1 Reis 13
Oriya Bible (GL_ORIYA) vs NAA
1 ସଦାପ୍ରଭୁ ଯିହୁଦା ରେ ଥିବା ଏକ ପରମେଶ୍ବରଙ୍କ ଲୋକକୁ ବୈଥଲେ ୟିବାକୁ ଆଦେଶ ଦେଲେ। ଯେତବେେଳେ ୟାରବିଯାମ ୟଜ୍ଞବଦେୀ ନିକଟରେ ଧୂପ ଜଳାଇବା ପାଇଁ ଛିଡା ହାଇେଥିଲେ ସେତବେେଳେ ପରମେଶ୍ବରଙ୍କ ଲୋକ ସଠାେରେ ଉପସ୍ଥିତ ହେଲେ।
1 Eis que, por ordem do Senhor , um homem de Deus foi de Judá a Betel; e Jeroboão estava junto ao altar, para queimar incenso.
2 ସଦାପ୍ରଭୁଙ୍କ ନିର୍ଦ୍ଦେଶ ରେ ପରମେଶ୍ବରଙ୍କ ସହେି ଲୋକ ଜଣକ ୟଜ୍ଞବଦେୀ ବିପକ୍ଷ ରେ ଉଚ୍ଚସ୍ବର ରେ କହିଲେ,
2 Por ordem do Senhor , o profeta clamou contra o altar e disse: — Altar, altar! Assim diz o
3 ଆଉ ସହେି ପରମେଶ୍ବରଙ୍କ ଲୋକ ସହେିଦିନ ଏକ ଚିହ୍ନ ଦଇେ କହିଲେ, ଭବିଷ୍ଯତ ରେ ଏହା ହବେ। 'ଏଠାକୁ ଦେଖ, ଏହି ବଦେୀ ଖଣ୍ତ ଖଣ୍ତ ହାଇେ ଭାଙ୍ଗି ପଡିବ ଓ ତହିଁ ଉପରିସ୍ଥ ଭସ୍ମ ଅଜାଡି ହାଇେ ପଡିବ।'
3 Naquele mesmo dia o profeta deu um sinal, dizendo: — Este é o sinal de que foi o
4 ବୈଥଲେ ରେ ୟଜ୍ଞବଦେୀ ବିଷଯ ରେ ପରମେଶ୍ବରଙ୍କ ଲୋକ ମୁହଁରୁ ରାଜା ୟାରବଯାମ ଏହି ବାର୍ତ୍ତା ଶୁଣିଲେ। ସେ ସହେି ଲୋକକୁ ଧରିବା ପାଇଁ ହସ୍ତ ବିସ୍ତାର କଲେ। ସେ ଆଦେଶ ଦେଲେ, ତାକୁ ବନ୍ଦୀ କର! ମାତ୍ର ରାଜା ତାହା ବିରୁଦ୍ଧ ରେ ଯେଉଁ ବାହୁ ବିସ୍ତାର କରିଥିଲେ ତାହା ଆଉ ସଙ୍କୁଚିତ କରି ପାରିଲା ନାହିଁ। ତେଣୁ ତାଙ୍କର ବାହୁ ତତ୍କ୍ଷଣାତ୍ ପକ୍ଷଘାତ ହାଇଗେଲା।
4 Quando o rei ouviu as palavras que o homem de Deus proferiu contra o altar de Betel, Jeroboão estendeu a mão de sobre o altar, dizendo: — Prendam esse homem! Mas a mão que ele tinha estendido contra o homem de Deus secou, e ele não a podia recolher.
5 ଆଉ ମଧ୍ଯ ପରମେଶ୍ବରଙ୍କ ଲୋକ ସଦାପ୍ରଭୁଙ୍କ ବାକ୍ଯ ଦ୍ବାରା ଯେଉଁ ସଙ୍କତେ ଦଇେଥିଲେ, ବଳିଦାନର ୟଜ୍ଞବଦେୀ ଭାଙ୍ଗି ଖଣ୍ତ ଖଣ୍ତ ହାଇଗେଲା ଓ ଭସ୍ମ ଅଜାଡି ହାଇେ ପଡିଲା।
5 O altar se fendeu, e as cinzas se espalharam pelo chão, conforme o sinal que o homem de Deus tinha dado por ordem do Senhor .
6 ତା'ପରେ ରାଜା ୟାରବିଯାମ ପରମେଶ୍ବରଙ୍କ ଲୋକକୁ ନିବଦନେ କରି କହିଲେ, ତୁମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କୁ ମାରେବାହୁର ଆରୋଗ୍ୟ ପାଇଁ ପ୍ରାର୍ଥନା କର।
6 Então o rei disse ao homem de Deus: — Implore o favor do O homem de Deus implorou o favor do
7 ତା'ପରେ ରାଜା ପରମେଶ୍ବରଙ୍କ ଲୋକଙ୍କୁ କହିଲେ, ତୁମ୍ଭେ ମାେ ସହିତ ଗୃହକୁ ଆସ। ମାେ ସହିତ ଭୋଜନ କର। ମୁଁ ତୁମ୍ଭକୁ ଏକ ଉପହାର ଦବୋ ପାଇଁ ଯାଉଅଛି।
7 Então o rei disse ao homem de Deus: — Venha comigo até a minha casa e coma alguma coisa; e eu o recompensarei.
8 ମାତ୍ର ପରମେଶ୍ବରଙ୍କ ଲୋକ ରାଜାଙ୍କୁ କହିଲେ, ତୁମ୍ଭେ ଆପଣା ରାଜ୍ଯର ଅର୍ଦ୍ଧକେ ଅଂଶ ଦେଲେ ମଧ୍ଯ ମୁଁ ତୁମ୍ଭ ସହିତ ୟିବି ନାହିଁ। ଆଉ ମଧ୍ଯ ମୁଁ ଏ ସ୍ଥାନ ରେ ଅନ୍ନ ସ୍ପର୍ଶ କରିବି ନାହିଁ କିମ୍ବା ଜଳ ପାନ କରିବି ନାହିଁ।
8 Porém o homem de Deus disse ao rei: — Ainda que me desse a metade da sua casa, eu não o acompanharia e não comeria nem beberia nada neste lugar.
9 କାରଣ ଅନ୍ନ ଜଳ ସ୍ପର୍ଶ ନ କରିବାକୁ ସଦାପ୍ରଭୁ ମାେତେ ନିର୍ଦ୍ଦେଶ ଦଇେଛନ୍ତି। ଆଉ ମଧ୍ଯ ସଦାପ୍ରଭୁଙ୍କର ଆଦେଶ ଅଛି, ତୁମ୍ଭେ ଯେଉଁ ପଥରେ ଆସିଛ, ସହେି ପଥରେ ଫରେିବ ନାହିଁ।
9 Porque assim me ordenou o Senhor Deus pela sua palavra, dizendo: “Não coma nem beba nada naquele lugar; e não volte pelo caminho por onde você foi.”
10 ତେଣୁ ସେ ବୈଥଲକେୁ ଯେଉଁ ପଥରେ ଆସିଥିଲା, ସେ ପଥରେ ନ ଫରେି ଅନ୍ୟ ପଥରେ ଫରେିଲା।
10 E ele se foi por outro caminho, e não voltou pelo caminho por onde tinha ido a Betel.
11 ସେ ସମୟରେ ବୈଥଲେ ରେ ଜଣେ ପ୍ରାଚୀନ ଭବିଷ୍ଯଦବକ୍ତା ବାସ କରୁଥିଲେ। ତାଙ୍କର ପୁତ୍ରମାନେ ଆସି ବୈଥଲେ ରେ ପରମେଶ୍ବରଙ୍କ ଲୋକ ଯାହା ଯାହା କରିଥିଲେ ତାହାସବୁ ତାଙ୍କୁ ଜଣାଇଲେ। ସମାନେେ ପରମେଶ୍ବରଙ୍କ ଲୋକ ୟାରବିଯାମ ରାଜାଙ୍କୁ ଯାହା କହିଥିଲେ ତାହା ମଧ୍ଯ ଆପଣା ପିତାଙ୍କୁ ଜଣାଇଲେ।
11 Em Betel morava um velho profeta. Os seus filhos vieram e lhe contaram tudo o que o homem de Deus havia feito naquele dia em Betel. Também lhe contaram as palavras que ele tinha dito ao rei.
12 ସମାନଙ୍କେ ପିତା ସମାନଙ୍କେୁ ପଚାରିଲେ, ସେ କେଉଁ ପଥରେ ଫରେିଲେ? ପରମେଶ୍ବରଙ୍କ ଲୋକ ଯିହୁଦାରୁ ଯେଉଁ ପଥରେ ୟାଇଥିଲେ, ତାହା ସମାନେେ ତାଙ୍କର ପିତାଙ୍କୁ ଦଖାଇେଲେ।
12 Então o pai perguntou aos seus filhos: — Por que caminho ele se foi? E eles lhe mostraram o caminho que havia sido tomado pelo homem de Deus que tinha vindo de Judá.
13 ବୃଦ୍ଧ ଯାଜକ ତା'ର ପୁତ୍ରମାନଙ୍କୁ ତା'ର ଗଧକୁ ସଜାଇବାକୁ କହିଲେ ଏବଂ ସେ ଶିଘ୍ର ୟାତ୍ରା କଲେ।
13 Então ele disse aos seus filhos: — Ponham a sela no meu jumento. Eles puseram a sela no jumento, e o profeta montou.
14 ଏହାପରେ ସେ ପରମେଶ୍ବରଙ୍କ ଲୋକର ପେଛ ପେଛ ୟାଇ ତାଙ୍କୁ ଗୋଟିଏ ଆଲୋନ ବୃକ୍ଷ ମୂଳ ରେ ବସିଥିବାର ଦେଖିଲେ, ସେ ତାଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୁଦାରୁ ଆଗତ ପରମେଶ୍ବରଙ୍କ ଲୋକ?
14 Então ele foi atrás do homem de Deus e, achando-o sentado debaixo de um carvalho, perguntou-lhe: — Você é o homem de Deus que veio de Judá? Ele respondeu: — Sou eu mesmo.
15 ତେଣୁ ସେ ତାଙ୍କୁ ଅନୁ ରୋଧ କଲେ, ମାେ ଗୃହକୁ ଆସ ଓ ମାେ ସହିତ ଭୋଜନ କର।
15 Então o velho profeta lhe disse: — Venha comigo até a minha casa e coma alguma coisa.
16 ମାତ୍ର ପରମେଶ୍ବରଙ୍କ ଲୋକ ଉତ୍ତର ଦେଲେ, ମୁଁ ତୁମ୍ଭ ସହିତ ତୁମ୍ଭ ଗୃହକୁ ୟାଇପାରିବି ନାହିଁ କି ତୁମ୍ଭ ସହିତ ଏ ସ୍ଥାନ ରେ ପାନ ବା ଭୋଜନ କରିବି ନାହିଁ।
16 Mas o profeta de Judá respondeu: — Não posso voltar com você, nem entrar em sua casa. Não posso comer nem beber nada com você neste lugar.
17 କାରଣ ସଦାପ୍ରଭୁ ମାେତେ ନିର୍ଦ୍ଦେଶ ଦଇେଛନ୍ତି, 'ତୁମ୍ଭେ ଭୋଜନ କରିବ ନାହିଁ କି ଜଳପାନ ଏଠା ରେ କରିବ ନାହିଁ। ଏବଂ ଯେଉଁ ପଥ ଦଇେ ଆସିଥିଲ,ସହେି ପଥ ଦଇେ ଫରେି ୟାଅନାହିଁ।'
17 Porque me foi dito pela palavra do Senhor : “Ali, você não deve comer nem beber nada; também não deve voltar pelo caminho por onde foi.”
18 ଏଥି ରେ ବୃଦ୍ଧ ଭବିଷ୍ଯଦ୍ବକ୍ତା କହିଲେ, ମୁଁ ମଧ୍ଯ ତୁମ୍ଭ ପରି ଜଣେ ଭବିଷ୍ଯଦ୍ବକ୍ତା। ତା'ପରେ ସେ ମିଥ୍ଯା କହି ତାଙ୍କୁ ଜଣାଇଲେ, ଜଣେ ଦୂତ ସଦାପ୍ରଭୁଙ୍କ ଦ୍ବାରା ପ୍ ରରେିତ ହାଇେ ମାେତେ କହିଲେ ତୁମ୍ଭେ ପରମେଶ୍ବରଙ୍କ ଲୋକଙ୍କୁ ତୁମ୍ଭ ଗୃହକୁ ନଇେ ତୁମ୍ଭ ସହିତ ଅନ୍ନ ଭୋଜନ ଓ ଜଳପାନ କରାଅ।
18 O velho profeta respondeu: — Também eu sou profeta como você, e um anjo me falou por ordem do Mas isso era mentira.
19 ତେଣୁ ପରମେଶ୍ବରଙ୍କ ଲୋକ ତାଙ୍କ ସହିତ ତାଙ୍କ ଗୃହକୁ ୟାଇ ଅନ୍ନ ଭୋଜନ ଓ ଜଳପାନ କଲେ।
19 Então ele voltou com o velho profeta e comeu e bebeu na casa dele.
20 ଯେତବେେଳେ ସମାନେେ ମଜେ ନିକଟରେ ବସିଥିଲେ, ସଦାପ୍ରଭୁଙ୍କ ବାକ୍ଯ ସହେି ବୃଦ୍ଧ ଭବିଷ୍ଯଦ୍ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା। ୟିଏକି ତାଙ୍କୁ ତା'ର ଘରକୁ ଆଣିଥିଲା।
20 Estando eles à mesa, a palavra do Senhor veio ao profeta que o tinha feito voltar,
21 ଯିହୁଦାରୁ ସହେି ପରମେଶ୍ବରଙ୍କ ଲୋକକୁ ଭବିଷ୍ଯଦ୍ବକ୍ତା କହିଲେ, ସଦାପ୍ରଭୁ କହନ୍ତି, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯର ବିରୁଦ୍ଧାଚରଣ କରିଅଛ। ତୁମ୍ଭେ ଆଜ୍ଞା ପାଳନ କରିନାହଁ। ଯାହା ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଆଜ୍ଞା ଦେଲେ।
21 e ele gritou para o homem de Deus que tinha vindo de Judá, dizendo: — Assim diz o
22 ସଦାପ୍ରଭୁ ତୁମ୍ଭଙ୍କୁ ଆଦେଶ କରିଥିଲେ ତୁମ୍ଭେ ଏ ସ୍ଥାନ ରେ ଅନ୍ନ ଭୋଜନ କରିବ ନାହିଁ କି ଜଳପାନ କରିବ ନାହିଁ। ମାତ୍ର ତୁମ୍ଭେ ଫରେି ଆସିଲ ଓ ଅନ୍ନ ଭୋଜନ ଓ ଜଳ ପାନ କଲ। ତେଣୁ ତୁମ୍ଭର ଶବକୁ ତୁମ୍ଭ ପିତୃଲୋକମାନଙ୍କ ସହିତ କବର ଦିଆ ହବେ ନାହିଁ।
22 Você voltou, comeu e bebeu no lugar onde ele havia ordenado que você não deveria comer nem beber. Por isso, o seu cadáver não será sepultado no sepulcro dos seus pais.”
23 ପରମେଶ୍ବରଙ୍କ ଲୋକ ଅନ୍ନ ଭୋଜନ ଓ ଜଳପାନ କଲାପରେ ସେ ଭବିଷ୍ଯଦ୍ବକ୍ତା ତାଙ୍କର ଗଧଟିକୁ ସଜାଇ ଦେଲେ ଓ ସେ ଲୋକଟି ସେ ସ୍ଥାନ ପରିତ୍ଯାଗ କଲା।
23 Depois que ele tinha comido e bebido, o velho profeta pôs a sela no jumento para o homem de Deus a quem ele tinha feito voltar.
24 ଗୃହ ଅଭିମୁଖେ ୟାତ୍ରା କରୁଥିବା ସମୟରେ ପଥ ମଧିଅରେ ଏକ ସିଂହ ତାଙ୍କୁ ଆକ୍ରମଣ କରି ବଧ କଲା। ତାଙ୍କର ଶବ ସହେି ପଥ ମଧିଅରେ ପଡି ରହିଲା! ଗଧ ଓ ସିଂହ ସହେି ଶବ ନିକଟରେ ଛିଡା ହାଇେ ରହିଲେ।
24 Ele foi embora e, no caminho, um leão o encontrou e o matou. O cadáver dele ficou estendido no caminho, e o jumento e o leão ficaram parados junto ao cadáver.
25 ଏହାପରେ ସହେି ପଥରେ ଯାଉଥିବା କେତକେ ଲୋକ ଶବଟି ପଡିଥିବାର ଓ ଶବ ନିକଟରେ ସିଂହ ଠିଆ ହାଇେଥିବାର ଦେଖିଲେ। ତା'ପରେ ସମାନେେ ବୃଦ୍ଧ ଭବିଷ୍ଯଦ୍ବକ୍ତାଙ୍କ ନିକଟକୁ ଆସିଲେ ଓ ଯାହା ରାସ୍ତା ଉପରେ ଦେଖିଥିଲେ ତାହା ଜଣାଇଲେ।
25 Eis que alguns homens passaram e viram o corpo jogado no caminho, bem como o leão parado junto ao corpo. Então foram e o disseram na cidade onde o velho profeta morava.
26 ଏହା ଶୁଣିକି ବୃଦ୍ଧ ଭବିଷ୍ଯଦ୍ବକ୍ତା ୟିଏ ପରମେଶ୍ବରଙ୍କ ଲୋକକୁ ଫରୋଇ ଆଣି ଥିଲେ, ଏବଂ ତାକୁ ଖାଦ୍ୟ ଓ ଜଳ ଦଇେଥିଲେ, ସେ କହିଲେ, ସଦାପ୍ରଭୁଙ୍କ ଆଜ୍ଞାକୁ ଅବମାନନା କଲା, ତେଣୁ ସଦାପ୍ରଭୁ ତାକୁ ସିଂହ ଦ୍ବାରା ବଧ କରାଇଲେ। ଏହା ସଦାପ୍ରଭୁଙ୍କ ବାକ୍ଯ ଅନୁସାରେ ହେଲା। ଯେଉଁଟାକି ସେ ତାକୁ କହିଥିଲେ।
26 Quando o profeta que o tinha feito voltar do caminho ouviu isso, disse: — É o homem de Deus que foi rebelde à palavra do
27 ତା'ପରେ ସହେି ଭବିଷ୍ଯଦ୍ବକ୍ତା ନିଜ ପୁତ୍ରମାନଙ୍କୁ କହିଲେ, ମାରେ ଗଧଟିକୁ ସଜାଇ ଦିଅ। ତେଣୁ ତାଙ୍କର ପୁତ୍ରମାନେ ଗଧଟିକୁ ସଜାଇ ଦେଲେ।
27 Então disse aos seus filhos: — Ponham a sela no meu jumento. E eles fizeram o que o pai pediu.
28 ସହେି ବୃଦ୍ଧ ଭବିଷ୍ଯଦ୍ବକ୍ତା ବାହାରି ଗଲେ ଓ ପଥ ମଧିଅରେ ସହେି ଶବ ପଡିଥିବାର ଦେଖିଲେ। ଶବ ନିକଟରେ ସହେି ଗଧ ଓ ସିଂହ ଛିଡା ହାଇେଥିଲେ। ସିଂହ ଶବଟିକୁ ଖାଇ ନଥିଲା କିମ୍ବା ଗଧକୁ ବିଦୀର୍ଣ୍ଣ କରି ନଥିଲା।
28 Ele foi e encontrou o cadáver estendido no caminho, e o jumento e o leão parados junto ao cadáver. O leão não tinha devorado o corpo, nem despedaçado o jumento.
29 ସହେି ପ୍ରାଚୀନ ଭବିଷ୍ଯଦ୍ବକ୍ତା ସହେି ଶବଟିକୁ ନିଜ ଗଧ ପିଠି ରେ ରଖିଲେ। ଶାେକ କରିବା ପାଇଁ ଓ କବର ଦବୋପାଇଁ ସହେି ଶବକୁ ଆପଣା ନଗରକୁ ଆଣିଲେ।
29 Então o profeta levantou o cadáver do homem de Deus, pôs sobre o jumento e o levou de volta. Assim, o velho profeta entrou na cidade, para o chorar e sepultar.
30 ସେ ପ୍ରାଚୀନ ଭବିଷ୍ଯଦ୍ବକ୍ତା ସହେି ଶବକୁ ନିଜ ପିତୃଲୋକଙ୍କ କବର ରେ କବର ଦେଲେ ଓ ତାଙ୍କପାଇଁ ବିଳାପ କରି କହିଲେ, ହେ ମାରେ ଭାଇ, ମୁଁ ତୁମ୍ଭ ପାଇଁ ବିଶଷେ ଦୁଃଖିତ।
30 Depositou o cadáver no seu próprio sepulcro. E o prantearam, dizendo: — Ah, meu irmão!
31 ସେ ଶବଟିକୁ କବର ଦଲୋପରେ ସହେି ବୃଦ୍ଧ ଭବିଷ୍ଯଦ୍ବକ୍ତା ନିଜର ପୁତ୍ରମାନଙ୍କୁ କହିଲେ, ମୁଁ ମଲେ, ଯେଉଁ କବର ରେ ପରମେଶ୍ବରଙ୍କ ଲୋକ କବର ପାଇଅଛି ମାେତେ ସହେି ସ୍ଥାନ ରେ କବର ଦବେ ଓ ତାହାର ଅସ୍ଥି ନିକଟରେ ମାରେ ଅସ୍ଥି ରଖିବ।
31 Depois de o haver sepultado, disse aos seus filhos: — Quando eu morrer, sepultem-me no túmulo em que o homem de Deus está sepultado; ponham os meus ossos junto aos ossos dele.
32 କାରଣ ସେ ବୈଥଲେସ୍ଥ ୟଜ୍ଞବଦେୀ ବିରୁଦ୍ଧ ରେ ଓ ଶମରିଯା ନାନା ନଗରିସ୍ଥ ଉଚ୍ଚ ସ୍ଥଳୀର ସମସ୍ତ ଗୃହ ବିରୁଦ୍ଧ ରେ ସଦାପ୍ରଭୁ ସହେି ଲୋକ ମାଧ୍ଯମ ରେ ଯାହା କହିଥିଲେ ତାହା ନିଶ୍ଚିତ ସତ ହବେ।
32 Porque certamente se cumprirá o que por ordem do Senhor ele clamou contra o altar que está em Betel e contra todos os templos que existem nos lugares altos das cidades de Samaria.
33 ଏ ଘଟଣା ପରେ ମଧ୍ଯ ରାଜା ୟାରବିଯାମ କୌଣସି ପରିବର୍ତ୍ତନ ହେଲନୋହିଁ। ସେ ନାନା ମନ୍ଦକର୍ମ କରି ଚାଲିଲେ। ସେ ପୁନର୍ବାର ସମସ୍ତ ପରିବାରବର୍ଗରୁ ଉଚ୍ଚସ୍ଥଳୀର ଯାଜକ ନିୟୁକ୍ତି କଲେ। ଯେଉଁ ଲୋକ ଉଚ୍ଚସ୍ଥଳୀର ଯାଜକ ହବୋକୁ ଇଚ୍ଛା କଲା, ସେ ତାକୁ ନିୟୁକ୍ତି କଲେ।
33 Depois destas coisas, Jeroboão ainda persistiu em seu mau caminho; e continuou a constituir pessoas tiradas do meio do povo como sacerdotes para os lugares altos; a quem o desejasse, ele consagrava para sacerdote dos lugares altos.
34 ସହେି ପାପ ୟାରବିଯାମ ବଂଶକୁ ଓ ତା'ର ରାଜ୍ଯକୁ ଧ୍ବଂସ ଓ ବିଲୋପ କରିବାର କାରଣ ହେଲା।
34 Isso se tornou em pecado à casa de Jeroboão, para destruí-la e extingui-la da face da terra.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Reis 13, comparar traduções ou montar um estudo — tudo direto pelo WhatsApp.