1 Crônicas 8
Oriya Bible (GL_ORIYA) vs NTLH
1 ବିନ୍ଯାମୀନ ବଲୋଙ୍କ ପିତା ଥିଲେ। ବଲୋ ବିନ୍ଯାମୀନଙ୍କ ପ୍ରଥମଜାତ ପୁତ୍ର ଥିଲେ। ଅସବେଲ୍ ବିନ୍ଯାମୀନଙ୍କ ଦ୍ବିତୀୟ ପୁତ୍ର ଥିଲେ। ଅହର୍ଦ ବିନ୍ଯାମୀନଙ୍କ ତୃତୀୟ ପୁତ୍ର ଥିଲେ।
1 Benjamim foi pai de cinco filhos. São estes os seus nomes, por ordem de idade: Belá, Asbel, Aará,
2 ନୋହା ବିନ୍ଯାମୀନଙ୍କ ଚତୁର୍ଥ ପୁତ୍ର ଥିଲେ। ଏବଂ ରାଫା ବିନ୍ଯାମୀନଙ୍କ ପଞ୍ଚମ ପୁତ୍ର ଥିଲେ।
2 Noá e Rafa.
3 ବଲୋଙ୍କର ପୁତ୍ରମାନେ ଥିଲେ,
3 Os descendentes de Belá foram: Adar, Gera, Abiúde,
4 ଅଦ୍ଦର, ଗରୋ, ଅବୀହୂଦ, ଅବୀଶୂଯ,
4 Abisua, Naamã, Aoá,
5 ନାମାନ୍, ଆହୋହ, ଗରୋ, ଶଫୂଫନ ଓ ହୂରମ୍।
5 Gera, Sefufã e Hurã.
6 ଏହିମାନେ ଏହୂଦଙ୍କର ବଂଶଧର ଥିଲେ। ଗବୋର ସମାନେେ ନିଜ ପରିବାରର ମୁଖ୍ଯ ଥିଲେ। ନିଜର ଗୃହ ତ୍ଯାଗ କରି ମାନହତକୁ ୟିବା ନିମନ୍ତେ ସମାନଙ୍କେୁ ବାଧ୍ଯ କରାଗଲା। ଏହୂଦଙ୍କ ବଂଶଧରମାନେ ଥିଲେ ନାମନା, ଅହିଯ ଓ ଗରୋ।
6 — ausente —
7 ଗରୋ ସମାନଙ୍କେୁ ଗୃହତ୍ଯାଗ କରିବା ନିମନ୍ତେ ବଳପ୍ରଯୋଗ କଲେ। ଗରୋ ଉଷ ଓ ଅହୀଦୂଦଙ୍କ ପିତା ଥିଲେ।
7 — ausente —
8 ଶହରଯିମ୍ ତାଙ୍କର ସ୍ତ୍ରୀଗଣ, ହୂଶୀମ୍ ଓ ବାରାଙ୍କୁ ମାୟୋବ ରେ ଛାଡ଼ପତ୍ର ଦେଲେ। ଏହାପରେ ସେ ତାଙ୍କର ଆଉ ଜଣେ ସ୍ତ୍ରୀଙ୍କଠାରୁ କେତେ ଗୋଟି ସନ୍ତାନ ଲାଭ କଲେ।
8 — ausente —
9 ଶହରଯିମ୍ ଆପଣା ସ୍ତ୍ରୀ ହୋଦଶଙ୍କ ଦ୍ବାରା ୟୋବବ୍, ସିବିଯ, ମଶାେ, ମଲକମ୍, ୟିଯୁଶ, ଶଖିଯ, ଓ ମିର୍ମଙ୍କୁ ଜାତ କଲେ।
9 — ausente —
10 ସମାନେେ ନିଜ ପରିବାରର ମୁଖ୍ଯ ଥିଲେ।
10 Jeús, Saquias e Mirma. Todos os seus filhos se tornaram chefes de famílias.
11 ଶରଯିମ ଓ ହୂଶୀମ୍ଙ୍କର ଆବୀଟୂବ୍ ଇଲ୍ପାଲ ନାମକ ଦୁଇ ପୁତ୍ର ଥିଲେ।
11 Saaraim também teve dois filhos com a sua mulher Husim. Os nomes deles eram Abitube e Elpaal.
12 ଇଲ୍ପାଲଙ୍କ ପୁତ୍ରମାନେ ଥିଲେ ଏବର୍, ମିଶିଯମ୍, ଶମେଦ୍। ଶମଦେ, ଓନୋ ଓ ଲୋଦ୍ ସହିତ ଏହାର ନଗର ନିର୍ମାଣ କଲେ।
12 Elpaal foi pai de três filhos: Héber, Misã e Semede. Semede construiu as cidades de Ono e Lode e os povoados que ficavam ao seu redor.
13 ବରୀଯ ଓ ଶମାେ ଅଯାଲୋନର ନିବାସୀମାନଙ୍କ ପରିବାରର ମୁଖ୍ଯ ଥିଲେ। ସହେି ପୁତ୍ରମାନେ ଗାଥର ନିବାସୀମାନଙ୍କୁ ସମାନଙ୍କେ ନଗର ଛାଡ଼ି ଚାଲିୟିବା ପାଇଁ ବାଧ୍ଯ କଲେ।
13 Berias e Sema foram os chefes das famílias que ficaram morando na cidade de Aijalom. Eles expulsaram os moradores da cidade de Gate.
14 ସମାନଙ୍କେର ଭାଇମାନେ ଥିଲେ, ଅହିଯୋ, ଶାଶକ୍ ଓ ଯିରମୋେତ୍,
14 Entre os descendentes de Berias estavam: Aiô, Sasaque, Jeremote,
15 ସବଦିଯ, ଅରାଦ, ଏଦର୍,
15 Zebadias, Arade, Éder,
16 ମୀଖାଯଲେ, ୟିଶ୍ପା ଓ ୟୋହ, ବରୀଯଙ୍କ ପୁତ୍ରଗଣ ଥିଲେ।
16 Micael, Ispa e Joá.
17 ଇଲ୍ପାଲ୍ଙ୍କ ପୁତ୍ରମାନେ ଥିଲେ : ସବଦିଯ, ମଶୂଲ୍ଲମ୍, ହିଷକି, ହବେର୍,
17 Entre os descendentes de Elpaal estavam: Zebadias, Mesulã, Hizequi, Héber,
18 ୟିଷ୍ମରଯ ଓ ୟୋବବ୍।
18 Ismerai, Izlias e Jobabe.
19 ଶିମିଯିଙ୍କ ପୁତ୍ରମାନେ ଥିଲେ : ୟାକୀମ୍, ସିଖ୍ରି, ସବ୍ଦି,
19 Entre os descendentes de Simei estavam: Jaquim, Zicri, Zabdi,
20 ଇଲୀ-ଐନଯ, ସିଲ୍ଲଥଯ ଇଲୀଯଲେ,
20 Elienai, Ziletai, Eliel,
21 ଅଦାଯା, ବରାଯା ଓ ଶିମ୍ରତ୍।
21 Adaías, Beraías e Sinrate.
22 ଶାଶକ୍ଙ୍କ ପୁତ୍ରମାନେ ଥିଲେ : ୟିଶ୍ପନ୍, ଏବର୍, ଇଲୀଯଲେ,
22 Entre os descendentes de Sasaque estavam: Ispã, Éber, Eliel,
23 ଅବଦୋନ, ସିଖ୍ରି, ହାନନ୍,
23 Abdom, Zicri, Hanã,
24 ହନାନିଯ, ଏଲମ୍, ଅନ୍ତୋଥିଯ,
24 Hananias, Elão, Antotias,
25 ୟିଫ୍ଦିଯ ଓ ପନୁଯଲେ।
25 Ifdeias e Penuel.
26 ୟିରୋହମଙ୍କ ପୁତ୍ରମାନେ ଥିଲେ : ଶମଶରଯ, ଶହରିଯ, ଅଥଲିଯ,
26 Entre os descendentes de Jeroão estavam: Sanserai, Searias, Atalias,
27 ୟାରିଶିଯ, ଏଲିଯ ଓ ସିଖ୍ରି,
27 Jaaresias, Elias e Zicri.
28 ଏହି ବ୍ଯକ୍ତିମାନେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନଙ୍କେର ପାରିବାରିକ ଇତିହାସ ରେ ସମାନଙ୍କେୁ ମୁଖ୍ଯ ଭାବେ ଉଲ୍ଲେଖ କରାୟାଇଅଛି। ସମାନେେ ୟିରୁଶାଲମ ରେ ବାସ କରୁଥିଲେ।
28 Estes foram os primeiros chefes de famílias que moraram em Jerusalém e os seus principais descendentes.
29 ୟିଯେଲ୍ ଗିବିଯୋନଙ୍କ ପିତା ଥିଲେ। ସେ ଗିବିଯୋନ ସହର ରେ ବାସ କରୁଥିଲେ। ୟିଯଲଙ୍କେ ସ୍ତ୍ରୀଙ୍କ ନାମ ଥିଲା ମାଖା।
29 Jeiel fundou a cidade de Gibeão e ficou morando ali. A sua mulher se chamava Maacá,
30 ୟିଯଲଙ୍କେ ଜେଷ୍ଠପୁତ୍ର ଥିଲେ ଅବଦୋନ୍। ତାଙ୍କର ଅନ୍ୟ ପୁତ୍ରମାନେ ଥିଲେ ସୂର୍, କୀଶ୍, ବାଲ୍, ନାଦବ୍,
30 e o seu filho mais velho, Abdom. Os seus outros filhos foram: Zur, Quis, Baal, Ner, Nadabe,
31 ଗଦୋର, ଅହିଯୋ, ସଖର୍, (ଓ ମିକଲୋତ)।
31 Gedor, Aiô, Zequer
32 ମିକଲୋତ୍ ଶିମିଯଙ୍କ ପିତା ଥିଲେ। ଏହି ପୁତ୍ରମାନେ ମଧ୍ଯ ୟିରୁଶାଲମ ରେ ସମାନଙ୍କେର ଆତ୍ମୀଯମାନଙ୍କ ନିକଟରେ ବାସ କରୁଥିଲେ।
32 e Miclote, o pai de Simeia. Os seus descendentes moravam em Jerusalém, perto das outras famílias do seu grupo de famílias.
33 ନେର୍ କୀଶ୍ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ। ଏବଂ ଶାଉଲ ଯୋନାଥନ, ମଲକୀଶୂଯ, ଅବୀନାଦବ୍ ଓ ଇଶବାଲାଙ୍କ ପିତା ଥିଲେ।
33 Ner foi pai de Quis, e Quis foi pai do rei Saul. Saul foi pai de quatro filhos: Jônatas, Malquisua, Abinadabe e Esbaal .
34 ଯୋନାଥନଙ୍କ ପୁତ୍ର ଥିଲେ ମରୀଦ୍ଦାଲ୍। ମରୀଦ୍ଦାଲ୍ ମୀଖାଙ୍କ ପିତା ଥିଲେ।
34 Jônatas foi pai de Meribe-Baal , que foi pai de Mica.
35 ମୀଖାଙ୍କ ପୁତ୍ରମାନେ ଥିଲେ, ପିଥୋନ୍, ମଲେକ୍, ତ ରଯେ ଓ ଆହସ।
35 Mica foi pai de quatro filhos: Pitom, Meleque, Tareia e Acaz.
36 ଆହସ୍ ୟିହୋଯାଦାଙ୍କ ପିତା ଥିଲେ। ଯିହାୟୋଦାରଦା ଆଲମେତ୍, ଅସ୍ମାବତ ଓ ସିମ୍ରିଙ୍କ ପିତା ଥିଲେ। ସିମ୍ରି ମାେତସାଙ୍କ ପିତା ଥିଲେ।
36 Acaz foi pai de Jeoada, e Jeoada foi pai de três filhos: Alemete, Azmavete e Zinri. Zinri foi pai de Mosa,
37 ମାେତ୍ସା ବିନିଯାଙ୍କ ପିତା ଥିଲେ। ରାଫା ବିନିଯାଙ୍କ ପୁତ୍ର ଥିଲେ। ଇଲୀଯାସା ରାଫାଙ୍କ ପୁତ୍ର ଥିଲେ। ଏବଂ ଆତ ସେଲ୍, ଇଲୀଯାସାଙ୍କ ପୁତ୍ର ଥିଲେ।
37 Mosa foi pai de Bineá, Bineá foi pai de Rafa, Rafa foi pai de Eleasa, e Eleasa foi pai de Azel.
38 ଆତ୍ ସେଲ୍ଙ୍କ ଛଅ ପୁତ୍ର ଥିଲେ। ସମାନଙ୍କେର ନାମ ଏହିପରି ଥିଲା -ଅସ୍ରୀକାମ୍, ବୋଖରୁ, ଇଶ୍ମାଯଲେ, ଶିଯରିଯ, ଓବଦିଯ ଓ ହାନନ।
38 Azel foi pai de seis filhos: Azricã, Bocru, Ismael, Searias, Obadias e Hanã.
39 ଆତ ସେଲଙ୍କ ଭ୍ରାତା ଥିଲେ ଏଶକ୍। ଏଶକ୍ଙ୍କର କେତକେ ପୁତ୍ର ଥିଲେ। ଏହିମାନେ ହେଲେ : ଉଲମ୍, ଏଶକ୍ଙ୍କର ଜେଷ୍ଠ ପୁତ୍ର, ୟିଯୁଶ୍, ଏଶକ୍ଙ୍କର ଦ୍ବିତୀୟ ପୁତ୍ର, ଏଲୀଫଲେଟ୍ ତୃତୀୟ ପୁତ୍ର ଥିଲେ।
39 Eseque, o irmão de Azel, foi pai de três filhos: Ulão, Jeús e Elifelete.
40 ଉଲମ୍ଙ୍କର ପୁତ୍ରମାନେ ପରାକ୍ରମୀ ସୈନ୍ଯ ଓ ଉତ୍ତମ ଧନୁର୍ଦ୍ଧର ଥିଲେ। ଉଲମଙ୍କର ପୁତ୍ରର ଅନକେ ପୁତ୍ର ଓ ନାତିଗଣ ଥିଲେ। ସର୍ବ ମାଟେ 150 ଜଣ।
40 Os filhos de Ulão foram famosos soldados e atiradores de flechas. Ulão teve cento e cinquenta filhos e netos. Todos estes foram membros da tribo de Benjamim.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Crônicas 8, comparar traduções ou montar um estudo — tudo direto pelo WhatsApp.