ficarem cobertos de sangue.
29 ଅପରାହ୍ନ ଅତିକ୍ରାନ୍ତ ହେଲା, ମାତ୍ର ଅଗ୍ନି ସୃଷ୍ଟି ହେଲା ନାହିଁ। ସମାନେେ ସନ୍ଧ୍ଯାକାଳୀନ ବଳିଦାନ ଉତ୍ସର୍ଗ କରିବା ପର୍ୟ୍ଯନ୍ତ ପ୍ରକାପ କରି ଚାଲିଲେ। କିନ୍ତୁ କୌଣସି ଶଦ୍ଦ ହେଲା ନାହିଁ, ବାଲ୍ କିଛି ଉତ୍ତର କଲେ ନାହିଁ କିମ୍ବା କହେି ମନୋୟୋଗ କଲେ ନାହିଁ।
29 Passado o meio-dia, eles profetizaram, até a hora do sacrifício da tarde; porém não houve voz, nem resposta, nem atenção alguma.
30 ତା'ପରେ ଏଲିଯ ଲୋକମାନଙ୍କୁ ଡାକି କହିଲେ, ବର୍ତ୍ତମାନ ତୁମ୍ଭମାନେେ ମାେ ନିକଟକୁ ଆସ। ତେଣୁ ସମାନେେ ଏଲିଯର ଗ୍ଭରି ପାଖ ରେ ଏକତ୍ରୀତ ହେଲେ। ସଦାପ୍ରଭୁଙ୍କ ଭାଙ୍ଗି ୟାଇଥିବା ୟଜ୍ଞବଦେୀକୁ ଏଲିଯ ପୁନନିର୍ମାଣ କଲେ।
30 Então Elias disse a todo o povo: — Aproximem-se de mim. E todo o povo se aproximou dele. Elias restaurou o altar do
31 ଏଲିଯ ବାର ଗୋଟି ପଥର ପାଇଲେ। ଏହି ବାରଟି ପଥର ବାରଟି ଗୋଷ୍ଠୀ ପାଇଁ ଉର୍ଦ୍ଦିଷ୍ଟ ଥିଲା। ଏହା ବାରଟି ଗୋଷ୍ଠୀ ଯାକୁବଙ୍କର ବାର ପୁତ୍ରମାନଙ୍କର ନାମ ଅନୁସାରେ ହେଲେ। ସଦାପ୍ରଭୁ ଯାକୁବଙ୍କୁ ଇଶ୍ରାୟେଲ ନାମ ଦଇେଥିଲେ।
31 Pegou doze pedras, segundo o número das tribos dos filhos de Jacó, a quem tinha vindo a palavra do Senhor , dizendo: “O seu nome será Israel.”
32 ଆଉ ସହେି ପଥର ରେ ସେ ସଦାପ୍ରଭୁଙ୍କ ନାମ ରେ ଏକ ୟଜ୍ଞବଦେୀ ପୁନଃନିର୍ମାଣ କରି ସହେି ୟଜ୍ଞବଦେୀର ଚତୁଃପାଶର୍ବ ରେ ଦୁଇମହଣ ବିହନ ଧରିଲା ଭଳି ଏକ ଖାଇ ନିର୍ମାଣ କଲେ।
32 Com aquelas pedras edificou o altar em nome do Senhor . Ao redor dele fez uma vala capaz de conter duas medidas de sementes
33 ତା'ପରେ ସେ ୟଜ୍ଞବଦେୀ କାଠ ସଜାଇ ସହେି କାଠ ଉପରେ ବୃଷଭକୁ ଖଣ୍ତ ଖଣ୍ତ କରି କାଟି ଥୋଇଲେ।
33 e então armou a lenha, cortou o novilho em pedaços e os pôs sobre a lenha.
34 ତା'ପରେ ଏଲିଯ କହିଲେ, ଗ୍ଭରିଟି କଳସ ଜଳ ରେ ପୂର୍ଣ୍ଣ କରି ସହେି ହାମାେର୍ଥକ ବଳିର ମାଂସ ଓ କାଠ ଉପରେ ଢାଳ। ପୁଣି ଏଲିଯ କହିଲେ, ଦ୍ବିତୀୟ ଥର ପାଇଁ ତାହା କର। ତା'ପରେ ପୁଣି କହିଲେ, ତୃତୀୟ ଥର ପାଇଁ ତାହା କର। ସମାନେେ ପ୍ରତିଥର ତାହାହିଁ କଲେ।
34 Então disse: — Encham quatro cântaros com água e derramem sobre o holocausto e sobre a lenha. Disse ainda: — Façam isso outra vez. E eles o fizeram. Disse mais: — Façam isso pela terceira vez. E eles o fizeram pela terceira vez.
35 ତଦ୍ଦ୍ବାରା ୟଜ୍ଞବଦେୀରୁ ଜଳ ବହି ଖାଇଟିକୁ ପୂର୍ଣ୍ଣ କଲା।
35 A água escorria do altar e enchia também a vala aberta.
36 ସନ୍ଧ୍ଯାକାଳୀନ ପ୍ରାର୍ଥନା ଉତ୍ସର୍ଗ କରିବା ସମୟରେ ଏଲିଯ ସଦାପ୍ରଭୁଙ୍କ ୟଜ୍ଞବଦେୀ ନିକଟକୁ ଗଲେ ଓ କହିଲେ, ହେ ସଦାପ୍ରଭୁ, ଅବ୍ରହାମ, ଇସ୍ହାକ ଓ ଯାକୁବର ପରମେଶ୍ବର ଇଶ୍ରାୟେଲୀୟମାନଙ୍କୁ ଆଜି ପ୍ରମାଣ କର ଯେ, ତୁମ୍ଭେ ଇଶ୍ରାୟେଲର ପରମେଶ୍ବର ଓ ମୁଁ ଯେ ତୁମ୍ଭର ସବେକ ଏବଂ ମୁଁ ଯେ ତୁମ୍ଭ ବାକ୍ଯ ଅନୁସାରେ ଏହିସବୁ କାର୍ୟ୍ଯ କରିଅଛି।
36 Quando chegou a hora do sacrifício da tarde, o profeta Elias se aproximou do altar e disse: — Ó
37 ହେ ସଦାପ୍ରଭୁ, ମାେ ପ୍ରାର୍ଥନାର ଉତ୍ତର ଦିଅ। ଆଉ ଏହି ଲୋକମାନଙ୍କୁ ଦଖାଇେ ଦିଅ ଯେ ତୁମ୍ଭେ ସଦାପ୍ରଭୁ, ପରମେଶ୍ବର, ତାହା ହେଲେ ସମାନେେ ସର୍ବାନ୍ତଃକରଣ ରେ ଜାଣିବେ ଯେ ତୁମ୍ଭେ ସମାନଙ୍କେୁ ତୁମ୍ଭ ନିକଟକୁ ଫରୋଇ ଆଣିଛ।
37 Responde-me, Senhor , responde-me, para que este povo saiba que tu, Senhor , és Deus e que fizeste o coração deles voltar para ti.
38 ସେତବେେଳେ ସଦାପ୍ରଭୁଙ୍କ ପ୍ ରରେିତ ଅଗ୍ନି ପ୍ରଜ୍ଜଳିତ ହେଲା ଓ ସହେି ଅଗ୍ନି ହାମାେର୍ଥକ ବଳି, କାଠ, ପ୍ରସ୍ତର, ଧୂଳି ଗ୍ରାସ କରି ୟଜ୍ଞବଦେୀର ଗ୍ଭରିପାଖ ରେ ଥିବା ଖାଇର ଜଳକୁ ଶୁଷ୍କ କରି ଦଲୋ।
38 Então caiu fogo do Senhor e consumiu o holocausto, a lenha, as pedras e a terra, e ainda lambeu a água que estava na vala.
39 ଏହା ଦେଖି ସମଗ୍ର ଲୋକ ଭୂମିରେ ମୁଣ୍ତ ନୁଆଁଇ କହିଲେ, ସଦାପ୍ରଭୁ ହିଁ ପରମେଶ୍ବର, ସଦାପ୍ରଭୁ ହିଁ ପରମେଶ୍ବର।
39 Quando o povo viu isso, todos se prostraram com o rosto em terra e disseram: — O
40 ତା'ପରେ ଏଲିଯ ସମାନଙ୍କେୁ କହିଲେ, ବାଲ୍ର ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ଧର, କାହାରିକୁ ଛାଡ ନାହିଁ। ତେଣୁ ଲୋକମାନେ ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ଧରିଲେ। ତତ୍ପରେ ଏଲିଯ ସମାନଙ୍କେୁ କୀଶୋନ ନଦୀ ନିକଟକୁ ନଇେ ସଠାେରେ ହତ୍ଯା କଲେ।
40 Então Elias disse: — Prendam os profetas de Baal! Que nem um deles escape! Eles os prenderam, e Elias os fez descer até o ribeiro de Quisom e ali os matou.
41 ତତ୍ପରେ ଏଲିଯ ରାଜା ଆହାବ୍ଙ୍କୁ କହିଲେ, ବର୍ତ୍ତମାନ ତୁମ୍ଭେ ୟାଇ ପାନ, ଭୋଜନ କର। କାରଣ ପ୍ରବଳ ବର୍ଷା ଆସୁଅଛି।
41 Então Elias disse a Acabe: — Suba, vá comer e beber, porque já se ouve o barulho de abundante chuva.
42 ତେଣୁ ରାଜା ଆହାବ୍ ଭୋଜନ ନିମନ୍ତେ ଗଲେ। ଏଲିଯ କର୍ମିଲ ପର୍ବତର ଉପରକୁ ଚଢି଼ଲେ ଆଶା ରେ ପଡିଲେ ଏବଂ ଆପଣା ଆଣ୍ଠୁ ମଧିଅରେ ମୁଣ୍ତ ରଖିଲେ।
42 Acabe subiu para comer e beber, mas Elias subiu até o alto do Carmelo. Ali, encurvado para a terra, pôs o rosto entre os joelhos
43 ତା'ପରେ ଏଲିଯ ତାଙ୍କର ସବେକକୁ କହିଲେ, ସମୁଦ୍ର ଆଡକୁ ଅନାଅ।
43 e disse ao seu servo: — Vá e olhe para o lado do mar. Ele foi, olhou e disse: — Não vi nada. Então Elias disse: — Volte. E assim por sete vezes.
44 ସପ୍ତମ ଥର ରେ ସବେକ ଫରେିଆସି କହିଲା, ମୁଁ ମନୁଷ୍ଯର ହାତମୁଠା ସଦୃଶ ଖଣ୍ଡେ କ୍ଷୁଦ୍ର ମେଘ ସମୁଦ୍ରରୁ ଉଠିବାପରି ଦେଖୁଛି।
44 Na sétima vez o servo disse: — Eis que se levanta do mar uma nuvem pequena como a palma da mão de um homem. Então Elias disse: — Suba e diga a Acabe: “Apronte o seu carro e desça, para que a chuva não o detenha.”
45 ଅଳ୍ପକ୍ଷଣ ପରେ ଆକାଶ କଳା ମେଘ ରେ ଆବୃତ ହାଇେ ପବନ ବହି ପ୍ରବଳ ବୃଷ୍ଟି ଆରମ୍ଭ ହାଇଗେଲା। ଆହାବ୍ ତାଙ୍କର ରଥରେ ବସି ୟିଷ୍ରିଯଲକେୁ ଗଲେ।
45 Em pouco tempo o céu escureceu, com nuvens e vento, e caiu grande chuva. Acabe subiu ao carro e foi para Jezreel.
46 ସଦାପ୍ରଭୁଙ୍କ ଶକ୍ତି ଏଲିଯଙ୍କ ଉପରେ ପଡିଲା। ସେ ନିଜର କଟି ବସ୍ତ୍ରକୁ ଶକ୍ତ ଭାବରେ ବାନ୍ଧି ୟିଷ୍ରିଯଲରେ ପ୍ରବେଶ ସ୍ଥାନ ପର୍ୟ୍ଯନ୍ତ ଆହାବ୍ଙ୍କ ଆଗେ ଆଗେ ଦୌଡିଗଲେ।
46 A mão do Senhor veio sobre Elias, que cingiu os lombos e correu na frente de Acabe, até a entrada de Jezreel.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Reis 18, comparar traduções ou montar um estudo — tudo direto pelo WhatsApp.