1 João 1
Oriya Bible (GL_ORIYA) vs ARIB
1 ଆମ୍ଭମାନେେ ତୁମ୍ଭମାନଙ୍କୁ ବର୍ତ୍ତମାନ ଯେଉଁ ବିଷୟ ରେ କହିବାକୁ ଯାଉଛୁ, ତାହା ସୃଷ୍ଟିର ଆରମ୍ଭରୁ ଥିଲା।
1 O que era desde o princípio, o que ouvimos, o que vimos com os nossos olhos, o que contemplamos e as nossas mãos apalparam, a respeito do Verbo da vida
2 ସହେି ଜୀବନ ଆମ୍ଭ ନିକଟରେ ପ୍ରକାଶିତ ହେଲା। ଆମ୍ଭେ ତାହା ଦେଖିଲୁ। ଆମ୍ଭେ ଏ ସମ୍ପର୍କ ରେ ପ୍ରମାଣ ଦଇପୋରୁ। ବର୍ତ୍ତମାନ ଆମ୍ଭେ ସହେି ଜୀବନ ସମ୍ପର୍କ ରେ ତୁମ୍ଭକୁ କହୁଛୁ। ଏହି ଜୀବନ ସଦାକାଳ ରହିଛନ୍ତି। ପୂର୍ବରୁ ଏହା ପିତା ପରମେଶ୍ବରଙ୍କ ସହିତ ଥିଲା। ପରମେଶ୍ବର ସହେି ଜୀବନ ଆମ୍ଭକୁ ପ୍ରକାଶିତ କଲେ।
2 {pois a vida foi manifestada, e nós a temos visto, e dela testificamos, e vos anunciamos a vida eterna, que estava com o Pai, e a nós foi manifestada};
3 ବର୍ତ୍ତମାନ ତୁମ୍ଭମାନଙ୍କୁ ସହେି ସମ୍ବନ୍ଧ ରେ କହିବୁ ଯାହା ଆମ୍ଭମାନେେ ଦେଖିଛୁ ଓ ଶୁଣିଛୁ। କାରଣ ଏହା ଦ୍ବାରା ତୁମ୍ଭମାନେେ ଆମ୍ଭର ସହଭାଗୀ ହାଇପୋରିବ। ପରମପିତା ଓ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ସହ ଆମ୍ଭେ ମଧ୍ଯ ସହଭାଗୀ।
3 sim, o que vimos e ouvimos, isso vos anunciamos, para que vós também tenhais comunhão conosco; e a nossa comunhão é com o Pai, e com seu Filho Jesus Cristo.
4 ଆମ୍ଭମାନଙ୍କର ଆନନ୍ଦର ପରିପୂର୍ଣ୍ଣତା ପାଇଁ ଆମ୍ଭେ ଏସବୁ ତୁମ୍ଭମାନଙ୍କୁ ଲେଖୁଛୁ।
4 Estas coisas vos escrevemos, para que o nosso gozo seja completo.
5 ଆମ୍ଭେ ପରମେଶ୍ବରଙ୍କଠାରୁ ଯେଉଁ ସତ୍ଯଶିକ୍ଷା ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ କହୁଅଛୁ। ପରମେଶ୍ବର ଜ୍ଯୋତିଃସ୍ବରୂପ। ଆଉ ତାହାଙ୍କଠା ରେ ଆଦୌ ଅନ୍ଧକାର ନାହିଁ।
5 E esta é a mensagem que dele ouvimos, e vos anunciamos: que Deus é luz, e nele não há trevas nenhumas.
6 ଯଦି ଆମ୍ଭେ କହୁ, ଆମ୍ଭର ପରମେଶ୍ବରଙ୍କ ସହିତ ସହଭାଗିତା ଅଛି, କିନ୍ତୁ ଅବିରତ ଅନ୍ଧକାର ରେ ଜୀବନଯାପନ କରୁ, ତାହାହେଲେ ଆମ୍ଭେ ମିଥ୍ଯାବାଦୀ ଓ ସତ୍ଯର ଅନୁସରଣ କରୁ ନାହୁଁ।
6 Se dissermos que temos comunhão com ele, e andarmos nas trevas, mentimos, e não praticamos a verdade;
7 ପରମେଶ୍ବର ଆଲୋକରେ ବାସ କରନ୍ତି, ତେଣୁ ଆମ୍ଭେ ମଧ୍ଯ ଆଲୋକରେ ବାସ କରିବା ଉଚିତ। ଯଦି ଆମ୍ଭେ ଆଲୋକରେ ଜୀବନଯାପନ କରୁ, ତବେେ ଆମ୍ଭେ ପରସ୍ପର ସହଭାଗୀ ହାଇପୋରିବା। ଯଦି ଆମ୍ଭମାନେେ ଆଲୋକରେ ରହୁ, ତବେେ ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମ୍ଭର ସମସ୍ତ ପାପ ଧୋଇଦିଏ।
7 mas, se andarmos na luz, como ele na luz está, temos comunhão uns com os outros, e o sangue de Jesus seu Filho nos purifica de todo pecado.
8 ଯଦି ଆମ୍ଭେ କହୁ, ଆମ୍ଭମାନଙ୍କର କିଛି ପାପ ନାହିଁ, ତବେେ ଆମ୍ଭେ ନିଜେ ନିଜକୁ ଠକୁଛୁ ଏବଂ ଆମ୍ଭଠା ରେ ସତ୍ଯ ନାହିଁ।
8 Se dissermos que não temos pecado nenhum, enganamo-nos a nós mesmos, e a verdade não está em nós.
9 ଯଦି ଆମ୍ଭେ ନିଜ ନିଜର ପାପ ସ୍ବୀକାର କରୁ ତବେେ ପରମେଶ୍ବର ଆମ୍ଭକୁ ପାପରୁ କ୍ଷମା କରିବେ। କାରଣ ସେ ବିଶ୍ବସ୍ତ ଓ ନ୍ଯାୟବାନ ଅଟନ୍ତି। ସେ ଆମ୍ଭକୁ ସମସ୍ତ ଅଧର୍ମରୁ ପରିଷ୍କାର କରିବେ।
9 Se confessarmos os nossos pecados, ele é fiel e justo para nos perdoar os pecados e nos purificar de toda injustiça.
10 ଆମ୍ଭେ ଯଦି କହୁ ଯେ ଆମ୍ଭେ କିଛି ପାପ କରି ନାହୁଁ, ତବେେ ଆମ୍ଭେ ପରମେଶ୍ବରଙ୍କୁ ମିଥ୍ଯାବାଦୀ କରୁ ଏବଂ ତାହାଙ୍କ ସତ୍ଯଶିକ୍ଷା ଆମ୍ଭମାନେେ ଗ୍ରହଣ କରି ନାହୁଁ।
10 Se dissermos que não temos cometido pecado, fazemo-lo mentiroso, e a sua palavra não está em nós.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 João 1, comparar traduções ou montar um estudo — tudo direto pelo WhatsApp.