1 Reis 17

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ଏଲିଯ ତିସ୍ବୀଯର ଭବିଷ୍ଯତ ବକ୍ତା ଗିଲିଯଦ ରେ ରାଜା ଆହାବ୍ଙ୍କୁ କହିଲେ, ଗିଲିଯଦର ପ୍ରବାସୀ ତିସ୍ବୀଯ ଏଲିଯ ଭବିଷ୍ଯଦ୍ବକ୍ତା ରାଜା ଆହାବ୍ଙ୍କୁ କହିଲେ, ମୁଁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ସବୋ କରେ। ତାଙ୍କର ଶକ୍ତି ଅନୁସାରେ ମୁଁ ପ୍ରତିଜ୍ଞା କରୁଛି ଆସନ୍ତା କିଛି ବର୍ଷ ଦେଶ ରେ କାକର କି ବୃଷ୍ଟିପାତ ହବେନାହିଁ। ଯଦି ମୁଁ ଆଦେଶ ଦିଏ ତବେେ ବର୍ଷା ହବେ।
1 Um profeta chamado Elias, de Tisbé, na região de Gileade, disse ao rei Acabe: — Em nome do
2 ତତ୍ପରେ ସଦାପ୍ରଭୁ ଏଲିଯଙ୍କୁ କହିଲେ,
2 Então o Senhor Deus disse a Elias:
3 ତୁମ୍ଭେ ଏ ସ୍ଥାନ ଛାଡି ପୂର୍ବ ଦିଗକୁ ୟାଅ ଓ ୟର୍ଦ୍ଦନ ପୂର୍ବ ପାରିସ୍ଥ କରୀତ୍ ନଦୀ ନିକଟରେ ନିଜକୁ ଲୁଗ୍ଭଅ।
3 — Saia daqui, vá para o leste e esconda-se perto do riacho de Querite, a leste do rio Jordão.
4 ସହେି ନଦୀରୁ ତୁମ୍ଭେ ଜଳପାନ କରିବ। ତୁମ୍ଭକୁ ଖାଦ୍ୟ ଯୋଗଇବା ପାଇଁ ଆମ୍ଭେ କାଉମାନଙ୍କୁ ଆଜ୍ଞା ଦେଉଛୁ।
4 Você terá água do riacho para beber; e eu mandei que os corvos levem comida para você ali.
5 ଏଲିଯ ସଦାପ୍ରଭୁଙ୍କ ଆଜ୍ଞାନୁସା ରେ କାର୍ୟ୍ଯ କଲେ। ସେ ୟର୍ଦ୍ଦନ ପୂର୍ବପାରିସ୍ଥ କରୀତ ନଦୀ ନିକଟକୁ ୟାଇ ବାସ କଲେ।
5 Elias obedeceu à ordem do Senhor e foi e ficou morando perto do riacho de Querite.
6 ପୁଣି କାଉମାନେ ପ୍ରାତଃକାଳ ରେ ରୋଟୀ ଓ ମାଂସ ଓ ସନ୍ଧ୍ଯା ବେଳେ ରୋଟୀ ଓ ମାଂସ ତାଙ୍କ ପାଇଁ ଆଣିଲେ। ଆଉ ସେ ନଦୀରୁ ଜଳପାନ କଲେ।
6 Ele bebia água do riacho, e os corvos vinham trazer pão e carne todas as manhãs e todas as tardes.
7 ଅନାବୃଷ୍ଟି ହତେୁ କିଛି କାଳପରେ ଝରଣାଗୁଡିକ ଶୁଷ୍କ ହାଇଗେଲା।
7 Mas algum tempo depois o riacho secou por falta de chuva.
8 ତତ୍ପରେ ସଦାପ୍ରଭୁ ଏଲିଯକୁ କହିଲେ,
8 Então o Senhor Deus disse a Elias:
9 ସୀଦୋନର ସାରିଫତ୍କୁ ୟାଇ ସଠାେରେ ବାସ କର। ସଠାେରେ ଥିବା ଜଣେ ବିଧବାଙ୍କୁ ଆମ୍ଭେ ଆଜ୍ଞା ଦଇେଛୁ, ସେ ତୁମ୍ଭକୁ ଭରଣ ପୋଷଣ କରିବ।
9 — Apronte-se e vá até a cidade de Sarepta, perto de Sidom, e fique lá. Eu mandei que uma viúva que mora ali dê comida para você.
10 ତେଣୁ ଏଲିଯ ସାରିଫତ୍କୁ ଗଲେ। ସେ ନଗର ଦ୍ବାର ନିକଟରେ ଏକ ବିଧବା ସ୍ତ୍ରୀକୁ କାଠ ସଂଗ୍ରହ କରୁଥିବାର ଦେଖିଲେ। ଏଲିଯ ତାକୁ କହିଲେ, ତୁମ୍ଭ ପାତ୍ର ରେ କିଛି ଜଳ ପିଇବାକୁ ଆଣ।
10 Então Elias foi para Sarepta. Quando estava chegando ao portão da cidade, ele encontrou a viúva, que estava catando lenha. Elias disse a ela: — Por favor, me dê um pouco de água para eu beber.
11 ସେ ପାଣି ଆଣିବାକୁ ଯାଉଥିବା ବେଳେ ଏଲିଯ ପୁନର୍ବାର ଡାକି କହିଲେ, ମାରେଅନୁରୋଧ ମାେ ପାଇଁ ଖଣ୍ଡେ ରୋଟୀ ମଧ୍ଯ ଆଣ।
11 Quando ela ia indo buscar a água, ele a chamou e disse: — E traga pão também, por favor.
12 ବିଧବାଟି ଉତ୍ତର ଦଲୋ, ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ନାମ ରେ ମୁଁ ପ୍ରତିଜ୍ଞା କରି କହୁଛି, ମାେ ପାଖ ରେ ଖଣ୍ଡେ ହେଲେ ରୁଟୀ ନାହିଁ, କବଳେ କଳସ ରେ ମୁଠିଏ ମଇଦା ଓ ପାତ୍ର ରେ ଅଳ୍ପ ତଲେ ଅଛି। ଆଉ ଦେଖ, ମୁଁ ଦୁଇଖଣ୍ତ କାଠ ସଂଗ୍ରହ କରୁଛି, ତାକୁ ନେଲେ ମାେ ପାଇଁ ଓ ମାେ ପୁତ୍ର ପାଇଁ ପାକ କରି ଖାଇବୁ ଓ ତା'ପରେ କ୍ଷୁଧା ରେ ମରିବୁ।
12 Porém ela respondeu: — Juro pelo seu Deus vivo, o
13 ଏଲିଯ ସହେି ବିଧବାକୁ କହିଲେ, ଦୁଃଖ କର ନାହିଁ। ଘରକୁ ୟାଇ ତୁମ୍ଭ କହିବାନୁସା ରେ ଖାଦ୍ୟ ପ୍ରସ୍ତୁତ କର। କିନ୍ତୁ ପ୍ରଥମେ ଏକ େଛାଟ ପିଠା କରି ମାେ ନିକଟକୁ ଆଣ। ତା'ପରେ ତୁମ୍ଭପାଇଁ ଓ ତୁମ୍ଭ ପୁତ୍ର ପାଇଁ ପ୍ରସ୍ତୁତ କର।
13 — Não se preocupe! — disse Elias. — Vá preparar a sua comida. Mas primeiro faça um pãozinho com a farinha que você tem e traga-o para mim. Depois prepare o resto para você e para o seu filho.
14 ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ' ଯେ ପର୍ୟ୍ଯନ୍ତ ସଦାପ୍ରଭୁ ବର୍ଷା ନ ପଠାନ୍ତି ସେ ପର୍ୟ୍ଯନ୍ତ ସେ କଳସ ରେ ମଇଦା ଶୂନ୍ଯ ହବେନାହିଁ କି ପାତ୍ର ରେ ତୈଳର ଅଭବ ରହିବ ନାହିଁ।'
14 Pois o Senhor , o Deus de Israel, diz isto: “Não acabará a farinha da sua tigela, nem faltará azeite no seu jarro até o dia em que eu, o Senhor , fizer cair chuva.”
15 ତେଣୁ ସେ ସ୍ତ୍ରୀ ଲୋକଟି ଘରକୁ ଗଲା ଓ ଏଲିଯଙ୍କ ବାକ୍ଯାନୁସା ରେ କାର୍ୟ୍ଯ କଲା। ଏଲିଯ, ସହେି ସ୍ତ୍ରୀ ଲୋକ ଓ ତା'ର ପୁତ୍ର ପାଇଁ ଅନକେ ଦିନ ପର୍ୟ୍ଯନ୍ତ ୟଥେଷ୍ଟ ଭୋଜନ କରିବାକୁ ଥିଲା।
15 Então a viúva foi e fez como Elias tinha dito. E todos eles tiveram comida para muitos dias.
16 ସହେି ମଇଦା କଳସ ଓ ତୈଳପାତ୍ର କବେେ ଶୂନ୍ଯ ହେଲା ନାହିଁ। ସଦାପ୍ରଭୁ ଏଲିଯ ମାଧ୍ଯମ ରେ ଯାହାସବୁ କହିଥିଲେ ସେ ସମସ୍ତ ଘଟିଲା।
16 Como o Senhor havia prometido por meio de Elias, não faltou farinha na tigela nem azeite no jarro.
17 କିଛିଦିନ ଉତ୍ତା ରେ ସହେି ସ୍ତ୍ରୀ ଲୋକର ପୁତ୍ରଟି ଅସୁସ୍ଥ ହେଲା। ତା'ର ପୀଡା ଏତେ ବଢିଗଲା ଯେ ତା'ର ପ୍ରଶ୍ବାସ ମଧ୍ଯ ବନ୍ଦ ହାଇଗେଲା।
17 Algum tempo depois, o filho da viúva ficou doente. Ele foi ficando cada vez pior e acabou morrendo.
18 ସହେି ସ୍ତ୍ରୀ ଲୋକଟି ଏଲିଯକୁ କହିଲେ, ହେ ପରମେଶ୍ବରଙ୍କ ଲୋକ, ମାେ ବିରୁଦ୍ଧ ରେ ତୁମ୍ଭର କ'ଣ ଅଛି? ତୁମ୍ଭେ କ'ଣ ମାରେ ପାପ ସ୍ମରଣ କରଇବୋକୁ ଓ ମାରେପୁତ୍ରର ମୃତ୍ଯୁର କାରଣ ହବୋ ପାଇଁ ଆସିଅଛ?
18 Então ela disse a Elias: — Homem de Deus, o que o senhor tem contra mim? Será que o senhor veio aqui para fazer com que Deus lembrasse dos meus pecados e assim provocar a morte do meu filho?
19 ତହୁଁ ଏଲିଯ ତାକୁ କହିଲେ, ତୁମ୍ଭ ପୁତ୍ରକୁ ମାେତେ ଦିଅ। ଏଲିଯ ତା'ର କୋଳରୁ ପୁଅକୁ ନେଲେ ଓ ଆପଣା ରହିବା କଠାେରୀକୁ ନଇୟୋଇ ଆପଣା ଶୟ୍ଯା ରେ ତାକୁ ଶୁଆଇ ଦେଲେ।
19 — Dê-me o seu filho! — disse Elias. Então pegou o menino dos braços da mãe e o levou para o andar de cima, para o quarto onde estava morando, e o colocou na sua cama.
20 ତା'ପରେ ଏଲିଯ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, ହେ ସଦାପ୍ରଭୁ ମାରେ ପରମେଶ୍ବର, ଏହି ସ୍ତ୍ରୀ ଲୋକଟି ମାେତେ ତା'ର ଗୃହ ରେ ଆଶ୍ରଯ ଦଇେଛି। ତୁମ୍ଭେ ତା'ର ପୁତ୍ରକୁ ବଧକରି ତା'ପ୍ରତି କାହିଁକି ଅମଙ୍ଗଳ ଘଟାଇଲ?
20 Então orou em voz alta, assim: — Ó
21 ତା'ପରେ ଏଲିଯ ବାଳକ ଉପରେ ତିନିଥର ନିଜକୁ ଲମ୍ବାଇ ଦେଲେ। ତା'ପରେ ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, ହେ ସଦାପ୍ରଭୁ ମାରେ ପରମେଶ୍ବର, ଏହି ମୃତ ଶରୀରକୁ ଜୀବନ ପ୍ରଦାନ କର।
21 Aí Elias se deitou em cima do menino três vezes e orou deste modo: — Ó
22 ସଦାପ୍ରଭୁ ଏଲିଯର ପ୍ରାର୍ଥନାର ଉତ୍ତର ଦେଲେ ଏବଂ ବାଳକଟି ପ୍ରଶ୍ବାସ ନବୋକୁ ଆରମ୍ଭ କଲା ଓ ପୁଣି ଜୀବନ ଫରେି ପାଇଲା।
22 E o Senhor Deus respondeu à oração de Elias. O menino começou a respirar outra vez e tornou a viver.
23 ତା'ପରେ ଏଲିଯ ପୁଅଟିକୁ ଧରି ତଳକୁ ଓହ୍ଲାଇ ଆସିଲେ ଓ ସହେି ସ୍ତ୍ରୀ ଲୋକଟିକୁ କହିଲେ, ଦେଖ, ତୁମ୍ଭର ପୁତ୍ର ଜୀବିତ।
23 Elias pegou o menino, e o levou para baixo, para a sua mãe, e disse: — Veja! O seu filho está vivo!
24 ତହୁଁ ସ୍ତ୍ରୀ ଲୋକଟି ଏଲିଯଙ୍କୁ କହିଲା, ତୁମ୍ଭେ ଯେ ପରମେଶ୍ବରଙ୍କ ଲୋକ ଓ ତୁମ୍ଭ ମୁଖ ରେ ସଦାପ୍ରଭୁଙ୍କ ବାକ୍ଯ ଯେ ସତ୍ଯ ମୁଁ ଏହା ଏବେ ଜାଣିଲି।
24 Então ela disse a Elias: — Agora eu sei que o senhor é um homem de Deus e que Deus realmente fala por meio do senhor!

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Reis 17, comparar traduções ou montar um estudo — tudo direto pelo WhatsApp.