1 Reis 12
Oriya Bible (GL_ORIYA) vs ARIB
1 ଏଥିମଧିଅରେ ନବାଟର ପୁତ୍ର ୟାରବିଯାମ ଯେ କି ଶ ଲୋମନଙ୍କ ଛାମୁରୁ ପଳାଇ ୟାଇଥିଲେ ଓ ମିଶର ରେ ଏୟାଏ ଥିଲେ,
1 Foi então Roboão para Siquém, porque todo o Israel se congregara ali para fazê-lo rei.
2 ସେ ଶ ଲୋମନର ମୃତ୍ଯୁ ସମ୍ବାଦ ପାଇଲେ ଓ ନିଜ ନଗର ଇଫ୍ରଯିମ ପର୍ବତସ୍ଥ ସି ରଦୋକୁ ପ୍ରତ୍ଯାବର୍ତ୍ତନ କଲେ।
2 E Jeroboão, filho de Nebate, que estava ainda no Egito, para onde fugira da presença do rei Salomão, ouvindo isto, voltou do Egito.
3 ଇଶ୍ରାୟେଲର ସମସ୍ତ ଲୋକ ଶିଖିମକୁ ଗଲେ ଓ ରିହବିଯାମକୁ ସମାନଙ୍କେର ରାଜା କଲେ। ରିହବିଯାମ ମଧ୍ଯ ରାଜା ହବୋକୁ ଶିଖିମ ଗଲେ। ଲୋକମାନେ ତାଙ୍କୁ କହିଲେ,
3 E mandaram chamá-lo; Jeroboão e toda a congregação de Israel vieram, e falaram a Roboão, dizendo:
4 ତୁମ୍ଭର ପିତା ଆମ୍ଭମାନଙ୍କୁ କଠିନ କାର୍ୟ୍ଯ କରାଇଲେ। କାର୍ୟ୍ଯରୁ ଗୁରୁଭାର ଓ ଭାରୀ ୟୁଆଳି ଆମ୍ଭ ଉପରେ ଦଇେଥିଲେ, ତାହା ତୁମ୍ଭେ ହାଲୁକା କର। ତାହା ହେଲ ଆମ୍ଭେ ତୁମ୍ଭର ସବୋ କରିବୁ।
4 Teu pai agravou o nosso jugo; agora, pois, alivia a dura servidão e o pesado juro que teu pai nos impôs, e nós te serviremos.
5 ରିହବିଯାମ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏବେ ୟାଅ, ତିନିଦିନ ପରେ ମାେ ନିକଟକୁ ଆସ, ମୁଁ କହିବି। ତେଣୁ ଲୋକମାନେ ଗ୍ଭଲିଗଲେ।
5 Ele lhes respondeu: Ide-vos até o terceiro dia, e então voltai a mim. E o povo se foi.
6 ଶ ଲୋମନଙ୍କ ଜୀବନ କାଳ ରେ ଯେଉଁ ପ୍ରାଚୀନମାନେ ତାଙ୍କୁ ମନ୍ତ୍ରଣା ଦେଉଥିଲେ, ରିହବିଯାମ ସହେି ପ୍ରାଚୀନମାନଙ୍କୁ ପରାମର୍ଶ ଦବୋକୁ କହିଲେ, ସହେି ଲୋକମାନଙ୍କୁ କି ଉତ୍ତର ଦବେି ମାେତେ ମନ୍ତ୍ରଣା ଦିଅ।
6 Teve o rei Roboão conselho com os anciãos que tinham assistido diante de Salomão, seu pai, quando este ainda vivia, e perguntou-lhes: como aconselhais vós que eu responda a este povo?
7 ପ୍ରାଚୀନମାନେ ତାଙ୍କୁ କହିଲେ, ତୁମ୍ଭେ ଯଦି ଆଜି ଲୋକମାନଙ୍କର ଇଚ୍ଛା ପୂରଣ କର ଏବଂ ସମାନଙ୍କେୁ ଗୋଟିଏ ସଂକ୍ଷପେପୂର୍ଣ ଉତ୍ତର ଦିଅ। ତବେେ ସମାନେେ ସର୍ବଦା ତୁମ୍ଭର ଦାସ ହାଇେ ରହିବେ।
7 Eles lhe disseram: Se hoje te tornares servo deste povo, e o servires, e, respondendo-lhe, lhe falares boas palavras, eles serão para sempre teus servos.
8 କିନ୍ତୁ ରିହବିଯାମ ସହେି ପ୍ରାଚୀନମାନଙ୍କ ମନ୍ତ୍ରଣା ଗ୍ରହଣ କଲେ ନାହିଁ। ଅପରନ୍ତୁ ୟୁବକମାନଙ୍କ ସହିତ ମନ୍ତ୍ରଣା କଲେ ଯେଉଁମାନେ ତାଙ୍କ ସହିତ ବଢିଥିଲେ ଓ ତାଙ୍କର ସାଂଗ ଓ ଉପଦେଷ୍ଟା ଥିଲେ। ସେ ସମାନଙ୍କେର ମନ୍ତ୍ରଣା ଗ୍ରହଣ କଲେ।
8 Ele, porém, deixou o conselho que os anciãos lhe deram, e teve conselho com os mancebos que haviam crescido com ele, e que assistiam diante dele,
9 ରିହବିଯାମ ସମାନଙ୍କେୁ କହିଲେ, ସହେି ଲୋକମାନେ ମାେତେ କହିଲେ, 'ତୁମ୍ଭର ପିତା ଆମ୍ଭମାନଙ୍କ ଉପରେ ଯେଉଁ ୟୁଆଳି ରଖିଛନ୍ତି,' ଦୟାକରି ତାହା ହାଲୁକା କର। ସମାନଙ୍କେୁ ଉତ୍ତର ଦବୋକୁ ତୁମ୍ଭମାନେେ ଆମ୍ଭକୁ କି ମନ୍ତ୍ରଣା ଦେଉଛ?
9 perguntando-lhes: Que aconselhais vós que respondamos a este povo, que me disse: Alivia o jugo que teu pai nos impôs?
10 ରାଜାଙ୍କୁ ସହେି ୟୁବ ବନ୍ଧୁମାନେ କହିଲେ, ସହେି ଲୋକମାନେ ତୁମ୍ଭକୁ ଆସି କହିଲେ, 'ତୁମ୍ଭର ପିତା ଆମ୍ଭମାନଙ୍କ ୟୁଆଳି ଭାରୀ କରିଅଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପାଇଁ ତାହା ହାଲୁକା କର।' ତୁମ୍ଭେ ସମାନଙ୍କେୁ କୁହ, ' ମାରେ କନିଷ୍ଠ ଅଙ୍ଗୁଳି ମାରେ ପିତାଙ୍କ କଟିଠାରୁ ମାଟେ।
10 E os mancebos que haviam crescido com ele responderam-lhe: A este povo que te falou, dizendo: Teu pai fez pesado o nosso jugo, mas tu o alivia de sobre nós; assim lhe falarás: Meu dedo mínimo é mais grosso do que os lombos de meu pai.
11 ମାରେ ପିତା ତୁମ୍ଭମାନଙ୍କ ଉପରେ ଯେଉଁ ଭରୀ ୟୁଆଳି ରଖିଥିଲେ, ମୁଁ ତାହାକୁ ଆହୁରି ଭାରୀ କରିବି। ମାରେ ପିତା କୋରଡା ରେ ତୁମ୍ଭମାନଙ୍କୁ ଶାସ୍ତି ଦେଉଥିଲେ ମାତ୍ର ମୁଁ ବିଛା କାମୁଡିଲା ୟନ୍ତ୍ରଣା ପରି ତୁମ୍ଭକୁ ତିକ୍ଷ୍ଣ କୋରଡା ବ୍ଯବହାର କରିବି, ଯାହାଦ୍ବାରା ତୁମ୍ଭମାନଙ୍କ ଶରୀର କ୍ଷତବିକ୍ଷତ ହବେ।'
11 Assim que, se meu pai vos carregou dum jugo pesado, eu ainda aumentarei o vosso jugo; meu pai vos castigou com açoites; eu, porém, vos castigarei com escorpiões.
12 ରିହବିଯାମଙ୍କ କହିବାନୁସା ରେ, ତିନିଦିନ ପରେ ୟାରବିଯାମ ଓ ଇଶ୍ରାୟେଲର ସମସ୍ତ ଲୋକ ତାଙ୍କ ନିକଟରେ ପହନ୍ଚିଲେ।
12 Veio, pois, Jeroboão com todo o povo a Roboão ao terceiro dia, como o rei havia ordenado, dizendo: Voltai a mim ao terceiro dia.
13 ସେତବେେଳେ ପ୍ରାଚୀନମାନଙ୍କ ଉପଦେଶକୁ ଉପେକ୍ଷା କରି ରାଜା ସମାନଙ୍କେୁ କଟୁ ଭାଷା ପ୍ରଯୋଗ କଲେ।
13 E o rei respondeu ao povo asperamente e, deixando o conselho que os anciãos lhe haviam dado,
14 ପୁଣି ୟୁବ ବନ୍ଧୁମାନଙ୍କ ମନ୍ତ୍ରଣାନୁସା ରେ ସେ ଲୋକମାନଙ୍କୁ କହିଲେ, ମାରେ ପିତା ଯେତିକି କାର୍ୟ୍ଯ ଦେଉଥିଲେ ମୁଁ ତା' ଅପେକ୍ଷା ଆହୁରି ଅଧିକ କାର୍ୟ୍ଯ ଦବେି। ସେ ତୁମ୍ଭମାନଙ୍କୁ କୋରଡା ରେ ଶାସ୍ତି ଦେଉଥିଲେ, ମାତ୍ର ମୁଁ ତୁମ୍ଭମାନଙ୍କୁ ତିକ୍ଷ୍ଣ କୋରଡା ରେ ଶାସ୍ତି ଦବେି, ଯାହାର ଆଘାତ ବିଛା କାମୁଡିଲା ପରି ୟନ୍ତ୍ରଣା ଦାୟକ ଏବଂ ତୁମ୍ଭମାନେେ ଆଘାତ ରେ କ୍ଷତାକ୍ତ ହବେ।
14 falou-lhe conforme o conselho dos mancebos, dizendo: Meu pai agravou o vosso jugo, porém eu ainda o aumentarei; meu pai vos castigou com açoites, porém eu vos castigarei com escorpiões.
15 ରାଜା ଲୋକମାନଙ୍କ ଅନୁରୋଧ ପୁରଣ କରିବାକୁ ମନା କରି ଦେଲେ। ସଦାପ୍ରଭୁ ଏହିସବୁ ଘଟାଇବାର କାରଣ ହେଲ, ସେ ଚାହିଁଲେ ତାଙ୍କର ପ୍ରତିଜ୍ଞା ପୂରଣ କରିବା ପାଇଁ। ନବାଟର ପୁତ୍ର ୟାରବିଯାମ୍ ଯାହା ଅହିଯ ଶୀଲୋନୀଯଙ୍କ ଦ୍ବାରା କୁହା ହାଇେଥିଲା।
15 O rei, pois, não deu ouvidos ao povo; porque esta mudança vinha do Senhor, para confirmar a palavra que o Senhor dissera por intermédio de Aías, o silonita, a Jeroboão, filho de Nebate.
16 ସେତବେେଳେ ସମଗ୍ର ଇଶ୍ରାୟେଲ ଦେଖିଲେ ଯେ ନୂଆରାଜା ସମାନଙ୍କେ କଥା ଶୁଣିଲେ ନାହିଁ। ତେଣୁ ସମାନେେ ରାଜାଙ୍କୁ ଉତ୍ତର କରି କହିଲେ, ଆମ୍ଭମାନେେ କ'ଣ ଦାଉଦ ସାମ୍ରାଜ୍ଯର ଏକ ଅଂଶ? ଆମ୍ଭେ ୟିଶୀର କିଛି ଭୂମି ପାଉ କି? ନା, ତେଣୁ ଇଶ୍ରାୟେଲ ଲୋକମାନେ ନିଜ ନିଜ ଘରକୁ ଫରେି ୟାଅ। ଦାଉଦଙ୍କ ପୁତ୍ରଙ୍କୁ ତାଙ୍କ ଲୋକମାନଙ୍କୁ ଶାସନ କରିବାକୁ ଦିଅ। ତେଣୁ ଇଶ୍ରାୟେଲର ଲୋକମାନେ ସମାନଙ୍କେର ଘରକୁ ଫରେି ଗଲେ।
16 Vendo, pois, todo o Israel que o rei não lhe dava ouvidos, respondeu-lhe, dizendo: Que parte temos nós em Davi? Não temos herança no filho de Jessé. Às tuas tendas, ó Israel! Agora olha por tua casa, ó Davi! Então Israel se foi para as suas tendas.
17 ତଥାପି ଇଶ୍ରାୟେଲ ଯେଉଁ ଲୋକମାନେ ଯିହୁଦାର ନଗରମାନଙ୍କ ରେ ବାସ କରୁଥିଲେ ରିହବିଯାମ ସମାନଙ୍କେ ଉପରେ ଶାସନ କଲେ।
17 {Mas quanto aos filhos de Israel que habitavam nas cidades de Judá, sobre eles reinou Roboão.}
18 ଏହାପରେ ରିହବିଯାମ ରାଜା ବେଠିକର୍ମାଧ୍ଯକ୍ଷ ଅଦୋରାମକୁ ଲୋକମାନଙ୍କ ନିକଟକୁ ପଠାଇଲେ। ମାତ୍ର ସମସ୍ତ ଇଶ୍ରାୟେଲ ତାଙ୍କୁ ପ୍ରସ୍ତରାଘାତ କରି ମାରି ଦେଲେ। ତା'ପରେ ରିହବିଯାମ ଶୀଘ୍ର ନିଜ ରଥରେ ଆରୋହଣ କରି ୟିରୁଶାଲମକୁ ପଳାଯନ କଲେ।
18 Então o rei Roboão enviou-lhes Adorão, que estava sobre a leva de tributários servis; e todo o Israel o apedrejou, e ele morreu. Pelo que o rei Roboão se apressou a subir ao seu carro e fugiu para Jerusalém.
19 ତେଣୁ ଇଶ୍ରାୟେଲର ଲୋକମାନେ ଦାଉଦ ବଂଶ ବିପକ୍ଷ ରେ ବିଦ୍ରୋହ କଲେ ଓ ଏବେ ମଧ୍ଯ ସମାନେେ ଦାଉଦ ବଂଶର ବିଦ୍ରୋହୀ ହାଇେ ରହିଛନ୍ତି।
19 Assim Israel se rebelou contra a casa de Davi até o dia de hoje.
20 ଇଶ୍ରାୟେଲର ସମସ୍ତ ଲୋକ ଜାଣିବାକୁ ପାଇଲେ ଯେ ୟାରବିଯାମ ଫରେି ଆସିଛନ୍ତି। ସମାନେେ ଲୋକ ପଠାଇ ତାଙ୍କୁ ଡକାଇଲେ ଓ ସମୁଦାଯ ଇଶ୍ରାୟେଲ ଉପରେ ତାହାଙ୍କୁ ରାଜା କଲେ। କବଳେ ଯିହୁଦା ପରିବାରବର୍ଗ ଗୋଟିଏ ପରିବାର ଦାଉଦ ପରିବାରର ଅନୁଗାମୀ ହେଲ।
20 Sucedeu então que, ouvindo todo o Israel que Jeroboão tinha voltado, mandaram chamá-lo para a congregação, e o fizeram rei sobre todo o Israel; e não houve ninguém que seguisse a casa de Davi, senão somente a tribo de Judá.
21 ରିହବିଯାମ ୟିରୁଶାଲମ ରେ ପହନ୍ଚିଲେ ଓ ୟିହୁଦୀଯ ବିନ୍ଯାମୀନ ବଂଶକୁ ଏକତ୍ରୀତ କଲେ। ସେ 1,80,000 ବଛା ଯୋଦ୍ଧା ଲୋକଙ୍କୁ ଏକତ୍ର କଲେ। ଶଲୋମନଙ୍କ ପୁତ୍ର ରିହବିଯାମଙ୍କ ଅଧୀନକୁ ରାଜ୍ଯ ଫରୋଇ ଆଣିବା ନିମନ୍ତେ ଇଶ୍ରାୟେଲ ବଂଶ ସହିତ ୟୁଦ୍ଧ ହେଲା।
21 Tendo Roboão chegado a Jerusalém, convocou toda a casa de Judá e a tribo de Benjamim, cento e oitenta mil homens escolhidos, destros para a guerra, para pelejarem contra a casa de Israel a fim de restituírem o reino a Roboão, filho de Salomão.
22 ସଦାପ୍ରଭୁ ପରମେଶ୍ବରଙ୍କ ଲୋକ ଶମଯିଯକୁ ଏହା କହିଲେ।
22 Veio, porém, a palavra de Deus a Semaías, homem de Deus, dizendo:
23 ଯିହୁଦାର ରାଜା ଶଲୋମନର ପୁତ୍ର ରିହବିଯାମକୁ ପୁଣି ଯିହୁଦାର ଓ ବିନ୍ଯାମୀନର ସମସ୍ତ ଲୋକମାନଙ୍କୁ ଓ ଅବଶିଷ୍ଟ ସମସ୍ତ ଲୋକଙ୍କୁ ଏହା କୁହ।
23 Fala a Roboão, filho de Salomão, rei de Judá, e a toda a casa de Judá e de Benjamim, e ao resto do povo, dizendo:
24 ସଦାପ୍ରଭୁ ଏହିକଥା କହନ୍ତି, 'ତୁମ୍ଭେ ନିଶ୍ଚଯ ତୁମ୍ଭମାନଙ୍କ ଭ୍ରାତା ଇଶ୍ରାୟେଲ ଲୋକମାନଙ୍କ ବିପକ୍ଷ ରେ ୟୁଦ୍ଧ କରିବ ନାହିଁ। ତୁମ୍ଭମାନେେ ସମସ୍ତେ ନିଜ ନିଜ ଗୃହକୁ ଫରେିୟାଅ। କାରଣ ଏହିକାର୍ୟ୍ଯ ମାେ ଦ୍ବାରା ହାଇେଅଛି।' ତେଣୁ ରିହବିଯାମଙ୍କ ସୈନ୍ଯମାନେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ନିଜ ନିଜ ଗୃହକୁ ଫରେିଗଲେ।
24 Assim diz o Senhor: Não subireis, nem pelejareis contra vossos irmãos, os filhos de Israel; volte cada um para a sua casa, porque de mim proveio isto. E ouviram a palavra do Senhor, e voltaram segundo o seu mandado.
25 ଏହି ସମୟରେ ୟାରବିଯାମ ଇଫ୍ରଯିମର ପର୍ବତମଯ ଦେଶ ଶିଖିମକୁ ଦୃଢ କରି ସଠାେରେ ବାସ କଲେ। ପରେ ସେ ପିନୂଯଲେ ନଗରକୁ ୟାଇ ଏହାକୁ ସୁଦୃଢ କଲେ।
25 Jeroboão edificou Siquém, na região montanhosa de Efraim, e habitou ali; depois, saindo dali, edificou Penuel.
26 ୟାରବିଯାମ ନିଜକୁ ନିଜେ ଚିନ୍ତା କଲେ, ଯଦି ଲୋକମାନେ ୟିରୁଶାଲମକୁ ସଦାପ୍ରଭୁଙ୍କ ମନ୍ଦିର ରେ ସଦାପ୍ରଭୁଙ୍କ ସମ୍ମାନାର୍ଥେ ବଳିଦାନ କରିବାକୁ ୟାଆନ୍ତି, ତବେେ ସମାନେେ ପୁନର୍ବାର ଦାଉଦ ପରିବାର ଦ୍ବାରା ଶାସିତ ହବୋକୁ ଗ୍ଭହାନ୍ତି।
26 Disse Jeroboão no seu coração: Agora tornará o reino para a casa de Davi.
27 ସମାନେେ ଯିହୁଦାର ରାଜା ରିହବିଯାମଙ୍କ ଅନୁଗାମୀ ହବେେ ଓ ମାେତେ ବଧ କରିବେ।
27 Se este povo subir para fazer sacrifícios na casa do Senhor, em Jerusalém, o seu coração se tornará para o seu senhor, Roboão, rei de Judá; e, matando-me, voltarão para Roboão, rei de Judá.
28 ତହୁଁ ରାଜା ତାଙ୍କର ଉପଦେଷ୍ଟାମାନଙ୍କ ସହିତ ବିଗ୍ଭର ବିମର୍ଷ କଲେ ଓ ସମାନେେ ତାଙ୍କୁ ଦୁଇଟି ସୁବର୍ଣ୍ଣର ଗୋବତ୍ସ ନିର୍ମାଣ କରିବାକୁ କହିଲେ। ପୁଣି ସେ ଲୋକମାନଙ୍କୁ କହିଲେ, ତୁମ୍ଭର ୟିରୁଶାଲମକୁ ଉପାସନା କରିବା ପାଇଁ ୟିବା ଦରକାର ନାହିଁ। ହେ ଇଶ୍ରାୟେଲର ସନ୍ତାନଗଣ, ତୁମ୍ଭ ଦବେତାମାନଙ୍କୁ ଦେଖ, ସମାନେେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ।
28 Pelo que o rei, tendo tomado conselho, fez dois bezerros de ouro, e disse ao povo: Basta de subires a Jerusalém; eis aqui teus deuses, ó Israel, que te fizeram subir da terra do Egito.
29 ରାଜା ୟାରବିଯାମ ଗୋଟିକୁ ବୈଥଲେ ରେ ଓ ଅନ୍ୟଟିକୁ ଦାନ ରେ ସ୍ଥାପନ କଲେ।
29 E pôs um em Betel, e o outro em Dã.
30 ଏହା ଏକ ଭୟଙ୍କର ପାପ, କାରଣ ଇଶ୍ରାୟେଲର ଲୋକମାନେ ବୈଥଲେ ଓ ଦାନ ନଗରକୁ ଉପାସନା କରିବାକୁ ଗଲେ।
30 Ora, isto se tornou em pecado; pois que o povo ia até Dã para adorar o ídolo.
31 ଏହାପରେ ୟାରବିଯାମ ଉଚ୍ଚସ୍ଥଳୀ ରେ ସଦାପ୍ରଭୁଙ୍କ ଗୃହମାନ ନିର୍ମାଣ କଲେ। ସେ ଲବେୀକୁ ଛାଡି ଇଶ୍ରାୟେଲର ସମସ୍ତ ଗୋଷ୍ଠୀରୁ ଯାଜକ ମନୋନୀତ କଲେ।
31 Também fez casas nos altos, e constituiu sacerdotes dentre o povo, que não eram dos filhos de Levi.
32 ରାଜା ୟାରବିଯାମ, ଯିହୁଦା ରେ ପର୍ବ ପରି ଅଷ୍ଟମ ମାସର ପନ୍ଦର ତାରିଖ ରେ ଏକ ନୂତନ ପର୍ବ ଆରମ୍ଭ କଲେ। ସେ ବୈଥଲେ ସ୍ଥିତ ହାମବଦେେି ନିକଟକୁ ଗଲେ ଏବଂ ଏହିପରି ଭାବରେ ସେ ବୈଥଲଠାେ ରେ ଗୋବତ୍ସର ସମ୍ମାନାର୍ଥେ ନବୈେଦ୍ଯ ଉତ୍ସର୍ଗ କଲେ ଏବଂ ସେ ମଧ୍ଯ ଉଚ୍ଚସ୍ଥଳୀ ରେ ସବୋ କରିବା ପାଇଁ ଯାଜକମାନଙ୍କୁ ବାଛିଲେ।
32 E Jeroboão ordenou uma festa no oitavo mês, no dia décimo quinto do mês, como a festa que se celebrava em Judá, e sacrificou no altar. Semelhantemente fez em Betel, sacrificando aos bezerros que tinha feito; também em Betel estabeleceu os sacerdotes dos altos que fizera.
33 ତେଣୁ ରାଜା ୟାରବିଯାମ ନିଜ ମନୋନୀତ ଅଷ୍ଟମ ମାସର ପଞ୍ଚଦଶ ଦିନ ରେ ବୈଥଲେସ୍ଥିତ ସ୍ବନିର୍ମିତ ୟଜ୍ଞବଦେୀକି ଗଲେ। ଆଉ ମଧ୍ଯ ସେ ଇଶ୍ରାୟେଲ ସନ୍ତାନଗଣ ନିମନ୍ତେ ପର୍ବ ନିରୂପଣ କରି ଧୂପ ଜଳାଇବା ପାଇଁ ବୈଥଲରେ ୟଜ୍ଞବଦେୀକି ଗଲେ।
33 Sacrificou, pois, no altar, que fizera em Betel, no dia décimo quinto do oitavo mês, mês que ele tinha escolhido a seu bel prazer; assim ordenou uma festa para os filhos de Israel, e sacrificou no altar, queimando incenso.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Reis 12, comparar traduções ou montar um estudo — tudo direto pelo WhatsApp.