1 Reis 10

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ଅନନ୍ତର ଶିବା ଦେଶ ରେ ରାଣୀ ସଦାପ୍ରଭୁଙ୍କ ପ୍ରିଯ ଶଲୋମନଙ୍କ ସୁଖ୍ଯାତି ଶୁଣି କଠିନ ପ୍ରଶ୍ନଦ୍ବାରା ତାଙ୍କୁ ପରୀକ୍ଷା କରିବାକୁ ଆସିଲେ।
1 Tendo a rainha de Sabá ouvido da fama de Salomão, no que concerne ao nome do Senhor, veio prová-lo por enigmas.
2 ଶିବାର ରାଣୀ ବହୁ ଦାସଦାସୀଙ୍କ ଗହଣ ରେ ୟିରୁଶାଲମରୁ ଆସିଲା ବେଳେ ସଙ୍ଗ ରେ ଓଟ ପୃଷ୍ଟ ରେ ସୁଗନ୍ଧି ଦ୍ରବ୍ଯ, ବିଭିନ୍ନ ରତ୍ନ ଓ ବହୁ ସୁବର୍ଣ୍ଣ ଆଣି ଶଲୋମନଙ୍କୁ ଭଟେିଲେ ଓ ଆପଣାର ମନୋନୀତ ପ୍ରଶ୍ନ ଶ ଲୋମନଙ୍କୁ ପଚାରିଲେ।
2 E chegou a Jerusalém com uma grande comitiva, com camelos carregados de especiarias, e muitíssimo ouro, e pedras preciosas; e, tendo-se apresentado a Salomão, conversou com ele acerca de tudo o que tinha na coração.
3 ଶଲୋମନ ତାଙ୍କର ସମସ୍ତ ପ୍ରଶ୍ନ ଉତ୍ତର କଲେ। ତାଙ୍କୁ ଉତ୍ତର କରିବାକୁ ଶଲୋମନଙ୍କ ନିମନ୍ତେ କୌଣସି ପ୍ରଶ୍ନ କଠିନ ନଥିଲା।
3 E Salomão lhe deu resposta a todas as suas perguntas; não houve nada que o rei não lhe soubesse explicar.
4 ଶିବାର ରାଣୀ ଜାଣିଲେ ଶଲୋମନ ଅତି ଜ୍ଞାନୀ ଓ ସେ ମଧ୍ଯ ତାଙ୍କର ନୂତନ ପ୍ରାସାଦ ଦେଖିଲେ।
4 Vendo, pois, a rainha de Sabá toda a sabedoria de Salomão, a casa que edificara,
5 ରାଣୀ ରାଜାଙ୍କର ଟବୁଲ ରେ ଭିନ୍ନ ଖାଦ୍ୟଦ୍ରବ୍ଯ, ରାଜାଙ୍କର ଅଧିକାରୀଗଣ, ସମାନଙ୍କେର ସବୋ, ସମାନଙ୍କେ ବସ୍ତୁ, ରାଜାଙ୍କର କପ୍ ବାହକଗଣ ଓ ସଦାପ୍ରଭୁଙ୍କ ମନ୍ଦିର ରେ ରାଜା ଉତ୍ସର୍ଗ କରିଥିବା ନବୈେଦ୍ଯ ଦେଖି 'ସ୍ତମ୍ଭିଭୁତ ହାଇଗେଲେ।'
5 as iguarias da sua mesa, o assentar dos seus oficiais, as funções e os trajes dos seus servos, e os seus copeiros, e os holocaustos que ele oferecia na casa do Senhor, ficou estupefata,
6 ସେ ଶଲୋମନଙ୍କୁ କହିଲେ, ମୁଁ ନିଜ ଦେଶ ରେ ଥାଇ ଆପଣଙ୍କ କାର୍ୟ୍ଯ ବିଷଯ ରେ ଓ ଆପଣଙ୍କ ଜ୍ଞାନ ସମ୍ବନ୍ଧ ରେ ଯାହା ଶୁଣିଥିଲି, ତାହା ସତ୍ଯ।
6 e disse ao rei: Era verdade o que ouvi na minha terra, acerca dos teus feitos e da tua sabedoria.
7 ମୁଁ ଆଖି ରେ ନ ଦେଖିବା ପର୍ୟ୍ଯନ୍ତ ବିଶ୍ବାସ କରି ପାରିଲି ନାହିଁ। ବର୍ତ୍ତମାନ ସେ ସବୁ ନିଜ ଆଖି ରେ ଦେଖିଅଛି। ଯାହା ସବୁ ମୁଁ ଶୁଣିଥିଲି, ତୁଳନାଆତ୍ମକ ମୁଁ ତାହା ପାଇଛି, ଜିନିଷଗୁଡିକ ମୁଁ ଏଠା ରେ ଯାହା ଦେଖୁଛି ବହୁତ ବଡ ଅଟେ। ତୁମ୍ଭର ଜ୍ଞାନ ଓ ଐଶ୍ବର୍ୟ୍ଯ ମାେତେ ଯାହା ଲୋକମାନେ କହିଥିଲେ, ତା'ଠାରୁ ବହୁତ ଅଧିକ।
7 Contudo eu não o acreditava, até que vim e os meus olhos o viram. Eis que não me disseram metade; sobrepujaste em sabedoria e bens a fama que ouvi.
8 ତୁମ୍ଭର ସ୍ତ୍ରୀମାନେ ଓ ତୁମ୍ଭର ଲୋକମାନେ ବାସ୍ତବ ରେ ଭାଗ୍ଯବାନ୍ ତୁମ୍ଭ ଉପସ୍ଥିତି ରେ ହବେ ଏବଂ ଜ୍ଞାନର ବାକ୍ଯଗୁଡିକ ତୁମ୍ଭର ଓଠରୁ ଶୁଣିଛନ୍ତି।
8 Bem-aventurados os teus homens! Bem-aventuradas estes teus servos, que estão sempre diante de ti, que ouvem a tua sabedoria!
9 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ପ୍ରଶଂସା କର। ସେ ଆପଣଙ୍କୁ ଇଶ୍ରାୟେଲର ସିଂହାସନ ରେ ବସାଇବାକୁ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହେଲେ। ସଦାପ୍ରଭୁ ପରମେଶ୍ବର ଚିରକାଳ ଇଶ୍ରାୟେଲକୁ ପ୍ ରମେ କରନ୍ତି। ତେଣୁ ସେ ଉଚିତ ବିଗ୍ଭର ଓ ନ୍ଯାଯ କରିବାକୁ ଆପଣଙ୍କୁ ରାଜା କଲେ।
9 Bendito seja o Senhor teu Deus, que se agradou de ti e te colocou no trono de Israel! Porquanto o Senhor amou Israel para sempre, por isso te estabeleceu rei, para executares juízo e justiça.
10 ସେ (ସ୍ତ୍ରୀ) ରାଜାଙ୍କୁ 120 ତାଲନ୍ତା ସୁବର୍ଣ୍ଣ ଦେଲେ, ସେ (ସ୍ତ୍ରୀ) ମଧ୍ଯ ତାଙ୍କୁ ବହୁ ସୁଗନ୍ଧି ଦ୍ରବ୍ଯ ଓ ରତ୍ନ ଦେଲେ। ଶିବାର ରାଣୀ ଶଲୋମନଙ୍କୁ ଯେଉଁ ପରିମାଣର ସୁଗନ୍ଧି ଦ୍ରବ୍ଯ ଓ ରତ୍ନ ଦେଲେ ଏତେ ପରିମାଣର କହେି ଇଶ୍ରାୟେଲକୁ କବେେ ଦଇେ ନଥିଲେ।
10 E deu ela ao rei cento e vinte talentos de ouro, especiarias em grande quantidade e pedras preciosas; nunca mais apareceu tamanha abundância de especiarias como a que a rainha de Sabá deu ao rei Salomão.
11 ହୀରମଙ୍କର ଜାହାଜ ରେ ଓଫୀରରୁ ସୁନା ଆସିଥିଲା ସହେି ସବୁ ଜାହାଜ ରେ ମଧ୍ଯ ଓଫୀରରୁ ପ୍ରଚୁର ଚନ୍ଦନ କାଠ ଓ ରତ୍ନ ଆସିଲା।
11 Também a frota de Hirão, que de Ofir trazia ouro, trouxe dali madeira de almugue em quantidade, e pedras preciosas.
12 ସହେି ଚନ୍ଦନ କାଠ ରେ ରାଜା ସଦାପ୍ରଭୁଙ୍କ ଗୃହର ଓ ରାଜ ଗୃହର ସ୍ତମ୍ଭ ଓ ଗାଯକମାନଙ୍କ ପାଇଁ ବୀଣା ଓ ବେ ହେଲା ନିର୍ମାଣ କଲେ। ଏ ପ୍ରକାର ଚନ୍ଦନ କାଠ କହେି କବେେ ପୂର୍ବରୁ ଇଶ୍ରାୟେଲକୁ ଆଣି ନଥିଲେ ଏବଂ ତାପରଠାରୁ କହେି ସହେିପରି ଚନ୍ଦନକାଠ ପୁନର୍ବାର ଦେଖି ନଥିଲେ।
12 Desta madeira de almugue fez e rei balaústres para a casa do Senhor, e para a casa de rei, como também harpas e alaúdes para os cantores; não se trouxe nem se viu mais tal madeira de almugue, até o dia de hoje.
13 ତତ୍ପରେ ଶଲୋମନ ରାଜା ଶିବାର ରାଣୀଙ୍କୁ ରାଜ ଯୋଗ୍ଯ ଉପହାରମାନ ଦେଲେ। ଆଉ ମଧ୍ଯ ରାଣୀଙ୍କ ମାଗିବାନୁସା ରେ ସେ ସମସ୍ତ ଜିନିଷ ଦେଲେ। ଏହାପରେ ରାଣୀ ଓ ତାଙ୍କର ଦାସମାନେ ସ୍ବଦେଶକୁ ପ୍ରତ୍ଯାବର୍ତ୍ତନ କଲେ।
13 E o rei Salomão deu à rainha de Sabá tudo o que ela desejou, tudo quanto pediu, além de que lhe dera espontaneamente, da sua munificência real. Então voltou e foi para a sua terra, ela e os seus servos.
14 ପ୍ରତିବର୍ଷ ରାଜା ଶଲୋମନଙ୍କ ନିକଟକୁ 666 ତୋଳା ସୁନା ଆସୁଥିଲା।
14 Ora, o peso do ouro que se trazia a Salomão cada ano era de seiscentos e sessenta e seis talentos de ouro,
15 କାର୍ଗ ଜାହାଜର ସୁବର୍ଣ୍ଣ ବ୍ଯତୀତ ରାଜା ଶଲୋମନ ମିଶ୍ରୀତ ରାଜାଗଣଙ୍କଠାରୁ ଓ ଅନ୍ୟ ଶାସକମାନଙ୍କଠାରୁ ଓ ବଣିକମାନଙ୍କ ବ୍ଯବସାଯରୁ ସୁବର୍ଣ ପାଇଲେ।
15 além do que vinha dos vendedores ambulantes, e do tráfico dos negociantes, e de todos as reis da Arábia, e dos governadores do país.
16 ସେ ମଧ୍ଯ ପିଟା ସୁନା ରେ 200 ବଡ ଢାଲ ପ୍ରସ୍ତୁତ କଲେ। ପ୍ରତି ଢାଲ ରେ 600 ଶକେଲ ସୁନା ଲାଗିଲା।
16 Também o rei Salomão fez duzentos paveses de ouro batido; de seiscentos siclos de ouro mandou fazer cada pavês;
17 ଆଉ ମଧ୍ଯ ସେ ପିଟା ସୁନା ରେ 300 େଛାଟ ଢାଲ ପ୍ରସ୍ତୁତ କଲେ ଓ ପ୍ରତି ଢାଲ ରେ 300 ସରେ ସୁନା ଲାଗିଲା। ରାଜା ସେ ସବୁକୁ ଲିବା ନୋନ-ଅରଣ୍ଯ ନାମକ ଗୃହ ରେ ରଖିଲେ।
17 do mesmo modo fez também trezentos escudos de ouro batido; de três minas de auro mandou fazer cada escudo. Então e rei os pôs na casa do bosque de Líbano.
18 ଆଉ ମଧ୍ଯ ରାଜା ହାତୀ ଦାନ୍ତ ରେ ଏକ ବଡ ସିଂହାସନ ନିର୍ମାଣ କରି ତାକୁ ଶୁଦ୍ଧ ସୁବର୍ଣ୍ଣ ରେ ଛାଉଣୀ କଲେ।
18 Fez mais o rei um grande trono de marfim, e o revestiu de ouro puríssimo.
19 ସହେି ସିଂହାସନକୁ ୟିବାକୁ ଛଅଟି ପାବଛ ଥିଲା, ସହେି ସିଂହାସନ ଉପରି ଭାଗର ପଛଆଡେ ଗୋଲାକାର ଥିଲା। ଆସନର ଦୁଇ ପାଶର୍‌ବ ରେ ଦୁଇ ହସ୍ତ ଲମ୍ବିତ ଥିଲା ଓ ସହେି ଲମ୍ବିଥିବା ହସ୍ତ ନିକଟରେ ଦୁଇଟି ସିଂହମୂର୍ତ୍ତି ଛିଡା ହାଇେଥିଲେ।
19 Tinha o trono seis degraus, e o alto do trono era redondo pelo espaldar; de ambos os lados tinha braços junto ao assento, e dois leões em pé junto aos braços.
20 ଆଉ ସହେି ଛଅ ପାବଛ ଉପରେ ପ୍ରତି ପାବଛର ଦୁଇ ପାଖ ରେ ଦୁଇଟି ଲଖାେଏ ସିଂହମୂର୍ତ୍ତି, ଏହିପରି ବାର ସିଂହମୂର୍ତ୍ତି ଛିଡା ହାଇେଥିଲେ। ଏପରି ସିଂହାସନ କୌଣସି ରାଜ୍ଯ ରେ ପ୍ରସ୍ତୁତ ହାଇେ ନଥିଲା।
20 E sobre os seis degraus havia doze leões de ambos os lados; outro tal não se fizera em reino algum.
21 ରାଜା ଶ ଲୋମନଙ୍କର ସମସ୍ତ ପାନପାତ୍ର ସୁନା ରେ ତିଆରି ହାଇେ ଥିଲା। ଲିବାନୋନ-ଅରଣ୍ଯ କୋଠର ସମସ୍ତ ପାତ୍ର ଶୁଦ୍ଧ ସୁବର୍ଣ୍ଣର ଥିଲା। ରୁପାର କୌଣସି ଜିନିଷ ରାଜାପ୍ରାସାଦ ରେ ନଥିଲା। ତାଙ୍କ ସମୟରେ ଏତେ ସୁନା ଥିଲା ଯେ ରୂପାକୁ କହେି ପଗ୍ଭରୁ ନ ଥିଲେ।
21 Também todos os vasos de beber de rei Salomão eram de ouro, e todos os vasos da casa do bosque do Líbano eram de ouro puro; não havia nenhum de prata, porque nos dias de Salomão a prata não tinha estimação alguma.
22 ସମୁଦ୍ର ରେ ହୀରମଙ୍କ ଜାହାଜ ସହିତ ରାଜା ଶଲୋମନଙ୍କର ବାଣିଜ୍ଯ ଜାହାଜ ସମୁଦ୍ର ରେ ଥିଲା, ଯାହାକି ପ୍ରତି ତିନି ବର୍ଷ ରେ ଥରେ ସୁନା, ରୂପା, ହସ୍ତୀଦାନ୍ତ, ବାନର ଓ ମଯୂର ନଇେ ଆସୁଥିଲା।
22 Porque o rei tinha no mar uma frota de Társis, com a de Hirão; de três em três anos a frota de Társis voltava, trazendo ouro e prata, marfim, bugios e pavões.
23 ଶଲୋମନ ପୃଥିବୀର ସର୍ବଶ୍ ରେଷ୍ଠ ରାଜା ଥିଲେ। କାରଣ ଐଶ୍ବର୍ୟ୍ଯ ରେ ଓ ଧନ ରେ ତାଙ୍କଠାରୁ ଅଧିକ କୌଣସି ରାଜାର ନଥିଲେ।
23 Assim o rei Salomão excedeu a todos os reis da terra, tanto em riquezas como em sabedoria.
24 ଅଧିକନ୍ତୁ ପରମେଶ୍ବର ଶଲୋମନଙ୍କୁ ଯେଉଁ ଜ୍ଞାନ ଦଇେଥିଲେ, ତାଙ୍କର ସହେି ଜ୍ଞାନର କଥା ଶୁଣିବାକୁ ପୃଥିବୀସ୍ଥ ସମସ୍ତ ଲୋକ ଆସିଲେ।
24 E toda a terra buscava a presença de Salomão para ouvir a sabedoria que Deus lhe tinha posto no coração.
25 ପ୍ରତିବର୍ଷ ସାକ୍ଷାତକାରୀମାନେ କିଛିନା କିଛି ଭଟେି ଆଣି ରାଜାଙ୍କୁ ଦଖାେ କରୁଥିଲେ। ସମାନେେ ରୂପାପାତ୍ର, ସୁନାପାତ୍ର , ବସ୍ତ୍ର, ଅସ୍ତ୍ରଶସ୍ତ୍ର, ସୁଗନ୍ଧି ଦ୍ରବ୍ଯ, ଅଶ୍ବ ଓ ଖଚର ଭଟେି ଆଣୁଥିଲେ।
25 Cada um trazia seu presente, vasos de prata, vasos de ouro, vestidos, armaduras, especiarias, cavalos e mulas; isso faziam cada ano.
26 ଏହିପରି ରାଜା ଶଲୋମନଙ୍କର ବହୁତଗୁଡିଏ ରଥ ଓ ଅଶ୍ବାରୋହୀ ହାଇଗେଲେ। ତାଙ୍କର 1,400 ରଥ ଓ 12,000 ଅଶ୍ବାରୋହୀ ଥିଲେ। ସେ ତାଙ୍କର ରଥଗୁଡିକ ପାଇଁ ସ୍ବତନ୍ତ୍ର ନଗର ନିର୍ମାଣ କଲେ ଓ ସେ କିଛି ରଥ ୟିରୁଶାଲମ ନଗର ରେ ରଖିଲେ।
26 Também ajuntou Salomão carros e cavaleiros, de sorte que tinha mil e quatrocentos carros e doze mil cavaleiros, e os distribuiu pelas cidades dos carros, e junto ao rei em Jerusalém.
27 ରାଜା ଇଶ୍ରାୟେଲକୁ ଅତ୍ଯନ୍ତ ଧନଶାଳୀ କରି ଗଢିଲେ। ୟିରୁଶାଲମ ନଗର ରେ ରୂପା ସାଧାରଣତ ପଥର, ଇଟା ସଦୃଶ ହେଲା। ପ୍ରାଚୁର୍ୟ୍ଯ ହତେୁ ଏରସ କାଠକୁ ନିମ୍ନ ଭୂମିସ୍ଥ ତିମ୍ବିରି ବୃକ୍ଷ ତୁଲ୍ଯ କଲେ।
27 E o rei tornou a prata tão comum em Jerusalém como as pedras, e os cedros tantos em abundância como os sicômoros que há pelas campinas.
28 ଶଲୋମନଙ୍କର ଅଶ୍ବଗୁଡିକ ବଣିକମାନଙ୍କ ଦ୍ବାରା ମିଶରରୁ ଓ କ୍ଯୁଏରୁ ଅଣାଗଲା, ଯେଉଁମାନେ କି ସଗେୁଡିକ ସଠାରୁେ କିଣିଥିଲେ।
28 Os cavalos que Salomão tinha eram trazidos do Egito e de Coa; os mercadores do rei os recebiam de Coa por preço determinado.
29 ମିଶରର ଏକ ଏକ ରଥର ମୂଲ୍ଯ 600 ରେ ୗପ୍ୟମୁଦ୍ରା ଥିଲା ଓ ଗୋଟିଏ ଗୋଟିଏ ଅଶ୍ବର ମୂଲ୍ଯ 150 ରେ ୗପ୍ୟ ମୁଦ୍ରା ଥିଲା। ରାଜା ଶଲୋମନ ସହେି ରଥ ଓ ଅଶ୍ବକୁ ହିତ୍ତୀଯ ଅରାମୀଯ ରାଜାଙ୍କୁ ବିକ୍ରି କଲେ।
29 E subia e saía um carro do Egito por seiscentos siclos de prata, e um cavalo por cento e cinqüenta; e assim, por intermédio desses mercadores, eram exportados para todos os reis dos heteus e para os reis da Síria.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar 1 Reis 10, comparar traduções ou montar um estudo — tudo direto pelo WhatsApp.