1 Reis 11
Oriya Bible (GL_ORIYA) vs VC
1 ଶ ଲୋମନ ବହୁ ରମଣୀଙ୍କୁ ପ୍ ରମେ କଲେ, ସମାନେେ ଇଶ୍ରାୟେଲ ଦେଶରୁ ନଥିଲେ। ସେ ରାଜା ଫାରୋର କନ୍ଯା ବ୍ଯତୀତ ହିତ୍ତୀଯ, ମାୟୋବୀଯ, ଅେମ୍ମାନୀୟ, ଇଦୋମୀଯ ଓ ସୀଦୋନୀଯ ସ୍ତ୍ରୀମାନଙ୍କୁ ଭଲ ପାଇଲେ।
1 O rei Salomão, além da filha do faraó, amou muitas mulheres estrangeiras: moabitas, amonitas, edomitas, sidônias e hitéias,
2 ଏହା ପୂର୍ବରୁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ସତର୍କ କରିଥିଲେ, ତୁମ୍ଭମାନେେ ଅନ୍ୟ ଦେଶର କନ୍ଯାଙ୍କୁ ବିବାହ କରିବ ନାହିଁ। କାରଣ ସମାନେେ ନିଜର ସାଥୀମାନଙ୍କୁ ଅନ୍ୟ ଦବୋ ଦବେୀର ଉପାସନା ପାଇଁ ଆକର୍ଷିତ କରି ପାରନ୍ତି। ମାତ୍ର ଶଲୋମନ ସମାନଙ୍କେ ସହିତ ପ୍ ରମେ କଲେ।
2 pertencentes às nações das quais o Senhor dissera aos israelitas: Não tereis relações com elas, nem elas tampouco convosco, porque certamente vos seduziriam os corações arrastando-os para os seus deuses.
3 ଶଲୋମନଙ୍କର 700 ରାଜପତ୍ନୀ ଥିଲେ। ଏହି ସ୍ତ୍ରୀମାନେ ଅନ୍ୟ ଦେଶର ଅଧ୍ଯକ୍ଷମାନଙ୍କର କନ୍ଯା ଥିଲେ। ଆଉ ତାଙ୍କର 300 ଉପପତ୍ନୀ ଥିଲେ। ତାଙ୍କର ପତ୍ନୀମାନେ ତାଙ୍କୁ ବିପଥଗାମୀ କରାଇଲେ।
3 A estas nações uniu-se Salomão por seus amores. Teve setecentas esposas de classe principesca e trezentas concubinas. E suas mulheres perverteram-lhe o coração.
4 ଶଲୋମନ ଯେତବେେଳେ ବୃଦ୍ଧ ହେଲେ ତାଙ୍କର ପତ୍ନୀମାନେ ଅନ୍ୟ ଦବେତାଗଣଙ୍କୁ ଅନୁସରଣ କରିବା ପ୍ରଭାବ ପକାଇଲେ। ତାଙ୍କର ପିତା ଦାଉଦଙ୍କ ପରି ସେ ସର୍ବାନ୍ତଃକରଣ ରେ ସଦାପ୍ରଭୁଙ୍କୁ ଅନୁସରଣ କଲେ ନାହିଁ।
4 Sendo já velho, elas seduziram o seu coração para seguir outros deuses. E o seu coração já não pertencia sem reservas ao Senhor, seu Deus, como o de Davi, seu pai.
5 ଶ ଲୋମନ ସୀଦୋନୀଯମାନଙ୍କ ଦବେତା ଅଷ୍ଟାରୋତକୁ ଓ ଅେମ୍ମାନୀୟମାନଙ୍କ ଭୟଙ୍କର ମୂର୍ତ୍ତୀ ମିଲ୍କମର ଉପାସନା କଲେ।
5 Salomão prestou culto a Astarte, deusa dos sidônios, e a Melcom, o abominável ídolo dos amonitas.
6 ତେଣୁ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯାହା ମନ୍ଦ, ଶଲୋମନ ତାହାହିଁ ଅନୁସରଣ କଲେ। ସେ ନିଜ ପିତା ଦାଉଦଙ୍କ ପରି ସମ୍ପୂର୍ଣ୍ଣରୂପେ ସଦାପ୍ରଭୁଙ୍କର ପଶ୍ଚାତ୍ଗାମୀ ହେଲେ ନାହିଁ।
6 Fez o mal aos olhos do Senhor, não lhe foi inteiramente fiel como o fora seu pai Davi.
7 ଶ ଲୋମନ ୟିରୁଶାଲମର ପରବର୍ତ୍ତୀ ପର୍ବତ ରେ ମାୟୋବର ଘୃଣାୟୋଗ୍ଯ କମାେଣ ମୂର୍ତ୍ତି ଓ ଅମ୍ମାନେ-ସନ୍ତାନଗଣର ଘୃଣା ଯୋଗ୍ଯ ମାେଲକର ଉପାସନା ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ।
7 Por esse tempo edificou Salomão no monte, que está a oriente de Jerusalém, um lugar alto a Camos, deus de Moab, e a Moloc, abominação dos amonitas.
8 ତା'ପରେ ଶ ଲୋମନ ତାଙ୍କର ବିଦେଶୀଯା ପତ୍ନୀମାନଙ୍କ ପାଇଁ ସମାନଙ୍କେର ନିଜ ନିଜର ମୂର୍ତ୍ତି ଦବେତାଗଣ ନିର୍ମାଣ କଲେ। ତାଙ୍କର ପତ୍ନୀମାନେ ସହେି ଦବେତାଗଣଙ୍କ ଉଦ୍ଦେଶ୍ଯ ରେ ଧୂପ ଜଳାଇଲେ ଓ ସମାନଙ୍କେୁ ବଳିଦାନଗୁଡିକ ଉତ୍ସର୍ଗ କଲେ।
8 E o mesmo fez para todas as suas mulheres estrangeiras, que queimavam incenso e sacrificavam aos seus deuses.
9 ଶ ଲୋମନଙ୍କ ଅନ୍ତଃକରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କଠାରୁ ବିମୁଖ ହାଇେଥିଲା। ତେଣୁ ସଦାପ୍ରଭୁ ତାଙ୍କ ପ୍ରତି କୋର୍ଧ ହେଲେ। ଅତୀତ ରେ ସେ ଶଲୋମନ ରାଜାଙ୍କୁ ଦୁଇଥର ଦର୍ଶନ କଲେ।
9 O Senhor irritou-se contra Salomão, por se ter seu coração desviado do Senhor, Deus de Israel, que lhe aparecera por duas vezes,
10 ସେ ଶଲୋମନଙ୍କୁ ଇଶ୍ରାୟେଲର ପରମେଶ୍ବର ବ୍ଯତୀତ ଅନ୍ୟ କୌଣସି ଦବଗେଣର ପଶ୍ଚାତଗାମୀ ନ ହବୋକୁ ଆଜ୍ଞା ଦଇେଥିଲେ। ମାତ୍ର ସେ ପରମେଶ୍ବରଙ୍କର ଆଜ୍ଞା ପାଳନ କଲେ ନାହିଁ।
10 e lhe tinha proibido expressamente que se unisse a deuses estranhos. Mas não seguira as ordens do Senhor.
11 ସଦାପ୍ରଭୁ ଶଲୋମନକୁ କହିଲେ, ଯେ ହତେୁ ତୁମ୍ଭେ ଆମ୍ଭର ନିଯମ ଓ ବିଧି ଭଙ୍ଗ କଲ ଓ ଆମ୍ଭର ଆଜ୍ଞାକୁ ପାଳନ କଲ ନାହିଁ, ଆମ୍ଭେ ତୁମ୍ଭଠାରୁ ରାଜ୍ଯ ଛଡଇେ ନଇେ ତୁମ୍ଭର ଦାସକୁ ଦବେୁ।
11 O Senhor disse-lhe então: Já que procedeste assim, e não guardaste a minha aliança, nem as leis que te prescrevi, vou tirar-te o reino e dá-lo ao teu servo.
12 ଯେ ହତେୁ ଆମ୍ଭେ ତୁମ୍ଭର ପିତା ଦାଉଦଙ୍କୁ ଭଲ ପାଉଥିଲୁ। ତୁମ୍ଭ ଜୀବିତାବସ୍ଥା ରେ ତୁମ୍ଭଠାରୁ ରାଜ୍ଯ ନବୋ ନାହିଁ। ମାତ୍ର ତୁମ୍ଭର ପୁତ୍ର ରାଜା ହେଲାପରେ ତାଙ୍କଠାରୁ ରାଜ୍ଯ ଛଡଇେ ନବୋ।
12 Todavia, em atenção ao teu pai Davi, não o farei durante a tua vida. Tirá-lo-ei, sim, mas da mão de teu filho.
13 ତଥାପି ସମୁଦାଯ ରାଜ୍ଯ ତୁମ୍ଭ ପୁତ୍ରଠାରୁ ଆମ୍ଭେ ଛଡଇେ ନବୋକୁ ଯାଉ ନାହୁଁ। ତୁମ୍ଭର ପୁତ୍ରକୁ ଏକ ପରିବାରବର୍ଗକୁ ଶାସନ କରିବାକୁ ଦବୋ। ଆମ୍ଭେ ଏପରି କରିବା କାରଣ ଆମ୍ଭେ ଆପଣା ଦାସ ଦାଉଦଙ୍କୁ ଭଲ ପାଉ ଓ ୟିରୁଶାଲମ ଆମ୍ଭର ମନୋନୀତ ନଗର ଅଟେ।
13 Não lhe tirarei o reino todo, mas deixarei ao teu filho uma tribo, por amor de meu servo Davi, e por amor de Jerusalém, a cidade que escolhi.
14 ଅନନ୍ତର ସଦାପ୍ରଭୁ ଇଦୋମୀଯ ହଦଦକୁ ଶଲୋମନଙ୍କର ବିପକ୍ଷ କରି ଉତ୍ପନ୍ନ କଲେ। ସେ ଇଦୋମୀଯ ରାଜବଂଶଜ ଥିଲେ।
14 O Senhor suscitou um inimigo a Salomão: Hadad, o edomita, da linhagem real de Edom.
15 ଏହା ଯାହା ହାଇେଥିଲା ଦାଉଦ ଇଦୋମକୁ ପରାସ୍ତ କଲେ ଓ ତାଙ୍କର ସନୋପତି ଯୋୟାବକୁ ମୃତ ଲୋକମାନଙ୍କୁ କବର ଦବୋକୁ ଇଦୋମକୁ ପଠାଇଲେ। ଯୋୟାବ ଇଦୋମର ସମସ୍ତ ଲୋକଙ୍କୁ ହତ୍ଯା କଲେ।
15 No tempo em que Davi estava em guerra contra Edom, quando Joab, general do exército, foi sepultar os mortos e matou todos os varões de Edom
16 ଯୋୟାବ ଓ ସମସ୍ତ ଇଶ୍ରାୟେଲୀୟ ଇଦୋମ ରେ ଛଅମାସ କାଳ ରହିଲେ ଓ ସମସ୍ତ ଇଦୋମୀଯ ପୁରୁଷମାନଙ୍କୁ ମାରି ଦେଲେ।
16 {Joab, com efeito, demorou-se ali seis meses com todo o Israel, até exterminar todos os varões de Edom.}
17 ମାତ୍ର ସେତବେେଳେ ହଦଦ୍ ସାନ ପିଲା ଥିଲା। ସେ ତାଙ୍କର ପିତାଙ୍କର କେତକେ ଦାସ ସହିତ ମିଶରକୁ ପଳାଇ ୟାଇଥିଲା।
17 Hadad fugiu com os edomitas, servos de seu pai, na direção do Egito.
18 ସମାନେେ ମିଦିଯନରୁ ଉଠି ପାରଣକୁ ଆସିଲେ। ପାରଣରୁ କେତକେ ଲୋକଙ୍କ ସହିତ ମିଶରକୁ ୟାଇ ମିଶରର ରାଜା ଫାରୋଙ୍କୁ ସାହାୟ୍ଯ ଭିକ୍ଷା କଲେ। ଫାରୋ ତାଙ୍କୁ ସମର୍ଥନ କରି ତାଙ୍କୁ ଗୋଟିଏ ଗୃହ ଓ କିଛି ଜମି ଦେଲେ। ତାଙ୍କୁ ସେ ଖାଦ୍ୟସାମଗ୍ରୀ ଯୋଗାଇଲେ।
18 Hadad era então muito criança. Partiram de Madiã e foram a Farã; dali, levando consigo homens de Farã, entraram no Egito e foram ter com o faraó, rei do Egito. Este deu-lhes casa, proveu ao seu sustento e doou-lhes terras.
19 ଫାରୋ ହଦଦ୍ଙ୍କୁ ଅତି ଭଲ ପାଉଥିଲେ। ସେ ନିଜ ଭାର୍ୟ୍ଯା ତହପନେଷ୍ ରାଣୀର ଭଗିନୀକି ତାହା ସଙ୍ଗେ ବିବାହ ଦେଲେ।
19 Hadad ganhou a simpatia do faraó, que lhe deu por mulher sua cunhada, irmã da rainha Tafnes.
20 ତାହାପରେ ତହପନେଷ୍ ଭଗିନୀର ହଦଦ୍ ଔରସରୁ ଏକ ପୁତ୍ର ଜନ୍ମ ହେଲା ଓ ତାହାର ନାମ ଗୁନ୍ବତ୍ ହେଲା। ତା'ପରେ ତହପନେଷ୍ ଗୁନ୍ବତ୍କୁ ଫାରୋଙ୍କର ପ୍ରାସାଦ ରେ ତାଙ୍କର ପିଲାମାନଙ୍କ ସହିତ ବଢିଲେ।
20 Desta irmã de Tafnes teve Hadad um filho, Genubat, que Tafnes criou na casa do faraó. E Genubat habitou no palácio com os filhos do faraó.
21 ମିଶର ରେ ଥାଇ ହଦଦ୍ ସମ୍ବାଦ ପାଇଲେ ଦାଉଦଙ୍କର ମୃତ୍ଯୁ ହାଇେଛି ଓ ତାଙ୍କର ସନୋପତି ଯୋୟାବ ମଧ୍ଯ ମୃତ। ତେଣୁ ସେ ରାଜା ଫାରୋଙ୍କୁ କହିଲେ, ମାେତେ ସ୍ବଦେଶକୁ ୟିବାକୁ ଦିଅ।
21 Quando Hadad ouviu dizer, no Egito, que Davi adormecera com seus pais, e que Joab, general do exército, estava morto, disse ao faraó: Deixa-me voltar para a minha terra.
22 କିନ୍ତୁ ଫାରୋ କହିଲେ, ମୁଁ ଏଠା ରେ ତୁମ୍ଭର ଗ୍ଭହିଁବା ଅନୁସାରେ ସମସ୍ତ ଦଇେଛି। ତୁମ୍ଭର କ'ଣ ଅଭାବ ହେଲା ଯେ ତୁମ୍ଭେ ସ୍ବଦେଶକୁ ୟିବାକୁ ଗ୍ଭହୁଁଛ?
22 O faraó respondeu-lhe: Falta-te algo em minha casa, para que queiras voltar para a tua terra? Nada me falta, respondeu; mas deixa-me partir assim mesmo. Hadad voltou, pois, para a sua terra. E eis o mal que fez: tornou-se rei de Edom e tratou Israel como inimigo.
23 ପୁଣି ପରମେଶ୍ବର ଇଲିଯାଦାର ପୁତ୍ର ରଷୋଣକୁ ଶଲୋମନଙ୍କର ଅନ୍ୟ ଏକ ବିପକ୍ଷ କରି ଉତ୍ପନ୍ନ କଲେ। ସେ ଲୋକ ଆପଣା ପ୍ରଭୁ ସୋବାର ରାଜା ହଦଦଷେର ନିକଟରୁ ପଳାଇ ୟାଇଥିଲା।
23 Deus suscitou outro inimigo a Salomão: Razon, filho de Eliada, que fugira de seu senhor Hadadezer, rei de Soba.
24 ଦାଉଦ ସୋବାକୁ ପରାସ୍ତ କଲାପରେ ରଷୋଣ କିଛି ଲୋକ ସଂଗ୍ରହ କଲେ ଓ ସହେିମାନଙ୍କର ଦଳପତି ହେଲ। ତା'ପରେ ସମାନେେ ଦମ୍ମେଶକକୁ ୟାଇ ସଠାେରେ ବାସ କଲେ ଓ ରଷୋଣ ଦମ୍ମେଶକର ରାଜା ହେଲ।
24 Após os massacres de Davi, juntara homens em torno de si, tornando-se chefe de quadrilha. Atacaram Damasco, onde se estabeleceram, e constituíram-no rei em Damasco.
25 ରଷୋଣ ଅରାମ ରେ ରାଜତ୍ବ କଲା। ସେ ଇଶ୍ରାୟେଲକୁ ଘୃଣା କଲା। ସେ ଶଲୋମନଙ୍କର ଓ ଇଶ୍ରାୟେଲର ୟାବଜ୍ଜୀବନ ବିପକ୍ଷ ହାଇେଥିଲା। ରଷୋଣ ଓ ହଦଦ୍ ଇଶ୍ରାୟେଲର ଅତି ଉତ୍ପାତର କାରଣ ଥିଲେ।
25 Foi inimigo de Israel durante toda a vida de Salomão.
26 ତା'ପରେ ଶଲୋମନଙ୍କର ଦାସ ୟାରବିଯାମ ମଧ୍ଯ ରାଜାଙ୍କର ବିପକ୍ଷ ରେ ବିଦ୍ରୋହ କଲେ। ସେ ସ ରଦୋ ନଗର ନିବାସୀ ଇଫ୍ରଯିମଙ୍କ ପରିବାରବର୍ଗ ଥିଲେ। ତାଙ୍କର ମାତାଙ୍କର ନାମ ସରୁଯା, ସେ ଜଣେ ବିଧବା ଥିଲେ।
26 Também Jeroboão, filho de Nabat, efrateu de Sareda {filho de uma viúva chamada Sarva}, que estava a serviço de Salomão, revoltou-se contra o rei.
27 ଏଠା ରେ କୈଫିଯତ ଯୋଗ୍ଯ ଅଟେ ଯେ, କିପରି ଓ କାହିଁକି ସେ ରାଜାଙ୍କ ବିରୁଦ୍ଧ ରେ ଉଠିଲେ। ସହେି ଦିନଗୁଡିକରେ ଶଲୋମନ ମିଲ୍ଲୋ ଦୃଢ କରୁଥିଲେ ଓ ଆପଣା ପିତା ଦାଉଦଙ୍କ ନଗରର ପ୍ରାଚୀର ନିର୍ମାଣ କରୁଥିଲେ।
27 Eis em que circunstâncias ele se revoltou contra o rei: Salomão construía Milo para fechar a brecha da cidade de Davi, seu pai.
28 ସେ ସମୟରେ ୟାରବିଯାମ ମହାବିକ୍ରମଶାଳୀ ୟୁବକ ଥିଲେ। ସହେିପରି ଏକ ଉତ୍ତମ କର୍ମୀକୁ ପାଇ, ରାଜା ଶଲୋମନ ଯୋଷଫେ ବଂଶୀଯ ଲୋକମାନଙ୍କ ସମୁଦାଯ କର୍ମଭାର ତାଙ୍କ ଉପରେ ନ୍ଯସ୍ତ କଲେ।
28 Ora, Jeroboão era um jovem enérgico, e Salomão, vendo-o tão laborioso, confiou-lhe a superintendência de todos os trabalhadores da casa de José.
29 ଥରେ ୟାରବିଯାମ ୟିରୁଶାଲମ ବାହାରକୁ ଯାଉଥିଲା ବେଳେ ଶୀଲୋର ଭବିଷ୍ଯଦ୍ବକ୍ତା ଅହିଯଙ୍କ ସହିତ ତାଙ୍କର ବାଟରେ ଦଖାେ ହେଲା। ଅହିଯ ଏକ ନୂତନ କୋଟ ପରିଧାନ କରିଥିଲେ ଓ କ୍ଷେତ୍ର ରେ କବଳେ ସେ ଦୁ ହେଁ ଥିଲେ।
29 E aconteceu que um dia, saindo Jeroboão de Jerusalém, encontrou-se em caminho com o profeta Aías de Silo, vestido com um manto novo. Estavam os dois sós no campo.
30 ତା'ପରେ ଅହିଯ ଆପଣା ଦହରେ ନୂତନ ବସ୍ତ୍ରକୁ ବାରଖଣ୍ତ କରି ଚିରିଲା।
30 Então Aías, tomando o manto novo que trazia, rasgou-o em doze pedaços.
31 ତତ୍ପରେ ଅହିଯ ୟାରବିଯାମଙ୍କୁ କହିଲା, ତୁମ୍ଭ ନିଜ ପାଇଁ ଦଶଖଣ୍ତ ନିଅ, କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହନ୍ତି, 'ଦେଖ, ଆମ୍ଭେ ଶଲୋମନର ହସ୍ତରୁ ରାଜ୍ଯ ଚିରିଦବୋ ତୁମ୍ଭକୁ ଦଶ ଗୋଷ୍ଠୀ ଦବୋ।
31 Toma para ti dez pedaços, disse ele a Jeroboão, pois isto diz o Senhor, Deus de Israel: Vou arrancar o reino das mãos de Salomão, e dar-te-ei dez tribos.
32 ମାରେ ସବେକ ଦାଉଦ ସକାେଶ ଓ ମାରେ ପ୍ରିଯ ୟିରୁଶାଲମ ନଗରୀ ସକାେଶ ଯେଉଁଟାକି ସମଗ୍ର ଇଶ୍ରାୟେଲ ପରିବାରବର୍ଗରୁ ପସନ୍ଦ କରିଛି। ଏକ ପରିବାରବର୍ଗ ରେ ମୁଁ ଦାଉଦର ବଂଶକୁ ଶାସନ କରିବା ପାଇଁ ଦବେି।
32 Mas, em atenção ao meu servo Davi e à cidade de Jerusalém, que escolhi dentre todas as tribos de Israel, ficar-lhe-á ainda uma tribo.
33 ଆମ୍ଭେ ଶଲୋମନର ରାଜ୍ଯ କାଢି ନବୋର କାରଣ ହେଉଛି, ସେ ଆମ୍ଭର ପଶ୍ଚାତ୍ଗାମୀ ହେଲାନାହିଁ। ସେ ମାେତେ ପରିତ୍ଯାଗ କରି ସୀଦୋନୀଯମାନଙ୍କ ଅଷ୍ଟାରୋତ୍ ଦବେତା, ମାଯାେବର କମାେଶ୍ ଦବେତାକୁ ଓ ଅେମ୍ମାନୀୟମାନଙ୍କର ମିଲ୍କମ୍ ଦବେତାକୁ ପ୍ରଣାମ କରିଅଛି। ମାେ କଥିତ ମାର୍ଗ ଅନୁସାରେ ସେ ବାସ କଲା ନାହିଁ। ତା'ର ପିତା ଦାଉଦ ପରି ସେ ମାରେ ନିର୍ଦ୍ଦେଶ ଓ ନିଯମ ଆଜ୍ଞା ମାନିଲା ନାହିଁ।
33 Abandonaram-me, prostraram-se diante de Astarte, deusa dos sidônios, diante de Camos, deus de Moab e diante de Melcom, deus dos amonitas. Não andaram em meus caminhos, para fazer o que é bom diante de meus olhos e observar minhas leis e ordens, como o fez Davi, pai de Salomão.
34 ମୁଁ ଶଲୋମନର ପରିବାରରୁ ରାଜ୍ଯ ଛଡଇେ ନବେି। କିନ୍ତୁ ମାରେ ସବେକ ଦାଉଦ ନିମନ୍ତେ ୟିଏକି ମାରେ ଆଜ୍ଞା ଓ ବିଧି ପାଳନ କଲା। ମୁଁ ଶଲୋମନକୁ ତା'ର ମୃତ୍ଯୁ ପର୍ୟ୍ଯନ୍ତ ଶାସନ କରିବାକୁ ନବେି।
34 Contudo, não lhe tirarei todo o reino, mas deixá-lo-ei governar todos os dias de sua vida, por amor de meu servo Davi, a quem escolhi, o qual guardou os meus mandamentos e os meus preceitos.
35 ମାତ୍ର ଆମ୍ଭେ ତାହାର ପୁତ୍ର ହସ୍ତରୁ ରାଜ୍ଯ କାଢି ନବୋ ଆଉ ୟାରବିଯାମ, ତୁମ୍ଭେ ଦଶ ଗୋଷ୍ଠୀର ଶାସନ ଭାର ନବେ।
35 Tirarei, porém, o reino das mãos do filho de Salomão, para dar-te dez tribos.
36 ତା'ର ଗୋଟିଏ ପୁତ୍ରର ପରିବାରକୁ ମୁଁ ଶାସନ କରିବା ପାଇଁ ଦବେି। ଯାହା ଫଳ ରେ ମାରେ ସବେକ ଦାଉଦର ବଂଶ ୟିରୁଶାଲମ ରେ ମାେ ଆଗ ରେ ରାଜତ୍ବ କରିବ। ସହେି ସହର ରେ ମାରେ ନାମ ସ୍ଥାପନ ପାଇଁ ପସନ୍ଦ କରିଅଛି।
36 Deixarei uma tribo ao seu filho, para que meu servo Davi tenha sempre uma lâmpada diante de mim em Jerusalém, cidade que escolhi para estabelecer nela o meu nome.
37 ତୁମ୍ଭର ମହା ସନ୍ତୋଷାନୁୟାଯୀ ମୁଁ ତୁମ୍ଭକୁ ଇଶ୍ରାୟେଲ ଉପରେ ଶାସନ କରାଇବି।
37 Tomo-te, pois, para reinares sobre tudo o que possas desejar. Serás rei de Israel.
38 ଆଉ ଯଦି ତୁମ୍ଭେ ମାରେ ଦାସ ଦାଉଦଙ୍କ ପରି ମାରେ ବିଧି ଓ ଆଜ୍ଞା ପାଳନ କରିବ, ମାେ ପଥରେ ଗ୍ଭଲିବ ଓ ଠିକ୍ ଭାବରେ ଜୀବନ ଧାରଣ କରିବ, ତବେେ ମୁଁ ତୁମ୍ଭମାନଙ୍କ ସହିତ ରହିବି ଓ ମୁଁ ତୁମ୍ଭପାଇଁ ଏକ ସାମାନ୍ଯ ପ୍ରତିଷ୍ଠା କରିବି ଓ ଦାଉଦ ପରି କଲାପରି ତୁମ୍ଭକୁ ଇଶ୍ରାୟେଲେ ଶାସନ କରିବାକୁ ଦବେି।
38 E se obedeceres a todas as minhas ordens, se andares pelos meus caminhos, se fizeres o bem diante de mim, observando os meus preceitos e os meus mandamentos, como fez meu servo Davi, eu estarei contigo. Edificar-te-ei uma casa estável, como edifiquei para Davi, e te entregarei Israel.
39 ଆମ୍ଭେ ଏହି କର୍ମ ସକାଶୁ ଦାଉଦ ବଂଶକୁ କ୍ଲେଶ ଦବୋ, ମାତ୍ର ତାହା ଚିରକାଳ ନୁହେଁ।'
39 Humilharei assim a descendência de Davi, mas não para sempre.
40 ଏହି କାରଣରୁ ଶଲୋମନ ୟାରବିଯାମଙ୍କୁ ବଧ କରିବାକୁ ଚେଷ୍ଟା କଲେ। ମାତ୍ର ୟାରବିଯାମ ମିଶରର ରାଜା ଶୀଶକ ନିକଟକୁ ପଳାଇଲେ ଓ ଶଲୋମନଙ୍କ ମୃତ୍ଯୁ ପର୍ୟ୍ଯନ୍ତ ମିଶର ରେ ରହିଲେ।
40 Salomão procurou matar Jeroboão, mas este fugiu para junto do rei Sesac, no Egito, onde permaneceu até a morte de Salomão.
41 ଶଲୋମନଙ୍କ ରାଜତ୍ବ କାଳ ରେ ବହୁ ମହାନ ଓ ବୁଦ୍ଧିମାନ କାର୍ୟ୍ଯ କଲେ ଯାହାକି ଶଲୋମନଙ୍କର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
41 O resto da história de Salomão, todos os seus atos, a sua sabedoria, tudo está escrito no livro dos Atos de Salomão.
42 ଶଲୋମନ ଗ୍ଭଳିଷ ବର୍ଷ ପର୍ୟ୍ଯନ୍ତ ୟିରୁଶାଲମ ରେ ସମୁଦାଯ ଇଶ୍ରାୟେଲ ଉପରେ ରାଜତ୍ବ କଲେ।
42 Salomão reinou sobre todo o Israel durante quarenta anos, em Jerusalém.
43 ତା'ପରେ ଶଲୋମନ ମୃତ୍ଯୁବରଣ କଲେ ଓ ପିତୃଲୋକଙ୍କ ସହିତ ନିଜ ପିତା ଦାଉଦ ନଗର ରେ କବର ପାଇଲେ। ତା'ପରେ ତାହାଙ୍କ ପୁତ୍ର ରିହବିଯାମ ରାଜା ହେଲ।
43 Depois adormeceu com seus pais e foi enterrado na cidade de seu pai Davi. Roboão, seu filho, tornou-se rei em seu lugar.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Reis 11, comparar traduções ou montar um estudo — tudo direto pelo WhatsApp.