1 Pedro 4
Oriya Bible (GL_ORIYA) vs NTLH
1 ଖ୍ରୀଷ୍ଟ ନିଜ ଶରୀର ରେ ଥିଲା ବେଳେ ଯାତନା ପାଇଲେ। ଅତଏବ ତାହାଙ୍କର ଯଭେଳି ଚିନ୍ତାଧାରା ଥିଲା, ତାହା ଦ୍ବାରା ତୁମ୍ଭେ ଆପଣାକୁ ଶକ୍ତିୟୁକ୍ତ କର। ଯେଉଁ ଲୋକ ନିଜ ଶରୀର ରେ ଯାତନ ଭୋଗ କଲା ; ସେ ପାପରୁ ନିବୃତ୍ତ ହାଇେଛି।
1 Por isso, assim como Cristo sofreu no corpo, vocês também devem estar prontos, como ele estava, para sofrer. Porque aquele que sofre no corpo deixa de ser dominado pelo pecado.
2 ତୁମ୍ଭେ ଏପରି ଭାବରେ ନିଜକୁ ଶକ୍ତିଶାଳୀ କର, ଯେପରି ତୁମ୍ଭେ ପରମଶ୍ବରଙ୍କ ଇଚ୍ଛାନୁସା ରେ ଜୀବନଯାପନ କରିବ, ଲୋକମାନଙ୍କ ଇଚ୍ଛା ରେ, ମନ୍ଦକାର୍ୟ୍ଯ କରି ଜୀବନଯାପନ କରିବ ନାହିଁ।
2 Então, de agora em diante, vivam o resto da sua vida aqui na terra de acordo com a vontade de Deus e não se deixem dominar pelas paixões humanas.
3 ଅତୀତ ରେ ଅବିଶ୍ବାସୀ ଲୋକଙ୍କ କଥା ରେ କାମ କରି ତୁମ୍ଭେ ଅନକେ ସମୟ ନଷ୍ଟ କରିସାରିଛ। ତୁମ୍ଭେ ୟୌନପାପ କରୁଥିଲ। ନିଜ ଇଚ୍ଛାନୁସା ରେ ମନ୍ଦକାମ କରୁଥିଲ। ତୁମ୍ଭେ ମାତାଲ ହେଉଥିଲ, ନାନାଦି ହିଂସ୍ରକ ଓ ଧ୍ବଂସର କାର୍ୟ୍ଯ କରୁଥିଲ, ମଦ୍ଯପାନ ଦଳ ରେ ଯୋଗ ଦେଉଥିଲ, ଓ ମୂର୍ତ୍ତିମାନଙ୍କୁ ଉପାସନା କରି ମନ୍ଦକାମ କରୁଥିଲ।
3 No passado vocês já gastaram bastante tempo fazendo o que os pagãos gostam de fazer. Naquele tempo vocês viviam na imoralidade, nos desejos carnais, nas bebedeiras, nas orgias, na embriaguez e na nojenta adoração de ídolos.
4 ସହେି ଅବିଶ୍ବାସୀମାନେ ଆଶ୍ଚର୍ୟ୍ଯ ହେଉଛନ୍ତି ଯେ ବର୍ତ୍ତମାନ ତୁମ୍ଭେ ସମାନଙ୍କେ ଭଳି ହିଂସ୍ରକ ଓ ଧ୍ବଂସାକରୀ କାମମାନ କରୁ ନାହଁ।
4 E agora os pagãos ficam admirados quando vocês não se juntam com eles nessa vida louca e imoral e por isso os insultam.
5 ଅତଏବ ସମାନେେ ତୁମ୍ଭ ବିଷୟ ରେ ମନ୍ଦକଥା କହୁଛନ୍ତି। କିନ୍ତୁ ସମାନଙ୍କେୁ ସମାନଙ୍କେ କୃତ କର୍ମ ଲାଗି ଉତ୍ତର ଦବୋକୁ ହବେ। ଯେଉଁ ଖ୍ରୀଷ୍ଟ ମୃତ ଓ ଜୀବନ ଉଭୟର ବିଚାର କରିବାକୁ ପ୍ରସ୍ତୁତ, ତାହାଙ୍କ ନିକଟରେ ସମାନଙ୍କେୁ ସମସ୍ତ କର୍ମର ହିସାବ ଦବୋକୁ ହବେ।
5 Porém eles vão ter de prestar contas a Deus, que está pronto para julgar os vivos e os mortos.
6 ଯେଉଁ ଲୋକମାନେ ବର୍ତ୍ତମାନ ମୃତ, ସମାନଙ୍କେୁ ସୁସମାଚାର କୁହାୟାଇଥିଲା, କାରଣ ସବୁ ଲୋକଙ୍କର ବିଚାର ହବୋ ଭଳି ସମାନଙ୍କେର ମଧ୍ଯ ବିଚାର ହବେ। ସମାନେେ ଜୀବିତ ଥିଲା ବେଳେ ଯାହା କିଛି କରିଥିଲେ, ସହେି ଅନୁସାରେ ବିଚାରିତ ହବେେ। କିନ୍ତୁ ସମାନେେ ଯେପରି ପରମେଶ୍ବରଙ୍କ ଭଳି ଆତ୍ମା ରେ ଜୀବିତ ହବେେ, ଏଥିପାଇଁ ସମାନଙ୍କେ ନିକଟରେ ସୁସମାଚାର ପ୍ରଚାରିତ ହାଇେଥିଲା।
6 Pois o evangelho foi anunciado também aos mortos, os quais morreram por causa do julgamento de Deus, como morrem todos os seres humanos. O evangelho foi anunciado a eles a fim de que pudessem viver a vida espiritual como Deus quer que eles vivam.
7 ସବୁ ବିଷୟ ସମାପ୍ତ ହବୋର ସମୟ ନିକଟତର ହେଲାଣି। ଅତଏବ ନିଜର ମନକୁ ଶୁଚି ରଖ ଏବଂ ନିଜକୁ ସଂୟତ କର। ଏହା ତୁମ୍ଭକୁ ପ୍ରାର୍ଥନା କରିବା ରେ ସାହାୟ୍ଯ କରିବ।
7 O fim de todas as coisas está perto. Sejam prudentes e estejam alertas para poder orar.
8 ସବୁଠାରୁ ବଡ଼ କଥା ହେଲା ଯେ, ପରସ୍ପରକୁ ନିବିଡ଼ ଭାବେ ପ୍ ରମେ କର।
8 Acima de tudo, amem sinceramente uns aos outros, pois o amor perdoa muitos pecados.
9 ପ୍ ରମେ ଅନକେ ପାପ ଆଚ୍ଛାଦିତ କରେ। କୌଣସି ପ୍ରକାରର ଆପତ୍ତି ନ ଉଠାଇ ପରସ୍ପରକୁ ନିଜ ଘରକୁ ସ୍ବାଗତ ଜଣାଅ।
9 Hospedem uns aos outros, sem reclamar.
10 ତୁମ୍ଭ ମଧ୍ଯରୁ ପ୍ରେତ୍ୟକକେ ଗୋଟିଏ ଗୋଟିଏ ଆଧ୍ଯାତ୍ମିକ ଦାନ ପରମେଶ୍ବରଙ୍କଠାରୁ ପାଇଛ। ପରମେଶ୍ବର ଅନକେ ପ୍ରକା ରେ ତାହାଙ୍କର ଅନୁଗ୍ରହ ତୁମ୍ଭକୁ ଦଖାଇେଛନ୍ତି। ତୁମ୍ଭେ ତାହାଙ୍କର ଦାନଗୁଡ଼ିକୁ ଦାଯିତ୍ବପୂର୍ଣ୍ଣ ସହିତ ପରମେଶ୍ବରଙ୍କ ସବେକ ଭଳି ବ୍ଯବହାର କର। ଅତଏବ ଭଲ ସବେକ ହାଇେ ପରସ୍ପରର ସବୋ ରେ ସଗେୁଡ଼ିକୁ ଲଗାଅ।
10 Sejam bons administradores dos diferentes dons que receberam de Deus. Que cada um use o seu próprio dom para o bem dos outros!
11 ଯେଉଁ ଲୋକ କହିବାକୁ ଚା ହେଁ, ସେ ପରମେଶ୍ବରଙ୍କ ବାକ୍ଯରୁ କଥା କହୁ। ଯେଉଁ ଲୋକ ସବୋ କରିବ, ସେ ପରମେଶ୍ବରଙ୍କ ପ୍ରଦତ୍ତ ଶକ୍ତି ସାହାୟ୍ଯ ରେ ସବୋ କରୁ। ତୁମ୍ଭେ ଏହି ସବୁ କାମ ଏପରି ଭାବରେ କରିବା ଉଚିତ ଯେ, ଖ୍ରୀଷ୍ଟଙ୍କ ମାଧ୍ଯମ ରେ ଯେପରି ପରମେଶ୍ବର ସମସ୍ତ ବିଷୟ ରେ ପ୍ରଶଂସା ପାଇବେ। କ୍ଷମତା ଓ ମହିମା ସଦାସର୍ବଦା ପାଇଁ ତାହାଙ୍କର ଅଟେ। ଆମେନ୍।
11 Quem prega pregue a palavra de Deus; quem serve sirva com a força que Deus dá. Façam assim para que em tudo Deus seja louvado por meio de Jesus Cristo, a quem pertencem a glória e o poder para todo o sempre! Amém !
12 ମାେ ମିତ୍ରଗଣ, ତୁମ୍ଭମାନେେ ବର୍ତ୍ତମାନର ଦୁଃଖ ସହୁଥିବାରୁ ଆଶ୍ଚର୍ୟ୍ଯ ମନକରେ ନାହିଁ। ଏହି ଦୁଃଖ ଭୋଗ ତୁମ୍ଭମାନଙ୍କର ବିଶ୍ବାସ ପରୀକ୍ଷା କରୁଛି। ଭାବ ନାହିଁ ଯେ ତୁମ୍ଭ ପ୍ରତି କିଛି ଆଶ୍ଚର୍ୟ୍ଯ କଥା ଘଟୁଛି।
12 Meus queridos amigos, não fiquem admirados com a dura prova de aflição pela qual vocês estão passando, como se alguma coisa fora do comum estivesse acontecendo a vocês.
13 ବରଂ ତୁମ୍ଭେ ଖୁସି ହବୋ ଉଚତ ଯେ, ତୁମ୍ଭେ ଖ୍ରୀଷ୍ଟଙ୍କର ଯାତନାର ସହଭାଗୀ ହାଇେଛ। ଖ୍ରୀଷ୍ଟ ନିଜର ମହିମା ପ୍ରକାଶ କଲା ବେଳେ ତୁମ୍ଭେ ଖୁସି ହବେ ଓ ଆନନ୍ଦ ରେ ପୂର୍ଣ୍ଣ ହବେ।
13 Pelo contrário, alegrem-se por estarem tomando parte nos sofrimentos de Cristo, para que fiquem cheios de alegria quando a glória dele for revelada.
14 ଖ୍ରୀଷ୍ଟଙ୍କୁ ଅନୁସରଣ କରୁଛ ବୋଲି ଲୋକେ ତୁମ୍ଭକୁ ମନ୍ଦକଥା କହିଲେ, ତୁମ୍ଭେ ଧନ୍ଯ ବୋଲି ଜାଣିବ। ତୁମ୍ଭ ଭିତ ରେ ଗୌରବମୟ ଆତ୍ମା ଅଛନ୍ତି ବୋଲି ତୁମ୍ଭେ ଧନ୍ଯ। ତାହା ହିଁ ହେଉଛି ପରମେଶ୍ବରଙ୍କ ଆତ୍ମା।
14 Vocês serão felizes se forem insultados por serem seguidores de Cristo, porque isso quer dizer que o glorioso Espírito de Deus veio sobre vocês.
15 ତୁମ୍ଭମାନଙ୍କ ଭିତରୁ କହେି ହତ୍ଯାକାରୀ ବା ଚୋର ବା ଦୁଷ୍କର୍ମକାରୀ ବା ଅନ୍ୟମାନଙ୍କ କାରବାର ରେ ମୁଣ୍ଡ ଖଳୋଇଲା ଭଳି ଲୋକ ନ ଥାଉ। ସହେି ଭଳି କାମ କଲେ, ଜଣେ ଦୁଃଖ ଭୋଗିବ। ତୁମ୍ଭ ଭିତରୁ କହେି ଏପରି କାର୍ୟ୍ଯ କରି ଯାତନା ନ ଭୋଗୁ। କିନ୍ତୁ ଜଣେ କହେି ଖ୍ରୀଷ୍ଟିଯାନ ହବୋରୁ ଯାତନା ପାଇଲେ, ଲଜ୍ଜିତ ନ ହେଉ।
15 Se algum de vocês tiver de sofrer, que não seja por ser assassino, ladrão, criminoso ou por se meter na vida dos outros.
16 ତୁମ୍ଭେ ସହେି ଖ୍ରୀଷ୍ଟିଯାନ ନାମଟି ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦିଅ।
16 Mas, se alguém sofrer por ser cristão, não fique envergonhado, mas agradeça a Deus o fato de ser chamado por esse nome.
17 ଏବେ ବିଚାରର ସମୟ ଆସିଛି। ତାହା ପରମେଶ୍ବରଙ୍କ ପରିବାରଠାରୁ ଆରମ୍ଭ ହବେ। ଯଦି ସହେି ବିଚାର ଆମ୍ଭଠାରୁ ଆରମ୍ଭ ହୁଏ, ତାହାହେଲେ ଯେଉଁମାନେ ପରମେଶ୍ବରଙ୍କ ସୁସମାଚାର ଗ୍ରହଣ କରି ନାହାଁନ୍ତି, ସମାନଙ୍କେର କି ଅବସ୍ଥା ହବେ ?
17 Pois o tempo de começar o julgamento já chegou, e os que pertencem ao povo de Deus serão os primeiros a serem julgados. Se esse julgamento vai começar conosco, qual será o fim daqueles que não creem no evangelho de Deus?
18 ଉତ୍ତମ ଲୋକ ରକ୍ଷା ପାଇବା ବଡ଼ କଠିନ। ତା ହେଲେ ଯେଉଁମାନେ ପରମେଶ୍ବରଙ୍କ ବିରୋଧୀ ଓ ପାପରେ ପୂର୍ଣ୍ଣ ସମାନଙ୍କେର କ'ଣ ହବେ ?340
18 Como dizem as Escrituras Sagradas : “Se é difícil os bons serem salvos, o que será daqueles pecadores que não querem saber de Deus?”
19 ଅତଏବ ଯେଉଁ ଲୋକମାନେ ପରମେଶ୍ବରଙ୍କ ଇଚ୍ଛାନୁସା ରେ ଯାତନା ଭୋଗ କରୁଛନ୍ତି, ସମାନେେ ତାହାଙ୍କୁ ସମାନଙ୍କେର ଆତ୍ମା ବିଶ୍ବାସପୂର୍ବକ ସମର୍ପଣ କରିଦବୋ ଉଚିତ୍। ପରମେଶ୍ବର ସମାନଙ୍କେୁ ଗଠନ କରିଛନ୍ତି ଓ ତେଣୁ ସମାନେେ ତାହାଙ୍କୁ ବିଶ୍ବାସ କରିପାରିବେ। ଅତଏବ ସମାନେେ ଭଲ କାମ କରିଚାଲିବା ଉଚିତ।
19 Por isso os que sofrem porque esta é a vontade de Deus para eles devem, por meio das suas boas ações, entregar-se completamente aos cuidados do Criador, que sempre cumpre as suas promessas.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Pedro 4, comparar traduções ou montar um estudo — tudo direto pelo WhatsApp.